Lucas 14
Oriya Bible (GL_ORIYA) vs NAA
1 ଗୋଟିଏ ବିଶ୍ରାମବାର ରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସଠାେରେ ଥିବା ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ଯ କରୁଥିଲେ।
1 Num sábado, ao entrar Jesus na casa de um dos principais fariseus para tomar uma refeição, eles o estavam observando.
2 ଜଣେ 'ଜଳୋଦର' ରୋଗୀକୁ ଯୀଶୁଙ୍କ ସାମନାକୁ ଅଣାଗଲା।
2 E eis que diante dele se achava um homem hidrópico.
3 ଯୀଶୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନଙ୍କୁ ପଚାରିଲେ, ବାଶ୍ରାମବାର ରେ ଭଲ କରିଦବୋ ଠିକ୍ ନା ଭୁଲ?
3 Então Jesus, dirigindo-se aos intérpretes da Lei e aos fariseus, perguntou:
4 ସମାନେେ କିନ୍ତୁ ଚୁପ୍ ରହିଲେ। ତେଣୁ ଯୀଶୁ ଲୋକଟିକୁ ଧରି ସୁସ୍ଥ କରି ଦେଲେ। ତା'ପରେ ସହେି ଲୋକଟି ଚାଲିଗଲା।
4 Eles, porém, não disseram nada. Então Jesus pegou na mão daquele homem, curou-o e o mandou embora.
5 ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, ଯଦି ବାଶ୍ରାମବାର ରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତ ରେ ଖସିପଡେ, ତବେେ ତୁମ୍ଭମାନେେ କ'ଣ ତାକୁ ସଙ୍ଗେସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ?
5 A seguir, Jesus lhes perguntou:
6 ଯୀଶୁ ଯାହା ପଚାରିଲେ ସମାନେେ କିଛି ଉତ୍ତର ଦଇେ ପାରିଲେ ନାହିଁ।
6 A isto nada puderam responder.
7 ଯୀଶୁ ଲକ୍ଷ୍ଯ କଲେ ଯେ, କେତକେ ଅତିଥି ବସିବା ପାଇଁ ଭଲ ଆସନଟିଏ ଖାଜେୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ:
7 Reparando como os convidados escolhiam os primeiros lugares, Jesus contou-lhes uma parábola:
8 ଯଦି ଜଣେ ତୁମ୍ଭକୁ ବିବାହଉତ୍ସବ ରେ ନିମନ୍ତ୍ରଣ କରୁଛି, ତବେେ ସବୁଠାରୁ ମୁଖ୍ଯ ଆସନ ରେ ବସନାହିଁ। କାରଣ ସହେି ଲୋକଟି ତୁମ୍ଭଠାରୁ ଅଧିକ ମହାନ ଲୋକକୁ ମଧ୍ଯ ଡାକି ଥାଇପା ରେ।
8 — Quando alguém convidá-lo para um casamento, não sente no lugar de honra, pois pode haver um convidado mais importante do que você.
9 ତୁମ୍ଭେ ଯଦି ସବୁଠାରୁ ମୁଖ୍ଯ ଆସନ ରେ ବସିଥିବ, ତବେେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି କହିବେ, 'ଏହି ଲୋକଙ୍କୁ ତୁମ୍ଭ ଆସନଟି ଦଇଦେିଅ।' ତା'ପରେ ତୁମ୍ଭେ ସଠାରୁେ ଉଠି ପଛ ରେ ଥିବା ଶଷେ ଆସନଟିକୁ ୟିବ। ସେତବେେଳେ ତୁମ୍ଭକୁ ବଡ ଅପମାନ ଲାଗିବ।
9 Então aquele que convidou os dois dirá a você: “Dê o lugar a este aqui.” Então você irá, envergonhado, ocupar o último lugar.
10 ତେଣୁ ଯେତବେେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନ ରେ ବସ। ସେତବେେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, 'ବନ୍ଧୁ, ତୁମ୍ଭେ ଏଠା ରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନ ରେ ବସ।' ସେତବେେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।
10 Pelo contrário, quando alguém convidá-lo, vá sentar no último lugar, para que, quando vier aquele que o convidou, diga a você: “Amigo, venha sentar num lugar melhor.” Isso será uma honra para você diante de todos os demais convidados.
11 ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।
11 Porque todo o que se exalta será humilhado; e o que se humilha será exaltado.
12 ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, ତୁମ୍ଭେ କାହାରିକୁ ଦିନ ରେ ବା ରାତି ରେ ଖାଇବାକୁ ନିମନ୍ତ୍ରଣ କଲୋ ବେଳେ କବଳେ ତୁମ୍ଭର ଭାଇ ବନ୍ଧୁ କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡିକ ନାହିଁ। କାରଣ ଅନ୍ୟ ବେଳେ ସମାନେେ ମଧ୍ଯ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତବେେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇୟିବ।
12 Depois Jesus disse ao que o havia convidado:
13 ବରଂ ଭୋଜି ଦବୋ ସମୟରେ ଗରିବ, ପଙ୍ଗୁ, େଛାଟା ଓ ଅନ୍ଧମାନଙ୍କୁ ଡାକ।
13 Pelo contrário, ao dar um banquete, convide os pobres, os aleijados, os coxos e os cegos,
14 ଏ ଲୋକମାନଙ୍କର କିଛି ନଥିବାରୁ ସମାନେେ ତୁମ୍ଭକୁ ପ୍ରତିବଦଳ ରେ କିଛି ଦଇେ ପାରିବନୋହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହବେ। କିନ୍ତୁ ଯେତବେେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ଯରୁ ଜୀବୀତ ହବେେ, ସହେି ସମୟରେ ତୁମ୍ଭମାନେେ ତୁମ୍ଭର ପୁରସ୍କାର ପାଇବ।
14 e você será bem-aventurado, pelo fato de não terem eles com que recompensá-lo. A sua recompensa você receberá na ressurreição dos justos.
15 ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ଯରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, ପରମେଶ୍ବରଙ୍କ ରାଜ୍ଯ ରେ ଭୋଜନ କରୁଥିବା ଲୋକ ବହୁତ ଖୁସି ହବେ।
15 Ao ouvir tais palavras, um dos que estavam à mesa com Jesus lhe disse: — Bem-aventurado aquele que participar do banquete no Reino de Deus.
16 ଯୀଶୁ ସହେି ଲୋକକୁ କହିଲେ, ଥରେ ଜଣେ ଲୋକ ଗୋଟିଏ ବଡ ରାତ୍ରିଭୋଜିର ବ୍ଯବସ୍ଥା କରିଥିଲେ। ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ।
16 Jesus, porém, respondeu:
17 ଖାଇବା ସମୟ ହବୋରୁ ସେ ଅତିଥିମାନଙ୍କ ପାଖକୁ ଏହି କଥା କହିବା ପାଇଁ ନିଜ ଚାକରକୁ ପଠାଇଲେ: 'ଆସନ୍ତୁ, ଭୋଜନ ପ୍ରସ୍ତୁତି ହାଇେ ଗଲାଣି।'
17 À hora da ceia, enviou o seu servo para avisar aos convidados: “Venham, porque tudo já está preparado.”
18 କିନ୍ତୁ ସମସ୍ତ ନିମନ୍ତ୍ରିତ ବ୍ଯକ୍ତିମାନେ କହିଲେ ଯେ, ସମାନେେ ଯାଇ ପାରିବେ ନାହିଁ। ପ୍ରେତ୍ୟକକ ବାହାନା କରି କ୍ଷମା ମାଗି ରହିଗଲେ। ପ୍ରଥମ ଲୋକଟି କହିଲା, 'ମୁଁ ଏବେ ଖଣ୍ଡେ ଜମି କିଣିଛି। ସହେି ଜମିଟି ଦେଖିବାକୁ ପର୍ତ୍ତମାନ ମାେତେ ୟିବାକୁ ପଡିବ। ଦୟାକରି ମାେତେ କ୍ଷମା କର।'
18 Mas todos eles, um por um, começaram a apresentar desculpas. O primeiro disse: “Comprei um campo e preciso ir vê-lo; peço que me desculpe.”
19 ଆଉ ଜଣେ କହିଲା, 'ମୁଁ ଏବେ ପାଞ୍ଚହଳ ବଳଦ କିଣିଛି।
19 Outro disse: “Comprei cinco juntas de bois e vou experimentá-las; peço que me desculpe.”
20 ମୁଁ ତାହାଙ୍କୁ ପରଖିବାକୁ ୟିବାକୁ ବାହାରିଲିଣି। ଦୟାକରି ମାେତେ କ୍ଷମା କର।' ତୃତୀୟ ଲୋକଟି କହିଲା, ' ମାରେ ତ ଏବେ ବାହାଘର ହାଇେଛି। ମୁଁ ଯାଇ ପାରିବି ନାହିଁ।'
20 E outro disse: “Casei-me e, por isso, não posso ir.”
21 ତେଣୁ ଚାକରଟି ଫରେିଆସିଲା। ଯାହା ସବୁ ଘଟିଥିଲା, ସେ ତା ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ େଛାଟାମାନଙ୍କୁ ଏଠାକୁ ନଇେଆସ।'
21 — O servo voltou e, contou tudo ao seu senhor. Então, irado, o dono da casa disse ao seu servo: “Saia depressa para as ruas e becos da cidade e traga para cá os pobres, os aleijados, os cegos e os coxos.”
22 ପରେ ଚାକରଟି ତାହାଙ୍କୁ କହିଲା, ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।'
22 Mais tarde, o servo lhe disse: “Patrão, já fiz o que o senhor mandou, e ainda há lugar.”
23 ମାଲିକ ଚାକରକୁ କହିଲେ, 'ରାଜପଥ ଓ ଗ୍ରାମପଥକୁ ଚାଲିଯାଅ। ସଠାେରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଚା ହେଁ, ମାେ ଘର ପୁରାପୁରି ଭରିଯାଉ।'
23 Então o senhor disse ao servo: “Saia pelos caminhos e atalhos e obrigue todos a entrar, para que a minha casa fique cheia.
24 ଯେଉଁମାନଙ୍କୁ ମୁଁ ପ୍ରଥମେ ନିମନ୍ତ୍ରଣ କରିଥିଲା, ସମାନଙ୍କେ ମଧ୍ଯରୁ ଜଣେ ହେଲେ ମଧ୍ଯ ମାେ ସହିତ ଆଉ କବେେ ହେଁ ଭୋଜି ଖାଇବେ ନାହିଁ।'
24 Porque digo a vocês que nenhum daqueles homens que foram convidados provará a minha ceia.”
25 ବହୁତ ଲୋକ ଯୀଶୁଙ୍କ ସହିତ ଯାତ୍ରା କରୁଥିଲେ। ଯୀଶୁ ଲୋକମାନଙ୍କୁ କହିଲେ,
25 Grandes multidões acompanhavam Jesus, e ele, voltando-se, lhes disse:
26 ଯଦି ଜଣେ ଲୋକ ମାେ ପାଖକୁ ଆ ସେ, କିନ୍ତୁ ଯଦି ମାେ ଅପେକ୍ଷା ତା ବାପାମାଆ, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବ ନାହିଁ। ଜଣେ ଲୋକକୁ ତା' ନିଜ ଅପେକ୍ଷା ମାେତେ ଅଧିକ ଭଲ ପାଇବାକୁ ହବେ।
26 — Se alguém vem a mim e não me ama mais do que ama o seu pai, a sua mãe, a sua mulher, os seus filhos, os seus irmãos, as suas irmãs e até a sua própria vida, não pode ser meu discípulo.
27 ଜଣେ ଲୋକ ମାେତେ ଅନୁସରଣ କଲା ବେଳେ ଯଦି ତାକୁ ଦିଆଯାଇଥିବା କ୍ରୁଶ କାନ୍ଧଇେ ଚାଲିବ ନାହିଁ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବନାହିଁ।
27 E quem não tomar a sua cruz e vier após mim não pode ser meu discípulo.
28 ତୁମ୍ଭମାନେେ ଯଦି ଗୋଟିଏ କୋଠଘର ତିଆରି କରିବାକୁ ଚାହୁଁଛ, ତବେେ ତୁମ୍ଭମାନେେ ପ୍ରଥ ସେ ବସି ସ୍ଥିର କରିବ ଯେ, ଏଥି ପାଇଁ କେତେ ଖର୍ଚ୍ଚ ହବେ। ତୁମ୍ଭମାନଙ୍କର ହିସାବ କରି ଦେଖିବା ଉଚିତ ଯେ, କାମଟି ସଂମ୍ପୂର୍ଣ୍ଣ କରିବା ନିମନ୍ତେ ତୁମ୍ଭମାନଙ୍କ ପାଖ ରେ ୟଥେଷ୍ଟ ଅର୍ଥ ଅଛି କି ନାହିଁ।
28 Pois qual de vocês, pretendendo construir uma torre, não se assenta primeiro para calcular a despesa e verificar se tem os meios para a concluir?
29 ତା' ନ ହେଲେ ତୁମ୍ଭମାନେେ ମୂଳଦୁଆ ପକଇେ ଦଇେ କାମ ଆରମ୍ଭ କରି ପାର, କିନ୍ତୁ ଶଷେ କରିପାରିବ ନାହିଁ, ତବେେ ଏହାକୁ ଦେଖିଥିବା ଲୋକେ ତୁମ୍ଭମାନଙ୍କୁ ଉପହାସ କରିବେ।
29 Para não acontecer que, tendo lançado os alicerces e não podendo terminar a construção, todos os que a virem zombem dele,
30 ସମାନେେ କହିବେ, 'ଏ ଲୋକଟା କୋଠା ଆରମ୍ଭ କରି ଦଲୋ, କିନ୍ତୁ ଶଷେ କରି ପାରିଲା ନାହିଁ।'
30 dizendo: “Este homem começou a construir e não pôde acabar.”
31 ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ୟୁଦ୍ଧ କରିବାକୁ ବାହାରନ୍ତି, ତବେେ ସେ ଆଗ ବସି ଯୋଜନା କରନ୍ତି। ଯଦି ସହେି ରାଜାଙ୍କର କବଳେ ଦଶ ହଜାର ସୈନ୍ଯ ଥାଆନ୍ତି, ତବେେ ସେ କୋଡିଏ ହଜାର ସୈନ୍ଯ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରିପାରିବେ ନାହିଁ।
31 Ou qual é o rei que, indo para combater outro rei, não se assenta primeiro para calcular se com dez mil homens poderá enfrentar o que vem contra ele com vinte mil?
32 ଯଦି ସେ ଅନ୍ୟ ରାଜାଙ୍କୁ ପରାସ୍ତ କରିବାକୁ ସକ୍ଷମ ହବେ ନାହିଁ, ତବେେ ବିରୋଧୀ ରାଜା ବହୁତ ଦୂର ରେ ଥିବା ବେଳେ ତାହାଙ୍କ ପାଖକୁ କିଛି ଲୋକ ପଠାଇ ସନ୍ଧି ପ୍ରସ୍ତାବ ଦବେେ।
32 Caso contrário, estando o outro ainda longe, envia-lhe uma embaixada, pedindo condições de paz.
33 ସହେିଭଳି ତୁମ୍ଭମାନେେ ସମସ୍ତେ ପ୍ରଥମେ ଯୋଜନା କରିବ। ତୁମ୍ଭମାନେେ ମାେତେ ଅନୁସରଣ କରିବାକୁ ଚାହିଁଲେ ତୁମ୍ଭମାନଙ୍କର ପ୍ରେତ୍ୟକକ ବିଷୟ ତ୍ଯାଗ କରିବ। ତୁମ୍ଭମାନେେ ଯଦି ତାହା କରି ନପାରିବ, ତବେେ ମାରେ ଶିଷ୍ଯ ହାଇେ ପାରିବନାହିଁ।
33 Assim, pois, qualquer um de vocês que não renuncia a tudo o que tem não pode ser meu discípulo.
34 ଲୁଣ ଗୋଟିଏ ଭଳ ଜିନିଷ। ଲୁଣ ଯଦି ତାର ଲୁଣିଆ ସ୍ବାଦ ହରାଇ ବ ସେ, ତବେେ ତା'ର କୌଣସି ମୂଲ୍ଯ ନାହିଁ। ତୁମ୍ଭମାନେେ ପୁଣି ଥରେ ତାର ଲୁଣିଆ ସ୍ବାଦ ଫରୋଇ ଦଇେ ପାରିବନାହିଁ।
34 — O sal é certamente bom; mas, se o sal se tornar insípido, como lhe restaurar o sabor?
35 ଏ ହକେୁ ତୁମ୍ଭମାନେେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ଯ ବ୍ଯବହାର କରି ପାରିବନାହିଁ। ଲୋକେ ତାକୁ ଫୋପାଡି ଦିଅନ୍ତି।
35 Não presta mais nem para a terra nem para o monte de estrume; lançam-no fora. Quem tem ouvidos para ouvir, ouça.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 14, comparar traduções ou montar um estudo — tudo direto pelo WhatsApp.