Juízes 9

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଅବୀମଲେକ୍ ଥିଲା ୟିରକ୍ସ୍ଟଦ୍ଦାଲର ପକ୍ସ୍ଟତ୍ର। ଶିଖିମ ରେ ଥିବା ନିଜର ମାମୁ ମାନଙ୍କୁ ଦେଖିବାକକ୍ସ୍ଟ ଗଲା। ସେ ତାଙ୍କର ମାମୁ ମାନଙ୍କୁ ଏବଂ ତା'ର ମାଆର ସମସ୍ତ ପରିବାରକକ୍ସ୍ଟ କହିଲା।
1 Abimeleque, filho de Jerubaal, foi aos irmãos de sua mãe em Siquém e disse a eles e a todo o clã da família de sua mãe:
2 ଶିଖିମ୍ ପ୍ରଚୀନମାନଙ୍କୁ ପଗ୍ଭର: 'ଯଦି ୟିରକ୍ସ୍ଟଦ୍ଦାଲ୍ର ସତକ୍ସ୍ଟରି ପକ୍ସ୍ଟତ୍ର ୟାକ ତକ୍ସ୍ଟମ୍ଭ ଉପରେ ଶାସନ କରନ୍ତି କିମ୍ବା ଯଦି ଜଣେ ମାତ୍ର ପକ୍ସ୍ଟତ୍ର ଶାସନ କଲେ, ତକ୍ସ୍ଟମ୍ଭ ପାଇଁ ଭଲ ହବେ କି? ମନରେଖ ମୁ ତୁମ୍ଭମାନଙ୍କର ରକ୍ତ ସଐର୍କୀଯ।'
2 "Perguntem a todos os cidadãos de Siquém: O que é melhor para vocês: ter todos os setenta filhos de Jerubaal governando sobre vocês, ou somente um homem? Lembrem-se de que eu sou sua própria carne".
3 ତାଙ୍କ ମାତାର ଭାଇମାନେ ଶିଖିମର ଲୋକମାନଙ୍କୁ ଏକଥା ଜଣାଇଲା ପରେ ତାଙ୍କ ପକ୍ଷ ରେ ଏସବୁ କଥା କହନ୍ତେ ଅବୀମଲକରେ ପାଶ୍ଚାତ୍ଗାମି ହବୋକକ୍ସ୍ଟ ସମାନେେ ସମ୍ମତି ପ୍ରଦାନ କଲେ। କାରଣ ସମାନେେ କହିଲେ, ଯାହା ହେଲେ ବି ସେ ଆମର ଭାଇ।
3 Os irmãos de sua mãe repetiram tudo aos cidadãos de Siquém, e estes se mostraram propensos a seguir Abimeleque, pois disseram: "Ele é nosso irmão".
4 ତେଣୁ ପ୍ରାଚୀନମାନେ ତାକକ୍ସ୍ଟ ବାଲ୍ବରୀତର ମନ୍ଦିରରକ୍ସ୍ଟ ସତକ୍ସ୍ଟରି ଖଣ୍ତ ରୂପା ନଲୋ। ସହେି ରୂପାଖଣ୍ତ ରେ ଅବୀମଲକେ କେତକେ ଅଦରମାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡେ ସେ ଗଲା ସମାନେେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।
4 Deram-lhe setenta peças de prata tiradas do templo de Baal-Berite, as quais Abimeleque usou para contratar alguns desocupados e vadios, que se tornaram seus seguidores.
5 ଅବୀମଲକେ ନିଜର ପିତୃଗୃହ ଆଫ୍ରାକକ୍ସ୍ଟ ଗଲା। ସେ ତା'ର ସତକ୍ସ୍ଟରି ଜଣ ଭାଇମାନଙ୍କୁ ସଠାେରେ ଗୋଟିଏ ପଥର ରେ ହତ୍ଯା କଲା। କିନ୍ତୁ ୟିରକ୍ସ୍ଟଦ୍ଦାଲ୍ର କନିଷ୍ଠ ପକ୍ସ୍ଟତ୍ର ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲା। ତା'ର ନାମ ଯୋଥମ୍ ଥିଲା।
5 Foi à casa de seu pai em Ofra e matou seus setenta irmãos, filhos de Jerubaal, sobre uma rocha. Mas Jotão, o filho mais novo de Jerubaal, escondeu-se e escapou.
6 ଶିଖିମର ନତେୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରୀତ ହେଲେ। ସହେି ସମସ୍ତ ଲୋକମାନେ ଶୀଖିମ ରେ ଥିବା ସ୍ତମ୍ଭ ନିକଟସ୍ଥ ଆଲୋନ୍ ବୃକ୍ଷମୂଳ ରେ ଅବୀମଲକେକକ୍ସ୍ଟ ସମାନଙ୍କେର ରାଜା କଲେ।
6 Então todos os cidadãos de Siquém e de Bete-Milo reuniram-se ao lado do Carvalho, junto à coluna de Siquém, para coroar Abimeleque rei.
7 ୟୋଥମ୍ ଜାଣିବାକକ୍ସ୍ଟ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖମର ନତେୃବର୍ଗ ଅବୀମଲକେକକ୍ସ୍ଟ ସମାନଙ୍କେର ରାଜା କରିଛନ୍ତି। ଏକଥା ଶକ୍ସ୍ଟଣି ସେ ଗରିଷୀମ ପର୍ବତ ଉପରେ ଠିଆ ହାଇେ ଲୋକମାନଙ୍କୁ ଉଚ୍ଚସ୍ବର ରେ କହିଲେ, ତୁମ୍ଭେ ଶିଖିମ ନଗରର ନତେୃବର୍ଗଗଣ,
7 Quando Jotão soube disso, subiu ao topo do monte Gerizim e gritou para eles: "Ouçam-me, cidadãos de Siquém, para que Deus os ouça.
8 ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷକେ କରିବାକୁ ଗଲେ। ସମାନେେ ଜିତ ବୃକ୍ଷକକ୍ସ୍ଟ କହିଲେ, ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ବ କର।
8 Certo dia as árvores saíram para ungir um rei para si. Disseram à oliveira: ‘Seja o nosso rei! ’
9 ମାତ୍ର ବୃକ୍ଷ ସମାନଙ୍କେୁ କହିଲେ, ମାରେ ମୂଲ୍ଯବାନ୍ ତଲେ ଦ୍ବାରା ମନକ୍ସ୍ଟଷ୍ଯ ଓ ପରମେଶ୍ବର ସମ୍ମାନିତ ହକ୍ସ୍ଟଅନ୍ତି। ମୁ କ'ଣ ବୃକ୍ଷମାନଙ୍କ ପାଇଁ ଏଣେ ତଣେେ ୟାଇ ମାରେମୂଲ୍ଯବାନ୍ ତଲେ ଦବୋକକ୍ସ୍ଟ ବନ୍ଦ କରି ଦବେି?
9 "A oliveira, porém, respondeu: ‘Deveria eu renunciar ao meu azeite, com o qual se presta honra aos deuses e aos homens, para dominar sobre as árvores? ’
10 ତେଣୁ ବୃକ୍ଷମାନେ ଡିମ୍ବିରି ବୃକ୍ଷକକ୍ସ୍ଟ କହିଲେ, ତୁମ୍ଭେ ଆସ ଆମ୍ଭମାନଙ୍କ ଉପରେ ରାଜତ୍ବ କର।
10 "Então as árvores disseram à figueira: ‘Venha ser o nosso rei! ’
11 କିନ୍ତୁ ଡିମ୍ବିରି ବୃକ୍ଷ ଉତ୍ତର ଦଲୋ, କବଳେ ଅନ୍ୟ ବୃକ୍ଷମାନଙ୍କ ଉପରେ ଶାସନ କରିବାକୁ, ମୁ ମାରେ ଉତ୍ତମ ସ୍ବାଦିଷ୍ଟ ଫଳ ଉତ୍ପନ୍ନ କରିବା ବନ୍ଦ କରି ଦବେି କି?
11 "A figueira, porém, respondeu: ‘Deveria eu renunciar ao meu fruto saboroso e doce, para dominar sobre as árvores? ’
12 ଏହାପରେ ବୃକ୍ଷମାନେ ଦ୍ରାକ୍ଷାଲତାକକ୍ସ୍ଟ କହିଲେ, ତୁମ୍ଭେ ଆସ ଆମ୍ଭମାନଙ୍କର ଉପରେ ରାଜତ୍ବ କର।
12 "Depois as árvores disseram à videira: ‘Venha ser o nosso rei! ’
13 କିନ୍ତୁ ଦ୍ରାକ୍ଷାଲତା ସମାନଙ୍କେୁ ଉତ୍ତର ରେ କହିଲା, କବଳେ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦବେି କି?, ଯେଉଁଗକ୍ସ୍ଟଡିକ ଦବେତାଗଣଙ୍କକ୍ସ୍ଟ ଓ ଲୋକମାନଙ୍କୁ ଖକ୍ସ୍ଟସି କରେ?
13 "A videira, porém, respondeu: ‘Deveria eu renunciar ao meu vinho, que alegra os deuses e os homens, para ter domínio sobre as árvores? ’
14 ଶଷେ ରେ ସମସ୍ତ ବୃକ୍ଷ କଣ୍ଟକ ବୃକ୍ଷକକ୍ସ୍ଟ କହିଲେ, ଆସ ଆମ ଉପରେ ରାଜତ୍ବ କର।
14 "Finalmente todas as árvores disseram ao espinheiro: ‘Venha ser o nosso rei! ’
15 କିନ୍ତୁ କଣ୍ଟକ ବୃକ୍ଷ ସମାନଙ୍କେୁ କହିଲା, ବାସ୍ତବ ରେ ତୁମ୍ଭମାନେେ ଯଦି ମାେତେ ତୁମ୍ଭମାନଙ୍କର ଶାସକ ପାଇଁ ଗ୍ଭହକ୍ସ୍ଟଁଛ, ତବେେ ଆସ ମାରେ ଛାଇ ରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରକ୍ସ୍ଟ ଅଗ୍ନି ବାହାରି ଲିବା ନୋନ୍ର ଏରସ ବୃକ୍ଷଗୁଡିକୁ ଗ୍ରାସ କରୁ।
15 "O espinheiro disse às árvores: ‘Se querem realmente ungir-me rei sobre vocês, venham abrigar-se à minha sombra; do contrário, sairá fogo do espinheiro e consumirá até os cedros do Líbano! ’
16 ଯଦି ବାସ୍ତବ ରେ ତୁମ୍ଭମାନେେ ଅବୀମଲକେକକ୍ସ୍ଟ ରାଜା କରିବା ରେ ସାଧକ୍ସ୍ଟତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ବାରା ତୁମ୍ଭମାନେେ ଓ ୟିରକ୍ସ୍ଟଦ୍ଦାଲ୍ ଓ ତା'ର ପରିବାର ପ୍ରତି ନିରପେକ୍ଷ ଦଖାଇେଥାଅ ଏବଂ ଯଦି ସମାନଙ୍କେ ପ୍ରାପ୍ଯ ଅନକ୍ସ୍ଟସା ରେ ବ୍ଯବହାର କରିଥାଅ।
16 "Será que vocês agiram de fato com sinceridade quando fizeram Abimeleque rei? Foram justos com Jerubaal e sua família, como ele merecia?
17 ତା'ପରେ ସହେି ବିଷଯ ରେ ଚିନ୍ତାକର, ମାରେ ପିତା ତୁମ୍ଭମାନଙ୍କ ପାଇଁ ଯାହା କରିଥିଲେ। ମାରେ ପିତା ତୁମ୍ଭମାନଙ୍କ ପାଇଁ ୟକ୍ସ୍ଟଦ୍ଧ କରିଥିଲେ। ସେ ତା ଜୀବନକକ୍ସ୍ଟ ବାଜି ଲଗାଇ ମିଦିଯନର ହସ୍ତରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ।
17 Meu pai lutou por vocês e arriscou a vida para livrá-los das mãos de Midiã,
18 କିନ୍ତୁ ବର୍ତ୍ତମାନ ତୁମ୍ଭମାନେେ ମାରେ ପିତାଙ୍କର ପରିବାର ବିରକ୍ସ୍ଟଦ୍ଧ ରେ ବିଦ୍ରୋହ କଲ। ତୁମ୍ଭେ ତାଙ୍କର ସତକ୍ସ୍ଟରି ପକ୍ସ୍ଟତ୍ରଙ୍କକ୍ସ୍ଟ ଗୋଟିଏ ପଥର ରେ ହତ୍ଯା କଲ। ତୁମ୍ଭମାନେେ ଅବୀମଲକେକକ୍ସ୍ଟ ଶିଖିମ ଉପରେ ତୁମ୍ଭମାନଙ୍କର ରାଜା କରିଅଛ, ସେ ତୁମ୍ଭମାନଙ୍କର ସଐର୍କୀଯ। ସେ ହେଉଛି ମାରେପିତାଙ୍କର ଦାସୀ ପକ୍ସ୍ଟତ୍ର।
18 hoje, porém, vocês se revoltaram contra a família de meu pai, mataram seus setenta filhos sobre a mesma rocha, e proclamaram Abimeleque, o filho de sua escrava, rei sobre os cidadãos de Siquém pelo fato de ser irmão de vocês.
19 ତେଣୁ ଯଦି ତୁମ୍ଭେ ଆଜି ୟିରକ୍ସ୍ଟଦ୍ଦାଲ ଓ ତାହାର ପରିବାର ଉପରେ ସତ୍ଯ ଓ ସରଳ ବ୍ଯବହାର କରିଅଛ, ତବେେ ଅବୀମଲକେକକ୍ସ୍ଟ ନଇେ ଆନନ୍ଦ କର ଓ ସେ ମଧ୍ଯ ତୁମ୍ଭମାନଙ୍କୁ ଦଇେ ଆନନ୍ଦ କରୁ।
19 Se hoje vocês de fato agiram com sinceridade para com Jerubaal e sua família, alegrem-se com Abimeleque, e alegre-se ele com vocês!
20 କିନ୍ତୁ ଯଦି ତୁମ୍ଭମାନେେ ଏହା କରିନାହଁ, ତବେେ ଅବୀମଲକଠାେରକ୍ସ୍ଟ ଅଗ୍ନି ବାହାରି ଶିଖିମ ନତେୃବର୍ଗଙ୍କକ୍ସ୍ଟ ଓ ମିଲ୍ଲୋ ନିବାସୀମାନଙ୍କୁ ଓ ମିଲ୍ଲୋ ଗୃହକକ୍ସ୍ଟ ଦଗ୍ଧ କରୁ। ପକ୍ସ୍ଟଣି ଶିଖିମ୍ ନିବାସୀ ଲୋକଗଣଠାରକ୍ସ୍ଟ ଓ ମିଲ୍ଲୋ ନିବାସୀମାନଙ୍କ ଠାରକ୍ସ୍ଟ ଅଗ୍ନି ବାହାରି ଅବୀମଲକେକକ୍ସ୍ଟ ଗ୍ରାସ କରୁ।
20 Entretanto, se não foi assim, que saia fogo de Abimeleque e consuma os cidadãos de Siquém e de Bete-Milo, e que saia fogo dos cidadãos de Siquém e de Bete-Milo, e consuma Abimeleque! "
21 ଏହାପରେ ଯୋଥମ୍ ବରେ ନାମକ ସହରକକ୍ସ୍ଟ ଶିଘ୍ର ପଳାଇଲା। ଯୋନାଥନ ସଠାେରେ ରହିଲା କାରଣ ସେ ଅବୀମଲକଙ୍କେକ୍ସ୍ଟ ଭୟ କରୁ ଥିଲା।
21 Depois Jotão fugiu para Beer, e foi morar ali, longe de seu irmão Abimeleque.
22 ଅବୀମଲକେ ଇଶ୍ରାୟେଲ ଉପରେ ତିନିବର୍ଷ ରାଜତ୍ବ କଲେ।
22 Fazia três anos que Abimeleque governava Israel,
23 ଅବୀମଲକେ ୟିରକ୍ସ୍ଟଦ୍ଦାଲଙ୍କର ସତକ୍ସ୍ଟରି ଜଣ ପକ୍ସ୍ଟତ୍ରଙ୍କକ୍ସ୍ଟ ହତ୍ଯା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନତେୃବର୍ଗ ଇଶ୍ରାୟେଲର ଭୂଲ କାର୍ୟ୍ଯ କରିବା ରେ ସମର୍ଥନ ଦେଲେ।
23 quando Deus enviou um espírito maligno entre Abimeleque e os cidadãos de Siquém, e estes agiram traiçoeiramente contra Abimeleque.
24 ସେଥିପାଇଁ ପରମେଶ୍ବର ଅବୀମଲେକ୍ ଓ ଶିଖିମର ନତେୃବର୍ଗମାନଙ୍କ ମଧିଅରେ ସମସ୍ଯାର କାରଣ ସୃଷ୍ଟି କଲେ। ସେଥିପାଇଁ ଶିଖିମର ନତେୃବର୍ଗମାନେ ଅବୀମଲକେ ବିରକ୍ସ୍ଟଦ୍ଧ ରେ ଯୋଜନା ଆରମ୍ଭ କଲେ।
24 Isso aconteceu para que o crime contra os setenta filhos de Jerubaal, o derramamento do sangue deles, fosse vingado em seu irmão Abimeleque e nos cidadãos de Siquém que o ajudaram a assassinar os seus irmãos.
25 ଶିଖିମର ନତେୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗକ୍ସ୍ଟଲ୍ଗ ସୈନ୍ଯ ଛାଉଣୀ ନିର୍ମାଣ କଲେ। ସମାନେେ ସହେି ବାଟ ଦଇେ ଯାଉଥିବା ସମସ୍ତଙ୍କକ୍ସ୍ଟ ଲକ୍ସ୍ଟଟ୍ କଲେ। ଅବୀମଲକେ ଏହି ସମସ୍ତ ସମ୍ବାଦ ଶୁଣିଲେ।
25 Os cidadãos de Siquém enviaram homens para o alto das colinas para emboscarem os que passassem por ali, e Abimeleque foi informado disso.
26 ଏବଦର ପକ୍ସ୍ଟତ୍ର ଗାଲ୍ ନିଜର ଭାଇମାନଙ୍କୁ ସାଙ୍ଗ ରେ ନଇେ ଶିଖିମକକ୍ସ୍ଟ ଗଲା। ଶିଖିମର ନତେୃବର୍ଗମାନେ ତାଙ୍କ ଉପରେ ବିଶ୍ବାସ କଲେ।
26 Nesse meio tempo Gaal, filho de Ebede, mudou-se com seus parentes para Siquém, cujos cidadãos confiavam nele.
27 ଶିଖିମର ଲୋକମାନେ ସମାନଙ୍କେର ନିଜ କ୍ଷତରେକ୍ସ୍ଟ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ସମାନେେ ଦ୍ରାକ୍ଷାଫଳକକ୍ସ୍ଟ ସମାନେେ ଚିପକ୍ସ୍ଟଡିଲେ। ତା'ପରେ ସମାନେେ ସମାନଙ୍କେ ଦବେତାଙ୍କର ମନ୍ଦିରକକ୍ସ୍ଟ ଉତ୍ସବ ପାଳନ କରିବାକୁ ଗଲେ। ସଠାେରେ ସମାନେେ ନୈଶ ଭୋଜନ ଓ ପାନ କଲେ ଓ ଅବୀମଲକେକକ୍ସ୍ଟ ଶାପ ଦେଲେ।
27 Sucedeu que foram ao campo, colheram uvas, pisaram-nas, e fizeram uma festa no templo do seu deus. Comendo e bebendo, amaldiçoaram Abimeleque.
28 ଏଥି ରେ ଏବଦର ପକ୍ସ୍ଟତ୍ର ଗାଲ୍ କହିଲା, ଆମ୍ଭେ ହେଉଛକ୍ସ୍ଟ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମଲକେକକ୍ସ୍ଟ ମାନିବକ୍ସ୍ଟ? ସେ କିଏ? ଆମେ କାହିଁକି ତାକକ୍ସ୍ଟ ମାନିବା? ଏହା ସତ୍ଯ ଅବୀମଲେକ୍ ହଇେଛି ୟିରକ୍ସ୍ଟଦ୍ଦାଲ୍ର ପକ୍ସ୍ଟତ୍ର, ନକ୍ସ୍ଟ ହେଁ କି? ଏବଂ ଅବୀମଲେକ୍ ସବୂଲୂକକ୍ସ୍ଟ ତା'ର ଅଧିକାରୀ କଲା, ନକ୍ସ୍ଟ ହେଁ କି? ଆମ୍ଭେ ଶିଖିମର ପିତା ହ ମାରେର ଲୋକମାନଙ୍କର ସବୋ କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମଲକରେ ସବୋ କରିବକ୍ସ୍ଟ?
28 Então Gaal, filho de Ebede, disse: "Quem é Abimeleque para que o sirvamos? E quem é Siquém? Não é ele o filho de Jerubaal, e não é Zebul o seu representante? Sirvam aos homens de Hamor, o pai de Siquém! Por que servir a Abimeleque?
29 ତୁମ୍ଭେ ଯଦି ମାେତେ ତୁମ୍ଭର ଆଦେଶକାରୀ କର, ମୁ ଅବୀମଲକଠାେରକ୍ସ୍ଟ ମକ୍ସ୍ଟକ୍ତି ପାଇୟାନ୍ତି। ମୁ ତାଙ୍କୁ କହନ୍ତି, 'ତକ୍ସ୍ଟମେ ତୁମ୍ଭର ସୈନ୍ଯକକ୍ସ୍ଟ ପ୍ରସ୍ତକ୍ସ୍ଟତ କର ଏବଂ ୟକ୍ସ୍ଟଦ୍ଧ କରିବାକୁ ବାହାରି ଆସ। '
29 Ah! Se eu tivesse esse povo sob o meu comando! Eu me livraria dele. E diria a Abimeleque: ‘Mobilize o seu exército e venha! ’"
30 ସବୂଲ୍ ଥିଲା ଶିଖମ୍ ନଗରର ନେତା। ସବୂଲ୍ ଜାଣିବାକକ୍ସ୍ଟ ପାଇଲା ଯେ, ଏବଦର ପକ୍ସ୍ଟତ୍ର ଗାଲ ଯାହା କହିଥିଲା ଏବଂ ଏକଥା ରେ ସେ କୋର୍ଧାନ୍ବିତ ହେଲା।
30 Quando Zebul, o governante da cidade, ouviu o que dizia Gaal, filho de Ebede, ficou indignado.
31 ସବୂଲ ଅରକ୍ସ୍ଟମାହ ରେ ଅବୀମଲକେ ନିକଟକକ୍ସ୍ଟ ଦୂତ ପଠାଇଲେ ଏବଂ ସମାନେେ କହିଲେ,
31 Secretamente enviou mensageiros a Abimeleque dizendo: "Gaal, filho de Ebede, e seus parentes vieram a Siquém e estão agitando a cidade contra você.
32 ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷତେ ରେ ଲକ୍ସ୍ଟଚି ରକ୍ସ୍ଟହ।
32 Venha de noite, você e seus homens, e fiquem à espera no campo.
33 ଏହାପରେ ଯେତବେେଳେ ପ୍ରଭାତ ହବେ, ନଗରକକ୍ସ୍ଟ ଆକ୍ରମଣ କର। ସେ ଓ ତା'ର ଲୋକମାନଙ୍କ ସହିତ ଯେତବେେଳେ ବାହାରି ଆ ସେ, ତକ୍ସ୍ଟମ୍ଭ ଦ୍ବାରା ଯେପରି ହବେ ସହେିପରି କର।
33 De manhã, ao nascer do sol, avance contra a cidade. Quando Gaal e sua tropa atacarem, faça com eles o que achar melhor".
34 ତେଣୁ ଅବୀମଲକେ ଏବଂ ତା'ର ସୈନ୍ଯମାନେ ରାତ୍ରିରକ୍ସ୍ଟ ଉଠି ନଗରକକ୍ସ୍ଟ ଗଲେ। ସହେି ସୈନ୍ଯମାନେ ଗ୍ଭରିଟି ଦଳ ରେ ଭାଗ ହେଲ ଏବଂ ସମାନେେ ଶିଖିମ ନଗର ନିକଟରେ ଲକ୍ସ୍ଟଚି ରହିଲେ।
34 E assim Abimeleque e todas as suas tropas partiram de noite e prepararam emboscadas perto de Siquém, em quatro companhias.
35 ଏବଦର ପକ୍ସ୍ଟତ୍ର ଗାଲ୍ ବାହା ରେ ୟାଇ ନଗର ପ୍ରବେଶ ଦ୍ବାର ରେ ଛିଡା ହେଲା ଓ ଅବୀମଲକେ ଓ ତା'ର ଲୋକମାନେ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ଉଠିଲେ।
35 Ora, Gaal, filho de Ebede, tinha saído e estava à porta da cidade quando Abimeleque e seus homens saíram da sua emboscada.
36 ଗାଲ୍ ୈସନ୍ଯମାନଙ୍କୁ ଦେଖିଲା। ଗାଲ୍ ସବୂଲକକ୍ସ୍ଟ କହିଲେ, ପର୍ବତରକ୍ସ୍ଟ ଓହ୍ଲାଇ ଆସକ୍ସ୍ଟଥିବା ୈସନ୍ଯମାନଙ୍କୁ ଦେଖ।
36 Quando Gaal os viu, disse a Zebul: "Veja, vem gente descendo do alto das colinas! " Zebul, porém, respondeu: "Você está confundindo as sombras dos montes com homens".
37 କିନ୍ତୁ ଗାଲ୍ ପକ୍ସ୍ଟଣି କହିଲା, ଦେଖ କେତକେ ଲୋକ ନାଭଲେ ଭୂମିରକ୍ସ୍ଟ ଓହ୍ଲାଇ ଆସକ୍ସ୍ଟଛନ୍ତି। ଆଉ ଏକ ଦଳ ମିଓନିର୍ନମ ଆଲୋନ୍ ବୃକ୍ଷର ପଥଦଇେ ଆସକ୍ସ୍ଟଛନ୍ତି।
37 Mas Gaal tornou a falar: "Veja, vem gente descendo da parte central do território, e uma companhia está vindo pelo caminho do carvalho dos Adivinhadores".
38 ତେଣୁ ସବୂଲ ତାଙ୍କୁ କହିଲା, ତୁମ୍ଭେ ଏବେ କାହିଁକି ଦର୍ପ କରୁନାହଁ? ତୁମ୍ଭେ କହିଥିଲ, 'ଅବୀମଲକେ କିଏ ଆମ୍ଭେ ଯେ ନିଶ୍ଚିତ ତାହାର ଆମେ ସବୋ କରିବକ୍ସ୍ଟ? ତୁମ୍ଭେ କଣ ଏହି ୈସନ୍ଯମାନଙ୍କୁ ପରିହାସ କରି ନଥିଲ? ବର୍ତ୍ତମାନ ୟାଅ ଓ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର।
38 Disse-lhe Zebul: "Onde está toda aquela sua conversa? Você dizia: ‘Quem é Abimeleque, para que o sirvamos? ’ Não são estes os homens que você ridicularizou? Saia e lute contra eles! "
39 ତେଣୁ ଗାଲ୍ ଶିଖିମର ନତେୃବର୍ଗଙ୍କକ୍ସ୍ଟ ନତେୃତ୍ବ କରି ବାହାର ହାଇେ ଅବୀମଲେକ୍ ସହିତ ୟକ୍ସ୍ଟଦ୍ଧ କଲା।
39 Então Gaal conduziu para fora os cidadãos de Siquém e lutou contra Abimeleque.
40 ଅବୀମଲେକ୍ ତାଙ୍କ ପେଛ ପେଛ ଗୋଡ଼ାଇ କରିଗଲେ ଏବଂ ଏହିପରି ଭାବରେ ପ୍ରବେଶ ଫାଟକରେ ପହଞ୍ଚିବା ପର୍ୟ୍ଯନ୍ତ ଗାଲର ଅଧିକାଂଶ ଲୋକମାନେ ମୃତକ୍ସ୍ଟ୍ଯବରଣ କଲେ।
40 Abimeleque o perseguiu, e ele fugiu. Muitos dos homens de Siquém caíram mortos ao longo de todo o caminho, até à porta da cidade.
41 ଏହାପରେ ଅବୀମଲେକ୍ ଅରକ୍ସ୍ଟମା ରେ ରହିଲେ। ତା'ପରେ ସବୂଲ୍ ଗାଲ୍କକ୍ସ୍ଟ ଓ ତା'ର ଭାତୃଗଣକକ୍ସ୍ଟ ତଡି ଦଲୋ। ସେ ସମାନଙ୍କେୁ ଶିଖିମ ରେ ବାସ କରିବାକୁ ଅନକ୍ସ୍ଟମତି ଦଲୋ ନାହିଁ।
41 Abimeleque permaneceu em Arumá. E Zebul expulsou Gaal e os seus parentes de Siquém.
42 ପରଦିନ ଲୋକମାନେ ବାହାର ହାଇେ କ୍ଷେତ୍ରକକ୍ସ୍ଟ ୟିବା ବେଳେ କହେି ଜଣେ ଅବୀମଲକେକକ୍ସ୍ଟ ଖବର ଦଲୋ।
42 No dia seguinte o povo de Siquém saiu aos campos, e Abimeleque ficou sabendo disso.
43 ତେଣୁ ସେ ତାଙ୍କର ୈସନ୍ଯମାନଙ୍କୁ ନଇେ ସମାନଙ୍କେୁ ତିନି ଦଳ ରେ ବିଭକ୍ତ କଲେ। ସମାନେେ କ୍ଷତେ ରେ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲେ ଏବଂ ଯେତବେେଳେ ସମାନେେ ଲୋକମାନଙ୍କୁ ସହରରକ୍ସ୍ଟ ବାହାରି ଆସକ୍ସ୍ଟଥିବାର ଦେଖିଲେ, ସମାନଙ୍କେୁ ଆକ୍ରମଣ କଲେ।
43 Então dividiu os seus homens em três companhias e armou emboscadas no campo. Quando viu o povo saindo da cidade, levantou-se contra ele e atacou-o.
44 ପକ୍ସ୍ଟଣି ଅବୀମଲେକ୍ ତା'ର ଦଳ ପ୍ରବେଶ ଫାଟକ ସମ୍ମକ୍ସ୍ଟଖ ରେ ଛିଡା ହେଲେ। ଏବଂ ଅନ୍ୟ ଦକ୍ସ୍ଟଇଦଳ ବାହାରକକ୍ସ୍ଟ ଦୌଡିଲେ ଏବଂ କ୍ଷତେ ରେ ଥିବା ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କଲେ।
44 Abimeleque e as tropas que estavam com ele avançaram até à porta da cidade. Então duas companhias avançaram sobre os que estavam nos campos e os mataram.
45 ଅବୀମଲେକ୍ ସହେିଦିନ ୟାକ ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଓ ନଗର ହସ୍ତଗତ କରି ନଗର ରେ ବସବାସ କରୁଥିବା ଲୋକମାନଙ୍କୁ ହତ୍ଯା କଲେ। ପକ୍ସ୍ଟଣି ସେ ନଗରକକ୍ସ୍ଟ ସମଭୂମି କରି ତହିଁ ଉପରେ ଲବଣ ଗ୍ଭଷ କଲେ।
45 E Abimeleque atacou a cidade o dia todo, até conquistá-la e matar o seu povo. Depois destruiu a cidade e espalhou sal sobre ela.
46 ଶିଖିମର ଅଟ୍ଟାଳିକାର ମାଲିକମାନେ ଏବିଷଯ ରେ ଶୁଣିଲେ। ସମାନେେ ଏଲ୍ବରୀତ୍ ମନ୍ଦିରର ସବୁଠାରକ୍ସ୍ଟ ନିରାପଦ ସ୍ଥାନ ରେ ଏହା ଜାଣିବାକକ୍ସ୍ଟ ପାଇଲେ।
46 Ao saberem disso, os cidadãos que estavam na torre de Siquém entraram na fortaleza do templo de El-Berite.
47 ଅବୀମଲକେ ଜାଣିବାକକ୍ସ୍ଟ ପାଇଲା ଯେ, ଶିଖିମର ସମସ୍ତ ମାଲିକମାନେ ଏକତ୍ରୀତ ହାଇେଥିଲେ।
47 Quando Abimeleque soube que se haviam reunido lá,
48 ଏହାପରେ ଅବୀମଲେକ୍ ଓ ତାଙ୍କର ସମସ୍ତ ଲୋକମାନେ ସଲ୍ମୋନ୍ ପର୍ବତକକ୍ସ୍ଟ ଚଢି଼ଲେ। ଅବୀମଲେକ୍ କକ୍ସ୍ଟରାଢି ନଇେ ବୃକ୍ଷରକ୍ସ୍ଟ କେତକେ ଡାଳ ହାଣିଲେ। ସେ ସଗେକ୍ସ୍ଟଡିକ ଉଠାଇଲେ ଏବଂ ସଗେକ୍ସ୍ଟଡିକ ନିଜ କାନ୍ଧ ରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, ଯଥାଶିଘ୍ର, ମୁ ଯାହା କଲି ତୁମ୍ଭେ ତାହା କର।
48 ele e todos os seus homens subiram o monte Zalmom. Ele apanhou um machado e cortou um galho de árvore e o pôs nos ombros. Então deu esta ordem aos homens que estavam com ele: "Rápido! Façam o que eu fizer! "
49 ତେଣୁ ସମସ୍ତ ଲୋକମାନେ ଅବୀମଲକେକକ୍ସ୍ଟ ଅନକ୍ସ୍ଟସରଣ କଲେ ଓ ଏଲବରେିଥର ମନ୍ଦିର ସକ୍ସ୍ଟରକ୍ଷା କଠାେରୀ ସମ୍ମକ୍ସ୍ଟଖ ରେ ଶାଖାଗକ୍ସ୍ଟଡିକ ଗଦା କଲେ। ତା'ପରେ ସମାନେେ ଏହାକକ୍ସ୍ଟ ଅଗ୍ନି ସଂୟୋଗ କଲେ। ଏହି ପ୍ରକା ରେ ଶିଖିମର ସମସ୍ତ ମାଲିକମାନେ ମୃତକ୍ସ୍ଟ୍ଯବରଣ କଲେ। ସଠାେରେ ପାଖାପାଖି 1,000 ପୁରୁଷ ଓ ସ୍ତ୍ରୀ ଥିଲେ।
49 Todos os homens cortaram galhos e seguiram Abimeleque. Empilharam os galhos junto à fortaleza e a incendiaram. Assim morreu também o povo que estava na torre de Siquém, cerca de mil homens e mulheres.
50 ଏହାପରେ ଅବୀମଲେକ୍ ତବସେ ସହରକକ୍ସ୍ଟ ଗଲେ, ସଠାେରେ ଛାଇଣୀ ସ୍ଥାପନ କଲେ ଓ ତାକକ୍ସ୍ଟ ଅକ୍ତିଆର କଲେ।
50 A seguir Abimeleque foi a Tebes, sitiou-a e conquistou-a.
51 କିନ୍ତୁ ସହେି ନଗର ମଧିଅରେ ଏକ ଦୃଢ ଗଡ ଥିଲା। ତେଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗର ଲୋକମାନେ ଉଚ୍ଚ ପ୍ରାସାଦକକ୍ସ୍ଟ ପଳାଇ ତା ଭିତ ରେ ନିଜକକ୍ସ୍ଟ ରକ୍ସ୍ଟଦ୍ଧକରି ଗଡର ଛାତ ଉପରକକ୍ସ୍ଟ ଗଲେ।
51 Mas dentro da cidade havia uma torre bastante forte, para a qual fugiram todos os homens e mulheres, todo o povo da cidade. Trancaram-se por dentro e subiram para o telhado da torre.
52 ତେଣୁ ଅବୀମଲେକ୍ ସହେି ଗଡ ରେ ପହଞ୍ଚି ତା ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଏବଂ ତାକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବା ପାଇଁ ସେ ଗଡର ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ଗଲେ।
52 Abimeleque foi para a torre e atacou-a. E, quando se aproximava da entrada da torre para incendiá-la,
53 ସେଥିରକ୍ସ୍ଟ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମଲକଙ୍କେ ମକ୍ସ୍ଟଣ୍ତ ଉପରକକ୍ସ୍ଟ ପକାଇ ତାଙ୍କର ଖପକ୍ସ୍ଟରି ଭାଙ୍ଗି ପକାଇଲା।
53 uma mulher jogou-lhe uma pedra de moinho na cabeça, que lhe rachou o crânio.
54 ତେଣୁ ସେ ତାଙ୍କର ଅସ୍ତ୍ରବାହକ ୟକ୍ସ୍ଟବକକକ୍ସ୍ଟ ଡାକି କହିଲା, ସଙ୍ଗେ ସଙ୍ଗେ ତୁମ୍ଭର ଖଡ୍ଗ ବାହାର କରି ମାେତେ ହତ୍ଯା କର। ଯେଉଁଥିପାଇଁ କହେି କହିବେ ନାହିଁ, 'ଜଣେ ସ୍ତ୍ରୀ ଅବୀମଲକେକକ୍ସ୍ଟ ହତ୍ଯା କଲା।' ତେଣୁ ତା'ର ଗ୍ଭକର ତାଙ୍କୁ ଭକ୍ସ୍ଟଷି ଦିଅନ୍ତେ, ମଲା।
54 Imediatamente ele chamou seu escudeiro e lhe ordenou: "Tire a espada e mate-me, para que não digam que uma mulher me matou". Então o jovem o atravessou, e ele morreu.
55 ଇଶ୍ରାୟେଲର ଲୋକମାନେ ଅବୀମଲକରେ ମରଣ ଦେଖି ନିଜ ନିଜ ସ୍ଥାନକକ୍ସ୍ଟ ଗ୍ଭଲିଗଲେ।
55 Quando os israelitas viram que Abimeleque estava morto, voltaram para casa.
56 ଏହିପରି ଅବୀମଲେକ୍ ନିଜର ସତକ୍ସ୍ଟରି ଭାଇଙ୍କକ୍ସ୍ଟ ହତ୍ଯାକରି ନିଜର ପିତା ବିରକ୍ସ୍ଟଦ୍ଧ ରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ବର ଅବୀମଲକେକକ୍ସ୍ଟ ଯଥାର୍ଥ ଦଣ୍ତ ଦେଲେ।
56 Assim Deus retribuiu a maldade que Abimeleque praticara contra o seu pai, matando os seus setenta irmãos.
57 ସଦାପ୍ରଭୁ ପରମେଶ୍ବର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ୟ୍ଯ ଯୋଗୁ ଯଥାର୍ଥ ଦଣ୍ତ ଦେଲେ ଏବଂ ୟିରକ୍ସ୍ଟବାଦ୍ଦଲର ପକ୍ସ୍ଟତ୍ର ଯୋଥମ ଦଇେଥିବା ଅଭିଶାପ ସମାନଙ୍କେ ଉପରେ ପଡିଲା।
57 Deus fez também os homens de Siquém pagarem por toda a sua maldade. A maldição de Jotão, filho de Jerubaal, caiu sobre eles.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Juízes 9, comparar traduções ou montar um estudo — tudo direto pelo WhatsApp.