Lucas 22

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଖମୀରଶୂନ୍ଯ ରୋଟୀ ପର୍ବ, ଯାହାକୁ ନିସ୍ତାର ପର୍ବ ମଧ୍ଯ କୁହାୟାଏ, ତାହାର ସମୟ ନିକଟ ହାଇେ ଆସୁଥିଲା।
1 Aproximava-se a festa dos pães sem fermento, chamada Páscoa.
2 ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନ ରେ ମାରିଦବୋ ପାଇଁ ଉପାୟ ଖାଜେୁଥିଲେ। କିନ୍ତୁ ସମାନେେ ଲୋକମାନଙ୍କୁ ଭୟ କରୁଥିଲେ।
2 Os príncipes dos sacerdotes e os escribas buscavam um meio de matar Jesus, mas temiam o povo.
3 ଯୀଶୁଙ୍କର ବାରଜଣ ପ୍ ରରେିତଙ୍କ ମଧିଅରେ ଜଣକର ନାମ ଥିଲା ଈଷ୍କରିଯୋଥ ୟିହୂଦା। ଶୟତାନ ୟିହୂଦାଙ୍କ ଶରୀର ମଧିଅରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା।
3 Entretanto, Satanás entrou em Judas, que tinha por sobrenome Iscariotes, um dos Doze.
4 ୟିହୂଦା ଯାଇ ପ୍ରଧାନ ଯାଜକ ଓ ମନ୍ଦିରର ସନୋପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସମାନଙ୍କେ ହାତ ରେ ସମର୍ପଣ କରିବା ପାଇଁ ୟିହୂଦା ସମାନଙ୍କେ ସହିତ ଏକ ମନ୍ତ୍ରଣା କଲା।
4 Judas foi procurar os príncipes dos sacerdotes e os oficiais para se entender com eles sobre o modo de lho entregar.
5 ଏଥି ରେ ଯାଜକମାନେ ଖୁସି ହାଇଗେଲେ। ଯୀଶୁଙ୍କୁ ସମାନଙ୍କେ ହାତ ରେ ଦଇେ ଦେଲେ ସମାନେେ ୟିହୂଦାକୁ ଅର୍ଥ ଦବୋପାଇଁ ପ୍ରତିଶ୍ରୁତି ଦେଲେ।
5 Eles se alegraram com isso, e concordaram em lhe dar dinheiro.
6 ୟିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତ ରେ ଧ ରଇେ ଦବୋପାଇଁ ଗୋଟିଏ ସୁଯୋଗର ଅପେକ୍ଷା ରେ ରହିଲା। ୟିହୂଦା ଚାହୁଁଥିଲା ଯେ, ଯେତବେେଳେ କୌଣସି ଲୋକ ଉପସ୍ଥିତ ନଥିବେ, ସେ ସତେିକି ବେଳେ ଏ କାମ କରିବ।
6 Também ele se obrigou. E buscava ocasião oportuna para o trair, sem que a multidão o soubesse.
7 ଖମୀର ହୀନ ରୋଟୀ ପର୍ବର ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାର ପର୍ବର ମଷେଶାବକମାନଙ୍କୁ ବଳି ଦିଅନ୍ତି।
7 Raiou o dia dos pães sem fermento, em que se devia imolar a Páscoa.
8 ଯୀଶୁ ପିତର ଓ ଯୋହନଙ୍କୁ କହିଲେ, ତୁମ୍ଭମାନେେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତି କର।
8 Jesus enviou Pedro e João, dizendo: Ide e preparai-nos a ceia da Páscoa.
9 ପିତର ଓ ଯୋହନ ଯୀଶୁଙ୍କୁ ପଚାରିଲେ, ଏ ଖାଦ୍ୟ କେଉଁ ସ୍ଥାନ ରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଚାହୁଁଛନ୍ତି?
9 Perguntaram-lhe eles: Onde queres que a preparemos?
10 ଶୁଣ! ତୁମ୍ଭମାନେେ ନଗର ଭିତରକୁ ୟିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନଇେ ଯାଉଥିବାର ଦେଖିବ। ତୁମ୍ଭମାନେେ ତା ପେଛ ପେଛ ୟିବ। ସେ ଗୋଟିଏ ଘର ଭିତରକୁ ୟିବ। ତୁମ୍ଭମାନେେ ତା' ସହିତ ୟିବ।
10 Ele respondeu: Ao entrardes na cidade, encontrareis um homem carregando uma bilha de água; segui-o até a casa em que ele entrar,
11 ତୁମ୍ଭମାନେେ ଘରମାଲିକଙ୍କୁ ପଚାରିବ, 'ଗୁରୁ ପଚାରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ଯମାନେ ନିସ୍ତାର ପର୍ବର ଖାଦ୍ୟ ଯେଉଁ ଠା ରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦଖାଇେ ଦିଅ।'
11 e direis ao dono da casa: O Mestre pergunta-te: Onde está a sala em que comerei a Páscoa com os meus discípulos?
12 ତା'ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ ବଖରା ଦଖାଇେ ଦବେେ। ଏ ବଖରାଟି ରେ ତୁମ୍ଭମାନେେ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତ କରିବ।
12 Ele vos mostrará no andar superior uma grande sala mobiliada, e ali fazei os preparativos.
13 ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯଭେଳି କହିଥିଲେ, ସବୁ ଘଟଣା ସହେିଭଳି ଘଟିଲା। ସମାନେେ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
13 Foram, pois, e acharam tudo como Jesus lhes dissera; e prepararam a Páscoa.
14 ସମାନେେ ନିସ୍ତାର ପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ ରରେିତମାନେ ଖାଇ ବସିଲେ।
14 Chegada que foi a hora, Jesus pôs-se à mesa, e com ele os apóstolos.
15 ଯୀଶୁ ସମାନଙ୍କେୁ କହିଲେ, ମୁଁ ମାେ ମୃତ୍ଯୁ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏକାଠି ଏହି ନିସ୍ତାର ପର୍ବର ଖାଦ୍ୟ ଖାଇବା ପାଇଁ ଏକାନ୍ତ ଇଚ୍ଛା କରିଥିଲିା
15 Disse-lhes: Tenho desejado ardentemente comer convosco esta Páscoa, antes de sofrer.
16 ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ବରଙ୍କ ରାଜ୍ଯ ରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହବୋ ପର୍ୟ୍ଯନ୍ତ ମୁଁ କବେେ ହେଲେ ନିସ୍ତାର ପର୍ବର ଖାଦ୍ୟ ଆଉ ଖାଇବି ନାହିଁ।
16 Pois vos digo: não tornarei a comê-la, até que ela se cumpra no Reino de Deus.
17 ତା'ପରେ ଯୀଶୁ ଗୋଟିଏ ପାତ୍ର ରେ ଅଙ୍ଗୁର ରସ ନେଲେ। ଏଥିପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ କହିଲେ ଏହି ପାତ୍ର ନିଅ, ଏଥି ରେ ଥିବା ଅଙ୍ଗୁର ରସ ସମସ୍ତଙ୍କୁ ଦିଅ।
17 Pegando o cálice, deu graças e disse: Tomai este cálice e distribuí-o entre vós.
18 ମୁଁ ତୁମ୍ଭମାନଙ୍କୁ କହୁଛି ପରମେଶ୍ବରଙ୍କ ରାଜ୍ଯ ନ ଆସିବା ପର୍ୟ୍ଯନ୍ତ ମୁଁ ପୁନର୍ବାର ଦ୍ରାକ୍ଷାରସ ପାନ କରିବି ନାହିଁ।
18 Pois vos digo: já não tornarei a beber do fruto da videira, até que venha o Reino de Deus.
19 ତାପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ ରରେିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, ଏହି ରୋଟୀ ମାରେଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମାେତେ ମନେ ରଖିବା ପାଇଁ ଏହା କର।
19 Tomou em seguida o pão e depois de ter dado graças, partiu-o e deu-lho, dizendo: Isto é o meu corpo, que é dado por vós; fazei isto em memória de mim.
20 ସହେିଭଳି ରାତ୍ର ଭୋଜନ ପରେ ଯୀଶୁ ଦ୍ରାକ୍ଷାରସର ପାତ୍ରଟି ଧରି କହିଲେ। ଏହି ଦ୍ରାକ୍ଷାରସ ଦର୍ଶାଏ ଯେ ପରମେଶ୍ବର ତାହାଙ୍କ ଲୋକମାନଙ୍କ ସହିତ ଗୋଟିଏ ନୂଆ ଚୁକ୍ତି କରି ଅଛନ୍ତି। ମୁଁ ତୁମ୍ଭମାନଙ୍କୁ ଦେଉଥିବା ମାରେରକ୍ତ ରେ ଏହି ଚୁକ୍ତି ଆରମ୍ଭ ହୁଏ।
20 Do mesmo modo tomou também o cálice, depois de cear, dizendo: Este cálice é a Nova Aliança em meu sangue, que é derramado por vós...
21 ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମାେ ପ୍ରତି ବିଶ୍ବାସଘାତକତା କରିବ। ତାର ହାତ ମାେ ହାତ ପାଖ ରେ ଏହି ଟବେୁଲ ଉପରେ ଅଛି।
21 Entretanto, eis que a mão de quem me trai está à mesa comigo.
22 ପରମେଶ୍ବର ଯେପରି ନିରୂପଣ କରିଛନ୍ତି, ମନୁଷ୍ଯପୁତ୍ର ସହେି ଅନୁସାରେ ମୃତ୍ଯୁ ଭୋଗ କରିବେ। କିନ୍ତୁ ମନୁଷ୍ଯ ପୁତ୍ରଙ୍କୁ ଯେଉଁ ଲୋକ ହତ ହବୋପାଇଁ ଶତୃ ହାତ ରେ ଦଇଦେବ, ତା' ପକ୍ଷ ରେ ଏହା ବହୁତ ଖରାପ ହବେ।
22 O Filho do Homem vai, segundo o que está determinado, mas ai daquele homem por quem ele é traído!
23 ତା'ପରେ ପ୍ ରରେିତମାନେ ପରସ୍ପର ପଚରା ଉଚରା ହେଲେ, ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?
23 Perguntavam então os discípulos entre si quem deles seria o que tal haveria de fazer.
24 ସମାନଙ୍କେ ମଧିଅରେ ସବୁଠାରୁ କିଏ ଶ୍ ରେଷ୍ଠ ପ୍ ରରେିତମାନେ ସହେି ବିଷୟ ରେ ପରସ୍ପର ମଧିଅରେ ବାଦାନୁବାଦ କରିବାକୁ ଲାଗିଲେ।
24 Surgiu também entre eles uma discussão: qual deles seria o maior.
25 କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ଏହି ସଂସାରର ଦେଶଗୁଡିକର ରାଜାମାନେ ସମାନଙ୍କେ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସମାନେେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ଯାତ ହୁଅନ୍ତି।
25 E Jesus disse-lhes: Os reis dos pagãos dominam como senhores, e os que exercem sobre eles autoridade chamam-se benfeitores.
26 କିନ୍ତୁ ତୁମ୍ଭମାନେେ ସମାନଙ୍କେ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧିଅରେ ଯେଉଁ ଲୋକ ସବୁଠାରୁ ବଡ, ସେ ସବୁଠାରୁ େଛାଟ ହବୋ ଉଚିତ୍। ନେତା ସବେକ ଭଳି ହବୋ ଉଚିତ୍।
26 Que não seja assim entre vós; mas o que entre vós é o maior, torne-se como o último; e o que governa seja como o servo.
27 ସବୁଠାରୁ ଶ୍ ରେଷ୍ଠ ଲୋକ କିଏ? ଟବେୁଲ ପାଖ ରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭମାନେେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧିଅରେ ମୁଁ ଜଣେ ସବେକ ଭଳି ରହିଛି।
27 Pois qual é o maior: o que está sentado à mesa ou o que serve? Não é aquele que está sentado à mesa? Todavia, eu estou no meio de vós, como aquele que serve.
28 ଅନକେ ବାଧାବିଘ୍ନ ଭିତର ଦଇେ ତୁମ୍ଭମାନେେ ମାେ ସହିତ ରହିଛ।
28 E vós tendes permanecido comigo nas minhas provações;
29 ମାରେ ପରମପିତା ମାେତେ ଗୋଟିଏ ରାଜ୍ଯ ଦଇେଛନ୍ତି। ମାେ ସହିତ ତୁମ୍ଭମାନେେ ମଧ୍ଯ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି।
29 eu, pois, disponho do Reino a vosso favor, assim como meu Pai o dispôs a meu favor,
30 ମାେ ରାଜ୍ଯ ରେ ମାେ ସହିତ ଟବେୁଲ ଉପରେ ତୁମ୍ଭମାନେେ ଖିଆପିଆ କରିବ। ତୁମ୍ଭମାନେେ ସିଂହାସନଗୁଡିକ ଉପରେ ବସି ଇଶ୍ରାୟେଲର ବାରଟି ଯାକ ଗୋଷ୍ଠୀର ବିଚାର କରିବ।
30 para que comais e bebais à minha mesa no meu Reino e vos senteis em tronos, para julgar as doze tribos de Israel.
31 କୃଷକ ତା'ର ଗହମକୁ ଚାଲୁଣୀ ରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମାନେ! ହେ ଶିମାନେ,
31 Simão, Simão, eis que Satanás vos reclamou para vos peneirar como o trigo;
32 ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ବାସ ଲୋପ ନ ହେଉ। ତୁମ୍ଭମାନେେ ମାେପାଖକୁ ଫରେି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ବାସ ରେ ଦୃଢ ହବୋ ପାଇଁ ସାହାୟ୍ଯ କର।
32 mas eu roguei por ti, para que a tua confiança não desfaleça; e tu, por tua vez, confirma os teus irmãos.
33 କିନ୍ତୁ ପିତର ଯୀଶୁଙ୍କୁ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ୟିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।
33 Pedro disse-lhe: Senhor, estou pronto a ir contigo tanto para a prisão como para a morte.
34 ଯୀଶୁ କିନ୍ତୁ କହିଲେ, ପିତର, ଆସନ୍ତା କାଲି ସକାଳେ କୁକୁଡା ଡାକିବା ପୂର୍ବରୁ ତୁମ୍ଭେ କହିବ ଯେ, ତୁମ୍ଭେ ମାେତେ ଜାଣିନାହଁ। ଏକଥା ତୁମ୍ଭେ ତିନିଥର କହିବ।
34 Jesus respondeu-lhe: Digo-te, Pedro, não cantará hoje o galo, até que três vezes hajas negado que me conheces.
35 ତା'ପରେ ଯୀଶୁ ପ୍ ରରେିତମାନଙ୍କୁ କହିଲେ, ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦବୋପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ୟୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟି ରେ ଅଭାବ ଥିଲା କି?
35 Depois ajuntou: Quando vos mandei sem bolsa, sem mochila e sem calçado, faltou-vos porventura alguma coisa? Eles responderam: Nada.
36 ଯୀଶୁ ସମାନଙ୍କେୁ କହିଲେ, କିନ୍ତୁ ଏବେ ଯଦି ତୁମ୍ଭମାନଙ୍କ ପାଖ ରେ ଟଙ୍କା କି ଥଳି ଥାଏ, ତବେେ ତାହା ନିଜ ସାଙ୍ଗ ରେ ନିଅ। ଯଦି ତୁମ୍ଭମାନଙ୍କର ଖଣ୍ଡାଟିଏ ନଥାଏ, ତବେେ ତୁମ୍ଭମାନେେ ନିଜର କୋଟ ମଧ୍ଯ ବିକିଦଇେ ଖଣ୍ଡା କିଣ।
36 Mas agora, disse-lhes ele, aquele que tem uma bolsa, tome-a; aquele que tem uma mochila, tome-a igualmente; e aquele que não tiver uma espada, venda sua capa para comprar uma.
37 ଶାସ୍ତ୍ର କ ହେ:
37 Pois vos digo: é necessário que se cumpra em mim ainda este oráculo: E foi contado entre os malfeitores {Is 53,12}. Com efeito, aquilo que me diz respeito está próximo de se cumprir.
38 ଶିଷ୍ଯମାନେ କହିଲେ, ଦେଖନ୍ତୁ ପ୍ରଭୁ ଏଠା ରେ ଦୁଇଟି ଖଣ୍ଡା ଅଛି, ଯୀଶୁ କହିଲେ, ଦୁଇଟି ଖଣ୍ଡା ୟଥେଷ୍ଟ।
38 Eles replicaram: Senhor, eis aqui duas espadas. Basta, respondeu ele.
39 ଯୀଶୁ ଯୀରୂଶାଲମ ନଗର ଛାଡି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ସହିତ ଗଲେ।
39 Conforme o seu costume, Jesus saiu dali e dirigiu-se para o monte das Oliveiras, seguido dos seus discípulos.
40 ସଠାେରେ ପହଞ୍ଚି ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ଯେପରି ପରୀକ୍ଷା ରେ ନ ପଡ ଏଥିପାଇଁ ପ୍ରାର୍ଥନା କର।
40 Ao chegar àquele lugar, disse-lhes: Orai para que não caiais em tentação.
41 ତା'ପରେ ଯୀଶୁ ସମାନଙ୍କେଠାରୁ ପ୍ରାୟ ପଚାଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡି ବସି ପଡି ପାର୍ଥନା କଲେ,
41 Depois se afastou deles à distância de um tiro de pedra e, ajoelhando-se, orava:
42 ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତବେେ ଦୁଃଖ 'ଯାତନାର ଏହି ପାନ ପାତ୍ର' ମାେ ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମାେ ଇଚ୍ଛା ରେ ନୁହେଁ।
42 Pai, se é de teu agrado, afasta de mim este cálice! Não se faça, todavia, a minha vontade, mas sim a tua.
43 ତା'ପରେ ସ୍ବର୍ଗରୁ ଜଣେ ଦୂତ ଆସି ଦଖାଦେେଲେ। ସହେି ସ୍ବର୍ଗଦୁତଙ୍କୁ ଯୀଶୁଙ୍କୁ ସାହାୟ୍ଯ କରିବା ପାଇଁ ପଠାଯାଇଥିଲା।
43 Apareceu-lhe então um anjo do céu para confortá-lo.
44 ଯୀଶୁ ମର୍ମାନ୍ତକ ପୀଡା ରେ ବୁଡି ରହି ଆହୁରି ଦୃଢ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁ ରେ ପଡିଲା।
44 Ele entrou em agonia e orava ainda com mais instância, e seu suor tornou-se como gotas de sangue a escorrer pela terra.
45 ଯୀଶୁ ପ୍ରାର୍ଥନା କରିସାରି ଶିଷ୍ଯମାନଙ୍କ ପାଖକୁ ଫରେିଗଲେ। ସମାନେେ ସମସ୍ତେ ଶାଇେ ପଡିଥିଲେ, ସମାନଙ୍କେ ଦୁଃଖ ସମାନଙ୍କେୁ ବହୁତ କ୍ଲାନ୍ତ କରି ପକାଇଥିଲା।
45 Depois de ter rezado, levantou-se, foi ter com os discípulos e achou-os adormecidos de tristeza.
46 ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ଶାଇେ ପଡିଛ? ଉଠ ଓ ପରୀକ୍ଷା ରେ ନ ପଡିବାକୁ ତଥା ଶକ୍ତିଲାଭ ପାଇଁ ପାର୍ଥନା କର।
46 Disse-lhes: Por que dormis? Levantai-vos, orai, para não cairdes em tentação.
47 ଏସବୁ କଥା ଯୀଶୁ କହୁଥିବା ସମୟରେ ଦଳେ ଲୋକ ସଠାେକୁ ଆସିଲେ। ବାରଜଣ ପ୍ ରରେିତଙ୍କ ମଧ୍ଯରୁ ଜଣେ ପ୍ ରରେିତ ସହେି ଲୋକମାନଙ୍କ ଦଳର ନତେୃତ୍ବ ନଇେଥିଲା। ସେ ଥିଲା ୟିହୂଦା। ଯୀଶୁଙ୍କୁ ଚୁମ୍ବନ ଦବୋ ପାଇଁ ୟିହୂଦା ଯୀଶୁଙ୍କ ପାଖକୁ ଆସିଲା।
47 Ele ainda falava, quando apareceu uma multidão de gente; e à testa deles vinha um dos Doze, que se chamava Judas. Achegou-se de Jesus para o beijar.
48 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ୟିହୂଦା, ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦବୋପାଇଁ ବଂଧୁତାର ଚୁମ୍ବନକୁ ବ୍ଯବହାର କରୁଛ?
48 Jesus perguntou-lhe: Judas, com um beijo trais o Filho do Homem!
49 ଯୀଶୁଙ୍କର ଶିଷ୍ଯମାନେ ମଧ୍ଯ ସଠାେରେ ଠିଆ ହାଇେଥିଲେ। ଯାହା ଘଟୁଥିଲା, ସମାନେେ ସେ ସବୁ ଦେଖୁଥିଲେ, ସମାନେେ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭେ କ'ଣ ଆମ୍ଭର ଖଣ୍ଡାର ପ୍ରଯୋଗ କରିବୁ?
49 Os que estavam ao redor dele, vendo o que ia acontecer, perguntaram: Senhor, devemos atacá-los à espada?
50 ଏବଂ ଜଣେ ଶିଷ୍ଯ ଖଣ୍ଡା ବ୍ଯବହାର କଲା। ମହାୟାଜକଙ୍କର ଚାକରର ଡାହାଣ କାନଟି ସେ କାଟି ପକାଇଲା।
50 E um deles feriu o servo do príncipe dos sacerdotes, decepando-lhe a orelha direita.
51 ଯୀଶୁ କହିଲେ, ବନ୍ଦ କର! ତାପରେ ଯୀଶୁ ସହେି ଚାକରଟିର କାନ ଛୁଇଁ ସୁସ୍ଥ କରି ଦେଲେ।
51 Mas Jesus interveio: Deixai, basta. E, tocando na orelha daquele homem, curou-o.
52 ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥି ରେ ପ୍ରଧାନ ଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ଯମାନେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ?
52 Voltando-se para os príncipes dos sacerdotes, para os oficiais do templo e para os anciãos que tinham vindo contra ele, disse-lhes: Saístes armados de espadas e cacetes, como se viésseis contra um ladrão.
53 ମନ୍ଦିର ରେ ମୁଁ ପ୍ରେତ୍ୟକକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭମାନେେ ମାେତେ ସଠାେରେ ବନ୍ଦୀ କରିନବୋକୁ କାହିଁକି ଚେଷ୍ଟା କଲନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତବେେଳେ ଅନ୍ଧକାର ରାଜତ୍ବ କରିଥାଏ।
53 Entretanto, eu estava todos os dias convosco no templo, e não estendestes as mãos contra mim; mas esta é a vossa hora e do poder das trevas.
54 ସମାନେେ ଯୀଶୁଙ୍କ ବନ୍ଦୀ କରି ମହାୟାଜକଙ୍କ ଘର ଭିତରକୁ ନଇଗେଲେ। ପିତର ସମାନଙ୍କେ ପେଛପେଛ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନଥିଲେ।
54 Prenderam-no então e conduziram-no à casa do príncipe dos sacerdotes. Pedro seguia-o de longe.
55 ସୈନ୍ଯମାନେ ଅଗଣା ମଝି ରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ଯ ସମାନଙ୍କେ ସହିତ ବସିଲେ।
55 Acenderam um fogo no meio do pátio, e sentaram-se em redor. Pedro veio sentar-se com eles.
56 ଜଣେ ଦାସୀ ପିତରଙ୍କୁ ସଠାେରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅ ରେ ଦେଖିପାରିଲା। କନ୍ଯାଦାସୀଟି ମନ ଧ୍ଯାନ ଦଇେ ପିତରଙ୍କ ମୁହଁକୁ ଚାହିଁଲା। ତା'ପରେ ସେ କହିଲା, ଏ ଲୋକ ମଧ୍ଯ ତାହାଙ୍କ ସହିତ ଥିଲା।
56 Uma criada percebeu-o sentado junto ao fogo, encarou-o de perto e disse: Também este homem estava com ele.
57 କିନ୍ତୁ ପିତର ଏକଥା ଅସ୍ବୀକାର କଲେ। ସେ କହିଲେ, ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।
57 Mas ele negou-o: Mulher, não o conheço.
58 ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ଯରୁ ତୁମ୍ଭେ ମଧ୍ଯ ଜଣେ।
58 Pouco depois, viu-o outro e disse-lhe: Também tu és um deles. Pedro respondeu: Não, eu não o sou.
59 ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ ଭାବରେ କହିଲା, ଏହା ସତ୍ଯ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ। ସହେି ଲୋକ କହିଲା ଯେ ସେ ଏ ବିଷୟ ରେ ସମ୍ପୂର୍ଣ୍ଣ ନିଃସନ୍ଦହେ।
59 Passada quase uma hora, afirmava um outro: Certamente também este homem estava com ele, pois também é galileu.
60 କିନ୍ତୁ ପିତର କହିଲେ, ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ।
60 Mas Pedro disse: Meu amigo, não sei o que queres dizer. E no mesmo instante, quando ainda falava, cantou o galo.
61 ତାପରେ ପ୍ରଭୁ ବୁଲିପଡି ପିତରଙ୍କୁ ଏକ ଲୟ ରେ ଚାହିଁଲେ। ପିତରଙ୍କର ମନେ ପଡିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, ସକଳେେ କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣି ନାହଁ ବୋଲି ତିନିଥର କହିବ।
61 Voltando-se o Senhor, olhou para Pedro. Então Pedro se lembrou da palavra do Senhor: Hoje, antes que o galo cante, negar-me-ás três vezes.
62 ତା'ପରେ ପିତର ବାହାରକୁ ବାହାରିଯାଇ ବ୍ଯାକୁଳ ଭାବରେ କାନ୍ଦିବାକୁ ଲାଗିଲେ।
62 Saiu dali e chorou amargamente.
63 କେତକେ ଲୋକ ଯୀଶୁଙ୍କୁ ଜଗିଥିଲେ। ସମାନେେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସମାନଙ୍କେୁ ଦେଖି ନପାରନ୍ତି, ଏଥିପାଇଁ ସମାନେେ ତାହାଙ୍କ ମୁହଁ ଘୋଡାଇ ଦେଲେ।
63 Entretanto, os homens que guardavam Jesus escarneciam dele e davam-lhe bofetadas.
64 ସମାନେେ ଯୀଶୁଙ୍କୁ ପିଟିବାକୁ ଲାଗିଲେ। ସମାନେେ ତାହାଙ୍କୁ ପଚାରିଲେ, ତୁମ୍ଭେ ପରା ଭବିଷ୍ଯଦ୍ବକ୍ତା। କୁହ ତ ଦେଖି, ତୁମ୍ଭକୁ କିଏ ମାରିଲା?
64 Cobriam-lhe o rosto e diziam: Adivinha quem te bateu!
65 ଲୋକମାନେ ଯୀଶୁଙ୍କୁ ଅନକେ କଦର୍ୟ୍ଯ କଥା କହିବାକୁ ଲାଗିଲେ।
65 E injuriavam-no ainda de outros modos.
66 ତା'ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସମାନେେ ଯୀଶୁଙ୍କୁ ସମାନଙ୍କେର ସର୍ବୋଚ୍ଚ ନ୍ଯାଯାଳୟକୁ ନଇଗେଲେ।
66 Ao amanhecer, reuniram-se os anciãos do povo, os príncipes dos sacerdotes e os escribas, e mandaram trazer Jesus ao seu conselho.
67 ସମାନେେ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତବେେ ତାହା ଆମ୍ଭକୁ କୁହ।
67 Perguntaram-lhe: Dize-nos se és o Cristo! Respondeu-lhes ele: Se eu vo-lo disser, não me acreditareis;
68 ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଚା ରେ, ତବେେ ତୁମ୍ଭମାନେେ ତା'ର ଉତ୍ତର ଦବନୋହିଁ।
68 e se vos fizer qualquer pergunta, não me respondereis.
69 କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ଯପୁତ୍ର ପରମେଶ୍ବରଙ୍କ ସିଂହାସନ ରେ ଡାହାଣ ପଟେ ବସିବେ।
69 Mas, doravante, o Filho do Homem estará sentado à direita do poder de Deus.
70 ସମାନେେ ସମସ୍ତେ କହିଲେ, ତବେେ କ'ଣ ତୁମ୍ଭେ ପରମେଶ୍ବରଙ୍କ ପୁତ୍ର? ଯୀଶୁ ସମାନଙ୍କେୁ କହିଲେ, ହଁ, ତୁମ୍ଭେ ଯାହା କହିଛ. ତାହା ଠିକ୍।
70 Então perguntaram todos: Logo, tu és o Filho de Deus? Respondeu: Sim, eu sou.
71 ସମାନେେ କହିଲେ, ତବେେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ'ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁହଁରୁ ଏହା ଶୁଣିଲୁ।
71 Eles então exclamaram: Temos nós ainda necessidade de testemunho? Nós mesmos o ouvimos da sua boca.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Lucas 22, comparar traduções ou montar um estudo — tudo direto pelo WhatsApp.