Lucas 5

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଯୀଶୁ ଗିନସରତେ ହ୍ରଦ କୂଳ ରେ ଠିଆ ହାଇେଥିଲେ। ତାହାଙ୍କ ଚାରିପଟେ ଘରେିଯାଇ ଠିଆ ହବୋକୁ ଲୋକମାନେ ଠଲୋପଲୋ ହେଉଥିଲେ। ସମାନେେ ତାହାଙ୍କ ଠାରୁ ପରମେଶ୍ବରଙ୍କ ଉପଦେଶ ବାଣୀ ଶୁଣିବାକୁ ଚାହୁଁଥିଲେ।
1 Estando Jesus um dia à margem do lago de Genesaré, o povo se comprimia em redor dele para ouvir a palavra de Deus.
2 ଯୀଶୁ ହ୍ରଦ କୂଳ ରେ ଦୁଇଟି ଡଙ୍ଗା ଥୁଆ ହାଇେଥିବାର ଦେଖିଲେ। କେଉଟମାନେ ସହେି ଡଙ୍ଗାରୁ ଓହା୍ଲଇ ତାହାଙ୍କ ଜାଲ ଧୋଉଥିଲେ।
2 Vendo duas barcas estacionadas à beira do lago, - pois os pescadores haviam descido delas para consertar as redes -,
3 ଯୀଶୁ ସେଥିରୁ ଗୋଟିଏ ଡଙ୍ଗା ରେ ଚଢିଗଲେ। ସେ ଡଙ୍ଗାଟି ଶିମାନେ ଙ୍କର ଥିଲା। ଯୀଶୁ ଡଙ୍ଗାଟିକୁ କୂଳଠାରୁ ଅଳ୍ପ ଟିକିଏ ଭିତହକୁ ନାବାକୁ ଶିମାନଙ୍କେୁ କହିଲେ। ତା'ପରେ ସେ ଡଙ୍ଗାଟି ରେ ବସି ପଡିଲେ ଓ ସହେି ଡଙ୍ଗା ଉପରେ ଥାଇ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ।
3 subiu a uma das barcas que era de Simão e pediu-lhe que a afastasse um pouco da terra; e sentado, ensinava da barca o povo.
4 ଉପଦେଶ ଦଇେ ସାରିବା ପରେ ଯୀଶୁ ଶିମାନଙ୍କେୁ କହିଲେ, ଡଙ୍ଗାକୁ ଗଭୀର ଜଳକୁ ନଇେ ଚାଲ। ପାଣି ରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକଇବେ, ତବେେ କିଛି ମାଛ ଧରିବ।
4 Quando acabou de falar, disse a Simão: Faze-te ao largo, e lançai as vossas redes para pescar.
5 ଶମାନେ କହିଲେ, ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।
5 Simão respondeu-lhe: Mestre, trabalhamos a noite inteira e nada apanhamos; mas por causa de tua palavra, lançarei a rede.
6 କେଉଟମାନେ ସମାନଙ୍କେର ଜାଲ ପାଣି ରେ ପକଇେଲେ। ତାହାଙ୍କର ଜାଲସବୁ ଏତେ ମାଛ ରେ ବୋଝଇେ ହାଇଗେଲା ଯେ ଜାଲସବୁ ଛିଣ୍ଡି ୟିବାକୁ ଲାଗିଲା।
6 Feito isto, apanharam peixes em tanta quantidade, que a rede se lhes rompia.
7 ସମାନେେ ସାହାୟ୍ଯ ନିମନ୍ତେ ଅନ୍ୟ ଡଙ୍ଗା ରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛ ରେ ଏତେ ଭର୍ତ୍ତି ହାଇଗେଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡିୟିବାକୁ ଲାଗିଲା।
7 Acenaram aos companheiros, que estavam na outra barca, para que viessem ajudar. Eles vieram e encheram ambas as barcas, de modo que quase iam ao fundo.
8 ଶିମାନେ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡିଏ ମାଛ ଧରିପାରିଥିବାରୁ ଆଶ୍ଚର୍ୟ୍ଯ ହାଇଗେଲେ।
8 Vendo isso, Simão Pedro caiu aos pés de Jesus e exclamou: Retira-te de mim, Senhor, porque sou um homem pecador.
9 ଶିମାନେ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡିଯାଇ କହିଲେ, ହେ ପ୍ରଭୁ! ତୁମ୍ଭେ ମାେ ପାଖରୁ ଚାଲିଯାଅ। ମୁଁ ଜଣେ ପାପୀ ମଣିଷ।
9 É que tanto ele como seus companheiros estavam assombrados por causa da pesca que haviam feito.
10 ଜବଦେିଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ଯ ସହେିଭଳି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଶିମାନଙ୍କେ ସାଙ୍ଗ ରେ ଏକାଠି କାମ କରୁଥିଲେ।
10 O mesmo acontecera a Tiago e João, filhos de Zebedeu, que eram seus companheiros. Então Jesus disse a Simão: Não temas; doravante serás pescador de homens.
11 ତା'ପରେ ସମାନେେ ସମାନଙ୍କେର ଡଙ୍ଗାଗୁଡିକୁ କୂଳକୁ ଆଣିଲେ। ସମାନେେ ସବୁ କିଛି ତ୍ଯାଗ କରିଦଇେ ଯୀଶୁଙ୍କ ଅନୁଗମନ କଲେ।
11 E atracando as barcas à terra, deixaram tudo e o seguiram.
12 ଥରେ ଯୀଶୁ ଗୋଟିଏ ନଗର ରେ ଥିଲେ। ସଠାେରେ ଦହେସାରା କୁଷ୍ଠ ହାଇେ ଯାଇଥିବା ଲୋକଟିଏ ରହୁଥିଲା। ଯେତବେେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, ହେ ପ୍ରଭୁ! ମାେତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛାକଲେ ମାେତେ ସୁସ୍ଥ କରିଦଇେ ପାରିବ।
12 Estando ele numa cidade, apareceu um homem cheio de lepra. Vendo Jesus, lançou-se com o rosto por terra e lhe suplicou: Senhor, se queres, podes limpar-me.
13 ଯୀଶୁ ହାତ ବଢଇେ ସହେି ଲୋକଟିକୁ ଛୁଇଁକରି କହିଲେ, ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହାଇେ ଯାଅ। ତତ୍କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠ ରୋଗ ଦୂର ହାଇଗେଲା।
13 Jesus estendeu a mão, tocou-o e disse: Eu quero; sê purificado! No mesmo instante desapareceu dele a lepra.
14 ଯୀଶୁ ତାହାକୁ ଆଦେଶ ଦେଲେ, ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦହେ ତାହାଙ୍କୁ ଦଖାେଅ। ତୁମ୍ଭେ ସୁସ୍ଥ ହାଇଯୋଇଥିବା ଯୋଗୁଁ ମାଶାଙ୍କେ ଆଦେଶ ଅନୁସାରେ ପରମେଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖଇଦେବେ ଯେ ତୁମ୍ଭେ ସୁସ୍ଥ ହାଇଯୋଇଛ।
14 Ordenou-lhe Jesus que o não contasse a ninguém, dizendo-lhe, porém: Vai e mostra-te ao sacerdote, e oferece pela tua purificação o que Moisés prescreveu, para lhes servir de testemunho.
15 କିନ୍ତୁ ଯୀଶୁଙ୍କ ବିଷୟ ରେ ଖବର ଆହୁରି ଅଧିକରୁ ଅଧିକ ବ୍ଯାପିଗଲା। ଅନକେ ଲୋକ ଉପଦେଶ ଶୁଣିବାକୁ ଓ ରୋଗରୁ ସୁସ୍ଥ ହବୋକୁ ତାହାଙ୍କ ପାଖକୁ ଆସୁଥିଲେ।
15 Entretanto, espalhava-se mais e mais a sua fama e concorriam grandes multidões para o ouvir e ser curadas das suas enfermidades.
16 ଯୀଶୁ କିନ୍ତୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜ୍ଜନ ସ୍ଥାନକୁ ଚାଲି ଯାଉଥିଲେ।
16 Mas ele costumava retirar-se a lugares solitários para orar.
17 ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସଠାେରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ଯ ବସିଥଲେ। ସମାନେେ ଗାଲିଲୀର ପ୍ରେତ୍ୟକକ ନଗରରୁ, ୟିହୂଦା ତଥା ୟିରୁଶାଲମରୁ ଆସିଥି ରେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦବୋପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ।
17 Um dia estava ele ensinando. Ao seu derredor estavam sentados fariseus e doutores da lei, vindos de todas as localidades da Galiléia, da Judéia e de Jerusalém. E o poder do Senhor fazia-o realizar várias curas.
18 ସତେିକି ବେଳେ କେତକେ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟ ରେ ବୋହିକରି ଯୀଶୁଙ୍କ ପାଖକୁ ଆଣିଲେ। ସମାନେେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗ ରେ ରଖିବା ପାଇଁ ଚେଷ୍ଟା କଲେ।
18 Apareceram algumas pessoas trazendo num leito um homem paralítico; e procuravam introduzi-lo na casa e pô-lo diante dele.
19 କିନ୍ତୁ ସଠାେରେ ଏତେ ଲୋକ ଥିଲେ ଯେ ସମାନେେ ଯୀଶୁଙ୍କ ପାଖକୁ ୟିବାକୁ ବାଟ ପାଇଲେ ନାହିଁ। ତେଣୁ ସମାନେେ ଛାତ ଉପରକୁ ଚାଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସମାନେେ ସହେି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖ ସଇେ ଦେଲେ।
19 Mas não achando por onde o introduzir, por causa da multidão, subiram ao telhado e por entre as telhas o arriaram com o leito ao meio da assembléia, diante de Jesus.
20 ସହେି ଲୋକମାନଙ୍କର ବିଶ୍ବାସ ଦେଖି ଯୀଶୁ ସହେି ରୋଗୀଟିକୁ କହିଲେ, ବନ୍ଧୁ! ତୁମ୍ଭର ପାପ କ୍ଷମା କରିଦିଆଗଲା।
20 Vendo a fé que tinham, disse Jesus: Meu amigo, os teus pecados te são perdoados.
21 ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, ଏ ଲୋକ କିଏ? ଏ ପରମେଶ୍ବରଙ୍କୁ ଅପମାନ କରୁଛି। କବଳେ ପରମେଶ୍ବର ପାପ କ୍ଷମା କରିପାରନ୍ତି?
21 Então os escribas e os fariseus começaram a pensar e a dizer consigo mesmos: Quem é este homem que profere blasfêmias? Quem pode perdoar pecados senão unicamente Deus?
22 କିନ୍ତୁ ଯୀଶୁ ଜାଣପାରିଲେ ଯେ ସମାନେେ କ'ଣ ଭାବୁଛନ୍ତି। ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ଏଭଳି ବିଚାର କାହିଁକି ଆଣୁଛ?
22 Jesus, porém, penetrando nos seus pensamentos, replicou-lhes: Que pensais nos vossos corações?
23 କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ 'ତୁମ୍ଭ ପାପ କ୍ଷମା କରି ଦିଆଗଲା' ନା ଏକଥା କହିବା ଯେ ଉଠ ଓ ଚାଲ?'
23 Que é mais fácil dizer: Perdoados te são os pecados; ou dizer: Levanta-te e anda?
24 ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦଖାଇେ ଦବେି ଯେ, ମନୁଷ୍ଯପୁତ୍ରଙ୍କର ପାପ କ୍ଷମା କରିବାର ଶକ୍ତି ଅଛି। ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।
24 Ora, para que saibais que o Filho do Homem tem na terra poder de perdoar pecados {disse ele ao paralítico}, eu te ordeno: levanta-te, toma o teu leito e vai para tua casa.
25 ସେ ତତ୍କ୍ଷଣାତ୍ ସମାନଙ୍କେ ସାମନା ରେ ଉଠି ଠିଆ ହେଲା। ଯେଉଁ ବିଛଣା ଉପରେ ସେ ଶାଇେ ଥିଲା, ତାହା ଧରି ପରମେଶ୍ବରଙ୍କ ସ୍ତୁତିଗାନ କରି ନିଜ ଘରକୁ ଚାଲିଗଲା।
25 No mesmo instante, levantou-se ele à vista deles, tomou o leito e partiu para casa, glorificando a Deus.
26 ସଠାେରେ ଯେଉଁମାନେ ଉପସ୍ଥିତ ଥିଲେ, ସମାନେେ ସମସ୍ତେ ଆଶ୍ଚର୍ୟ୍ଯ ହାଇଯୋଇ ପରମେଶ୍ବରଙ୍କ ଗୁଣଗାନ କରିବାକୁ ଲାଗିଲେ। ପରମେଶ୍ବରଙ୍କ ଶକ୍ତି ଦେଖି ସମାନଙ୍କେ ହୃଦୟ ଭକ୍ତି ରେ ଭରିଗଲା। ସମାନେେ କହି ଉଠିଲେ, ଆଜି ଆମ୍ଭମାନେେ ବିସ୍ମୟ ଜନକ ଘଟଣାମାନ ଦେଖିଛୁ।
26 Todos ficaram transportados de entusiasmo e glorificavam a Deus; e tomados de temor, diziam: Hoje vimos coisas maravilhosas.
27 ଏହାପରେ ଯୀଶୁ ସଠାରୁେ ଚାଲିଗଲେ। ସେ କର ଆଦାୟ କରା ଯାଉଥିବା କାର୍ୟ୍ଯାଳୟ ରେ ଲବେୀ ନାମକ ଜଣେ କର ଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, ମାରେଅନୁସହଣ କର।
27 Depois disso, ele saiu e viu sentado ao balcão um coletor de impostos, por nome Levi, e disse-lhe: Segue-me.
28 ଲବେୀ ଉଠି ପଡିଲେ। ସେ ସବୁକିଛି ପରିତ୍ଯାଗ କରି ଯୀଶୁଙ୍କୁ ଅନୁସରଣ କଲେ।
28 Deixando ele tudo, levantou-se e o seguiu.
29 ଲବେୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘ ରେ ଗୋଟିଏ ବଡ ଭୋଜି ଦେଲେ। ଅନକେ କର ଆଦାୟକାରୀ ଓ ଅନ୍ୟ କେତକେ ଲୋକ ମଧ୍ଯ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ।
29 Levi deu-lhe um grande banquete em sua casa; vários desses fiscais e outras pessoas estavam sentados à mesa com eles.
30 ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ଯମାନଙ୍କ ଆଗ ରେ ଅଭିଯୋଗ କଲେ, ତୁମ୍ଭମାନେେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?
30 Os fariseus e os seus escribas puseram-se a criticar e a perguntar aos discípulos: Por que comeis e bebeis com os publicanos e pessoas de má vida?
31 ଯୀଶୁ ସମାନଙ୍କେୁ କହିଲେ, ସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ଯକତା ନାହିଁ। କିନ୍ତୁ ଅସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ଯକତା ରହିଛି।
31 Respondeu-lhes Jesus: Não são os homens de boa saúde que necessitam de médico, mas sim os enfermos.
32 ମୁଁ ଧାର୍ମିକ ଲୋକମାନଙ୍କୁ ପରିବର୍ତ୍ତନ ସକାେଶ ଆସିନାହିଁ। ମୁଁ ପାପୀମାନଙ୍କ ପାଇଁ ଆସିଛି। ସମାନେେ ନିଜ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ।
32 Não vim chamar à conversão os justos, mas sim os pecadores.
33 ସମାନେେ ଯୀଶୁଙ୍କୁ କହିଲେ, ଯୋହନଙ୍କ ଶିଷ୍ଯମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ଯମାନେ ସହେିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ଯମାନେ ସବୁବେଳେ ଖିଆପିଆ କରୁଛନ୍ତି।
33 Eles então lhe disseram: Os discípulos de João e os discípulos dos fariseus jejuam com freqüência e fazem longas orações, mas os teus comem e bebem...
34 ଯୀଶୁ ସମାନଙ୍କେୁ କହିଲେ, ବର, ବରଯାତ୍ରୀ ସହିତ ଥିବା ପର୍ୟ୍ଯନ୍ତ ତୁମ୍ଭେ କ'ଣ ବରଯାତ୍ରୀମାନଙ୍କୁ ଉପବାସ ରେ ରଖି ପାରିବ?
34 Jesus respondeu-lhes: Porventura podeis vós obrigar a jejuar os amigos do esposo, enquanto o esposo está com eles?
35 କିନ୍ତୁ ସମୟ ଆସିବ, ଯେତବେେଳେ ସମାନଙ୍କେ ପାଖରୁ ବରକୁ ଛଡାଇ ନିଆୟିବ। ସେତବେେଳେ ସମାନେେ ଉପବାସ କରିବେ।
35 Virão dias em que o esposo lhes será tirado; então jejuarão.
36 ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ଜଣେ ଲୋକ ଗୋଟିଏ ପୁରୁଣା ଚାଦର ରେ ତାଳି ପକାଇବାକୁ କୌଣସି ନୂଆ ଚାଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁଲୋକ ଏଭଳି କରେ, ତା'ର ନୂଆ ଚାଦରଟିତ ନଷ୍ଟ ହାଇଯୋଏ ପୁଣି ନୂଆ ଚାଦରରୁ ଚିରା ହାଇେଥିବା ତାଳି ପୁରୁଣା ଚାଦର ସାଙ୍ଗ ରେ ମିଶେ ନାହିଁ।
36 Propôs-lhes também esta comparação: Ninguém rasga um pedaço de roupa nova para remendar uma roupa velha, porque assim estragaria uma roupa nova. Além disso, o remendo novo não assentaria bem na roupa velha.
37 କୌଣସି ଲୋକ ପୁରୁଣା ଚମଡା ଥଳିଗୁଡିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତବେେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା ଥଳିଗୁଡିକୁ ଚିରିଦବେ। ଦ୍ରାକ୍ଷାରସ ଢାଳି ହାଇଯେିବ ଓ ଥଳିଗୁଡିକ ନଷ୍ଟ ହାଇଯେିବ।
37 Também ninguém põe vinho novo em odres velhos; do contrário, o vinho novo arrebentará os odres e entornar-se-á, e perder-se-ão os odres;
38 ତେଣୁ ଲୋକେ ସଦା ବେଳେ ନୂଆ ଦ୍ରାକ୍ଷାରସ ନୂଆ ଚମଡା ଥଳି ରେ ରଖଥା'ନ୍ତି।
38 mas o vinho novo deve-se pôr em odres novos, e assim ambos se conservam.
39 ପୁରୁଣା ଦ୍ରାକ୍ଷାରସ ପିଇ ସାରି କୌଣସି ଲୋକ କବେେ ହେଲେ ନୂଆ ଦ୍ରାକ୍ଷାରସ ପିଇବାକୁ ଇଚ୍ଛା କରନୋହିଁ। କାରଣ ସେ କ ହେ, ପୁରୁଣା ଦ୍ରାକ୍ଷାରସ ସୁଆଦ।
39 Demais, ninguém que bebeu do vinho velho quer já do novo, porque diz: O vinho velho é melhor.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Lucas 5, comparar traduções ou montar um estudo — tudo direto pelo WhatsApp.