Levítico 11
Oriya Bible (GL_ORIYA) vs VC
1 ସଦାପ୍ରଭୁ ମାଶାଙ୍କେୁ ଓ ହାରୋଣଙ୍କୁ କହିଲେ,
1 O senhor disse a Moisés e a Aarão: "Dize aos israelitas o seguinte:
2 ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ଯରୁ ଏହି ସମସ୍ତ ଜୀବ ଭୋଜନ କରିବ।
2 entre todos os animais da terra, eis o que podereis comer:
3 ପଶୁମାନଙ୍କ ମଧିଅରେ ଯାହାର ଖୁରା ଦୁଇ ଭାଗ ରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭମାନେେ ଭୋଜନ କରିବ।
3 podereis comer todo animal que tem a unha fendida e o casco dividido, e que rumina.
4 କେତକେ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି।
4 Mas não comereis aqueles que só ruminam ou só têm a unha fendida. A estes, tê-los-eis por impuros: tal como o camelo, que rumina mas não tem o casco fendido.
5 ମାତ୍ର ସମାନଙ୍କେର ଖୁରା ଦୁଇଫାଳ ରେ ବିଭକ୍ତ ନୁହେଁ, ସଭେଳି ପ୍ରାଣୀଙ୍କୁ ତୁମ୍ଭମାନେେ ଭୋଜନ କରିବ ନାହିଁ।
5 E como o coelho igualmente, que rumina mas não tem a unha fendida; tê-los-eis por impuros.
6 ସମାନଙ୍କେ ମଧିଅରେ ଓଟ, ଶାଫନ୍ ଓ ଠକେୁଆ ପ୍ରଭୃତି ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ।
6 E como a lebre também, que rumina, mas não tem a unha fendida; tê-la-eis por impura,
7 ଆଉ କେତକେ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସମାନେେ ପାକୁଳି କରନ୍ତି ନାହିଁ। ସଗେୁଡିକୁ ମଧ୍ଯ ତୁମ୍ଭମାନେେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ଯ ତୁମ୍ଭମାନଙ୍କ ପାଇଁ ଅଶୁଚି।
7 E enfim, como o porco, que tem a unha fendida e o pé dividido, mas não rumina; tê-lo-eis por impuro.
8 ତୁମ୍ଭମାନେେ ସମାନଙ୍କେର ମାଂସ ଭକ୍ଷଣ କରିବ ନାହିଁ କି ସମାନଙ୍କେର ଶବ ସ୍ପର୍ଶ କରିବ ନାହିଁ। ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି।
8 Não comereis da sua carne e não tocareis nos seus cadáveres: vós os tereis por impuros.
9 ସମୁଦ୍ର ଓ ନଦୀ ରେ ବାସ କରୁଥିବା ଜଳଜନ୍ତୁ ମଧ୍ଯରୁ ଯାହାର ଡଣୋ ବା କାତି ଅଛି, ସଗେୁଡିକ ତୁମ୍ଭମାନେେ ଭୋଜନ କରିପାରିବ।
9 Entre os animais que vivem na água, eis que podereis comer: podereis comer tudo o que tem barbatanas e escamas, nas águas, no mar e nos rios.
10 ମାତ୍ର ସମୁଦ୍ର କିମ୍ବା ନଦୀ ରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧିଅରେ, ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସମାନଙ୍କେୁ ତୁମ୍ଭେ ଭୋଜନ କରିବ ନାହିଁ।
10 Mas tereis em abominação todos os que não têm barbatanas nem escama, nos mares e nos rios, entre todos os animais que vivem nas águas e entre todos os seres vivos que nelas se encontram.
11 ସଦାପ୍ରଭୁ କୁହନ୍ତି ସଗେୁଡିକ ଘୃଣ୍ଯଜୀବ, ତୁମ୍ଭମାନେେ ସମାନଙ୍କେର ମାଂସ ଭକ୍ଷଣ କରିବା ଉଚିତ୍ ନୁହେଁ କି ସମାନଙ୍କେର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ।
11 A estes, tê-los-eis em abominação: não comereis de sua carne e tereis em abominação os seus cadáveres.
12 ଜଳଚରମାନଙ୍କ ମଧିଅରେ ଯେଉଁମାନଙ୍କର ଡଣୋ ଓ କାତି ନାହିଁ, ସହେି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣା ଯୋଗ୍ଯ।
12 Todos os que nas águas não têm barbatanas nem escamas, tê-los-eis em abominação.
13 ପକ୍ଷୀମାନଙ୍କ ମଧ୍ଯରୁ ଯେଉଁମାନେ ଘୃଣା ଯୋଗ୍ଯ ଓ ଭୋଜନ ଯୋଗ୍ଯ ନୁହନ୍ତି, ସମାନେେ ହେଲେ ଛଞ୍ଚାଣ, ଶାଗୁଣା ଓ ବାଜପକ୍ଷୀ।
13 "Entre as aves, eis as que tereis abominação e de cuja carne não comereis, porque é uma abominação:
14 ପୁଣି ଚିଲ ଓ ସବୁ ଜାତିର ବାଜପକ୍ଷୀ।
14 a águia, o falcão e o abutre, o milhafre e toda variedade de falcões,
15 ପୁଣି ସମସ୍ତ ପ୍ରକାର ଡାମରା କାଉ।
15 toda espécie de corvo,
16 ଓଟପକ୍ଷୀ, ତାମସପକ୍ଷୀ, ସମୁଦ୍ର ଚିଲ ଓ ବିଭିନ୍ନ ଜାତିର ଛଞ୍ଚାଣ,
16 a avestruz, a andorinha, a gaivota e toda espécie de gavião,
17 ପୁଣି କୋଷପକ୍ଷୀ, ପାଣିକୁଆ ଓ ବଗ।
17 o mocho, a coruja e o íbis,
18 ଦୀର୍ଘଗଳ ହଂସ, ପାଣିଭଳୋ ଓ ଶାଗୁଣା।
18 o cisne, o pelicano, o alcatraz
19 ପୁଣି ଚରଳ, ବିଭିନ୍ନ ଜାତିର କଙ୍କ, ଟିଟ୍ଟିବ ଓ ଚାମଗିକା।
19 e a cegonha, toda variedade de garça, a poupa e o morcego.
20 ପୁଣି ଚାରିପାଦ ଗମନକାରୀ ପକ୍ଷ ବିଶିଷ୍ଟ ଜୀବ ସକଳ ତୁମ୍ଭମାନଙ୍କର ଘୃଣା ଯୋଗ୍ଯ ହବେେ।
20 Todo volátil que anda sobre quatro pés vos será uma abominação.
21 ତଥାପି ଚତୁଷ୍ପଦ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧିଅରେ ଭୁମି ରେ ଡଇେଁବା ପାଇଁ ଯେଉଁମାନଙ୍କର ଗୋଡନଳୀ ଦୀର୍ଘ ସମାନେେ ତୁମ୍ଭମାନଙ୍କର ଖାଦ୍ୟ ହବେ।
21 Todavia, entre os insetos voláteis que andam sobre quatro pés podereis comer aqueles que, além de seus quatro pés, têm pernas para saltar em cima da terra.
22 ତୁମ୍ଭମାନେେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୁପେ ଭୋଜନ କରିପାରିବ।
22 Eis, pois, os que podereis comer: toda espécie de gafanhotos, assim como as variedades de solam, de hargol e de hagab.
23 ମାତ୍ର ଏମାନଙ୍କ ବ୍ଯତୀତ ଚାରି ଗୋଡିଆ ଉଡନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣା ଯୋଗ୍ଯ ହବେ।
23 Qualquer outro volátil que tenha quatro pés vos será uma abominação.
24 ଆଉ ଏମାନଙ୍କ ଦ୍ବାରା ତୁମ୍ଭମାନେେ ଅଶୁଚି ହବେ, ୟିଏ କହେି ସମାନଙ୍କେର ଶବ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
24 Tornar-vos-eis imundos se os tocardes: se alguém tocar os seus cadáveres será impuro até a tarde,
25 ପୁଣି ଯେକହେି ସମାନଙ୍କେର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
25 e aquele que levar os seus cadáveres lavará suas vestes e será impuro até a tarde.
26 ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି। ୟିଏ କହେି ସମାନଙ୍କେୁ ସ୍ପର୍ଶ କରିବ ସେ ଅଶୁଚି ହବେ।
26 Tereis por impuro todo animal que tenha a unha fendida, mas que não tem o pé dividido e não rumina; se alguém o tocar será imundo.
27 ପୁଣି ଚାରିଗୋଡିଆ ବନ୍ଯଜନ୍ତୁମାନଙ୍କ ମଧିଅରେ ଯେଉଁମାନେ ତଳିପାଦ ରେ ଚାଳନ୍ତି, ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି। ୟିଏ କହେି ସମାନଙ୍କେ ଶବ ସ୍ପର୍ଶ କରିବ, ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
27 Tereis também por impuros todos os quadrúpedes que andam nas plantas dos pés; se alguém tocar seus cadáveres será impuro até a tarde;
28 ୟିଏ ସମାନଙ୍କେର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସଗେୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି।
28 e aquele que levar os seus cadáveres lavará suas vestes e será impuro até a tarde. Tereis esses animais por impuros.
29 ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧିଅରେ ଏଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ। ସମାନେେ ହେଲ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ ଏଣ୍ଡୁଅ।
29 Entre os animais que se movem em cima da terra, eis os que tereis por impuro: a toupeira, o rato e toda variedade de lagartos,
30 ଆଉ ଝିଟିପିଟି, ସ୍ଥଳ କୁମ୍ଭୀର, ଏଣ୍ଡୁଅ, ବାଲି ଏଣ୍ଡୁଅ ଓ ବହୁରୂପୀ ଏଣ୍ଡୁଅ।
30 o musaranho, a rã, a tartaruga, a lagartixa e o camaleão.
31 ଏହି ଉରୋଗାମୀ ଜନ୍ତୁଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେେ। ଯେ କହେି ସମାନଙ୍କେର ଶବକୁ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
31 Tais são os répteis que tereis por impuros, quem os tocar mortos será impuro até a tarde.
32 ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ଯ ଉପରେ ପଡିଲେ ତାହା ଅଶୁଚି ହବେ। ଯଦି ସହେି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡିଲେ ତାହା ଜଳ ରେ ଧୂଆୟିବା ଉଚିତ୍। ଆଉ ତାହା ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ତା'ପରେ ଶୁଚି ହବେ।
32 Todo objeto o qual caírem os seus cadáveres será impuro: vasos de madeira, vestes, peles, sacos e qualquer outro utensílio. Por-se-á esse objeto na água e ele será imundo até a tarde; depois disso será puro.
33 ପୁଣି କୌଣସି ମାଟିପାତ୍ର ଉପରେ ସମାନଙ୍କେର ଶବ ପଡିଲେ, ତା' ମଧିଅରେ ଥିବା ସମସ୍ତ ଦ୍ରବ୍ଯ ଅଶୁଚି ହବେ। ତେଣୁ ତାକୁ ତୁମ୍ଭମାନେେ ଭଙ୍ଗୀ ପକାଇବ।
33 Se cair uma parte desses cadáveres num vaso de terra, tudo o que se encontrar nele será impuro, e quebrareis esse vaso.
34 ପୁଣି ସହେି ଅଶୁଚି ପାତ୍ରରୁ ଯଦି ପାଣି କୌଣସି ଖାଦ୍ୟ ଦ୍ରବ୍ଯ ଉପରେ ପଡେ ତାହା ମଧ୍ଯ ଅଶୁଚି ହବେ। ଯେ କୌଣସି ପାନୀଯ, ପାତ୍ର ମଧିଅରେ ଥିଲେ ତାହା ଅଶୁଚି ହବେ।
34 Todo alimento preparado com água {desse vaso} será impuro; toda bebida, seja qual for o recipiente que a contenha, será impura.
35 ପୁଣି ଯେକୌଣସି ଦ୍ରବ୍ଯ ଉପରେ ସମାନଙ୍କେର ଶବର କିଛି ପଡେ, ତାହା ଅଶୁଚି ହବେ, ତୁନ୍ଦୁର ହେଉ କିମ୍ବା ହାଣ୍ଡି ହେଉ ତାହା ଭଙ୍ଗା ୟିବ, ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ।
35 Todo objeto sobre o qual cair alguma coisa dos seus cadáveres será impuro; o forno e o fogão serão destruídos: serão impuros, e vós os tereis como tais.
36 କୌଣସି ଝରଣା କିମ୍ବା କୂପରେ ଥିବା ଜଳ ଶୁଚି ହବେ। ମାତ୍ର ୟିଏ କହେି ସମାନଙ୍କେର ଶବ ଛୁଏଁ ସେ ଅଶୁଚି ହବେ।
36 Contudo, as fontes e as cisternas em que há depósito de água ficarão puras, mas aquele que tocar os cadáveres será impuro.
37 ପୁଣି ବୁଣା ୟିବାକୁ ଥିବା ବିହନ ଉପରେ ଯଦି ସମାନଙ୍କେର ଶବର କିଛି ପଡେ ତବେେ ତାହା ଶୁଚି ରହିବ।
37 Se cair alguma coisa dos seus cadáveres sobre uma semente qualquer, esta ficará pura.
38 ମାତ୍ର ଯଦି ବିହନ ପାଣି ରେ ଥିବ, ଯବେେ ସମାନଙ୍କେର ଶବର କିଛି ଅଂଶ ପଡେ, ସେସବୁ ବିହନ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ।
38 Mas se se derramar água sobre a semente e alguma coisa dos seus cadáveres cair sobre ela, tê-la-eis por impura.
39 ଆଉ ମଧ୍ଯ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ଯ କୌଣସି ପଶୁ ମଲେ, ୟିଏ କହେି ସହେି ଶବକୁ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
39 Se morrer algum animal que vos é lícito comer, aquele que tocar o seu cadáver será impuro até a tarde.
40 ପୁଣି ୟିଏ କହେି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ଆଉ ୟିଏ କହେି ତାକୁ ବହନ କରେ, ସେ ମଧ୍ଯ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
40 Quem comer de sua carne lavará suas vestes e será impuro até a tarde; e aquele que levar esse cadáver lavará suas vestes e ficará impuro até a tarde.
41 ଆଉ ଭୂଚର ପ୍ରେତ୍ୟକକ ଉ ରୋଗାମୀ ପ୍ରାଣୀ ଘୃଣା ଯୋଗ୍ଯ ଅଟେ, ତାହା ଖାଦ୍ୟ ହବେ ନାହିଁ।
41 Todo animal que se arrasta sobre a terra vos será uma coisa abominável: não se comerá dele.
42 ସରୀସୃପ ଯେଉଁମାନେ ପଟେ ରେ ଭରାଦଇେ ଗମନ କରନ୍ତି, ଯେଉଁମାନେ ଚାରିପାଦ ରେ ଗମନ କରନ୍ତି କିମ୍ବା ଯେଉଁମାନଙ୍କର ଅନକେ ପାଦ ଅଛି, ଏପ୍ରକାର ସମସ୍ତ ଭୂଚର ଉରୋଗାମୀ ଜନ୍ତୁଙ୍କୁ ତୁମ୍ଭମାନେେ ଖାଇବା ଉଚିତ୍ ନୁହଁ। କାରଣ ସଗେୁଡିକ ଘୃଣ୍ଯ।
42 Não comereis animal algum que se arrasta sobre a terra, tanto aqueles que se arrastam sobre o ventre como aqueles que andam sobre quatro ou mais pés: tê-los-eis em abominação.
43 ତୁମ୍ଭମାନେେ ଏହିସବୁ ଭୁଚର ଉରୋଗାମୀ ପ୍ରଣୀମାନଙ୍କ ଦ୍ବାରା ନିଜକୁ ଘୃଣା ଯୋଗ୍ଯ କରିବ ନାହିଁ କିମ୍ବା ସମାନଙ୍କେର ଦ୍ବାରା ଅଶୁଚି ହବୋ ପାଇଁ ନିଜକୁ ଅଶୁଚି କରିବ ନାହିଁ।
43 Não vos torneis abomináveis, comendo um desses répteis, e não vos façais impuros por eles, porque vos tornaríeis imundos.
44 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ତୁମ୍ଭମାନେେ ପବିତ୍ର ହୁଅ। ଯେ ହତେୁ ଆମ୍ଭେ ପବିତ୍ର, ତୁମ୍ଭମାନେେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ବାରା ନିଜକୁ ଅଶୁଚି କରିବ ନାହିଁ।
44 Pois eu sou o Senhor, vosso Deus. Vós vos santificareis e sereis santos, porque eu sou santo. Não vos contaminareis com esses animais que se arrastam sobre a terra,
45 ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ବର, ତୁମ୍ଭମାନଙ୍କୁ ମିଶରରୁ ଆଣିଅଛୁ। ଏଣୁ ତୁମ୍ଭମାନେେ ପବିତ୍ର ହବେ କାରଣ ଆମ୍ଭେ ପବିତ୍ର ଅଟୁ।
45 porque eu sou o Senhor que vos tirou da terra do Egito para ser o vosso Deus. Sereis santos porque eu sou santo.
46 ସମସ୍ତ ଯୋଗା ପ୍ରାଣୀ, ପକ୍ଷୀ ଓ ଅନ୍ୟ ପୃଥିବୀସ୍ଥିତ ପ୍ରାଣୀମାନଙ୍କ ବିଷଯ ରେ ଏହି ବ୍ଯବସ୍ଥା ସବୁ ଅଟେ। ସମସ୍ତ ଜଳଚର ଓ ଉରୋଗାମୀ ପ୍ରାଣୀମାନଙ୍କ ବିଷଯ ରେ ମଧ୍ଯ ଏହି ବ୍ଯବସ୍ଥା ଅଟେ।
46 Tal é a lei relativa aos quadrúpedes, às aves, a todos os seres vivos que se movem na águas e a todos aqueles que se arrastam sobre a terra.
47 ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷଯ ରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ଯବସ୍ଥା ଅଟେ। ତେଣୁ ସମାନେେ କେଉଁ ପ୍ରାଣୀ ଭକ୍ଷ୍ଯ ଓ କେଉଁ ପ୍ରଣୀ ଅଭକ୍ଷ୍ଯ ଜାଣି ପାରିବେ।
47 Essa lei vos fará discernir o que é puro do que é impuro, o animal que pode ser comido do que não pode."
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Levítico 11, comparar traduções ou montar um estudo — tudo direto pelo WhatsApp.