Levítico 23
Oriya Bible (GL_ORIYA) vs ACF
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
1 Depois falou o SENHOR a Moisés, dizendo:
2 ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘାଷେଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।
2 Fala aos filhos de Israel, e dize-lhes: As solenidades do Senhor, que convocareis, serão santas convocações; estas são as minhas solenidades:
3 ଛଅଦିନ କାମ କରାୟିବ, ମାତ୍ର ସପ୍ତମଦିନ ବିଶ୍ରାମଦିନ। ଅର୍ଥାତ୍ ପବିତ୍ର ଶଭା ହବେ। ତୁମ୍ଭମାନେେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନ ରେ ସଦାପ୍ରବୁଙ୍କ ଉଦ୍ଦେଶ୍ଯ ରେ ବିଶ୍ରାମଦିନ ହବେ।
3 Seis dias trabalho se fará, mas o sétimo dia será o sábado do descanso, santa convocação; nenhum trabalho fareis; sábado do Senhor é em todas as vossas habitações.
4 ଏଗୁଡିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭମାନେେ ସହେି ନିରୂପିତ ଦିନ ରେ ପବିତ୍ର ସଭା ଘାଷେଣା କରିବ।
4 Estas são as solenidades do Senhor, as santas convocações, que convocareis ao seu tempo determinado:
5 ପ୍ରଥମ ମାସ ରେ, ମାସର ଚତୁର୍ଦ୍ଦଶ ଦିନ ରେ ସନ୍ଧ୍ଯା ବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାରପର୍ବ ହବେ।
5 No mês primeiro, aos catorze do mês, pela tarde, é a páscoa do Senhor.
6 ପୁଣି ସହେି ମାସର ପଞ୍ଚଦଶ ଦିନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାଡିଶୂନ୍ଯ ରୋଟୀର ପର୍ବ ହବେ। ତୁମ୍ଭମାନେେ ସାତଦିନ ପର୍ୟ୍ଯନ୍ତ ତାଡିଶୂନ୍ଯ ରୋଟୀ ଭୋଜନ କରିବ।
6 E aos quinze dias deste mês é a festa dos pães ázimos do Senhor; sete dias comereis pães ázimos.
7 ପର୍ବର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ସଦେିନ ତୁମ୍ଭମାନେେ କୌଣସି ବ୍ଯବସାଯ କର୍ମ କରିବ ନାହିଁ।
7 No primeiro dia tereis santa convocação; nenhum trabalho servil fareis;
8 ମାତ୍ର ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନ ରେ ବିଶଷେ ସଭା ହବେ। ତୁମ୍ଭମାନେେ ସଦେିନ କୌଣସି ବ୍ଯବସାଯ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।
8 Mas sete dias oferecereis oferta queimada ao Senhor; ao sétimo dia haverá santa convocação; nenhum trabalho servil fareis.
9 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
9 E falou o Senhor a Moisés, dizendo:
10 ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେୁ ତୁମ୍ଭମାନେେ ସେ ଦେଶ ରେ ପ୍ରବେଶ କରିବ। ଯେତବେେଳେ ତୁମ୍ଭମାନେେ ଶସ୍ଯ କାଟିବ, ସେତବେେଳେ ପ୍ରଥମ କଟା ଶସ୍ଯରୁ ଏକବିଡା ଯାଜକ ନିକଟକୁ ଆଣିବ।
10 Fala aos filhos de Israel, e dize-lhes: Quando houverdes entrado na terra, que vos hei de dar, e fizerdes a sua colheita, então trareis um molho das primícias da vossa sega ao sacerdote;
11 ତହିଁରେ ସବୁଦିନ ପାଇଁ ତୁମ୍ଭମାନଙ୍କ ପକ୍ଷ ରେ ଗ୍ରାହ୍ଯ ହବୋ ନିମନ୍ତେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସହେି ବିଡା ଟକେିବ। ବିଶ୍ରାମ ଦିନ ପରେ ସେ ଏହାକୁ ଝୁଲାଇବା ଉଚିତ୍।
11 E ele moverá o molho perante o Senhor, para que sejais aceitos; no dia seguinte ao sábado o sacerdote o moverá.
12 ପୁଣି ଯେଉଁଦିନ ତୁମ୍ଭମାନେେ ସହେି ବିଡା ଦୋଳାଇବ ସହେିଦିନ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ଏକ ବର୍ଷୀଯ ନିଖୁଣ ମଷେବତ୍ସ ଗୋଟିଏ ଉତ୍ସର୍ଗ କରିବ।
12 E no dia em que moverdes o molho, preparareis um cordeiro sem defeito, de um ano, em holocausto ao Senhor,
13 ପୁଣି ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ସହେିଦିନ ଶସ୍ଯ ନବୈେଦ୍ଯ ରୂପେ ଉତ୍ସର୍ଗ କରାୟିବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବାସିତ ନବୈେଦ୍ଯ ହବେ, ଆଉ ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ତହିଁର ପଯେ ନବୈେଦ୍ଯ ରୂପେ ଉତ୍ସର୍ଗ କରାୟିବ।
13 E a sua oferta de alimentos, será de duas dízimas de flor de farinha, amassada com azeite, para oferta queimada em cheiro suave ao Senhor, e a sua libação será de vinho, um quarto de him.
14 ତୁମ୍ଭମାନେେ ଯେଉଁ ପର୍ୟ୍ଯନ୍ତ ନୂତନ ଶସ୍ଯର ନବୈେଦ୍ଯ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନ ଆଣିଛ ସପେର୍ୟ୍ଯନ୍ତ ତୁମ୍ଭମାନେେ ରୋଟୀ, କି ଭଜା ଶସ୍ଯ କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନ ରେ ଏହା ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା ହବେ।
14 E não comereis pão, nem trigo tostado, nem espigas verdes, até aquele mesmo dia em que trouxerdes a oferta do vosso Deus; estatuto perpétuo é por vossas gerações, em todas as vossas habitações.
15 ଅନନ୍ତର ସହେି ବିଶ୍ରାମବାର ପରଦିନଠାରୁ ଯେଉଁଦିନ ଦୋଳନୀଯ ନବୈେଦ୍ଯରୂପେ ବିଡା ଆଣିଲ ସହେିଦିନଠାରୁ ପୂର୍ଣ ସାତ ସପ୍ତାହ ଗଣନା କରିବ।
15 Depois para vós contareis desde o dia seguinte ao sábado, desde o dia em que trouxerdes o molho da oferta movida; sete semanas inteiras serão.
16 ଏହିରୂପେ ତୁମ୍ଭେ ବିଶ୍ରାମଦିନ ପରେ ସପ୍ତମ ଦିନଠାରୁ, ପଚାଶ ଦିନ ଗଣନା କରିବା ଉଚିତ୍। ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନୂତନ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।
16 Até ao dia seguinte ao sétimo sábado, contareis cinqüenta dias; então oferecereis nova oferta de alimentos ao Senhor.
17 ତୁମ୍ଭମାନେେ ନିଜ ନିଜ ଘରୁ ଦୋଳନୀଯ ନବୈେଦ୍ଯାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୋଟୀ ଆଣିବ। ତାହା ସରୁ ମଇଦା ରେ ପ୍ରସ୍ତୁତ ହବେ ଓ ତାଡି ରେ ପାକ କରାୟିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଥମଜାତ ଉପହାର ହବେ।
17 Das vossas habitações trareis dois pães de movimento; de duas dízimas de farinha serão, levedados se cozerão; primícias são ao Senhor.
18 ପୁଣି ତୁମ୍ଭମାନେେ ସହେି ରୋଟୀ ସହିତ ଏକବର୍ଷୀଯ ସାତଟି ନିଖୁଣ ମଷେବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମଷେ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହାମବେଳି ହବେ। ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।
18 Também com o pão oferecereis sete cordeiros sem defeito, de um ano, e um novilho, e dois carneiros; holocausto serão ao Senhor, com a sua oferta de alimentos, e as suas libações, por oferta queimada de cheiro suave ao Senhor.
19 ତା'ପରେ ତୁମ୍ଭମାନେେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇଟି ଏକ ବର୍ଷୀଯ ମଷେବତ୍ସ ଉତ୍ସର୍ଗ କରିବ।
19 Também oferecereis um bode para expiação do pecado, e dois cordeiros de um ano por sacrifício pacífico.
20 ପୁଣି ଯାଜକ ପ୍ରଥମଜାତ ଫଳର ରୋଟୀ ସହିତ ଦୁଇ ମଷେବତ୍ସ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯରୂପେ ଦୋଳାଇବ। ତାହାସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
20 Então o sacerdote os moverá com o pão das primícias por oferta movida perante o Senhor, com os dois cordeiros; santos serão ao Senhor para uso do sacerdote.
21 ଠିକ୍ ସହେିଦିନ ତୁମ୍ଭମାନେେ ଏକ ପବିତ୍ର ସଭା ପାଇଁ ଘାଷେଣା କରିବ। ସହେି ଦିନ କୌଣସି ବ୍ଯବସାଯ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହ ରେ ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।
21 E naquele mesmo dia apregoareis que tereis santa convocação; nenhum trabalho servil fareis; estatuto perpétuo é em todas as vossas habitações pelas vossas gerações.
22 ଆଉ ତୁମ୍ଭମାନେେ ଶସ୍ଯ କାଟିଲା ବେଳେ, କ୍ଷେତ୍ରରୁ ସମସ୍ତ ଶସ୍ଯ ନିଃଶଷେ କରି କାଟିବ ନାହିଁ। ଆଉ ତଳେ ପଡିଥିବା ଶସ୍ଯକୁ ସାଉଁଟିବ ନାହିଁ। ତୁମ୍ଭମାନେେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
22 E, quando fizerdes a colheita da vossa terra, não acabarás de segar os cantos do teu campo, nem colherás as espigas caídas da tua sega; para o pobre e para o estrangeiro as deixarás. Eu sou o Senhor vosso Deus.
23 ପୁଣି ସଦାପ୍ରଭୁ ମାଶାଙ୍କେୁ କହିଲେ,
23 E falou o Senhor a Moisés, dizendo:
24 ଇଶ୍ରାୟେଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ଯନି ଦ୍ବାରା ସ୍ମରଣାର୍ଥକ ପବିତ୍ର ସଭା ହବେ।
24 Fala aos filhos de Israel, dizendo: No mês sétimo, ao primeiro do mês, tereis descanso, memorial com sonido de trombetas, santa convocação.
25 ତୁମ୍ଭମାନେେ ସହେି ଦିନ କୌଣସି ବ୍ଯବସାଯିକ କିମ୍ବା କୌଣସି କର୍ମ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବ।
25 Nenhum trabalho servil fareis, mas oferecereis oferta queimada ao Senhor.
26 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
26 Falou mais o Senhor a Moisés, dizendo:
27 ସହେି ସପ୍ତମ ମାସର ଦଶମ ଦିନ ଅବଶ୍ଯ ପାପରୁ ପ୍ରାଯଶ୍ଚିତ୍ତର ଦିନ ହବେ। ସଦେିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।
27 Mas aos dez dias desse sétimo mês será o dia da expiação; tereis santa convocação, e afligireis as vossas almas; e oferecereis oferta queimada ao Senhor.
28 ସହେିଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବ ନାହିଁ। କାରଣ ଏହା ପ୍ରାଯଶ୍ଚିତ୍ତର ଦିନ। ସଦେିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ୟାଇ ତୁମ୍ଭମାନଙ୍କର ପ୍ରାଯଶ୍ଚିତ୍ତ କରିବ।
28 E naquele mesmo dia nenhum trabalho fareis, porque é o dia da expiação, para fazer expiação por vós perante o Senhor vosso Deus.
29 ଯବେେ କୌଣସି ଲୋକ ସହେିଦନି ଉପବାସ କରିବାକୁ ବିରତ ହୁଏ, ତବେେ ସେ ତା'ର ଲୋକମାନଙ୍କଠାରୁ ପୃଥକ୍ ରହିବ।
29 Porque toda a alma, que naquele mesmo dia se não afligir, será extirpada do seu povo.
30 ଯଦି କୌଣସି ପ୍ରାଣୀ ସହେିଦିନ କୌଣସି କର୍ମ କରେ ତବେେ ଆମ୍ଭେ ତାହା ଲୋକମାନଙ୍କ ମଧିଅରେ ତାକୁ ବିନାଶ କରିବୁ।
30 Também toda a alma, que naquele mesmo dia fizer algum trabalho, eu a destruirei do meio do seu povo.
31 ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ ସଦେିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହ ରେ ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା ଅଟେ।
31 Nenhum trabalho fareis; estatuto perpétuo é pelas vossas gerações em todas as vossas habitações.
32 ସହେି ଦିନ ତୁମ୍ଭମାନଙ୍କର ସ୍ବତନ୍ତ୍ର ବିଶ୍ରାମଦିନ ହବେ। ତୁମ୍ଭମାନେେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ଯାକାଳ ରେ, ଏକ ସନ୍ଧ୍ଯାଠାରୁ ଆର ସନ୍ଧ୍ଯା ପର୍ୟ୍ଯନ୍ତ ତୁମ୍ଭମାନେେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।
32 Sábado de descanso vos será; então afligireis as vossas almas; aos nove do mês à tarde, de uma tarde a outra tarde, celebrareis o vosso sábado.
33 ପୁମି ସଦାପ୍ରଭୁ ମାଶାଙ୍କେୁ କହିଲେ,
33 E falou o Senhor a Moisés, dizendo:
34 ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପତ୍ରକୁଟୀର ପର୍ବ ପାଳିତ ହବେ।
34 Fala aos filhos de Israel, dizendo: Aos quinze dias deste mês sétimo será a festa dos tabernáculos ao Senhor por sete dias.
35 ପ୍ରଥମ ଦିନ ରେ ପବିତ୍ର ସଭା ହବେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବ ନାହିଁ।
35 Ao primeiro dia haverá santa convocação; nenhum trabalho servil fareis.
36 ସାତଦିନ ୟାଏ ତୁମ୍ଭମାନେେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍ ଓ ତୁମ୍ଭମାନେେ ସଦାପ୍ରଭୁଙ୍କ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବା ଉଚିତ୍ ନୁହେଁ।
36 Sete dias oferecereis ofertas queimadas ao Senhor; ao oitavo dia tereis santa convocação, e oferecereis ofertas queimadas ao Senhor; dia de proibição é, nenhum trabalho servil fareis.
37 ଏହିସବୁ ସଦାପ୍ରଭୁଙ୍କର ପାଇଁ ସ୍ବତନ୍ତ୍ର ପର୍ବ, ଯାହା ତୁମ୍ଭେ ପବିତ୍ର ସଭାପରି ପ୍ରକାଶ କରିଥାଅ, ସହେିଥି ରେ ତୁମ୍ଭମାନେେ ପ୍ରେତ୍ୟକକ ପର୍ବର ନିରୂପିତ ଦିନ ରେ ସଦାପ୍ରଭୁଙ୍କୁ ନବୈେଦ୍ଯ, ହାମବେଳି, ଶସ୍ଯ ନବୈେଦ୍ଯ, ବଳିଦାନ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ଏହା ତୁମ୍ଭମାନେେ ପବିତ୍ର ସଭା ରେ ଘାଷେଣା କରିବା ଉଚିତ୍
37 Estas são as solenidades do Senhor, que apregoareis para santas convocações, para oferecer ao Senhor oferta queimada, holocausto e oferta de alimentos, sacrifício e libações, cada qual em seu dia próprio;
38 ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ରାମଦିନ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଦାନ ଛଡା ତୁମ୍ଭମାନଙ୍କର ସକଳ ମାନତ ଛଡା ଓ ତୁମ୍ଭମାନଙ୍କ ସ୍ବେଚ୍ଛାଦତ୍ତ ସକଳ ନବୈେଦ୍ଯ ଛଡା ଏହିସବୁ ପର୍ବ ପାଳନ କରିବ।
38 Além dos sábados do Senhor, e além dos vossos dons, e além de todos os vossos votos, e além de todas as vossas ofertas voluntárias, que dareis ao Senhor.
39 ସପ୍ତମ ମାସର ପଞ୍ଚଦଶ ଦିନ ଯେତବେେଳେ ତୁମ୍ଭମାନେେ ଭୂମିରୁ ଶସ୍ଯ ସଂଗ୍ରହ କରିସାରିବ ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଅବଶ୍ଯ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ ଓ ଅଷ୍ଟମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ।
39 Porém aos quinze dias do mês sétimo, quando tiverdes recolhido do fruto da terra, celebrareis a festa do Senhor por sete dias; no primeiro dia haverá descanso, e no oitavo dia haverá descanso.
40 ଆଉ ତମ୍ଭମାନେେ ପ୍ରଥମ ଦିନ ରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖଜୁର୍ର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘନେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ସମ୍ମୁଖ ରେ ସାତ ଦିନ ୟାଏ ଆନନ୍ଦ କରିବ।
40 E no primeiro dia tomareis para vós ramos de formosas árvores, ramos de palmeiras, ramos de árvores frondosas, e salgueiros de ribeiras; e vos alegrareis perante o Senhor vosso Deus por sete dias.
41 ପୁଣି ତୁମ୍ଭମାନେେ ପ୍ରତିବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା, ତୁମ୍ଭମାନେେ ସପ୍ତମ ମାସ ରେ ତାହା ପାଳନ କରିବ।
41 E celebrareis esta festa ao Senhor por sete dias cada ano; estatuto perpétuo é pelas vossas gerações; no mês sétimo a celebrareis.
42 ତୁମ୍ଭମାନେେ ସାତଦିନ ପତ୍ର କୁଟୀର ରେ ରହିବ। ଇଶ୍ରାୟେଲ ବଂଶଧର ସମସ୍ତେ ପତ୍ର କୁଟୀର ରେ ବାସ କରିବେ।
42 Sete dias habitareis em tendas; todos os naturais em Israel habitarão em tendas;
43 ଆମ୍ଭେ ଇଶ୍ରୀଯଲେ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସମାନଙ୍କେ ପତ୍ର କୁଟୀର ରେ ବାସ କରାଇଥିଲୁ ଏହା ତୁମ୍ଭମାନଙ୍କ ଭବିଷ୍ଯତ ବଂଶଧର ଜାଣିପାରିବେ। ଆମ୍ଭେ ସଦାପ୍ରଭୁ ତମ୍ଭମାନଙ୍କର ପରମେଶ୍ବର ଅଟୁ।
43 Para que saibam as vossas gerações que eu fiz habitar os filhos de Israel em tendas, quando os tirei da terra do Egito. Eu sou o Senhor vosso Deus.
44 ତହୁଁ ମାଶାେ ଇଶ୍ରାୟେଲ ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ସମ୍ମାନାର୍ଥେ ସ୍ଥାପିତ ସମସ୍ତ ପର୍ବ ବିଷଯ ରେ କହିଲେ।
44 Assim pronunciou Moisés as solenidades do Senhor aos filhos de Israel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Levítico 23, comparar traduções ou montar um estudo — tudo direto pelo WhatsApp.