Lamentações 3
Oriya Bible (GL_ORIYA) vs VC
1 ମୁଁ ସହେି ମନୁଷ୍ଯ, ଯେ କି ସଦାପ୍ରଭୁଙ୍କ କୋରଧରୂପ ପାଞ୍ଚଣ ଦ୍ବାରା ପ୍ରହୃତ ହାଇେଥିବା କ୍ଲେଶ ଦେଖିଅଛି।
1 Eu sou o homem que conheceu a dor, sob a vara de seu furor.
2 ସଦାପ୍ରଭୁ ମାେତେ ଆଲୋକରେ ନୁହେଁ, ଅନ୍ଧକାର ମଧିଅରେ ଚଳାଇ ଅଛନ୍ତି।
2 Conduziu-me e me fez caminhar nas trevas e não na claridade.
3 ସଦାପ୍ରଭୁ ଦିନସାରା ମାେ ବିରୁଦ୍ଧ ରେ ଆପଣା ହସ୍ତ ପୁନଃ ପୁନଃ ଫରୋଇ ଅଛନ୍ତି।
3 Ele não cessa de voltar a mão todos os dias contra mim.
4 ମାରେମାଂସ ଓ ଚର୍ମକୁ ସେ ଶକ୍ତିହୀନ କରିଅଛନ୍ତି ଓ ସେ ମାରେ ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି।
4 Consumiu minha carne e minha pele, partiu meus ossos.
5 ସଦାପ୍ରଭୁ ମାରେ ଚତୁର୍ଦ୍ଦିଗ ରେ ତିକ୍ତତା ଓ କ୍ଲେଶ ଭରି ଦଇେଅଛନ୍ତି।
5 Em torno de mim acumulou veneno e dor.
6 ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନ ରେ ବାସ କରାଇ ଅଛନ୍ତି।
6 Fez-me morar nas trevas como os mortos do tempo antigo.
7 ସଦାପ୍ରଭୁ ମାେତେ ଭାରି ଶୃଙ୍ଖଳ ରେ ବାନ୍ଧି ଭିତ ରେ ଅବରୁଦ୍ଧ କରିଅଛନ୍ତି, ଫଳ ରେ ମୁଁ ବାହାରି ୟାଇପାରିବି ନାହିଁ।
7 Cercou-me com muralhas sem saída, carregou-me de pesados grilhões.
8 ଏପରି କି ମୁଁ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମାେ ପ୍ରାର୍ଥନା ଶୁଣି ନାହାଁନ୍ତି।
8 Não obstante meus gritos e apelos sufocou a minha prece!
9 ସେ ପଥରଦ୍ବାରା ମାରେ ପଥ ଅବରୋଧ କରିଅଛନ୍ତି ଓ ମାରେ ପଥକୁ ଜଟିଳ କରିଅଛନ୍ତି।
9 Fechou-me a vereda com pedras e obstruiu o meu caminho.
10 ସଦାପ୍ରଭୁ ମାେ' ପ୍ରତି ଗୋଟିଏ ଭାଲୁ ସଦୃଶ, ୟିଏ ସତର୍କ ରେ ୟାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁ ହେ, ସହେିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।
10 Foi ele para mim qual urso de emboscada, qual leão traiçoeiro.
11 ସେ ମାରେ ପଥରୁ ମାେତେ ଟାଣି ନଇେ ଖଣ୍ଡ ଖଣ୍ଡ କରିଅଛନ୍ତି ଓ ମାେତେ ଅନାଥ କରିଅଛନ୍ତି।
11 Desviou-me para me dilacerar, deixando-me no abandono.
12 ସେ ତାଙ୍କର ଧନୁ ରେ ଗୁଣ ଦଇେ ମାେ' ପ୍ରତି ତାଙ୍କର ତୀରକୁ ଲକ୍ଷ୍ଯ କରିଅଛନ୍ତି।
12 Retesou o arco e me tomou para alvo de suas setas.
13 ସେ ମାରେ ଅନ୍ତର ମଧ୍ଯକୁ ଶର ନିକ୍ଷପେ କରିଅଛନ୍ତି।
13 Cravou em meus rins as flechas de sua aljava.
14 ମୁଁ ମାେ ନିଜ ଲୋକମାନଙ୍କର ଉପହାସର ପାତ୍ର ଓ ଦିନସାରା ତାତ୍ସଲ୍ଯ ସଂଗୀତର ଏକ ଉତ୍ସ ହାଇେଅଛି।
14 Tornei-me escárnio do meu povo, objeto constante de suas canções.
15 ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।
15 Saturou-me de amarguras, saciou-me de absinto.
16 ସଦାପ୍ରଭୁ ମାରେ ଦାନ୍ତସବୁ ପଥର ରେ ଭାଙ୍ଗିଛନ୍ତି ଏବଂ ଧୂଳି ରେ ମାେତେ ପଦାଘାତ କରିଅଛନ୍ତି।
16 Quebrou-me os dentes com cascalhos, mergulhou-me em cinzas.
17 ମୁଁ ଆଉ କବେେ ଶାନ୍ତି ପାଇବି ନାହିଁ। ଉତ୍ତମବସ୍ତୁ ସବୁ ମୁଁ ଭୁଲି ୟାଇଛି।
17 A paz foi roubada de minha alma, nem sei mais o que é felicidade.
18 ଏଣୁ ମୁଁ କହିଲି, ସଦାପ୍ରଭୁଙ୍କର ସାହାୟ୍ଯ ମୁଁ ଆଉ ପାଇବି ଏ ଆଶା ମାରେନାହିଁ।
18 E eu penso: perdi minha força e minha esperança no Senhor.
19 ହେ ସଦାପ୍ରଭୁ, ମାରେ ଦୁଃଖ, ଦୁର୍ଗତି ସ୍ମରଣ କର। ତାହା ନାଗଦଅଣା ଓ ବିଷ ସ୍ବରୂପ।
19 A lembrança de meus tormentos e minhas misérias é para mim absinto e veneno.
20 ମାରେ ସମସ୍ତ କ୍ଲେଶକୁ ସ୍ମରଣ କରି ମୁଁ ଅତି ଅବସନ୍ନ ହାଇେ ପଡ଼ୁଛି।
20 A pensar nisso sem cessar, minha alma desfalece dentro de mim.
21 ଏହା ମୁଁ ସ୍ମରଣ କରୁଛି, ଏଥିପାଇଁ ଏପର୍ୟ୍ଯନ୍ତ ମାରେଆଶା ଅଛି।
21 Eis, porém, o que vou tomar a peito para recuperar a esperança.
22 ସଦାପ୍ରଭୁଙ୍କର ପ୍ ରମେ ଓ ଦୟା ଶଷେ ହୁଏ ନାହିଁ।
22 É graças ao Senhor que não fomos aniquilados, porque não se esgotou sua piedade.
23 ତାହା ପ୍ରତି ପ୍ରଭାତ ରେ ନୂତନ ହାଇେଥାଏ ଓ ସଦାପ୍ରଭୁଙ୍କର ବିଶ୍ବସ୍ତତା ମହାନ୍ ଅଟେ।
23 Cada manhã ele se manifesta e grande é sua fidelidade.
24 ତେଣୁ ମାରେ ଅନ୍ତର କହୁଛି, ସଦାପ୍ରଭୁ ମାରେ ପରମେଶ୍ବର ମୁଁ ତାଙ୍କଠା ରେ ବିଶ୍ବାସ ରଖିବି।
24 Disse-me a alma: o Senhor é minha partilha, e assim nele confio.
25 ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି।
25 O Senhor é bom para quem nele confia, para a alma que o procura.
26 ସଦାପ୍ରଭୁଙ୍କ ଦ୍ବାରା ମୁକ୍ତି ପ୍ରାପ୍ତ ପାଇଁ ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି କଲ।
26 Bom é esperar em silêncio o socorro do Senhor.
27 ୟୌବନ କାଳରୁ ସଦାପ୍ରଭୁଙ୍କର ୟୁଆଳି ବହନ କରିବା ଉତ୍ତମ ଅଟେ।
27 É bom para o homem carregar seu jugo na mocidade.
28 ସଦାପ୍ରଭୁ ଯାହାର କାନ୍ଧ ରେ ୟୁଆଳି ରଖନ୍ତି, ସେ ଏକାକୀ ନୀରବ ରେ ବସିରହୁ।
28 Permaneça só e em silêncio, quando Deus lho determinar!
29 ସେ ଭୂମିରେ ମୁଣ୍ଡ ରଖି ପ୍ରଭୁଙ୍କଠା ରେ ନତମସ୍ତକ ହେଉ, ଏବବେି ଆଶା ଅଛି।
29 Leve sua boca ao pó; haverá, talvez, esperança?
30 ସେ ତାହାକୁ ପ୍ରହାର ପାଇଁ ଆପଣା ଗାଲ ଦଖାଇେ ଦେଉ ଏବଂ ତାଙ୍କୁ ପୂର୍ଣ୍ଣ ସନ୍ତାଷେ ପାଇବା ପାଇଁ ଅନୁ ରୋଧ କରୁ।
30 Estenda a face a quem o fere, e se farte de opróbrios!
31 ସଦାପ୍ରଭୁ ଚିରକାଳ ପାଇଁ ତାକୁ ପରିତ୍ଯାଗ କରିବେ ନାହିଁ।
31 Porque o Senhor não repele para sempre.
32 ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ ରମେ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି।
32 Após haver afligido, ele tem piedade, porque é grande sua misericórdia.
33 ଲୋକମାନଙ୍କୁ କଷ୍ଟ ଦଇେ କିମ୍ବା ଦଯନୀଯ କରି,
33 Não lhe alegra o coração humilhar e afligir os homens.
34 ପୃଥିବୀସ୍ଥ ସକଳ ବନ୍ଦୀମାନଙ୍କୁ ପାଦଦଳିତ କରି,
34 Calcar aos pés todos os cativos da terra;
35 ସର୍ବୋପରିସ୍ଥ ପରମେଶ୍ବରଙ୍କ ସମ୍ମୁଖ ରେ ନ୍ଯାଯକୁ ବଦଳ କରି,
35 violar o direito de um homem à face do Altíssimo;
36 ଏକ ବ୍ଯକ୍ତିକୁ ନ ଦେଖି ତା'ର ମକଦ୍ଦମା ରେ ନିରାଶ କରି, ସଦାପ୍ରଭୁ ଆନନ୍ଦିତ ହୁଅନ୍ତି ନାହିଁ।
36 lesar os direitos de outros... Não vê tudo isso o Senhor?
37 ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।
37 De quem se executa a ordem, sem que Deus a ordene?
38 ପରମେଶ୍ବର ସମସ୍ତ ମଙ୍ଗଳ ଓ ଅମଙ୍ଗଳର ସର୍ବୋପରିସ୍ଥ ଆଜ୍ଞାଦାତା।
38 Não é da boca do Altíssimo que procedem males e bens?
39 ଯେ ପର୍ୟ୍ଯନ୍ତ ସେ ବଞ୍ଚିଛି ତା'ର ପାପର ଦଣ୍ଡ ବିଧାନ ପାଇଁ କାହିଁକି ଆପତ୍ତି କରିବ?
39 De que pode o homem em vida queixar-se? Que cada um se queixe de seus pecados.
40 ଆମ୍ଭମାନେେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ ଫରେିବା।
40 Examinemos, escrutemos o nosso proceder, e voltemos para o Senhor.
41 ଆମ୍ଭମାନେେ ସ୍ବର୍ଗଧିନାଯକ ପରମେଶ୍ବରଙ୍କ ଆଡ଼େ ଆପଣା ହୃଦଯ ଏବଂ ହସ୍ତ ଉଠାଇବା।
41 Elevemos os corações, tanto quanto as mãos, para Deus lá nos céus.
42 ଆଉ ଆସ କହିବା, ଆମ୍ଭମାନେେ ଆଜ୍ଞା ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ, ତୁମ୍ଭେ କ୍ଷମା କରିନାହଁ।
42 Pecamos, recalcitramos, e não nos perdoastes.
43 ତୁମ୍ଭେ ନିଜେ କୋରଧ ରେ ଆଚ୍ଛାଦିତ ହାଇେଛ ଏବଂ ତୁମ୍ଭେ ଆମ୍ଭ ପଛ ରେ ଗୋଡ଼ାଇଛ ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦଯ ଭାବରେ ବଧ କରିଛ।
43 Cobristes-vos de cólera para nos perseguir. Matastes sem piedade.
44 ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭଦକରେି ତୁମ୍ଭ ନିକଟକୁ ୟାଇ ନ ପାରିବ, ସେଥିପାଇଁ ତୁମ୍ଭେ ନିଜକୁ ମେଘ ରେ ଆଚ୍ଛନ୍ନ କରିଅଛ।
44 Numa nuvem vos envolvestes para impedir que a prece a atravessasse.
45 ତୁମ୍ଭେ ଗୋଷ୍ଠୀଗଣ ମଧିଅରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ଯ ବସ୍ତୁତୁଲ୍ଯ କରିଅଛ।
45 E de nós fizestes raspas, refugo das nações.
46 ଆମ୍ଭମାନଙ୍କର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କରୁଛନ୍ତି।
46 Contra nós abrem a boca todos os nossos inimigos.
47 ଆମ୍ଭମାନେେ ଭୟଭୀତ ହାଇେଅଛୁ, ଆମ୍ଭମାନେେ ଖାତ ରେ ପଡ଼ିଅଛୁ ଓ ଆମ୍ଭମାନେେ ଆହତ ଓ ବିନଷ୍ଟ ହାଇେଅଛୁ।
47 Fosso e terror - é o nosso quinhão, com ruínas e desolação.
48 ମାରେ ଲୋକମାନଙ୍କର ବିନାଶ ଦେଖି ମାରେ ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।
48 Rios de lágrimas correm-me dos olhos, por causa da ruína da filha de meu povo.
49 ମାରେ ବିଳାପ ହତେୁ ଅବିରତ ଲୋତକ ଧାରା ବହିବ,
49 Não cessam meus olhos de chorar, porque não cessa {a desgraça},
50 ଯେ ପର୍ୟ୍ଯନ୍ତ ସଦାପ୍ରଭୁ, ସ୍ବର୍ଗରୁ ନିରୀକ୍ଷଣ ଓ ଦେଖି ନାହାଁନ୍ତି।
50 até que do alto dos céus o Senhor desça seu olhar.
51 ମାରେ ସମସ୍ତ କନ୍ଯାଙ୍କର ଦୁର୍ଦ୍ଦଶା ଦେଖି ମାରେ ଚକ୍ଷୁ ମାରେ ପ୍ରାଣକୁ ଦୁଃଖ ଦିଏ।
51 Minha alma se amargura, ao ver todas as filhas da minha cidade.
52 ବିନା କାରଣ ରେ ସମାନେେ ମାରେ ଶତ୍ରୁ ହାଇେଛନ୍ତି ଓ ପକ୍ଷୀ ପରି ମାେତେ ଶିକାର କରିଛନ୍ତି।
52 Caçaram-me como a um pardal os que, sem razão, me odeiam.
53 ସମାନେେ ମାେତେ କୂପ ରେ ନିକ୍ଷପେ କରିଛନ୍ତି ଓ ମାେତେ ସଂହାର କରିବାକୁ ମାେ ଉପ ରେ ପ୍ରସ୍ତର ପକାଇ ଅଛନ୍ତି।
53 Quiseram precipitar-me no fosso rolando uma pedra sobre mim.
54 ମାେ ମସ୍ତକ ଉପ ରେ ଜଳ ବହିଗଲା ଓ ମୁଁ କହିଲି, ମୁଁ ଶଷେ ହଲିେ।
54 Acima de mim subiam as águas: Estou perdido!, exclamei.
55 ହେ ସଦାପ୍ରଭୁ ମୁଁ ଗଭୀରତମ କୂପ ମଧ୍ଯରୁ ତୁମ୍ଭ ନାମ ରେ ପ୍ରାର୍ଥନା କଲି।
55 Invoquei, Senhor, o vosso nome do profundo fosso.
56 ତୁମ୍ଭେ ମାରେ ଆତୁର କ୍ରନ୍ଦନ ଶୁଣିଲ, କିନ୍ତୁ ମାରେ ଆର୍ତ୍ତନାଦ ପ୍ରତି ଆପଣ କର୍ଣ୍ଣ ଲୁଚାଅ ନାହିଁ।
56 Ouvistes-me gritar: Não aparteis do meu chamado o vosso ouvido.
57 ଯେଉଁଦିନ ମୁଁ ତୁମ୍ଭ ଛାମୁ ରେ ପ୍ରାର୍ଥନା କଲି, ସଦେିନ ତୁମ୍ଭେ ନିକଟବର୍ତ୍ତୀ ହେଲ ଓ କହିଲ, ଭୟ କର ନାହିଁ।
57 E vós viestes no dia em que vos invoquei e dissestes: Não tenhas medo!
58 ହେ ସଦାପ୍ରଭୁ, ତୁମ୍ଭେ ମାେ' ପ୍ରାଣର ସପକ୍ଷ ରେ ପ୍ରତିବାଦ କରିଅଛ, ତୁମ୍ଭେ ମାହେର ଜୀବନ ମୁକ୍ତ କରିଅଛ।
58 Defendestes, Senhor, a minha causa, e minha vida resgatastes.
59 ହେ ସଦାପ୍ରଭୁ, ମାେ' ପ୍ରତି ହାଇେଥିବା ଅନ୍ଯାଯ ତୁମ୍ଭେ ଦେଖିଅଛ, ତୁମ୍ଭେ ତାହାର ବିଚାର କର।
59 Vistes, Senhor, o mal que me fizeram: fazei-me justiça.
60 ତୁମ୍ଭେ ମାରେ ଶତ୍ରୁମାନଙ୍କର ମାେ' ପ୍ରତି ହାଇେଥିବା ପ୍ରତି ଶାଧେ ଦେଖିଅଛ ଓ ମାେ ବିରୁଦ୍ଧ ରେ ହାଇେଥିବା ସଂକଳ୍ପ ଦେଖିଅଛ।
60 Vós vedes seus projetos vingativos e suas tramas contra mim.
61 ହେ ସଦାପ୍ରଭୁ, ମାେ' ପ୍ରତି ହାଇେଥିବା ତିରସ୍କାର ଓ ମାେ ବିରୁଦ୍ଧ ରେ ହାଇେଥିବା ସମାନଙ୍କେର ସଂକଳ୍ପ ତୁମ୍ଭେ ଶୁଣିଅଛ।
61 Senhor, ouvistes suas injúrias e todos os seus conluios contra mim;
62 ମାରେ ଶତ୍ରୁମାନେ ମାେ ବିରୁଦ୍ଧ ରେ ଦିନସାରା କଥାବାର୍ତ୍ତା ଓ ଚିନ୍ତାଧାରା ସବୁ କରନ୍ତି।
62 As palavras de meus inimigos e o que sem cessar estão tramando contra mim.
63 ତୁମ୍ଭେ ସମାନଙ୍କେର ବସିବାର ଓ ଠିଆ ହବୋର ନିରୀକ୍ଷଣ କରିଛ। ଆଉ ଦେଖ, ସମାନେେ କିପରି ମାେତେ କରୁଛନ୍ତି।
63 Observai-os: sentados ou de pé, fazem de mim objeto de suas canções.
64 ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ସମାନଙ୍କେର କର୍ମାନୁସା ରେ ପ୍ରତିଫଳ ଦିଅ।
64 Dai-lhes, Senhor, a paga, o que merece o seu proceder.
65 ସମାନଙ୍କେୁ ଅଭିଶାପ ଦବୋପାଇଁ ମନକୁ ଶକ୍ତ କର।
65 Cegai-lhes o coração; feri-os com a vossa maldição;
66 କୋର୍ଧ ରେ ସମାନଙ୍କେ ପେଛ ପେଛ ଗୋଡ଼ାଅ। ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସମାନଙ୍କେୁ ଉଚ୍ଛିନ୍ନ କରିବ।
66 persegui-os com vossa cólera, e exterminai-os do nosso universo, Senhor!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lamentações 3, comparar traduções ou montar um estudo — tudo direto pelo WhatsApp.