Lucas 11
Oriya Bible (GL_ORIYA) vs VC
1 ଥରେ ଯୀଶୁ ଗୋଟିଏ ସ୍ଥାନ ରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ଯ ତାହାଙ୍କୁ କହିଲେ, ପ୍ରାର୍ଥନା କିପରି କରିବାକୁ ହବେ ତାହା ଯୋହନ ତାହାଙ୍କ ଶିଷ୍ଯମାନଙ୍କୁ ଶିଖାଇ ଦଇେଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ଯ ଆମ୍ଭମାନଙ୍କୁ ବତଇେ ଦିଅନ୍ତୁ।
1 Um dia, num certo lugar, estava Jesus a rezar. Terminando a oração, disse-lhe um de seus discípulos: Senhor, ensina-nos a rezar, como também João ensinou a seus discípulos.
2 ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ପ୍ରାର୍ଥନା କଲାବାଳେ କୁହ:
2 Disse-lhes ele, então: Quando orardes, dizei: Pai, santificado seja o vosso nome; venha o vosso Reino;
3 ଆମ୍ଭମାନେେ ଆବଶ୍ଯକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ।
3 dai-nos hoje o pão necessário ao nosso sustento;
4 ଆମ୍ଭମାନଙ୍କର ପାପଗୁଡିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଛନ୍ତି, ଆମ୍ଭମାନେେ ପ୍ରେତ୍ୟକକଙ୍କୁ ମଧ୍ଯ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧିଅରେ ପକାଅ ନାହିଁ।'
4 perdoai-nos os nossos pecados, pois também nós perdoamos àqueles que nos ofenderam; e não nos deixeis cair em tentação.
5 ତା'ପରେ ଯୀଶୁ ସମାନଙ୍କେୁ କହିଲେ, ମନକରେ ତୁମ୍ଭମାନଙ୍କ ଭିତରୁ ଜଣେ କହେି ନିଜ ସାଙ୍ଗ ପାଖକୁ ରାତି ରେ ବହୁତ ଡରେି ରେ ଯାଇ କହିଲ, ' ମାରେ ଅନ୍ୟ ସହର ରେ ଜଣେ ବନ୍ଧୁ ମାେତେ ଦଖାେ କରିବାକୁ ଆସିଛନ୍ତି।
5 Em seguida, ele continuou: Se alguém de vós tiver um amigo e for procurá-lo à meia-noite, e lhe disser: Amigo, empresta-me três pães,
6 ତାହାଙ୍କୁ ଖାଇବାକୁ ଦବୋପାଇଁ ମାେ ପାଖ ରେ କିଛି ହେଲେ ନାହିଁ। ଦୟାକରି ମାେତେ ତିନିଖଣ୍ଡ ରୋଟୀ ଦିଅ।'
6 pois um amigo meu acaba de chegar à minha casa, de uma viagem, e não tenho nada para lhe oferecer;
7 ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେଲେ, 'ତୁମ୍ଭେ ଚାଲିଯାଅ। ମାେତେ ହଇରାଣ କରନାହିଁ। ଦୁଆର ବନ୍ଦ ହାଇଗେଲାଣି। ମୁଁ ଓ ମାେ ପିଲାମାନେ ଶାଇେବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦବୋକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।'
7 e se ele responder lá de dentro: Não me incomodes; a porta já está fechada, meus filhos e eu estamos deitados; não posso levantar-me para te dar os pães;
8 ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶୟେ ଛାଡି ଉଠିବା, ଓ ତୁମ୍ଭକୁ ରେୋଟୀ ଦବୋ ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ବ ୟଥେଷ୍ଟ ହାଇେ ପାରି ନଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଚାଲିଥାଅ, ତବେେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦବେ।
8 eu vos digo: no caso de não se levantar para lhe dar os pães por ser seu amigo, certamente por causa da sua importunação se levantará e lhe dará quantos pães necessitar.
9 ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା ହେଲ ପରମେଶ୍ବର ତୁମ୍ଭମାନଙ୍କୁ ଦବେେ। ଖାଜେୁଥାଅ। ତୁମ୍ଭମାନେେ ପାଇବ। ଦୁଆର ଠକ୍ଠକ୍ କରି ଚାଲି ଥାଅ। ତୁମ୍ଭ ପାଇଁ ଦୁଆର ଖାଲିେଯିବ।
9 E eu vos digo: pedi, e dar-se-vos-á; buscai, e achareis; batei, e abrir-se-vos-á.
10 କାରଣ ଯେଉଁ ଲୋକମାନେ ମାଗୁଥାନ୍ତି, ସମାନେେ ପ୍ରେତ୍ୟକକେ ପାଇଥାନ୍ତି। ଯେଉଁମାନେ ଖାଜେୁଥାନ୍ତି, ସମାନେେ ପାଇଥାନ୍ତି। ଯେଉଁମାନେ ଦୁଆର ବାଡଇେ ଥାନ୍ତି, ସମାନଙ୍କେ ପାଇଁ ଦୁଆର ଖାଲିଯାେଏ।
10 Pois todo aquele que pede, recebe; aquele que procura, acha; e ao que bater, se lhe abrirá.
11 ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ'ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳ ରେ ସାପଟିଏ ଦିଏ କି? ନା, ତୁମ୍ଭମାନେେ ତାକୁ ମାଛ ଦବେ।
11 Se um filho pedir um pão, qual o pai entre vós que lhe dará uma pedra? Se ele pedir um peixe, acaso lhe dará uma serpente?
12 କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତବେେ ତା ହାତ ରେ ତୁମ୍ଭମାନେେ କଙ୍କଡାବିଛାଟିଏ ଦବେ କି? ନା।
12 Ou se lhe pedir um ovo, dar-lhe-á porventura um escorpião?
13 ତୁମ୍ଭମାନେେ ଖରାପ ଲୋକ ହାଇେଥିଲେ ମଧ୍ଯ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭମାନେେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦବେେ।
13 Se vós, pois, sendo maus, sabeis dar boas coisas a vossos filhos, quanto mais vosso Pai celestial dará o Espírito Santo aos que lho pedirem.
14 ଥରେ ଯୀଶୁ କଥା କହି ପାରୁନଥିବା ଗୋଟିଏ ଲୋକ ଦହରେୁ ଭୂତକୁ ତଡି ଦେଉଥିଲେ। ଭୂତଟି ମୂକ ଲୋକ ଦହରେୁ ବାହାରି ଆସିବା ମାତ୍ ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହାଇେଥିବା ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ।
14 Jesus expelia um demônio que era mudo. Tendo o demônio saído, o mudo pôs-se a falar e a multidão ficou admirada.
15 କିନ୍ତୁ ସମାନଙ୍କେ ମଧ୍ଯରୁ କେତକେ କହିଲେ, ଯୀଶୁ ଭୂତପତି ବାଆଲ୍ଜିବୁଲ୍ର ଶକ୍ତି ଦ୍ବାରା ଭୂତ ଛଡାଉଛନ୍ତି, ଭୂତମାନଙ୍କୁ ତଡି ଦବୋକୁ ବ୍ଯବହାର କରୁଛନ୍ତି।
15 Mas alguns deles disseram: Ele expele os demônios por Beelzebul, príncipe dos demônios.
16 ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ସମାନେେ ଯୀଶୁଙ୍କୁ ସ୍ବର୍ଗର କୌଣସି ଚିହ୍ନ ଦଖାଇବୋକୁ କହିଲେ।
16 E para pô-lo à prova, outros lhe pediam um sinal do céu.
17 କିନ୍ତୁ ଯୀଶୁ ସହେି ଲୋକମାନଙ୍କ ଭାବନା ଜାଣିପାରିଲେ। ସେ କହିଲେ, ଗୋଟିଏ ରାଜ୍ଯ ଭାଗଭାଗ ହାଇେ ନିଜ ବିରୁଦ୍ଧ ରେ ଲଢଇେ କଲେଶଷେ ରେ ଧ୍ବଂସ ହାଇଯେିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧ ରେ ଲଢଇେ କଲେ ସେ ପରିବାର ମଧ୍ଯ ଭାଙ୍ଗିୟିବ।
17 Penetrando nos seus pensamentos, disse-lhes Jesus: Todo o reino dividido contra si mesmo será destruído e seus edifícios cairão uns sobre os outros.
18 ତେଣୁ ଯଦି ଶୟତାନ ନିଜ ବିରୁଦ୍ଧ ରେ ଲଢଇେ କରେ, ତବେେ କିଭଳି ତା ରାଜ୍ଯ ତିଷ୍ଟି ରହି ପାରିବ? ମୁଁ ବାଆଲ୍ଜିବୁଲ ସାହାୟ୍ଯ ରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭମାନେେ କହୁଛ।
18 Se, pois, Satanás está dividido contra si mesmo, como subsistirá o seu reino? Pois dizeis que expulso os demônios por Beelzebul.
19 କିନ୍ତୁ ମୁଁ ଯଦି ବାଆଲ୍ଜିବୁଲ୍ ସାହାୟ୍ଯ ରେ ଭୂତମାନଙ୍କୁ ବାହାର କରି ଦେଉଛି, ତବେେ ତୁମ୍ଭମାନଙ୍କ ଲୋକମାନେ କାହା ସାହାୟ୍ଯ ରେ ଭୂତମାନଙ୍କୁ ବାହାର କରୁଛନ୍ତି? ତବେେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭମାନେେ ଭୁଲ କହୁଛ।
19 Ora, se é por Beelzebul que expulso os demônios, por quem o expulsam vossos filhos? Por isso, eles mesmos serão os vossos juízes!
20 ମୁଁ ଭୁତମାନଙ୍କୁ ବାହାର କରିଦବୋପାଇଁ ପରମେଶ୍ବରଙ୍କ ଶକ୍ତି ବ୍ଯବହାର କରୁଛି। ଏକଥା ସ୍ପଷ୍ଟ ଦଖାଇେ ଦେଉଛି ଯେ ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।
20 Mas se expulso os demônios pelo dedo de Deus, certamente é chegado a vós o Reino de Deus.
21 ଯେତବେେଳେ ଜଣେ ଶକ୍ତିଶାଳୀ ଲୋକ ଅନକେ ଅସ୍ତ୍ରଶସ୍ତ୍ର ଧରି ନିଜ ଘରକୁ ଜଗିରହେ, ସେତବେେଳେ ତା'ର ସମସ୍ତ ସମ୍ପତ୍ତି ସୁରକ୍ଷିତ ରହେ।
21 Quando um homem forte guarda armado a sua casa, estão em segurança os bens que possui.
22 କିନ୍ତୁ, ଯେତବେେଳେ ତା'ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆ ସେ ଓ ତା' ଉପରେ ଆକ୍ରମଣ କରି ତାକୁ ହ ରଇେ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସହେି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡିକୁ ଅଧିକତର ବଳବାନ ଲୋକଟି ଛଡଇେ ନିଏ ଓ ତାହାର ଜିନିଷଗୁଡିକୁ ଯାହା ଇଚ୍ଛା ତାହା କରେ।
22 Mas se sobrevier outro mais forte do que ele e o vencer, este lhe tirará todas as armas em que confiava, e repartirá os seus despojos.
23 ଯେଉଁ ଲୋକ ମାେ ସହିତ ନାହିଁ, ସେ ମାେ ବିରୁଦ୍ଧ ରେ ଅଛି, ଯେଉଁ ଲୋକ ମାେ ସହିତ କାମ କରୁନି, ସେ ମାେ ବିରୁଦ୍ଧ ରେ କାମ କରୁଛି।
23 Quem não está comigo, está contra mim; quem não recolhe comigo, espalha.
24 ଯେତବେେଳେ କୌଣସି ଭୂତ କୌଣସି ମଣିଷ ଦହରେୁ ବାହାରି ଆ ସେ, ସେତବେେଳେ ସହେି ଆତ୍ମା ବିଶ୍ରାମ ସ୍ଥାନ ଖାଜେି ଖାଜେି ଶୁଖିଲା ଜାଗାସବୁ ରେ ବୁଲେ। କିନ୍ତୁ ସେ ବିଶ୍ରାମ ନବେକେୁ ଜାଗା ଟିକିଏ ନ ପାଇଲେ କୁ ହେ, 'ମୁଁ ଯେଉଁଠାରୁ ଆସିଛି, ପୁଣି ସହେି ଘରକୁ ଫରେିୟିବି।'
24 Quando um espírito imundo sai do homem, anda por lugares áridos, buscando repouso; não o achando, diz: Voltarei à minha casa, donde saí.
25 ଯେତବେେଳେ ଭୂତଟି ସହେି ମଣିଷ ନିକଟକୁ ଫରେିଆ ସେ, ସେ ଦେଖେ ଯେ ସହେି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି।
25 Chegando, acha-a varrida e adornada.
26 ତା'ପରେ ସେ ଯାଇ ତା'ଠାରୁ ଆହୁରି ଅଧିକ ଦୁଷ୍ଟ ସାତଜଣ ଭୂତଙ୍କୁ ଡାକିଆଣେ, ସମାନେେ ସମସ୍ତେ ସହେି ମଣିଷ ମଧିଅରେ ପ୍ରବେଶ କରି ଏକତ୍ର ରହନ୍ତି। ଏହିଭଳି ଭାବରେ ସହେି ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଖରାପ ହାଇେ ପଡେ।
26 Vai então e toma consigo outros sete espíritos piores do que ele e entram e estabelecem-se ali. E a última condição desse homem vem a ser pior do que a primeira.
27 ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡି ଉଚ୍ଚ ସ୍ବର ରେ କହିବାକୁ ଲାଗିଲା, ଧନ୍ଯ ତୁମ୍ଭର ମାଆ। କାରଣ ସେ ତୁମ୍ଭକୁ ଜନ୍ମ ଦଇେଛନ୍ତି ଓ କ୍ଷୀରପାନ କରାଇଛନ୍ତି।
27 Enquanto ele assim falava, uma mulher levantou a voz do meio do povo e lhe disse: Bem-aventurado o ventre que te trouxe, e os peitos que te amamentaram!
28 କିନ୍ତୁ ଯୀଶୁ କହିଲେ, ପରମେଶ୍ବରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତ ରେ ସହେିମାନେ ହିଁ ଧନ୍ଯ।
28 Mas Jesus replicou: Antes bem-aventurados aqueles que ouvem a palavra de Deus e a observam!
29 ଧୀ ରେ ଧୀ ରେ ଭିଡ ବଢିବାକୁ ଲାଗିଲା। ଯୀଶୁ କହିଲେ, ବର୍ତ୍ତମାନ ୟୁଗର ଲୋକେ ବଡ ମନ୍ଦ। ସମାନେେ ପରମେଶ୍ବରଙ୍କଠାରୁ ପ୍ରମାଣ ସ୍ବରୁପ ଏକ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ବରୂପ କୌଣସି ଆଶ୍ଚର୍ୟ୍ଯକର୍ମ ଦଖାଇେ ଦିଆୟିବ ନାହିଁ। ୟୂନସଙ୍କ ସମ୍ବନ୍ଧ ରେ ଘଟିଥିବା ଆଶ୍ଚର୍ୟ୍ଯକର୍ମ ହେଉଛି ଏକମାତ୍ର ଚିହ୍ନ।
29 Afluía o povo e ele continuou: Esta geração é uma geração perversa; pede um sinal, mas não se lhe dará outro sinal senão o sinal do profeta Jonas.
30 ୟୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ବରୂପ ହେଲେ, ସହେିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ଯପୁତ୍ର ମଧ୍ଯ ଚିହ୍ନ ସ୍ବରୂପ ହବେେ।
30 Pois, como Jonas foi um sinal para os ninivitas, assim o Filho do Homem o será para esta geração.
31 ବିଚାର ଦିନ ରେ ଦକ୍ଷିଣର ରାଣୀ ପ୍ରକାଶିତ ହାଇେ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିବେ ଓ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ, କାରଣ ସହେି ରାଣୀ ଶଲମାନଙ୍କେ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୁରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲମାନଙ୍କେ ଅପେକ୍ଷା ମହାନ୍ ଅଟେ।
31 A rainha do meio-dia levantar-se-á no dia do juízo para condenar os homens desta geração, porque ela veio dos confins da terra ouvir a sabedoria de Salomão! Ora, aqui está quem é mais que Salomão.
32 ବିଚାର ହବୋ ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଠିଆ ହାଇେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସମାନେେ ୟୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ମହାନ୍ ଅଟେ।
32 Os ninivitas levantar-se-ão no dia do juízo para condenar os homens desta geração, porque fizeram penitência com a pregação de Jonas. Ora, aqui está quem é mais do que Jonas.
33 କୌଣସି ଲୋକ ଦୀପଟିଏ ଜଳାଇ ଲୁଚାଇ ରେଖନାହିଁ କିମ୍ବା ହାଣ୍ଡି ତଳେ ରେଖ ନାହିଁ। ବରଂ ତାହା ରୁଖାଟିଏ ଉପରେ ରେଖ, ଯାହା ଫଳ ରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ।
33 Ninguém acende uma lâmpada e a põe em lugar oculto ou debaixo da amassadeira, mas sobre um candeeiro, para alumiar os que entram.
34 ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅ ରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାର ରେ ଭରିୟିବ।
34 O olho é a lâmpada do corpo. Se teu olho é são, todo o corpo será bem iluminado; se, porém, estiver em mau estado, o teu corpo estará em trevas.
35 ମନରେଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହାଇେ ନଯାଏ।
35 Vê, pois, que a luz que está em ti não sejam trevas.
36 ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହା ହେଲ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହବେ।
36 Se, pois, todo o teu corpo estiver na luz, sem mistura de trevas, ele será inteiramente iluminado, como sob a brilhante luz de uma lâmpada.
37 ଯୀଶୁ ତାହାଙ୍କ କଥା ଶଷେ କଲାବଳକେୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗ ରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡିଲେ।
37 Enquanto Jesus falava, pediu-lhe um fariseu que fosse jantar em sua companhia. Ele entrou e pôs-se à mesa.
38 ଯୀଶୁ ଖାଇବାକୁ ୟିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ୟ୍ଯ ହାଇଗେଲେ।
38 Admirou-se o fariseu de que ele não se tivesse lavado antes de comer.
39 ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତ ରେ ତୁମ୍ଭମାନେେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା' ଦ୍ବାରା ପାଇଥିବା ଜିନିଷ ରେ ପରିପୂର୍ଣ୍ଣ କରିଛ।
39 Disse-lhe o Senhor: Vós, fariseus, limpais o que está por fora do vaso e do prato, mas o vosso interior está cheio de roubo e maldade!
40 ହେ ନିର୍ବୋଧଗଣ! ବାହା ରେ ଯାହା ଅଛି, ତାହା ୟିଏ ତିଆରି କରିଛନ୍ତି ସେ ମଧ୍ଯ ଭିତ ରେ ଥିବା ବିଷୟ ସବୁ ତିଆରି କରିଛନ୍ତିା
40 Insensatos! Quem fez o exterior não fez também o conteúdo?
41 ଏଣୁ ତୁମ୍ଭମାନଙ୍କ ଭିତ ରେ ଥିବା ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାୟ୍ଯ ଲୋଡନ୍ତି, ସମାନଙ୍କେୁ ସାହାୟ୍ଯ କର। ତା ହେଲେ ତୁମ୍ଭମାନେେ ସମ୍ପୂର୍ଣ୍ଣରୂପେ ପରିଷ୍କାର ଓ ପବିତ୍ର ହାଇଯେିବ।
41 Dai antes em esmola o que possuís, e todas as coisas vos serão limpas.
42 ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭମାନେେ ସମସ୍ତ ବିଷୟ ରେ ଦଶମାଂଶ ପରମେଶ୍ବରଙ୍କୁ ଦଇେଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଚାର ଅନ୍ଯାନ୍ଯ େଛାଟ ଚାରାର ମଧ୍ଯ ଦଶ ଭାଗରୁ ଭାଗେ ପରମେଶ୍ବରଙ୍କୁ ଦଇେଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ଯବହାର କରିବାକୁ ଓ ପରମେଶ୍ବରଙ୍କୁ ଭଲ ପାଇବାକୁ ତୁମ୍ଭମାନେେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ୟ୍ଯ କରିବା ଉଚିତ। ତା' ସହିତ ଦଶମାଂଶ ଦବୋ ଏବଂ ଅନ୍ଯାନ୍ଯ କାର୍ୟ୍ଯ ମଧ୍ଯ ଚାଲୁ ରଖିବା ଉଚିତ।
42 Ai de vós, fariseus, que pagais o dízimo da hortelã, da arruda e de diversas ervas e desprezais a justiça e o amor de Deus. No entanto, era necessário praticar estas coisas, sem contudo deixar de fazer aquelas outras coisas.
43 ହାୟ ଫାରୂଶୀଗଣ! କାରଣ ତୁମ୍ଭମାନେେ ଯିହୂଦୀ ସମାଜଗୃହ ରେ ଅତ୍ଯନ୍ତ ମହତ୍ବପୂର୍ଣ୍ଣ ଆସନ ଚାହୁଁଛ ଓ ହାଟ ବଜାର ରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ।
43 Ai de vós, fariseus, que gostais das primeiras cadeiras nas sinagogas e das saudações nas praças públicas!
44 ହାୟ, କାରଣ ତୁମ୍ଭମାନେେ ଲୁଚି ରହିଥିବା ସହେି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣା ରେ ଚାଲିଯାଆନ୍ତି।
44 Ai de vós, que sois como os sepulcros que não aparecem, e sobre os quais os homens caminham sem o saber.
45 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, ଗୁରୁ, ଆପଣ ଯେତବେେଳେ ଫାରୂଶୀମାନଙ୍କ ବିଷୟ ରେ ଏହିଭଳି କଥା କହୁଛନ୍ତି, ସେତବେେଳେ ଆମ୍ଭ ଦଳକୁ ମଧ୍ଯ ଅପମାନ ଦେଉଛନ୍ତି।
45 Um dos doutores da lei lhe disse: Mestre, falando assim também a nós outros nos afrontas.
46 ଏହା ଶୁଣି ଯୀଶୁ କହିଲେ, ହେ ଧର୍ମଶାସ୍ତ୍ରୀଗଣ! ହାୟ, କାରଣ ତୁମ୍ଭମାନେେ ଲୋକମାନଙ୍କ ଉପରେ କଠିନ ନିୟମର ବୋଝ ଏତେ ଲଦି ଦେଉଛ ଯେ, ତାହା ମାନିବା କଷ୍ଟକର ହାଇଯୋଉଛି। ଏହି ନିୟମଗୁଡିକୁ ମାନିବା ପାଇଁ ତୁମ୍ଭମାନେେ ଲୋକଙ୍କୁ ବାଧ୍ଯ କରୁଛ କିନ୍ତୁ ନିଜେ କବେେ ହେଲେ ଏଥିରୁ କୌଣସି ଗୋଟିଏ ହେଲେ ନିୟମ ପାଳିବାକୁ ଚେଷ୍ଟା କରୁନାହଁ।
46 Ele respondeu: Ai também de vós, doutores da lei, que carregais os homens com pesos que não podem levar, mas vós mesmos nem sequer com um dedo vosso tocais os fardos.
47 ହାୟ, କାରଣ ତୁମ୍ଭମାନେ ଭବିଷ୍ଯଦ୍ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ଯଦ୍ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରିଦଇେଥିଲେ।
47 Ai de vós, que edificais sepulcros para os profetas que vossos pais mataram.
48 ଏହାଦ୍ବାରା ତୁମ୍ଭମାନେେ ଲୋକଙ୍କୁ ଦେଖଇେ ଦବୋକୁ ଚାହୁଁଛ ଯେ, ତୁମ୍ଭମାନେେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ କାମକୁ ସମର୍ଥନ କରୁଛ। କାରଣ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କୁ ମାରି ଦଇେଥିଲେ ଏବଂ ତୁମ୍ଭମାନେେ ତାହାଙ୍କ ପାଇଁ କବର ତିଆରି କରୁଛ।
48 Vós servis assim de testemunhas das obras de vossos pais e as aprovais, porque em verdade eles os mataram, mas vós lhes edificais os sepulcros.
49 ଏଥିପାଇଁ ପରମେଶ୍ବରଙ୍କ ଜ୍ଞାନ କ ହେ, 'ମୁଁ ଭବିଷ୍ଯଦ୍ବକ୍ତା ଓ ପ୍ ରରେିତମାନଙ୍କୁ ସମାନଙ୍କେ ପାଖକୁ ପଠାଇବି। କେତକଙ୍କେୁ ସମାନେେ ମାରି ପକାଇବେ ଓ ଆଉ କେତକଙ୍କେୁ ବହୁତ ଖରାପ ବ୍ଯବହାର ଦଖାଇବେେ।'
49 Por isso, também disse a sabedoria de Deus: Enviar-lhes-ei profetas e apóstolos, mas eles darão a morte a uns e perseguirão a outros.
50 ଏଣୁ ସୃଷ୍ଟି ଆରମ୍ଭରୁ ଯେତବେେଳେ ଭବିଷ୍ଯଦ୍ବକ୍ତାଙ୍କ ରକ୍ତପାତ ହାଇେଛି, ସେଥିପାଇଁ ଏହି ସମୟର ବଞ୍ଚିଥିବା ଲୋକମାନଙ୍କୁ ଦଣ୍ଡ ଭୋଗିବାକୁ ପଡିବ।
50 E assim se pedirá conta a esta geração do sangue de todos os profetas derramado desde a criação do mundo,
51 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ହବେଲ ଙ୍କ ରକ୍ତପାତଠାରୁ ଆରମ୍ଭ କରି ବଦେୀ ଓ ମନ୍ଦିର ର ମଧ୍ଯସ୍ଥଳ ରେ ନିହତ ହାଇେଥିବା ଜିଖରିୟଙ୍କ ରକ୍ତପାତ ପର୍ୟ୍ଯନ୍ତ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିବ।
51 desde o sangue de Abel até o sangue de Zacarias, que foi assassinado entre o altar e o templo. Sim, declaro-vos que se pedirá conta disso a esta geração!
52 ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭମାନେେ ଈଶ୍ବର ଜ୍ଞାନର ଚାବିକାଠି ଲୁଚଇେ ଦଲେ। ନିଜ ଐଶ୍ବରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଚାହୁଁଥିଲେ, ସମାନଙ୍କେୁ ମଧ୍ଯ ଶିଖିବାକୁ ଦଲନୋହିଁ।
52 Ai de vós, doutores da lei, que tomastes a chave da ciência, e vós mesmos não entrastes e impedistes aos que vinham para entrar.
53 ଯୀଶୁ ସେ ସ୍ଥାନ ଛାଡି ଚାଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନକେ କଷ୍ଟ ଦବୋ ଆରମ୍ଭ କରି ଦେଲେ। ସମାନେେ ଯୀଶୁଙ୍କୁ ଅନକେ ବିଷୟ ରେ ପ୍ରଶ୍ନମାନ ପଚାରି ତାହାଙ୍କଠାରୁ ଉତ୍ତର ଚାହୁଁଥିଲେ।
53 Depois que Jesus saiu dali, os escribas e fariseus começaram a importuná-lo fortemente e a persegui-lo com muitas perguntas,
54 କାରଣ ସମାନେେ ଯୀଶୁଙ୍କୁ କିଛି ଭୁଲ କଥା କୁହାଇ ଫାନ୍ଦ ରେ ପକଇବୋକୁ ବାଟ ଖାଜେୁଥିଲେ।
54 armando-lhe desta maneira ciladas, e procurando surpreendê-lo nalguma palavra de sua boca.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 11, comparar traduções ou montar um estudo — tudo direto pelo WhatsApp.