Levítico 15

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ ମଧ୍ଯ କହିଲେ,
1 O Senhor disse a Moisés e a Arão:
2 ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଯଦି କୌଣସି ପୁରୁଷର ଲିଙ୍ଗରୁ ଧାତୁ କ୍ଷରିତ ହୁଏ, ସେ ଅଶୁଚି ଘୋଷିତ ହାବୋ ଉଚିତ୍।
2 "Digam o seguinte aos israelitas: Quando um homem tiver um fluxo que sai do corpo, o fluxo é impuro.
3 କ୍ଷରଣ ଚାଲିଥାଉ କିମ୍ବା ବନ୍ଦ ହାଇେଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।
3 Ele ficará impuro por causa do seu fluxo, quer continue, quer fique retido.
4 ପ୍ରମହେ ରୋଗୀ ଯେଉଁ ଶୟ୍ଯା ରେ ଶଯନ କରେ ତାହା ଅଶୁଚି ଅଟେ। ଆଉ ସେ ଯେଉଁ ସବୁ ପଦାର୍ଥ ଉପରେ ବସିବ ତାହା ମଧ୍ଯ ଅଶୁଚି ହବେ।
4 "A cama em que um homem com fluxo se deitar ficará impura, e qualquer coisa em que se sentar ficará impura.
5 ଯଦି କୌଣସି ବ୍ଯକ୍ତି ସହେି ବ୍ଯକ୍ତିର ବିଛଣାକୁ ଛୁଏଁ, ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
5 Quem tocar na cama dele, lavará as suas roupas e se banhará com água, e ficará impuro até à tarde.
6 ଆଉ ଯେ କୌଣସି ବସ୍ତୁ ଉପରେ ସହେି କ୍ଷରଣକାରୀ ବସିଥାଏ, ଯଦି ସହେି ବସ୍ତୁ ଉପରେ ଯେ କହେି ବସିବ ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସନ୍ଧ୍ଯା ପର୍ୟ୍ଯନ୍ତ ସେ ମଧ୍ଯ ଅଶୁଚି ରହିବ।
6 Todo aquele que se sentar sobre qualquer coisa na qual esse homem se sentou, lavará suas roupas e se banhará com água, e estará impuro até à tarde.
7 ଆଉ ଯଦି କହେି କ୍ଷରଣକାରୀଙ୍କୁ ଛୁଇଁବ ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
7 "Quem tocar no homem que tiver um fluxo lavará as suas roupas e se banhará com água, e ficará impuro até à tarde.
8 କ୍ଷରଣକାରୀ ବ୍ଯକ୍ତି ଯଦି ଶୁଚି ଲୋକ ଉପରେ ଛପେ ପକାଏ ତବେେ ସେ ବ୍ଯକ୍ତି ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
8 "Se o homem cuspir em alguém que está puro, este lavará as suas roupas e se banhará com água, e ficará impuro até à tarde.
9 କ୍ଷରଣକାରୀ ଯେଉଁ ଘୋଡାର ସାଜ ଉପରେ ବ ସେ ସେ ମଧ୍ଯ ଅଶୁଚି ହବେ।
9 Tudo aquilo em que o homem se sentar quando montar um animal estará impuro,
10 ଆଉ ଯଦି କହେି ତାହାର ତଳସ୍ଥ କୌଣସି ବସ୍ତୁକୁ ଛୁଏଁ, ତବେେ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ପୁଣି ୟିଏ କହେି ତାହା ବହନ କରିବ, ସେ ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
10 e todo aquele que tocar em qualquer coisa que tenha estado debaixo dele ficará impuro até à tarde; quem pegar essas coisas lavará as suas roupas e se banhará com água, e ficará impuro até à tarde.
11 ପୁଣି କ୍ଷରଣକାରୀ ନିଜର ହାତ ଜଳ ରେ ନ ଧୋଇ ଯଦି ଅନ୍ୟକୁ ଛୁଏଁ, ତବେେ ସେ ଛୁଇଁଥିବା ଲୋକ ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
11 "Qualquer pessoa em quem o homem com fluxo tocar sem lavar as mãos, lavará as suas roupas e se banhará com água, e ficará impura até à tarde.
12 ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତବେେ ସହେି ପାତ୍ରକୁ ଭାଙ୍ଗି ଦିଆୟିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତବେେ ତାହା ଜଳ ରେ ଧୁଆୟିବା ଉଚିତ୍।
12 "A vasilha de barro na qual ele tocar será quebrada; se tocar numa vasilha de madeira, ela será lavada.
13 କ୍ଷରଣକାରୀ ଯେତବେେଳେ ନିଜ କ୍ଷରଣ ସକାେଶ ଶୁଚି ହୁଏ, ସେତବେେଳେ ସେ େଶୗଚକ୍ରିଯା ନିମନ୍ତେ ସାତଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସୋର୍ତ ଜଳ ରେ ସ୍ନାନ କରିବ। ତବେେ ସେ ଶୁଚି ହବେ।
13 "Quando um homem sarar de seu fluxo, contará sete dias para a sua purificação; lavará as suas roupas e se banhará em água corrente, e ficará puro.
14 ଅଷ୍ଟମ ଦିନ ରେ ସହେି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ଯାଜକକୁ ଅର୍ପଣ କରିବ।
14 No oitavo dia pegará duas rolinhas ou dois pombinhos e irá perante o Senhor, à entrada da Tenda do Encontro, e os dará ao sacerdote.
15 ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଆଉ ସହେି ଲୋକ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ ହବେ। କାରଣ ତାଙ୍କର କ୍ଷରଣ ପାଇଁ।
15 O sacerdote os sacrificará, um como oferta pelo pecado e o outro como holocausto, e assim fará propiciação perante o Senhor em favor do homem por causa do fluxo.
16 ଯଦି କୌଣସି ପୁରୁଷର ବୀର୍ୟ୍ଯପାତ ହୁଏ, ତବେେ ସେ ସମସ୍ତ ଶରୀରକୁ ଜଳ ରେ ଧେ ୗତ କରିବ ଓ ସନ୍ଧ୍ଯା ପରର୍‌ୟ୍ଯନ୍ତ ଅଶୁଚି ରହିବ।
16 "Quando de um homem sair o sêmen, banhará todo o seu corpo com água, e ficará impuro até à tarde.
17 ଯଦି କୌଣସି ବସ୍ତ୍ର ରେ କିମ୍ବା ଚର୍ମ ରେ ବୀର୍ୟ୍ଯପାତ ହୁଏ, ସଗେୁଡିକୁ ଜଳ ରେ ଧୌତ କରାୟିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ତାହା ଅଶୁଚି ରହିବ।
17 Qualquer peça de roupa ou de couro em que houver sêmen será lavada com água, e ficará impura até à tarde.
18 ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶଯନ କରେ ଓ ତା'ର କାର୍ୟ୍ଯ ସ୍ଖଳନ ଘଟେ, ତବେେ ସେ ଦୁ ହେଁ ଜଳ ରେ ସ୍ନାନ କରିବେ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବେ।
18 "Quando um homem se deitar com uma mulher e lhe sair o sêmen, ambos terão que se banhar com água, e estarão impuros até à tarde.
19 ଆଉ ଯଦି କୌଣସି ସ୍ତ୍ରୀ ରଜସ୍ବଳା ହୁଏ ଓ ତା'ର ଦହରେୁ ରକ୍ତ କ୍ଷରିତ ହୁଏ, ତବେେ ସେ ସାତଦିନ ପର୍ୟ୍ଯନ୍ତ ଅଶୌଚ ରହିବ। ୟିଏ କହେି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
19 "Quando uma mulher tiver fluxo de sangue que sai do corpo, a impureza da sua menstruação durará sete dias, e quem nela tocar ficará impuro até à tarde.
20 ଆଉ ସହେି ସ୍ତ୍ରୀ ଧର୍ମ ସମୟରେ ଯେକୌଣସି ଶୟ୍ଯା ରେ ଶଯନ କରିବ, ତାହା ଅଶୁଚି ରହିବ ଓ ଯାହା ଉପରେ ସେ ବସିବ ତାହା ମଧ୍ଯ ଅଶୁଚି ହବେ।
20 "Tudo sobre o que ela se deitar durante a sua menstruação ficará impuro, e tudo sobre o que ela se sentar ficará impuro.
21 ଯଦି କୌଣସି ବ୍ଯକ୍ତି ତା'ର ଶୟ୍ଯା ଛୁଇଁବ ସେ ତା'ର ବସ୍ତ୍ର ଧୋଇବ ଓ ସେ ଜଳ ରେ ସ୍ନାନ କରିବ। ଆଉ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
21 Todo aquele que tocar em sua cama lavará as suas roupas e se banhará com água, e ficará impuro até à tarde.
22 ପୁଣି ୟିଏ କହେି ତା'ର ବସିବା ଆସନ ରେ ବସିବ, ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ଆଉ ମଧ୍ଯ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
22 Quem tocar em alguma coisa sobre a qual ela se sentar lavará as suas roupas e se banhará com água, e estará impuro até à tarde.
23 ଆଉ ତା'ର ଶୟ୍ଯା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତବେେ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
23 Quer seja a cama, quer seja qualquer coisa sobre a qual ela esteve sentada, quando alguém nisso tocar estará impuro até à tarde.
24 ଯଦି ରଜସ୍ବାଳା ସମୟରେ କୌଣସି ପୁରୁଷ ସହେି ସ୍ତ୍ରୀ ଲୋକ ସହିତ ଦୈହିକ ସମ୍ପର୍କ ରେଖ, ସେ ମଧ୍ଯ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ। ପୁଣି ସେ ଯେ କୌଣସି ଶୟ୍ଯା ରେ ଶଯନ କରେ ତାହା ଅଶୁଚି ହବେ।
24 "Se um homem se deitar com ela e a menstruação dela nele tocar, estará impuro por sete dias; qualquer cama sobre a qual ele se deitar estará impura.
25 ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡା ଯଦି କୌଣସି ସ୍ତ୍ରୀ ବହୁଦିନ ପର୍ୟ୍ଯନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲାପରେ ଯଦି କ୍ତ ସ୍ରାବ ହୁଏ, ତବେେ ରକ୍ତସ୍ରାବ ହେଉଥିବ ପର୍ୟ୍ଯନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ।
25 "Quando uma mulher tiver um fluxo de sangue por muitos dias fora da sua menstruação normal, ou um fluxo que continue além desse período, ela ficará impura enquanto durar o corrimento, como nos dias da sua menstruação.
26 ଯଦି ସହେି ରକ୍ତସ୍ରାବ ଚାଲିଥିବା ସମୟରେ ସେ କୌଣସି ଶୟ୍ଯା ରେ ଶଯନ କରେ, ତବେେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା' ମଧ୍ଯ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ।
26 Qualquer cama em que ela se deitar enquanto continuar o seu fluxo estará impura, como acontece com a sua cama durante a sua menstruação, e tudo sobre o que ela se sentar estará impuro, como durante a sua menstruação.
27 ପୁଣି ୟିଏ କହେି ସହେିସବୁ ଜିନିଷ ଛୁଇଁବ, ସେ ଅଶୁଚି ହବେ, ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
27 Quem tocar em alguma dessas coisas ficará impuro; lavará as suas roupas e se banhará com água, e ficará impuro até à tarde.
28 ପୁଣି ସହେି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆଉ ସାତଦିନ ଅପେକ୍ଷା କରିବ। ତା'ପରେ ସେ ଶୁଚି ହବେ।
28 "Quando sarar do seu fluxo, contará sete dias, e depois disso estará pura.
29 ତା'ପରେ ଅଷ୍ଟମ ଦିନ ରେ ସହେି ସ୍ତ୍ରୀ ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ ତମ୍ବୁର ଦ୍ବାର ନିକଟରେ ଯାଜକକୁ ଅର୍ପଣ କରିବ।
29 No oitavo dia pegará duas rolinhas ou dois pombinhos e os levará ao sacerdote, à entrada da Tenda do Encontro.
30 ତା'ପରେ ସେ ଯାଜକ ସେଥିମଧ୍ଯରୁ ଗୋଟିଏ ପକ୍ଷୀ ପାପାର୍ଥକ ବଳିରୂପେ ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସେ ସ୍ତ୍ରୀ ଲୋକଙ୍କୁ ପ୍ରାଯଶ୍ଚିତ କରାଇବ।
30 O sacerdote sacrificará um como oferta pelo pecado e o outro como holocausto, e assim fará propiciação em favor dela, perante o Senhor, devido à impureza do seu fluxo.
31 ଏଣୁ ତୁମ୍ଭେ ଇଶ୍ରାୟେଲ ସନ୍ତନଗଣଙ୍କୁ ଅଶୁଚି ବିଷଯ ରେ ସତର୍କ କରିଦବେ। ଯଦି ତୁମ୍ଭେ ସମାନଙ୍କେୁ ବିଧି ବିଷଯ ରେ ନଜଣାଇବ, ତବେେ ସମାନେେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦବେେ। ଏଥିପାଇଁ ସମାନେେ ମୃତ୍ଯୁବରଣ କରିବେ।
31 "Mantenham os israelitas separados das coisas que os tornam impuros, para que não morram por contaminar com sua impureza o meu tabernáculo, que está entre eles".
32 ଧାତୁ ସ୍ରାବ ଓ ବିର୍ୟ୍ଯ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହାଦ୍ବାରା ଅଶୁଚି ହୁଏ।
32 Essa é a regulamentação acerca do homem que tem fluxo e daquele de quem sai o sêmen, tornando-se impuro,
33 ପୁଣି ଏହିସବୁ ବିଧି ରଜସ୍ବାଳା ନାରୀ, ବିର୍ୟ୍ଯ କ୍ଷରଣକାରୀ ପୁରୁଷ ଓ ସ୍ତ୍ରୀ ଏବଂ ରଜସ୍ବଳା ନାରୀ ସହିତ ଶଯନ କରୁଥିବା ଲୋକମାନଙ୍କ ପାଇଁ ଲାଗୁ ହବେ।
33 da mulher em sua menstruação, do homem ou da mulher que têm fluxo e do homem que se deita com uma mulher que está impura.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Levítico 15, comparar traduções ou montar um estudo — tudo direto pelo WhatsApp.