Lucas 17

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ବାରା ଏଭଳି ଘଟଣାମାନ ଘଟିବ, ସହେି ଲୋକ ପାଇଁ ଏହା ବହୁତ ଖରାପ ହବେ।
1 Jesus disse também a seus discípulos: É impossível que não haja escândalos, mas ai daquele por quem eles vêm!
2 ଯେଉଁଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ଯରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହବେ। ବକରେେ ପଥର ବାନ୍ଧି ସମୁଦ୍ର ରେ ବୁଡି ମରିବା ତା ପକ୍ଷ ରେ ଭଲ ହବେ।
2 Melhor lhe seria que se lhe atasse em volta do pescoço uma pedra de moinho e que fosse lançado ao mar, do que levar para o mal a um só destes pequeninos. Tomai cuidado de vós mesmos.
3 ତେଣୁ ସାବଧାନ ରୁହ। ଯଦି ତୁମ୍ଭର ଭାଇ ପାପ କରେ, ତବେେ ତାକୁ କୁହ ଯେ ଭୁଲ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରନୋହିଁ, ତବେେ ତାକୁ କ୍ଷମା ଦିଅ।
3 Se teu irmão pecar, repreende-o; se se arrepender, perdoa-lhe.
4 ଯଦି ତୁମ୍ଭର ଭାଇ ଦିନ ଭିତ ରେ ତୁମ୍ଭ ପ୍ରତି ସାତଥର ଅନ୍ଯାୟ କରେ ଓ ପ୍ରତିଥର ଆସି କ ହେ ଯେ, ସେ ଏଥିପାଇଁ ଦୁଃଖିତ, ତବେେ ତାକୁ କ୍ଷମା କରି ଦିଅ।
4 Se pecar sete vezes no dia contra ti e sete vezes no dia vier procurar-te, dizendo: Estou arrependido, perdoar-lhe-ás.
5 ପ୍ ରରେିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭକୁ ଅଧିକ ବିଶ୍ବାସ ପ୍ରଦାନ କର।
5 Os apóstolos disseram ao Senhor: Aumenta-nos a fé!
6 ପ୍ରଭୁ କହିଲେ, ଯଦି ତୁମ୍ଭମାନଙ୍କର ବିଶ୍ବାସ ଗୋଟିଏ ଶାରେିଷ ଦାନା ପରିମାଣର ହାଇେଥାଏ, ତବେେ ତୁମ୍ଭମାନେେ ଏହି ତୁତ ଗଛକୁ କହିପାରିବ, ନିଜକୁ ଉପାଡି ନଇେ ସମୁଦ୍ର ରେ ରୋପଣ କର, ତବେେ ଗଛଟି ତୁମ୍ଭମାନଙ୍କ କଥା ମାନିବ।
6 Disse o Senhor: Se tiverdes fé como um grão de mostarda, direis a esta amoreira: Arranca-te e transplanta-te no mar, e ela vos obedecerá.
7 ମନକରେ ତୁମ୍ଭମାନଙ୍କ ଭିତରୁ ଜଣକର ଚାକରଟିଏ ଅଛି। ସହେି ଚାକର ତୁମ୍ଭ ବିଲ ରେ କାମ କରିଆ ସେ। ସେ ତୁମ୍ଭ ବିଲ ରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନଇେ ଆ ସେ। ସେ କାମରୁ ଫରେିବା ପରେ ତୁମ୍ଭେ ତାକୁ କ'ଣ କହିବ? ତୁମ୍ଭେ କ'ଣ କହିବ ଯେ, 'ଭିତରକୁ ଆସ ଓ ଖାଇବାକୁ ବସ?'
7 Qual de vós, tendo um servo ocupado em lavrar ou em guardar o gado, quando voltar do campo lhe dirá: Vem depressa sentar-te à mesa?
8 ନା, ତୁମ୍ଭେ ତୁମ୍ଭର ଚାକରକୁ କହିବ, 'ମାେ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମାେ ଖିଆପିଆ ସରିଲେ ତୁମ୍ଭମାନେେ ଖାଇବ ଓ ପିଇବ।'
8 E não lhe dirá ao contrário: Prepara-me a ceia, cinge-te e serve-me, enquanto como e bebo, e depois disto comerás e beberás tu?
9 ଚାକର ବିଶଷେ ଧନ୍ଯବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କବଳେ ତାହାହିଁ କରେ।
9 E se o servo tiver feito tudo o que lhe ordenara, porventura fica-lhe o senhor devendo alguma obrigação?
10 ତୁମ୍ଭମାନଙ୍କ କ୍ଷେତ୍ର ରେ ସହେି ଏକା କଥା ହବେ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦବୋ ପରେ ତୁମ୍ଭମାନଙ୍କର କହିବା ଉଚିତ ଯେ, 'ଆମ୍ଭମାନେେ କୌଣସି ବିଶଷେ ଧନ୍ଯବାଦ ପାଇବାକୁ ଯୋଗ୍ଯ ନୋହୁଁ। କାରଣ ଆମ୍ଭେ ଅ ଯୋଗ୍ଯ ଚାକର ଓ ଆମ୍ଭର ଯାହା କରିବା ଉଚିତ, ଆମ୍ଭେ କବଳେ ତାହାହିଁ କରିଛୁ।'
10 Assim também vós, depois de terdes feito tudo o que vos foi ordenado, dizei: Somos servos como quaisquer outros; fizemos o que devíamos fazer.
11 ଯୀଶୁ ୟିରୂଶାଲମ ଯାତ୍ରା କରୁଥିଲେ। ସେ ଗାଲୀଲୀରୁ ଶମିରୋଣକୁ ଗଲେ।
11 Sempre em caminho para Jerusalém, Jesus passava pelos confins da Samaria e da Galiléia.
12 ସେ ଗୋଟିଏ େଛାଟ ନଗରକୁ ଆସିଲେ। ସଠାେରେ ତାହାଙ୍କୁ ଦଶ ଜଣ ଲୋକ ଭଟେିଲେ। ସହେି ସମସ୍ତଙ୍କର କୁଷ୍ଠ ରୋଗ ହାଇେଥିବାରୁ ସମାନେେ କହେି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ।
12 Ao entrar numa aldeia, vieram-lhe ao encontro dez leprosos, que pararam ao longe e elevaram a voz, clamando:
13 କିନ୍ତୁ ସମାନେେ ଯୀଶୁଙ୍କୁ ପାଟି କରି ଡାକିଲେ, ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାୟ୍ଯ କର।
13 Jesus, Mestre, tem compaixão de nós!
14 ଯୀଶୁ ଲୋକମାନଙ୍କୁ ଦେଖି କହିଲେ, ତୁମ୍ଭମାନେେ ଯାଇ ନିଜ ଦହକେୁ ଯାଜକମାନଙ୍କୁ ଦଖାେଅ।
14 Jesus viu-os e disse-lhes: Ide, mostrai-vos ao sacerdote. E quando eles iam andando, ficaram curados.
15 ସହେି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲା ବେଳେ ସୁସ୍ଥ ହାଇଗେଲେ।
15 Um deles, vendo-se curado, voltou, glorificando a Deus em alta voz.
16 ଜଣେ ଲୋକ ନିଜକୁ ସୁସ୍ଥ ହାଇେ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫରେି ଆସିଲା। ସେ ବଡ ପାଟିକରି ନଇଁପଡି ପ୍ରଣାମ କଲା ଓ ତାହାଙ୍କୁ ଧନ୍ଯବାଦ ଦୋଲା। ସେ ଯୀଶୁଙ୍କ ପାଦତଳେ ନଇଁପଡି ପ୍ରମାଣ କଲା ଓ ତାହାଙ୍କୁ ଧନ୍ଯବାଦ ଦଲୋ। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନଥିଲା,
16 Prostrou-se aos pés de Jesus e lhe agradecia. E era um samaritano.
17 ଯୀଶୁ ଉତ୍ତର ଦେଲେ, ଦଶ ଜଣ ଲୋକ ସୁସ୍ଥ ହେଲେ, ତବେେ ଅନ୍ୟ ନଅ ଜଣ କାହାଁନ୍ତି?
17 Jesus lhe disse: Não ficaram curados todos os dez? Onde estão os outros nove?
18 ସୁସ୍ଥ ହାଇେ ସାରିବା ପରେ ପୁଣି ଫରେି ଆସି ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇବା ପାଇଁ କ'ଣ ଏହି ଶମିରୋଣୀୟ ଜଣକ କବଳେ ଥିଲା?
18 Não se achou senão este estrangeiro que voltasse para agradecer a Deus?!
19 ତା'ପରେ ଯୀଶୁ ତାହାକୁ କହିଲେ, ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ବାସ କରିଥିବା ହତେୁ ତୁମ୍ଭେ ଭଲ ହାଇଗେଲ।
19 E acrescentou: Levanta-te e vai, tua fé te salvou.
20 କେତକେ ଫାରୂଶୀ ଯୀଶୁଙ୍କୁ ପଚାରିଲେ, ପରମେଶ୍ବରଙ୍କ ରାଜ୍ଯ କବେେ ଆସିବ?
20 Os fariseus perguntaram um dia a Jesus quando viria o Reino de Deus. Respondeu-lhes: O Reino de Deus não virá de um modo ostensivo.
21 ଲୋକମାନେ କହିବେ ନାହିଁ ଯେ, ' ହଇେ ଦେଖ, ପରମେଶ୍ବରଙ୍କ ରାଜ୍ଯ ଏଠା ରେ ଅଛି କିମ୍ବା ସଠାେରେ ଅଛି। ନା, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ନିଜ ଭିତ ରେ ଅଛି।'
21 Nem se dirá: Ei-lo aqui; ou: Ei-lo ali. Pois o Reino de Deus já está no meio de vós.
22 ତା'ପରେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଦିନ ଆସିବ, ଯେତବେେଳେ ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କ ଦିନଗୁଡିକ ମାନଙ୍କ ଭତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭମାନେେ ତାହା ଦେଖି ପାରିବ ନାହିଁ।
22 Mais tarde ele explicou aos discípulos: Virão dias em que desejareis ver um só dia o Filho do Homem, e não o vereis.
23 ଲୋକମାନେ ତୁମ୍ଭମାନଙ୍କୁ କହିବେ, ' ଦେଖ ତାହା ସଠାେରେ!' ' ଦେଖ, ତାହା ଏଠା ରେ! କିନ୍ତୁ ତୁମ୍ଭମାନେେ ଯେଉଁଠି ଅଛ ସହେିଠା ରେ ରୁହ। ବାହାରକୁ ଯାଇ ଖାଜେ ନାହିଁ।
23 Então vos dirão: Ei-lo aqui; e: Ei-lo ali. Não deveis sair nem os seguir.
24 ମନୁଷ୍ଯପୁତ୍ରଙ୍କର ଫରେି ଆସିବା ସମୟ ତୁମ୍ଭମାନେେ ଜାଣି ପାରିବ। ଯେଉଁ ଦିନ ସେ ଫରେି ଆସିବେ, ସେ ଆକାଶ ରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ୟ୍ଯନ୍ତ ଉଜ୍ଜ୍ବଳ ବିଜୁଳି ଝଲକିଲା ଭଳି ଦଖାେଯିବେ।
24 Pois como o relâmpago, reluzindo numa extremidade do céu, brilha até a outra, assim será com o Filho do Homem no seu dia.
25 କିନ୍ତୁ ମନୁଷ୍ଯପୁତ୍ର ପ୍ରଥମେ ଅନକେ ୟନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ବାରା ହତ ହବେେ।
25 É necessário, porém, que primeiro ele sofra muito e seja rejeitado por esta geração.
26 ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ଯପୁତ୍ର ଫରେି ଆସିବା ସମୟରେ ସହେି ଏକା କଥା ଘଟିବ।
26 Como ocorreu nos dias de Noé, acontecerá do mesmo modo nos dias do Filho do Homem.
27 ନୋହଙ୍କ ସମୟରେ, ଏପରିକି ନୋହ ଜାହାଜ ରେ ବସିବା ସମୟ ପର୍ୟ୍ଯନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ଯା ମାଡି ଆସିଲା ଓ ସେ ସମସ୍ତଙ୍କୁ ମାରି ଦଲୋ।
27 Comiam e bebiam, casavam-se e davam-se em casamento, até o dia em que Noé entrou na arca. Veio o dilúvio e matou a todos.
28 ପରମେଶ୍ବର ଲୋଟଙ୍କ ସମୟରେ ସଦୋମ ନଗର ଧ୍ବଂସ କଲା ବେଳେ ଯାହା ଘଟିଥିଲା, ଏବେ ମଧ୍ଯ ସହେି କଥା ଘଟିବ। ସହେି ଲୋକମାନେ ସେତବେେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ।
28 Também do mesmo modo como aconteceu nos dias de Lot. Os homens festejavam, compravam e vendiam, plantavam e edificavam.
29 ଲୋଟ ନଗର ଛାଡି ଚାଲିୟିବା ସମୟ ପର୍ୟ୍ଯନ୍ତ ମଧ୍ଯ ଲୋକମାନେ ଏସବୁ କାମ କରୁଥିଲେ। ତା'ପରେ ସଠାେରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦଲୋ।
29 No dia em que Lot saiu de Sodoma, choveu fogo e enxofre do céu, que exterminou todos eles.
30 ଯେତବେେଳେ ମନଷ୍ଯପୁତ୍ର ଫରେି ଆସିବେ, ସେତବେେଳେ ଠିକ୍ ସହେିଭଳି ଘଟଣା ଘଟିବ।
30 Assim será no dia em que se manifestar o Filho do Homem.
31 ସେ ଦିନ ଯଦି କୌଣସି ଲୋକ ତା'ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହବେନାହିଁ। ଯଦି କୌଣସି ଲୋକ ବିଲ ରେ ଥିବ, ତବେେ ସେ ଘରକୁ ଫରେି ପାରିବନାହିଁ।
31 Naquele dia, quem estiver no terraço e tiver os seus bens em casa não desça para os tirar; da mesma forma, quem estiver no campo não torne atrás.
32 ଲୋଟଙ୍କ ସ୍ତ୍ରୀଙ୍କର କ'ଣ ହାଇେଥିଲା, ମନେ ପକାଅ।
32 Lembrai-vos da mulher de Lot.
33 ଯେଉଁଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହ ରଇେ ବସିବ। କିନ୍ତୁ ଯେଉଁ ଲୋକ ତା ଜୀବନ ପରିତ୍ଯାଗ କରିବ, ସେ ତାହା ରକ୍ଷା କରିବ।
33 Todo o que procurar salvar a sua vida, perdê-la-á; mas todo o que a perder, encontrá-la-á.
34 ମୁଁ ଫରେି ଆସିବା ସମୟରେ ଗୋଟିଏ କଠାେରୀ ରେ ହୁଏତ ସହେି ରାତି ରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସମାନଙ୍କେ ମଧ୍ଯରୁ ଜଣକୁ ନିଆ ହବେ ଓ ଅନ୍ୟ ଜଣକୁ ଛାଡି ଦିଆୟିବ।
34 Digo-vos que naquela noite dois estarão numa cama: um será tomado e o outro será deixado;
35 ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକି ରେ ଶସ୍ଯ ଦାନା ପେଶୁ ଥାଇ ପାରନ୍ତି,
35 duas mulheres estarão moendo juntas: uma será tomada e a outra será deixada.
36 କିନ୍ତୁ ସମାନଙ୍କେ ମଧ୍ଯରୁ ଜଣକୁ ନଇେ ନିଆୟିବ ଓ ଅନ୍ୟ ଜଣକୁ ଛାଡି ଦିଆୟିବ।
36 Dois homens estarão no campo: um será tomado e o outro será deixado.
37 ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, ଏ ଘଟଣା କେଉଁଠା ରେ ଘଟିବ ପ୍ରଭୁ?
37 Perguntaram-lhe os discípulos: Onde será isto, Senhor? Respondeu-lhes: Onde estiver o cadáver, ali se reunirão também as águias.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Lucas 17, comparar traduções ou montar um estudo — tudo direto pelo WhatsApp.