Lucas 4
Oriya Bible (GL_ORIYA) vs NVT
1 ଯୀଶୁ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ୟର୍ଦ୍ଦନ ନଦୀରୁ ବାହୁଡି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢାଇ ନଇଗେଲେ।
1 Jesus, cheio do Espírito Santo, voltou do rio Jordão e foi conduzido pelo Espírito no deserto,
2 ସଠାେରେ ଶୟତାନ ଚାଳିଶ ଦିନ ପର୍ୟ୍ଯନ୍ତ ତାହାଙ୍କର ପରୀକ୍ଷା ନଲୋ। ସହେି ଦିନମାନଙ୍କ ରେ ଯୀଶୁ କିଛି ନଖାଇ ନପିଇ ରହିଲେ। ସହେି ଦିନତକ ସରିୟିବା ପରେ ଯୀଶୁଙ୍କୁ ବଡ ଭୋକ ଲାଗିଲା।
2 onde foi tentado pelo diabo durante quarenta dias. Não comeu nada durante todo esse tempo, e teve fome.
3 ଶୟତାନ ଯୀଶୁଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ସନ୍ତାନ ତବେେ ଏହି ପଥରଟିକୁ କୁହ, ସେ ରୋଟୀ ହାଇଯୋଉ।
3 Então o diabo lhe disse: “Se você é o Filho de Deus, ordene que esta pedra se transforme em pão”.
4 ଏହାଶୁଣି ଯୀଶୁ ତାହାକୁ ଉତ୍ତର ଦେଲେ,
4 Jesus, porém, respondeu: “As Escrituras dizem: ‘Uma pessoa não vive só de pão’”.
5 ତା'ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନଇଯାେଇ କ୍ଷଣକ ମଧିଅରେ ସାରା ସଂସାରର ସମସ୍ତ ରାଜ୍ଯ ଦଖାଇେ ଦଲୋ।
5 Então o diabo o levou a um lugar alto e, num momento, lhe mostrou todos os reinos do mundo.
6 ଶୟତାନ ଯୀଶୁଙ୍କୁ କହିଲା, ମୁଁ ଏହିସବୁ ରାଜ୍ଯ ଏବଂ ସମାନଙ୍କେର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦଇେ ଦବେି। ସଗେୁଡିକୁ ମାେତେ ଦିଆ ଯାଇଛି। ମୁଁ ଯାହାକୁ ଚାହିଁବି, ତାହାକୁ ଏ ସମସ୍ତ ଦଇପୋରିବି।
6 “Eu lhe darei a glória destes reinos e autoridade sobre eles, pois são meus e posso dá-los a quem eu quiser”, disse o diabo.
7 ତବେେ ଯଦି ତୁମ୍ଭେ ମାେତେ ଉପାସନା କରିବ, ତବେେ ମୁଁ ଏସବୁ ତୁମ୍ଭକୁ ଦଇେ ଦବେି।
7 “Eu lhe darei tudo se me adorar.”
8 ଯୀଶୁ ଉତ୍ତର ଦେଲେ, ଶାସ୍ତ୍ର ରେ ଲଖାେଅଛି:
8 Jesus respondeu: “As Escrituras dizem: ‘Adore o Senhor, seu Deus, e sirva somente a ele’”.
9 ତା'ପରେ ସେ ଯୀଶୁଙ୍କୁ ୟିରୁଶାଲମେକୁ ନଇଗେଲା ଓ ସଠାେରେ ମନ୍ଦିରର ଶିଖର ରେ ଠିଆ କରାଇ ଦଲୋ। ସେ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପରମେଶ୍ବରଙ୍କ ପୁତ୍ର, ତବେେ ଏହିଠାରୁ ତଳକୁ ଡଇେଁପଡ।
9 Então o diabo o levou a Jerusalém, até o ponto mais alto do templo, e disse: “Se você é o Filho de Deus, salte daqui.
10 ଶାସ୍ତ୍ର ରେ ଲଖାେଅଛି:
10 Pois as Escrituras dizem: ‘Ele ordenará a seus anjos que o protejam.
11 ଏହା ମଧ୍ଯ ଲଖାେଅଛି:
11 Eles o sustentarão com as mãos, para que não machuque o pé em alguma pedra’”.
12 ଯୀଶୁ କହିଲେ, ଶାସ୍ତ୍ର ରେ ଏ କଥା ମଧ୍ଯ ଲଖାେଅଛି:
12 Jesus respondeu: “As Escrituras dizem: ‘Não ponha à prova o Senhor, seu Deus’”.
13 ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନଇେ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡି ଚାଲିଗଲା।
13 Quando o diabo terminou de tentar Jesus, deixou-o até que surgisse outra oportunidade.
14 ପବିତ୍ର ଆତ୍ମାଙ୍କ ଦ୍ବାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫରେିଗଲେ। ଗାଲିଲୀର ଚାରିଆଡେ ଯୀଶୁଙ୍କ ବିଷୟ ରେ ଖବର ବ୍ଯାପିଗଲା।
14 Então Jesus, cheio do poder do Espírito, voltou para a Galileia. Relatos a seu respeito se espalharam rapidamente por toda a região.
15 ଯୀଶୁ ସମାନଙ୍କେର ସମାଜଗୃହମାନଙ୍କ ରେ ଉପଦେଶ ଦବୋ ଆରମ୍ଭ କଲେ। ସମସ୍ତେ ତାହାଙ୍କର ପ୍ରଶଂସା କରୁଥିଲେ।
15 Ele ensinava nas sinagogas, e todos o elogiavam.
16 ତା'ପରେ ସେ ନାଜରିତକୁ ଆସିଲେ। ନାଜରିତ ରେ ସେ ପ୍ରତିପାଳିତ ହାଇେଥିଲେ। ସବୁଥର ଭଳି ସେ ବିଶ୍ରାମଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।
16 Quando Jesus chegou a Nazaré, cidade de sua infância, foi à sinagoga no sábado, como de costume, e se levantou para ler as Escrituras.
17 ଭବିଷ୍ଯଦ୍ବକ୍ତା ୟିଶାୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖାଲିେ ଯେଉଁ ଜାଗା ରେ ଏହା ଲଖାେଥିଲା, ତାହା ପାଇଲେ:
17 Entregaram-lhe o livro do profeta Isaías, e ele o abriu e encontrou o lugar onde estava escrito:
18 ପ୍ରଭୁଙ୍କ ଆତ୍ମା ମାେ' ଠା ରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ପରମେଶ୍ବର ମାେତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହାଇେ ପାରିଛନ୍ତି, ଏହା ସମାନଙ୍କେୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖିପାରିବେ ବୋଲି ସମାନଙ୍କେୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦବୋକୁ
18 “O Espírito do Senhor está sobre mim, pois ele me ungiu para trazer as boas-novas aos pobres. Ele me enviou para anunciar que os cativos serão soltos, os cegos verão, os oprimidos serão libertos,
19 ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘାଷେଣା କରିବାକୁ ପ୍ରଭୁ ମାେତେ ପଠାଇଛନ୍ତି। ୟିଶାଇୟ 61:1-2
19 e que é chegado o tempo do favor do Senhor”.
20 ଯୀଶୁ ପୁସ୍ତକ ବନ୍ଦ କରି ସବେକଙ୍କୁ ଫରୋଇ ଦେଲେ। ତାପରେ ସେ ବସି ପଡିଲେ। ସମାଜଗୃହ ରେ ଥିବା ପ୍ରେତ୍ୟକକ ଲୋକର ଲକ୍ଷ୍ଯ ତାହାଙ୍କ ଉପରେ ଥିଲା।
20 Jesus fechou o livro, devolveu-o ao assistente e sentou-se. Todos na sinagoga o olhavam atentamente.
21 ଯୀଶୁ ସମାନଙ୍କେୁ କହିଲେ, ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲା, ତାହା ତୁମ୍ଭମାନେେ ଶୁଣିଲା ବେଳେ ଶାସ୍ତ୍ର ରେ ଏହି ବାକ୍ଯ ଏବେ ସଫଳ ହେଲା।
21 Então ele começou a dizer: “Hoje se cumpriram as Escrituras que vocês acabaram de ouvir”.
22 ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ଯ ବାହାରି ଆସୁଥିଲା, ସେଥି ରେ ସମସ୍ତେ ବିସ୍ମିତ ହାଇେ ଯାଉଥିଲେ। ସମାନେେ କହୁଥିଲେ, ଏ କ'ଣ ୟୋ ସଫଙ୍କେ ପୁଅ ନୁହେଁ?
22 Todos falavam bem dele e estavam admirados com as palavras de graça que saíam de seus lábios. Contudo, perguntavam: “Não é esse o filho de José?”.
23 ଯୀଶୁ ସମାନଙ୍କେୁ କହିଲେ, ମୁଁ ଜାଣିଛି ଯେ, ତୁମ୍ଭମାନେେ ମାେତେ ସହେି ପୁରୁଣା ଉକ୍ତିଟି କହିବ, 'ଆ ରେ ବଇଦ, ଆଗ ନିଜକୁ ଭଲ କର।' ତୁମ୍ଭେ କହିବିକୁ ଚାହୁଁଛ, କଫର୍ନାହୂମ ରେ ତୁମ୍ଭେ ଯାହା ସବୁ କରୁଛ ବୋଲି ଆମ୍ଭମାନେେ ଶୁଣିଛୁ, ସହେିସବୁ ଏବେ ନିଜ ପୈତୃକ ନଗର ରେ ମଧ୍ଯ କର।
23 Então ele disse: “Sem dúvida, vocês citarão para mim o ditado: ‘Médico, cure a si mesmo’, ou seja, ‘Faça aqui, em sua cidade, o mesmo que fez em Cafarnaum’.
24 ତା'ପରେ ଯୀଶୁ ସମାନଙ୍କେୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, କୌଣସି ଭବିଷ୍ଯଦ୍ବକ୍ତାକୁ ନିଜ ନଗର ରେ ଗ୍ରହଣ କରାଯାଏ ନାହିଁ।
24 Eu, porém, lhes digo a verdade: nenhum profeta é aceito em sua própria cidade.
25 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏଲିୟଙ୍କ ସମୟରେ ଇସ୍ରାଯଲେ ରେ ଯେତବେେଳେ ତିନି ବର୍ଷ ଛଅ ମାସ ପର୍ୟ୍ଯନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶ ରେ ଭୀଷଣ ଦୁର୍ଭିକ୍ଷ ପଡିଲା, ସେତବେେଳେ ଇଶ୍ରାୟେଲ ରେ ବହୁ ସଂଖ୍ଯା ରେ ବିଧବା ଥିଲେ।
25 “Por certo havia muitas viúvas necessitadas em Israel no tempo de Elias, quando o céu se fechou por três anos e meio e uma fome terrível devastou a terra.
26 କିନ୍ତୁ ଏଲିୟଙ୍କୁ ସମାନଙ୍କେ ମଧ୍ଯରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କବଳେ ସୀଦୋନ ଅଞ୍ଚଳର ସାରିଫତ ରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।
26 E, no entanto, Elias não foi enviado a nenhuma delas, mas sim a uma estrangeira, uma viúva de Sarepta, na região de Sidom.
27 ଆହୁରି ମଧ୍ଯ ଭବିଷ୍ଯଦ୍ବକ୍ତା ଏଲୀଶାୟଙ୍କ ସମୟରେ ଇଶ୍ରାୟେଲ ରେ ଅନକେ କୁଷ୍ଠ ରୋଗୀ ଥିଲେ। ତଥାପି ସମାନଙ୍କେ ମଧ୍ଯରୁ, କାହାରିକୁ ଆରୋଗ୍ୟ କରାଯାଇ ନଥିଲା। କବଳେ ସୁରିଆ ଦେଶର ନାମାନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ ଇଶ୍ରାୟେଲର ଲୋକ ନଥିଲେ।
27 E havia muitos leprosos em Israel no tempo do profeta Eliseu, mas o único que ele curou foi Naamã, o sírio”.
28 ସମାଜଗୃହର ରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ।
28 Quando ouviram isso, aqueles que estavam na sinagoga ficaram furiosos.
29 ଲୋକମାନେ ଉଠି ପଡିଲେ ଓ ଜାରେ ଜବରଦସ୍ତି ୟିଶୁଙ୍କୁ ନଗର ମଧ୍ଯରୁ ବାହାର କରି ଦେଲେ। ସମାନଙ୍କେ ନଗର ଗୋଟିଏ ପାହାଡ ଉପରେ ନିର୍ମିତ ଥିଲା। ସମାନେେ ଯୀଶୁଙ୍କୁ ପାହାଡର ଧାରକୁ ନଇଗେଲେ। ସମାନେେ ଯୀଶୁଙ୍କୁ ସଠାରୁେ ତଳକୁ ଫିଙ୍ଗି ଦବୋକୁ ଚାହୁଁଥିଲେ।
29 Levantaram-se, expulsaram Jesus da cidade e o arrastaram até a beira do monte sobre o qual a cidade tinha sido construída. Pretendiam empurrá-lo precipício abaixo,
30 କିନ୍ତୁ ଯୀଶୁ ସମାନଙ୍କେ ମଧ୍ଯ ଦଇେ ଚାଲିଗଲେ।
30 mas ele passou por entre a multidão e seguiu seu caminho.
31 ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାର ରେ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ।
31 Então Jesus foi a Cafarnaum, uma cidade na Galileia, onde ensinava na sinagoga aos sábados.
32 ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥଲେ।
32 Ali também o povo ficou admirado com seu ensino, pois ele falava com autoridade.
33 ସହେି ସମାଜଗୃହ ରେ ଥିବା ଜଣେ ଲୋକ ଦହେ ରେ ଦୁଷ୍ଟାତ୍ମା ଆସି ରହିଥଲା। ସେ ବଡପାଟି ରେ ଚିତ୍କାର କରି କହିଲା,
33 Certa ocasião, estando ele na sinagoga, um homem possuído por um demônio, um espírito impuro, gritou:
34 ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭମାନଙ୍କୁ ଧ୍ବଂସ କରିଦବୋକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ବରଙ୍କ ସହେି ପବିତ୍ର ବ୍ଯକ୍ତି।
34 “Por que vem nos importunar, Jesus de Nazaré? Veio para nos destruir? Sei quem é você: o Santo de Deus!”.
35 ଯୀଶୁ ତାହାକୁ ଧମକ ଦଇେ କହିଲେ, ଚୁପ୍ କର ଏହି ଲୋକର ଦହରେୁ ବାହାରିଯା। ଏହାପରେ ଦୁଷ୍ଟାତ୍ମା ସହେି ଲୋକଟିକୁ ସମସ୍ତଙ୍କ ସାମନା ରେ ତଳେ ପକାଇ ଦଲୋ ଓ ତାହାର କୌଣସି କ୍ଷତି ନକରି ତା' ଦହରେୁ ବାହାରିଗଲା।
35 Jesus o repreendeu, dizendo: “Cale-se! Saia deste homem!”. Então o espírito jogou o homem no chão à vista da multidão e saiu dele, sem machucá-lo.
36 ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କୁହାକୁହି ହେଲେ, ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।
36 Admirado, o povo exclamava: “Que autoridade e poder ele tem! Até os espíritos impuros lhe obedecem e saem quando ele ordena!”.
37 ସହେି ଅଞ୍ଚଳର ସବୁ ସ୍ଥାନ ରେ ଯୀଶୁଙ୍କ ବିଷୟ ରେ ଏହି ଖବର ବ୍ଯାପିଗଲା।
37 E as notícias a respeito de Jesus se espalharam pelos povoados de toda a região.
38 ଯୀଶୁ ସମାଜଗୃହ ଛାଡି ଶିମାନଙ୍କେ ଘରକୁ ଗଲେ। ଶିମାନଙ୍କେ ଶାଶୁଙ୍କୁ ଭୟଙ୍କର ଜ୍ବର ହାଇେଥିଲା। ସମାନେେ ଯୀଶୁଙ୍କୁ, ତାହାଙ୍କୁ ସାହାୟ୍ଯ କରିବା ପାଇଁ କହିଲେ।
38 Depois de sair da sinagoga naquele dia, Jesus foi à casa de Simão, onde encontrou a sogra dele muito doente, com febre alta. Quando os presentes suplicaram por ela,
39 ଯୀଶୁ ତାହାଙ୍କର ପାଖ ରେ ଠିଆ ହାଇେ ଜ୍ବରକୁ ଧମକ ଦେଲେ। ତାହାଙ୍କର ଜ୍ବର ଛାଡିଗଲା। ତା'ପରେ ସେ ଉଠି ସମାନଙ୍କେର ସବୋ ରେ ଲାଗିପଡିଲେ।
39 Jesus se pôs ao lado da cama e repreendeu a febre, que a deixou. Ela se levantou de imediato e passou a servi-los.
40 ସୂର୍ୟ୍ଯ ଅସ୍ତ ହାଇଯେିବା ପରେ ଲୋକମାନେ ସମାନଙ୍କେର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନଙ୍କେଠା ରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସମାନଙ୍କେୁ ସୁସ୍ଥ କରି ଦେଲେ।
40 Quando o sol se pôs, as pessoas trouxeram seus familiares enfermos até ele. Qualquer que fosse a doença, ao pôr as mãos sobre eles, Jesus curava a todos.
41 ଆଉ ମଧ୍ଯ ସମାନଙ୍କେ ମଧିଅରେ ଥିବା ଅନକଙ୍କେ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, ତୁମ୍ଭେ ପରମେଶ୍ବରଙ୍କର ପୁତ୍ର। କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠାେର ଆଜ୍ଞା ଦେଲେ। କାରଣ ସହେି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ବଯଂ ଖ୍ରୀଷ୍ଟ।
41 Muitos estavam possuídos por demônios, que saíam gritando: “Você é o Filho de Deus!”. Jesus, no entanto, os repreendia e não permitia que falassem, pois sabiam que ele era o Cristo.
42 ଯୀଶୁ ଏକାକୀ ରହିବା ଉଦ୍ଦେଶ୍ଯ ରେ ତା'ପର ଦିନ ସକାଳେ ସେ ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖାଜେିଲେ। ଖାଜେି ଖାଜେି େଶଷରେ ସମାନେେ ଯୀଶୁ ଯେଉଁଠା ରେ ଥିଲେ, ସଠାେରେ ପହଞ୍ଚିଗଲେ। ଯୀଶୁ ସମାନଙ୍କେୁ ଛାଡି କରି କୁଆଡେ ନଯା'ନ୍ତୁ ବୋଲି ସମାନେେ ଚାହୁଁଥିଲେ। ତେଣୁ ସମାନେେ ଯାଶୁଙ୍କୁ ଅଟକଇବୋକୁ ଚେଷ୍ଟାକଲେ।
42 Logo cedo na manhã seguinte, Jesus retirou-se para um lugar isolado. As multidões o procuravam por toda parte e, quando finalmente o encontraram, suplicaram que não as deixasse.
43 କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ମାେତେ ଅନ୍ୟ ନଗରମାନଙ୍କ ରେ ମଧ୍ଯ ପ୍ରଚାର କରିବାକୁ ପଡିବ। କାରଣ ମାେତେ ଏଥିପାଇଁ ପଠାଯାଇଛି।
43 Ele, porém, disse: “Preciso anunciar as boas-novas do reino de Deus também em outras cidades, pois para isso fui enviado”.
44 ଏହିଭଳି ଭାବରେ ଯୀଶୁ ଯିହୁଦା ରେ ବିଭିନ୍ନ ସମାଜଗୃହମାନଙ୍କ ରେ ଉପଦେଶ ପ୍ରଚାର କରିବାକୁ ଲାଗିଲେ।
44 E continuou a anunciar sua mensagem nas sinagogas da Judeia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 4, comparar traduções ou montar um estudo — tudo direto pelo WhatsApp.