Lucas 13
Oriya Bible (GL_ORIYA) vs NAA
1 ସେତବେେଳେ ଯୀଶୁଙ୍କ ପାଖ ରେ କେତକେ ଲୋକ ଥିଲେ। ଗାଲିଲୀର କେତକେ ଲୋକଙ୍କର ଯାହା ଘଟିଥିଲା, ସହେି ବିଷୟ ରେ ସମାନେେ ଯୀଶୁଙ୍କୁ କହିଲେ। ସମାନେେ ଉପାସନା କରୁଥିବା ସମୟରେ ପୀଲାତ ସହେି ଲୋକମାନଙ୍କୁ ହତ୍ଯା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସମାନଙ୍କେ ରକ୍ତକୁ ମିଶାଇଥିଲେ।
1 Naquela mesma ocasião, estavam ali algumas pessoas que falaram para Jesus a respeito dos galileus cujo sangue Pilatos havia misturado com os sacrifícios que os mesmos realizavam.
2 ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କ'ଣ ଭାବୁଛ ଯେ ଏହି ଲୋକମାନେ ଗାଲୀଲୀର ସବଠାରୁ ଅଧିକ ପାପୀ ଥିଲେ ବୋଲି ସମାନଙ୍କେୁ ଏ ଦଶା ଭୋଗିବାକୁ ପଡିଲା?
2 Então Jesus lhes disse:
3 ନା, ସମାନେେ ତାହା ନଥିଲେ। କିନ୍ତୁ ତୁମ୍ଭମାନେେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀ ରେ ପରିବର୍ତ୍ତନ୍ ନଆଣିବ ତବେେ ତୁମ୍ଭମାନେ ମଧ୍ଯ ସହେି ଲୋକମାନଙ୍କ ଭଳି ଧ୍ବଂସ ପାଇୟିବ।
3 Digo a vocês que não eram; se, porém, não se arrependerem, todos vocês também perecerão.
4 ଶୀଲୋହ ରେ ସହେି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡିଲା, ତୁମ୍ଭମାନେେ କ'ଣ ଭାବୁଛ ଯେ ସମାନେେ ୟିରୂଶାଲମ ରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ?
4 E, quanto àqueles dezoito sobre os quais desabou a torre de Siloé e os matou, vocês pensam que eles eram mais culpados do que todos os outros moradores de Jerusalém?
5 ନା, ସମାନେେ ତା ନଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀ ରେ ପରିବର୍ତ୍ତନ ନ ଆଣିବ, ତବେେ ତୁମ୍ଭମାନେେ ସବୁ ବିନଷ୍ଟ ହବେ।
5 Digo a vocês que não eram; mas, se não se arrependerem, todos vocês também perecerão.
6 ଯୀଶୁ ପୁଣି ଏହି ଦୃଷ୍ଟାନ୍ତଟି କହିଲେ, କୌଣସି ଗୋଟିଏ ଲୋକ ତା ବଗିଚା ରେ ଡିମ୍ବିିରି ଗଛଟିଏ ଲଗାଇଥିଲା। ଗଛ ରେ ଫଳ ଆସିଛି କି ନାହିଁ ତାହା ଦେଖିବାକୁ ସେ ଆସିଥିଲା। କିନ୍ତୁ ଗୋଟିଏ ହେଲେ ଫଳ ପାଇଲା ନାହିଁ।
6 E Jesus contou a seguinte parábola:
7 ତେଣୁ ସେ ବଗିଚା ଦାଯିତ୍ବ ରେ ଥିବା ଚାକରକୁ କହିଲା, ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରି ଗଛ ରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥା ରେ ସେ ଗଛଟା ମାଟି ଖରାପ କରିବ?'
7 Então disse ao homem que cuidava da vinha: “Já faz três anos que venho procurar fruto nesta figueira e não encontro nada. Portanto, corte-a! Por que ela ainda está ocupando inutilmente a terra?”
8 କିନ୍ତୁ ଚାକରଟି କହିଲା, 'ମାଲିକ, ଆଉ ବର୍ଷକ ପାଇଁ ଏହାକୁ ଛାଡିଦିଅ। ମୁଁ ଏହାର ଚାରିପଟେ ଗାତ ଖାେଳି ଖତସାର ଦବେି।
8 Mas o homem que cuidava da vinha respondeu: “Senhor, deixe-a ainda este ano, até que eu escave ao redor dela e ponha estrume.
9 କାଳେ ଆସନ୍ତା ବର୍ଷ ଗଛ ରେ ଫଳ ଆସିପା ରେ। ଯଦି ଆସନ୍ତା ବର୍ଷ ଗଛ ରେ ଫଳ ନ ଆସିବ, ତବେେ ତୁମ୍ଭେ ଏହାକୁ କାଟି ଦଇପୋର।'
9 Se vier a dar fruto, muito bem. Se não der fruto, o senhor poderá cortá-la.”
10 ଥରେ ଯୀଶୁ ବିଶ୍ରାମବାର ରେ ଗୋଟିଏ ଯୀହୂଦୀ ସମାଜଗୃହ ରେ ଉପଦେଶ ଦେଉଥିଲେ।
10 Num sábado, Jesus estava ensinando numa das sinagogas.
11 ସଠାେରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦହେ ରେ ଗୋଟିଏ ଭୂତ ପ୍ରବେଶ କିର ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହାଇେ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହାଇେ ପାରୁନଥିଲା।
11 E chegou ali uma mulher possuída de um espírito de enfermidade, havia já dezoito anos; ela andava encurvada, sem poder se endireitar de modo nenhum.
12 ଯୀଶୁ ତାକୁ ଡାକି ପାଖ ରେ ଦେଖି କହିଲେ, ହେ ନାରୀ ତୁମ୍ଭର ପୀଡିତା ଅବସ୍ଥା ବର୍ତ୍ତମାନ ଚାଲିଯାଇଛି।
12 Ao vê-la, Jesus a chamou e lhe disse:
13 ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା'ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହବୋକୁ ସକ୍ଷମ ହେଲା। ସେ ପରମେଶ୍ବରଙ୍କ ସ୍ତୁତି କଲା।
13 E, impondo-lhe as mãos, ela imediatamente se endireitou e dava glória a Deus.
14 ଯୀଶୁ ବିଶ୍ରାମ ବାର ରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରିଦବୋରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, ସପ୍ତାହ ରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭମାନେେ ସୁସ୍ଥ ହବୋ ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାର ରେ କବେେ ହେଲେ ସୁସ୍ଥ ହବୋପାଇଁ ଆସନାହିଁ।
14 O chefe da sinagoga, indignado por ver que Jesus curava no sábado, disse à multidão: — Há seis dias em que se deve trabalhar. Venham nesses dias para serem curados, mas não no sábado.
15 ପ୍ରଭୁ ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କପଟୀ। ତୁମ୍ଭମାନେେ ପ୍ରତିଦିନ ଏପରିକି ବିଶ୍ରାମବାର ରେ ମଧ୍ଯ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖାଲିେ ପାଣି ପିଆଇଥାଅ।
15 Porém o Senhor lhe respondeu:
16 ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦଲେି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାର ରେ ସେଥିରୁ ସେ ମୁକ୍ତ ହବୋ କ'ଣ ଉଚିତ ନୁହେଁ?
16 Por que motivo não se devia livrar deste cativeiro, em dia de sábado, esta filha de Abraão, a quem Satanás trazia presa há dezoito anos?
17 ଯୀଶୁ ଏକଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସମାନେେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ମାନ କଲେ, ତାକୁ ଦେଖି ସବୁ ଲୋକ ଖୁସି ହେଲେ।
17 Tendo Jesus dito estas palavras, todos os seus adversários ficaram envergonhados. Entretanto, o povo se alegrava por todos os feitos gloriosos que Jesus realizava.
18 ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି?
18 Jesus disse:
19 ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ଶାରେିଷ ଦାନା ଭଳି। ଜଣେ ଲୋକ ସେ ଶାରେିଷ ମଞ୍ଜିଟି ତା' ବଗିଚା ରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳ ରେ ବସା ବାନ୍ଧନ୍ତି।
19 É semelhante a um grão de mostarda, que um homem plantou na sua horta; e cresceu e fez-se árvore; e as aves do céu se aninharam nos seus ramos.
20 ଯୀଶୁ ପୁଣି କହିଲେ, ମୁଁ ପରମେଶ୍ବରଙ୍କ ରାଜ୍ଯ କାହା ସହିତ ତୁଳନା କରିପାରିବି?
20 Disse mais:
21 ଏହା ଖମୀର ଭଳି। ଜଣେ ସ୍ତ୍ରୀ ଲୋକ ରୋଟୀ ତିଆରି କରିବା ପାଇଁ ଗୋଟିଏ ବଡ ପାତ୍ର ରେ ଥିବା ଅଟା ସହିତ ଖମୀର ମିଶାଏ। ଖମୀର ସମସ୍ତ ଦଳାଅଟାକୁ ଫୁଲାଇ ଦିଏ।
21 É semelhante ao fermento que uma mulher pegou e misturou em três medidas de farinha, até ficar tudo levedado.
22 ଯୀଶୁ ପ୍ରେତ୍ୟକକ ନଗର ଓ ଗ୍ରାମ ରେ ଉପଦେଶ ଦେଉଥିଲେ। ସେ ଯାତ୍ରା କରୁ କରୁ ୟିରୂଶାଲମ ଆଡକୁ ଯାଉଥିଲେ।
22 Jesus passava por cidades e aldeias, ensinando e caminhando para Jerusalém.
23 ଜଣେ କହେି ଯୀଶୁଙ୍କୁ କହିଲା, ପ୍ରଭୁ, କେତେ ଜଣ ଲୋକ ପରିତ୍ରାଣ ପାଇ ପାରିବେ? କ'ଣ ଅଳ୍ପ ଲୋକ?
23 E alguém lhe perguntou: — Senhor, são poucos os que são salvos?
24 ଯୀଶୁ କହିଲେ, ତୁମ୍ଭମାନେ ଅଣ ଓସାରିଆ ଦ୍ବାର ଦଇେ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କର। ଅନକେ ଲୋକ ସଠାେରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। କିନ୍ତୁ ସମାନେେ ପ୍ରବେଶ କରିବାକୁ ସମର୍ଥ ହବେେ ନାହିଁ।
24 Jesus respondeu:
25 ଯଦି ଜଣେ ଲୋକ ତା'ର ଘରର କବାଟ ବନ୍ଦ କରି ଦିଏ ତବେେ ତୁମ୍ଭମାନେେ ବାହା ରେ ଠିଆ ହାଇେ କବାଟ ବାଡଇବେ। କିନ୍ତୁ ସେ କବାଟ ଖାଲିବେ ନାହିଁ। ତୁମ୍ଭମାନେେ କହିବ, 'ଆଜ୍ଞା, ଆମ୍ଭ ପାଇଁ ଦ୍ବାର ଫିଟାନ୍ତୁ।' କିନ୍ତୁ ଲୋକଟି କହିବ, 'ମୁଁ ତୁମ୍ଭକୁ ଜାଣିନାହିଁ। ତୁମ୍ଭମାନେେ କେଉଁଠାରୁ ଆସିଛ?'
25 Quando o dono da casa se tiver levantado e fechado a porta, e vocês, do lado de fora, começarem a bater, dizendo: “Senhor, abra a porta para nós”, ele responderá: “Não sei de onde vocês são.”
26 ତା'ପରେ ତୁମ୍ଭମାନେେ କହିବ, 'ଆମ୍ଭେ ତୁମ୍ଭ ସହିତ ଏକାଠି ଖାଇଛୁ, ପିଇଛୁ। ତୁମ୍ଭମାନେେ ଆମ୍ଭ ନଗର ଗଳିମାନଙ୍କ ରେ ଉପଦେଶ ଦଇେଛ।'
26 Então vocês dirão: “Comíamos e bebíamos com o senhor. Além disso, o senhor ensinava em nossas ruas.”
27 ତା'ପରେ ତୁମ୍ଭମାନଙ୍କୁ କହିବେ, 'ମୁଁ ତୁମ୍ଭମାନଙ୍କୁ ଜାଣିନାହିଁ। ତୁମ୍ଭମାନେେ କେଉଁଠାରୁ ଆସିଛ? ତୁମ୍ଭମାନେେ ମନ୍ଦ କାମ କରୁଥିବା ଲୋକ। ମାେ'ପାଖରୁ ଦୂର ହୁଅ।'
27 Mas ele dirá a vocês: “Não sei de onde vocês são; afastem-se de mim, vocês todos que praticam o mal.”
28 ତୁମ୍ଭମାନେେ ଅବ୍ରହାମ, ୟିସ୍ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କୁ ପରମେଶ୍ବରଙ୍କ ରାଜ୍ଯ ରେ ଦେଖିପାରିବ। କିନ୍ତୁ ତୁମ୍ଭମାନେେ ବାହା ରେ ରହିୟିବ। ସତେିକି ବେଳେ ତୁମ୍ଭମାନେେ କୋରଧ ଓ ଭୟ ରେ କାନ୍ଦିବ।
28 Ali haverá choro e ranger de dentes, quando vocês virem Abraão, Isaque, Jacó e todos os profetas no Reino de Deus, mas vocês lançados fora.
29 ଲୋକମାନେ ପୂର୍ବ, ପଶ୍ଚିମ. ଉତ୍ତର ଓ ଦକ୍ଷିଣ ଦିଗରୁ ଆସିବେ। ସମାନେେ ପରମେଶ୍ବରଙ୍କ ରାଜ୍ଯ ରେ ଖାଇବାକୁ ବସିବେ।
29 Muitos virão do Oriente e do Ocidente, do Norte e do Sul e tomarão lugar à mesa no Reino de Deus.
30 କେତକେ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ୟ୍ଯଦା ସବୁଠାରୁ ନିମ୍ନ ରେ ଅଛି, ସମାନେେ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶଷେ ରେ ଥିବା କେତକେ ଲୋକ ପ୍ରଥମ ହବେେ ଓ ପ୍ରଥମ ରେ ଥିବା କେତକେ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଶଷେ ରେ ରହିବେ।'
30 Porém, de fato, há últimos que serão primeiros, e primeiros que serão últimos.
31 ସହେି ସମୟରେ କେତକେ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ କହିଲେ, ଏଠାରୁ ଚାଲିଯାଇ ଲୁଚିଯାଆନ୍ତୁ। ହରେୋଦ ଆପଣଙ୍କୁ ମାରିଦବୋ ପାଇଁ ଚାହୁଁଛନ୍ତି।
31 Naquela mesma hora, alguns fariseus vieram para dizer a Jesus: — Vá embora daqui, porque Herodes quer matá-lo.
32 ଯୀଶୁ ସମାନଙ୍କେୁ କହିଲେ, ଯାଅ, ସହେି କୋକିଶିଆଳିକୁ କୁହ, 'ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦହରେୁ ଭୂତମାନଙ୍କୁ ତଡି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା'ପର ଦିନ ମାରେ କାମ ସରିୟିବ।
32 Ele, porém, lhes respondeu:
33 କିନ୍ତୁ ମୁଁ ଏସବୁ କାର୍ୟ୍ଯ ଆଜି ଓ ଆସନ୍ତା କାଲି ନିଶ୍ଚୟ କରିବି। ତା'ପରେ ମୁଁ ୟିବି। କାରଣ ସମସ୍ତ ଭବିଷ୍ଯଦ୍ବକ୍ତା ୟିରୁଶାଲମ ରେ ମରନ୍ତି।
33 Porém, preciso caminhar hoje, amanhã e depois, porque não se espera que um profeta morra fora de Jerusalém.
34 ୟିରୂଶାଲମ! ହେ ୟିରୂଶାଲମ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ବର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡି ମାରି ଦଇେଛ। ମୁଁ ଅନକେ ଥର ତୁମ୍ଭ ଲୋକମାନଙ୍କୁ ସାହାୟ୍ଯ କରିବାକୁ ଚାହିଁଛି। ଗୋଟିଏ କୁକୁଡା ତାର ପକ୍ଷତଳେ କୁକୁଡାଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଚାହିଁଥିଲି। କିନ୍ତୁ ତୁମ୍ଭମାନେେ ମାେତେ ତାହା କରଇେ ଦଲନୋହିଁ।
34 — Jerusalém, Jerusalém! Você mata os profetas e apedreja os que lhe são enviados! Quantas vezes eu quis reunir os seus filhos, como a galinha ajunta os do seu próprio ninho debaixo das asas, mas vocês não quiseram!
35 ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡି ଦିଆୟିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ୟ୍ଯନ୍ତ ତୁମ୍ଭମାନେେ ଏହି କଥା ନକହିବ, 'ପ୍ରଭୁଙ୍କ ନାମ ରେ ଯେଉଁ ବ୍ଯକ୍ତି ଆସନ୍ତି, ପରମେଶ୍ବର ତାହାଙ୍କୁ ଆଶୀର୍ବାଦ କରନ୍ତୁ' , ' ସହେି ସମୟ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ପୁନର୍ବାର ଦେଖି ପାରିବ ନାହିଁ।'
35 Eis que a casa de vocês ficará deserta. E eu afirmo a vocês que não me verão mais, até que venham a dizer: “Bendito o que vem em nome do Senhor!”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 13, comparar traduções ou montar um estudo — tudo direto pelo WhatsApp.