Levítico 10
Oriya Bible (GL_ORIYA) vs NTLH
1 ଏହାପରେ ହାରୋଣଙ୍କ ପୁତ୍ର ନାଦବ ଓ ଅବୀହୂ ପାପ କଲେ। ପ୍ରେତ୍ୟକକ ନିଜ ନିଜ ଅଙ୍ଗାରଧାନୀ ନଇେ ତହିଁରେ ଅଗ୍ନି ଦଇେ ତହିଁ ଉପରେ ସୁଗନ୍ଧି ଧୂପ ରଖିଲେ। ସମାନେେ ପରମେଶ୍ବରଙ୍କ ସମ୍ମୁଖ ରେ, ତାଙ୍କର ଆଜ୍ଞା ଅନୁସାରେ ଭିନ୍ନ ଅଗ୍ନି ଉତ୍ସର୍ଗ କଲେ।
1 Nadabe e Abiú, filhos de Arão, pegaram cada um o seu queimador de incenso, colocaram incenso dentro, puseram fogo e apresentaram a Deus, o Senhor , como oferta. Mas não fizeram isso de acordo com as leis de Deus, e por isso ele não aceitou a oferta.
2 ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ସମାନଙ୍କେୁ ଗ୍ରାସ କଲା ଓ ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ମଲେ।
2 De repente, saiu fogo da presença do Senhor e os matou; e assim os dois morreram ali onde Deus estava.
3 ମାଶାେ ହାରୋଣଙ୍କୁ କହିଲେ, ସଦାପ୍ରଭୁ କୁହନ୍ତି, ' ଯେଉଁମାନେ ମାେ ନିକଟକୁ ଆସନ୍ତି, ସମାନେେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖ ରେ ମୁଁ ଗୌରବାନ୍ବିତ ହବେି।' ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ଯୁ କଥା ନ କହି ନୀରବ ରହିଲେ।
3 E Moisés disse a Arão: — Foi isso o que o Mas Arão não disse nada.
4 ଏହାପରେ ମାଶାେ ହାରୋଣଙ୍କର କକା ଉଷୀଯଲରେ ପୁତ୍ର ମୀଖାଯଲକେୁ ଓ ଇଲୀଷାଫନକୁ ଡାକିଲେ ଏବଂ କହିଲେ, ତୁମ୍ଭମାନେେ ପବିତ୍ର ସ୍ଥାନର ସମ୍ମୁଖକୁ ୟାଅ ଓ ତୁମ୍ଭମାନଙ୍କର ସଂପର୍କୀଯ ଭାଇମାନଙ୍କର ଶବକୁ ଛାଉଣୀର ବାହାରକୁ ନଇୟୋଅ।
4 Então Moisés chamou Misael e Elzafã, filhos de Uziel, tio de Arão, e disse: — Tirem o corpo dos seus dois parentes da frente da
5 ତେଣୁ ମୀଖାଯଲେ ଓ ଇଲୀଷାଫନ ମାଶାଙ୍କେ ଆଜ୍ଞା ପାଳନ କଲେ। ସମାନେେ ନାଦବ ଓ ଅବୀହୂର ଶବକୁ ଜାମା ସହିତ ଛାଉଣୀର ବାହାରକୁ ନଇଗେଲେ।
5 Eles foram, pegaram os corpos pelas túnicas com que estavam vestidos e os levaram para fora do acampamento, como Moisés tinha ordenado.
6 ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀଯାସର ଓ ଈଥାମରଙ୍କୁ କହିଲେ, ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭମାନେେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦବୋଭଳି କାର୍ୟ୍ଯ କର ଓ ତୁମ୍ଭମାନେେ ମୃତ୍ଯୁବରଣ କରିବ ନାହିଁଏବଂ ପରମେଶ୍ବର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ବଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇଶ୍ରାୟେଲ ବଂଶ ରୋଦନ କରନ୍ତୁ।
6 Depois Moisés disse a Arão e aos seus filhos Eleazar e Itamar: — Todos os outros israelitas podem ficar de luto pelas mortes que o fogo do
7 ଆଉ ତୁମ୍ଭେ ସମାଗମ ତମ୍ବୁ ଦ୍ବାରରୁ ବାହାରକୁ ୟିବ ନାହିଁ, ଗଲେ ମରିବ। କାରଣ ତୁମ୍ଭମାନଙ୍କ ଦହେ ରେ ସଦାପ୍ରଭୁଙ୍କର ଅଭିଷକେ ତୈଳ ଅଛି। ତେଣୁ ହାରୋଣ, ଇଲିଯାସର ଓ ଈଥାମର ମାଶାଙ୍କେ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ।
7 Não se afastem da entrada da Tenda Sagrada, para que não morram, pois vocês foram ordenados com o azeite sagrado de Deus, o Senhor . E os três fizeram o que Moisés mandou.
8 ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ,
8 O Senhor Deus disse a Arão:
9 ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତବେେଳେ ସମାଗମ ତମ୍ବୁ ରେ ପ୍ରବେଶ କରିବେ ତୁମ୍ଭମାନେେ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବ ନାହିଁ। ଯଦି ତାହା ତୁମ୍ଭମାନେେ କର ତବେେ ତୁମ୍ଭମାନେେ ମରିବ। ଏହି ବ୍ଯବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ୟ୍ଯନ୍ତ ପାଳିତ ହବେ।
9 — Nem você nem os seus filhos podem entrar na Tenda Sagrada depois de terem bebido vinho ou cerveja; se fizerem isso, morrerão. Todos os seus descendentes também deverão obedecer a essa lei .
10 ତାହାଦ୍ବାରା ତୁମ୍ଭମାନେେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ସ୍ପଷ୍ଟ ଭାବରେ ଜାଣିପାରିବ।
10 Vocês devem estar em condições de fazer diferença entre o que é e o que não é sagrado, e entre o que é impuro e o que é puro .
11 ସଦାପ୍ରଭୁ ମାଶାଙ୍କେୁ ଯେଉଁ ବ୍ଯବସ୍ଥାମାନ ଦଇେଥିଲେ, ମାଶାେ ସେ ସମସ୍ତ ବ୍ଯବସ୍ଥା ଇଶ୍ରାୟେଲର ସନ୍ତାନଗଣଙ୍କୁ ଦେଲେ। ହାରୋଣ ତୁମ୍ଭେ ସହେିସବୁ ବ୍ଯବସ୍ଥା ଲୋକମାନଙ୍କୁ ଶିକ୍ଷା ଦଇପୋରିବ।
11 E devem ensinar aos israelitas todas as leis que eu, o Senhor , dei a eles por meio de Moisés.
12 ଏହାପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିଯାସର ଓ ଈଥାମରଙ୍କୁ କହିଲେ, ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ଯ ନବୈେଦ୍ଯ, ତାହା ତୁମ୍ଭମାନେେ ନଇେ ୟଜ୍ଞବଦେୀ ନିକଟରେ ବିନା ତାଡି ରେ ଭୋଜନ କର, ତାହା ମହାପବିତ୍ର।
12 E Moisés disse a Arão e a Eleazar e Itamar, os dois filhos de Arão que ainda estavam vivos: — Peguem a farinha da oferta de cereais que sobrou das ofertas de alimento apresentadas a Deus, o
13 ମାରେ ନିର୍ଦ୍ଦେଶ ଅନୁସାରେ ତୁମ୍ଭମାନେେ ସହେି ଶସ୍ଯ ନବୈେଦ୍ଯ ଏକ ପବିତ୍ର ସ୍ଥାନ ରେ ଖାଇବା ଉଚିତ୍। କାରଣ, ଏହା ତୁମ୍ଭମାନଙ୍କର ଓ ତୁମ୍ଭ ପୁତ୍ରଗଣର ଅଂଶ ସଦାପ୍ରଭୁଙ୍କ ଉପହାରରୁ। ଏହା ମୁଁ ନିର୍ଦ୍ଦେଶ ଦଲେି।
13 Comam os pães num lugar sagrado, pois é a parte do alimento oferecido a Deus que pertence a vocês e aos seus filhos. Foi isso o que o Senhor me ordenou.
14 ପୁଣି ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର କନ୍ଯାଗଣ ଝୁଲାୟାଇଥିବା ବକ୍ଷ ଓ ଚଟୁଆ ନଇେ ଏକ ଶୁଚି ସ୍ଥାନ ରେ ଭୋଜନ କରିବ, ଯେ ହତେୁ ଇଶ୍ରାୟେଲ ସନ୍ତାନଗଣର ମଙ୍ଗଳାର୍ଥକ ନବୈେଦ୍ଯ ମଧ୍ଯରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ଯ ଅଂଶ।
14 Vocês e as suas famílias têm o direito de comer o peito e a coxa que são apresentados ao Senhor como oferta especial. Essa parte das ofertas de paz feitas pelos israelitas pertence a vocês e aos seus filhos. Comam isso num lugar puro.
15 ଯାହା ସମାନେେ ଦୋଳନୀଯ ନବୈେଦ୍ଯ ସହିତ ଉତ୍ତୋଳନୀଯ ଚଟୁଆ ଓ ଟଙ୍ଗାୟାଇଥିବା ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖ ରେ ଟାଙ୍ଗିବାକୁ ଆଣିବେ, ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହବେ। ଯେପରି ସଦାପ୍ରଭୁ ଆଜ୍ଞା କରିଛନ୍ତି।
15 Os israelitas trarão para Deus como oferta especial a coxa e o peito do animal na hora em que a gordura for queimada como alimento oferecido ao Senhor . Essas partes do animal pertencem a vocês e aos seus descendentes para sempre, conforme o Senhor ordenou.
16 ମାଶାେ ପାପାର୍ଥକ ଛାଗର ବହୁତ ଅନ୍ବଷେଣ କଲେ, ମାତ୍ର ତାହା ଦଗ୍ଧ ହାଇେସାରିଥିଲା। ଏଣୁ ସେ ହାରୋଣଙ୍କ ଅବଶିଷ୍ଟ ଦୁଇ ପୁତ୍ର ଇଲିଯାସର ଓ ଈଥାମରଙ୍କ ଉପରେ ରାଗି କହିଲେ,
16 Depois Moisés perguntou onde estava o bode que seria sacrificado como oferta para tirar pecados e ficou sabendo que já tinha sido queimado. Ele ficou muito zangado com Eleazar e Itamar e perguntou:
17 ତୁମ୍ଭମାନେେ କାହିଁକି ପବିତ୍ର ସ୍ଥାନ ରେ ସହେି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦଇେଛନ୍ତି।
17 — Por que vocês não comeram num lugar sagrado a oferta feita para tirar pecados? É uma oferta muito sagrada, e o Senhor a deu a vocês a fim de que a oferecessem na presença de Deus para conseguir o perdão dos pecados do povo.
18 ଦେଖ ପବିତ୍ରସ୍ଥାନ ଭିତରକୁ ଉତ୍ସର୍ଗ ପଶୁର ରକ୍ତ ଅଣାଗଲା ନାହିଁ। ତେଣୁ ତୁମ୍ଭମାନେେ ତାହା ମାେ ଆଦଶାେନୁସା ରେ ପବିତ୍ର ସ୍ଥାନ ରେ ଭୋଜନ କରିବା ଉଚିତ୍।
18 Já que o sangue do animal sacrificado não foi levado para dentro da Tenda Sagrada, ali é que vocês deveriam ter comido a oferta, conforme a ordem que eu dei.
19 ମାତ୍ର ହାରୋଣ ମାଶାଙ୍କେୁ କହିଲେ, ଦେଖ, ସମାନେେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିଜ ନିଜର ପାପାର୍ଥକ ବଳି ଓ ନିଜ ନିଜର ହାମବେଳି ଉତ୍ସର୍ଗ କଲେ। ତଥାପି ମାେ ପ୍ରତି ଏହା ଘଟିଲା। ଯବେେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥା'ନ୍ତି ତବେେ ତାହା କ'ଣ ସଦାପ୍ରଭୁଙ୍କ ଦୃଷ୍ଟି ରେ ଭଲ ହାଇେଥାଆନ୍ତା?
19 Arão respondeu: — O povo apresentou hoje a Deus, o
20 ଯେତବେେଳେ ମାଶାେ ଏହା ଶୁଣିଲେ, ତାହା ତାଙ୍କ ଦୃଷ୍ଟି ରେ ଭଲ ଦଖାଗେଲା।
20 E Moisés ficou satisfeito com a resposta de Arão.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Levítico 10, comparar traduções ou montar um estudo — tudo direto pelo WhatsApp.