Lamentações 5

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ହେ ସଦାପ୍ରଭୁ ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର। ଆମ୍ଭମାନଙ୍କ ପ୍ରତି ହାଇେଥିବା ଅପମାନକୁ ଅବଲୋକନ କର।
1 Lembra-te, Senhor , do que nos tem sucedido; considera e olha para o nosso opróbrio.
2 ଆମ୍ଭମାନଙ୍କର ଦେଶ ବିଦେଶୀଯମାନଙ୍କର ହସ୍ତଗତ ହାଇେଅଛି। ଆମ୍ଭମାନଙ୍କର ଗୃହସବୁ ପରଦେଶୀଯମାନେ ଅଧିକାର କରିଛନ୍ତି।
2 A nossa herdade passou a estranhos, e as nossas casas, a forasteiros.
3 ଆମ୍ଭମାନେେ ଅନାଥ ଓ ପିତୃହୀନ ହାଇେଅଛୁ। ଆମ୍ଭମାନଙ୍କ ମାଆମାନେ ବିଧବା ତୁଲ୍ଯ ହାଇେଛନ୍ତି।
3 Órfãos somos sem pai, nossas mães são como viúvas.
4 ଆମ୍ଭମାନେେ ଆମ୍ଭମାନଙ୍କର ନିଜ ଜଳକୁ ରୂପା ଦଇେ ପାନ କରିଅଛୁ ଓ ଆମ୍ଭମାନେେ କାଠ କିଣି ବ୍ଯବହାର କରିଅଛୁ।
4 A nossa água por dinheiro a bebemos, por preço vem a nossa lenha.
5 ଆମ୍ଭମାନଙ୍କ ସ୍କନ୍ଧ ରେ ବଳପୂର୍ବକ ୟୁଆଳି ରଖା ୟାଇଛି। ଆମ୍ଭମାନେେ କ୍ଲାନ୍ତ ହାଇେଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।
5 Os nossos perseguidores estão sobre os nossos pescoços; estamos cansados e não temos descanso.
6 ଆମ୍ଭମାନେେ ଖାଦ୍ୟ ରେ ତୃପ୍ତ ହବୋ ନିମନ୍ତେ, ମିଶରୀଯ ଓ ଅଶୂରୀଯମାନଙ୍କ ସହିତ ଚୁକ୍ତିବଦ୍ଧ ହାଇେଅଛୁ।
6 Aos egípcios estendemos as mãos, e aos assírios, para nos fartarem de pão.
7 ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସମାନେେ ନାହାନ୍ତି। ମାତ୍ର ସମାନଙ୍କେର ପାପର ଭାର ଆମ୍ଭମାନେେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।
7 Nossos pais pecaram e já não existem; nós levamos as suas maldades.
8 ଦାସମାନେ ଆମ୍ଭମାନଙ୍କର ଶାସକ ହାଇେଛନ୍ତି। ସମାନଙ୍କେ ହସ୍ତରୁ ଉଦ୍ଧାର କରିବାକୁ କହେି ନାହିଁ।
8 Servos dominam sobre nós; ninguém há que nos arranque da sua mão.
9 ପ୍ରାନ୍ତର ରେ ଖଡ୍ଗ ଥିବାରୁ ଆମ୍ଭମାନେେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ।
9 Com perigo de nossas vidas, trazemos o nosso pão, por causa da espada do deserto.
10 କ୍ଷୁଧାର ତାଡ଼ନା ରେ ଆମ୍ଭମାନେେ ଭୟଙ୍କର ଜ୍ବର ରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି ଢ଼ଳା ହାଇେଅଛି।
10 Nossa pele se enegreceu como um forno, por causa do ardor da fome.
11 ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର ସ୍ତ୍ରୀ ଲୋକମାନଙ୍କୁ ଧର୍ଷଣ କଲେ।
11 Forçaram as mulheres em Sião; as virgens, nas cidades de Judá.
12 ସମାନେେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ। ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ।
12 Os príncipes foram enforcados pelas mãos deles; as faces dos velhos não foram reverenciadas.
13 ଯିହୁଦାର ୟୁବକଗଣ ଚକି ବହନ କଲେ। ଆଉ ପିଲାମାନେ କାଠ ଭାର ରେ ଝୁଣ୍ଟି ପଡ଼ିଲେ।
13 Aos jovens obrigam a moer, e os moços tropeçaram debaixo da lenha.
14 ପ୍ରାଚୀନବର୍ଗ ନଗରଦ୍ବାର ରେ ଆଉ ବସୁ ନାହାଁନ୍ତି ଓ ୟୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହାଇେଅଛନ୍ତି।
14 Os velhos já não têm assento à porta, os jovens já não cantam.
15 ଆମ୍ଭମାନଙ୍କ ହୃଦଯରୁ ଆନନ୍ଦ ଚାଲି ୟାଇଛି। ଆମ୍ଭମାନଙ୍କ ନୃତ୍ଯ ଶାେକରେ ପରିଣତ ହାଇେଅଛି।
15 Cessou o gozo de nosso coração, converteu-se em lamentação a nossa dança.
16 ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା ଶାଚେନୀୟ ହାଇେଅଛି, କାରଣ ଆମ୍ଭମାନେେ ପାପ କରିଅଛୁ।
16 Caiu a coroa da nossa cabeça; ai de nós, porque pecamos.
17 ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହାଇେଅଛି ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହାଇେଅଛି।
17 Por isso, desmaiou o nosso coração; por isso, se escureceram os nossos olhos.
18 ସିୟୋନ ପର୍ବତ ଅନାଥା ସ୍ଥାନ ହାଇେଅଛି। କୋକିଶିଆଳିମାନେ ତା ଉପ ରେ ଭ୍ରମଣ କରନ୍ତି।
18 Pelo monte de Sião, que está assolado, andam as raposas.
19 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ନିତ୍ଯସ୍ଥାଯୀ। ତୁମ୍ଭ ରାଜ ସିଂହାସନ ପୁରୁଷାନୁକ୍ରମେ ଚିରକାଳ ଥାଏ।
19 Tu, Senhor , permaneces eternamente, e o teu trono, de geração em geração.
20 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ଯାଗ କରିଅଛ?
20 Por que te esquecerias de nós para sempre? Por que nos desampararias por tanto tempo?
21 ହେ ସଦାପ୍ରଭୁ ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫରୋଇ ନିଅ। ତହିଁରେ ଆମ୍ଭମାନେେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫରେି ଆସିବୁ। ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର।
21 Converte-nos, Senhor , a ti, e nós nos converteremos; renova os nossos dias como dantes.
22 ମାତ୍ର ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ଯନ୍ତ କ୍ରୁଦ୍ଧ ହାଇେଅଛ। ଆଉ ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ?
22 Por que nos rejeitarias totalmente? Por que te enfurecerias contra nós em tão grande maneira?

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Lamentações 5, comparar traduções ou montar um estudo — tudo direto pelo WhatsApp.