Lucas 24

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ସପ୍ତାହର ପ୍ରଥମ ଦିନ ଅତି ସକାଳୁ ସହେି ସ୍ତ୍ରୀ ଲୋକମାନେ ଯେଉଁଠା ରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସହେି ସ୍ଥାନକୁ ଆସିଲେ। ସମାନେେ ନିଜେ ପ୍ରସ୍ତୁତ କରିଥିବା ସୁଗନ୍ଧିତ ଦ୍ରବ୍ଯ ସଙ୍ଗ ରେ ଆଣିଥିଲେ।
1 No domingo bem cedo, as mulheres foram ao túmulo, levando os perfumes que haviam preparado.
2 ସମାଧି ବନ୍ଦ କରିବା ପାଇଁ ତାର ପ୍ରବେଶ ଦ୍ବାର ରେ ଗୋଟିଏ ପଡ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡି ଯାଇଛି।
2 Elas viram que a pedra tinha sido tirada da entrada do túmulo.
3 ସମାନେେ ଭିତରକୁ ଗଲେ। କିନ୍ତୁ ସମାନେେ ସଠାେରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ।
3 Porém, quando entraram, não acharam o corpo do Senhor Jesus
4 ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ଯ କିଛି ବୁଝିପାରିଲେ ନାହିଁ। ଏହି ଘଟଣା ରେ ସମାନେେ ବିସ୍ମିତ ହାଇଯୋଇଥିବା ସମୟରେ ଉଜ୍ଜ୍ବଳ ପୋଷାକ ପିନ୍ଧି ଦୁଇଜଣ ସ୍ବର୍ଗଦୂତ ସମାନଙ୍କେ ପାଖ ରେ ଠିଆ ହେଲେ।
4 e não sabiam o que pensar. De repente, apareceram diante delas dois homens vestidos com roupas muito brilhantes.
5 ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସମାନେେ ତାହାଙ୍କର ମୁଣ୍ଡ ନୂଆଁଇଲେ। ସହେି ଦୁଇଜଣ ଦୂତ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ଜଣେ ମୃତ ଲୋକକୁ ଏଠା ରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ।
5 E elas ficaram com medo, e se ajoelharam, e encostaram o rosto no chão. Então os homens disseram a elas: — Por que é que vocês estão procurando entre os mortos quem está vivo?
6 ଯୀଶୁ ଏଠା ରେ ନାହାଁନ୍ତି, ସେ ମୃତ୍ଯୁରୁ ଜୀବିତ ହାଇେ ଉଠିଛନ୍ତି। ସେ ଗାଲିଲୀ ରେ ଥିଲା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ କ'ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡୁଛି କି?
6 Ele não está aqui, mas foi ressuscitado. Lembrem que, quando estava na Galileia, ele disse a vocês:
7 ଯୀଶୁ କହିଥିଲେ ଯେ, ମନୁଷ୍ଯୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତ ରେ କୃଶ ରେ ମାରି ଦିଆୟିବା ପାଇଁ ଅବଶ୍ଯ ଦଇେ ଦିଆୟିବ। କିନ୍ତୁ ସେ ପୁଣି ମୃତ୍ଯୁରୁ ତୃତୀୟ ଦିନ ଜୀବିତ ହାଇେ ଉଠିବେ।
7 “O Filho do Homem precisa ser entregue aos pecadores, precisa ser crucificado e precisa ressuscitar no terceiro dia”.
8 ତା'ପରେ ଯୀଶୁ ଯାହା କହିଥିଲେ, ସେ କଥା ସ୍ତ୍ରୀଲୋକମାନେ ମନେ ପକାଇଲେ।
8 Então as mulheres lembraram das palavras dele
9 ସହେି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡି ଏଗାର ଜଣ ପ୍ ରରେିତ ଓ ସମସ୍ତ ଅନ୍ୟ ଶିଷ୍ଯମାନଙ୍କ ପାଖ ରେ ଯାଇ ପହନ୍ଚିଲେ। ସମାଧି ଭିତ ରେ ଯାହା ଘଟିଥିଲା, ସତକେ ଗୋଟି ଗୋଟି କରି ସମାନଙ୍କେୁ କହିଲେ।
9 e, quando voltaram do túmulo, contaram tudo isso aos onze apóstolos e a todos os outros.
10 ସହେି ସ୍ତ୍ରୀ ଲୋକମାନଙ୍କ ମଧିଅରେ ମଗ୍ଦଲୀନୀ, ମରିୟମ, ଯୋହନ, ଯାକୁବଙ୍କ ମାଆ ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ ରରେିତମାନଙ୍କୁ ସବୁ ବିଷୟ ଜଣାଇଲେ।
10 Essas mulheres eram Maria Madalena, Joana e Maria, mãe de Tiago. Estas e as outras mulheres que foram com elas contaram tudo isso aos apóstolos.
11 କିନ୍ତୁ ପ୍ ରରେିତମାନେ ସ୍ତ୍ରୀଲୋକମାନଙ୍କ କଥା ରେ ଆଦୌ ବିଶ୍ବାସ କଲେ ନାହିଁ। ସମାନଙ୍କେୁ ଏହା ପାଗଳ କଥାପରି ଲାଗିଲା।
11 Mas eles acharam que o que as mulheres estavam dizendo era tolice e não acreditaram.
12 କିନ୍ତୁ ପିତର ଉଠି ପଡିଲେ। ଏକଥା ଠିକ୍ କି ନୁହେଁ, ତାହା ଦେଖିବା ପାଇଁ ସେ ସମାଧି ପାଖକୁ ଦୌଡିଗଲେ। ସେ ଭିତରକୁ ଚାହିଁଲେ। କିନ୍ତୁ ସେ କବଳେ ଯୀଶୁଙ୍କ ଉପରେ ଘୋଡାଇ ଦିଆଯାଇଥିବା ଲୁଗାପଟି ସଠାେରେ ଦେଖିଲେ। ଯୀଶୁଙ୍କ ଶରୀର ସଠାେରେ ନଥିଲା। ଯାହ ଘଟି ଯାଇଥିଲା, ସେଥି ରେ ସେ ଆଶ୍ଚର୍ୟ୍ଯ ହାଇେ ଏକାକୀ ରହିବା ପାଇଁ ଚାଲିଗଲେ।
12 Porém Pedro se levantou e correu para o túmulo. Abaixou-se para olhar e viu somente os lençóis de linho e nada mais. Aí voltou para casa, admirado com o que havia acontecido.
13 ସହେିଦିନ ଯୀଶୁଙ୍କର ଦୁଇଜଣ ଶିଷ୍ଯ ଇମ୍ମାଯୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ୟିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର।
13 Naquele mesmo dia, dois dos seguidores de Jesus estavam indo para um povoado chamado Emaús, que fica a mais ou menos dez quilômetros de Jerusalém.
14 ଯାହା ସବୁ ଘଟିଥିଲା, ସମାନେେ ସେ ବିଷୟ ରେ କଥାବାର୍ତ୍ତା ହେଉଥିଲେ।
14 Eles estavam conversando a respeito de tudo o que havia acontecido.
15 ସେ ସବୁ ବିଷୟ ସମାନେେ ଆଲୋଚନା କଲା ବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଚାଲିବାକୁ ଲାଗିଲେ।
15 Enquanto conversavam e discutiam, o próprio Jesus chegou perto e começou a caminhar com eles,
16 କିନ୍ତୁ ସେ ଦୁଇଜଣଙ୍କୁ ସେତବେେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା।
16 mas alguma coisa não deixou que eles o reconhecessem.
17 ତା'ପରେ ଯୀଶୁଙ୍କୁ ପଚାରିଲେ, ତୁମ୍ଭମାନେେ କାହା ବିଷୟ ରେ କଥାବାର୍ତ୍ତା କରୁଛ? ଦୁଇଜଣ ଯାକ ଅଟକିଗଲେ। ସମାନଙ୍କେର ମୁହଁ ଅତ୍ଯନ୍ତ ଦୁଃଖିତ ଦଖାେ ଯାଉଥିଲା।
17 Então Jesus perguntou: Eles pararam, com um jeito triste,
18 ତାହାଙ୍କ ଭିତରୁ କ୍ଲୟେପା ନାମକ ଲୋକଟି ଉତ୍ତର ଦଲୋ, ତୁମ୍ଭେ ୟିରୁଶାଲମଠା ରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତଦେିନ ଭିତ ରେ ଘଟି ଯାଇଥିବା ଘଟଣାଗୁଡିକ ବିଷୟ ରେ କିଛି ଜାଣନାହିଁ।
18 e um deles, chamado Cleopas, disse: — Será que você é o único morador de Jerusalém que não sabe o que aconteceu lá, nestes últimos dias?
19 ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କେଉଁ ଘଟଣା ଗୁଡିକ ବିଷୟ ରେ କହୁଛ?
19 — O que foi? — perguntou ele. Eles responderam: — O que aconteceu com Jesus de Nazaré. Esse homem era
20 କିନ୍ତୁ ଆମ୍ଭର ପ୍ରଧାନ ଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ଯୁଦଣ୍ଡ ଦିଆୟିବା ପାଇଁ ଅର୍ପଣ କରି ଦେଲେ ଏବଂ ତାହାଙ୍କୁ କୃଶ ରେ ବଧ କଲେ।
20 Os chefes dos sacerdotes e os nossos líderes o entregaram para ser condenado à morte e o crucificaram.
21 ସେ ହିଁ ୟିଏ ଇଶ୍ରାୟେଲକୁ ମୁକ୍ତ କରିବେ ବୋଲି ଆମ୍ଭମାନେେ ଆଶା ରଖିଥିଲୁ। କିନ୍ତୁ ସତେିକି ବେଳେ ଏସବୁ ଘଟଣା ଘଟିଗଲା। ଏସବୁ ଛଡା ବର୍ତ୍ତମାନ ଯୀଶୁଙ୍କୁ ହତ୍ଯା କରା ୟିବାର ତିନି ଦିନି ବିତି ଗଲାଣି।
21 E a nossa esperança era que fosse ele quem iria libertar o povo de Israel. Porém já faz três dias que tudo isso aconteceu.
22 କିନ୍ତୁ ଆଜି ଆମ୍ଭ ଦଳର କେତଜେଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ୟ୍ଯ ଜନକ କଥା କହିଲେ। ଯେଉଁ କବର ରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସହେି ସ୍ଥାନକୁ ସମାନେେ ଆଜି ଅତି ଭୋରରୁ ଯାଇଥିଲେ।
22 Algumas mulheres do nosso grupo nos deixaram espantados, pois foram de madrugada ao túmulo
23 କିନ୍ତୁ ସମାନେେ ସଠାେରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସମାନେେ ସଠାେରେ ସ୍ବର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ଯ ଆମ୍ଭକୁ ଫରେିଆସି କହିଲେ। ସ୍ବର୍ଗଦୂତମାନେ ସମାନଙ୍କେୁ ଯୀଶୁ ଜୀବିତ ଥିବା କଥା କହିଥିଲେ।
23 e não encontraram o corpo dele. Voltaram dizendo que viram anjos e que estes afirmaram que ele está vivo.
24 ତା'ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ଯ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ଯ ଖାଲି ଥିଲା, ସମାନେେ ଭିତରକୁ ଚାହିଁଲେ, କିନ୍ତୁ ସମାନେେ ଯୀଶୁଙ୍କୁ ସଠାେରେ ପାଇଲେ ନାହିଁ।
24 Alguns do nosso grupo foram ao túmulo e viram que realmente aconteceu o que as mulheres disseram, mas não viram Jesus.
25 ତା'ପରେ ଯୀଶୁ ସହେି ଦୁଇଜଣ ଲୋକଙ୍କୁ କହିଲେ, ତୁମ୍ଭମାନେେ କେତେ ବୋକା। ଭବିଷ୍ଯଦ୍ବକ୍ତାମାନେ ଯାହାସବୁ କହିଥିଲେ, ସହେି ସତ୍ଯକୁ ବିଶ୍ବାସ କରିବା ରେ ତୁମ୍ଭମାନେେ କେତେ ମନ୍ଥର।
25 Então Jesus lhes disse:
26 ଭବିଷ୍ଯଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମା ରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।
26 Pois era preciso que o
27 ତା'ପରେ ଯୀଶୁ ଶାସ୍ତ୍ରମାନଙ୍କ ରେ ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ସଗେୁଡିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମାଶାଙ୍କେ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ପର୍ୟ୍ଯନ୍ତ ସମସ୍ତେ ତାହାଙ୍କ ବିଷୟ ରେ ଯାହାସବୁ କହିଥିଲେ, ସଗେୁଡିକ ବୁଝାଇ ଦେଲେ।
27 E começou a explicar todas as passagens das Escrituras Sagradas que falavam dele, iniciando com os livros de Moisés e os escritos de todos os Profetas .
28 ଯେଉଁ ଗାଁକୁ ସମାନଙ୍କେର ୟିବାକୁ ଥିଲା, ସମାନେେ ସେ ଗାଁକୁ ପାଖ ରେ ପହଞ୍ଚିଗଲେ। ଯୀଶୁ ସମାନଙ୍କେ ସହିତ ଏଭଳି ବ୍ଯବହାର କଲେ, ପ୍ରକୃତ ରେ ଯେପରି ତାହାଙ୍କର ଆଗକୁ ୟିବାକୁ ଦରକାର ଅଛି।
28 Quando chegaram perto do povoado para onde iam, Jesus fez como quem ia para mais longe.
29 କିନ୍ତୁ ସମାନେେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭ ସାଙ୍ଗ ରେ ରହିଯାଅ। ସନ୍ଧ୍ଯାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ। ତେଣୁ ଯୀଶୁ ସମାନଙ୍କେ ସହିତ ରହିବା ପାଇଁ ଘର ଭିତରକୁ ଗଲେ।
29 Mas eles insistiram com ele para que ficasse, dizendo: — Fique conosco porque já é tarde, e a noite vem chegando. Então Jesus entrou para ficar com os dois.
30 ଯୀଶୁ ସମାନଙ୍କେ ସହିତ ଖାଇବା ପାଇଁ ବସି ପଡିଲେ। ସେ ହାତ ରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ଯବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସମାନଙ୍କେୁ ଦେଲେ।
30 Sentou-se à mesa com eles, pegou o pão e deu graças a Deus. Depois partiu o pão e deu a eles.
31 ସହେି ସମୟରେ ସହେି ଦୁଇଜଣଙ୍କର ଚକ୍ଷୁ ଖାଲିଦେିଆଗଲା ଓ ସମାନେେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସମାନଙ୍କେ ସାମନାରୁ ଅଦୃଶ୍ଯ ହାଇଗେଲେ।
31 Aí os olhos deles foram abertos, e eles reconheceram Jesus. Mas ele desapareceu.
32 ତା'ପରେ ସମାନେେ ପରସ୍ପର କଥାବାର୍ତ୍ତା ହେଲେ, ଯେତବେେଳେ ଯୀଶୁ ଆମ୍ଭ ସହିତ ରାସ୍ତା ରେ କଥାବାର୍ତ୍ତା ହେଉଥିଲେ, ସେତବେେଳେ ଆମ୍ଭ ହୃଦୟ ଭିତ ରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତବେେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତଜେିତ କରି ଦେଉଥିଲା।
32 Então eles disseram um para o outro: — Não parecia que o nosso coração queimava dentro do peito quando ele nos falava na estrada e nos explicava as Escrituras Sagradas?
33 ତା'ପରେ ସମାନେେ ଉଠି ପଡିଲେ ଓ ୟିରୁଶାଲମକୁ ଫରେିଗଲେ। ୟିରୁଶାଲମ ରେ ସମାନେେ ଯୀଶୁଙ୍କ ଶିଷ୍ଯଗଣ ଓ ଏଗାର ଜଣ ପ୍ ରରେିତଙ୍କୁ ଏକତ୍ରୀତ ହାଇେଥିବାର ଦେଖିଲେ।
33 Eles se levantaram logo e voltaram para Jerusalém, onde encontraram os onze apóstolos reunidos com outros seguidores de Jesus.
34 ପ୍ ରରେିତ ଓ ଅନ୍ୟ ଶିଷ୍ଯମାନେ କହୁଥିଲେ, ପ୍ରକୃତ ରେ, ପ୍ରଭୁ ମୃତ୍ଯୁରୁ ଜୀବିତ ଉଠିଛନ୍ତି। ସେ ଶିମାନଙ୍କେୁ ଦଖାେ ଦଇେଛନ୍ତି।
34 E os apóstolos diziam: — De fato, o Senhor foi ressuscitado e foi visto por Simão!
35 ତା'ପରେ ଏହି ଦୁଇଜଣ ଲୋକ ରାସ୍ତା ରେ ଯାହାସବୁ ଘଟିଥିଲା, ସେ ସମସ୍ତ ସମାନଙ୍କେ ଆଗ ରେ ବର୍ଣ୍ଣନା କଲେ। ସମାନେେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସମାନେେ କିପରି ଯୀଶୁଙ୍କୁ ଚିହ୍ନିପାରିଲେ।
35 Então os dois contaram o que havia acontecido na estrada e como tinham reconhecido o Senhor quando ele havia partido o pão.
36 ଏହି ଦୁଇଜଣ ଲୋକ ଏହି ସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ଯଦଳଙ୍କ ଭିତ ରେ ଠିଆ ହାଇେଥିଲେ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।
36 Enquanto estavam contando isso, Jesus apareceu de repente no meio deles e disse:
37 ଏଥି ରେ ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଡରିଗଲେ। ସମାନେେ ଭାବିଲେ ଯେ, ସମାନେେ ଗୋଟିଏ ଭୂତ ଦେଖୁଛନ୍ତି।
37 Eles ficaram assustados e com muito medo e pensaram que estavam vendo um fantasma.
38 କିନ୍ତୁ ଯୀଶୁ କହିଲେ, ତୁମ୍ଭମାନେେ କାହିଁକି ବ୍ଯସ୍ତ ହାଇେ ପଡୁଛ? ଯାହା ଦେଖୁଛ, ସେଥିଲେ କାହିଁକି ସନ୍ଦହେ କରୁଛ?
38 Mas ele disse:
39 ମାେ ହାତକୁ ଚାହଁ। ମାେ ଗୋଡକୁ ଚାହଁ। ଏହା ମୁଁ! ମାେତେ ଛୁଅଁ, ତୁମ୍ଭମାନେେ ଦେଖ ଯେ ମାରେ ଏହା ଜୀବନ୍ତ ଶରୀର। ତୁମ୍ଭମାନେେ ମାେତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହାଇେ ପାରିବ ନାହିଁ।
39 Olhem para as minhas mãos e para os meus pés e vejam que sou eu mesmo. Toquem em mim e vocês vão crer, pois um fantasma não tem carne nem ossos, como vocês estão vendo que eu tenho.
40 ଯୀଶୁ ସମାନଙ୍କେୁ ଏହି କଥା କହି ସାରିବା ପରେ ସେ ସମାନଙ୍କେୁ ତାହାଙ୍କ ହାତ ଓ ଗୋଡର ଆଘାତ ସବୁ ଦଖାଇେଲେ।
40 Jesus disse isso e mostrou as suas mãos e os seus pés.
41 ଶିଷ୍ଯମାନେ ବିସ୍ମିତ ହାଇଗେଲେ। ସମାନେେ ଯୀଶୁଙ୍କୁ ଶରୀର ରେ ଦେଖି ବହୁତ ଖୁସି ହାଇଗେଲେ। ତଥାପି ସମାନେେ ଯାହା ଦେଖିଲେ, ତାହା ବିଶ୍ବାସ କରି ପାରିଲେ ନାହିଁ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ କିଛି ଖାଇବା ପଦାର୍ଥ ଅଛି କି?
41 Eles ainda não acreditavam, pois estavam muito alegres e admirados. Então ele perguntou:
42 ସମାନେେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ।
42 Eles lhe deram um pedaço de peixe assado,
43 ଶିଷ୍ଯମାନେ ଦେଖୁଥିବା ବେଳେ ଯୀଶୁ ମାଛ ନଇେ ଖାଇଲେ।
43 que ele pegou e comeu diante deles.
44 ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ ମୁଁ ଥିବା ବଳରେ କଥା ମନେ ପକାଅ। ମୁଁ କହିଥିଲି ଯେ ମାଶାଙ୍କେ ନିୟମ ରେ, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତା ରେ ମାେ ବିଷୟ ରେ ଯାହା ସବୁ ଲଖାେ ଯାଇଛି, ସଗେୁଡିକ ନିଶ୍ଚୟ ଘଟିବ।
44 Depois disse:
45 ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ଯୀଶୁ ସମାନଙ୍କେୁ ସବୁ ବୁଝାଇଲେ।
45 Então Jesus abriu a mente deles para que eles entendessem as Escrituras Sagradas
46 ଯୀଶୁ ସମାନଙ୍କେୁ କହିଲେ, ଖ୍ରୀଷ୍ଟଙ୍କୁ ମାରି ଦିଆୟିବା ଓ ମୃତ୍ଯୁରୁ ତିନିଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲଖାେ ଅଛି।
46 e disse:
47 ତୁମ୍ଭମାନେେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭମାନେେ ତା'ର ସାକ୍ଷୀ। ତୁମ୍ଭମାନେେ ଲୋକମାନଙ୍କ ପାଖକୁ ଯାଇ କୁହ । ଯେ ସମାନଙ୍କେର ପାପ ଗୁଡିକୁ କ୍ଷମା କରାଯାଇ ପାରିବ। ସମାନଙ୍କେୁ କୁହ ଯେ, ସମାନେେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ।
47 E que, em nome dele, a mensagem sobre o arrependimento e o perdão dos pecados seria anunciada a todas as nações, começando em Jerusalém.
48 ଯଦି ସମାନେେ ଏହା କରିବେ, ତବେେ ପରମେଶ୍ବର ସମାନଙ୍କେୁ କ୍ଷମା କରି ଦବେେ। ତୁମ୍ଭମାନେେ ୟିରୁଶାଲମରୁ ଆରମ୍ଭ କରିବ ଓ ମାେ ନାମ ରେ ଏଗୁଡିକ ପ୍ରଚାର କରିବ। ଏହି ସୁସମାଚାର ଓ ପୃଥିବୀ ରେ ନିଶ୍ଚୟ ସମସ୍ତଙ୍କୁ ଶୁଣଇେ ଦିଆୟିବ।
48 Vocês são testemunhas dessas coisas.
49 ଶୁଣ! ମାରେ ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ବର୍ଗରୁ ସହେି ଶକ୍ତି ନପାଇବା ପର୍ୟ୍ଯନ୍ତ ତୁମ୍ଭମାନେେ ନିଶ୍ଚୟ ୟିରୁଶାଲମ ରେ ରହିବ।
49 E eu lhes mandarei o que o meu Pai prometeu. Mas esperem aqui em Jerusalém, até que o poder de cima venha sobre vocês.
50 ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ୟିରୁଶାଲମରୁ ବେଥନିଆକୁ କଢାଇ ନଇଗେଲେ। ଯୀଶୁ ତାହାଙ୍କର ହାତ ଟକେି ଶିଷ୍ଯମାନଙ୍କୁ ଆଶୀର୍ବାଦ କଲେ।
50 Então Jesus os levou para fora da cidade até o povoado de Betânia. Ali levantou as mãos e os abençoou.
51 ଯୀଶୁ ସମାନଙ୍କେୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ଯମାନଙ୍କ ପାଖରୁ ଅଲଗା ହାଇଗେଲେ ଓ ତାହାଙ୍କୁ ସ୍ବର୍ଗକୁ ନିଆଗଲା।
51 Enquanto os estava abençoando, Jesus se afastou deles e foi levado para o céu.
52 ଶିଷ୍ଯମାନେ ସଠାେରେ ତାହାଙ୍କୁ ଆରାଧନା କଲେ। ତା'ପରେ ସମାନେେ ୟିରୁଶାଲମକୁ ଫରେିଗଲେ। ସମାନେେ ବହୁତ ଖୁସି ଥିଲେ।
52 Eles o adoraram e voltaram para Jerusalém cheios de alegria.
53 ସମାନେେ ସବୁ ସମୟରେ ମନ୍ଦିର ରେ ରହି ପରମେଶ୍ବରଙ୍କ ସ୍ତୁତି କରୁଥିଲେ।
53 E passavam o tempo todo no pátio do Templo, louvando a Deus.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Lucas 24, comparar traduções ou montar um estudo — tudo direto pelo WhatsApp.