Lucas 6

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଥରେ ବିଶ୍ରାମବାର ରେ ଯୀଶୁ ଶସ୍ଯ କ୍ଷେତ୍ର ଦଇେ ଯାଉଥିଲେ। ତାହାଙ୍କର ଶିଷ୍ଯମାନେ କେତକେ ଶସ୍ଯ ଛିଣ୍ଡାଇଲେ ଓ ତାହାକୁ ଦୁଇ ହାତ ରେ ଦଳିଲେ ଏବଂ ଖାଇଲେ।
1 E sucedeu que, num dia de sábado, passava Jesus pelas searas; e seus discípulos iam colhendo espigas e, debulhando-as com as mãos, as comiam.
2 କେତକେ ଫାରୂଶୀ କହିଲେ, ବିଶ୍ରାମବାର ରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭମାନେେ ତାହା କାହିଁକି କରୁଛ?
2 Alguns dos fariseus, porém, perguntaram; Por que estais fazendo o que não é lícito fazer nos sábados?
3 ଯୀଶୁ ସମାନଙ୍କେୁ ଉତ୍ତର ଦେଲେ, ଦାଉଦ ଓ ତାହାଙ୍କ ସାଥୀମାନେ ଭୋକିଲା ଥିବା ବେଳେ ଦାଉଦ କ'ଣ କରିଥିଲେ, ତାହା କ'ଣ ତୁମ୍ଭମାନେେ ପଢିନାହଁ?
3 E Jesus, respondendo-lhes, disse: Nem ao menos tendes lido o que fez Davi quando teve fome, ele e seus companheiros?
4 ଦାଉଦ ପରମେଶ୍ବରଙ୍କ ଘର ଭିତରକୁ ପଶିଲେ। ପରମେଶ୍ବରଙ୍କୁ ଅର୍ପିତ ହାଇେଥିବା ରୋଟୀ ଉେଠଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ଯ ଖାଇବାକୁ ଦଇେଥିଲେ। ଏହା ମାଶାଙ୍କେ ଆଦେଶର ବିରୁଦ୍ଧାଚରଣ ଥିଲା। ମାଶାଙ୍କେ ଆଦେଶ ଅନୁସାରେ ଏହି ରୋଟୀ କବଳେ ଯାଜକମାନଙ୍କ ବ୍ଯତୀତ ଅନ୍ୟ କାହାରି ଖାଇବା ଉଚିତ ନୁହେଁ।
4 Como entrou na casa de Deus, tomou os pães da proposição, dos quais não era lícito comer senão só aos sacerdotes, e deles comeu e deu também aos companheiros?
5 ତା'ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, ମନୁଷ୍ଯ ପୁତ୍ର ବିଶ୍ରାମବାରର ମଧ୍ଯ ମାଲିକ।
5 Também lhes disse: O Filho do homem é Senhor do sábado.
6 ଆଉ ଗୋଟିଏ ବିଶ୍ରାମବାର ରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସଠାେରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସଠାେରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହାଇେ ଯାଇଥିଲା।
6 Ainda em outro sábado entrou na sinagoga, e pôs-se a ensinar. Estava ali um homem que tinha a mão direita atrofiada.
7 ବିଶ୍ରାମବାର ରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସଠାେରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସମାନେେ ଦେଖିବାକୁ ଚାହୁଁଥିଲେ ଯେ ଯୀଶୁ କିଛି ଭୁଲ କାମ କଲେ ସମାନେେ ତାହାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବେ।
7 E os escribas e os fariseus observavam-no, para ver se curaria em dia de sábado, para acharem de que o acusar.
8 କିନ୍ତୁ ସମାନେେ କ'ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହାଇଯୋଇଥିଲା, ଯୀଶୁ ତାହାକୁ କହିଲେ, ଉଠ ଓ ସମସ୍ତଙ୍କ ଆଗ ରେ ଠିଆ ହାଇେ ଯାଅ। ସେ ଉଠିପଡି ସମସ୍ତଙ୍କ ଆଗ ରେ ଠିଆ ହାଇଗେଲା।
8 Mas ele, conhecendo-lhes os pensamentos, disse ao homem que tinha a mão atrofiada: Levanta-te, e fica em pé aqui no maio. E ele, levantando-se, ficou em pé.
9 ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ପଚାରୁଛି ବିଶ୍ରାମବାର ରେ କାହାରି ମଙ୍ଗଳ କରିବା ନା କାହାରି କ୍ଷତି କରିବା ଉଚିତ? କାହାରି ଜୀବନ ରକ୍ଷା କରିବା ଉଚିତ ନା କାହାରି ଜୀବନ ନଷ୍ଟ କରିବା।
9 Disse-lhes, então, Jesus: Eu vos pergunto: É lícito no sábado fazer bem, ou fazer mal? salvar a vida, ou tirá-la?
10 ଯୀଶୁ ଚାରିଆଡକୁ ସମସ୍ତଙ୍କ ଉପରେ ଦୃଷ୍ଟି ପକଇେଲେ ଓ ପୁଣି ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ବଢାଅ। ସେ ସହେିଭଳି କଲା ଓ ତା ହାତ ପୁଣି ସୁସ୍ଥ ହାଇଗେଲା।
10 E olhando para todos em redor, disse ao homem: Estende a tua mão. Ele assim o fez, e a mão lhe foi restabelecida.
11 ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସମାନେେ ନିଜ ନିଜ ଭିତ ରେ କଥାବାର୍ତ୍ତା କଲେ, ଯୀଶୁଙ୍କ ପାଇଁ କ'ଣ କରାୟିବ?
11 Mas eles se encheram de furor; e uns com os outros conferenciam sobre o que fariam a Jesus.
12 ସହେି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସଠାେରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବା ରେ ସାରା ରାତିଟି ବିତଇେଲେ।
12 Naqueles dias retirou-se para o monte a fim de orar; e passou a noite toda em oração a Deus.
13 ତା'ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଡାକିଲେ। ସେ ସମାନଙ୍କେ ମଧ୍ଯରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ଯମାନଙ୍କୁ 'ପ୍ ରରେିତ' ନାମ ଦେଲେ।
13 Depois do amanhecer, chamou seus discípulos, e escolheu doze dentre eles, aos quais deu também o nome de apóstolos:
14 ସମାନେେ ହେଲେ: ଶିମାନେ ଯାହାଙ୍କୁ ସେ ପିତର ବୋଲି ମଧ୍ଯ ନାମ ଦେଲେ। ଶିମାନଙ୍କେ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ। ଫିଲିପ୍ପ ଓ ବର୍ଥଲମି,
14 Simão, ao qual também chamou Pedro, e André, seu irmão; Tiago e João; Filipe e Bartolomeu;
15 ମାଥିଉ ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଶିମାନେ ଯାହାଙ୍କୁ ଉଦ୍ ଯୋଗୀ ବୋଲି କୁହନ୍ତି।
15 Mateus e Tomé; Tiago, filho de Alfeu, e Simão, chamado Zelote;
16 ଯାକୁବଙ୍କ ପୁତ୍ର ୟିହୂଦା ଓ ଈଷ୍କରିଯୋଥ ୟିହୂଦା ା ପରେ ଏହି ଯିହୁଦା ବିଶ୍ବାସ ଘାତକତା କରି ଯୀଶୁଙ୍କୁ ଶତୃ ହସ୍ତ ରେ ସମର୍ପଣ କଲା।
16 Judas, filho de Tiago; e Judas Iscariotes, que veio a ser o traidor.
17 ତା'ପରେ ଯୀଶୁ ସମାନଙ୍କେ ସହିତ ତଳକୁ ଆସି ଗୋଟିଏ ସମତଳଭୂମି ଉପରେ ଠିଆ ହେଲେ। ସଠାେରେ ବହୁତ ସଂଖ୍ଯା ରେ ତାହାଙ୍କ ଶିଷ୍ଯମାନେ ଉପସ୍ଥିତ ଥିଲେ। ତା ଛଡା ସମଗ୍ର ୟିହୂଦା, ୟିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ଯା ରେ ଲୋକ ସଠାେରେ ଜମା ହାଇେଥିଲେ।
17 E Jesus, descendo com eles, parou num lugar plano, onde havia não só grande número de seus discípulos, mas também grande multidão do povo, de toda a Judéia e Jerusalém, e do litoral de Tiro e de Sidom, que tinham vindo para ouvi-lo e serem curados das suas doenças;
18 ସମାନେେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହବୋକୁ ସଠାେକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ୟୋଗୁ କଷ୍ଟ ପାଉଥିଲେ, ସମାନେେ ସଠାେକୁ ଆସି ସୁସ୍ଥ ହାଇଗେଲେ।
18 e os que eram atormentados por espíritos imundos ficavam curados.
19 ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦହରେୁ ଶକ୍ତି ବାହାରୁ ଥିଲା। ସେ ସହେି ଲୋକମାନଙ୍କୁ ସୁସ୍ଥ କରି ଦେଲେ।
19 E toda a multidão procurava tocar-lhe; porque saía dele poder que curava a todos.
20 ଶିଷ୍ଯମାନଙ୍କ ଆଡକୁ ଚାହିଁ ଯୀଶୁ କହିଲେ,
20 Então, levantando ele os olhos para os seus discípulos, dizia: Bem-aventurados vós, os pobres, porque vosso é o reino de Deus.
21 ତୁମ୍ଭମାନେେ, ଯେଉଁମାନେ ଏବେ ଭୋକିଲା, ଧନ୍ଯ, କାରଣ ତୁମ୍ଭମାନେେ ପରିତୃପ୍ତ ହବେ। ରୋଦନ କରୁଛ ଯେ ତୁମ୍ଭମାନେେ, ତୁମ୍ଭମାନେେ ଏବେ ଧନ୍ଯ, କାରଣ ତୁମ୍ଭମାନେେ ଆନନ୍ଦ ରେ ଜୀବନଯାପନ କରିବ।
21 Bem-aventurados vós, que agora tendes fome, porque sereis fartos. Bem-aventurados vós, que agora chorais, porque haveis de rir.
22 ମନୁଷ୍ଯମାନଙ୍କ ୟୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସମାନେେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କ ବିଷୟ ରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ଯ କରି ଦବେେ, ଯେତବେେଳେ ଏହା ଘଟିବ, ତୁମ୍ଭେ ଧନ୍ଯ ହବେ।
22 Bem-aventurados sereis quando os homens vos odiarem, e quando vos expulsarem da sua companhia, e vos injuriarem, e rejeitarem o vosso nome como indigno, por causa do Filho do homem.
23 ସେତବେେଳେ ଆନନ୍ଦ ରେ ନାଚିଉଠିବ। ଗାରଣ ତୁମ୍ଭମାନଙ୍କ ପାଇଁ ସ୍ବର୍ଗ ରେ ମହା ପୁରସ୍କାର ରହିଛି। ସମାନଙ୍କେର ପୂହ୍ବପୁରୁଷମାନେ ଭବିଷ୍ଯଦ୍ବକ୍ତାମାନଙ୍କୁ ଠିକ୍ ସହେିଭଳି ବ୍ଯବହାର ଦଖାଇେ ଥିଲେ ଯେଉଁଭଳି ଏବେ ସମାନେେ ତୁମ୍ଭକୁ ବ୍ଯବହାର ଦଖାେଉଛନ୍ତି।
23 Regozijai-vos nesse dia e exultai, porque eis que é grande o vosso galardão no céu; pois assim faziam os seus pais aos profetas.
24 କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍ କାରଣ ତୁମ୍ଭମାନେେ ଆରାମଦାୟକ ଜୀବନ କଟାଇ ଆସିଛ।
24 Mas ai de vós que sois ricos! porque já recebestes a vossa consolação.
25 ଧିକ୍ ତୁମ୍ଭମାନେେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ। କାରଣ ତୁମ୍ଭମାନେେ ଭୋକିଲା ହବେ। ଧିକ ତୁମ୍ଭମାନେେ, ଯେଉଁମାନେ ବର୍ତ୍ତମାନ ହସୁଛ, କାରଣ ତୁମ୍ଭମାନେେ ଦୁଃଖିତ ହବେ ଓ କାନ୍ଦିବ।
25 Ai de vós, os que agora estais fartos! porque tereis fome. Ai de vós, os que agora rides! porque vos lamentareis e chorareis.
26 ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ 'ଭଲ' ବୋଲି କହୁଛନ୍ତି। କାରଣ ସମାନଙ୍କେର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଭଲ ବୋଲି କହୁଥିଲେ।
26 Ai de vós, quando todos os homens vos louvarem! porque assim faziam os seus pais aos falsos profetas.
27 ତୁମ୍ଭମାନେେ ଯେଉଁମାନେ ମାେ କଥା ଶୁଣୁଛ, ମୁଁ ସହେିମାନଙ୍କୁ କହୁଛି, ନିଜ ଶତୃକୁ ପ୍ ରମେ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସମାନଙ୍କେର ମଙ୍ଗଳ କର।
27 Mas a vós que ouvis, digo: Amai a vossos inimigos, fazei bem aos que vos odeiam,
28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ବରଙ୍କୁ ପ୍ରାର୍ଥନା କର ଯେ ସେ ସମାନଙ୍କେୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭମାନେେ ସମାନଙ୍କେ ପାଇଁ ପ୍ରାର୍ଥନା କର।
28 bendizei aos que vos maldizem, e orai pelos que vos caluniam.
29 ଯେଉଁଲୋକ ତୁମ୍ଭର ଗୋଟିଏ ଗାଲ ରେ ଚାପୁଡାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦଖାଇେ ଦିଅ। ଯେଉଁଲୋକ ତୁମ୍ଭର ଜାମାଟି ନଇଯାେଉଛି ତାହାକୁ ତୁମ୍ଭର ଧୋତିବି ନଇୟିବୋକୁ ଦିଅ।
29 Ao que te ferir numa face, oferece-lhe também a outra; e ao que te houver tirado a capa, não lhe negues também a túnica.
30 ଯଦି କହେି ତୁମ୍ଭକୁ କିଛି ମାଗୁଛି, ତାହା ତା'କୁ ଦଇଦେିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନଇେ ଯାଏ, ତବେେ ତାହା ତା'କୁ ଫେ ରଇେ ଦବୋକୁ କୁହ ନାହିଁ।
30 Dá a todo o que te pedir; e ao que tomar o que é teu, não lho reclames.
31 ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯଭେଳି ବ୍ଯବହାର ଦଖାେନ୍ତୁ ବୋଲି ଇଚ୍ଛା କର, ତୁମ୍ଭମାନେେ ମଧ୍ଯ ଅନ୍ୟମାନଙ୍କୁ ମଧ୍ଯ ସହେିଭଳି ବ୍ଯବହାର ଦଖାେଅ।
31 Assim como quereis que os homens vos façam, do mesmo modo lhes fazei vós também.
32 ଯେଉଁମାନେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି, ତୁମ୍ଭମାନେେ ଯଦି କବଳେ ସହେି ଲୋକମାନଙ୍କୁ ପ୍ ରମେ କରୁଛ, ତବେେ ତୁମ୍ଭମାନେେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ଯ? କାରଣ ପାପୀମାନେ ମାଧ୍ଯ ସହେିମାନଙ୍କୁ ପ୍ ରମେ କରନ୍ତି, ଯେଉଁମାନେ ସମାନଙ୍କେୁ ପ୍ ରମେ କରନ୍ତି।
32 Se amardes aos que vos amam, que mérito há nisso? Pois também os pecadores amam aos que os amam.
33 ଯେଉଁମାନେ ତୁମ୍ଭମାନଙ୍କର ଉପକାର କରନ୍ତି, ତୁମ୍ଭମାନେେ ଯଦି କବଳେ ସହେିମାନଙ୍କର ଉପକାର କରିବ, ତବେେ ତୁମ୍ଭମାନଙ୍କର ମହତ ପଣିଆ କେଉଁଠି ରହିଲା? କାରଣ ପାପୀମାନେ ମଧ୍ଯ ଏହିପରି କରନ୍ତି।
33 E se fizerdes bem aos que vos fazem bem, que mérito há nisso? Também os pecadores fazem o mesmo.
34 ଯେଉଁମାନଙ୍କଠାରୁ ଫରେି ପାଇବାର ଆଶା ଥିବ, ତୁମ୍ଭମାନେେ ଯଦି କବଳେ ସହେିମାନଙ୍କୁ ଟଙ୍କା ଧାର ଦିଅ, ତବେେ ତୁମ୍ଭମାନେେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ଯ? କାରଣ ପାପୀମାନେ ମଧ୍ଯ ଟଙ୍କା ଫରେିପାଇବା ଆଶା ରେ ଅନ୍ୟ ପାପୀମାନଙ୍କୁ ଟଙ୍କା ଧାର ଦିଅନ୍ତି।
34 E se emprestardes àqueles de quem esperais receber, que mérito há nisso? Também os pecadores emprestam aos pecadores, para receberem outro tanto.
35 ତାନ ନିଜ ଶତୃକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫରେି ପାଇବାର କୌଣସି ଆଶା ନରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ ହବେ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ଯ ଦୟଶୀଳ ଅଟନ୍ତି।
35 Amai, porém a vossos inimigos, fazei bem e emprestai, nunca desanimado; e grande será a vossa recompensa, e sereis filhos do Altíssimo; porque ele é benigno até para com os integrantes e maus.
36 ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ ରମେ ଦଖାେନ୍ତି ଓ ଦୟା କରନ୍ତି, ତୁମ୍ଭମାନେେ ମଧ୍ଯ, ସହେିଭଳି ଅନ୍ୟମାନଙ୍କୁ ଦୟା ଦଖାେଅ ଓ ପ୍ ରମେ କର।
36 Sede misericordiosos, como também vosso Pai é misericordioso.
37 ତୁମ୍ଭମାନେେ କାହାରି ବିଚାର କରନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ଯ ବିଚାର କରାୟିବ ନାହିଁ। କୌଣସି ବ୍ଯକ୍ତିକୁ ଦୋଷୀ କରନାହିଁ, ତବେେ ତୁମ୍ଭେ ମଧ୍ଯ ଦୋଷୀ ବିବଚେିତ ହବେନାହିଁ। ଅନ୍ୟକୁ କ୍ଷମା କରିଦିଅ, ତବେେ ତୁମ୍ଭମାନଙ୍କେୁ ମଧ୍ଯ କ୍ଷମା କରିଦିଆୟିବ।
37 Não julgueis, e não sereis julgados; não condeneis, e não sereis condenados; perdoai, e sereis perdoados.
38 ଅନ୍ୟକୁ ଦିଅ, ତବେେ ତୁମ୍ଭନମୋନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆୟିବ। ତୁମ୍ଭମାନେେ ଯେତିକି ଧରି ପାରିବ, ତା'ଠାରୁ ଅଧିକ ତୁମ୍ଭମାନଙ୍କ ହାତ ରେ ଢାଳି ଦିଆୟିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆୟିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡିବ। ତୁମ୍ଭମାନେେ ଯେଉଁଭଳି ଭାବରେ ଅନ୍ୟକୁ ଦବେ, ପରମେଶ୍ବର ବି ତୁମ୍ଭମାନଙ୍କୁ ସହେିଭଳି ଭାବରେ ଦବେେ।
38 Dai, e ser-vos-á dado; boa medida, recalcada, sacudida e transbordando vos deitarão no regaço; porque com a mesma medida com que medis, vos medirão a vós.
39 ଯୀଶୁ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ କଥା କହିଲେ, ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ଦଖାଇେ ପାରିବ କି? ନା! ତାହାକଲେ ଉଭୟ ଗୋଟିଏ ଖାଲ ରେ ଖସି ପଡିବେ।
39 E propôs-lhes também uma parábola: Pode porventura um cego guiar outro cego? não cairão ambos no barranco?
40 ଜଣେ ଛାତ୍ର ତା' ଶିକ୍ଷକ ଠାରୁ ବଡ ହଇେ ପାରିବ ନାହିଁ। କିନ୍ତୁ ଛାତ୍ର ଜଣକ ପ୍ରେତ୍ୟକକ ବିଷୟ ସଂମ୍ପୁର୍ଣ୍ଣ ଶିଖି ସାରିବା ପରେ ନିଜ ଶିକ୍ଷକଙ୍କ ସମାନ ହାଇଯୋଏ।
40 Não é o discípulo mais do que o seu mestre; mas todo o que for bem instruído será como o seu mestre.
41 ତୁମ୍ଭମାନେେ ନିଜ ଭାଇ ଆଖି ରେ ପଡିଥିବା ଗୋଟିଏ େଛାଟ ଗୁଣ୍ଡଟି ଆଡକୁ କାହିଁକି ଚାହୁଁଛ? ତୁମ୍ଭମାନଙ୍କୁ କ'ଣ ନିଜ ଆଖି ରେ ପଡିଥିବା ବଡ କାଠ ଖଣ୍ଡିକ ଦଖାଯାେଉନାହିଁ?
41 Por que vês o argueiro no olho de teu irmão, e não reparas na trave que está no teu próprio olho?
42 ତୁମ୍ଭେ ଯେତବେେଳେ ନିଜ ଆଖି ରେ ପଡିଥିବା ବଡ କାଠ ଖଣ୍ଡିକ ଦେଖି ପାରୁନାହିଁ, ସେତବେେଳେ ନିଜ ଭାଇକୁ କିପରି କହି ପାରିବ: 'ଭାଇ, ଆସ ତୁମ୍ଭ ଆଖି ରେ ପଡିଥିବା େଛାଟ ଗୁଣ୍ଡଟି ବାହାର କରି ଦବେି'। ଆ ରେ କପଟୀ! ଆଗ ନିଜ ଆଖି ରେ ପଡିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖିପାରିବ ଓ ଭାଇର ଆଖି ରେ ପଡିଥିବା େଛାଟ ଗୁଣ୍ଡଟି ବାହାର କରି ପାରିବ।
42 Ou como podes dizer a teu irmão: Irmão, deixa-me tirar o argueiro que está no teu olho, não vendo tu mesmo a trave que está no teu? Hipócrita! tira primeiro a trave do teu olho; e então verás bem para tirar o argueiro que está no olho de teu irmão.
43 ଗୋଟିଏ ଭଲ ଗଛ ରେ ଖରାପ ଫଳ ଫଳେ ନାହିଁ। ଠିକ୍ ସହେିଭଳି ଗୋଟିଏ ଖରାପ ଗଛ ରେ ଭଲ ଫଳ ଫଳେ ନାହିଁ।
43 Porque não há árvore boa que dê mau fruto nem tampouco árvore má que dê bom fruto.
44 ପ୍ରେତ୍ୟକକ ଗଛ ତା'ର ଫଳ ଦ୍ବରା ଚିହ୍ନି ହୁଏ। ଲୋକମାନେ ଅନାବନା କଣ୍ଟା ଗଛରୁ ଡିମ୍ବିରିଫଳ ସଂଗ୍ରହ କରନ୍ତି ନାହିଁ କି କଣ୍ଟା ବୁଦାରୁ ଦ୍ରାକ୍ଷା କୋଳି ପାଆନ୍ତି ନାହିଁ।
44 Porque cada árvore se conhece pelo seu próprio fruto; pois dos espinheiros não se colhem figos, nem dos abrolhos se vindimam uvas.
45 ଜଣେ ଭଲ ଲୋକର ମନ ଭିତ ରେ ଭଲ ବିଷୟ ସଞ୍ଚିତ ହାଇେ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତ ରେ ଖରାପ ବିଷୟ ସଞ୍ଚିତ ହାଇେ ରିହଥାଏ। ତେଣୁ ତା' ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତ ରେ ଯାହା ଥାଏ, ସେ ତାହା କହିଥାଏ।
45 O homem bom, do bom tesouro do seu coração tira o bem; e o homem mau, do seu mau tesouro tira o mal; pois do que há em abundância no coração, disso fala a boca.
46 ତୁମ୍ଭମାନେେ ମାେତେ କାହିଁକି 'ପ୍ରଭୁ', ପ୍ରଭୁ ବୋଲି ଡାକୁଛ? କିନ୍ତୁ ମୁଁ ଯାହା କହୁଛି, ତୁମ୍ଭମାନେେ ତ ତାହା କରୁ ନାହଁ?
46 E por que me chamais: Senhor, Senhor, e não fazeis o que eu vos digo?
47 ଯେଉଁଲୋକ ମାେ ପାଖକୁ ଆ ସେ, ମାେ ଉପଦେଶ ଶୁଣେ ଓ ତାହାକୁ ମାନେ,
47 Todo aquele que vem a mim, e ouve as minhas palavras, e as pratica, eu vos mostrarei a quem é semelhante:
48 ସେ ଲୋକ ଘର ତିଆରି କରୁଥିବା ଗୋଟିଏ ଲୋକ ଭଳି। ସେ ଗଭୀର କରି ଗାତ ଖୋଳେ ଓ ଦୃଢ ପଥର ଉପରେ ମୂଳଦୁଆ ପକାଏ! ଯେତବେେଳେ ବଢି ଆ ସେ, ପାଣି ସେ ଘରକୁ ଭ ସଇେ ନବୋକୁ ଧକ୍କା ମାନେ, କିନ୍ତୁ ଆଦୌ ହଲଇେ ପରେ ନାହିଁ। କାରଣ ଘରଟି ମଜ୍ଭୁତ ଭାବରେ ତିଆରି ହାଇେଥାଏ।
48 É semelhante ao homem que, edificando uma casa, cavou, abriu profunda vala, e pôs os alicerces sobre a rocha; e vindo a enchente, bateu com ímpeto a torrente naquela casa, e não a pôde abalar, porque tinha sido bem edificada.
49 କିନ୍ତୁ ଯେଉଁ ଲୋକ ମାରେଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୁଳଦୁଆ ନପକାଇ କବଳେ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତବେେଳେ ବଢି ଆ ସେ, ଘରଟି ଅତି ସହଜ ରେ ପଡିଯାଏ ଏବଂ ସଂପୂର୍ଣ୍ଣ ରୂପେ ନଷ୍ଟ ହାଇଯୋଏ।
49 Mas o que ouve e não pratica é semelhante a um homem que edificou uma casa sobre terra, sem alicerces, na qual bateu com ímpeto a torrente, e logo caiu; e foi grande a ruína daquela casa.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Lucas 6, comparar traduções ou montar um estudo — tudo direto pelo WhatsApp.