Lucas 15

Oriya Bible (GL_ORIYA) vs BKJ

Sair da comparação
1 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନକେ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ।
1 Então, aproximaram-se dele todos os publicanos e pecadores para ouvi-lo.
2 ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, ଏହି ବ୍ଯକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ବାଗତ କରୁଛନ୍ତି ଓ ଏପରିକି ସମାନଙ୍କେ ସହିତ ଖାଉଛନ୍ତି।
2 E os fariseus e os escribas murmuravam, dizendo: Este homem recebe pecadores, e come com eles.
3 ଯୀଶୁ ସମାନଙ୍କେୁ ଏହି ଦୃଷ୍ଟାନ୍ତ କହିଲେ:
3 E ele lhes falou esta parábola, dizendo:
4 ମନକରେ ତୁମ୍ଭମାନଙ୍କ ଭିତରୁ ଜଣକର ଶ ହଟେି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତବେେ ସେ ଅନେଶ୍ବତ ମେଣ୍ଢାଙ୍କୁ ଏକୁଟିଆ ଛାଡିଦଇେ ହଜି ଯାଇଥିବା ମେଣ୍ଢାଟିକୁ ଖାଜେିବା ପାଇଁ ବାହାରିପଡିବ ଓ ତାକୁ ପାଇବା ପର୍ୟ୍ଯନ୍ତ ସେ ଖାଜେିବାକୁ ଲାଗିବ।
4 Qual de vós é o homem que, tendo cem ovelhas, e perdendo uma delas, não deixa no deserto as noventa e nove, e vai atrás da perdida até encontrá-la?
5 ମେଣ୍ଢାଟି ପାଇଗଲେ ସେ ବହୁତ ଖୁସି ହବେ। ସେ ମେଣ୍ଢାଟିକୁ କାନ୍ଧ ରେ ବସାଇ ଘରକୁ ଆଣିବ।
5 E, tendo-a encontrado, regozijando-se, a põe sobre seus ombros.
6 ସେ ତା ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମାରହଜେି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ଯନ୍ତ ଆନନ୍ଦିତ। ଆସ, ମାେ ସହିତ ତୁମ୍ଭମାନେେ ଆନନ୍ଦ କର।
6 E ele chegando em casa, chama os seus amigos e vizinhos, dizendo-lhes: Alegrai-vos comigo, porque eu encontrei a minha ovelha que estava perdida.
7 ସହେିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତବେେଳେ ଜଣେ ପାପୀ ତା' ହୃଦୟ ପରିବର୍ତ୍ତନ କରିଥାଏ, ସେତବେେଳେ ସ୍ବର୍ଗ ରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ଯକ ନାହିଁ, ଏପରି ଅନେଶ୍ବତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ।
7 Eu vos digo, que assim haverá mais alegria no céu por um pecador que se arrepende, do que por noventa e nove pessoas justas que não necessitam de arrependimento.
8 ମନକରେ ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତବେେ ସହେି ସ୍ତ୍ରୀଲୋକଟି ଆଲୁଅ ଲଗଇେ ଘର ସାରା ଭଲ କରି ଓଳଇେ ପକଇବେ ଓ ରୂପା ମୁଦ୍ରାଟି ନ ପାଇବା ପର୍ୟ୍ଯନ୍ତ ଚାରିଆଡେ ଖାଜେିବ।
8 Ou qual mulher que, tendo dez peças de prata, e perdendo uma peça, não acende a candeia, e varre a casa, buscando com diligência até encontrá-la?
9 ହଜି ଯାଇଥିବା ରୂପାମୁଦ୍ରାଟି ପାଇଗଲେ ସେ ତା' ବଂଧୁ ଓ ପଡ଼ୋଶୀମାନଙ୍କୁ ଡାକି କହିବ, 'ମୁଁ ବହୁତ ଆନନ୍ଦିତ। କାରଣ ମାରେ ହଜି ଯାଇଥିବା ରୂପା ମୁଦ୍ରାଟି ମିଳିଗଲା। ଆସ, ମାେ ସହିତ ଆନନ୍ଦ କର।'
9 E, tendo-a encontrado, ela chama as amigas e as vizinhas, dizendo: Alegrai-vos comigo, porque encontrei a peça que eu havia perdido.
10 ସହେିଭଳି ଜଣେ ପାପୀ ତା' ହୃଦୟ ପରିବର୍ତ୍ତନ କଲେ, ପରମେଶ୍ବରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।
10 Assim eu vos digo que há alegria na presença dos anjos de Deus por um só pecador que se arrepende.
11 ଯୀଶୁ କହିଲେ, ଜଣେ ଲୋକର ଦୁଇ ପୁଅ ଥିଲେ।
11 E ele disse: Certo homem tinha dois filhos;
12 ଦିନେ ସାନ ପୁଅ ତା' ବାପାଙ୍କୁ କହିଲା, 'ବାପା, ତୁମ୍ଭେ ମତେ ତୁମ୍ଭର ସବୁ ସମ୍ପତ୍ତିରୁ ମାେ ଭାଗତକ ଦଇଦେିଅ।' ତେଣୁ ତା' ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧିଅରେ ବାଣ୍ଟି ଦେଲେ।
12 e o mais jovem deles disse ao seu pai: Pai, dá-me a parte dos bens a que tenho direito. E ele dividiu-lhes os seus haveres.
13 ଅଳ୍ପ ଦିନ ପରେ ସାନପୁଅ ତା' ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଚାଲିଗଲା। ସଠାେରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡଇେ ଦଲୋ।
13 E poucos dias depois, o filho mais jovem, ajuntando tudo, partiu para uma terra distante, e ali desperdiçou os seus bens com uma vida desordeira.
14 ସବୁତକ ସାରି ଦଲୋ ପରେ, ସହେି ଦେଶ ରେ ଚାରିଆଡେ ଭୟଙ୍କର ଦୁର୍ଭିକ୍ଷ ପଡିଲା। ତାକୁ ଅଭାବ ଭିତ ରେ ଉପାସ ରେ ରହିବାକୁ ପଡିଲା। ତା'ର ଟଙ୍କା ଦରକାର ପଡିଲା।
14 E, havendo ele gastado tudo, houve naquela terra uma grande fome, e ele começou a passar necessidade.
15 ତେଣୁ ସେ ସହେି ଦେଶ ରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା, ସେ ଲୋକଟି ତାହାକୁ ତା ପଡିଆ ରେ ଘୁଷୁରି ଚ ରଇବୋକୁ ପଠାଇଲା।
15 E ele foi e juntou-se a um dos cidadãos daquela terra, e ele o enviou aos seus campos para alimentar os porcos.
16 ତାହାକୁ ଏତେ ଭୋକ ଲାଗୁଥିଲା ଯେ ସେ ଘୁଷୁରିମାନେ ଖାଉଥିବା ଖାଦ୍ୟରୁ କିଛି ଖାଇବାକୁ ଇଚ୍ଛା କଲା କିନ୍ତୁ ତାହା ମଧ୍ଯ କହେି ତାହାକୁ ଦେଲନୋହିଁ।
16 E ele desejava encher o seu estômago com as cascas que os porcos comiam; e nenhum homem lhe dava nada.
17 ଏବେ ସେ ପୁଝି ପାରିଲା ଯେ, ସେ ବହୁତ ମୂର୍ଖାମୀ କରିଛି। ସେ ଭାବିଲା, 'ମାେ ବାପାଙ୍କର ମୂଲିଆମାନଙ୍କର କେତେ ଖାଦ୍ୟ ବଳୁଛି। ଆଉ ମୁଁ ଏଠା ରେ ଭୋକରେ ମରୁଛି।
17 E ele caindo em si, disse: Quantos servidores de meu pai têm pão suficiente e de sobra, e eu aqui pereço de fome!
18 ମୁଁ ଏ ସ୍ଥାନ ଛାଡି ମାେ ବାପାଙ୍କ ପାଖକୁ ଫରେିୟିବି।' ମୁଁ ତାହାଙ୍କୁ କହିବି, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି।
18 Levantar-me-ei, e irei para o meu pai, e lhe direi: Pai, eu pequei contra o céu e perante ti;
19 ମୁଁ ତୁମ୍ଭର ପୁଅ ହବୋର ୟୋଗ୍ଯ ନୁହେଁ। କିନ୍ତୁ ତୁମ୍ଭେ ମାେତେ ଦୟାକରି ତୁମ୍ଭର ଅନ୍ୟ ମୂଲିଆମାନଙ୍କ ଭଳି ରଖ।'
19 e não sou mais digno de ser chamado teu filho; faze-me como um dos teus servidores.
20 ତେଣୁ ସେ ସ୍ଥାନ ଛାଡି ତା' ବାପାଙ୍କ ପାଖକୁ ବାହାରିଲା।
20 E ele, levantando-se, foi para seu pai. Mas, ele estando ainda longe do caminho, seu pai o viu, e teve compaixão, e, correndo, lançou-se-lhe ao pescoço, e o beijou.
21 ପୁଅ କହିଲା, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି। ମୁଁ ତୁମ୍ଭର ପୁଅ ହବୋକୁ ଯୋଗ୍ଯ ନୁହେଁ।'
21 E o filho lhe disse: Pai, eu pequei contra o céu e à tua vista, e não sou mais digno de ser chamado teu filho.
22 କିନ୍ତୁ ବାପା ତାହାଙ୍କ ଚାକରମାନଙ୍କୁ ଡାକି କହିଲେ, ଶୀଘ୍ର ଯାଅ, ତା' ପାଇଁ ସବୁଠାରୁ ଭଲ ପୋଷାକପତ୍ର ଆଣ। ତା' ଆଙ୍ଗୁଠି ରେ ମୁଦିଟିଏ ପିନ୍ଧାଇ ଦିଅ। ପାଦ ରେ ଭଲ ଜୋତା ପିନ୍ଧାଇ ଦିଅ।
22 Mas o pai disse aos seus servos: Trazei a melhor veste, e vesti-o, e ponde-lhe um anel em sua mão, e calçados em seus pés;
23 ଆମ୍ଭର ସବୁଠାରୁ ମାଟେ ବାଛୁରୀଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହବେ। ଆମ୍ଭମାନେେ ଗୋଟିଏ ଭୋଜି କରିବା।
23 e trazei aqui um novilho cevado, e matai-o; e comamos e alegremo-nos;
24 ମାରେ ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।' ତେଣୁ ସମାନେେ ଭୋଜିର ଆଯୋଜନ କଲେ।
24 porque este meu filho estava morto, e vive novamente; tinha-se perdido, e foi achado. E eles começaram a alegrar-se.
25 ଏହି ସମୟରେ ଲୋକଟିର ବଡ ପୁଅ କ୍ଷତେ ରେ ଥିଲା। ଫରେିଲା ବେଳେ, ଘର ପାଖାପାଖି ପହଞ୍ଚିବା ବଳକେୁ ସେ ନାଚଗୀତର ଶବ୍ଦ ଶୁଣିଲା।
25 Ora, o seu filho mais velho estava no campo; e vindo, ao aproximar-se da casa, ele ouviu a música e as danças.
26 ତେଣୁ ସେ ଜଣେ ଚାକରକୁ ଡାକି ପଚାରିଲା, 'ଏ ସବୁ କ'ଣ ଚାଲିଛି?'
26 E ele chamou um dos servos, e perguntou o que significavam aquelas coisas.
27 ଚାକରଟି କହିଲା, 'ତୁମ୍ଭ ଭାଇ ଫରେି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମାଟୋ ବାଛୁରୀଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳ ରେ ଫରେି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସି ହେଉଛନ୍ତି।'
27 E ele lhe disse: O teu irmão chegou; e teu pai matou o novilho cevado, porque ele o recebeu são e salvo.
28 ଏହା ଶୁଣି ବଡ ପୁଅ ଭୀଷଣ ରାଗିଗଲା। ସେ ଭିତ ରେ ପ୍ରବେଶ କରିବା ପାଇଁ ଇଚ୍ଛା କଲାନାହିଁ। ତେଣୁ ତା' ବାପା ବଡ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ।
28 E ele se irritou e não queria entrar; portanto, saindo o pai, lhe rogava.
29 ବଡ ପୁଅ ବାପାଙ୍କୁ କହିଲା, 'ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସବୋ କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମାେ ପାଇଁ ଛଳେିଟିଏ ମଧ୍ଯ କବେେ ମାରିନାହଁ। ତୁମ୍ଭେ ମାେ ପାଇଁ ଓ ମାେ ବନ୍ଧୁମାନଙ୍କ ପାଇଁ କବେେ ହେଲେ ଭୋଜିଟିଏ ଦଇନୋହଁ।
29 E, ele respondendo, disse ao seu pai: Eis que eu te sirvo há tantos anos, e em nenhum momento eu transgredi um mandamento teu; contudo, tu nunca me deste um cabrito, para que eu pudesse me alegrar com os meus amigos;
30 କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'
30 mas, vindo este teu filho, que desperdiçou os teus bens com as prostitutas, mataste-lhe o novilho cevado.
31 କିନ୍ତୁ ବାପା ତାକୁ କହିଲେ, 'ପୁଅ, ତୁ ସବୁବେଳେ ମାେ ପାଖ ରେ ଅଛୁ। ମାରେ ଯାହା କିଛି ଅଛି, ସେ ସବୁ ତୋର।
31 E, ele lhe disse: Filho, tu sempre estás comigo, e tudo o que eu tenho é teu.
32 କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସି ହବୋ ଓ ଭୋଜି କରିବା ଉଚିତ।'
32 Mas era necessário fazer festa e regozijarmo-nos; porque este teu irmão estava morto, e vive novamente; tinha-se perdido, e foi achado.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Lucas 15, comparar traduções ou montar um estudo — tudo direto pelo WhatsApp.