Lucas 10
Oriya Bible (GL_ORIYA) vs ARIB
1 ଏହାପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ୟିବାର ଯୋଜନା ଥିଲା, ସହେି ନଗର ଓ ସ୍ଥାନମାନଙ୍କୁ ସେ ସମାନଙ୍କେୁ ଦୁଇ ଦୁଇ ଜଣ ହିସାବ ରେ ନିଜେ ୟିବା ଆଗରୁ ପଠାଇ ଦେଲେ।
1 Depois disso designou o Senhor outros setenta, e os enviou adiante de si, de dois em dois, a todas as cidades e lugares aonde ele havia de ir.
2 ଯୀଶୁ ସମାନଙ୍କେୁ କହିଲେ, ଅମଳ ହବୋକୁ ପ୍ରଚୁର ଫସଲ ପଡି ରହିଛି। କିନ୍ତୁ ମୂଲିଆ ଖୁବ କମ୍। ତେଣୁ ଫସଲର ମାଲିକଙ୍କୁ ପ୍ରାର୍ଥନା କର ଯେ, ସେ ଯେପରି ତାହାଙ୍କର ଫସଲ କାଟିବା ପାଇଁ କାମ କରିବାକୁ ଅଧିକ ମୂଲିଆ ପଠାଇବେ।
2 E dizia-lhes: Na verdade, a seara é grande, mas os trabalhadores são poucos; rogai, pois, ao Senhor da seara que mande trabalhadores para a sua seara.
3 ଯାଅ, କିନ୍ତୁ ମନରେଖ, ମୁଁ ତୁମ୍ଭମାନଙ୍କୁ ଗଧିଆମାନଙ୍କ ମଧିଅରେ ମେଣ୍ଢାଛୁଆ ଭାବରେ ପଠାଉଛି।
3 Ide; eis que vos envio como cordeiros ao meio de lobos.
4 ସାଙ୍ଗ ରେ ଟଙ୍କା, ଥଳି, ୟୋତା କିଛି ହେଲେ ନିଅନାହିଁ। ରାସ୍ତା ରେ କାହାରି ସହିତ କଥାବାର୍ତ୍ତା ହବୋ ପାଇଁ ଅଟକି ୟିବ ନାହିଁ।
4 Não leveis bolsa, nem alforge, nem alparcas; e a ninguém saudeis pelo caminho.
5 ଯେ କୌଣସି ଘ ରେ ପ୍ରବେଶ କରିବା ମାତ୍ ରେ ପ୍ରଥମେ କୁହ, 'ଏ ଘରକୁ ଶାନ୍ତି ମିଳୁ।'
5 Em qualquer casa em que entrardes, dizei primeiro: Paz seja com esta casa.
6 ଯଦି ସଠାେରେ କହେି ଶାନ୍ତି ପ୍ରିୟ ଲୋକ ଥିବ, ତବେେ ତୁମ୍ଭମାନଙ୍କର ଶାନ୍ତି ଆଶୀର୍ବାଦ ତାହାକୁ ମିଳିବ। ଯଦି ସଠାେରେ କହେି ଶାନ୍ତି ପ୍ରିୟ ଲୋକ ନଥିବ, ତବେେ ତୁମ୍ଭମାନଙ୍କ ଶାନ୍ତି ଆଶୀର୍ବାଦ ତୁମ୍ଭମାନଙ୍କ ପାଖକୁ ଫରେି ଆସିବ।
6 E se ali houver um filho da paz, repousará sobre ele a vossa paz; e se não, voltará para vós.
7 ତୁମ୍ଭମାନେେ ଶାନ୍ତି ଥିବା ଘ ରେ ରୁହ। ସେ ଲୋକମାନେ ତୁମ୍ଭମାନଙ୍କୁ ୟହା ଦବେେ ତାହା ଖାଅ ଓ ପିଅ। କାରଣ କାମ କରିବା ଲୋକର ତା' ବତନେ ଉପରେ ଅଧିକାର ଅଛି। ଅନ୍ୟ ଘ ରେ ରହିବା ପାଇଁ ସହେି ଘର ଛାଡି ଯାଅନାହିଁ।
7 Ficai nessa casa, comendo e bebendo do que eles tiverem; pois digno é o trabalhador do seu salário. Não andeis de casa em casa.
8 ଯଦି ତୁମ୍ଭମାନେେ ଗୋଟିଏ ନଗରକୁ ଯାଅ ଓ ସଠାେରେ ଯଦି ଲୋକେ ତୁମ୍ଭମାନଙ୍କୁ ସ୍ବାଗତ କରନ୍ତି, ତବେେ ତୁମ୍ଭମାନଙ୍କେୁ ସମାନେେ ଯାହା ଖାଦ୍ୟ ଦିଅନ୍ତି, ତାହା ଖାଅ।
8 Também, em qualquer cidade em que entrardes, e vos receberem, comei do que puserem diante de vós.
9 ସଠାେରେ ରହୁଥିବା ଲୋଗୀଙ୍କୁ ସୁସ୍ଥ କର। ତା'ପରେ ସମାନଙ୍କେୁ କୁହ, 'ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ନିକଟରେ ଖୁବ୍ ଶୀଘ୍ର ଆସି ପହଞ୍ଚିଯାଉଛି।'
9 Curai os enfermos que nela houver, e dizer-lhes: É chegado a vós o reino de Deus.
10 କିନ୍ତୁ ତୁମ୍ଭମାନେେ ଯଦି ଏଭଳି ଏକ ନଗରକୁ ଯାଅ ଓ ସଠାେରେ ଲୋକେ ତୁମ୍ଭମାନଙ୍କର ସ୍ବାଗତ ନକରନ୍ତି, ତବେେ ସହେି ନଗରର ଗଳିମାନଙ୍କ ରେ ଯାଅ ଏବଂ କୁହ,
10 Mas em qualquer cidade em que entrardes, e vos não receberem, saindo pelas ruas, dizei:
11 ଆମ୍ଭର ପାଦ ରେ ଲାଗିଥିବା ଏହି ଧୂଳିତକ ମଧ୍ଯ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଏହିଠା ରେ ଝାଡି ଦଇେ ଯାଉଛୁ।' ତଥାପି ମନରେଖ, 'ପରମେଶ୍ବରଙ୍କ ରାଜ୍ଯ ଖୁବ ଶୀଘ୍ର ଆସୁଛି।'
11 Até o pó da vossa cidade, que se nos pegou aos pés, sacudimos contra vós. Contudo, sabei isto: que o reino de Deus é chegado.
12 ମୁଁ ତୁମ୍ଭମାନଙ୍କୁ କହୁଛି ଯେ ବିଚାର ହବୋ ଦିନ ସହେି ନଗରର ଲୋକମନଙ୍କର ଦଶା ସଦୋମର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହବେ।
12 Digo-vos que naquele dia haverá menos rigor para Sodoma, do que para aquela cidade.
13 ହାୟ କୋରାଜିନ୍! ହାୟ ବେଥ୍ସାଇଦା! ତୁମ୍ଭମାନଙ୍କ ମଧିଅରେ ମୁଁ ଅନକେ ଆଶ୍ଚର୍ୟ୍ଯକର୍ମ ଦଖାଇେଛି। ଯଦି ଏଗୁଡିକ ସୋର ଓ ସୀଦୋନ ରେ ଲୋକମାନଙ୍କୁ କରା ଯାଇଥାଆନ୍ତା, ତବେେ କବେଠାରୁେ ସମାନେେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡି ଦଇେଥାଆନ୍ତେ। ସମାନେେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦଖାଇବୋ ପାଇଁ ତାର ପ୍ରତୀକ ସ୍ବରୁପ ଅଖା ରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡ ରେ ପାଉଁଶ ବୋଳି ହାଇେଥାଆନ୍ତେ।
13 Ai de ti, Corazim! ai de ti, Betsaida! Porque, se em Tiro e em Sidom se tivessem operado os milagres que em vós se operaram, há muito, sentadas em cilício e cinza, elas se teriam arrependido.
14 ବିଚାର ଦିନ ତୁମ୍ଭମାନଙ୍କ ଦଶା ସୋର ଓ ସୀଦୋନର ଲୋକମାନଙ୍କ ଦଶା ଅପାକ୍ଷା ଅଧିକ ଖରାପ ହବେ।
14 Contudo, para Tiro e Sidom haverá menos rigor no juízo do que para vós.
15 ଏବଂ ହେ କଫର୍ନାହୂମ! ତୁମ୍ଭକୁ କ'ଣ ସ୍ବର୍ଗ ଯେତେ ଉଚ୍ଚ, େସତେ ଉଚ୍ଚକୁ ଉଠାୟିବ? ନା, ତୁମ୍ଭକୁ ନର୍କ ଯେତେ ନୀଚ୍ଚ ସହେିପରି ନୀଚ୍ଚ ସ୍ଥାନକୁ ଅଣାୟିବ।
15 E tu, Cafarnaum, porventura serás elevada até o céu? até o inferno descerás.
16 ଯେତବେେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତ ରେ ମାେ କଥା ଶୁଣେ। ଯେତବେେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତବେେଳେ ଜଣେ ମାେତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।
16 Quem vos ouve, a mim me ouve; e quem vos rejeita, a mim me rejeita; e quem a mim me rejeita, rejeita aquele que me enviou.
17 ଯେତବେେଳେ ବାସ୍ତରି ଜଣ ସମାନଙ୍କେ ଭ୍ରମଣରୁ ଫରେି ଆସିଲେ, ସମାନେେ ବହୁତ ଖୁସି ଥିଲେ। ସମାନେେ କହିଲେ, ପ୍ରଭୁ, ଆମ୍ଭମାନେେ ଯେତବେେଳେ ଆପଣଙ୍କ ନାମ ନଇେ ଆଜ୍ଞା ଦଲେୁ, ସେତବେେଳେ ଏପରିକି ଭୂତମାନେ ମଧ୍ଯ ଆମ୍ଭମାନଙ୍କ କଥା ମାନିଲେ।
17 Voltaram depois os setenta com alegria, dizendo: Senhor, em teu nome, até os demônios se nos submetem.
18 ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି।
18 Respondeu-lhes ele: Eu via Satanás, como raio, cair do céu.
19 ଶୁଣ! ସାପ ଓ କଙ୍କଡାବିଛାମାନଙ୍କୁ ପାଦତଳେ ଦଳି ଦବୋକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦଇେଛି। ମୁଁ ତୁମ୍ଭମାନଙ୍କ ଶତୃ ପାଖ ରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦଇେଛି। ତୁମ୍ଭମାନଙ୍କର କହେି କିଛି କ୍ଷତି କରି ପାରିବ ନାହିଁ।
19 Eis que vos dei autoridade para pisar serpentes e escorpiões, e sobre todo o poder do inimigo; e nada vos fará dano algum.
20 ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମନୁଛନ୍ତି। ତୁମ୍ଭମାନେେ ଖୁସି ହୁଅ। କାହିଁକି? ତୁମ୍ଭମାନଙ୍କ ପାଖ ରେ ଏ ଶକ୍ତି ଥିବା ଯୋଗୁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ବର୍ଗ ରେ ଲଖାେ ହାଇେଥିବା ୟୋଗୁ ଖୁସି ହୁଅ।
20 Contudo, não vos alegreis porque se vos submetem os espíritos; alegrai-vos antes por estarem os vossos nomes escritos nos céus.
21 ତ'ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ଯନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, ହେ ପରମପିତା! ହେ ସ୍ବର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଂଶସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚଇେ ରଖିଥିଲେ ମଧ୍ଯ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦଖାଇେଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତ ରେ କରିବାକୁ ଚାହୁଁଥିଲ ବୋଲି ତୁମ୍ଭେ ଏହା କଲ।
21 Naquela mesma hora exultou Jesus no Espírito Santo, e disse: Graças te dou, ó Pai, Senhor do céu e da terra, porque ocultaste estas coisas aos sábios e entendidos, e as revelaste aos pequeninos; sim, ó Pai, porque assim foi do teu agrado.
22 ମାରେ ପରମପିତା ମାେତେ ସବୁକିଛି ଦଇେଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ଯତୀତ ଅନ୍ୟ କହେି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡା କହେି ଜାଣନ୍ତି ନାହିଁ। କବଳେ ସହେିମାନେ ପରମପିତାଙ୍କ ବିଷୟ ରେ ଜାଣିପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ବଯଂ ବାଛିବେ।
22 Todas as coisas me foram entregues por meu Pai; e ninguém conhece quem é o Filho senão o Pai, nem quem é o Pai senão o Filho, e aquele a quem o Filho o quiser revelar.
23 ତା'ପରେ ଯୀଶୁ ଶିଷ୍ଯମାନଙ୍କ ଆଡକୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସଠାେରେ କବଳେ ତାହାଙ୍କ ଶିଷ୍ଯମାନେ ରହିଥିଲେ। ଯୀଶୁ କହିଲେ, ତୁମ୍ଭମାନେେ ଧନ୍ଯ, ଯେ ହତେୁ ତୁମ୍ଭମାନେେ ଏହିସବୁ ବିଷୟ ଦେଖିଲ।
23 E voltando-se para os discípulos, disse-lhes em particular: Bem-aventurados os olhos que vêem o que vós vedes.
24 ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭମାନେେ ଏବେ ଯାହା ଦେଖୁଛ, ତାହା ଦେଖିବା ପାଇଁ ଅନକେ ଭବିଷ୍ଯଦ୍ବକ୍ତା ଓ ରାଜା ଚାହିଁଥିଲେ। କିନ୍ତୁ ସମାନେେ ଏସବୁ ଦେଖି ପରିନଥିଲେ। ତୁମ୍ଭମାନେେ ଏବେ ଯା ହେ ଶୁଣୁଛ, ତାହା ଶୁଣିବା ପାଇଁ ଅନକେ ଭବିଷ୍ଯଦ୍ବକ୍ତା ଓ ରାଜା ଚାହିଁଥିଲେ। କିନ୍ତୁ ସମାନେେ ଏସବୁ ଶୁଣି ପାରନଥିଲେ।
24 Pois vos digo que muitos profetas e reis desejaram ver o que vós vedes, e não o viram; e ouvir o que ouvis, e não o ouviram.
25 ତା'ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଚାରିଲେ, ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ'ଣ କରିବି?
25 E eis que se levantou certo doutor da lei e, para o experimentar, disse: Mestre, que farei para herdar a vida eterna?
26 ଏହା ଶୁଣି ଯୀଶୁ ତାହାଙ୍କୁ କହିଲେ, ବ୍ଯବସ୍ଥାଶାସ୍ତ୍ର ରେ କ'ଣ ଲଖାେଅଛି? ସେଥି ହେ ତୁମ୍ଭେ କ'ଣ ପଢୁଛ?
26 Perguntou-lhe Jesus: Que está escrito na lei? Como lês tu?
27 ସେ ଉତ୍ତର ଦେଲେ, 'ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦଇେ ତୁମ୍ଭର ପ୍ରଭୁ ପରମେଶ୍ବରଙ୍କୁ ପ୍ ରମେ କର' ଏବଂ, 'ତୁମ୍ଭେ ନିଜକୁ ପ୍ ରମେ କରିଲା ଭଳି ଅନ୍ୟମାନଙ୍କୁ ପ୍ ରମେ କର।'
27 Respondeu-lhe ele: Amarás ao Senhor teu Deus de todo o teu coração, de toda a tua alma, de todas as tuas forças e de todo o teu entendimento, e ao teu próximo como a ti mesmo.
28 ତା'ପରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ଉତ୍ତର ଦଇେଛ। ଏହାହିଁ କର। ଏହା ଫଳ ରେ ତୁମ୍ଭେ ଅନନ୍ତଜୀବନ ଲାଭ କରିବ।
28 Tornou-lhe Jesus: Respondeste bem; faze isso, e viverás.
29 ନିଜେ ଠିକ୍ ଜୀବନ ଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଚାହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଚାରିଲେ, ତବେେ ଯେଉଁମାନଙ୍କୁ ପ୍ ରମେ କରିବି, ସମାନେେ କିଏ?
29 Ele, porém, querendo justificar-se, perguntou a Jesus: E quem é o meu próximo?
30 ଏହି ପ୍ରଶ୍ନର ଉତ୍ତର ଦବୋକୁ ଯାଇ ଯୀଶୁ କହିଲେ, ଜଣେ ଲୋକ ୟିରୂଶାଲମରୁ ଯିରୀହାକେୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ ରେ ପଡିଲା। ସମାନେେ ତା' ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ ମାରି ଅର୍ଦ୍ଧମୃତ ଅବସ୍ଥା ରେ ପକାଇଦଇେ ଚାଲିଗଲେ।
30 Jesus, prosseguindo, disse: Um homem descia de Jerusalém a Jericó, e caiu nas mãos de salteadores, os quais o despojaram e espancando-o, se retiraram, deixando-o meio morto.
31 ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସହେି ରାସ୍ତା ଦଇେ ଯାଉଥିଲେ। ସହେି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଚାଲିଗଲେ।
31 Casualmente, descia pelo mesmo caminho certo sacerdote; e vendo-o, passou de largo.
32 ତା'ପରେ ଜଣେ ଲବେୀୟ ସହେି ବାଟରେ ଆସିଲେ। ସେ ସହେି ଲୋକଟିକୁ ଦେଖିବା ସତ୍ତ୍ବେ ତାକୁ ସାହାୟ୍ଯ କରିବାକୁ ନଅଟକି ଚାଲିଗଲେ।
32 De igual modo também um levita chegou àquele lugar, viu-o, e passou de largo.
33 ତା'ପରେ ଶମିରୋଣୀୟ ଦେଶର ଜଣେ ଲୋକ ସହେି ବାଟେ ଆସିଲେ। ଆହତ ଲୋକଟି ଯେଉଁଠା ରେ ପଡିଥିଲା, ସେ ସହେି ସ୍ଥାନକୁ ଆସିଲେ। ସେ ସହେି ଲୋକଟିକୁ ଦେଖି ବହୁତ ମନ ଦୁଃଖ କଲେ।
33 Mas um samaritano, que ia de viagem, chegou perto dele e, vendo-o, encheu-se de compaixão;
34 ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତ ରେ ତଲେ ଓ ଅଙ୍ଗୁର ରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖ ରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନଇଗେଲେ। ଚଟିଘ ରେ ସେ ଆହତ ଲୋକଟିର ଯତ୍ନ ନେଲେ।
34 e aproximando-se, atou-lhe as feridas, deitando nelas azeite e vinho; e pondo-o sobre a sua cavalgadura, levou-o para uma estalagem e cuidou dele.
35 ତା'ପରଦିନ ଶମିରୋଣୀୟ ଲୋକ ଜଣକ ଦୁଇଟି ରୂପାମୁଦ୍ରା ବାହାର କଲେ। ସେ ତାହା ପ୍ରାନ୍ଥଶାଳାର ଦାଯିତ୍ବ ରେ ଥିବା ଲୋକଟିକୁ ଦଇେ କହିଲେ, 'ଏହି ଆହତ ଲୋକଟିର ଯତ୍ନ ନବେ। ତା' ପାଇଁ ଯଦି ଆଉ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ମୁଁ ଫରେିଲା ବେଳେ ତୁମ୍ଭକୁ ସତକେ ପରିଶାଧେ କରି ଦବେି।
35 No dia seguinte tirou dois denários, deu-os ao hospedeiro e disse-lhe: Cuida dele; e tudo o que gastares a mais, eu to pagarei quando voltar.
36 ଏହାପରେ ଯୀଶୁ କହିଲେ, ଏବେ କୁହ, ଡକାୟତମାନଙ୍କ ହାବୁଡ ରେ ପଡି ଆହତ ହାଇେଥିବା ଲୋକଟିକୁ ଏହି ତିନି ଜଣଙ୍କ ମଧ୍ଯରୁ କିଏ ପ୍ ରମେଭାବ ଦଖାଇେଲେ ବୋଲି ତୁମ୍ଭେ ଭାବୁଛ?
36 Qual, pois, destes três te parece ter sido o próximo daquele que caiu nas mãos dos salteadores?
37 ଶାସ୍ତ୍ରୀ ଜଣକ କହିଲେ, ଯେଉଁ ଲୋକ ଆହତ ଲୋକଟିକୁ ସାହାୟ୍ଯ କଲା।
37 Respondeu o doutor da lei: Aquele que usou de misericórdia para com ele. Disse-lhe, pois, Jesus: Vai, e faze tu o mesmo.
38 ଯୀଶୁଓ ତାହାଙ୍କ ଶିଷ୍ଯମାନେ ଯାତ୍ରା କରୁଥିବା ଅବସର ରେ ଗୋଟିଏ ଗାଁକୁ ଯୀଶୁ ଗଲେ। ମାର୍ଥା ନାମକ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ସ୍ବାଗତ କଲା।
38 Ora, quando iam de caminho, entrou Jesus numa aldeia; e certa mulher, por nome Marta, o recebeu em sua casa.
39 ମାର୍ଥାର ମରିୟମ ନାମ ରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖ ରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା।
39 Tinha esta uma irmã chamada Maria, a qual, sentando-se aos pés do Senhor, ouvia a sua palavra.
40 ମାର୍ଥାକୁ ବହୁତ ଗୁଡାଏ କାମ କରିବାକୁ ପଡୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, ପ୍ରଭୁ! ମାେ ଭଉଣୀ ଘରର ଯେ ସବୁ କାମ ମାେ ଉପରେ ଛାଡି ଦଇେଛି, ଏ ବିଷୟ ରେ କ'ଣ ଆପଣଙ୍କର ମନୋୟୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମାେତେ ସାହାୟ୍ଯ କରୁ।
40 Marta, porém, andava preocupada com muito serviço; e aproximando-se, disse: Senhor, não se te dá que minha irmã me tenha deixado a servir sozinha? Dize-lhe, pois, que me ajude.
41 ଯୀଶୁ ଉତ୍ତର ଦେଲେ, ମାର୍ଥା, ହେ ମାର୍ଥା, ବହୁତ ଗୁଡାଏ କଥା ପାଇଁ ତୁମ୍ଭେ ବ୍ଯସ୍ତ ଓ ଚିନ୍ତିତ ଅଛ।
41 Respondeu-lhe o Senhor: Marta, Marta, estás ansiosa e perturbada com muitas coisas;
42 କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ସହତ୍ତ୍ବପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛ ଏବଂ ଏହା ତା'ଠାରୁ ଛଡଇେ ନିଆୟିବନାହିଁ।
42 entretanto poucas são necessárias, ou mesmo uma só; e Maria escolheu a boa parte, a qual não lhe será tirada.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 10, comparar traduções ou montar um estudo — tudo direto pelo WhatsApp.