Levítico 13

Oriya Bible (GL_ORIYA) vs VC

Sair da comparação
VC Versão Católica
1 ପୁଣି ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
1 O Senhor disse a Moisés e a Aarão:
2 ଯବେେ କୌଣସି ମନୁଷ୍ଯର ଶରୀରର ଚର୍ମ ରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ କିମ୍ବା ତା'ର ଶରୀର ରେ ଚର୍ମ ରୋଗଜନିତ ଘା' ହୁଏ, ତବେେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ଯରୁ କୌଣସି ଯାଜକ ନିକଟକୁ ଅଣାୟିବା ଉଚିତ୍।
2 "Quando um homem tiver um tumor, uma inflamação ou uma mancha branca na pele de seu corpo, e esta se tornar em sua pele uma chaga de lepra, ele será levado a Aarão, o sacerdote, ou a um dos seus filhos sacerdotes.
3 ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା' ଦେଖିବ, ଆଉ ଯବେେ ଘା'ର ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ପୁଣି ଘା' ଯବେେ ତା' ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତବେେ ତାହା କୁଷ୍ଠ ରୋଗର ଘା' ଏଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅସୁଚି ବୋଲି ପ୍ରକାଶ କରିବ।
3 O sacerdote examinará o mal que houver na pele do corpo: se o cabelo se tornou branco naquele lugar, e a chaga parecer mais funda que a pele, será uma chaga de lepra. O sacerdote verificará o fato e declarará impuro o homem.
4 ସମଯେ ସମଯେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦଖାୟୋଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନଥାଏ, ତବେେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତଦିନ ପର୍ୟ୍ଯନ୍ତ ପୃଥକ୍ କରି ରଖିବ।
4 Se houver na pele de seu corpo uma mancha branca que não parecer mais funda que a pele sã, e o cabelo não se tiver tornado branco, o sacerdote isolará o doente durante sete dias.
5 ସପ୍ତମ ଦିନ ରେ ଯାଜକ ସହେି ଚିହ୍ନକୁ ଦେଖିବ। ଯଦି ସହେି ଘା' ବଦଳି ନଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଆହୁରି ସାତଦିନ ଅନ୍ୟମାନଙ୍କ ଠାରୁ ପୃଥକ୍ କରି ରଖିବ।
5 No sétimo dia examinará: se a chaga parecer não ter progredido e não se tiver estendido pela pele, isolá-lo-á uma segunda vez durante sete dias.
6 ପୁଣି ସାତଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା' ମଳିନ ହାଇୟୋଇଥାଏ ଘା' ଚର୍ମ ରେ ଆଉ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହବୋ ଉଚିତ୍।
6 No sétimo dia o sacerdote o examinará novamente: se a parte afetada perdeu a sua cor e não se tiver estendido por sobre a pele, declará-lo-á puro; é dartro. O homem lavará suas vestes e será puro.
7 ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।
7 Mas se o dartro se tiver estendido por sobre a pele, depois de se ter mostrado ao sacerdote para ser declarado puro, se lhe mostrará uma segunda vez.
8 ଯାଜକ ଯଦି ଦେଖିବ ସହେି କ୍ଷତି ଚର୍ମ ରେ ବ୍ଯାପିଲା, ତବେେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠ ରୋଗ।
8 Se o sacerdote verificar a extensão do dartro por sobre a pele, declará-lo-á impuro: é lepra.
9 କୌଣସି ଲୋକଠା ରେ କୁଷ୍ଠ ରୋଗର କ୍ଷତ ହେଲେ ତାକୁ ଯାଜକ ନିକଟକୁ ଆଣାୟିବ।
9 " Quando um homem for atingido pela lepra, será conduzido ao sacerdote, que o examinará.
10 ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମ ରେ ଶ୍ବତବେର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ସହେି ଫୁଲା ରେ କଞ୍ଚାମାଂସ ବୃଦ୍ଧି ପାଉଥାଏ।
10 Se houver na sua pele um tumor branco, e este tiver branqueado o cabelo, e aparecer a carne viva no tumor,
11 ତବେେ ତାହା ଶରୀରର ଚର୍ମ ରେ କୁଷ୍ଠ ରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ୍ କରିବ ନାହିଁ, କାରଣ ସେ ଅଶୁଚି।
11 é lepra inveterada na pele de seu corpo; o sacerdote o declarará impuro; não o encerrará, porque é imundo.
12 ସମଯେ ସମଯେ କୁଷ୍ଠ ରୋଗ ଲୋକର ସମଗ୍ର ଶରୀରକୁ ବ୍ଯାପି ଥାଏ। ସହେି କୁଷ୍ଠ ରୋଗ ଆପାଦମସ୍ତକ ଶରୀରକୁ ଆଚ୍ଛନ୍ନ କରିଥାଏ। ସେତବେେଳେ ଯାଜକ ସହେି ଲୋକର ସମସ୍ତ ଶରୀର ଦେଖିବ।
12 Se a chaga se estendeu por toda a pele do doente, da cabeça aos pés, o sacerdote que o examinar, verificando, segundo o que viu,
13 ଯଦି ଯାଜକ ଦେଖିବ ଲୋକଟିର ସର୍ବାଙ୍ଗ କୁଷ୍ଠ ରୋଗ ରେ ଆଚ୍ଛନ୍ନ ହାଇେଛି, ତବେେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ।
13 que a lepra cobre toda a pele, o declarará puro. Como se tornou completamente branco, é puro.
14 ଯଦି ତା'ର ଶରୀର ରେ କଞ୍ଚାମାଂସ ପ୍ରକାଶ ପାଏ, ତବେେ ସେ ଅଶୁଚି ହବେ।
14 Mas no dia em que se perceber nele a carne viva, será impuro;
15 ଯେ ତବେଳେ ଯାଜକ କଞ୍ଚାମାଂସ ଦେଖିବ, ସେ ଅଶୁଚି ବୋଲି ପ୍ରକାଶ କରିବ। କଞ୍ଚାମାଂସ ଅଶୁଚି ଓ ଏହା କୁଷ୍ଠ ରୋଗ।
15 o sacerdote, vendo a carne viva, declará-lo-á impuro; a carne viva é impura; é a lepra.
16 ଯଦି ସହେି ସଞ୍ଚାମାଂସ ବଦଳି ଶ୍ବତବେର୍ଣ୍ଣ ହାଇୟୋଏ, ତବେେ ସେ ଯାଜକ ନିକଟକୁ ଆସିବ।
16 Se a carne viva mudar e ficar de novo branca, o homem irá ao sacerdote, que o examinará;
17 ଯାଜକ ପୁନର୍ବାର ଲୋକଟିକୁ ଦେଖିବ ଓ ଯଦି ସହେି ଘା' ଶ୍ବତବେର୍ଣ୍ଣ ହାଇେଥାଅ ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ସେ ଶୁଚି।
17 se a chaga se tornou verdadeiramente branca, o sacerdote declará-lo-á puro: e ele o é.
18 ଜଣେ ବ୍ଯକ୍ତିର ଶରୀରର ଚର୍ମ ରେ ବଥ ହାଇେ ଭଲ ହେଲାପରେ,
18 Quando um homem tiver tido na pele de seu corpo uma úlcera que foi curada,
19 ଯଦି ସହେି ବଥ ସ୍ଥାନ ରେ ଶ୍ବତବେର୍ଣ୍ଣ ଫୁଲା କିମ୍ବା ରକ୍ତଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ସେ ତାହା ଯାଜକକୁ ଦଖାଇବେ।
19 e no lugar da úlcera aparecer um tumor branco ou uma mancha de um branco-avermelhado, esse homem se apresentará ao sacerdote para ser examinado.
20 ଯାଜକ ଦେଖିବ ଯଦି ତାହାର ସହେି ଘା' ଚର୍ମର ନୀଚ୍ଚସ୍ଥ ହାଇେଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ବଥରୁ ଉତ୍ପନ୍ନ କୁଷ୍ଠ ରୋଗର ଘା'।
20 Se a mancha parecer mais funda que a pele, e o cabelo se tiver tornado branco, o sacerdote declará-lo-á impuro: é uma chaga de lepra que nasceu na úlcera.
21 ମାତ୍ର ଯଦି ଯାଜକ ଦେଖିବ, ସେଥି ରେ ଶ୍ବତବେର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନୀଚସ୍ଥ ନ ହାଇେ ମଳିନ ହାଇେଥାଏ ତବେେ ଯାଜକ ତାହାକୁ ସାତ ଦିନ ପୃଥକ୍ କରି ରଖିବ।
21 Mas, se o sacerdote verificar que não há cabelo branco na mancha, e ela não parecer mais funda que a pele, e se tiver tornado de uma cor pálida, isolará esse homem durante sete dias.
22 ଆଉ ଯଦି ତାହା ଚର୍ମ ରେ ବ୍ଯାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ଘା'।
22 Se a mancha se estender por sobre a pele, o sacerdote declarará o homem impuro: é uma chaga de lepra.
23 ମାତ୍ର ଯଦି ସହେି ଚିକ୍କଣ ଚିହ୍ନ ସ୍ବସ୍ଥାନ ରେ ଥାଇ ଆଉ ନ ବଢେ, ତବେେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
23 Mas, se a mancha ficou no seu lugar sem se estender, é a cicatriz da úlcera; o sacerdote declará-lo-á puro.
24 ଯଦି ଚର୍ମ ଉପରେ ପୋଡାର ଗୋଟିଏ ଘା' ଥାଏ ଓ ସହେି ଦାହର ବଢିଲା ମାଂସ ରେ ରକ୍ତ ଶ୍ବତବେର୍ଣ୍ଣ କିମ୍ବା ଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ଯାଜକ ତାହା ଦେଖିବ।
24 Quando um homem tiver na pele uma queimadura de fogo, e a cicatriz dessa queimadura apresentar uma mancha branca ou de um branco-avermelhado, o sacerdote o examinará.
25 ଯଦି ଉଜ୍ଜ୍ବଳ ଚିହ୍ନ ରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ଚର୍ମର ନୀଚସ୍ଥ ଦଖାୟୋଏ, ତବେେ ତାହା କୁଷ୍ଠ ରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହାଇେଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠ ରୋଗ ଅଟେ।
25 Se o cabelo se tornou branco na mancha, e esta parecer mais funda que a pele, é a lepra que nasceu na queimadura; o sacerdote declará-lo-á impuro: é uma chaga de lepra.
26 ମାତ୍ର ଯଦି ଯାଜକ ଦେଖିବ, ସହେି ଚିକ୍କଣ ଚିହ୍ନ ରେ ଶ୍ବତବେର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନୀଚସ୍ଥ ନ ହାଇେ ମଳିନ ହାଇେଥାଏ, ତବେେ ଯାଜକ ତାକୁ ସାତ ଦିନ ପୃଥକ୍ କରି ରଖିବ।
26 Se o sacerdote verificar que não há cabelo branco na mancha, e que ela não parece mais funda que a pele, e se tiver tornado de uma cor pálida, isolará esse homem durante sete dias.
27 ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।
27 Depois disso o examinará. Se a mancha tiver se estendido por sobre a pele, o sacerdote declará-lo-á impuro; é uma chaga de lepra.
28 ଯଦି ଉଜ୍ଜ୍ବଳ ଚିହ୍ନ ସହେି ଗୋଟିଏ ସ୍ଥାନ ରେ ରହି ବୃଦ୍ଧି ନପାଏ ଓ ମଲିନ ହାଇେଥାଏ, ତବେେ ତାହା ଦାହର ଫୁଲା, ଆଉ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ଯେ ହତେୁ ତାହା ଅଗ୍ନିଦାହର କ୍ଷତ ଚିହ୍ନ।
28 Mas, se a mancha ficou no mesmo lugar sem se estender por sobre a pele, e se tiver tornado de uma cor pálida, é o tumor da queimadura. O sacerdote declará-lo-á puro, pois é a cicatriz da queimadura.
29 ଆଉ ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢି ରେ ଘା' ହେଲ ଯାଜକ ସହେି ଘା' ଦେଖିବା
29 Quando um homem ou uma mulher tiver uma chaga na cabeça ou no queixo, o sacerdote o examinará.
30 ଯାଜକ ସହେି ଘା' ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦଖାୟୋଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋକ ଥାଏ, ତବେେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢିର କୁଷ୍ଠ ରୋଗ।
30 Se ela parecer mais funda que a pele, e nela houver os cabelos finos e amarelados, o sacerdote declarará impuro o enfermo: esta é a tinha, a lepra da cabeça ou do queixo
31 ପୁଣି ଯାଜକ ଯଦି ଦେଖିବ ସହେି ଘା' ଚର୍ମର ନୀଚସ୍ଥ ହାଇେ ନଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନଥାଏ, ତବେେ ଯାଜକ ସହେି ଲୋକକୁ ସାତଦିନ ପୃଥକ ରଖିବ।
31 Se o sacerdote averiguar que a chaga da tinha não parece mais funda que a pele, e nela não houver cabelos negros, o sacerdote isolará durante sete dias aquele que tem a chaga da tinha.
32 ସପ୍ତମ ଦନ ରେ ଯାଜକ ସହେି ଲୋକର ଘା' ଦେଖିବ। ଯଦି ସହେି ଛଉ ବଢି ନଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହାଇେ ନଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦଖାେ ନୟାଏ,
32 No sétimo dia o examinará. Se a tinha não se espalhou, nela não houver cabelo amarelado algum, e a chaga não parecer mais funda do que a pele,
33 ତବେେ ସେ ଲଣ୍ଡା ହବେ, ମାତ୍ର ଛଉ ସ୍ଥାନ ଲଣ୍ଡା ହବେ ନାହିଁ ଓ ଯାଜକ ସହେି ଛଉଥିବା ଲୋକକୁ ଆଉ ସାତଦିନ ପୃଥକ୍ କରି ରଖିବ।
33 o enfermo cortará a barba, exceto no lugar da chaga, e o sacerdote o isolará de novo durante sete dias.
34 ପୁଣି ସପ୍ତମ ଦିନ ରେ ଯାଜକ ସହେି ଛଉ ଦେଖିବ। ଯଦି ସହେି ଛଉ ଚର୍ମ ରେ ବଢି ନଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦଖାେ ନୟାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହବେ।
34 No sétimo dia o examinará. Se a tinha não se espalhou por sobre a pele, e a chaga não parecer mais funda que a pele, o sacerdote declará-lo-á puro; ele levará suas vestes e será puro.
35 ମାତ୍ର ଶୁଚି ହେଲାପରେ ଯବେେ ଚର୍ମ ରେ ସହେି ଛଉ ବ୍ଯାପିୟାଏ।
35 Se, entretanto, depois que o tiver declarado puro, a tinha se estender por sobre a pele, o sacerdote o examinará.
36 ତବେେ ଯାଜକ ସହେି ଲୋକକୁ ପୁନର୍ବାର ଦେଖିବ। ଯଦି ସହେି ଛଉ ଚର୍ମ ରେ ବ୍ଯାପିଥାଏ, ତବେେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ବଷେଣ କରିବ ନାହିଁ। ସହେି ଲୋକ ଅଶୁଚି।
36 Se a tinha se tiver espalhado na pele, o sacerdote não procurará o cabelo amarelo, porque o homem é impuro
37 ଯଦି ଯାଜକ ଦୃଷ୍ଟି ରେ ସହେି ଛଉ ବଢି ନଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତବେେ ସହେି ଛଉ ଆରୋଗ୍ୟ ହାଇେଅଛି, ସେ ଶୁଚି ହାଇେଅଛି, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
37 Se a tinha lhe parece estacionária, e nela houver crescido cabelos negros, ele sarou; o homem está puro e o sacerdote declará-lo-á como tal.
38 ଯଦି କୌଣସି ବ୍ଯକ୍ତିର ଚର୍ମ ରେ ଧଳା ଛଉ ହାଇେଥାଏ।
38 Quando o homem ou mulher tiver na pele manchas brancas, o sacerdote o examinará.
39 ତବେେ ଯାଜକ ସହେି ଛଉ ଦେଖିବ, ଯଦି ସମାନଙ୍କେ ଶରୀରର ଚର୍ମ ରେ ସହେି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ବତବେର୍ଣ୍ଣ ହୁଏ, ତବେେ ତାହା ଚର୍ମରୁ ଉତ୍ପନ୍ନ କ୍ଷତିବିହୀନ ୟାଦୁ ରୋଗ ବୋଲି ବିବଚେିତ ହବେ ଓ ସହେି ଲୋକ ଶୁଚି।
39 Se essas manchas na pele são de um branco pálido, é uma mancha branca superficial: ele é puro.
40 ଯଦି କୌଣସି ଲୋକର ମୁଣ୍ଡରୁ ବାଳ ଉପୁଡି ୟାଏ ତବେେ ସେ ଚନ୍ଦା, ମାତ୍ର ସେ ଶୁଚି ଅଟେ।
40 Quando um homem perder os seus cabelos, ele será simplesmente calvo, mas será puro.
41 ଆଉ ଯବେେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡିଥାଏ, ତବେେ ସେ ଚନ୍ଦା କପାଳ, ସେ ମଧ୍ଯ ଶୁଚି।
41 Se lhe caírem os cabelos da fronte, ele terá a fronte calva, mas será puro.
42 ଯଦି ଚନ୍ଦା ମୁଣ୍ଡ ରେ କିମ୍ବା ଚନ୍ଦା କପାଳ ରେ ରକ୍ତ ଶ୍ବତବେର୍ଣ୍ଣ ଘା' ହୁଏ, ତବେେ ତାହା ଚନ୍ଦା କପାଳ ରେ ବା ମୁଣ୍ଡ ରେ ଉତ୍ପନ୍ନ ଚର୍ମ ରୋଗ।
42 Mas se na parte calva, posterior ou dianteira, se encontrar uma chaga de um branco-avermelhado, é a lepra que se declarou na parte calva posterior ou dianteira.
43 ଯାଜକ ତାହା ତେଖିବ, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠପରି ତାହା ଚନ୍ଦାମୁଣ୍ଡ କି ଚନ୍ଦା କପାଳର ରକ୍ତ ଶ୍ବତବେର୍ଣ୍ଣ ଘା'ର ଫୁଲା ଦକୋୟାଏ,
43 O sacerdote o examinará. Se o tumor da chaga for de um branco-avermelhado na parte calva posterior ou dianteira, tendo o aspecto da lepra da pele do corpo, esse homem é leproso,
44 ତବେେ ସେ କୁଷ୍ଠ ରୋଗ ରେ ଆକ୍ରାନ୍ତ, ସେ ଅଶୁଚି। ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହାର ମସ୍ତକରେ ଘା' ହାଇେଛି।
44 é impuro; a sua lepra está na cabeça.
45 ପୁଣି ଯେଉଁ ଲୋକ କୁଷ୍ଠ ରୋଗୀ, ତାହାର ବସ୍ତ୍ର ଚିରାୟିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ର ରେ ଢାଙ୍କିବ। ପୁଣି ଅଶୁଚି, ଅଶୁଚି ବୋଲି ଚିତ୍କାର କରିବ।
45 Todo homem atingido pela lepra terá suas vestes rasgadas e a cabeça descoberta. Cobrirá a barba e clamará: Impuro! Impuro!
46 ତାହାଠା ରେ ଯେତଦେିନ ୟାଏ ଘା' ରହିବ, େସତଦେିନ ୟାଏ ସେ ଅଶୁଚି ରହିବ, ସେ ଅଶୁଚି ଯୋଗୁଁ ଏକାକୀ ବାସ କରିବ ଓ ଛାଉଣୀର ବାହା ରେ ତାହାର ବାସସ୍ଥାନ ରହିବ।
46 Enquanto durar o seu mal, ele será impuro. É impuro; habitará só, e a sua habitação será fora do acampamento."
47 ଆଉ ମଧ୍ଯ ଯେଉଁ ବସ୍ତ୍ର ରେ କୁଷ୍ଠରୋଗର ଦାଗ ହୁଏ, ତାହା ଲୋମବସ୍ତ୍ର ହେଉ କି ମସିନା ବସ୍ତ୍ର ହେଉ,
47 "Quando a lepra aparecer numa veste de lã ou de linho,
48 ତାହା ତନ୍ତ ରେ ବୁଣା ହେଉ କିମ୍ବା ହାତ ରେ ବୁଣା ହେଉ କିମ୍ବା ତାହା ଚର୍ମ ରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ଯ ରେ ହେଉ।
48 num tecido de tela ou de trama, quer seja de lã quer de linho, numa pele ou num objeto qualquer de pele,
49 ଯବେେ ସହେିଦାଗ ବସ୍ତ୍ର ରେ କି ଚର୍ମ ରେ କିମ୍ବା ବୁଣା କିମ୍ବା ଶିଲାଇ କପାଡା କିମ୍ବା କୌଣସି ଚର୍ମ ଜିନିଷ ରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତବେେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦଖାଇେ ଦିଆୟିବ।
49 se a mancha na veste, na pele, no tecido de tela ou de trama ou no objeto de pele, for esverdeada ou avermelhada, é uma lepra: será mostrada ao sacerdote.
50 ଯାଜକ ସହେି ଦାଗ ଦେଖିବ ଓ ସହେି ଦାଗଥିବା ଦ୍ରବ୍ଯକୁ ସାତଦିନ ପୃଥକ୍ ରଖିବ।
50 O sacerdote examinará a mancha e isolará durante sete dias o objeto atingido pelo mal.
51 ସେ ସପ୍ତମ ଦିନ ରେ ସହେି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ର ରେ କି ବୁଣା କିମ୍ବା ଉଲ୍ ରେ ଶିଲାଇ କପଡା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସିଚର୍ମ ଜିନିଷ ରେ ସ ସହେି ଦାଗ ଯଦି ବଢିଥାଏ ତବେେ ତାହା କ୍ଷଯ କୁଷ୍ଠ ଓ ସହେି ବସ୍ତ୍ର ଅଶୁଚି ଅଟେ।
51 No sétimo dia examinará a chaga. Se ela se tiver espalhado pela veste, pelo tecido de tela ou de trama, pela pele ou pelo objeto de pele, seja qual for, é uma lepra roedora; o objeto é impuro.
52 ତେଣୁ ସହେି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦଗ୍ଧ କରାୟିବ। କାରଣ ତାହା କ୍ଷଯ କୁଷ୍ଠ, ସହେି ବସ୍ତ୍ର କିମ୍ବା ଚର୍ମ ଅଗ୍ନି ରେ ଦଗ୍ଧ ହବୋ ଉଚିତ୍।
52 Queimará a veste, o tecido de tela ou de trama de linho ou de lã, o objeto de pele, seja qual for, em que se encontre a mancha, porque é uma lepra roedora; o objeto será queimado no fogo.
53 ଯାଜକ ଦେଖିବ ଯଦି ସହେି ଦାଗ ବଢି ନାହିଁ, ତବେେ ତାହା ସୂତାର ବସ୍ତ୍ର ହେଉ କି କୌଣସି ଚମଡାର ଜିନିଷ ହେଉ ତାହା ପାଣି ରେ ଧୌତ କରାୟିବା ଉଚିତ୍। ପୁଣି ତାହା ତନ୍ତବୁଣା ହେଉ କିମ୍ବା ହାତ ବୁଣା ହେଉ ତାହା ଧୁଆୟିବା ଉଚିତ୍।
53 Mas se o sacerdote verificar que mancha não se espalhou pela veste, pelo tecido de tela ou de trama, ou pelo objeto de pele,
54 ଯାଜକ ସହେି ଦାଗୟୁକ୍ତ ଦ୍ରବ୍ଯକୁ ଧୋଇବାକୁ ଆଜ୍ଞା ଦବେ। ପୁଣି ସାତ ଦିନ ତାକୁ ପୃଥକ୍ କରି ରଖିବ।
54 mandará lavar o objeto afetado e o isolará uma segunda vez durante sete dias.
55 ଆଉ ତାହା ଧୂଆ ହେଲାପରେ ଯାଜକ ଦେଖିବ, ଯଦି ସହେି ଦାଗର ବର୍ଣ୍ଣ ବଦଳି ନଥାଏ ଓ ସହେି ଦାଗ ବଢି ନଥାଏ, ତବେେ ତାହା ଅଶୁଚି। ତାହା ବସ୍ତ୍ର ହେଉ କିମ୍ବା ଚର୍ମ ହେଉ ତାକୁ ନିଶ୍ଚଯ ଅଗ୍ନି ରେ ଦଗ୍ଧ କରିବ।
55 Em seguida examinará a mancha, depois que ela tiver sido lavada. Se não mudou de aspecto nem se espalhou, o objeto é impuro. Tu o queimarás no fogo: a mancha roeu o objeto de um lado a outro.
56 ମାତ୍ର ଧୂଆ ଗଲାପରେ ଯଦି ଯାଜକ ଦେଖିବ, ସହେି ଦାଗ ମଳିନ ହାଇେଥାଏ, ତବେେ ସେ ସହେି ବସ୍ତ୍ରରୁ କି ଚର୍ମରୁ ତାହା ଚିରି ପକାଇବ।
56 Mas se o sacerdote verificar que a mancha lavada tomou uma cor pálida, arrancá-la-á da veste, da pele ou do tecido de tela ou de trama.
57 ତଥାପି ଯଦି ସହେି ବସ୍ତ୍ର ରେ କି ଚର୍ମ ରେ, ସହେି ଦାଗ ଥାଏ ଓ ତାହା ବଢେ, ତାକୁ ତୁମ୍ଭେ ଅଗ୍ନି ରେ ପୋଡି଼ ପକାଇବ।
57 Se ela voltar novamente à veste, ao tecido de tela ou de trama ou ao objeto de pele, é uma erupção de lepra. Tu queimarás no fogo o objeto atingido pela mancha.
58 ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ଯକୁ ଧୋଇଲାପରେ ସହେି ଦାଗ ଚାଲିୟାଏ, ତବେେ ତାହା ଦ୍ବିତୀୟ ଥର ଧୂଆୟିବ ଓ ତହିଁରେ ତାହା ଶୁଚି ହବେ।
58 Mas a veste, o tecido de tela ou de trama, o objeto de pele, seja o que for, que tiveres lavado e do qual a mancha tiver desaparecido, será lavado uma segunda vez e será puro.
59 ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ଯ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷଯ ରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ଯବସ୍ଥା ଏହା ଅଟେ।
59 Tal é a lei relativa à mancha de lepra que atacar as vestes de lã ou de linho, os tecidos de tela ou de trama, ou qualquer objeto de pele; é segundo ela que se declararão esses objetos puros ou impuros."

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Levítico 13, comparar traduções ou montar um estudo — tudo direto pelo WhatsApp.