Levítico 22
Oriya Bible (GL_ORIYA) vs NAA
1 ଅନନ୍ତର ସଦାପ୍ରଭୁ ପରମେଶ୍ବର ମାଶାଙ୍କେୁ କହିଲେ,
1 O Senhor disse a Moisés:
2 ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ଯ ବିଷଯ ରେ ସାବଧାନ ହୁଅ, ସହେି ପବିତ୍ର ଦ୍ରବ୍ଯ ମାେ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭମାନେେ ସେସବୁ ବ୍ଯବହାର କରି ଆମ୍ଭ ନାମ ରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
2 — Diga a Arão e aos seus filhos que se abstenham das ofertas sagradas, dedicadas a mim pelos filhos de Israel, para que não profanem o meu santo nome. Eu sou o Senhor .
3 ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ଯରୁ କହେି ଯଦି ସେ ଦ୍ରବ୍ଯକୁ ଛୁଁଏ ସେ ଲୋକ ଅପବିତ୍ର ହବେ ଓ ସେ ମାଠାରୁେ ପୃଥକ୍ ରହିବ। କାରଣ ଇଶ୍ରାୟେଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ଯ ରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ।
3 Diga-lhes: Ao longo de suas gerações, qualquer descendente de vocês que se aproximar das ofertas sagradas que os filhos de Israel dedicam ao Senhor , tendo sobre si a sua impureza, será eliminado da minha presença. Eu sou o Senhor .
4 ଯଦି ହାରୋଣ ବଂଶଧରମାନଙ୍କ ମଧ୍ଯରୁ ଯେ କହେି ଚର୍ମ ରୋଗୀ କିମ୍ବା ବୀର୍ୟ୍ଯ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହବୋ ୟାଏ ମାରେ ପବିତ୍ର ଦ୍ରବ୍ଯ ଭୋଜନ କରିବା ଉଚିତ୍ ନୁହଁ। ୟିଏ କହେି ଶବକୁ ଛୁଏଁ କିମ୍ବା ବୀର୍ୟ୍ଯପାତ ହେଉଥିବା କୌଣସି ମନୁଷ୍ଯକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ବାରା ସେ ମଧ୍ଯ ଅଶୁଚି ହବେ, କମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହାଇେଛି,
4 — Ninguém da descendência de Arão que for leproso ou tiver fluxo comerá das ofertas sagradas, até que esteja puro. Também não poderá comer das ofertas sagradas o que tocar alguma coisa impura por causa de um morto ou aquele que tiver emissão de sêmen;
5 ଅବା ସେ ଯାହା ଦ୍ବାରା ଅଶୁଚି ହାଇପୋ ରେ ଏପରି କୌଣସି ଉରୋଗାମୀ ଜନ୍ତୁକୁ କି କୌଣସି ପ୍ରକାର ଅଶୁଚି ମନୁଷ୍ଯକୁ ଛୁଁଏ।
5 nem aquele que tocar algum animal que rasteja pelo chão, com o que se faz impuro, ou alguma pessoa, com a qual se faz impuro, seja qual for a impureza dessa pessoa.
6 ଯଦି ସେ ସହେିସବୁ ଦ୍ରବ୍ଯ ଛୁଁଏ ତବେେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳ ରେ ନ ଧୋଇବ ପର୍ୟ୍ଯନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ।
6 Quem tocar em tais coisas ficará impuro até a tarde e não comerá das ofertas sagradas sem primeiro banhar o seu corpo em água.
7 ସୂର୍ୟ୍ଯାସ୍ତ ପରେ ସେ ପବିତ୍ର ଖାଦ୍ୟ ଭୋଜନ କରିବା ଉଚିତ୍। କାରଣ ପବିତ୍ର ଖାଦ୍ୟ ମଧ୍ଯରୁ କିଛି ଖାଦ୍ୟ ତାହାର ଅଟେ।
7 Depois do pôr do sol estará puro e poderá comer das ofertas sagradas, porque este é o seu alimento.
8 ସେ ସ୍ବଯଂମୃତ ବା ପଶୁଦ୍ବାରା ହତ ଜନ୍ତୁର ମାଂସ ଭୋଜନ କରି ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
8 Do animal que morre por si mesmo ou é dilacerado por outro animal não comerá, para não se contaminar com isso. Eu sou o Senhor .
9 ଏଣୁ ସମାନେେ ମାରେ ନିଯମ ଯତ୍ନ ସହକା ରେ ରକ୍ଷା କରିବା ଉଚିତ୍। ଯଦି ସମାନେେ ତାହା ନକରନ୍ତି, ତବେେ ସେଥି ସକାେଶ ସମାନେେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହବୋକୁ ମୁଁ ବାଛିଛି।
9 Guardarão, pois, a obrigação que têm para comigo, para que, por isso, não levem sobre si pecado e morram, havendo feito profanação. Eu sou o Senhor , que os santifico.
10 କବଳେ ଯାଜକ ପରିବାରର ଲୋକ ପବିତ୍ର ଖାଦ୍ୟ ଭୋଜନ କରିବେ। ଅନ୍ୟବଂଶୀଯ କୌଣସି ଲୋକ ଅବା ଯାଜକ ଗୃହ ରେ ପ୍ରବାସକାରୀ ଅବା ବର୍ତ୍ତନକାରୀ ଦାସ ପବିତ୍ର ଖାଦ୍ୟ ଭୋଜନ କରିବେ ନାହିଁ।
10 — Nenhum estranho poderá comer das ofertas sagradas; nem o hóspede do sacerdote nem o seu trabalhador diarista poderão comer das ofertas sagradas.
11 ମାତ୍ର ଯାଜକର ରୂପା ରେ କିଣା ୟାଇଥିବା କ୍ରୀତଦାସ ସହେି ପବିତ୍ର ଖାଦ୍ୟ ଭୋଜନ କରିପାରିବ। ଆଉ ତା'ର ଗୃହଜାତ କ୍ରୀତଦାସମାନେ ତାହାର ଅନ୍ନ ଭୋଜନ କରିପାରିବେ।
11 Mas, se o sacerdote comprar algum escravo com o seu dinheiro, este poderá comer delas; os que nascerem na casa do sacerdote, estes poderão comer do seu pão.
12 ଯାଜକର କନ୍ଯା ଯଦି ଯାଜକ ଭିନ୍ନ ଅନ୍ୟ ଲୋକକୁ ବିବାହ କରେ ତବେେ ସେ ପବିତ୍ର ନବୈେଦ୍ଯ ମଧ୍ଯରୁ ଭୋଜନ କରିବ ନାହିଁ।
12 Se a filha do sacerdote se casar com um estranho, ela não poderá comer da oferta das coisas sagradas.
13 ମାତ୍ର ଯାଜକର କନ୍ଯା ଯଦି ବିଧବା ବା ପରିତ୍ଯକ୍ତା ହାଇେ ନିଃସନ୍ତାନ ହାଇେଥାଏ ଓ ପୁନର୍ବାର ଆସି ପିତୃଗୃହ ରେ ବାଲ୍ଯାବସ୍ଥାପରି ବାସ କରେ, ତବେେ, ସେ ଆପଣା ପିତାର ଅନ୍ନ ଭୋଜନ କରିବ, ମାତ୍ର ଭିନ୍ନ ବଂଶୀଯ ଲୋକେ ତାହା ଭୋଜନ କରିବେ ନାହିଁ।
13 Mas, se a filha do sacerdote for viúva ou divorciada, não tiver filhos e tiver voltado à casa de seu pai, como na sua mocidade, poderá comer do pão de seu pai; mas nenhum estranho poderá comer desse alimento.
14 ଯଦି କହେି ଅଜ୍ଞାତସାର ରେ ପବିତ୍ର ଖାଦ୍ୟ ଭୋଜନ କରିଥାଏ, ତବେେ ସେ ଦ୍ରବ୍ଯର ମୂଲ୍ଯର ଏକ ପଞ୍ଚମାଂଶ ଅଧିକ ମୂଲ୍ଯ ଯାଜକକୁ ପବତ୍ର ନବୈେଦ୍ଯ ରୂପେ ପରିଶାଧେ କରିବ।
14 — Se alguém, por engano, comer a oferta sagrada, deverá acrescentar a ela a sua quinta parte e a dará ao sacerdote com a oferta sagrada.
15 ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁସବୁ ପବିତ୍ର ଉପହାର ଉତ୍ସର୍ଗ କରନ୍ତି, ଯାଜକଗଣ ତାହାସବୁ ଅପବିତ୍ର କରିବେ ନାହିଁ।
15 Os sacerdotes não devem profanar as coisas sagradas que os filhos de Israel oferecem ao Senhor ,
16 ପୁଣି ତାହା ହାଇପୋ ରେ, ଯଦି ଯାଜକଗଣ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେର ନିଜର ପବିତ୍ର ନବୈେଦ୍ଯ ଖାଇବା ପାଇଁ ଅନୁମତି ଦଇେ ଜୋରୀମାନା କରିପାରନ୍ତି। କାରଣ କବଳେ ମୁଁ ଯେ କି ନବୈେଦ୍ଯକୁ ପବିତ୍ର କରିଅଛି।
16 pois assim os fariam levar sobre si a culpa da iniquidade, comendo as ofertas sagradas; porque eu sou o Senhor , que os santifico.
17 ଅନନ୍ତର ସଦାପ୍ରଭୁ ପରମେଶ୍ବର ମାଶାଙ୍କେୁ କହିଲେ,
17 O Senhor disse a Moisés:
18 ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ କୁହ, ଇଶ୍ରାୟେଲ ବଂଶର ହୁଅନ୍ତୁ କିମ୍ବା ସମାନଙ୍କେ ସହବାସୀ ବିଦେଶୀ ହୁଅନ୍ତୁ, ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ମାନତପୂର୍ବକ ବା ସ୍ବେଚ୍ଛାପୂର୍ବକ କୌଣସି ନବୈେଦ୍ଯ ଆଣନ୍ତି।
18 — Fale a Arão, a seus filhos e a todos os filhos de Israel e diga-lhes: Quando um homem da casa de Israel ou dos estrangeiros em Israel apresentar a sua oferta ao Senhor em holocausto, quer em cumprimento de seus votos ou como ofertas voluntárias,
19 ସମାନେେ ଗ୍ରାହ୍ଯ ହବୋ ନିମନ୍ତେ ନିଖୁଣ ଅଣ୍ଡିରା ମଷେ, ଗୋରୁ କିମ୍ବା ପୁଂଛାଗ ଉତ୍ସର୍ଗ କରିବା ଉଚିତ୍।
19 para que seja aceitável deverá oferecer um macho sem defeito, seja do gado, do rebanho de ovelhas ou de cabras.
20 ମାତ୍ର ଖୁଣଥିବା ପ୍ରଣୀକୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନବୈେଦ୍ଯ ରୂପେ ଗ୍ରହଣୀଯ ନୁହେଁ।
20 Porém todo o que tiver defeito, esse vocês não poderão oferecer; porque não seria aceito em favor de vocês.
21 ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ବେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତବେେ ତାହା ଗ୍ରାହ୍ଯ ହବୋ ନିମନ୍ତେ ନିଖୁଣ ପଶୁ ହବେ ଓ ତାହାଠା ରେ କୌଣସି ଖୁଣ ନଥିବ।
21 Quando alguém oferecer sacrifício pacífico ao Senhor , quer em cumprimento de voto ou como oferta voluntária, do gado ou do rebanho, o animal deve ser sem defeito para ser aceitável; nele, não poderá haver defeito nenhum.
22 ଅନ୍ଧ, ଖଞ୍ଜ, େଛାଟା, ଆବୁଆ, ଜାଦୁଆ, କି ରୁଗ୍ଣ ଏପରି ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ ନାହିଁ କିମ୍ବା ସମାନଙ୍କେୁ ସଦାପ୍ରଭୁଙ୍କୁ ନବୈେଦ୍ଯ ରୂପେ ୟଜ୍ଞବଦେୀ ଉପରେ ଉତ୍ସର୍ଗ କରିବ ନାହିଁ।
22 O cego, aleijado, mutilado, ulceroso, sarnoso ou cheio de feridas na pele, vocês não os devem oferecer ao Senhor e deles não devem apresentar como oferta queimada ao Senhor sobre o altar.
23 ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସପରେି ଗାଈ କିମ୍ବା ମେଣ୍ଢା ଗ୍ରାହ୍ଯ ହବେନାହିଁ।
23 Porém novilho ou cordeiro desproporcionados vocês poderão oferecer por oferta voluntária, mas não será aceito se for para cumprir um voto.
24 ଆଉ ମଧ୍ଯ ଯେଉଁ ପ୍ରାଣୀର କୋଷ ମାେଡା କି ଛଚୋ କି ଭଙ୍ଗା କି କଟା ଏପରି ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ ନାହିଁକିମ୍ବା ତୁମ୍ଭମାନେେ ଆପଣା ଦେଶ ରେ ଏପରି ବଳିଦାନ କରିବନାହିଁ।
24 Não ofereçam ao Senhor animal que tiver os testículos machucados, moídos, arrancados ou cortados; não façam isso em sua terra.
25 ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ବରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସଗେୁଡିକ ଆଘାତପ୍ରାପ୍ତ ହାଇେଥାଇ ପାରନ୍ତି କିମ୍ବା ସମାନଙ୍କେଠା ରେ ଖୁଣ ଥାଇପା ରେ। ତେଣୁ ସଗେୁଡିକ ଗ୍ରାହ୍ଯ ହବେ ନାହିଁ।
25 Também da mão de um estrangeiro nenhum desses animais vocês poderão oferecer como pão do Deus de vocês, porque são corrompidos pelo defeito que há neles; não serão aceitos em favor de vocês.
26 ପୁଣି ସଦାପ୍ରଭୁ ମାଶାଙ୍କେୁ କହିଲେ,
26 O Senhor disse ainda a Moisés:
27 ଯେତବେେଳେ କୌଣସି ଗୋରୁ କି ମଷେ କି ଛାଗ ଜନ୍ମ ହୁଅନ୍ତି ସାତଦିନ ପର୍ୟ୍ଯନ୍ତ ତା'ର ମାଆ ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ନିମନ୍ତେ ଗ୍ରାହ୍ଯ ହବେ।
27 — Quando nascer um bezerro, um cordeiro ou um cabrito, ele ficará sete dias com a mãe dele; do oitavo dia em diante será aceito por oferta queimada ao Senhor .
28 ଗାଈ କିମ୍ବା ମଷେୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।
28 Quer seja vaca ou ovelha, não mate a ela e seu filhote, ambos no mesmo dia.
29 ତୁମ୍ଭମାନେେ ଯେତବେେଳେ ସଦାପ୍ରଭୁଙ୍କ ପ୍ରଶଂସାର୍ଥେ ବଳିଦାନ ଉତ୍ସର୍ଗ କର, ତୁମ୍ଭେ ଏହା ଠିକ୍ ପଦ୍ଧତି ରେ ଉତ୍ସର୍ଗ କରିବା ଉଚିତ୍ ଯାହା ଫଳ ରେ ତାହା ଗ୍ରାହ୍ଯ ହବେ।
29 Quando vocês oferecerem sacrifício de ação de graças ao Senhor , façam-no para que vocês sejam aceitos.
30 ତୁମ୍ଭମାନେେ ସହେିଦିନ ସମସ୍ତ ମାଂସ ଭକ୍ଷଣ କରିବ, ପ୍ରଭାତ ପର୍ୟ୍ଯନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ।
30 No mesmo dia, será comido; e, dele, não deixem ficar nada até a manhã seguinte. Eu sou o Senhor .
31 ତୁମ୍ଭମାନେେ ଆମ୍ଭର ଆଜ୍ଞା ମାନ୍ଯକରି ପାଳନ କରିବ। ଆମ୍ଭେ ସଦାପ୍ରଭୁ ଅଟୁ।
31 — Guardem e cumpram os meus mandamentos. Eu sou o Senhor .
32 ଆଉ ତୁମ୍ଭମାନେେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ, ମାତ୍ର ଆମ୍ଭେ ଇଶ୍ରାୟେଲ ସନ୍ତାନଗଣ ମଧିଅରେ ପବତ୍ରରୂପେ ମାନ୍ଯ ହବୋ।
32 Não profanem o meu santo nome, mas serei santificado no meio dos filhos de Israel. Eu sou o Senhor , que os santifico,
33 ଯେ ତୁମ୍ଭମାନଙ୍କୁ ମିଶର ଦେଶରୁ ଆଣିଛନ୍ତି ଓ ତୁମ୍ଭମାନଙ୍କୁ ପବିତ୍ର କରିଛନ୍ତି, ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
33 que os tirei da terra do Egito, para ser o Deus de vocês. Eu sou o Senhor .
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Levítico 22, comparar traduções ou montar um estudo — tudo direto pelo WhatsApp.