Lucas 12
Oriya Bible (GL_ORIYA) vs NTLH
1 ହଜାର ହଜାର ଲୋକ ଆସି ଜମା ହାଇଗେଲେ। ଲୋକେ ଜଣେ ଜଣକୁ ମାଡି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ଯମାନଙ୍କୁ କହିଲେ, ଫାରୂଶୀମାନଙ୍କ ଖମୀରଠାରୁ ଦୂର ରେ ରୁହ। ମାେ କହିବାର ଅଭିପ୍ରାୟ ହେଉଛି ଯେ, ସମାନେେ କପଟୀ।
1 Milhares de pessoas se ajuntaram, de tal maneira que umas pisavam as outras. Então Jesus disse primeiro aos discípulos:
2 ଲୁଚି ରହିଥିବା ପ୍ରେତ୍ୟକକ ଜିନିଷକୁ ପ୍ରକାଶ କରି ଦିଆୟିବ। ଗୋପନ ରେ ରହିଥିବା ପ୍ରେତ୍ୟକକ ବିଷୟକୁ ପ୍ରକାଶ କରାୟିବ।
2 Tudo o que está coberto vai ser descoberto, e o que está escondido será conhecido.
3 ତୁମ୍ଭମାନେେ ଅନ୍ଧକାର ରେ କହୁଥିବା କଥା ଆଲୁଅ ରେ କହି ଦିଆୟିବ। ଗୋଟିଏ ଏକାନ୍ତ କଠାେରୀ ଭିତ ରେ ଚୁପ୍ କରି କାହା କାନ ରେ ତୁମ୍ଭମାନେେ କିଛି କହିଲେ ମଧ୍ଯ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆୟିବ।
3 Assim tudo o que vocês disserem na escuridão será ouvido na luz do dia. E tudo o que disserem em segredo, dentro de um quarto fechado, será anunciado abertamente.
4 ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ହେ ମାରେ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କବଳେ ଶରୀରକୁ ମାରି ପକାଇବେ। କିନ୍ତୁ ସତେିକି କରି ସାରିବା ପରେ ସମାନେେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ।
4 Jesus continuou:
5 ତୁମ୍ଭମାନେେ ଯାହାକୁ ଭୟ କରିବା ଉଚିତ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦଖାଇେ ଦବେି। ତୁମ୍ଭମାନଙ୍କୁ ମାରିସାରି ନର୍କ ରେ ଫିଙ୍ଗିଦବୋ ଶକ୍ତି ଯାହାର ଅଛି, ତୁମ୍ଭମାନେେ ସହେି ପରମେଶ୍ବରଙ୍କୁ ଭୟ କରିବା ଉଚିତ। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କବଳେ ତାହାଙ୍କୁ ଭୟ କର।
5 Vou mostrar a vocês de quem devem ter medo: tenham medo de Deus, que, depois de matar o corpo, tem poder para jogar a pessoa no inferno. Sim, repito: tenham medo de Deus.
6 ଚଢଇେ ବିକାୟିବା ବେଳେ ପାଞ୍ଚଟା ଚଢଇଙ୍କେର ମୂଲ୍ଯ ଅଳ୍ପ କେତକେ ପଇସା ହୁଏ। ତଥାପି, ପରମେଶ୍ବର ସମାନଙ୍କେ ମଧ୍ଯରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ।
6 — Por acaso não é verdade que cinco passarinhos são vendidos por algumas moedinhas? No entanto Deus não esquece nenhum deles.
7 ହଁ, ତୁମ୍ଭମାନଙ୍କ ମୁଣ୍ଡ ରେ କେତେ ଗୋଟି ବାଳ ଅଛି, ତାହା ମଧ୍ଯ ପରମେଶ୍ବର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ଯ ଅନକେ ଚଢଇଙ୍କେ ଅପେକ୍ଷା ବହୁତ ଅଧିକ।
7 Até os fios dos cabelos de vocês estão todos contados. Não tenham medo, pois vocês valem mais do que muitos passarinhos!
8 ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କ ହେ ଯେ ସେ ମାଠାେ ରେ ବିଶ୍ବାସ କରୁଛି, ତା ହେଲେ ମୁଁ ମନୁଷ୍ଯପୁତ୍ର, ପରମେଶ୍ବରଙ୍କ ଦୂତମାନଙ୍କ ଆଗ ରେ କହିବି ଯେ, ସହେି ଲୋକଟି ମାରେ ନିଜର ଲୋକ।
8 Jesus disse ainda:
9 କିନ୍ତୁ ଯେଉଁ ଲୋକ ଅନ୍ୟମାନଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ, ସେ ମାଠାେ ରେ ବିଶ୍ବାସ କରନୋହିଁ, ତବେେ ମୁଁ ମଧ୍ଯ ପରମେଶ୍ବରଙ୍କ ଦୂତମାନଙ୍କ ଆଗ ରେ କହିବି ଯେ ସେ ଲୋକ ମାେ ନିଜ ଲୋକ ନୁହେଁ।
9 Mas aquele que disser publicamente que não é meu, o Filho do Homem também dirá diante dos anjos de Deus que essa pessoa não é dele.
10 ମନୁଷ୍ଯପୁତ୍ରଙ୍କ ବିରୁଦ୍ଧ ରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇପା ରେ। କିନ୍ତୁ ପବିତ୍ର-ଆତ୍ମାଙ୍କ ବିରୁଦ୍ଧ ରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ
10 — Quem falar contra o Filho do Homem será perdoado, porém quem
11 ଯେତବେେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ଯାନ୍ଯ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତବେେଳେ ତୁମ୍ଭମାନେେ କିପରି ଉତ୍ତର ଦବେ, ଓ କ'ଣ କହିବ, ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ।
11 — Quando levarem vocês para serem julgados nas
12 କାରଣ ସହେି ସମୟରେ ପବତ୍ର ଆତ୍ମା ତୁମ୍ଭମାନଙ୍କୁ ଶିଖାଇ ଦବେେ ତୁମ୍ଭମାନଙ୍କୁ କ'ଣ କହିବାକୁ ହବେ।।
12 Pois naquela hora o Espírito Santo lhes ensinará o que devem dizer.
13 ଜନସମୂହ ମଧ୍ଯରୁ କହେି ଜଣେ ଯୀଶୁଙ୍କୁ କହିଲା, ଗୁରୁ! ଆମ୍ଭର ବାପା ଏବେ ମରିଗଲେ। ଆମ୍ଭ ବାପାଙ୍କ ସମ୍ପତ୍ତିକୁ ଆମ୍ଭ ଭିତ ରେ ଭାଗ କରିବା ପାଇଁ ମାେ ଭାଇକୁ କୁହନ୍ତୁ।
13 Um homem que estava no meio da multidão disse a Jesus: — Mestre, mande o meu irmão repartir comigo a herança que o nosso pai nos deixou.
14 ଏହା ଶୁଣି ଯୀଶୁ କହିଲେ, ମାେତେ ତୁମ୍ଭମାନଙ୍କର ବିଚାର କରିବାକୁ କିମ୍ବା ତୁମ୍ଭ ବାପାଙ୍କ ସମ୍ପତ୍ତି ତୁମ୍ଭ ଦୁହିଁଙ୍କ ଭିତ ରେ ବାଣ୍ଟି ଦବୋକୁ କିଏ କହିଛି?
14 Jesus disse:
15 ଯୀଶୁ କହିଲେ, ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂର ରେ ରଖ। ନିଜର ଅଧିକାର ରେ ଥିବା ବିପୁଳ ସଂପତ୍ତରୁ କହେି କବେେ ଜୀବନ ପାଇ ପା ରନୋହିଁ।
15 E continuou, dizendo a todos:
16 ତା'ପରେ ସେ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: ଜଣେ ଧନୀ ଲୋକର କେତକେ ଜମି ଥିଲା। ସହେି ଜମି ରେ ବହୁତ ଖାଦ୍ୟଶସ୍ଯ ଫଳିଲା।
16 Então Jesus contou a seguinte parábola :
17 ଲୋକଟି ମନେ ମନେ ଭାବିଲା, 'ମୁଁ କ'ଣ କରିବି? ମାେ ପାଖ ରେ ମାରେ ସବୁ ଶସ୍ଯତକ ରଖିବା ପାଇଁ ଜାଗା ନାହିଁ।
17 Então ele começou a pensar: “Eu não tenho lugar para guardar toda esta colheita. O que é que vou fazer?
18 ତା'ପରେ ସେ କହିଲା, ଠିକ୍ ଅଛି। କ'ଣ କରିବାକୁ ହବେ, ତାହା ମୁଁ ଜାଣିଛି। ମୁଁ ପ୍ରଥମେ ଅମାରଗୁଡିକ ଭାଙ୍ଗି ଦଇେ ବଡବଡ ଅମାର ତିଆରି କରିବା ଏବଂ ସବୁତକ ଗହମ ଓ ଭଲ ଜିନିଷ ତକ ଏକାଠି ନୂଆ ଅମାରମାନଙ୍କ ରେ ରଖି ଦବେି।
18 Ah! Já sei! — disse para si mesmo. — Vou derrubar os meus depósitos de cereais e construir outros maiores ainda. Neles guardarei todas as minhas colheitas junto com tudo o que tenho.
19 ତା'ପରେ ମୁଁ ନିଜକୁ କହି ପାରିବି, ମୁଁ ଅନକେ ଉତ୍ତମ ପଦାର୍ଥ ଅନକେ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।'
19 Então direi a mim mesmo: ‘Homem feliz! Você tem tudo de bom que precisa para muitos anos. Agora descanse, coma, beba e alegre-se.’ ”
20 କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'
20 Mas Deus lhe disse: “Seu tolo! Esta noite você vai morrer; aí quem ficará com tudo o que você guardou?”
21 ଯେଉଁଲୋକ କବଳେ ନିଜ ପାଇଁ ଅନକେ ପଦାର୍ଥ ସାଇତି କରି ରେଖ, ତା ହେ ପ୍ରତି ଏହିଭଳି ଘଟିବ। ପରମେଶ୍ବରଙ୍କ ଦୃଷ୍ଟି ରେ ସହେିଲୋକ ଆଦୌ ଧନୀ ନୁହେଁ।'
21 Jesus concluiu:
22 ଯୀଶୁ ପୁଣି ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ'ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କରନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କରନାହିଁ।
22 Então Jesus disse aos seus discípulos:
23 କାରଣ ଜୀବନ ଖାଇବା ଠାରୁ ଓ ଶରୀର ପିନ୍ଧିବା ଠାରୁ ଅଧିକ ମହତ୍ବପୂର୍ଣ୍ଣ।
23 Pois a vida é mais importante do que a comida, e o corpo é mais importante do que as roupas.
24 ପକ୍ଷୀଗୁଡିକୁ ଦେଖ। ସମାନେେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖ ରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ବର ସମାନଙ୍କେୁ ଖାଇବାକୁ ଦଇେଥାନ୍ତି। ତୁମ୍ଭମାନେେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ଯବାନ।
24 Vejam os corvos: não semeiam, não colhem, não têm despensas nem depósitos, mas Deus dá de comer a eles. Será que vocês não valem muito mais do que os pássaros?
25 ତୁମ୍ଭମାନଙ୍କ ଭିତ ରେ କ'ଣ ଏପରି କିଏ ଅଛି, ଯେ କି ଏଗୁଡିକ ପାଇଁ ବ୍ଯସ୍ତ ହବୋ ଦ୍ବାରା ନିଜ ପରମାଯୁ ରେ ଆଉ ଘଡିଏ ସମୟ ୟୋଡି ପାରିବ?
25 Qual de vocês pode encompridar a sua vida, por mais que se preocupe com isso?
26 ତବେେ ତୁମ୍ଭମାନେେ ଯଦି ଏଡିକି େଛାଟିଆ କାମଟିଏ କରି ପାରିବନାହିଁ, ତବେେ ଅନ୍ୟସବୁ ବଡବଡ କାମ ପାଇଁ କାହିଁକି ବ୍ଯସ୍ତ ହାଇେ ପଡୁଛ?
26 Portanto, se vocês não podem conseguir uma coisa assim tão pequena, por que se preocupam com as outras?
27 ବନ୍ଯ ଫୁଲଗୁଡିକୁ ଦେଖ, ସମାନେେ କିପରି ଫୁଟନ୍ତି? ସମାନେେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲମାନେ ମଧ୍ଯ ସହେି ଫୁଲମାନଙ୍କ ମଧ୍ଯରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହାଇପୋରି ନଥିଲେ।
27 Vejam como crescem as flores do campo: elas não trabalham, nem fazem roupas para si mesmas. Mas eu afirmo a vocês que nem mesmo Salomão, sendo tão rico, usava roupas tão bonitas como uma dessas flores.
28 ପରମେଶ୍ବର ପଡିଆର ଘାସକୁ ମଧ୍ଯ ସହେିପରି ବସ୍ତ୍ର ଦଇେଛନ୍ତି। ସହେି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁ ରେ ଜଳିବା ପାଇଁ ଫିଙ୍ଗି ଦିଆୟିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ ଯେ, ପରମେଶ୍ବର ତୁମ୍ଭମାନଙ୍କୁ ତାଠାରୁ ବହୁତ ଅଧିକ ବସ୍ତ୍ର ଦବେେ। ପରମେଶ୍ବରଙ୍କଠା ରେ ତୁମ୍ଭମାନଙ୍କର କ'ଣ ଏତିକି ବିଶ୍ବାସ ନାହିଁ?
28 É Deus quem veste a erva do campo, que hoje está aqui e amanhã desaparece, queimada no forno. Então é claro que ele vestirá também vocês, que têm uma fé tão pequena!
29 ତେଣୁ ତୁମ୍ଭମାନେେ କ'ଣ ଖାଇବ, କ'ଣ ପିଇବ ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ। ଆଦୌ ବ୍ଯସ୍ତ ହୁଅନାହିଁ।
29 Portanto, não fiquem aflitos, procurando sempre o que comer ou o que beber.
30 ଏ ପୃଥିବୀ ରେ ସମସ୍ତେ ସଗେୁଡିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସଗେୁଡିକ ଦରକାର।
30 Pois os pagãos deste mundo é que estão sempre procurando todas essas coisas. O Pai de vocês sabe que vocês precisam de tudo isso.
31 ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଚାହିଁବା ଉଚିତ, ତାହା ହେଉଛି ସ୍ବର୍ଗରାଜ୍ଯ। ତା ହେଲେ ତୁମ୍ଭମାନେେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆୟିବ।
31 Portanto, ponham em primeiro lugar na sua vida o
32 ହେ ସାନ ମଷେପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସହେି ସ୍ବର୍ଗ ରାଜ୍ଯ ଦବୋକୁ ଚାହାଁନ୍ତି।
32 Jesus continuou:
33 ତେଣୁ ତୁମ୍ଭମାନେେ ନିଜର ସମସ୍ତ ସମ୍ପତ୍ତି ବିକି ଦଇେ ସହେି ଟଙ୍କା ଗରିବ ଲୋକଙ୍କ ମଧ୍ଯ ବାଣ୍ଟି ଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବନାହିଁ। ତେଣୁ ସବୁଦିନ ରହୁ ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ବର୍ଗ ରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ବର୍ଗ ରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କହେି ଚୋ ରଇେ ନଇେ ପାରିବନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ।
33 Vendam tudo o que vocês têm e deem o dinheiro aos pobres. Arranjem bolsas que não se estragam e guardem as suas riquezas no céu, onde elas nunca se acabarão; porque lá os ladrões não podem roubá-las, e as traças não podem destruí-las.
34 ତୁମ୍ଭମାନଙ୍କର ଧନସମ୍ପତ୍ତି ଯେଉଁଠା ରେ ରହିବ, ତୁମ୍ଭମାନଙ୍କ ହୃଦୟ ମଧ୍ଯ ସହେିଠା ରେ ରହିବ।
34 Pois onde estiverem as suas riquezas, aí estará o coração de vocês.
35 କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡିକ ଜଳଇେ ରଖ।
35 E Jesus disse ainda:
36 ବିବାହ ଭୋଜିରୁ ଫରେି ମାଲିକ ଯେପରି ତୁମ୍ଭମାନଙ୍କୁ ପ୍ରସ୍ତୁତ ଦେଖନ୍ତି, ଏପରି ଚାକରମାନଙ୍କ ଭଳି ହୁଅ। କାରଣ ମାଲିକ ଫରେି ଆସି କବାଟ ବାଡଇବୋ ମାତ୍ ରେ ଚାକରମାନେ ସଙ୍ଗେସଙ୍ଗେ ମାଲିକକୁ ଦୁଆର ଫିଟଇେ ଦବେେ।
36 Sejam como os empregados que esperam pelo patrão, que vai voltar da festa de casamento. Logo que ele bate na porta, os empregados vão abrir.
37 ସହେି ଚାକରମାନେ ଧନ୍ଯ, ଯେଉଁମାନଙ୍କୁ ମାଲିକ ଫରେିଆସି ଦେଖିବେ ଯେ ସମାନେେ ଜାଗ୍ରତ ଅଛନ୍ତି ଓ ତାହାଙ୍କୁ ଅପେକ୍ଷା କରି ରହିଛନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ମାଲିକ ମଧ୍ଯ ସମାନଙ୍କେ ସବୋ ପାଇଁ ନିଜକୁ ପ୍ରସ୍ତୁତ କରିବେ। ସେ ସମାନଙ୍କେୁ ବସିବା ପାଇଁ କହିବେ ଓ ନିଜେ ଖାଦ୍ୟ ପରଶି ଦବେେ।
37 Felizes aqueles empregados que o patrão encontra acordados e preparados! Eu afirmo a vocês que isto é verdade: o próprio patrão se preparará para servi-los, mandará que se sentem à mesa e ele mesmo os servirá.
38 ସହେି ଚାକରମାନଙ୍କୁ ମାଲିକଙ୍କ ପାଇଁ ଅଧରାତି ବା ତା'ଠାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିପା ରେ। କିନ୍ତୁ ମାଲିକ ଯେତବେେଳେ ଫରେିଆସି ସମାନଙ୍କେୁ ସପେର୍ୟ୍ଯନ୍ତ ଅପେକ୍ଷା କରିଥିବାର ଦେଖିବେ, ସେତବେେଳେ ସମାନେେ ଖୁସି ହାଇଯେିବେ।
38 Eles serão felizes se o patrão os encontrar alertas, mesmo que chegue à meia-noite ou até mais tarde.
39 ମନରେଖ, ଯଦି ଘରର ମାଲିକ ଆଗରୁ ଜାଣିପାରନ୍ତି ଯେ, ଚୋର କେତବେେଳେ ଆସିବ, ତବେେ ସେ ଚୋରକୁ ଘ ରେ ପଶିବାକୁ ଦିଅନ୍ତେ ନାହିଁ।
39 Lembrem disto: se o dono da casa soubesse a que hora o ladrão viria, não o deixaria arrombar a sua casa.
40 ଏଣୁ ତୁମ୍ଭମାନେେ ମଧ୍ଯ ପ୍ରସ୍ତୁତ ରୁହ। କାରଣ ମନଷ୍ଯପୁତ୍ର ଏପରି ଏକ ସମୟରେ ଆସିବେ, ଯେଉଁ ସମୟରେ ସେ ଆସିବେ ବୋଲି ତୁମ୍ଭମାନେେ ଆଦୌ ଭାବି ପାରି ନଥିବ।
40 Vocês, também, fiquem alertas, porque o
41 ପିତର ପଚାରିଲେ, ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?
41 Então Pedro perguntou: — Senhor, essa
42 ଏହା ଶୁଣି ଯୀଶୁ କହିଲେ, ବିଶ୍ବାସୀ ଓ ବୁଦ୍ଧିମାନ ସବେକ କିଏ? ମାଲିକ ଅନ୍ୟ ସବେକ ମାନଙ୍କୁ ସମାନଙ୍କେର ଖାଦ୍ୟ ଠିକ୍ ସମୟରେ ଦବୋ ପାଇଁ ଜଣେ ଚାକରକୁ ଦାଯିତ୍ବ ଦଇେଥାନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ବାସ କରିବସେ ସେ ସବେକ କିଏ?
42 O Senhor respondeu:
43 ମାଲିକ ଯବେେ ଆସିଲେ ମଧ୍ଯ ଯେଉଁ ସବେକକୁ ସବୁବେଳେ କାମ ତୁଲାଉଥିବାର ଦେଖିବେ, ସହେି ସବେକ ବହୁତ ଖୁସି ହବେ।
43 Feliz aquele empregado que estiver fazendo isso quando o patrão chegar!
44 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ମାଲିକ ତାକୁ ତାହାଙ୍କ ସମସ୍ତ ସମ୍ପତ୍ତିର ଦାଯିତ୍ବ ରେ ରହିବା ପାଇଁ ବାଛିବେ।
44 Eu afirmo a vocês que, de fato, o patrão vai colocá-lo como encarregado de toda a sua propriedade.
45 କିନ୍ତୁ ଯଦି ସବେକଟି ଦୁଷ୍ଟ ହାଇେଥିବ ଓ ମନମେନେ କହିବ, ମାେ ମାଲିକ ତୁରନ୍ତ ଆସିବେ ନାହିଁ, ତବେେ କ'ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସବେକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦବେ ଓ ନିଜେ ଖିଆପିଆ ରେ ବୁଡି ରହିବ ଓ ମଦ ପିଇ ମାତାଲ ହବେ।
45 Mas imaginem o que acontecerá se aquele empregado pensar que o seu patrão está demorando muito para voltar. E imaginem que esse empregado comece a bater nos outros empregados e empregadas e a comer e a beber até ficar bêbado.
46 ତା'ପରେ ସହେି ସବେକଟିର ମାଲିକ କୌଣସି ଦିନ ଆସି ପହଁଚିଯିବେ। ସେତବେେଳେ ସବେକଟି ପ୍ରସ୍ତୁତ ନଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚିଯିବେ ବୋଲି ସବେକଟି ଭାବି ମଧ୍ଯ ପାରି ନଥିବ। ତା'ପରେ ମାଲିକ ସବେକଟିକୁ କଠିନ ଦଣ୍ଡ ଦବେେ ଓ ଅନ୍ୟ ଅବାଧ୍ଯ ଲୋକଙ୍କ ପାଖକୁ ତଡି ଦବେେ।
46 Então o patrão voltará no dia em que o empregado menos espera e na hora que ele não sabe. Aí o patrão mandará cortar o empregado em pedaços e o condenará a ir para o lugar aonde os desobedientes vão.
47 ଯେଉଁ ସବେକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ'ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରନେି, ସହେିଭଳି ସବେକକୁ ଭୀଷଣ ଦଣ୍ଡ ଦିଆୟିବ।
47 — O empregado que sabe qual é a vontade do patrão, mas não se prepara e não faz o que ele quer, será castigado com muitas chicotadas.
48 କିନ୍ତୁ ଯେଉଁ ସବେକ ନିଜ ମାଲିକଙ୍କ ଇଚ୍ଛା ବିଷୟ ରେ କିଛି ଜାଣି ନଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତବେେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ଯ ବିଷୟ ରେ ଜାଣିଥିବା ଚାକର ଅପେକ୍ଷା କମ୍ ଦଣ୍ଡ ଦିଆୟିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାଯୀ ହବେ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତାଠାରୁ ବହୁତ ଅଧିକ ଆଶା କରାୟିବ।
48 Mas o empregado que não sabe o que o patrão quer e faz alguma coisa que merece castigo, esse empregado será castigado com poucas chicotadas. Assim será pedido muito de quem recebe muito; e, daquele a quem muito é dado, muito mais será pedido.
49 ଯୀଶୁ କହି ଚାଲିଲେ, ମୁଁ ଏ ପୃଥିବୀ ରେ ନିଆଁ ଜଳଇବୋକୁ ଆସିଛି। ମୁଁ ଚାହୁଁଛି ଏହା ଆଗରୁ ଜଳୁଥାନ୍ତା।
49 Jesus continuou:
50 ମାେତେ 'ଅନ୍ୟପ୍ରକାରର ବାପ୍ତିସ୍ମ' ଦ୍ବାରା ବାପ୍ତିଜିତ ହବୋକୁ ପଡିବ। ଏହା ନ ହବୋ ପର୍ୟ୍ଯନ୍ତ ମୁଁ ପୀଡା ଅନୁଭବ କରୁଛି।
50 Tenho de receber um batismo e como estou aflito até que isso aconteça!
51 ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଶାନ୍ତି ଦବୋ ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦବୋକୁ ଆସିଛି।
51 Vocês pensam que eu vim trazer paz ao mundo? Pois eu afirmo a vocês que não vim trazer paz, mas divisão.
52 ଏଣିକି ବର୍ତ୍ତମାନଠାରୁ ଗୋଟିଏ ଘ ରେ ପାଞ୍ଚଜଣ ଲୋକ ଥିଲେ ସମାନେେ ପରସ୍ପରର ବିରୋଧୀ ହାଇଯେିବେ।
52 Porque daqui em diante uma família de cinco pessoas ficará dividida: três contra duas e duas contra três.
53 ବାପ ପୁଅର ବିରୋଧୀ, ପୁଅ ବାପର ବିରୋଧୀ, ମାଆ ଝିଅର ବିରୋଧୀ, ଝିଅ ମାଆର ବିରୋଧୀ, ଶାଶୁ ବୋହୁର ବିରୋଧୀ ଓ ବୋହୁ ଶାଶୁର ବିରୋଧୀ ହାଇଯେିବ।
53 Os pais vão ficar contra os filhos, e os filhos, contra os pais. As mães vão ficar contra as filhas, e as filhas, contra as mães. As sogras vão ficar contra as noras, e as noras, contra as sogras.
54 ଯୀଶୁ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭମାନେେ ପଶ୍ଚିମ ଦିଗରୁ ମେଘ ଉଠିବା ଦେଖିଲେ କୁହ, 'ଝଡବର୍ଷା ଆସୁଛି' ତା'ପରେ ତାହାହିଁ ହୁଏ।
54 Jesus disse também ao povo:
55 ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭମାନେେ କୁହ, 'ଗରମ ହବେ।' ତା'ପରେ ତାହାହିଁ ହୁଏ।
55 E, quando sentem o vento sul soprando, dizem: “Vai fazer calor.” E faz mesmo.
56 ହେ କପଟୀଗଣ! ତୁମ୍ଭମାନେେ ପାଗ ବାଷୟ ରେ ତ ଜାଣି ପାରୁଛ। ତବେେ ଏହି ସମୟରେ କ'ଣ ଘଟୁଛି, ତାହା କାହିଁକି ଜାଣି ପାରୁନାହଁ?
56 Hipócritas! Vocês sabem explicar os sinais da terra e do céu. Então por que não sabem explicar o que querem dizer os sinais desta época?
57 ଯାହା ଠିକ୍, ତାହା ତୁମ୍ଭମାନେେ ନିଜେ ନିଷ୍ପତ୍ତି କରି ପାରୁନାହଁ କାହିଁକି?
57 E Jesus terminou, dizendo:
58 ଯଦି ତୁମ୍ଭେ ତୁମ୍ଭ ବିରୋଧୀ ସହିତ ବିଚାରାଳୟକୁ ଯାଉଛ, ତବେେ ରାସ୍ତା ରେ ତା ସହିତ ବୁଝାମଣା କରିବାକୁ ଚେଷ୍ଟା କର। ତା ନ ହେଲେ ସେ ତୁମ୍ଭକୁ ବିଚାରପତିଙ୍କ ଆଗକୁ ଟାଣିନବେ। ବିଚାରପତି ତୁମ୍ଭକୁ ଅଧିକରୀଙ୍କ ହାତ ରେ ଦଇେ ଦବେେ ଏହଂ ଅଧିକାରୀ ତୁମ୍ଭକୁ କାରାଗାର ରେ ବନ୍ଦୀ କରିବେ।
58 Se alguém fizer uma acusação contra você e levá-lo ao tribunal, faça o possível para resolver a questão enquanto ainda está no caminho com essa pessoa. Isso para que ela não o leve ao juiz, o juiz o entregue ao guarda, e o guarda ponha você na cadeia.
59 ଯେଉଁଦିନ ପର୍ୟ୍ଯନ୍ତ ତୁମ୍ଭେ ପ୍ରେତ୍ୟକକ ଋଣର ମୂଲ୍ଯ ଶଷେ ପଇସା ପର୍ୟ୍ଯନ୍ତ ନଦଇେଛ, ସେ ପର୍ୟ୍ଯନ୍ତ ତୁମ୍ଭମାନେେ ସଠାରୁେ ମୁକ୍ତି ପାଇ ପାରିବ ନାହିଁ।
59 Eu lhe afirmo que você não sairá dali enquanto não pagar a multa toda.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 12, comparar traduções ou montar um estudo — tudo direto pelo WhatsApp.