Lucas 7

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଯୀଶୁ ଲୋକମାନଙ୍କୁ ଯାହାସବୁ ଶୁଣଇବୋକୁ ଚାହୁଁଥିଲେ, ସେ ସମସ୍ତ କହି ସାରିବା ପରେ ସେ କଫର୍ନାହୂମ ଚାଲିଗଲେ।
1 E, depois de concluir todos esses discursos perante o povo, entrou em Cafarnaum.
2 ସେ ସମୟରେ କଫର୍ନାହୂମ ରେ ଜଣେ ଶତ ସନୋପତି ଥିଲେ। ତାହାଙ୍କର ଗୋଟିଏ ଚାକର ଏତେ ବମାରେ ଥିଲା ଯେ ସେ ପ୍ରାୟ ମରିୟିବା ଅବସ୍ଥା ରେ ଥିଲା। ଶତ ସନୋପତି ଚାକରଟିକୁ ଖୁବ୍ ଭଲ ପାଉଥିଲେ।
2 E o servo de um certo centurião, a quem este muito estimava, estava doente e moribundo.
3 ଶତ ସନୋପତି ଜଣକ ଯୀଶୁଙ୍କ ବିଷୟ ରେ ଶୁଣି ତାହାଙ୍କ ପାଖକୁ କେତକେ ପ୍ରାଚୀନ ଯିହୂଦୀନେତାଙ୍କୁ ପଠାଇଲେ। ସେ ଚାହୁଁଥିଲେ ଯେ ଲୋକେ ଯାଇ ଯୀଶୁଙ୍କ ଆସିବାକୁ ଅନୁରୋଧ କରନ୍ତୁ ଓ ଯୀଶୁ ଆସି ଚାକରଟିର ଜୀବନ ରକ୍ଷା କରିଦିଅନ୍ତୁ।
3 E, quando ouviu falar de Jesus, enviou-lhe uns anciãos dos judeus, rogando-lhe que viesse curar o seu servo.
4 ସହେି ପ୍ରାଚୀନ ନେତାମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ଯୀଶୁଙ୍କୁ ଅନୁନୟ ପୂର୍ବକ ଅନୁ ରୋଧ କରି କହିଲେ, ଶତ ସନୋପତି ଜଣକ ଆପଣଙ୍କ ସାହାୟ୍ଯ ପାଇବାକୁ ଯୋଗ୍ଯ।
4 E, chegando eles junto de Jesus, rogaram-lhe muito, dizendo: É digno de que lhe concedas isso.
5 ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।
5 Porque ama a nossa nação e ele mesmo nos edificou a sinagoga.
6 ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।
6 E foi Jesus com eles; mas, quando já estava perto da casa, enviou-lhe o centurião uns amigos, dizendo-lhe: Senhor, não te incomodes, porque não sou digno de que entres debaixo do meu telhado;
7 କବଳେ ସଇେଥିପାଇଁ ମୁଁ ନିଜେ ଆପଣଙ୍କ ପାଖକୁ ୟିବାକୁ ନିଜକୁ ଯୋଗ୍ଯ ମନେ କରି ନ ଥିଲି। ଆପଣ କବଳେ ଆଦେଶ ଦିଅନ୍ତୁ ଓ ମାରେ ଚାକରଟି ଭଲ ହାଇଯେିବ।
7 e, por isso, nem ainda me julguei digno de ir ter contigo; dize, porém, uma palavra, e o meu criado sarará.
8 ମୁଁ ଆପଣଙ୍କର ଅଧିକାର ବିଷୟ ରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧିନ ରେ କାମ କରୁଛି ଏବଂ ମାେ ଅଧିନ ରେ ମଧ୍ଯ କେତକେ ସୈନ୍ଯ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ଯକୁ କ ହେ, 'ଯାଅ' ତବେେ ସେ ଚାଲିଯାଏ। ମୁଁ ଯଦି ଆଉ ଜଣକୁ କ ହେ ଆସ ତବେେ ସେ ଗ୍ଭଲିଆ ସେ। ମୁଁ ଯଦି ମାେ ଚାକରକୁ କୁ ହେ, 'ଏହା କର', ତବେେ ସେ ତାହା କରେ।
8 Porque também eu sou homem sujeito à autoridade, e tenho soldados sob o meu poder, e digo a este: vai; e ele vai; e a outro: vem; e ele vem; e ao meu servo: faze isto; e ele o faz.
9 ଯୀଶୁ ଏହା ଶୁଣିସାରି ବଡ ଆଶ୍ଚର୍ୟ୍ଯ ହାଇଗେଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଆଡକୁ ବୁଲି ପଡି କହିଲସେ ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ ଏଭଳି ବିଶ୍ବାସ ମାେତେ ଇଶ୍ରାୟେଲ ରେ ମଧ୍ଯ ମିଳିନାହିଁ।
9 E, ouvindo isso, Jesus maravilhou-se dele e, voltando-se, disse à multidão que o seguia: Digo-vos
10 ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସମାନେେ ଘରକୁ ଫରେିୟିବା ପରେ ଦେଖିଲେ ଯେ ଚାକରଟି ସୁସ୍ଥ ହାଇେ ଯାଇଛି।
10 E, voltando para casa os que foram enviados, acharam são o servo enfermo.
11 ତା'ପର ଦିନ ଯୀଶୁ ନାଇନ ନଗରକୁ ଗଲେ। ତାହାଙ୍କୁ ସହିତ ତାଙ୍କ ଶିଷ୍ଯମାନେ ଓ ବହୁ ସଂଖ୍ଯା ରେ ଅନ୍ୟ ଲୋକମାନେ ଯାଉଥିଲେ।
11 E aconteceu, pouco depois, ir ele à cidade chamada Naim, e com ele iam muitos dos seus discípulos e uma grande multidão.
12 ଯୀଶୁ ଯେତବେେଳେ ନଗରଦ୍ବାର ନିକଟରେ ପହନ୍ଚିଲେ ସେତବେେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା' ବିଧବା ମାଆର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସଠାେରେ ତା ମାଆ ସହିତ ମଧ୍ଯ ନଗରର ବହୁ ସଂଖ୍ଯକ ଲୋକ ଥିଲେ।
12 E, quando chegou perto da porta da cidade, eis que levavam um defunto, filho único de sua mãe, que era viúva; e com ela ia uma grande multidão da cidade.
13 ସହେି ବିଧବାକୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ସେ ତାକୁ କହିଲେ, କାନ୍ଦ ନାହିଁ।
13 E, vendo-a, o Senhor moveu-se de íntima compaixão por ela e disse-lhe: Não chores.
14 ଯୀଶୁ କୋକଇେ ପାଖକୁ ଯାଇ ତାହା ଛୁଇଁଲେ। କୋକଇେ କାନ୍ଧଇେ ନେଉଥିବା ଲୋକେ ଅଟକିଗଲେ। ଯୀଶୁ ମୃତ ପୁତ୍ରକୁ କହିଲେ, ୟୁବକ, ମୁଁ ତୁମ୍ଭକୁ କହୁଛି ଠିଆ ହୁଅ।
14 E, chegando-se, tocou o esquife (e os que o levavam pararam) e disse: Jovem, eu te digo: Levanta-te.
15 ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା' ମାଆ ହାତ ରେ ଦଇେ ଦେଲେ।
15 E o defunto assentou-se e começou a falar. E entregou-o à sua mãe.
16 ସବୁଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରମେଶ୍ବରଙ୍କ ମହିମା ଗାନ କଲେ। ସମାନେେ କହିଲେ, ଜଣେ ମହାନ ଭବିଷ୍ଯଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା ଆହୁରି ମଧ୍ଯ ସମାନେେ କହିଲେ, ପରମେଶ୍ବର ନିଜ ଲୋକଙ୍କୁ ସାହାୟ୍ଯ କରିବା ପାଇଁ ଆସି ଯାଇଛନ୍ତି।
16 E de todos se apoderou o temor, e glorificavam a Deus, dizendo: Um grande profeta se levantou entre nós, e Deus visitou o seu povo.
17 ଯୀଶୁଙ୍କ ବିଷୟ ରେ ଏହି ଖବର ୟିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳ ରେ ପ୍ରଚାରିତ ହାଇଗେଲା।
17 E correu dele esta fama por toda a Judeia e por toda a terra circunvizinha.
18 ଯୋହନଙ୍କ ଶିଷ୍ଯମାନେ ଯୋହନଙ୍କୁ ଏ ସମସ୍ତ ଖବର ଜଣାଇଲେ। ଯୋହନ ତାହାଙ୍କର ଦୁଇଜଣ ଶିଷ୍ଯଙ୍କୁ ଡକାଇଲେ।
18 E os discípulos de João anunciaram-lhe todas essas coisas.
19 ଯୋହନ ସମାନଙ୍କେୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଚାରି ପଠାଇଲେ: ଯାହାଙ୍କର ଆସିବାର ଥିଲା, ଆପଣ କ'ଣ ସହେି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷା ରେ ରହିବୁ?
19 E João, chamando dois dos seus discípulos, enviou- os a Jesus, dizendo: És tu aquele que havia de vir ou esperamos outro?
20 ସେ ଲୋକମାନେ ଯୀଶୁଙ୍କ ପାଖ ରେ ପହନ୍ଚିଲେ। ସମାନେେ ଯୀଶୁଙ୍କୁ ପଚାରିଲେ, ବାପ୍ତିଜକ ଯୋହନ ଆମ୍ଭକୁ ତୁମ୍ଭ ପାଖକୁ ଏହି ପ୍ରଶ୍ନ ପଚାରିବାକୁ ପଠାଇଲେ: 'ଯାହାଙ୍କର ଆସିବାର ଥିଲା, ଆପଣ କ'ଣ ସହେି ଲୋକ ନା ଆମ୍ଭେ ଆଉ ଅନ୍ୟ କାହାରି ଅପେକ୍ଷା ରେ ରହିବୁ?'
20 E, quando aqueles homens chegaram junto dele, disseram: João Batista enviou-nos a perguntar-te: És tu aquele que havia de vir ou esperamos outro?
21 ସହେି ସମୟରେ ଯୀଶୁ ଅନକେ ଲୋକଙ୍କୁ ସମାନଙ୍କେ ରୋଗରୁ ସୁସ୍ଥ, ବଦନୋ ଦୂର ଓ ଦୁଷ୍ଟାତ୍ମା କବଳରୁ ମୁକ୍ତ କରି ଦେଉଥିଲେ। ସେ ଅନକେ ଅନ୍ଧକୁ ଦୃଷ୍ଟିଶକ୍ତି ଦେଉଥିଲେ।
21 E, na mesma hora, curou muitos de enfermidades, e males, e espíritos maus; e deu vista a muitos cegos.
22 ତା'ପରେ ଯୀଶୁ ଯୋହନଙ୍କ ସହେି ଶିଷ୍ଯମାନଙ୍କୁ କହିଲେ, ଯାଅ ଓ ଏଠା ରେ ତୁମ୍ଭେ ଯାହା ସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, େଛାଟମାନେ ଚାଲି ପାରୁଛନ୍ତି, କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି, ବଧି ରେଲାକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ଶୁଣଇେ ଦିଆଯାଉଛି।
22 Respondendo, então, Jesus, disse-lhes: Ide e anunciai a João o que tendes visto e ouvido: os cegos veem, os coxos andam, os leprosos são purificados, os surdos ouvem, os mortos ressuscitam e aos pobres anuncia-se o evangelho.
23 ଯେଉଁ ଲୋକ ମାେତେ ଗ୍ରହଣ କରିବ, ସେ ଧନ୍ଯ।
23 E bem-aventurado aquele que em mim se não escandalizar.
24 ଯୋହନଙ୍କ ଶିଷ୍ଯମାନେ ଚାଲିୟିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟ ରେ କହିବାକୁ ଆରମ୍ଭ କଲେ: ତୁମ୍ଭମାନେେ ମରୁଭୂମିରେ କ'ଣ ଦେଖିବାକୁ ଯାଇଥିଲ? କ'ଣ ପବନ ରେ ଦୋହଲୁଥିବା ନଳଗଛ?
24 E, tendo-se retirado os mensageiros de João, começou a dizer à multidão acerca de João: Que saístes a ver no deserto? Uma cana abalada pelo vento?
25 ତା'ନ ହେଲେ, ତୁମ୍ଭେ କ'ଣ ଦେଖିବାକୁ ସଠାେକୁ ଯାଇଥିଲ? କ'ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମାଦେପ୍ରମାଦେ ରେ ଜୀବନ କଟାନ୍ତି, ସମାନେେ ତ ରାଜାଙ୍କ ପ୍ରାସାଦ ମାନଙ୍କ ରେ ଥାଆନ୍ତି।
25 Mas que saístes a ver? Um homem trajado de vestes delicadas? Eis que os que andam com vestes preciosas e em delícias estão nos paços reais.
26 ତବେେ ତୁମ୍ଭମାନେେ କ'ଣ ଦେଖିବାପାଇଁ ବାହାରି ଯାଇଥିଲ? କ'ଣ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ଯଦ୍ବକ୍ତାଙ୍କଠାରୁ ମଧ୍ଯ ମହାନ୍ ଅଟନ୍ତି।
26 Mas que saístes a ver? Um profeta? Sim, vos digo, e muito mais do que profeta.
27 ଯୋହନଙ୍କ ବିଷୟ ରେ ଏହା ଲଖାେଅଛି:
27 Este é aquele de quem está escrito: Eis que envio o meu anjo diante da tua face, o qual preparará diante de ti o teu caminho.
28 ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ଯରୁ ଜାତ ସମସ୍ତଙ୍କ ମଧିଅରେ ଯୋହନଙ୍କଠାରୁ ଅଧିକ ମହାନ୍ କହେି ନାହିଁ। ତଥାପି ପରମେଶ୍ବରଙ୍କ ରାଜ୍ଯର ଯେଉଁ ଲୋକ ସବୁଠାରୁ େଛାଟ, ସେ ମଧ୍ଯ ଯୋହନଙ୍କଠାରୁ ମହାନ।
28 E eu vos digo que, entre os nascidos de mulheres, não há maior profeta do que João Batista; mas o menor no Reino de Deus é maior do que ele.
29 ଯୀଶୁଙ୍କ ଉପଦେଶ ଶୁଣୁଥିବା ସବୁଲୋକ ସ୍ବୀକାର କଲେ ଯେ, ପରମେଶ୍ବରଙ୍କ ଉପଦେଶ ସବୁଠାରୁ ଉତ୍ତମ। ଏପରିକି କର ଆଦାୟକାରୀମାନେ ମଧ୍ଯ ଏଥି ରେ ଏକମତ ହାଇଗେଲେ। ସମାନେେ ସମସ୍ତେ ପୂର୍ବରୁ ଯୋହନଙ୍କ ଦ୍ବାରା ବାପ୍ତିଜିତ ହାଇେଥିଲେ,
29 E todo o povo que o ouviu e os publicanos, tendo sido batizados com o batismo de João, justificaram a Deus.
30 କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସମାନଙ୍କେ ପାଇଁ ପରମେଶ୍ବରଙ୍କ ଦତ୍ତ ଯୋଜନାକୁ ଅସ୍ବୀକାର କଲେ ଓ ଯୋହନଙ୍କ ଦ୍ବାରା ବାପ୍ତିସ୍ମା ଗ୍ରହଣ କଲେ ନାହିଁ।
30 Mas os fariseus e os doutores da lei rejeitaram o conselho de Deus contra si mesmos, não tendo sido batizados por ele.
31 ତବେେ ମୁଁ ପୁଣି ଏହି ୟୁଗର ଲୋକମାନଙ୍କ ବିଷୟ ରେ କ'ଣ କହିବି? ମୁଁ କାହା ସହିତ ସମାନଙ୍କେୁ ତୁଳନା କରିବି? ସମାନେେ କାହା ଭଳି ହବେ?
31 E disse o Senhor: A quem, pois, compararei os homens desta geração, e a quem são semelhantes?
32 ସମାନେେ ବଜାର ରେ, ବସିଥିବା ସହେି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:
32 São semelhantes aos meninos que, assentados nas praças, clamam uns aos outros e dizem: Nós vos tocamos flauta, e não dançastes; cantamos lamentações, e não chorastes.
33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉନଥିଲେ କିମ୍ବା ଦ୍ରାକ୍ଷାରସ ପିଉନଥିଲେ। ଆଉ ତୁମ୍ଭମାନେେ କହୁଛ ଯେ, 'ତାହାଙ୍କ ଦହେ ରେ ଭୂତ ପ୍ରବେଶ କରିଛି।'
33 Porque veio João Batista, que não comia pão nem bebia vinho, e dizeis: Tem demônio.
34 ପୁଣି ମନୁଷ୍ଯପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭମାନେେ କହୁଛ, ' ଦେଖ, ଏ ଲୋକ ଜଣେ ପଟେୁ ଓ ଗୋଟିଏ ମଦୁଆ। କର ଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।'
34 Veio o Filho do Homem, que come e bebe, e dizeis: Eis aí um homem comilão e bebedor de vinho, amigo dos publicanos e dos pecadores.
35 କିନ୍ତୁ ଆପଣା କାର୍ୟ୍ଯ ଦ୍ବାରା ଜ୍ଞାନ ଯଥାର୍ଥ ବୋଲି ପ୍ରକାଶିତ ହାଇେଥାଏ।'
35 Mas a sabedoria é justificada por todos os seus filhos.
36 ଫାରୁଶୀମାନଙ୍କ ମଧ୍ଯରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସହେି ଫାରୁଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।
36 E rogou-lhe um dos fariseus que comesse com ele; e, entrando em casa do fariseu, assentou-se à mesa.
37 ସହେି ସମୟରେ ସହେି ନଗର ରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣିପାରିଲା ଯେ ଯୀଶୁ ଫାରୁଶୀଙ୍କ ଘ ରେ ଖାଉଛନ୍ତି। ତେଣୁ ସହେି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ର ରେ କିଛି ଅତର ଆଣିଲା।
37 E eis que uma mulher da cidade, uma pecadora, sabendo que ele estava à mesa em casa do fariseu, levou um vaso de alabastro com unguento.
38 ସେ ଯୀଶୁଙ୍କ ପଛଆଡେ ଗୋଡ ପାଖ ରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହ ରେ ଧୋଇ ଦଲୋ। ନିଜ ମୁଣ୍ଡର ବାଳ ରେ ଯୀଶୁଙ୍କ ପାଦ ପୋଛି ଦଲୋ। ତାହାଙ୍କ ପାଦ ରେ ବହୁବାର ଚୁମ୍ବନ ଦଲୋ ଓ ପାଦ ଉପରେ ଅତର ଢାଳି ଦଲୋ।
38 E, estando por detrás, aos seus pés, chorando, começou a regar-lhe os pés com lágrimas, e enxugava-lhos com os cabelos da sua cabeça e beijava-lhe os pés, e ungia-lhos com o unguento.
39 ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।
39 Quando isso viu o fariseu que o tinha convidado, falava consigo, dizendo: Se este fora profeta, bem saberia quem e qual é a mulher que lhe tocou, pois é uma pecadora.
40 ଯୀଶୁ ଫାରୁଶୀଙ୍କୁ କହିଲେ, ଶିମାନେ, ମାରେ ତୁମ୍ଭକୁ କିଛି କହିବାର ଅଛି।
40 E, respondendo, Jesus disse-lhe: Simão, uma coisa tenho a dizer-te. E ele disse: Dize-a, Mestre.
41 ଯୀଶୁ କହିଲେ, କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନଇେଥିଲେ। ଜଣେ ପାଞ୍ଚଶହରୂପା ଟଙ୍କା କରଜ ନଇେଥିଲା ଓ ଆଉ ଜଣେ ପଚାଶଟି ରୂପା ଟଙ୍କା ନଇେଥିଲା।
41 Um certo credor tinha dois devedores; um devia-
42 ସମାନଙ୍କେ ପାଖ ରେ ଟଙ୍କା ନଥିବାରୁ ସମାନେେ ଋଣ ପରିଶାଧେ କରି ପାରୁନଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରି ଦେଲେ। ତବେେ ଏ ଦୁଇଜଣଙ୍କ ମଧିଅରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?
42 E, não tendo eles com que pagar, perdoou-lhes a ambos. Dize, pois: qual deles o amará mais?
43 ଶିମାନେ ଉତ୍ତର ଦେଲେ, ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡି ଦେଲେ, ସହେି ଲୋକକୁ ଅଧିକା ଭଲ ପାଇବ।
43 E Simão, respondendo, disse: Tenho para mim que é aquele a quem mais perdoou. E ele lhe disse: Julgaste bem.
44 ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡକୁ ବୁଲିପଡି ଶିମାନଙ୍କେୁ କହିଲେ, ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମାେତେ ଗୋଡ ଧୋଇବାକୁ ପାଣି ସୁଦ୍ଧା ଦଲେ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମାରେ ପାଦକୁ ଲୁହ ରେ ଧୋଇ ଦଲୋ। ଏବଂ ତା ବାଳ ରେ ପୋଛି ଦଲୋ।
44 E, voltando-se para a mulher, disse a Simão: Vês tu esta mulher? Entrei em tua casa, e não me deste água para os pés; mas esta regou-me os pés com lágrimas e mos enxugou com os seus cabelos.
45 ତୁମ୍ଭେ ମାେତେ ଚୁମ୍ବନ ଦଲେ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ୟ୍ଯନ୍ତ ସେ ମାରେ ପାଦ ରେ ଚୁମ୍ବନ ଦବୋ ବନ୍ଦ କରିନାହିଁ।
45 Não me deste ósculo, mas esta, desde que entrou, não tem cessado de me beijar os pés.
46 ତୁମ୍ଭେ ମାେ ମୁଣ୍ଡ ରେ ତଲେ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମାେ ପାଦ ରେ ଅତର ଲଗାଇଲା।
46 Não me ungiste a cabeça com óleo, mas esta ungiu-me os pés com unguento.
47 ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା'ର ଆନକେ ପାପ କ୍ଷମା କରିଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ ରମେ ଦଖାଇେଛି। ଯେଉଁ ଲୋକ କ୍ଷମା ପାଇବାପାଇଁ କମ୍ ଆବଶ୍ଯକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ ରମେ ଅନୁଭବ କରିଥାଏ।
47 Por isso, te digo que os seus muitos pecados
48 ତା'ପରେ ଯୀଶୁ ସହେି ସ୍ତ୍ରୀ ଲୋକଟିକୁ କହିଲେ, ତୋର ପାପ କ୍ଷମା କରି ଦିଆଗଲା।
48 E disse a ela: Os teus pecados
49 ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସମାନେେ ମନେ ମନେ ଭାବିବାକୁ ଲାଗିଲେ, ଏ ଲୋକ ନିଜକୁ କ'ଣ ଭାବୁଛି? ସେ କିପରି ପାପଗୁଡିକୁ କ୍ଷମା କରିପାରିବ?
49 E os que estavam à mesa começaram a dizer entre si: Quem é este, que até perdoa pecados?
50 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ତୁମ୍ଭେ ବିଶ୍ବାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। ଶାନ୍ତି ରେ ଯାଅ।
50 E disse à mulher: A tua fé te salvou; vai-te em paz.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Lucas 7, comparar traduções ou montar um estudo — tudo direto pelo WhatsApp.