Lucas 3
Oriya Bible (GL_ORIYA) vs NAA
1 ତିବିରିଅ କାଇସରଙ୍କ ରାଜ୍ବତର ପନ୍ଦରତମ ବର୍ଷ ସମୟର କଥା।
1 No décimo quinto ano do reinado de Tibério César, sendo Pôncio Pilatos governador da Judeia, Herodes, tetrarca da Galileia, seu irmão Filipe, tetrarca da região da Itureia e Traconites, e Lisânias, tetrarca de Abilene,
2 ହାନାନ ଓ କଯାଫା ମହାୟାଜକ ଥିଲେ। ସହେି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ବରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ।
2 sendo sumos sacerdotes Anás e Caifás, a palavra de Deus veio a João, filho de Zacarias, no deserto.
3 ଯୋହନ ୟର୍ଦ୍ଦନ ନଦୀର ଚାରିପାଖଯାକ ସବୁଅଞ୍ଚଳ ରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଚାର କଲେ ଯେ ସମାନେେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସମାନଙ୍କେର ପାପଗୁଡିକୁ କ୍ଷମା କରି ଦିଆୟିବ।
3 Ele percorreu toda a região nas imediações do rio Jordão, pregando batismo de arrependimento para remissão de pecados,
4 ଏହା ଭବିଷ୍ଯଦ୍ବକ୍ତା ଯାଶାୟଙ୍କ ବାକ୍ଯ ସମ୍ବଳିତ ପୁସ୍ତକରେ ଲଖାେଥିବା କଥା ଥିଲା। ସେଥି ରେ ଲଖାେଥିଲା:
4 conforme está escrito no livro das palavras do profeta Isaías: “Voz do que clama no deserto: Preparem o caminho do Senhor, endireitem as suas veredas.
5 ପ୍ରେତ୍ୟକକ ଉପତ୍ୟକା ପୁର୍ଣ୍ଣ କରି ଦିଆୟିବ। ପ୍ରେତ୍ୟକକ ପର୍ବତ ଓ ପାହାଡ ସମତଳ ହାଇଯେିବ। ବଙ୍କା ରାସ୍ତା ସବୁ ସିଧା କରି ଦିଆୟିବ ଓ ଖାଲଢିପ ରାସ୍ତା ସବୁ ସମତଳ କରି ଦିଆୟିବ।
5 Todos os vales serão aterrados, e todos os montes e colinas serão nivelados; os caminhos tortuosos serão retificados, e as estradas irregulares serão aplanadas;
6 ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପରିତ୍ରାଣ ବିଷୟ ରେ ଜାଣିବେ।'ୟିଶାଇୟ 40:3-5
6 e toda a humanidade verá a salvação que vem de Deus.”
7 ଯୋହନଙ୍କ ନିକଟକୁ ବାପ୍ତିଜିତ ହବୋ ପାଇଁ ଲୋକମାନେ ଆସିଲେ। ଯୋହନ ସମାନଙ୍କେୁ କହିଲେ, ତୁମ୍ଭମାନେେ ବିଷଧର ସାପ ଭଳି। ପରମେଶ୍ବରଙ୍କ ଆସୁଥିବା ମହା କୋରଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚତାଇେ ଦଲୋ?
7 João dizia às multidões que saíam para ser batizadas: — Raça de víboras! Quem deu a entender que vocês podem fugir da ira vindoura?
8 ତୁମ୍ଭମାନେେ ପ୍ରକୃତ ରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ହବେ। ଗର୍ବ କରି କୁହନାହିଁ ଯେ 'ଅବ୍ରାହାମ ଆମ୍ଭମାନଙ୍କର ପିତା।' ମୁଁ ତୁମ୍ଭମାନଙ୍କୁ କହୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରନ୍ତି।
8 Produzam frutos dignos de arrependimento! E não comecem a dizer uns aos outros: “Temos por pai Abraão”, porque eu afirmo a vocês que Deus pode fazer com que destas pedras surjam filhos a Abraão.
9 ଗଛ ମୂଳ ରେ କୁରାଢି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦଇପୋରୁନାହିଁ, ସହେି ପ୍ରେତ୍ୟକକ ଗଛକୁ କାଟିଦିଆୟିବ ଏବଂ ନିଆଁ ରେ ଫିଙ୍ଗି ଦିଆୟିବ।
9 E também o machado já está posto à raiz das árvores. Portanto, toda árvore que não produz bom fruto é cortada e lançada ao fogo.
10 ଲୋକମାନେ ତାହାଙ୍କୁ ପଚାରିଲେ, ତବେେ ଆମ୍ଭମାନେେ କ'ଣ କରିବୁ?
10 Então as multidões perguntaram a João: — O que é que devemos fazer?
11 ଯୋହନ ସମାନଙ୍କେୁ ଉତ୍ତର ଦେଲେ, ଯଦି ତୁମ୍ଭ ପାଖ ରେ ଦୁଇଟି କୁର୍ତ୍ତା ଅଛି ତବେେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖ ରେ ଖାଦ୍ୟ ଅଛି ତବେେ ତାହାକୁ ମଧ୍ଯ ବାଣ୍ଟିଦିଅ।
11 Ele respondeu: — Quem tiver duas túnicas reparta com quem não tem, e quem tiver comida faça o mesmo.
12 କେତକେ କର ଆଦାୟକାରୀ ବାପ୍ତିଜିତ ହବୋ ପାଇଁ ଆସିଲେ। ସମାନେେ ଯୋହନଙ୍କୁ ପଚାରିଲେ, ହେ ଗୁରୁ! ଆମ୍ଭମାନେେ କ'ଣ କରିବୁ?
12 Também alguns publicanos chegaram para ser batizados e perguntaram a João: — Mestre, o que devemos fazer?
13 ଯୋହନ ସମାନଙ୍କେୁ କହିଲେ, ତୁମ୍ଭକୁ ଯେତିକି ନବୋକୁ ଆଦେଶ ଦିଆଯାଇଛି, ତା ଠାରୁ ଅଧିକ କର ଲୋକମାନଙ୍କ ଠାରୁ ନିଅ ନାହିଁ।
13 Ele respondeu: — Não cobrem mais do que o estipulado.
14 ସୈନ୍ଯମାନେ ତାହାଙ୍କୁ ପଚାରିଲେ, ଆମ୍ଭକୁ କ'ଣ କରିବାକୁ ହବେ?
14 Também soldados lhe perguntaram: — E nós, o que devemos fazer? E ele lhes disse: — Não sejam prepotentes, não façam denúncias falsas e contentem-se com o salário que vocês recebem.
15 ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷା ରେ ଥିଲେ। ଯୋହନଙ୍କ ବିଷୟ ରେ ସମାନେେ ମନେ ମନେ ଭାବୁଥିଲେ, ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।
15 Estando o povo na expectativa, e pensando todos em seu íntimo a respeito de João, se por acaso ele não seria o próprio Cristo,
16 ସେତବେେଳେ ଯୋହନ ସମାନଙ୍କେୁ କହିଲେ, ମୁଁ ତ ତୁମ୍ଭମାନଙ୍କୁ ଜଳ ରେ ବାପ୍ତିଜିତ କରୁଛି, କିନ୍ତୁ ମାେ' ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ୟୋତାର ଫିତା ଫିଟାଇବାକୁ ମଧ୍ଯ ମୁଁ ଯୋଗ୍ଯ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିଜିତ କରିବେ।
16 João tratou de explicar a todos: — Eu, na verdade, batizo vocês com água, mas vem aquele que é mais poderoso do que eu, do qual não sou digno de desamarrar as correias das suas sandálias; ele os batizará com o Espírito Santo e com fogo.
17 ତାହାଙ୍କ ହାତ ରେ ଖଳା ସଫା କରିବାର କୁଲା ଅଛି। ସେଥି ରେ ସେ ଶସ୍ଯକୁ ଅଗାଡି ଠାରୁ ଅଲଗା କରି ଦବେେ। ସେ ଭଲ ଶସ୍ଯତକ ସଂଗ୍ରହ କରି ଅମାର ରେ ନଇେ ରଖିବେ। ତା'ପରେ ଅଗାଡି ଓ ଦରକାରୀ ଅନାବନା ଜିନିଷଗୁଡିକୁ ଚିରକାଳ ଜଳୁଥିବା ନିଆଁ ରେ ପୋଡି଼ ଦବେେ।
17 Ele tem a pá em suas mãos, para limpar a sua eira e recolher o trigo no seu celeiro; porém queimará a palha num fogo que nunca se apaga.
18 ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଚାରର ଉପଦେଶ ଦେଉଥିଲେ ଏବଂ ଅନକେ ପ୍ରକାର ରେ ସାହାୟ୍ଯ କରୁଥିଲେ।
18 E assim, com muitas outras exortações, João anunciava o evangelho ao povo.
19 ସାମନ୍ତରାଜା ହରେୋଦ ନିଜ ଭାଇର ସ୍ତ୍ରୀ େ ହରୋଦିଆଙ୍କ ସହିତ ଅନୁଚିତ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତକେ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ।
19 Mas Herodes, o tetrarca, sendo repreendido por João por causa de Herodias, mulher de seu irmão, e por todas as maldades que o mesmo Herodes havia feito,
20 ସହେିଭଳି ହରେୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳା ରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥି ରେ ଏହି କୁକର୍ମଟି ୟୋଗ ହେଲା।
20 acrescentou a todas as outras ainda esta: mandou prender João.
21 ଯୋହନ କାରାଗାର ରେ ବନ୍ଦୀ ହବୋ ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଉଥିଲେ। ତା'ପରେ ଯୀଶୁ ମଧ୍ଯ ଆସିଲେ ଓ ତାହାଙ୍କ ଦ୍ବାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବାଳେ ଆକାଶ ଖାଲିଗେଲା।
21 Ao ser todo o povo batizado, Jesus também foi batizado. E aconteceu que, enquanto ele orava, o céu se abriu,
22 ପବିତ୍ର ଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦହେ ଧାରଣ କରିଥିଲେ। ଆକାଶବାଣୀ ହେଲା: ତୁମ୍ଭେ ମାରେ ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ଯନ୍ତ ସନ୍ତୁଷ୍ଟ।
22 o Espírito Santo desceu sobre ele em forma corpórea como pomba, e do céu veio uma voz, que dizia: — Você é o meu Filho amado; em você me agrado.
23 ଯୀଶୁ ଉପଦେଶ ପ୍ରଦାନ କାର୍ୟ୍ଯ ଆରମ୍ଭ କରିବା ବଳକେୁ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହାଇେଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ୟୋ ସଫଙ୍କେ ପୁତ୍ର।
23 Ora, Jesus tinha cerca de trinta anos quando começou o seu ministério. Era, conforme se pensava, filho de José, filho de Eli,
24 ଏଲୀ ମତ୍ଥାତଙ୍କର ପୁତ୍ର।
24 filho de Matate, filho de Levi, filho de Melqui, filho de Janai, filho de José,
25 ୟୋ ସଫେ ମତ୍ତିଥ୍ଯାଙ୍କର ପୁତ୍ର।
25 filho de Matatias, filho de Amós, filho de Naum, filho de Esli, filho de Nagai,
26 ନଗୟ ମହଥଙ୍କ ପୁତ୍ର।
26 filho de Maate, filho de Matatias, filho de Semei, filho de José, filho de Jodá,
27 ୟୋଦା ଯୋହନଙ୍କ ପୁତ୍ର।
27 filho de Joanã, filho de Resa, filho de Zorobabel, filho de Salatiel, filho de Neri,
28 ନରେୀ ମଲ୍ଖୀଙ୍କ ପୁତ୍ର।
28 filho de Melqui, filho de Adi, filho de Cosã, filho de Elmadã, filho de Er,
29 ଏର ଯୀଶୁଙ୍କ ପୁତ୍ର।
29 filho de Josué, filho de Eliézer, filho de Jorim, filho de Matate, filho de Levi,
30 ଲବେୀଶିମିଯୋନଙ୍କ ପୁତ୍ର।
30 filho de Simeão, filho de Judá, filho de José, filho de Jonã, filho de Eliaquim,
31 ଏଲିଯାକୀମ ମଲାହଙ୍କ ପୁତ୍ର।
31 filho de Meleá, filho de Mená, filho de Matatá, filho de Natã, filho de Davi,
32 ଦାଉଦ ୟିଶୟଙ୍କ ପୁତ୍ର।
32 filho de Jessé, filho de Obede, filho de Boaz, filho de Salá, filho de Naassom,
33 ବହଶୋନ ଅମ୍ମୀନାଦାବଙ୍କ ପୁତ୍ର।
33 filho de Aminadabe, filho de Admim, filho de Arni, filho de Esrom, filho de Perez, filho de Judá,
34 ୟିହୂଦା ଯାକୁବଙ୍କ ପୁତ୍ର।
34 filho de Jacó, filho de Isaque, filho de Abraão, filho de Tera, filho de Naor,
35 ନାହାରେ ସରୂଗଙ୍କ ପୁତ୍ର।
35 filho de Serugue, filho de Ragaú, filho de Faleque, filho de Éber, filho de Salá,
36 ଶଲହେ କନୋନଙ୍କ ପୁତ୍ର।
36 filho de Cainã, filho de Arfaxade, filho de Sem, filho de Noé, filho de Lameque,
37 ଲମେଖ ମଥୂଶଲହଙ୍କେ ପୁତ୍ର।
37 filho de Metusalém, filho de Enoque, filho de Jarede, filho de Maalalel, filho de Cainã,
38 କନୋନ ଏନୋଶଙ୍କୁ ପୁତ୍ର।
38 filho de Enos, filho de Sete, filho de Adão, filho de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 3, comparar traduções ou montar um estudo — tudo direto pelo WhatsApp.