Lucas 9
Oriya Bible (GL_ORIYA) vs ACF
1 ଯୀଶୁ ବାରଜଣ ପ୍ ରରେିତଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ ରରେିତମାନଙ୍କୁ ରୋଗ ଭଲ କରିଦବୋ ପାଇଁ ମଧ୍ଯ ଶକ୍ତି ଦେଲେ।
1 E, convocando os seus doze discípulos, deu-lhes virtude e poder sobre todos os demônios, para curarem enfermidades.
2 ତା'ପରେ ସେ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ଶୁଣାଇବା ପାଇଁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ।
2 E enviou-os a pregar o reino de Deus, e a curar os enfermos.
3 ସେ ସମାନଙ୍କେୁ କହିଲେ, ଯାତ୍ରା ସମୟରେ ସାଙ୍ଗ ରେ କୌଣସି ପଦାର୍ଥ ନବେ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନବେ ନାହିଁ। କବଳେ ପାନ୍ଧିଥିବା ଲୁଗା ଛଡା ଅନ୍ୟ କିଛି ନବେ ନାହିଁ।
3 E disse-lhes: Nada leveis convosco para o caminho, nem bordões, nem alforje, nem pão, nem dinheiro; nem tenhais duas túnicas.
4 ତୁମ୍ଭମାନେେ ଯେଉଁ ଘରକୁ ୟିବ, ସେ ସ୍ଥାନ ଛାଡିବା ସମୟ ନ ହବୋ ପର୍ୟ୍ଯନ୍ତ ସହେିଠା ରେ ରହିବ।
4 E em qualquer casa em que entrardes, ficai ali, e de lá saireis.
5 ଯଦି ନଗରର ଲୋକେ ତୁମ୍ଭମାନଙ୍କୁ ସ୍ବାଗତ ନକରନ୍ତି, ତବେେ ନଗର ଛାଡି ବାହାରକୁ ଚାଲିୟିବ ଓ ତୁମ୍ଭମାନଙ୍କ ପାଦର ଧୂଳିତକ ମଧ୍ଯ ସଠାେରେ ଝାଡିଦବେ। ତବେେ ଏହା ସମାନଙ୍କେ ପାଇଁ ଚତାବେନୀ ହବେ।
5 E se em qualquer cidade vos não receberem, saindo vós dali, sacudi o pó dos vossos pés, em testemunho contra eles.
6 ପ୍ ରରେିତମାନେ ବାହାରିଗଲେ। ସମାନେେ ସମସ୍ତେ ନଗର ଦଇେ ଯାତ୍ରା କଲେ। ସମାନେେ ସୁସମାଚାର ଶୁଣାଇଲେ ଓ ସବୁ ଜାଗା ରେ ଲୋକମାନଙ୍କୁ ସୁସ୍ଥ କଲେ।
6 E, saindo eles, percorreram todas as aldeias, anunciando o evangelho, e fazendo curas por toda a parte.
7 ଇତି ମଧିଅରେ ସାମନ୍ତ ରାଜା ହରେୋଦ ଏହି ଘଟଣାଗୁଡିକ ବିଷୟ ରେ ଶୁଣି ଗଭୀର ଚିନ୍ତା ରେ ପଡିଗଲେ। କାରଣ କେତକେ ଲୋକ କହୁଥିଲେ, ବାପ୍ତିଜକ ଯୋହନ ପୁଣି ମୃତ୍ଯୁରୁ ବଞ୍ଚି ଉଠିଛନ୍ତି।
7 E o tetrarca Herodes ouviu todas as coisas que por ele foram feitas, e estava em dúvida, porque diziam alguns que João ressuscitara dentre os mortos; e outros que Elias tinha aparecido;
8 ଆଉ କେତକେ କହୁଥିଲେ, ଏଲିୟ ଆମ୍ଭ ପାଖ ରେ ପ୍ରକଟିତ ହାଇେଛନ୍ତି। ଅନ୍ୟମାନେ ମଧ୍ଯ କହୁଥିଲେ, ଆଗ କାଳର କୌଣସି ଭବିଷ୍ଯଦ୍ବକ୍ତା ଜୀବନ ରେ ଉଠିଛନ୍ତି।
8 E outros que um profeta dos antigos havia ressuscitado.
9 କିନ୍ତୁ େ ହରୋଦ କହିଲେ, ମୁଁ ଯୋହନଙ୍କ ମୁଣ୍ଡକାଟ କରିଛି। ତବେେ ଏ କିଏ, ଯାହାଙ୍କ ବିଷୟ ରେ ମୁଁ ଏଭଳି କଥା ଶୁଣୁଛି? ତେଣୁ ହରେୋଦ ଯୀଶୁଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ।
9 E disse Herodes: A João mandei eu degolar; quem é, pois, este de quem ouço dizer tais coisas? E procurava vê-lo.
10 ରରେିତମାନେ ଫରେିଆସି ସମାନେେ ଯାତ୍ରା କରିବା ସମୟରେ ଯାହା ସବୁ କରିଥିଲେ, ସେ ବିଷୟ ରେ ଯୀଶୁଙ୍କ ଆଗ ରେ ବର୍ଣ୍ଣନା କଲେ। ତା'ପରେ ଯୀଶୁ ପ୍ ରରେିତମାନଙ୍କୁ ସାଙ୍ଗ ରେ ନଇେ ସଠାରୁେ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଚାଲିଗଲେ।
10 E, regressando os apóstolos, contaram-lhe tudo o que tinham feito. E, tomando-os consigo, retirou-se para um lugar deserto de uma cidade chamada Betsaida.
11 କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସମାନେେ ତାହାଙ୍କର ଅନୁସରଣ କଲେ। ଯୀଶୁ ସମାନଙ୍କେୁ ସ୍ବାଗତ କଲେ ଏବଂ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।
11 E, sabendo-o a multidão, o seguiu; e ele os recebeu, e falava-lhes do reino de Deus, e sarava os que necessitavam de cura.
12 ଅପରାହ୍ନର ବିଳମ୍ବିତ ପ୍ରହର ରେ ବାରଜଣ ଯାକ ପ୍ ରରେିତ ଯୀଶୁଙ୍କ ପାଖକୁ ଆସି କହିଲେ, ଏ ସ୍ଥାନଟି ନିର୍ଜ୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସମାନେେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ଯବସ୍ଥା କରନ୍ତୁ।
12 E já o dia começava a declinar; então, chegando-se a ele os doze, disseram-lhe: Despede a multidão, para que, indo aos lugares e aldeias em redor, se agasalhem, e achem o que comer; porque aqui estamos em lugar deserto.
13 କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏମାନଙ୍କୁ କିଛି ଖାଇବାକୁ ଦିଅ।
13 Mas ele lhes disse: Dai-lhes vós de comer. E eles disseram: Não temos senão cinco pães e dois peixes, salvo se nós próprios formos comprar comida para todo este povo.
14 ସଠାେରେ କବଳେ ପ୍ରାୟ ପାଞ୍ଚ ହଜାର ପୁରୁଷ ଲୋକ ଥିଲେ।
14 Porquanto estavam ali quase cinco mil homens. Disse, então, aos seus discípulos: Fazei-os assentar, em ranchos de cinqüenta em cinqüenta.
15 ସମାନେେ ତାହା କଲେ ଓ ସବୁ ଲୋକଙ୍କୁ ବସାଇ ଦେଲେ।
15 E assim o fizeram, fazendo-os assentar a todos.
16 ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ବର୍ଗ ଆଡକୁ ଚାହିଁ ଖାଦ୍ୟପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ଯମାନଙ୍କୁ ଲୋକଙ୍କ ଭିତ ରେ ପରଶି ଦବୋକୁ ଦେଲେ।
16 E, tomando os cinco pães e os dois peixes, e olhando para o céu, abençoou-os, e partiu-os, e deu-os aos seus discípulos para os porem diante da multidão.
17 ସବୁ ଲୋକ ଖାଇଲେ ଓ ତୃପ୍ତ ହାଇଗେଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ଯମାନେ ବାରଟି ଟୋକଇେ ରେ ଭର୍ତ୍ତିକଲେ।
17 E comeram todos, e saciaram-se; e levantaram, do que lhes sobejou, doze alcofas de pedaços.
18 ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ଯମାନେ ଏକାଠି ମିଳି ସହେିସ୍ଥାନକୁ ଆସିଲେ। ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ ସବୁ କହୁଛନ୍ତି?
18 E aconteceu que, estando ele só, orando, estavam com ele os discípulos; e perguntou-lhes, dizendo: Quem diz a multidão que eu sou?
19 ସମାନେେ ଉତ୍ତର ଦେଲେ, କେତକେ କହୁଛନ୍ତି ଯେ ଆପଣ ବାପ୍ତିଜକ ଯୋହନ। କେତକେ କହୁଛନ୍ତି ଯେ ଆପଣ ଏଲିୟ। ଏବଂ ଅନ୍ୟ କେତକେ କହୁଛନ୍ତି ଯେ ଆପଣ କାଳ ପୂର୍ବେ ଥିବା ଭବିଷ୍ଯଦ୍ବକ୍ତାମାନଙ୍କ ମଧ୍ଯରୁ ପୁନର୍ବାର ବଞ୍ଚି ଉଠିଥିବା କୌଣସି ଏକ ଭବିଷ୍ଯଦ୍ବକ୍ତା।
19 E, respondendo eles, disseram: João o Batista; outros, Elias, e outros que um dos antigos profetas ressuscitou.
20 ଯୀଶୁ ସମାନଙ୍କେୁ କହିଲେ, ମୁଁ କିଏ ବୋଲି ତୁମ୍ଭମାନେେ କ'ଣ କହୁଛ?
20 E disse-lhes: E vós, quem dizeis que eu sou? E, respondendo Pedro, disse: O Cristo de Deus.
21 କିନ୍ତୁ ଯୀଶୁ ଏ ବିଷୟ ରେ କାହାକୁ ନକହିବା ପାଇଁ ଚତାବେନୀ ଦଇେ ସମାନଙ୍କେୁ କହିଲେ,
21 E, admoestando-os, mandou que a ninguém referissem isso,
22 ଏ କଥା ସତ୍ଯ ଯେ ମନୁଷ୍ଯପୁତ୍ର ଅନକେ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ବୀକାର କରିବେ। ମନୁଷ୍ଯ ପୁତ୍ରଙ୍କୁ ମାରି ଦବେେ। କିନ୍ତୁ ତିନିଦିନ ପରେ ସେ ପୁଣି ମୃତ୍ଯୁରୁ ପୁନରୁଥିତ ହବେେ।
22 Dizendo: É necessário que o Filho do homem padeça muitas coisas, e seja rejeitado dos anciãos edos escribas, e seja morto, e ressuscite ao terceiro dia.
23 ଯୀଶୁ ପୁଣି ସମାନଙ୍କେୁ କହିବାକୁ ଲାଗିଲେ, ଯଦି କହେି ମାରେଅନୁସରଣ କରିବାକୁ ଚାହୁଁଥାଏ, ତବେେ ତାହାକୁ ନିଜର ସମସ୍ତ କାମନା ତ୍ଯାଗ କରିବାକୁ ପଡିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କୃଶକୁ ଗ୍ରହଣ କରିବାକୁ ହବେ, ଏବଂ ସେ ମାରେ ଅନୁସରଣ କରିବ।
23 E dizia a todos: Se alguém quer vir após mim, negue-se a si mesmo, e tome cada dia a sua cruz, e siga-me.
24 ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଚାହିଁବ, ସେ ତାହା ହରାଇ ବସିବ। ଏବଂ ଯେଉଁ ଲୋକ ମାେ ପାଇଁ ତାହାର ଜୀବନ ଦବେ, ସେ ତାହାକୁ ରକ୍ଷା କରିବ।
24 Porque, qualquer que quiser salvar a sua vida, perdê-la-á; mas qualquer que, por amor de mim, perder a sua vida, a salvará.
25 ଯଦି ଜଣେ ସାରା ସଂସାର ପାଇ ଶଷେ ରେ ମରିଯାଏ ବା ହଜିଯାଏ, ତାହା ହେଲେ ଲାଭ କ'ଣ?
25 Porque, que aproveita ao homem granjear o mundo todo, perdendo-se ou prejudicando-se a si mesmo?
26 ଯଦି କୌଣସି ଲୋକ ମାେ ପାଇଁ ବା ମାେ ଉପଦେଶ ପାଇଁ ଲଜ୍ଜିତ ହାଇେଥାଏ, ତବେେ ମୁଁ ମଧ୍ଯ ତା ପାଇଁ ଲଜ୍ଜିତ ହବେି। ଯେତବେେଳେ ମନୁଷ୍ଯ ପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ବର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତବେେଳେ ସେ ତା ପାଇଁ ଲଜ୍ଜିତ ହବେେ।
26 Porque, qualquer que de mim e das minhas palavras se envergonhar, dele se envergonhará o Filho do homem, quando vier na sua glória, e na do Pai e dos santos anjos.
27 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠା ରେ ଠିଆ ହାଇେଥିବା କେତକେ ଲୋକ ମୃତ୍ଯୁ ପୂର୍ବରୁ ପରମେଶ୍ବରଙ୍କ ରାଜ୍ଯ ଦେଖିବେ।
27 E em verdade vos digo que, dos que aqui estão, alguns há que não provarão a morte até que vejam o reino de Deus.
28 ଏକଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗ ରେ ନଇେ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ।
28 E aconteceu que, quase oito dias depois destas palavras, tomou consigo a Pedro, a João e a Tiago, e subiu ao monte a orar.
29 ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁହଁର ଚେ ହରୋ ବଦଳିଗଲା। ତାହାଙ୍କ ପିନ୍ଧାଲୁଗା ଚକ୍ଚକ୍ ଧଳା ହାଇଗେଲା।
29 E, estando ele orando, transfigurou-se a aparência do seu rosto, e a sua roupa ficou branca e mui resplandecente.
30 ତା'ପରେ ସଠାେରେ ଦୁଇ ଜଣ ପୁରୁଷ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସମାନେେ ମାଶାେ ଓ ଏଲିୟ ଥିଲେ।
30 E eis que estavam falando com ele dois homens, que eram Moisés e Elias,
31 ସମାନଙ୍କେ ଚେ ହରୋ ମଧ୍ଯ ଝଲକୁ ଥିଲା। ସମାନେେ ଯୀଶୁଙ୍କ ସହିତ ୟିରୂଶାଲମ ରେ ଘଟିବାକୁ ଥିବା ତାହାଙ୍କ ମୃତ୍ଯୁ ବିଷୟ ରେ କଥାବାର୍ତ୍ତା ହେଉଥିଲେ।
31 Os quais apareceram com glória, e falavam da sua morte, a qual havia de cumprir-se em Jerusalém.
32 ସେତବେେଳେ ପିତର ଓ ଅନ୍ୟମାନେ ଶାଇେ ପଡିଥିଲେ। କିନ୍ତୁ ସମାନେେ ଉଠି ପଡିଲେ ଓ ଯୀଶୁଙ୍କ ମହିମା ଦେଖିଲେ। ଯୀଶୁଙ୍କ ସହିତ ଠିଆ ହାଇେଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ଯ ସମାନେେ ଦେଖିଲେ:
32 E Pedro e os que estavam com ele estavam carregados de sono; e, quando despertaram, viram a sua glória e aqueles dois homens que estavam com ele.
33 ମାଶାେ ଓ ଏଲିୟ ୟିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, ଗୁରୁ, ଭଲ ହେଲା ଯେ ଆମ୍ଭମାନେେ ଏଠା ରେ ଅଛୁ। ଆମ୍ଭମାନେେ ଏଠା ରେ ତିନୋଟି ତମ୍ବୁ ଟାଣି ଦବେୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ। ପିତର ଜାଣି ପାରୁ ନଥିଲେ ଯେ, ସେ କ'ଣ କହୁଛନ୍ତି।
33 E aconteceu que, quando aqueles se apartaram dele, disse Pedro a Jesus: Mestre, bom é que nós estejamos aqui, e façamos três tendas: uma para ti, uma para Moisés, e uma para Elias, não sabendo o que dizia.
34 ପିତର ଏହି ସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡାଇ ପକଇେଲା। ମେଘ ସମାନଙ୍କେୁ ଘୋଡାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ।
34 E, dizendo ele isto, veio uma nuvem que os cobriu com a sua sombra; e, entrando eles na nuvem, temeram.
35 ସେତବେେଳେ ମେଘ ଭିତରୁ ଆକାଶବାଣୀ ହେଲା, ଏ ମାରେ ପୁତ୍ର। ଏହାଙ୍କୁ ମୁଁ ବାଛିଅଛି। ତାହାଙ୍କ କଥାର ବାଧ୍ଯ ହୁଅ।
35 E saiu da nuvem uma voz que dizia: Este é o meu amado Filho; a ele ouvi.
36 ଆକାଶବାଣୀ ହାଇେ ସାରିବା ପରେ ସଠାେରେ କବଳେ ଯୀଶୁ ଥିଲେ। ପିତର, ଯାକୁବ ଓ ଯୋହନ ଏ ବିଷୟ ରେ ନୀରବ ରହିଲେ। ସମାନେେ ଯାହା କିଛି ଦେଖିଥିଲେ, ସେ ବିଷୟ ରେ ସେ ସମୟରେ କାହାରିକୁ କିଛି କହିଲେ ନାହିଁ।
36 E, tendo soado aquela voz, Jesus foi achado só; e eles calaram-se, e por aqueles dias não contaram a ninguém nada do que tinham visto.
37 ତା' ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁସଂଖ୍ଯା ରେ ଲୋକେ ଆସି ଯୀଶୁଙ୍କୁ ଭଟେିଲେ।
37 E aconteceu, no dia seguinte, que, descendo eles do monte, lhes saiu ao encontro uma grande multidão;
38 ଭିଡ ଭିତରୁ ଜଣେ ଲୋକ ପାଟି କରି ଉଠିଲା, ଗୁରୁ, ଦୟାକରି ଆସି ମାେ ପୁଅକୁ ଦେଖନ୍ତୁ।
38 E eis que um homem da multidão clamou, dizendo: Mestre, peço-te que olhes para meu filho, porque é o único que eu tenho.
39 ସେ ମାରେ ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା' ନିଜର ନିୟନ୍ତ୍ରଣ ହ ରଇେ ବସୁଛି। ତା ମୁହଁରୁ ଫଣେ ବାହାରି ପଡୁଛି। ସେ ଭୂତ ତାକୁ ବାରମ୍ବାର ୟନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡି ଯାଉନାହିଁ।
39 Eis que um espírito o toma e de repente clama, e o despedaça até espumar; e só o larga depois de o ter quebrantado.
40 ମୁଁ ଆପଣଙ୍କ ଶିଷ୍ଯମାନଙ୍କୁ ମାେ ପୁଅ ଦହରେୁ ଭୂତକୁ ଛଡଇେ ଦବୋକୁ ଅନୁରୋଧ କଲି, କିନ୍ତୁ ସମାନେେ ପାରିଲେ ନାହିଁ।
40 E roguei aos teus discípulos que o expulsassem, e não puderam.
41 ତା'ପରେ ଯୀଶୁ କହିଲେ, ତୁମ୍ଭମାନେେ ବିଶ୍ବାସ ବିହିନ ଜୀବନ ଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି? ତା'ପରେ ଯୀଶୁ ଲୋକଟିକୁ କହିଲେ, ତୁମ୍ଭ ପୁଅକୁ ଏଠାକୁ ଆଣ।
41 E Jesus, respondendo, disse: Ó geração incrédula e perversa! até quando estarei ainda convosco e vos sofrerei? Traze-me aqui o teu filho.
42 ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଚାଡି ଦଲୋ। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠାେର ଧମକ ଦେଲେ। ଏହାପରେ ପିଲାଟି ସୁସ୍ଥ ହାଇଗେଲା। ଯୀଶୁ ତାହାକୁ ତା' ବାପା ପାଖ ରେ ସମର୍ପି ଦେଲେ।
42 E, quando vinha chegando, o demônio o derrubou e convulsionou; porém, Jesus repreendeu o espírito imundo, e curou o menino, e o entregou a seu pai.
43 ସମସ୍ତ ଲୋକ ପରମେଶ୍ବରଙ୍କ ମହାନ ଶକ୍ତି ଦେଖି ଆଶ୍ଚର୍ୟ୍ଯ ହାଇଗେଲେ।
43 E todos pasmavam da majestade de Deus. E, maravilhando-se todos de todas as coisas que Jesus fazia, disse aos seus discípulos:
44 ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ଯପୁତ୍ରଙ୍କୁ କେତଜେଣ ମନୁଷ୍ଯମାନଙ୍କ ହାତ ରେ ଧ ରଇେ ଦବେେ।
44 Ponde vós estas palavras em vossos ouvidos, porque o Filho do homem será entregue nas mãos dos homens.
45 କିନ୍ତୁ ଶିଷ୍ଯମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସମାନଙ୍କେ ପ୍ରତି ଲୁକାଯିତ ଥିଲା। ତେଣୁ ସମାନେେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସମାନେେ ଯୀଶୁଙ୍କୁ ଏ ବିଷୟ ରେ ପଚାରିବାକୁ ସାହସ କଲେ ନାହିଁ।
45 Mas eles não entendiam esta palavra, que lhes era encoberta, para que a não compreendessem; e temiam interrogá-lo acerca desta palavra.
46 ଥରେ ଯୀଶୁଙ୍କ ଶିଷ୍ଯମାନଙ୍କ ମଧିଅରେ ୟୁକ୍ତିତର୍କ ହେଲା ଯେ, ସମାନଙ୍କେ ଭିତ ରେ ସବୁଠାରୁ ଶ୍ ରେଷ୍ଠ କିଏ?
46 E suscitou-se entre eles uma discussão sobre qual deles seria o maior.
47 ଯୀଶୁ ସମାନଙ୍କେର ମନଭାବ ଜାଣିଗଲେ। ତେଣୁ ସେ ଗୋଟିଏ େଛାଟ ପିଲାକୁ ନିଜ ପାଖ ରେ ଠିଆ କରାଇଲେ।
47 Mas Jesus, vendo o pensamento de seus corações, tomou um menino, pô-lo junto a si,
48 ସେ ଶିଷ୍ଯମାନଙ୍କୁ କହିଲେ, ଯଦି କୌଣସି ଲୋକ ଏହିଭଳି େଛାଟ ପିଲାକୁ ମାେ ନାମ ରେ ଗ୍ରହଣ କରେ, ତାହାହେଲେ ସେ ମାେତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧିଅରେ ଯେଉଁଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ ରେଷ୍ଠ।
48 E disse-lhes: Qualquer que receber este menino em meu nome, recebe-me a mim; e qualquer que me receber a mim, recebe o que me enviou; porque aquele que entre vós todos for o menor, esse mesmo será grande.
49 ଯୋହନ କହିଲେ, ଗୁରୁ, ଆମ୍ଭମାନେେ ଜଣେ ଲୋକକୁ ଆପଣଙ୍କ ନାମ ନଇେ ଭୂତମାନଙ୍କୁ ଲୋକଙ୍କ ଦହରେୁ ତଡି ଦେଉଥିବାର ଦେଖିଲୁ। ଆମ୍ଭମାନେେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ଯମାନଙ୍କ ଗୋଷ୍ଠୀର ଲୋକ ନୁହେଁ।
49 E, respondendo João, disse: Mestre, vimos um que em teu nome expulsava os demônios, e lho proibimos, porque não te segue conosco.
50 ଯୀଶୁ ଯୋହନଙ୍କୁ ଉତ୍ତର ଦେଲେ, ତାକୁ ମନା କରନାହିଁ। କାରଣ ଯେଉଁ ଲୋକ ତୁମ୍ଭ ବିପକ୍ଷ ରେ ନାହାଁନ୍ତି, ସହେିଁ ତୁମ୍ଭ ସପକ୍ଷର ଲୋକ।
50 E Jesus lhe disse: Não o proibais, porque quem não é contra nós é por nós.
51 ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।
51 E aconteceu que, completando-se os dias para a sua assunção, manifestou o firme propósito de ir a Jerusalém.
52 ସେ ତାହାଙ୍କ ଆଗରୁ କେତକେ ଲୋକଙ୍କୁ ପଠାଇଲେ। ସମାନେେ ୟିଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗର ରେ ପହନ୍ଚିଲେ।
52 E mandou mensageiros adiante de si; e, indo eles, entraram numa aldeia de samaritanos, para lhe prepararem pousada,
53 କିନ୍ତୁ ୟିଶୁ ୟିରୂଶାଲମକୁ ଯାଉଥିବାର ଦେଖି ସଠାେକାର ଲୋକ ତାହାଙ୍କୁ ସ୍ବାଗତ କଲେ ନାହିଁ।
53 Mas não o receberam, porque o seu aspecto era como de quem ia a Jerusalém.
54 ଯୀଶୁଙ୍କ ଶିଷ୍ଯ ଯାକୁବ ଓ ଯୋହନ ଏହା ଦେଖିଲେ। ସମାନେେ କହିଲେ, ପ୍ରଭୁ ସ୍ବର୍ଗରୁ ଅଗ୍ନି ବର୍ଷା କରି ସମାନଙ୍କେୁ ଧ୍ବଂସ କରିଦବୋପାଇଁ ଆମ୍ଭେ ଆଦେଶ ଦବେୁ ବୋଲି କ'ଣ ଆପଣ ଚାହୁଁଛନ୍ତି?
54 E os seus discípulos, Tiago e João, vendo isto, disseram: Senhor, queres que digamos que desça fogo do céu e os consuma, como Elias também fez?
55 କିନ୍ତୁ ଯୀଶୁ ସମାନଙ୍କେ ଆଡକୁ ବୁଲି ପଡି ସମାନଙ୍କେୁ ଭର୍ତ୍ସନା କଲେ।
55 Voltando-se, porém, repreendeu-os, e disse: Vós não sabeis de que espírito sois.
56 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଅନ୍ୟ ଗାଁକୁ ଚାଲିଗଲେ।
56 Porque o Filho do homem não veio para destruir as almas dos homens, mas para salvá-las. E foram para outra aldeia.
57 ସମାନେେ ରାସ୍ତା ରେ ଆଗଇେ ଯାଉଥିଲେ। ଜଣେ ଲୋକ ଯୀଶୁଙ୍କୁ କହିଲା, ଆପଣ ଯେଉଁ ଆଡେଯିବେ, ମୁଁ ଆପଣଙ୍କ ପେଛପେଛ ୟିବି।
57 E aconteceu que, indo eles pelo caminho, lhe disse um: Senhor, seguir-te-ei para onde quer que fores.
58 ଯୀଶୁ ତାହାକୁ କହିଲେ, କୋକିଶିଆଳିର ରହିବାପାଇଁ ଗାତ ଅଛି। ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ଯ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଟିକିଏ ହେଲେ ସ୍ଥାନ ନାହିଁ।
58 E disse-lhe Jesus: As raposas têm covis, e as aves do céu, ninhos, mas o Filho do homem não tem onde reclinar a cabeça.
59 ତା'ପରେ ଯୀଶୁ ଆଉ ଜଣକୁ କହିଲେ, ମାରେ ଅନୁସରଣ କର।
59 E disse a outro: Segue-me. Mas ele respondeu: Senhor, deixa que primeiro eu vá a enterrar meu pai.
60 କିନ୍ତୁ ଯୀଶୁ ତାହାକୁ କହିଲେ, ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦବେେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ପ୍ରଚାର କର।
60 Mas Jesus lhe observou: Deixa aos mortos o enterrar os seus mortos; porém tu vai e anuncia o reino de Deus.
61 ଆଉ ଜଣେ ଲୋକ କହିଲା, ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମାେତେ ମାେ ପରିବାର ଲୋକଙ୍କଠାରୁ ବିଦାୟ ନବୋକୁ ଅନୁମତି ଦିଅନ୍ତୁ।
61 Disse também outro: Senhor, eu te seguirei, mas deixa-me despedir primeiro dos que estão em minha casa.
62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ଯେଉଁ ଲୋକ ଲଙ୍ଗଳ ଉପରେ ହାତ ଦଇେ ପଛକୁ ଚା ହେଁ, ସେ ପରମେଶ୍ବରଙ୍କ ରାଜ୍ଯ ପ୍ଇଁ ଯୋଗ୍ଯ ନୁହେଁ।
62 E Jesus lhe disse: Ninguém, que lança mão do arado e olha para trás, é apto para o reino de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 9, comparar traduções ou montar um estudo — tudo direto pelo WhatsApp.