Levítico 18
Oriya Bible (GL_ORIYA) vs ARA
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
1 Disse mais o Senhor a Moisés:
2 ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
2 Fala aos filhos de Israel e dize-lhes: Eu sou o Senhor , vosso Deus.
3 ଅତୀତ ରେ ତୁମ୍ଭମାନେେ ମିଶର ଦେଶ ରେ ବାସ କରୁଥିଲ, ସହେି ଦେଶ ରେ ସମାନେେ କଲାପରି, ତୁମ୍ଭମାନେେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦବୋକୁ ଯାଉଅଛି, ସଠାେରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁକିମ୍ବା ସମାନଙ୍କେର ପ୍ରଥା ଅନୁସରୋ ଚଳିବ ନାହିଁ।
3 Não fareis segundo as obras da terra do Egito, em que habitastes, nem fareis segundo as obras da terra de Canaã, para a qual eu vos levo, nem andareis nos seus estatutos.
4 ତୁମ୍ଭମାନେେ ଆମ୍ଭର ବିଧି ଓ ବ୍ଯବସ୍ଥା ପାଳନ କରିବ ଓ ତଦନୁସା ରେ ଆଚରଣ କରିବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
4 Fareis segundo os meus juízos e os meus estatutos guardareis, para andardes neles. Eu sou o Senhor , vosso Deus.
5 ତେଣୁ ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ଓ ଆମ୍ଭର ବିଧି ପାଳନ କରିବ, ତାହା କଲେ ତୁମ୍ଭମାନେେ ବଞ୍ଚିବ। ଆମ୍ଭେ ସଦାପ୍ରଭୁ ଅଟୁ।
5 Portanto, os meus estatutos e os meus juízos guardareis; cumprindo-os, o homem viverá por eles. Eu sou o Senhor .
6 ତୁମ୍ଭମାନେେ ଆପଣା କୁଟୁମ୍ବ ସହିତ ଦୈହିକ ସଂପର୍କ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
6 Nenhum homem se chegará a qualquer parenta da sua carne, para lhe descobrir a nudez. Eu sou o Senhor .
7 ତୁମ୍ଭେ ତୁମ୍ଭର ମାତାଙ୍କ ସହିତ ଦୈହିକ ସଂପର୍କ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ବାରା ତୁମ୍ଭମାନଙ୍କର ପିତାପ୍ରତି ଅସମ୍ମାନ ହବେ। ତେଣୁ ନିଶ୍ଚଯ ତାଙ୍କ ସହିତ ଦୈହିକ କଂପର୍କ ରଖିବ ନାହିଁ।
7 Não descobrirás a nudez de teu pai e de tua mãe; ela é tua mãe; não lhe descobrirás a nudez.
8 ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ୟ୍ଯା ସହିତ ଦୈହିକ ସଂପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମାଆ ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହବେ।
8 Não descobrirás a nudez da mulher de teu pai; é nudez de teu pai.
9 ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ଯା ବା ମାତୃକନ୍ଯା, ସେ ଗୃହ ରେ ଜନ୍ମ ହାଇେଥାଉ କିମ୍ବା ଅନ୍ୟତ୍ର ଜନ୍ମ ହାଇେଥାଉ, ତା' ସହିତ ମଧ୍ଯ ଦୈହିକ ସଂପର୍କ ରଖିବ ନାହିଁ।
9 A nudez da tua irmã, filha de teu pai ou filha de tua mãe, nascida em casa ou fora de casa, a sua nudez não descobrirás.
10 ତୁମ୍ଭେ ନିଜ ପୌତ୍ରୀର କିମ୍ବା ଦୌହିତ୍ରୀର ସହିତ ଦୈହିକ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ନିଜ ଭବିଷ୍ଯତ ବଂଶଧର।
10 A nudez da filha do teu filho ou da filha de tua filha, a sua nudez não descobrirás, porque é tua nudez.
11 ତୁମ୍ଭେ ତୁମ୍ଭ ବିମାତା କନ୍ଯା ସହିତ ୟୌନ ସଂପର୍କ ରଖିବ ନାହିଁ, କାରଣ ସେ ତମ୍ଭର ପିତାଙ୍କଠାରୁ ଜନ୍ମି ଅଛିଓ ସେ ତୁମ୍ଭର ଭଗିନୀ, ତା' ସହିତ ୟୌନ ସଂପର୍କ ରଖିବ ନାହିଁ।
11 Não descobrirás a nudez da filha da mulher de teu pai, gerada de teu pai; ela é tua irmã.
12 ତୁମ୍ଭେ ନିଜର ପିଉସୀ ସହିତ ୟୌନ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ପିତାଙ୍କ ଅତି ନିକଟ ସଂପର୍କୀଯ।
12 A nudez da irmã do teu pai não descobrirás; ela é parenta de teu pai.
13 ତୁମ୍ଭେ ତୁମ୍ଭର ମାଉସୀ ସହିତ ମଧ୍ଯ ୟୌନ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ମାଆଙ୍କର ଅତି ନିକଟ ସଂପର୍କୀଯା।
13 A nudez da irmã de tua mãe não descobrirás; pois ela é parenta de tua mãe.
14 ତୁମ୍ଭେ ତୁମ୍ଭର କକାଙ୍କ ସ୍ତ୍ରୀ ସହିତ ଦୈହିକ ସଂପର୍କ ରଖିବ ନାହିଁ। ତାଙ୍କର ସ୍ତ୍ରୀଙ୍କୁ ଅନୁନଯ କର ନାହିଁ। ସେ ତୁମ୍ଭର ଖୁଡୀ।
14 A nudez do irmão de teu pai não descobrirás; não te chegarás à sua mulher; ela é tua tia.
15 ତୁମ୍ଭେ ତୁମ୍ଭର ପୁଅର ବୋହୂ ସହିତ ଦୈହିକ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ପୁତ୍ରବଧୁ। ତୁମ୍ଭେ ତାହା ସହିତ ୟୌନ ସଂପର୍କ ରଖିବ ନାହିଁ।
15 A nudez de tua nora não descobrirás; ela é mulher de teu filho; não lhe descobrirás a nudez.
16 ତୁମ୍ଭେ ତୁମ୍ଭର ଭାତୃବଧୂ ସହିତ ୟୌନ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ଭାଇଙ୍କର ସ୍ତ୍ରୀ ଅଟେ। ତାହା ତୁମ୍ଭର ଭାଇ ପ୍ରତି ଅସମ୍ମାନ ହବେ।
16 A nudez da mulher de teu irmão não descobrirás; é a nudez de teu irmão.
17 ତୁମ୍ଭେ କୌଣସି ସ୍ତ୍ରୀର ଓ ତାହାର କନ୍ଯା ସହିତ ୟୌନ ସଂପର୍କ ରଖିବ ନାହିଁ। ତୁମ୍ଭେ ତାହାର ପୌତ୍ରୀ କିମ୍ବା ଦୌହିତ୍ରୀ ସହିତ ୟୌନ ସଂପର୍କ ରଖିବ ନାହିଁ। କାରଣ ସମାନେେ ତା'ର ନିକଟ ସଂପର୍କୀଯ। ଏପ୍ରକାର ୟୋନ ସଂପର୍କ ଭୟଙ୍କର ଭାବରେ ନୀତି ବିରୁଦ୍ଧ।
17 A nudez de uma mulher e de sua filha não descobrirás; não tomarás a filha de seu filho, nem a filha de sua filha, para lhe descobrir a nudez; parentes são; maldade é.
18 ତୁମ୍ଭର ସ୍ତ୍ରୀ ଜୀବିତ ଥିଲେ ତୁମ୍ଭେ ତୁମ୍ଭର ଶାଳୀକୁ ବିବାହ କରି ତାହା ସହିତ ୟୌନ ସଂପର୍କ ରଖିବା ଉଚିତ୍ ନୁହେଁ।
18 E não tomarás com tua mulher outra, de sorte que lhe seja rival, descobrindo a sua nudez com ela durante sua vida.
19 ପୁଣି କୌଣସି ରଜସ୍ବଳା ନାରୀ ସହିତ ୟୌନ ସଂପର୍କ ରଖିବ ନାହିଁ। କାରଣ ସେସମୟରେ ସେ ଅଶୁଚି ଅଟେ।
19 Não te chegarás à mulher, para lhe descobrir a nudez, durante a sua menstruação.
20 ପୁଣି ତୁମ୍ଭେ କୌଣସି ପ୍ରତିବେଶୀ ସ୍ତ୍ରୀ ସହିତ ୟୌନ ସଂପର୍କ ରଖି ନିଜକୁ ଅଶୁଚି କରିବ ନାହିଁ।
20 Nem te deitarás com a mulher de teu próximo, para te contaminares com ela.
21 ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମାେଲକ୍ ଦବେତାର ଉଦ୍ଦେଶ୍ଯ ରେ ଉତ୍ସର୍ଗୀତ ହବୋକୁ ଦବୋ ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ବରଙ୍କ ପବିତ୍ର ନାମକୁ କଳିଷିତ ନିଶ୍ଚଯ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।
21 E da tua descendência não darás nenhum para dedicar-se a Moloque, nem profanarás o nome de teu Deus. Eu sou o Senhor .
22 ତୁମ୍ଭେ କୌଣସି ପୁରୁଷ ସହିତ, ସ୍ତ୍ରୀଲୋକ ସହିତ ୟୌନ କଂପର୍କ ରଖିବ ନାହିଁ। କାରଣ ତାହା ଘୃଣ୍ଯ ପାପ।
22 Com homem não te deitarás, como se fosse mulher; é abominação.
23 ତୁମ୍ଭେ କୌଣସି ପଶୁ ସହିତ ୟୌନ ସଂପର୍କ କରି ନିଜକୁ ଅଶୁଚି କରିବ ନାହିଁ। ଆଉ କୌଣସି ସ୍ତ୍ରୀ କୌଣସି ପ୍ରାଣୀ ସହିତ ଦୈହିକ ସଂପର୍କ ରଖିବ ନାହିଁ। ଏହା ପ୍ରକୃତି ବି ରୋଧ।
23 Nem te deitarás com animal, para te contaminares com ele, nem a mulher se porá perante um animal, para ajuntar-se com ele; é confusão.
24 ତୁମ୍ଭମାନେେ ଏହିସବୁ ମଧ୍ଯରୁ କୌଣସି କ୍ରିଯା ଦ୍ବାରା ନିଜକୁ ଅଶୁଚି କରନାହିଁ। କାରଣ ଆମ୍ଭେ ଯେଉଁ ଦେଶୀଯ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସମାନେେ ଏହିସବୁ କ୍ରୀଯା ଦ୍ବାରା ଅଶୁଚି ହାଇେଅଛନ୍ତି।
24 Com nenhuma destas coisas vos contaminareis, porque com todas estas coisas se contaminaram as nações que eu lanço de diante de vós.
25 ସମାନେେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସହେି ଦେଶ ତାହାର ନାବାସୀମାନଙ୍କୁ ଉଦ୍ଗାର କରୁଅଛି।
25 E a terra se contaminou; e eu visitei nela a sua iniquidade, e ela vomitou os seus moradores.
26 ତେଣୁ ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ଓ ବିଧି ପାଳନ କରିବ। ସ୍ବଦେଶୀଯ ହେଉ ବା ବିଦେଶୀଯ ହେଉ ତୁମ୍ଭମାନେେ ଏହି ସକଳ ଘୃଣା ଯୋଗ୍ଯ କର୍ମ ମଧ୍ଯରୁ କୌଣସି କର୍ମ କରିବ ନାହିଁ।
26 Porém vós guardareis os meus estatutos e os meus juízos, e nenhuma destas abominações fareis, nem o natural, nem o estrangeiro que peregrina entre vós;
27 କାରଣ ତୁମ୍ଭର ପୂର୍ବବର୍ତ୍ତୀ ଦେଶବାସୀ ଏହିସବୁ ଘୃଣା ଯୋଗ୍ଯ କର୍ମକରି ଦେଶକୁ ଅଶୁଚି କରିଛନ୍ତି।
27 porque todas estas abominações fizeram os homens desta terra que nela estavam antes de vós; e a terra se contaminou.
28 ତୁମ୍ଭମାନେେ ଯଦି ସହେି ଘୃଣା ଯୋଗ୍ଯ କର୍ମ କର, ତବେେ ଦେଶକୁ ଅଶୁଚି କରିବ। ଦେଶ ଯେପରି ତୁମ୍ଭର ପୂର୍ବବର୍ତ୍ତୀ ନିବାସୀମାନଙ୍କୁ ଉଦ୍ଗାର କଲା, ସହେିପରି ସେ ତୁମ୍ଭମାନଙ୍କୁ ଉଦ୍ଗାର କରିବ।
28 Não suceda que a terra vos vomite, havendo-a vós contaminado, como vomitou o povo que nela estava antes de vós.
29 ତେଣୁ ଯେଉଁମାନେ ଏହି ଘୃଣା ଯୋଗ୍ଯ କର୍ମ ମଧ୍ଯରୁ କୌଣସି କର୍ମ କରିବେ, ତବେେ ସହେି କର୍ମକାରୀ ପ୍ରାଣୀମାନେ ନିଜ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବେ।
29 Todo que fizer alguma destas abominações, sim, aqueles que as cometerem serão eliminados do seu povo.
30 ଏଣୁ ତୁମ୍ଭମାନେେ ପୂର୍ବପରି ଘୃଣ୍ଯକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
30 Portanto, guardareis a obrigação que tendes para comigo, não praticando nenhum dos costumes abomináveis que se praticaram antes de vós, e não vos contaminareis com eles. Eu sou o Senhor , vosso Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Levítico 18, comparar traduções ou montar um estudo — tudo direto pelo WhatsApp.