Lucas 8
Oriya Bible (GL_ORIYA) vs NAA
1 ଶିଷ୍ଯମାନଙ୍କ ସହିତ ଯୀଶୁ ଏହାପରେ ଯୀଶୁ ନଗର ନଗର, ଗାଁ ଗାଁ ବୁଲି ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ଲୋକମାନଙ୍କୁ ଶୁଣାଇଲେ। ତାହାଙ୍କ ସହିତ ବାରଜଣ ପ୍ ରରେିତ ମଧ୍ଯ ରହିଥିଲେ।
1 Aconteceu, depois disso, que Jesus andava de cidade em cidade e de aldeia em aldeia, pregando e anunciando o evangelho do Reino de Deus. Iam com ele os doze discípulos,
2 କେତକେ ସ୍ତ୍ରୀଲୋକ ମଧ୍ଯ ତାହାଙ୍କ ସାଙ୍ଗ ରେ ଥିଲେ। ସମାନଙ୍କେୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସମାନଙ୍କେ ମଧ୍ଯରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା'ଠାରୁ ସାତଟି ଭୁତ ବାହାର କରା ଯାଇଥିଲା।
2 e também algumas mulheres que haviam sido curadas de espíritos malignos e de enfermidades: Maria, chamada Madalena, da qual saíram sete demônios;
3 େ ହରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ୟୋହାନ୍ନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନକେ ସ୍ତ୍ରୀ ଲୋକ ମଧ୍ଯ ଯାଉଥିଲେ। ସହେି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ ରରେିତମାନଙ୍କୁ ସାହାୟ୍ଯ କରିବା ପାଇଁ ସମାନଙ୍କେ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।
3 Joana, mulher de Cuza, procurador de Herodes; Suzana e muitas outras, as quais, com os seus bens, ajudavam Jesus e os seus discípulos.
4 ବହୁ ଲୋକ ଆସି ଜମା ହାଇଗେଲେ। ପ୍ରେତ୍ୟକକ ନଗରରୁ ଲୋକେ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସମାନଙ୍କେୁ ଏହି ଦୃଷ୍ଟାନ୍ତ କହିଲେ:
4 Quando uma grande multidão se reuniu e pessoas de todas as cidades vieram até Jesus, ele disse por parábola:
5 ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ ରେ ଯାଇ ପଡିଲା। ଏହି ବୀଜଗୁଡିକ ଲୋକଙ୍କ ପାଦ ରେ ଚକଟି ହାଇଗେଲା ଓ ଚଢଇମାନେେ ସଗେୁଡିକୁ ଖାଇଗଲେ।
5 — Um semeador saiu a semear. E, ao semear, uma parte caiu à beira do caminho, foi pisada, e as aves do céu a comeram.
6 କିଛି ବୀଜ ପଥର ଉପରେ ପଡିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା।
6 Outra parte caiu sobre a pedra e, tendo crescido, secou por falta de umidade.
7 କିଛି ବୀଜ କଣ୍ଟା ବୁଦା ରେ ପଡିଲା। ବୀଜ ଗଜାହାଇେ ଗଛ ବଢିଲା। କିନ୍ତୁ କଣ୍ଟା ବୁଦା ମଧ୍ଯ ତା' ସହିତ ବଢିଲା ଓ ଶଷେ ରେ ତାକୁ ଚାପି ପକାଇଲା।
7 Outra caiu no meio dos espinhos; e os espinhos, ao crescerem com ela, a sufocaram.
8 ଅନ୍ୟ ବୀଜତକ ଭଲ ମାଟି ରେ ପଡିଲା। ତାହା ଗଛ ହାଇେ ବଢିଲା। ଏଥିରୁ ଶ ହେ ଗୁଣ ଅଧିକ ଶସ୍ଯ ମିଳିଲା।
8 Outra, enfim, caiu em boa terra; cresceu e produziu a cem por um. Dizendo isto, Jesus clamou:
9 ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ପଚାରିଲେ, ଏହି ଦୃଷ୍ଟାନ୍ତର ଅର୍ଥ କ'ଣ?
9 Então os discípulos de Jesus lhe perguntaram o que significava essa parábola.
10 ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ନିଗୁଢ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହାଇେଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ଯ ବିଷୟ ରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ଯବହାର କରୁଛି।
10 Jesus respondeu:
11 ଦୃଷ୍ଟାନ୍ତର ଏହାହିଁ ଅର୍ଥ: ବୀଜ ଦେଉଛି ପରମେଶ୍ବରଙ୍କ ଉପଦେଶ।
11 — Este é o significado da parábola: a semente é a palavra de Deus.
12 ଯେଉଁ ବୀଜ ରାସ୍ତା କଡ ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି, କିନ୍ତୁ ତା'ପରେ ଶୟତାନ ଆ ସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନଇଯାେଏ। ତେଣୁ ସହେି ଲୋକମାନେ ବିଶ୍ବାସ କରି ନପାରି ଉଦ୍ଧାର ପାଆନ୍ତି ନାହିଁ।
12 Os que estão à beira do caminho são os que a ouviram; depois vem o diabo e tira-lhes a palavra do coração, para não acontecer que, crendo, sejam salvos.
13 ଯେଉଁ ବୀଜ ପଥର ଉପରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦ ରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା'ର ଚରେ ସହେି ଲୋକମାନଙ୍କ ହୃଦୟ ମଧିଅରେ ଗଭୀରକୁ ପ୍ରବେଶ କରିପା ରନୋହିଁ। ସମାନେେ କିଛି ସମୟ ପର୍ୟ୍ଯନ୍ତ ବିଶ୍ବାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସମାନେେ ବିଶ୍ବାସ କରିବା ବନ୍ଦ କରନ୍ତି। ସମାନେେ ବିଶ୍ବାସ ହ ରଇେ ବସନ୍ତି ଓ ପରମେଶ୍ବରଙ୍କଠାରୁ ଦୂ ରଇେ ଯାଆନ୍ତି।
13 Os que estão sobre a pedra são os que, ouvindo a palavra, a recebem com alegria. Estes não têm raiz, creem apenas por algum tempo e, na hora da provação, se desviam.
14 ଯେଉଁ ବୀଜ କଣ୍ଟା ବୁଦା ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସମାନଙ୍କେୁ ବଢିବାରୁ ବାଧାଦିଏ। ତା' ଫଳ ରେ ସେଥିରୁ ଭଲ ଫଳ ମିଳି ପା ରନୋହିଁ।
14 A parte que caiu entre espinhos, estes são os que ouviram e, no decorrer dos dias, foram sufocados com as preocupações, as riquezas e os prazeres desta vida; os seus frutos não chegam a amadurecer.
15 ଏବଂ ଯେଉଁ ବୀଜ ଭଲ ମାଟି ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ସ୍ବଚ୍ଛ ଓ ପବିତ୍ର ହୃଦୟ ରେ ଶୁଣନ୍ତି, ତାହା ହୃଦୟ ରେ ଗ୍ରହଣ କରନ୍ତି, କାର୍ୟ୍ଯ ରେ ପାଳନ କରନ୍ତି ଓ ର୍ଧୈୟ୍ଯ ପୂର୍ବକ ଉତ୍ତମ ଫଳ ଫଳନ୍ତି।
15 A parte que caiu na terra boa, estes são os que, tendo ouvido de bom e reto coração, retêm a palavra; estes frutificam com perseverança.
16 କହେି କବେେ ଦୀପଟିଏ ହାଣ୍ଡିତଳେ ଘୋଡଇେ ରଖିବା ପାଇଁ ବା ଖଟ ତଳେ ଲୁଚଇେ ରଖିବା ପାଇଁ ଜଳଇେ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୁଖା ଉପରେ ରେଖ। ତାହା ହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସମାନେେ ଦେଖି ପାରିବା ପାଇଁ ୟଥେଷ୍ଟ ଆଲୁଅ ପାଇବେ।
16 — Ninguém, depois de acender uma lamparina, a cobre com um vaso ou a põe debaixo de uma cama; pelo contrário, coloca-a num lugar em que ilumina bem, a fim de que os que entram vejam a luz.
17 ପ୍ରେତ୍ୟକକ ଗୁପ୍ତ ରହିଥିବା ବିଷୟ ଜ୍ଞାତ ହବେ ଓ ପ୍ରକାଶ୍ଯକୁ ଅଣାୟିବ। ଏପରି କୌଣସି ଗୁପ୍ତ ଜିନିଷ ନାହିଁ, ଯାହା ସ୍ପଷ୍ଟ କରାୟିବ ନାହିଁ, ଜ୍ଞାତ ହବେ ନାହିଁ ଓ ପ୍ରକାଶ୍ଯକୁ ଅଣା ୟିବ ନାହିଁ।
17 Não há nada oculto que não venha a ser manifesto, nem escondido que não venha a ser conhecido e revelado.
18 ତୁମ୍ଭମାନେେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସତକେ ମଧ୍ଯ ତା'ଠାରୁ ଛଡାଇ ନିଆୟିବ।
18 Portanto, vejam como vocês ouvem. Porque ao que tiver, mais será dado; e ao que não tiver, até aquilo que julga ter lhe será tirado.
19 ଯୀଶୁଙ୍କ ମାଆ ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ। କିନ୍ତୁ ବହୁତ ଲୋକ ଗହଳି ହାଇେଥିବା ହତେୁ ସମାନେେ ତାହାଙ୍କ ପାଖକୁ ଯାଇ ପାରୁନଥିଲେ।
19 A mãe e os irmãos de Jesus chegaram até onde ele estava, mas não podiam aproximar-se por causa da multidão.
20 କହେି ଜଣେ ଯୀଶୁଙ୍କୁ କହିଲା, ତୁମ୍ଭର ମା ଓ ଭାଇମାନେ ବାହା ରେ ଠିଆ ହାଇେଛନ୍ତି। ସମାନେେ ତୁମ୍ଭକୁ ଦେଖିବାକୁ ଚାହୁଁଛନ୍ତି।
20 E lhe comunicaram: — A sua mãe e os seus irmãos estão lá fora e querem vê-lo.
21 କିନ୍ତୁ ଯୀଶୁ ସମାନଙ୍କେୁ ଉତ୍ତର ଦେଲେ, ମାରେ ମାଆ ଏ ଭାଇମାନେ ହେଉଛନ୍ତି ସହେିମାନେ, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ଶୁଣନ୍ତି ଓ ତାହା ପାଳନ କରନ୍ତି।
21 Jesus, porém, lhes respondeu:
22 ଦିନେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗୋଟିଏ ଡଙ୍ଗା ରେ ଚଢି଼ଲେ। ଯୀଶୁ ସମାନଙ୍କେୁ କହିଲେ, ଆସ, ଆମ୍ଭମାନେେ ହ୍ରଦ ଆରପାରିକି ୟିବା। ଶିଷ୍ଯମାନେ ଡଙ୍ଗା ଖାଲିେ ଦେଲେ।
22 Aconteceu que, num daqueles dias, Jesus entrou num barco em companhia dos seus discípulos e lhes disse: E partiram.
23 ସମାନେେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡିଲେ। ହ୍ରଦ ରେ ଝଡତାଫୋନ ମାଡି ଆସିଲା। ଡଙ୍ଗା ରେ ପାଣି ପଶିବାକୁ ଲାଗିଲା। ସମାନେେ ବିପଦ ରେ ପଡିଗଲେ।
23 Enquanto navegavam, ele adormeceu. E sobreveio uma tempestade de vento no lago, e eles corriam perigo.
24 ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଉେଠଇ କହିବାକୁ ଲାଗିଲେ, ଗୁରୁ, ହେ ଗୁରୁ, ଆମ୍ଭେ ବୁଡିୟିବା।
24 Chegando-se a Jesus, os discípulos o despertaram, dizendo: — Mestre, Mestre, estamos perecendo! Levantando-se, Jesus repreendeu o vento e a fúria da água. Tudo cessou e ficou bem calmo.
25 ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ବିଶ୍ବାସ କେଉଁଆଡେ ଗଲା?
25 Então Jesus lhes perguntou: Eles, possuídos de temor e admiração, diziam uns aos outros: — Quem é este que até manda nos ventos e nas ondas, e lhe obedecem?
26 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗାଲିଲୀରୁ ହ୍ରଦର ଅପର ପାଶର୍ବକୁ ଗଲେ। ସମାନେେ ଗରାଶିୟମାନେ ରହୁଥିବା ଅଞ୍ଚଳ ରେ ପହନ୍ଚିଲେ।
26 Então rumaram para a terra dos gerasenos, que fica de frente para a Galileia.
27 ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦହେ ରେ ଭୂତଟିଏ ପ୍ରବେଶ କରିଥିଲା। ଅନକେ ଦିନ ଧରି ସେ ଲୁଗା ପିନ୍ଧୁ ନଥିଲା କି ଘ ରେ ମଧ୍ଯ ରହୁନଥିଲା। ସେ କବର ସ୍ଥାନ ରେ ରହୁଥିଲା।
27 Logo que Jesus desembarcou, veio da cidade ao seu encontro um homem possuído de demônios que, havia muito, não se vestia, nem habitava em casa alguma, porém vivia nos túmulos.
28 ଭୂତ ଅନକେ ଥର ଲୋକଟିକୁ କବଳିତ କରୁଥିଲା। ଏହି ସମୟରେ ତା' ହାତ ରେ ହାତକଡି ଓ ଗୋଡ ରେ ବଡେି ପକାଇ ପହରା ଭିତ ରେ ରଖା ଯାଉଥିଲା। କିନ୍ତୁ ସେ ସବୁବେଳେ ସେ ସବୁ ଛିଣ୍ଡାଇ ଦେଉଥିଲା ଓ ତା' ଦହେ ରେ ଥିବା ଭୂତ ତାହାକୁ ଲୋକେ ରହୁ ନଥିବା ନିଛାଟିଆ ଜାଗାକୁ ତଡି ନେଉଥିଲା।
28 Quando ele viu Jesus, prostrou-se diante dele, dizendo com voz forte: — O que você quer comigo, Jesus, Filho do Deus Altíssimo? Peço-lhe que não me atormente.
29 ଯୀଶୁ ଭୂତକୁ ସହେି ଲୋକଟି ଦହରେୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗ ରେ ପଡିଯାଇ ଉଚ୍ଚ ସ୍ବର ରେ ପାଟି କରି କହିଲା, ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମାେ'ଠାରୁ କ'ଣ ଚାହୁଁଛ? ମୁଁ ଅନୁ ରୋଧ କରୁଛି, ମାେତେ ଦଣ୍ଡ ଦିଅ ନାହିଁ।
29 Porque Jesus havia ordenado ao espírito imundo que saísse do homem, pois muitas vezes se havia apoderado dele. E, embora procurassem conservá-lo preso com cadeias e correntes, despedaçava tudo e era impelido pelo demônio para o deserto.
30 ଯୀଶୁ ତା'କୁ ପଚାରିଲେ, ତୋର ନାମ କ'ଣ?
30 Jesus perguntou a ele: Ele respondeu: — Legião. Isto porque muitos demônios tinham entrado nele.
31 ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସମାନଙ୍କେୁ ଅନନ୍ତ ନର୍କକୁ ପଠାଇ ନ ଦିଅନ୍ତୁ।
31 Estes pediram a Jesus que não os mandasse para o abismo.
32 ସେତବେେଳେ ସହେି ପାହାଡ ଉପରେ ଏକ ବଡ ଘୁଷୁରିଦଳ ଚରୁଥିଲେ। ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସମାନଙ୍କେୁ ଘୁଷୁରିମାନଙ୍କ ଦହକେୁ ୟିବାକୁ ଅନୁମତି ଦିଅନ୍ତୁ। ଯୀଶୁ ସମାନଙ୍କେୁ ତାହା କରିବାକୁ ଅନୁମତି ଦଇେ ଦେଲେ।
32 Ora, uma grande manada de porcos estava pastando ali no monte. E os demônios pediram a Jesus que os deixasse entrar naqueles porcos. E Jesus o permitiu.
33 ତା'ପରେ ଭୂତମାନେ ଲୋକଟି ଦହରେୁ ବାହାରି ଆସିଲେ ଓ ଘୁଷୁରିମାନଙ୍କ ଦହକେୁ ଚାଲିଗଲେ। ଦଳକଯାକ ଘୁଷୁରି ସହେି ପାହାଡ ଉପରୁ ହ୍ରଦ ଭିତରକୁ ଦୌଡିଗଲେ ଓ ସମସ୍ତେ ବୁଡିଗଲେ।
33 Tendo os demônios saído do homem, entraram nos porcos, e a manada precipitou-se despenhadeiro abaixo, para dentro do lago, e se afogou.
34 ଏ ଘଟଣା ଦେଖି ଘୁଷୁରି ଜଗୁଆଳମାନେ ସଠାରୁେ ପଳାଇଲେ। ସମାନେେ ଯାଇ ନଗର ଓ ପଲ୍ଲୀ ରେ ଥିବା ଲୋକମାନଙ୍କୁ ଏହି କଥା କହିଲେ।
34 Vendo o que tinha acontecido, os que tratavam dos porcos fugiram e foram anunciá-lo na cidade e pelos campos.
35 ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସମାନେେ ଯୀଶୁଙ୍କ ପାଦତଳେ ସହେି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା'ମନ ପୁରାପୁରୀ ବଦଳି ଯାଇଥିଲା। ତା' ଦହରେୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ।
35 Então o povo saiu para ver o que tinha acontecido. Aproximando-se de Jesus, encontraram o homem de quem tinham saído os demônios, vestido, em perfeito juízo, sentado aos pés de Jesus; e temeram.
36 ଯେଉଁମାନେ ଏହି ଘଟଣା ଦେଖିଥିଲେ, ସମାନେେ ସମସ୍ତେ ଅନ୍ୟ ଲୋକମାନଙ୍କୁ କହିବାକୁ ଲାଗିଲେ, ଯେ ଭୂତ କବଳିତ ଲୋକଟି କିପରି ଭଲ ହାଇଗେଲା।
36 E algumas pessoas que tinham presenciado os fatos contaram-lhes também como o endemoniado tinha sido salvo.
37 ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସହେି ସ୍ଥାନରୁ ଚାଲିୟିବାପାଇଁ ଅନୁ ରୋଧ କଲେ। କାରଣ ସମାନେେ ସମସ୍ତେ ବହୁତ ଡରି ଯାଇଥିଲେ। ତେଣୁ ଯୀଶୁ ଡଙ୍ଗା ରେ ବସି ଗାଲିଲୀ ଫରେିଗଲେ।
37 Todo o povo da terra dos gerasenos pediu a Jesus que se retirasse, pois ficaram com muito medo. E Jesus, entrando de novo no barco, voltou.
38 କିନ୍ତୁ ଯେଉଁ ଲୋକଠାରୁ ଦହରେୁ ଭୂତଗୁଡିକ ବାହାରି ସାରିଥିଲେ, ସେ ଯୀଶୁଙ୍କ ସହିତ ୟିବାକୁ ଅନୁ ରୋଧ କଲା।
38 O homem de quem tinham saído os demônios lhe pediu que o deixasse estar com ele. Jesus, porém, o despediu, dizendo:
39 ଘରକୁ ଫରେିଯାଅ। ପରମେଶ୍ବର ତୁମ୍ଭ ପାଇଁ ଯାହା କରିଛନ୍ତି ତାହା ଲୋକମାନଙ୍କୁ କୁହ।
39 — Volte para a sua casa e conte tudo o que Deus fez por você. Então ele foi, proclamando por toda a cidade o que Jesus lhe tinha feito.
40 ଯୀଶୁ ଗାଲିଲୀ ଫରେିୟିବା ପରେ ଲୋକମାନେ ତାହାଙ୍କୁ ସ୍ବାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ।
40 Quando Jesus voltou, a multidão o recebeu com alegria, porque todos o estavam esperando.
41 ଯାଈରସ ନାମ ରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସଠାେକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ।
41 Eis que veio um homem chamado Jairo, que era chefe da sinagoga, e, prostrando-se aos pés de Jesus, suplicou-lhe que fosse até a sua casa.
42 ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହାଇେଥିଲା। ସେ ମରିୟିବା ଅବସ୍ଥା ରେ ପଡିଥିଲା। ଯୀଶୁ ଯେତବେେଳେ ଯାଈରସର ଘରକୁ ଯାଉଥିଲେ, ସେତବେେଳେ ବହୁ ସଂଖ୍ଯା ରେ ଲୋକ ତାହାଙ୍କ ଘର ଚାରିପାଖକୁ ଆସିଗଲେ।
42 Pois tinha uma filha única de uns doze anos, que estava morrendo. Enquanto Jesus caminhava, as multidões o apertavam.
43 ସଠାେରେ ଜଣେ ସ୍ତ୍ରୀ ଲୋକ ମଧ୍ଯ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତାର ସମସ୍ତ ଅର୍ଥ ଔଷଧ ରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦବୋ ପାଇଁ ସମର୍ଥ ହାଇେ ନଥିଲେ।
43 Certa mulher que, havia doze anos, vinha sofrendo de uma hemorragia e que havia gastado todos os seus bens com os médicos, sem que ninguém a pudesse curar,
44 ସହେି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁ ଦଲୋ। ତତ୍କ୍ଷଣାତ୍ ତାର ରକ୍ତସ୍ରାବ ବନ୍ଦ ହାଇଗେଲା।
44 veio por trás de Jesus e tocou na borda da capa dele. E logo a hemorragia dela estancou.
45 ସେତବେେଳେ ଯୀଶୁ ପଚାରିଲେ, ମାେତେ କିଏ ଛୁଇଁଲା?
45 Mas Jesus perguntou: Como todos negassem, Pedro disse: — Mestre, é a multidão que o rodeia e aperta!
46 କିନ୍ତୁ ଯୀଶୁ କହିଲେ, ଜଣେ କହେି ମାେତେ ଛୁଇଁଛି। କାରଣ ମାଠାରୁେ ଶକ୍ତି ବାହାରି ଯାଇଥିବା ମୁଁ ଅନୁଭବ କରିଛି।
46 Mas Jesus insistiu:
47 ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁ ଦଲୋ, ସଇେ କଥା ସବୁ ଲୋକମାନଙ୍କ ଆଗ ରେ କହିଲା। ସେ କହିଲା ଯେ, ଯେତବେେଳେ ସେ ଯୀଶୁଙ୍କୁ ଛୁଇଁ ଦଲୋ, ତତ୍କ୍ଷଣାତ୍ ସେ ସୁସ୍ଥ ହାଇଗେଲା।
47 A mulher, vendo que não podia passar despercebida, aproximou-se trêmula e, prostrando-se diante de Jesus, declarou, à vista de todo o povo, o motivo por que havia tocado nele e como imediatamente tinha sido curada.
48 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ହେ ଝିଅ, ତୁମ୍ଭେ ବିଶ୍ବାସ କଲ ସେଥିପାଇଁ ସୁସ୍ଥ ହାଇଗେଲ। ଏଥର ଶାନ୍ତି ରେ ଯାଅ।
48 Então Jesus lhe disse:
49 ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅନାହିଁ।
49 Enquanto Jesus ainda falava, veio uma pessoa da casa do chefe da sinagoga, dizendo: — A sua filha já morreu; não incomode mais o Mestre.
50 ଯୀଶୁ ଏକଥା ଶୁଣିଲେ। ସେ ଯାଈରସଙ୍କୁ କହିଲେ, ଭୟ କରନାହିଁ। ବିଶ୍ବାସ ରଖ, ତୁମ୍ଭ ଝିଅ ସୁସ୍ଥ ହାଇଯେିବ।
50 Mas Jesus, ouvindo isto, lhe disse:
51 ଯୀଶୁ ଘରକୁ ଆସିଲେ। ସେ କବଳେ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପାମାଆଙ୍କୁ ତାହାଙ୍କ ସହିତ ଭିତରକୁ ୟିବାକୁ ଦେଲେ।
51 Tendo chegado à casa, Jesus não permitiu que ninguém entrasse com ele, a não ser Pedro, João e Tiago, além do pai e da mãe da menina.
52 ସମସ୍ତେ ସହେି ଝିଅଟିର ମୃତ୍ଯୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, କନ୍ଦନାହିଁ, ସେ ମରି ନାହିଁ, ସେ କବଳେ ଶାଇେଛି ମାତ୍ର।
52 E todos choravam e a pranteavam. Mas Jesus disse:
53 ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସମାନେେ ଜାଣିଥିଲେ ଯେ ଝିଅଟି ମରିଯାଇଛି।
53 E riam-se dele, porque sabiam que ela estava morta.
54 କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, ହେ ଝିଅ, ଉଠିପଡ।
54 Mas Jesus, tomando-a pela mão, disse em voz alta:
55 ସହେିକ୍ଷଣି ତା' ଶରୀର ଭିତରୁକ ତାର ଆତ୍ମା ଫରେି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହାଇେ ପଡିଲା। ଯୀଶୁ ଆଜ୍ଞା ଦେଲେ, ତାକୁ କିଛି ଖାଇବାକୁ ଦିଅ।
55 Voltou-lhe o espírito, ela imediatamente se levantou, e Jesus mandou que lhe dessem de comer.
56 ତା' ବାପାମାଆ ବିସ୍ମିତ ହାଇଗେଲେ। ଯୀଶୁ ସମାନଙ୍କେୁ ଏ ଘଟଣା କାହାରି ଆଗ ରେ ନ କହିବାକୁ କହିଲେ।
56 Seus pais ficaram maravilhados, mas ele lhes advertiu que a ninguém contassem o que havia acontecido.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 8, comparar traduções ou montar um estudo — tudo direto pelo WhatsApp.