Levítico 19

Oriya Bible (GL_ORIYA) vs BKJ

Sair da comparação
1 ସଦାପ୍ରଭୁ ମାଶାଙ୍କେୁ କହିଲେ,
1 E o SENHOR falou a Moisés, dizendo:
2 ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ପବିତ୍ର ହବେ। କାରଣ ଆମ୍ଭେ ସଦାପ୍ରଭୁ କୁମ୍ଭମାନଙ୍କର ପରମେଶ୍ବର ପବିତ୍ର ଅଟୁ।
2 Fala a toda a congregação dos filhos de Israel, e dize-lhes: Sereis santos; porque eu o SENHOR vosso Deus sou santo.
3 ତୁମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପିତା ମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମାରେବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
3 Cada homem temerá a sua mãe e a seu pai, e guardará os meus shabats. Eu sou o SENHOR vosso Deus.
4 ଆଉ ତୁମ୍ଭମାନେେ ପ୍ରତିମାଗଣଙ୍କୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦବେତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
4 Não vos volteis a ídolos, nem façais para vós deuses fundidos. Eu sou o SENHOR vosso Deus.
5 ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳିଦାନ କର, ତବେେ ତାହା ଗୃହୀତ ହବୋ ପାଇଁ ବିଧି ଅନୁସାରେ ଉତ୍ସର୍ଗ କରିବ।
5 E se oferecerdes sacrifício de oferta de paz ao SENHOR, o oferecerás da vossa própria vontade.
6 ବଳିଦାନ ଦିନ କିମ୍ବା ତା'ର ପରଦିନ ତାହା ଭୋଜନ କରାୟିବ। ଯଦି ତୃତୀୟ ଦିନକୁ ଅବଶିଷ୍ଟ ବଞ୍ଚିବ ତବେେ ତାକୁ ଦଗ୍ଧ କରିବ।
6 Se comerá no mesmo dia em que o oferecerdes e no dia seguinte; e se restar até o terceiro dia, será queimado no fogo.
7 ଯବେେ ତୃତୀୟ ଦିନ ତହିଁରୁ କିଛି ଭୋଜନ କରାୟିବ। ତବେେ ତାହା ଘୃଣ୍ଯ ଯୋଗ୍ଯ ଓ ଅଗ୍ରାହ୍ଯ ହବେ।
7 E se for comido ao terceiro dia, isto será abominável, não será aceito.
8 ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।
8 Portanto, qualquer que o comer levará a sua iniquidade, porque ele profanou a coisa santificada do SENHOR; e aquela alma será cortada de entre seu povo.
9 ତୁମ୍ଭମାନେେ ଅମଳ ସମୟରେ ଯବେେ ଶସ୍ଯ କାଟୁଛ ତବେେ କ୍ଷେତ୍ରକୁ ନିଃଶଷେ କରି ଶସ୍ଯ କାଟିବ ନାହିଁ। କିମ୍ବା ନିତ ଶସ୍ଯକ୍ଷେତ୍ରରୁ ତ୍ଯକ୍ତ ଶସ୍ଯ ସାଉଣ୍ଟିବା ନାହିଁ।
9 E quando fizerdes a colheita da vossa terra, o canto do teu campo não colherás totalmente, nem colherás os restos da tua colheita.
10 ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସଂପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ର ରେ ପଡିଥିବା ଫଳ ସାଉଣ୍ଟିବ ନାହିଁ। ସଗେୁଡିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡିଦବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
10 E não recolherás a tua vinha, nem colherás toda uva da tua vinha; tu as deixarás para o pobre e estrangeiro. Eu sou o SENHOR vosso Deus.
11 ତୁମ୍ଭମାନେେ ଚୋରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ଯା କହିବ ନାହିଁ।
11 Não roubareis, nem usareis de falsidade, nem mentireis uns para com os outros.
12 ଆଉ ତୁମ୍ଭମାନେେ ଆମ୍ଭ ନାମ ନଇେ ମିଥ୍ଯା ରାଣ କରିବ ନାହିଁ। ତାହାହେଲେ ତୁମ୍ଭମାନେେ ଆପଣା ପରମେଶ୍ବରଙ୍କ ନାମ ଅପବିତ୍ର କରିବ, ଆମ୍ଭେ ସଦାପ୍ରଭୁ।
12 E vós não jurareis falsamente pelo meu nome, e nem profanarás o nome do teu Deus. Eu sou o SENHOR.
13 ତୁମ୍ଭମାନେେ ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରିବ ନାହିଁ ଓ ତାଙ୍କଠାରୁ ଚୋରି କରିବ ନାହିଁ। ପୁଣି ବତନଜେୀବିର ବତନେ ରାତ୍ରିଠାରୁ ସକାଳ ୟାଏ ତୁମ୍ଭ ପାଖ ରେ ରହିବ ନାହିଁ।
13 Não defraudarás o teu próximo, nem o roubarás; o salário daquele que é contratado não ficará contigo até a manhã.
14 ତୁମ୍ଭେ ବଧିରକୁ ଅଭିଶାପ ଦବନୋହିଁ ଓ ଅନ୍ଧ ଆଗ ରେ ଝୁଣ୍ଟିବାର ବସ୍ତ୍ର ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ବରଙ୍କର ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।
14 Não amaldiçoarás o surdo, nem colocarás pedra de tropeço diante do cego; mas temerás o teu Deus. Eu sou o SENHOR.
15 ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।
15 Não fareis injustiça no juízo; não respeitarás a pessoa do pobre, nem honrarás a pessoa de poder; mas com justiça julgarás o teu próximo.
16 ତୁମ୍ଭେ ଖଳ କହି ଆପଣା ଲୋକମାନଙ୍କ ମଧିଅରେ ଏଣେ ତଣେେ ବୁଲିବ ନାହିଁ କିମ୍ବା ପ୍ରତିବେଶୀର ଜୀବନ ପ୍ରତି ବିପଦ ଆସିଲା ଭଳି କୌଣସି କାର୍ୟ୍ଯ କରିବ ନାହିଁ। ଆମ୍ଭେ ସଦାପ୍ରଭୁ।
16 Não andarás para cima e para baixo como um mexeriqueiro entre o teu povo; não estarás contra o sangue do teu próximo. Eu sou o SENHOR.
17 ତୁମ୍ଭେ ହୃଦଯ ରେ ଆପଣା ଭାଇ ପ୍ରତି ଘୃଣାଭାବ ରଖିବ ନାହିଁ। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭ ପ୍ରତି କିଛି ଅନ୍ଯାଯ କରେ ତବେେ ତାକୁ ଅନୁ ଯୋଗ କରିବ, ମାତ୍ର ତାକୁ କ୍ଷମା ଦବେ। ତା ହେଲେ ତୁମ୍ଭେ ପାପରେ ଭାଗି ହବେ ନାହିଁ।
17 Não odiarás a teu irmão no teu coração; tu deverás de qualquer forma repreender o teu próximo, e não sofrerás pecado sobre ele.
18 ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ବଷେ କରିବ ନାହିଁ। ବରଂ ଆପଣା ପ୍ରତିବେଶୀକୁ ଆତ୍ମାତୁଲ୍ଯ ପ୍ ରମେ କରିବ, ଆମ୍ଭେ ସଦାପ୍ରଭୁ।
18 Não te vingarás, nem guardarás qualquer ira contra os filhos do teu povo; mas amarás o teu próximo como a ti mesmo. Eu sou o SENHOR.
19 ତୁମ୍ଭମାନେେ ଆମ୍ଭର ସକଳବିଧି ପାଳନ କରିବ। ତୁମ୍ଭେ ଭିନ୍ନଜାତୀଯ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦବେ ନାହିଁ। ପୁଣି ନିଜ କ୍ଷତେ ରେ ମିଶ୍ରିତ ବୀଜ ବୁଣିବ ନାହିଁ କିମ୍ବା ଦୁଇ ପ୍ରକାର ସୂତା ମିଶ୍ରିତ ବସ୍ତ୍ର ବିନ୍ଧିବ ନାହିଁ।
19 Guardareis os meus estatutos; tu não permitirás que o teu gado se reproduza com uma espécie diferente; não semearás no teu campo semente misturada, e nem uma veste misturada de linho e lã vestireis.
20 ଅନ୍ୟ ଲୋକର କ୍ରୀତଦାସୀ ସହିତ ଜଣେ ଯଦି ୟୌନ ସଂପର୍କ ରେଖ ତବେେ ସେ ଦଣ୍ଡନୀଯ ହବେ। ଅବଶ୍ଯ ତା'ର ପ୍ରାଣଦଣ୍ଡ ହବେ ନାହିଁ, କାରଣ ସେ ସ୍ତ୍ରୀ ଲୋକ ମୁକ୍ତା ନୁହେଁ।
20 E, qualquer um que se deitar carnalmente com uma mulher, que é uma serva, desposada a um marido, e que não foi resgatada; nem se lhe houver dado liberdade, ela será açoitada; eles não serão mortos, porque ela não era livre.
21 ପୁଣି ସେ ପୁରୁଷ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମାଗମ ତମ୍ବୁ ଦ୍ବାର ନିକଟକୁ ଆପଣାର ଦୋଷାର୍ଥକ ବଳି ଅର୍ଥାତ୍ ଦୋଷାର୍ଥକ ମଷେ ଆଣିବ।
21 E ele trará a sua oferta pela transgressão ao SENHOR, até a porta do tabernáculo da congregação, um carneiro, por oferta pela transgressão.
22 ଆଉ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସହେି ଦୋଷାର୍ଥକ ମଷେ ଦ୍ବାରା ସେ ଯେଉଁ ପାପଗୁଡିକ କରିଅଛି, ସହେି ପାପଗୁଡିକ ସକାେଶ ସେ ପ୍ରାଯଶ୍ଚିତ କରିବ ଓ ସହେି ପାପଗୁଡିକ କ୍ଷମା ହବେ।
22 E o sacerdote fará expiação por ele com o carneiro da oferta pela transgressão perante o SENHOR, pelo seu pecado que cometeu; e o seu pecado que cometeu lhe será perdoado.
23 ଭବିଷ୍ଯତ ରେ ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶ ରେ ପ୍ରବେଶ କରିବ। ତୁମ୍ଭମାନେେ ଭୋଜନର୍ଥେ ସେତବେେଳେ ବହୁପ୍ରକାର ଫଳବୃକ୍ଷ ରୋପଣ କରିବ। ମାତ୍ର ବୃକ୍ଷ ରୋପଣ ପରେ ତୁମ୍ଭମାନେେ ତିନି ବର୍ଷ ପର୍ୟ୍ଯନ୍ତ ଅପେକ୍ଷା କରିବ। ସେଥିରୁ କୌଣସି ଫଳ ବ୍ଯବହାର କରିବ ନାହିଁ। କାରଣ ତାହା ଅଶୁଚି।
23 E quando entrardes na terra e tiverdes plantado todo o tipo de árvore para o alimento, considerarás o seu fruto como incircunciso; três anos vos será incircunciso; dele não se comerá.
24 ଚତୁର୍ଥ ବର୍ଷ ରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାରରୂପେ ପବିତ୍ର ହବୋ
24 Mas, no quarto ano, todo o seu fruto será santo, para adorar ao SENHOR.
25 ତା'ପରେ ପଞ୍ଚମ ବର୍ଷ ରେ ତୁମ୍ଭମାନେେ ସେ ବୃକ୍ଷରୁ ଫଳ ଖାଇ ପାରିବ। ତହିଁରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଫଳ ଫଳିବ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
25 E no quinto ano, comereis o seu fruto, para que vos produza o aumento. Eu sou o SENHOR vosso Deus.
26 ତୁମ୍ଭମାନେେ ରକ୍ତ ସହିତ କୌଣସି ଦ୍ରବ୍ଯ ଭୋଜନ କରିବ ନାହିଁ।
26 Não comereis coisa alguma com sangue; nem usareis encantamento; nem adivinhareis.
27 ତୁମ୍ଭମାନେେ ନିଜ ନିଜ ମସ୍ତକର କଣସବୁ ଗୋଲାକାର କରିବ ନାହିଁ କିମ୍ବା ନିଜ ନିଜ ଦାଢିର କୋଣ ମୁଣ୍ଡନ କରିବ ନାହିଁ।
27 Não arredondareis os cantos das vossas cabeças, nem rasparás a tua barba pelos lados.
28 ପୁଣି ତୁମ୍ଭମାନେେ ମୃତ ଲୋକ ପଇଁ ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବ ନାହିଁ କିମ୍ବା ଦହେ ରେ ଚିତା କୁଟାଇବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
28 Não fareis nenhum corte em vossa carne pelos mortos; nem imprimireis marca alguma sobre vós. Eu sou o SENHOR.
29 ତୁମ୍ଭେ ନିଜର କନ୍ଯାକୁ ବେଶ୍ଯା କରି ଅପବିତ୍ର କରିବ ନାହିଁ। ତାହାହେଲେ ଦେଶ ବେଶ୍ଯାପୃତ୍ତି ରେ ପତିତ ହବେ ଓ ଦେଶ ପାପରେ ପରିପୂର୍ଣ୍ଣ ହବେ।
29 Não prostituas tua filha, para fazer com que ela seja uma prostituta; para que a terra não caia pela prostituição, e a terra se torne cheia de maldade.
30 ତୁମ୍ଭମାନେେ ଆମ୍ଭ ବିଶ୍ରାମଦିନ ପାଳନ କରିବ ଓ ଆମ୍ଭର ପବିତ୍ରସ୍ଥାନକୁ ସମାଦର କରିବ। ଆମ୍ଭେ ସଦାପ୍ରଭୁ ଅଟୁ।
30 Guardareis os meus shabats e reverenciareis o meu santuário. Eu sou o SENHOR.
31 ତୁମ୍ଭମାନେେ ଭୁତୁଡିଆ କି ଗୁଣିଆମାନଙ୍କର ଅନୁସରଣ କରନାହିଁ। ସମାନଙ୍କେ ନିକଟକୁ ଗଲେ, ସମାନଙ୍କେର ଦ୍ବାରା ଅପବିତ୍ର ହବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
31 Não considerareis os que têm espíritos familiares, nem buscareis feiticeiros, para serem contaminados por eles. Eu sou o SENHOR vosso Deus.
32 ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସମାନେେ ତୁମ୍ଭ ପାଖକୁ ଆସିଲେ ଛିଡା ହାଇୟୋଅ, ଛିଡା ହାଇେ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ଯ ସଦାପ୍ରଭୁ ଅଟେ।
32 Te levantarás diante das cãs, e honrarás a face do homem velho, e temerás teu Deus. Eu sou o SENHOR.
33 ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନଙ୍କ ପ୍ରତି ମନ୍ଦ ଆଚରଣ କରିବ ନାହିଁ।
33 E se o estrangeiro peregrinar contigo na vossa terra, não o aborrecereis.
34 ତୁମ୍ଭମାନେେ ସ୍ବଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ଯ ସହେିପରି ଆଚରଣ କରିବ। ତୁମ୍ଭେ ସମାନଙ୍କେୁ ଆତ୍ମତୁଲ୍ଯ ପ୍ ରମେ କରିବ। କାରଣ ମିଶର ଦେଶ ରେ ତୁମ୍ଭମାନେେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
34 Mas o estrangeiro que habita convosco vos será como um nascido entre vós; e amá-lo-ás como a ti mesmo; porque estrangeiros fostes na terra do Egito. Eu sou o SENHOR vosso Deus.
35 ତୁମ୍ଭମାନେେ ବିଚାର କଲା ବେଳେ କିମ୍ବା ମାପ କି ତୌଲ କଲା ବେଳେ ଅଧର୍ମ କରିବ ନାହିଁ।
35 Não cometereis injustiça no juízo, nem na vara, nem no peso, nem na medida.
36 ଯଥାର୍ଥ ଦଣ୍ଡି, ଯଥାର୍ଥ ବଟକରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହବେ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
36 Balanças justas, pesos justos, efa justo e um him justo tereis. Eu sou o SENHOR vosso Deus, que vos tirei da terra do Egito.
37 ଏଣୁ ତୁମ୍ଭମାନେେ ମାରେ ସମସ୍ତ ବ୍ଯବସ୍ଥା ଓ ସମସ୍ତ ବିଧି ମାନ୍ଯକରି ପାଳନ କରିବ। ଚିରଦିନ ମୁଁ ସଦାପ୍ରଭୁ ଅଟେ।
37 Portanto, observareis todos os meus estatutos, e todos os meus juízos e os cumprireis. Eu sou o SENHOR.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Levítico 19, comparar traduções ou montar um estudo — tudo direto pelo WhatsApp.