Levítico 21
Oriya Bible (GL_ORIYA) vs VC
1 ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣଙ୍କ ପୁତ୍ର ଯାଜକଗଣଙ୍କୁ କୁହ, ଜଣେ ଯାଜକ ଏକ ମୃତ୍ଯୁବ୍ଯକ୍ତିକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ।
1 O Senhor disse a Moisés: "Dize aos sacerdotes, filhos de Aarão, o seguinte: ninguém será considerado como impuro no meio de seu povo por causa de um morto,
2 କବଳେ ନିଜର ନିକଟ ଜ୍ଞାତି ଅର୍ଥାତ୍ ନିଜର ପିତା, ମାତା, ପୁତ୍ର, କନ୍ଯା ଓ ଭ୍ରାତା ନିମନ୍ତେ ସେ ଅଶୁଚି ହବେ।
2 exceto quando se trate de seu parente próximo, sua mãe, seu pai, seu filho, sua filha, seu irmão,
3 ପୁଣି ନିଜର ଅବିବାହିତା ଭଗିନୀର ମୃତ୍ଯୁ ହେଲେ ସେ ତା' ପାଇଁ ଅଶୁଚି ହବେ।
3 sua irmã virgem que não se casou e vive junto dele. Por ela poderá contaminar-se.
4 ମାତ୍ର ସେ ଯାଜକ ନିଜର କ୍ରୀତଦାସର ମୃତ୍ଯୁ ରେ ନିଜକୁ ଅଶୁଚି କରିବ ନାହିଁ।
4 Ele, sendo chefe no meio de seu povo, não se tornará impuro, para não se profanar.
5 ଆଉ ଯାଜକଗଣ ସମାନଙ୍କେର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବେ ନାହିଁ।
5 Os sacerdotes não rasparão a cabeça, nem os lados de sua barba, e não farão incisões em sua carne.
6 ସମାନେେ ନିଶ୍ଚଯ ସମାନଙ୍କେର ପରମେଶ୍ବରଙ୍କ ପାଇଁ ପବିତ୍ର ହବେେ। ସମାନେେ ସମାନଙ୍କେର ପରମେଶ୍ବରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସମାନେେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ବରଙ୍କ ଖାଦ୍ୟ ସମାନେେ ଦିଅନ୍ତି। ତେଣୁ ସମାନେେ ନିଶ୍ଚଯ ପବିତ୍ର ହବୋ ଉଚିତ୍।
6 Serão santos para o seu Deus e não profanarão o seu nome, porque oferecem ao Senhor os sacrifícios consumidos pelo fogo, o pão de seu Deus. Serão santos.
7 ଜଣେ ଯାଜକ ତା'ର ପରମେଶ୍ବରଙ୍କର ପବିତ୍ର ସବେକ। ତେଣୁ ସେ କୌଣସି ବେଶ୍ଯାକୁ, କଳିଙ୍କିନୀକୁ କିମ୍ବା ସ୍ବାମୀ ପରିତ୍ଯକ୍ତା ନାରୀକୁ ବିବାହ କରିବା ଉଚିତ୍ ନୁହଁ।
7 Não desposarão uma mulher prostituta ou desonrada, nem uma mulher repudiada por seu marido, porque são santos para o seu Deus.
8 ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବଚେନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।
8 Terás, pois, o sacerdote por santo, porque ele oferece o pão de teu Deus: ele será santo para ti, porque eu, o Senhor que vos santifico, sou santo.
9 ଆଉ କୌଣସି ଯାଜକର କନ୍ଯା ବ୍ଯଭିଚାରିଣୀ ହେଲେ ସେ ନିଜକୁ ଅପବିତ୍ର କରେ ଓ ନିଜ ପିତାକୁ ମଧ୍ଯ ଅପବିତ୍ର କରେ। ତେଣୁ ସେ ଅଗ୍ନି ରେ ଦଗ୍ଧ ହବେ।
9 Se a filha de um sacerdote se desonrar pela prostituição, desonrará seu pai; e será queimada no fogo.
10 ଆଉ ନିଜ ଭ୍ରାତାମାନଙ୍କ ଉପରେ ଯେଉଁ ଲୋକ ମହାୟାଜକ ହାଇେଅଛି, ଯାହାର ମସ୍ତକରେ ଅଭିଷକୋର୍ଥକ ତୈଳ ଢଳା ୟାଇଅଛି, ଆଉ ୟିଏ ପବିତ୍ର ବସ୍ତ୍ର ପରିଧାନ କରିବାକୁ ପଦବୀ ରେ ନିୟୁକ୍ତ ହାଇେଅଛି, ସେ ନିଜ ମସ୍ତକର କେଶ ମୁକୁଳା କରିବା ଉଚିତ୍ ନୁହେଁ ଓ ନିଜ ବସ୍ତ୍ର ଚିରିବା ଉଚିତ୍ ନୁହେଁ।
10 O sumo sacerdote, superior a seus irmãos, sobre cuja cabeça se derramou o óleo de unção, e que foi estabelecido para revestir as vestes sagradas, não descobrirá a sua cabeça, e não rasgará as suas vestes.
11 ସେ ଗୃହ ଭିତ ରେ ଶବକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। ସେ ନିଜର ପିତାମାତାଙ୍କ ଶବ ନିକଟକୁ ମଧ୍ଯ ୟିବ ନାହିଁ।
11 Não se aproximará de morto algum; e não se contaminará por seu pai, nem por sua mãe.
12 ଆଉ ଜଣେ ମହାୟାଜକ ପରମେଶ୍ବରଙ୍କ ପବିତ୍ରସ୍ଥାନରୁ ବାହାରିବ ନାହିଁ। କିମ୍ବା ଆପଣା ପରମେଶ୍ବରଙ୍କ ପବିତ୍ରସ୍ଥାନକୁ ଅପବିତ୍ର କରିବ ନାହିଁ। କାରଣ ପରମେଶ୍ବରଙ୍କ ଅଭିଷକୋର୍ଥକ ତୈଳ ତାହା ମସ୍ତକରେ ଢଳାୟାଇ ତାଙ୍କୁ ମହାୟାଜକ ପଦ ରେ ଅଭିଷିକ୍ତ କରାୟାଇଛି। ଆମ୍ଭେ ସଦାପ୍ରଭୁ ଅଟୁ।
12 Não sairá do santuário de seu Deus, e não o profanará, porque o óleo da unção de seu Deus está sobre ele como um diadema. Eu sou o Senhor.
13 ଜଣେ ମହାୟଜକ କବଳେ ଜଣ ଅନୁଢାକୁ ବା କୁମାରୀକୁ ବିବାହ କରିବ।
13 Tomará por mulher uma virgem.
14 ସେ ବିଧବା, ପରିତ୍ଯକ୍ତା, କଳଙ୍କିନୀ କିମ୍ବା ବେଶ୍ଯାକୁ ବିବାହ କରିବା ଉଚିତ୍ ନୁହେଁ। ସେ ଆପଣା ଲୋକମାନଙ୍କ ମଧ୍ଯରୁ କବଳେ ଏକ କୁଆଁରୀ କନ୍ଯାକୁ ବିବାହ କରିବା ଉଚିତ୍।
14 Não desposará nem viúva, nem mulher repudiada, nem mulher prostituta ou desonrada, mas desposará uma virgem do meio de seu povo.
15 ଆଉ ସେ ନିଜ ଲୋକମାନଙ୍କ ମଧିଅରେ ନିଜ ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।
15 Não desonrará sua linhagem no meio de seu povo: pois sou eu, o Senhor, que o santifico."
16 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
16 O Senhor disse a Moisés:
17 ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧିଅରେ ଯାହାର ଶରୀର ରେ ଖୁଣ ଥାଏ, ସେ ପରମେଶ୍ବରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ୟିବ ନାହିଁ।
17 "Dize a Aarão o seguinte: homem algum de tua linhagem, por todas as gerações, que tiver um defeito corporal, oferecerá o pão de seu Deus.
18 ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହବେନାହିଁ।
18 Desse modo, serão excluídos todos aqueles que tiverem uma deformidade: cegos, coxos, mutilados, pessoas de membros desproporcionados,
19 କି ଭଗ୍ନ, କି ଭଗ୍ନହସ୍ତ,
19 ou tendo uma fratura no pé ou na mão,
20 କି କୁଜା, କି ବାମନ,
20 corcundas ou anões, os que tiverem uma mancha no olho, ou a sarna, um dartro, ou os testículos quebrados.
21 ହାରୋଣ ଯାଜକର ବଂଶଧର ମଧିଅରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉପହାର ଉତ୍ସର୍ଗ କରିବା ପାଇଁ ବଦେୀ ନିକଟକୁ ୟାଇପାରିବ ନାହିଁ। ଆଉ ତା'ର ଖୁଣ ଥିବାରୁ ସେ ୟଜ୍ଞବଦେୀ ନିକଟକୁ ଶସ୍ଯ ଭକ୍ଷ୍ଯ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ।
21 Homem algum da linhagem de Aarão, o sacerdote, que for deformado, oferecerá os sacrifícios consumidos pelo fogo. Sendo vítima de uma deformidade, não poderá apresentar-se para oferecer o pão de seu Deus.
22 ସେ ଆପଣା ପରମେଶ୍ବରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।
22 Mas poderá comer o pão de seu Deus, proveniente das ofertas santíssimas e das ofertas santas.
23 ମାତ୍ର ବିଚ୍ଛଦବେସ୍ତ୍ରର ଭିତରକୁ ୟିବ ନାହିଁ କିମ୍ବା ୟଜ୍ଞବଦେୀ ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି, ସେ ଆମ୍ଭର ପବିତ୍ରସ୍ଥାନ ସକଳ ଅପବିତ୍ର କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ସହେି ସମସ୍ତ ପବିତ୍ର କରୁ।
23 Não se aproximará, porém, do véu nem do altar, porque é deformado. Não profanará meus santuários, porque eu sou o Senhor que os santifico".
24 ଏହିପରି ମାଶାେ ହାରୋଣଙ୍କୁ, ତାଙ୍କର ପୁତ୍ରଗଣଙ୍କୁ ଓ ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ ଏହିସବୁ କହିଲେ।
24 Tais foram as palavras de Moisés a Aarão e a seus filhos, bem como a todos os israelitas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Levítico 21, comparar traduções ou montar um estudo — tudo direto pelo WhatsApp.