Lucas 16

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା।
1 Disse Jesus também aos discípulos: Havia um homem rico que tinha um administrador; e este lhe foi denunciado como quem estava a defraudar os seus bens.
2 ଧନୀଲୋକ ଜଣକ ଗୁମାସ୍ତାଙ୍କୁ ଡାକି କହିଲେ, ମୁଁ ତୁମ୍ଭ ବିରୁଦ୍ଧ ରେ ଅନକେ କଥା ଶୁଣୁଛି। ତୁମ୍ଭେ ଯାହା ସବୁ କରିଛ, ତାର ହିସାବ ମାେତେ ଦିଅ। ଏଣିକି ତୁମ୍ଭେ ଆଉ ମାରେ ଗୁମାସ୍ତା ହାଇେ ପାରିବନାହିଁ।'
2 Então, mandando-o chamar, lhe disse: Que é isto que ouço a teu respeito? Presta contas da tua administração, porque já não podes mais continuar nela.
3 ମାସ୍ତା ଜଣକ ମନେ ମନେ ଭବିଲା, 'ଏବେ ମୁଁ କ'ଣ କରିବି? ମାେ ମାଲିକ ମାେ ଚାକିରି ନଇେ ଯାଉଛନ୍ତି। ଗାତ ଖାେଳିବା ପାଇଁ ମାେ ପାଖ ରେ ବଳ ନାହିଁ। ଭିକ ମାଗିଲେ ମାେତେ ଲାଜ ମାଡିବ।'
3 Disse o administrador consigo mesmo: Que farei, pois o meu senhor me tira a administração? Trabalhar na terra não posso; também de mendigar tenho vergonha.
4 ତବେେ ମାେତେ କ'ଣ କରିବାକୁ ହବେ ତା ମୁଁ ଜାଣିଛି। ଯେତବେେଳେ ମୁଁ ଗୁମାସ୍ତା ଚାକିରି ହରାଇବି, ସେତବେେଳେ ଯେପରି ଲୋକେ ସମାନଙ୍କେ ଘ ରେ ମାରେ ସ୍ବାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି।
4 Eu sei o que farei, para que, quando for demitido da administração, me recebam em suas casas.
5 ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନଇେଥିବା ପ୍ରେତ୍ୟକକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଚାରିଲେ, 'ମାେ ମାଲିକଙ୍କୁ ତୁମ୍ଭର କେତେ ଦବୋକୁ ଅଛି?'
5 Tendo chamado cada um dos devedores do seu senhor, disse ao primeiro: Quanto deves ao meu patrão?
6 ଲୋକଟି ଉତ୍ତର ଦଲୋ, 'ଶ ହେ ଟିଣ ତଲେ।' ଗୁମାସ୍ତା ତାକୁ କହିଲେ, 'ଏଇଟି ତୁମ୍ଭର ହିସାବ କାଗଜ ନିଅ। ବସି ପଡି ତାକୁ କମ୍ କରି ଶୀଘ୍ର ପଚାଶ ବୋଲି ଲେଖିଦିଅ।'
6 Respondeu ele: Cem cados de azeite. Então, disse: Toma a tua conta, assenta-te depressa e escreve cinquenta.
7 ତା'ପରେ ଗୁମାସ୍ତା ଆଉ ଜଣେ ଖାତକକୁ ପଚାରିଲେ, 'ତୁମ୍ଭର କେତେ ଋଣ ପରିଶାଧେ କରିବାକୁ ଅଛି?' ଖାତକଟି କହିଲା, 'ଶ ହେ ଭରଣ ଗହମ', ଗୁମାସ୍ତା ତାହାଙ୍କୁ କହିଲେ, 'ଏଇଟି ତୁମ୍ଭର ହିସାବ କାଗଜ ନିଅ, ତାକୁ କମ୍ କରି ଅଶୀ ଭରଣ ବୋଲି ଲେଖିଦିଅ।'
7 Depois, perguntou a outro: Tu, quanto deves? Respondeu ele: Cem coros de trigo. Disse-lhe: Toma a tua conta e escreve oitenta.
8 ପରେ ମାଲିକ ସହେି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲଇେ ଦେଲେ। ତାହାଙ୍କ ଭଳି, ଅନ୍ଯଲୋକମାନଙ୍କ ସହିତ ବ୍ଯବସାୟ କରିବା ରେ ଏହି ସାଂସାରିକ ଲୋକମାନେ ଆଧ୍ଯାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।
8 E elogiou o senhor o administrador infiel porque se houvera atiladamente, porque os filhos do mundo são mais hábeis na sua própria geração do que os filhos da luz.
9 ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନଙ୍କର ଯାହାସବୁ ଅଛି ସେଥି ରେ ପରମେଶ୍ବରଙ୍କ ସହିତ ମିତ୍ରତା ସ୍ଥାପନ କର। ତେଣୁ ଯେତବେେଳେ ଏ ଜାଗତିକ ଧନ ସରିୟିବ, ସେତବେେଳେ ଚିରନ୍ତନ ନିବାସ ରେ ତୁମ୍ଭମାନଙ୍କୁ ସ୍ବାଗତ କରାୟିବ।
9 E eu vos recomendo: das riquezas de origem iníqua fazei amigos; para que, quando aquelas vos faltarem, esses amigos vos recebam nos tabernáculos eternos.
10 େଛାଟ େଛାଟ ବିଷୟ ରେ ଯଦି ଜଣକୁ ବିଶ୍ବାସ କରାଯାଇ ପାରିବ, ତବେେ ତାକୁ ବଡ ବିଷୟ ଗୁଡିକ ପାଇଁ ମଧ୍ଯ ବିଶ୍ବାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହାଇଯୋଏ ତବେେ ସେ ଅଧିକ ଜିନିଷ ପାଇଁ ମଧ୍ଯ ଆସାଧୁ ହାଇଯେିବା
10 Quem é fiel no pouco também é fiel no muito; e quem é injusto no pouco também é injusto no muito.
11 ତୁମ୍ଭମାନେେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ପାରିବନାହିଁ, ତବେେ ତୁମ୍ଭମାନଙ୍କୁ ସତ୍ଯ ସମ୍ପତ୍ତି ପାଇଁ କିଏ ବିଶ୍ବାସ କରିବ?
11 Se, pois, não vos tornastes fiéis na aplicação das riquezas de origem injusta, quem vos confiará a verdadeira riqueza?
12 ତୁମ୍ଭମାନେେ ଯଦି ଅନ୍ୟ କାହାର ଜିନିଷ ରଖିବା ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ନାହଁ, ତବେେ ତୁମ୍ଭମାନଙ୍କ ନିଜ ଜିନିଷ ମଧ୍ଯ ତୁମ୍ଭମାନଙ୍କୁ ଦିଆ ୟିବନାହିଁ।
12 Se não vos tornastes fiéis na aplicação do alheio, quem vos dará o que é vosso?
13 ଜଣେ ସବେକ ଏକା ସଙ୍ଗ ରେ ଦୁଇଜଣ ମାଲିକଙ୍କ ସବୋ କରିପାରିବ ନାହିଁ। ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ଶ୍ରଦ୍ଧା କରିବ। କିମ୍ବା ସେ ଜଣକ ପ୍ରତି ବିଶ୍ବସ୍ତ ରହିବ ଓ ଅନ୍ୟ ଜଣକୁ ବଖାେତିର କରିବ। ତୁମ୍ଭମାନେେ ଏକା ବେଳେ ପରମେଶ୍ବର ଓ ଧନ ଦୁହିଁଙ୍କ ସବୋକରି ପାରିବ ନାହିଁ।
13 Ninguém pode servir a dois senhores; porque ou há de aborrecer-se de um e amar ao outro ou se devotará a um e desprezará ao outro. Não podeis servir a Deus e às riquezas.
14 ଫାରୂଶୀମାନେ ଏହି ସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ।
14 Os fariseus, que eram avarentos, ouviam tudo isto e o ridiculizavam.
15 ଯୀଶୁ ଫାରୂଶୀମାନଙ୍କୁ କହିଲେ, ଲୋକଙ୍କ ଆଗ ରେ ତୁମ୍ଭମାନେେ ନିଜକୁ ଭଲ ବୋଲି ଦେଖଇେ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟ ରେ ପ୍ରକୃତ ରେ କ'ଣ ଅଛି, ତାହା ପରମେଶ୍ବର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ଯବାନ ବୋଲି ମନେ କରିଥାନ୍ତି, ତାହା ପରମେଶ୍ବରଙ୍କ ଦୃଷ୍ଟି ରେ ମୂଲ୍ଯ ହୀନ।
15 Mas Jesus lhes disse: Vós sois os que vos justificais a vós mesmos diante dos homens, mas Deus conhece o vosso coração; pois aquilo que é elevado entre homens é abominação diante de Deus.
16 ମାଶାଙ୍କେ ନିୟମ ଓ ଭବିଷ୍ଯଦ୍ବକ୍ତାମାନଙ୍କ ଲଖାେ ଅନୁସାରେ ଲୋକମାନେ ଜୀବନଯାପନ କରନ୍ତୁ ବୋଲି ପରମେଶ୍ବର ଚାହିଁଲେ। କିନ୍ତୁ ବାପ୍ତିଜକ ଯୋହନ ଆସିବା ପରଠାରୁ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ପାଇଁ ଅନକେ ଲୋକ ଅକ୍ଲାନ୍ତ ଚେଷ୍ଟା କରୁଛନ୍ତି।
16 A Lei e os Profetas vigoraram até João; desde esse tempo, vem sendo anunciado o evangelho do reino de Deus, e todo homem se esforça por entrar nele.
17 ସ୍ବର୍ଗ ଓ ପୃଥିବୀର ଧ୍ବଂସ ହୁଏତ ସହଜ ରେ ହାଇଯେିବ, ମାତ୍ର ବ୍ଯବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହବେନାହିଁ।
17 E é mais fácil passar o céu e a terra do que cair um til sequer da Lei.
18 ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡପତ୍ର ଦଇେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ ତବେେ ସହେି ପୁରୁଷଟି ବ୍ଯଭିଚାର ପାପରେ ଦୋଷୀ ସାବ୍ଯସ୍ତ ହବେ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରେ, ସେ ମଧ୍ଯ ବ୍ଯଭିଚାର ପାପରେ ଦୋଷୀ ହବେ।
18 Quem repudiar sua mulher e casar com outra comete adultério; e aquele que casa com a mulher repudiada pelo marido também comete adultério.
19 ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।
19 Ora, havia certo homem rico que se vestia de púrpura e de linho finíssimo e que, todos os dias, se regalava esplendidamente.
20 ଲାଜାର ନାମ ରେ ଜଣେ ଅତି ଗରିବ ଲୋକ ଥିଲା। ତା' ଦହେ ଘା' ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖ ରେ ପଡି ରହୁଥିଲା।
20 Havia também certo mendigo, chamado Lázaro, coberto de chagas, que jazia à porta daquele;
21 ଧନୀଲୋକ ଖାଇସାରିବା ପରେ ଯାହା ଛାଡି ଦିଏ ସହେି ଅଇଁଠା ଅଂଶତକ ଖାଇବାକୁ ଚାହୁଁଥିଲା। କୁକୁରମାନେ ଆସି ତା'ର ଘାଆକୁ ଚାଟୁଥିଲେ।
21 e desejava alimentar-se das migalhas que caíam da mesa do rico; e até os cães vinham lamber-lhe as úlceras.
22 ପରେ ଲାଜାର ମରିଗଲା। ସ୍ବର୍ଗଦୂତମାନେ ତାହାକୁ ନଇଯାେଇ ଅବ୍ରହାମଙ୍କ କୋଳ ରେ ରଖିଲେ। ଧନୀ ଲୋକ ଜଣକ ମଧ୍ଯ ମରିଗଲା ଓ ତାହାକୁ କବର ଦିଆଗଲା।
22 Aconteceu morrer o mendigo e ser levado pelos anjos para o seio de Abraão; morreu também o rico e foi sepultado.
23 ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।
23 No inferno, estando em tormentos, levantou os olhos e viu ao longe a Abraão e Lázaro no seu seio.
24 ସେ ଡାକିଲା, 'ପିତା ଅବ୍ରହାମ, ମାେତେ ଦୟା କର। ମାେ ପାଖକୁ ଲାଜାରକୁ ପଠାଅ। ସେ ତା' ଆଙ୍ଗୁଳି ଟିପକୁ ପାଣି ରେ ବୁଡଇେ ମାେ ଜିଭ ରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁ ରେ ବହୁତ ୟନ୍ତ୍ରଣା ଭୋଗ କରୁଛି।'
24 Então, clamando, disse: Pai Abraão, tem misericórdia de mim! E manda a Lázaro que molhe em água a ponta do dedo e me refresque a língua, porque estou atormentado nesta chama.
25 କିନ୍ତୁ ଅବ୍ରାହାମ କହିଲେ, 'ପୁଅ, ତୁ ଯେତବେେଳେ ବଞ୍ଚିଥିଲୁ, ସେତବେେଳେ କଥା ଟିକିଏ ମନେ ପକା। ତୁ ଜୀବନ ରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମ ରେ ଅଛି ଓ ତୁ ୟନ୍ତ୍ରଣା ଭୋଗୁଛୁ।
25 Disse, porém, Abraão: Filho, lembra-te de que recebeste os teus bens em tua vida, e Lázaro igualmente, os males; agora, porém, aqui, ele está consolado; tu, em tormentos.
26 ତା' ଛଡା ତୋର ଓ ଆମ୍ଭ ମଝି ରେ ଗୋଟିଏ ବଡ ଖାତ ଅଛି। ତୋତେ ସାହାୟ୍ଯ କରିବା ପାଇଁ ସହେି ଖାତକୁ କହେି ପାରି ହାଇେ ଯାଇ ପାରିବେ ନାହିଁ।' ଏବଂ ସହେି ସ୍ଥାନ ଛାଡି କହେି ଏଠାକୁ ଆସି ପାରିବେ ନାହିଁ।
26 E, além de tudo, está posto um grande abismo entre nós e vós, de sorte que os que querem passar daqui para vós outros não podem, nem os de lá passar para nós.
27 ଧନୀ ଲୋକ ଜଣକ କହିଲେ, ' ତବେେ ପିତା, ଦୟାକରି ଲାଜାରକୁ ପୃଥିବୀ ରେ ଥିବା ମାରେ ବାପାଙ୍କ ଘରକୁ ପଠାଅ।
27 Então, replicou: Pai, eu te imploro que o mandes à minha casa paterna,
28 ମାରେପାଞ୍ଚଜଣ ଭାଇ ଅଛନ୍ତି। ଲାଜାର ମାରେ ଭାଇମାନଙ୍କୁ ସତର୍କ କରାଇ ଦବେ। ତା ହେଲେ ସମାନେେ ଏ ୟନ୍ତ୍ରଣା ଭୋଗ କରିବା ସ୍ଥାନକୁ ଆସିବେ ନାହିଁ।'
28 porque tenho cinco irmãos; para que lhes dê testemunho, a fim de não virem também para este lugar de tormento.
29 କିନ୍ତୁ ଅବ୍ରହାମ କହିଲେ, ' ସମାନଙ୍କେ ପାଖ ରେ ମାଶାଙ୍କେ ନିୟମ ଓ ଭବିଷ୍ଯଦ୍ବକ୍ତାମାନଙ୍କ ଲଖାେ ସବୁ ପଢିବା ପାଇଁ ରହିଛି। ସମାନେେ ସେଥିରୁ ଶିକ୍ଷା ଲାଭ କରନ୍ତୁ।'
29 Respondeu Abraão: Eles têm Moisés e os Profetas; ouçam-nos.
30 ଧନୀ ଲୋକଟି କହିଲା, 'ନା, ପିତା ଅବ୍ରହାମ! ଯଦି ମରି ଯାଇଥିବା ଲୋକମାନଙ୍କ ଭିତରୁ କହେି ଜଣେ ତାହାଙ୍କ ପାଖକୁ ଯାଏ, ତବେେ ସମାନେେ ବିଶ୍ବାସ କରିବେ ଓ ସମାନଙ୍କେର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ।'
30 Mas ele insistiu: Não, pai Abraão; se alguém dentre os mortos for ter com eles, arrepender-se-ão.
31 କିନ୍ତୁ ଅବ୍ରହାମ ତାହାକୁ କହିଲେ, 'ନା, ଯଦି ତୁମ୍ଭ ଭାଇମାନେ ମାଶାେ ଓ ଭବିଷ୍ଯଦ୍ବକ୍ତାଙ୍କ କଥା ଶୁଣିବେ ନାହିଁ, ତବେେ ସମାନେେ ମୃତ୍ଯୁରୁ ଫରେି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ଯ ଶୁଣିବେ ନାହିଁ।'
31 Abraão, porém, lhe respondeu: Se não ouvem a Moisés e aos Profetas, tampouco se deixarão persuadir, ainda que ressuscite alguém dentre os mortos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Lucas 16, comparar traduções ou montar um estudo — tudo direto pelo WhatsApp.