Juízes 8
Oriya Bible (GL_ORIYA) vs NVT
1 ଇଫ୍ରଯିମ ଲୋକମାନେ ଗିଦ୍ଦିଯୋନ୍ଙ୍କ ସହିତ କୋରଧ ହେଲେ। ସମାନେେ ଗିଦ୍ଦିୟୋନଙ୍କକ୍ସ୍ଟ ଦେଖିବା ମାତ୍ ରେ ପଚାରିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏପରି କାହିଁକି ବ୍ଯବହାର କଲ? ତୁମ୍ଭେ ମିଦିଯନୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧକକ୍ସ୍ଟ ୟିବା ପୂର୍ବରକ୍ସ୍ଟ ଆମକକ୍ସ୍ଟ କହିଲ ନାହିଁ କାହିଁକି?
1 Então os homens da tribo de Efraim perguntaram a Gideão: “Por que você nos tratou dessa forma? Por que não nos chamou quando foi lutar com os midianitas?”. E o repreenderam duramente.
2 କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ କହିଲେ, ତକ୍ସ୍ଟମ୍ଭ ତକ୍ସ୍ଟଳନା ରେ ମୁ କଣ ପାଇଛି? ଏହା ସତ୍ଯ ନକ୍ସ୍ଟ ହେଁ କି, ତୁମ୍ଭେ ମାରେ ପରିବାର ଅବୀଯସରେ ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତାଠାରକ୍ସ୍ଟ ଅଧିକ ଦ୍ରାକ୍ଷା ତୁମ୍ଭମାନେେ ଜମି ରେ ଛାଡିଛ?
2 Gideão, porém, respondeu: “O que eu fiz em comparação com vocês? A sobra das uvas da colheita de Efraim não são melhores que toda a colheita do pequeno clã de Abiezer?
3 ଠିକ୍ ସହେିପରି, ପରମେଶ୍ବର ତୁମ୍ଭମାନଙ୍କ ହସ୍ତ ରେ ମିଦିଯନର ଓ ରେବ୍ ଓ ସେବ୍ ଦକ୍ସ୍ଟଇ ନତେୃବର୍ଗଙ୍କକ୍ସ୍ଟ ସମର୍ପଣ କଲେ, କିନ୍ତୁ ମାରେ ସଫଳକକ୍ସ୍ଟ ତକ୍ସ୍ଟମ୍ଭ ସହିତ କିପରି ତକ୍ସ୍ଟଳନା କରିବି? ତେଣୁ ସମାନେେ ଶାନ୍ତ ହାଇଗେଲେ ଏବଂ ସମାନେେ ଗିଦ୍ଦିୟୋନଙ୍କ କଥା ରେ ଶାନ୍ତ ହେଲେ।
3 Deus entregou em suas mãos Orebe e Zeebe, os comandantes do exército midianita. O que eu fiz em comparação com isso?”. Quando ouviram a resposta de Gideão, a indignação dos homens de Efraim diminuiu.
4 ଏହାପରେ ଗିଦ୍ଦିୟୋନ ଓ ତାଙ୍କର 300 ଲୋକ ୟର୍ଦ୍ଦନ ନଦୀ ପାର ହେଲେ। ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ଥିଲେ।
4 Então Gideão atravessou o rio Jordão com os trezentos homens e, embora estivessem exaustos, continuaram a perseguir o inimigo.
5 ଗିଦ୍ଦିୟୋନ ସୁକ୍କୋତର ନାଗରିକମାନଙ୍କୁ କହିଲେ, ମାରେ ସୈନ୍ଯମାନଙ୍କୁ କିଛି ଖାଦ୍ୟଦିଅ। ମାରେ ସୈନ୍ଯମାନେ ଅତ୍ଯନ୍ତ କ୍ଲାନ୍ତ। ତଥାପି ମଧ୍ଯ ଆମ୍ଭମାନେେ ମିଦିଯନର ରାଜା ସବହେ ଓ ସଲ୍ମକ୍ସ୍ଟନ୍ନକକ୍ସ୍ଟ ଗୋଡାଉଛକ୍ସ୍ଟ।
5 Quando chegaram a Sucote, Gideão pediu ao povo da cidade: “Por favor, deem um pouco de comida aos meus guerreiros. Eles estão muito cansados. Estou perseguindo Zeba e Zalmuna, reis de Midiã”.
6 ସୁକ୍କୋତର ନତେୃବର୍ଗମାନେ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ସବହେ ଓ ସଲମକ୍ସ୍ଟନ୍ନରଙ୍କକ୍ସ୍ଟ ଏପର୍ୟ୍ଯନ୍ତ ଅକ୍ତିଆର କରି ନାହିଁ? ଆମ୍ଭେ ତୁମ୍ଭର ସୈନ୍ଯଙ୍କକ୍ସ୍ଟ କାହିଁକି ଖାଦ୍ୟ ଦବେକ୍ସ୍ଟ?
6 Mas os líderes de Sucote responderam: “Primeiro capture Zeba e Zalmuna, e então daremos comida ao seu exército”.
7 ତେଣୁ ଗିଦ୍ଦିୟୋନ କହିଲେ, ଏହି କାରଣରକ୍ସ୍ଟ ଯେତବେେଳେ ସଦାପ୍ରଭୁ ମାେତେ ସବହେ ଓ ସଲ୍ମୁନ୍ନର ଅକ୍ତିଆର କରିବା ପାଇଁ ସାହାୟ୍ଯ କରନ୍ତି। ମୁ ଏଠାକକ୍ସ୍ଟ ଫରେିଆସିବି ଏବଂ ତା'ପରେ ମୁ ତୁମ୍ଭର ମାଂସକକ୍ସ୍ଟ ପ୍ରାନ୍ତର ରେ କାନକୋଳି କଣ୍ଟା ଦ୍ବାରା ଫୋଡିବି।
7 “Muito bem”, disse Gideão. “Depois que o S enhor entregar Zeba e Zalmuna em minhas mãos, voltarei e rasgarei a carne de vocês com espinhos e com espinheiros do deserto.”
8 ଗିଦ୍ଦିୟୋନ ସହେି ସ୍ଥାନରକ୍ସ୍ଟ ପନୂଯଲକେକ୍ସ୍ଟ ଗଲେ ଓ ସଠାେରେ ଲୋକମାନଙ୍କୁ କିଛି ଖାଦ୍ୟ ଦବୋକକ୍ସ୍ଟ କହିଲେ, ସେ ଯେପରି ସେ ସୁକ୍କୋତର ଲୋକମାନଙ୍କୁ କହିଥିଲେ। କିନ୍ତୁ ଠିକ୍ ପନୂଯଲରେ ଲୋକମାନଙ୍କ ପରି ସୁକ୍କୋତର ଲୋକମାନେ ଉତ୍ତର ଦେଲେ।
8 Dali Gideão subiu a Peniel, onde também pediu comida e recebeu a mesma resposta.
9 ତେଣୁ ଗିଦ୍ଦିୟୋନ ପନୂଯଲରେ ଲୋକମାନଙ୍କୁ କହିଲେ, ମୁ କକ୍ସ୍ଟଶଳ ରେ ଫରେି ଆସିଲେ, ତୁମ୍ଭର ଉଚ୍ଚ ପ୍ରାସାଦ ଭାଙ୍ଗିବି।
9 Disse ele ao povo de Peniel: “Quando eu voltar vitorioso, derrubarei esta torre”.
10 ସହେି ସମୟରେ ସବହେ ଓ ସଲ୍ମକ୍ସ୍ଟନ୍ନ କର୍କୋର ନଗର ରେ ଥିଲେ। ସମାନଙ୍କେ ସହିତ 15,000 ସୈନ୍ଯ ଥିଲେ। ଏହି ସୈନ୍ଯମାନେ, ଯେଉଁମାନେ ପୂର୍ବ ଦେଶୀଯ ଲୋକମାନଙ୍କର ସୈନ୍ଯବାହୀନି ରେ ରହିଥିଲେ। 1,20,000 ଜଣ ଶକ୍ତିଶାଳୀ ସୈନ୍ଯ ପୁରାପୁରି ମୃତକ୍ସ୍ଟ୍ଯବରଣ କରିଥିଲେ।
10 A essa altura, Zeba e Zalmuna estavam em Carcor com cerca de quinze mil guerreiros. Era tudo que restava dos exércitos aliados do leste, pois 120 mil já haviam sido mortos.
11 ଏହାପରେ ଗିଦ୍ଦିୟୋନ ନୋବହ ଓ ୟଗ୍ ବିହର ସହରଗକ୍ସ୍ଟଡିକ ପୂର୍ବ ଦିଗ ରେ ତମ୍ବୁ ନିବାସୀମାନଙ୍କ ପଥଦଇେ ଗଲେ। ସେ କାରକ ନଗର ରେ ପହନ୍ଚିଲେ ଏବଂ ଶତୃ ଛାଉଣୀକକ୍ସ୍ଟ ଆକ୍ରମଣ କଲେ। ଯେତବେେଳେ ସମାନେେ ଆକ୍ରମଣକକ୍ସ୍ଟ ଆଶା କରିନଥିଲେ।
11 Gideão subiu pela rota das caravanas, a leste de Noba e Jogbeá, e atacou de surpresa o exército midianita.
12 ସବହେ ଓ ସଲମକ୍ସ୍ଟନ୍ନ ମିଦିଯନୀଯମାନଙ୍କର ରାଜା ଦୌଡି ପଳାଇଲେ। କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ ଗୋଡଇଲେ ଓ ସମାନଙ୍କେୁ କାବକ୍ସ୍ଟ କଲେ। ଗିଦ୍ଦିୟୋନ ଏବଂ ତାଙ୍କର ସୈନ୍ଯମାନେ ଶତୃ ସୈନ୍ଯବାହୀନିକକ୍ସ୍ଟ ପରାସ୍ତ କଲେ।
12 Zeba e Zalmuna, os dois reis midianitas, fugiram, mas Gideão os perseguiu e os capturou, derrotando seu exército.
13 ଏହାପରେ ଯୋୟାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଯୁଦ୍ଧରୁ ଫରେି ଆସିଲେ। ସମାନେେ ହରେସହର ଘାଟିଦଇେ ଯୁଦ୍ଧରୁ ଫରେି ଆସିଲେ।
13 Gideão, filho de Joás, voltou da batalha pelo desfiladeiro de Heres.
14 ତା'ପରେ ସେ ସୁକ୍କୋତ ସହରର ଜଣେ ୟକ୍ସ୍ଟବକକକ୍ସ୍ଟ ଅକ୍ତିଆର କଲେ ଓ ତାକକ୍ସ୍ଟ କେତକେ ପ୍ରଶ୍ନ ପଚାରିଲେ। ସହେି ସୁକ୍କୋତର ୟକ୍ସ୍ଟବକ ସୁକ୍କୋତ ସହରର ସତସ୍ତରି ଜଣ ନତେୃବର୍ଗଙ୍କର ନାମ ଲେଖିଲେ।
14 Ali, capturou um jovem de Sucote e exigiu que ele escrevesse o nome dos 77 oficiais e autoridades da cidade.
15 ଏହାପରେ ଗିଦ୍ଦିୟୋନ ସୁକ୍କୋତ୍ ସହରକକ୍ସ୍ଟ ଫରେି ଆସିଲେ। ସେ ସହେି ସହରର ଲୋକମାନଙ୍କୁ କହିଲେ, ଏହିଠା ରେ ସବହେ ଓ ସଲମକ୍ସ୍ଟନ୍ନ ଅଛନ୍ତି। ତୁମ୍ଭମାନେେ ଏହାକହି ମାେତେ ବିଦ୍ରୁପ କଲ, 'ଆମ୍ଭେ କାହିଁକି ତକ୍ସ୍ଟମ୍ଭ କ୍ଲାନ୍ତ ସୈନିକମାନଙ୍କୁ ଖାଦ୍ୟ ଦବେକ୍ସ୍ଟ? ତୁମ୍ଭମାନେେ ଏପର୍ୟ୍ଯନ୍ତ ସବହେ ଓ ସଲମକ୍ସ୍ଟନ୍ନକକ୍ସ୍ଟ ଧରିନାହିଁ।'
15 Então Gideão retornou a Sucote e disse ao povo: “Aqui estão Zeba e Zalmuna. Quando estivemos aqui antes, vocês zombaram de mim e disseram: ‘Primeiro capture Zeba e Zalmuna, e então daremos comida aos seus guerreiros exaustos’”.
16 ଗିଦ୍ଦିୟୋନ ସୁକ୍କୋତର ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଏକତ୍ରୀତ କଲେ ଓ ସମାନଙ୍କେୁ କାନକୋଳି କଣ୍ଟା ରେ ବାଡଇେଲେ।
16 Gideão prendeu as autoridades da cidade e os castigou com espinhos e espinheiros do deserto.
17 ଗିଦ୍ଦିୟୋନ ପନୂଯଲରେ ଅଟ୍ଟାଳିକା ଭାଙ୍ଗି ପକାଇଲେ ଓ ସହେି ସହର ରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ହତ୍ଯା କଲେ।
17 Também derrubou a torre de Peniel e matou os homens da cidade.
18 ଏହାପରେ ଗିଦ୍ଦିୟୋନ ସବହେ ଓ ସଲ୍ମକ୍ସ୍ଟନ୍ନକକ୍ସ୍ଟ କହିଲେ ତୁମ୍ଭମାନେେ ତାବୋର ରେ ଯେଉଁ ଲୋକମାନଙ୍କୁ ହତ୍ଯା କଲ ସମାନେେ କିପରି ଲୋକ ଥିଲେ?
18 Depois disso, Gideão perguntou a Zeba e a Zalmuna: “Como eram os homens que vocês mataram em Tabor?”. “Como você”, responderam eles. “Todos pareciam filhos de rei.”
19 ଗିଦ୍ଦିୟୋନ କହିଲେ, ସମାନେେ ମାରେ ଭାଇ ଥିଲେ। ମାରେ ମା'ର ପକ୍ସ୍ଟତ୍ର! ଯେ ହତେକ୍ସ୍ଟ ସଦାପ୍ରଭୁ ଅଛନ୍ତି, ଯଦି ତୁମ୍ଭେ ସମାନଙ୍କେୁ ମାରି ନ ଥାନ୍ତ ତବେେ ମୁ ତୁମ୍ଭକୁ ବର୍ତ୍ତମାନ ମାରି ନଥାନ୍ତି।
19 “Eram meus irmãos, filhos de minha mãe!”, exclamou Gideão. “Tão certo como vive o S enhor , eu não mataria vocês se tivessem poupado a vida deles!”
20 ଏହାପରେ ଗିଦ୍ଦିୟୋନ ଯେଥରକକ୍ସ୍ଟ କହିଲେ, ଯେ କି ତାଙ୍କର ଜେଷ୍ଠ ପକ୍ସ୍ଟତ୍ର ଥିଲା, ଏହି ରାଜାମାନଙ୍କୁ ହତ୍ଯାକର। କିନ୍ତୁ ଯେଥର ଜଣେ ବାଳକ ଥିବାରକ୍ସ୍ଟ ଭୟ କଲେ। ତେଣୁ ସେ ତାଙ୍କର ଖଡ୍ଗ ବାହାର କଲେ ନାହିଁ।
20 Gideão se voltou para Jéter, seu filho mais velho, e disse: “Mate-os!”. Mas Jéter não tirou sua espada, pois ainda era jovem e teve medo.
21 ଏହାପରେ ସବହେ ଓ ସଲମନ୍ନ କହିଲେ, ଆସ ଓ ତୁମ୍ଭମାନେେ ନିଜେ ଆମ୍ଭଙ୍କକ୍ସ୍ଟ ହତ୍ଯା କର। ତୁମ୍ଭେ ଜଣେ ଶକ୍ତିଶାଳୀ ମନକ୍ସ୍ଟଷ୍ଯ। ତୁମ୍ଭେ ଏହା କରିପାରିବ। ତେଣୁ ଗିଦ୍ଦିୟୋନ ଉଠି ପଡିଲେ ଓ ସମାନଙ୍କେୁ ହତ୍ଯା କଲେ। ସମାନଙ୍କେ ଓଟମାନଙ୍କ ଗଳା ରେ ଥିବା ସମସ୍ତ ଚନ୍ଦ୍ରହାର ସେ କାଢି ନେଲେ।
21 Então Zeba e Zalmuna disseram a Gideão: “Seja homem! Mate-nos você mesmo!”. Gideão os matou e tirou os enfeites que estavam no pescoço dos camelos deles.
22 ଇଶ୍ରାୟେଲର ଲୋକମାନେ ଗିଦ୍ଦିଯୋନଙ୍କକ୍ସ୍ଟ କହିଲେ, ଆପଣା ଆମ୍ଭମାନଙ୍କ ମିଦିଯନମାନଙ୍କଠାରକ୍ସ୍ଟ ରକ୍ଷା କରିଛନ୍ତି, ତେଣୁ ଆପଣ ଆମର ଶାସକ ହକ୍ସ୍ଟଅନ୍ତକ୍ସ୍ଟ। ଆମ୍ଭେ ତୁମ୍ଭକୁ ତୁମ୍ଭର ସନ୍ତାନମାନଙ୍କୁ ଆମର ଶାସକ ଭାବେ ଗ୍ଭହକ୍ସ୍ଟଁ।
22 Então os israelitas disseram a Gideão: “Seja nosso governante! Você, seu filho e seu neto nos governarão, pois nos libertou de Midiã”.
23 କିନ୍ତୁ ଗିଦ୍ଦିୟୋନ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ଶାସକ ହବେେ। ମୁ ତୁମ୍ଭକୁ ଶାସନ କରିବି ନାହିଁ। ଏବଂ ମାରେ ପକ୍ସ୍ଟତ୍ରମାନେ ମଧ୍ଯ ତୁମ୍ଭକୁ ଶାସନ କରିବେ ନାହିଁ।
23 Gideão, porém, respondeu: “Nem eu nem meu filho governaremos vocês. O S enhor os governará!
24 ଗିଦ୍ଦିୟୋନ ଇଶ୍ରାୟେଲମାନଙ୍କୁ କହିଲେ, ମୁ ତୁମ୍ଭମାନଙ୍କ ନିକଟରେ ଏହି ନିବଦନେ କରୁଅଛି: ତୁମ୍ଭମାନେେ ୟକ୍ସ୍ଟଦ୍ଧ ରେ ନଇୟୋଇଥିବା ସକ୍ସ୍ଟବର୍ଣ୍ଣ କର୍ଣ୍ଣ କକ୍ସ୍ଟଣ୍ତଳ ମାେତେ ଦଅ। ହାରିଥିବା ଇଶ୍ରାୟେଲୀୟଙ୍କର ସକ୍ସ୍ଟବର୍ଣ୍ଣର କର୍ଣ୍ଣ କକ୍ସ୍ଟଣ୍ତଳକକ୍ସ୍ଟ ସମାନେେ ନଇୟୋଇଥିଲେ।
24 Mas tenho um pedido a fazer. Cada um de vocês me dê uma argola de ouro que tomou de seus inimigos como despojo”. (Uma vez que os inimigos eram ismaelitas, todos usavam argolas de ouro.)
25 ତହିଁରେ ସମାନେେ ଉତ୍ତର କଲେ, ଆମ୍ଭମାନେେ ତାହା ଅବଶ୍ଯ ଦବେକ୍ସ୍ଟ। ପକ୍ସ୍ଟଣି ସମାନେେ ବସ୍ତ୍ର ବିଛାଇ ପ୍ରତ୍ଯକ ତା ମଧିଅରେ ନିଜ ନିଜର ଲକ୍ସ୍ଟଟିତ ନଥ ପକାଇଲେ।
25 “Com todo o prazer!”, responderam eles. Estenderam uma capa, e cada um jogou ali uma argola de ouro que havia tomado como despojo.
26 ସେଥି ରେ ଚନ୍ଦ୍ରହାର, ଝକ୍ସ୍ଟମକ୍ସ୍ଟକା ଓ ମିଦିଯନୀଯ ରାଜାମାନଙ୍କ ପରିଧଯେ ବାଇଗଣିଆ ରଙ୍ଗର ବସ୍ତ୍ର ଓ ସମାନଙ୍କେର ଓଟର ଗଳାହାର ଛଡା ତାହାର ପ୍ରାର୍ଥୀତ, ସକ୍ସ୍ଟବର୍ଣ୍ଣ ନଗର ପରିମାଣ 1,700 ଶକେଲ ସକ୍ସ୍ଟନା ହେଲା।
26 O peso das argolas de ouro totalizou pouco mais de vinte quilos, sem contar os enfeites, os pendentes e as roupas de púrpura que os reis de Midiã usavam, além das correntes que estavam no pescoço de seus camelos.
27 ଗିଦ୍ଦିୟୋନ ଏହିସବୁ ସକ୍ସ୍ଟବର୍ଣ୍ଣ ରେ ଏକ ଏଫୋଦ ତିଆରି କଲେ। ସେ ଏହାକକ୍ସ୍ଟ ସମାନଙ୍କେ ନଗର ଅଫ୍ରା ରେ ରଖିଲେ। ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ସହେି ଏଫୋଦକକ୍ସ୍ଟ ଉପାସନା କଲେ। ଏହିପରି ଭାବରେ, ଏଫୋଦକକ୍ସ୍ଟ ଉପାସନା କରି ଇଶ୍ରାୟେଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବାସି ହେଲେ। ଏହି ଏଫୋଦ ଗିଦ୍ଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ବରୂପ ହେଲା, ଯାହାକି ସମାନଙ୍କେର ପାପର କାରଣ ହେଲା।
27 Com esse ouro, Gideão fez um colete sacerdotal e o colocou em Ofra, sua cidade. Todo o Israel, porém, se prostituiu, fazendo do colete objeto de adoração, e ele se tornou uma armadilha para Gideão e sua família.
28 ଇଶ୍ରାୟେଲ ଅଧିନ ରେ ରହିବା ପାଇଁ, ମିଦିଯନର ଲୋକମାନେ ବାଧ୍ଯ ହେଲ। ସମାନେେ ଆଉ କିଛି ଅସକ୍ସ୍ଟବିଧା ରେ ପଡିଲେ ନାହିଁ। ତେଣୁ ଗିଦ୍ଦିଯୋନ ବଞ୍ଚିଥିବା ପର୍ୟ୍ଯନ୍ତ ଗ୍ଭଳିଶ ବର୍ଷ ପାଇଁ ଦେଶ ଶାନ୍ତି ରେ ରହିଲା।
28 Esse é o relato de como os israelitas derrotaram Midiã, que nunca se recuperou. Durante quarenta anos do restante da vida de Gideão, houve paz na terra.
29 ଏହାପରେ ଯୋୟାଶର ପକ୍ସ୍ଟତ୍ର ୟିରକ୍ସ୍ଟଦ୍ଦାଲ ୟାଇ ନିଜ ଗୃହ ରେ ବାସ କଲେ।
29 Então Gideão, filho de Joás, voltou para casa.
30 ଗିଦ୍ଦିୟୋନଙ୍କର ନିଜର ସତକ୍ସ୍ଟରିଜଣ ସନ୍ତାନ ଥିଲେ। ତାଙ୍କର ବହକ୍ସ୍ଟତ ସନ୍ତାନ ଥିଲେ କାରଣ ତାଙ୍କର ବହକ୍ସ୍ଟତ ପତ୍ନୀ ଥିଲେ।
30 Gerou setenta filhos do sexo masculino, pois teve muitas esposas.
31 ଗିଦ୍ଦିୟୋନଙ୍କର ଶିଖିମଠା ରେ ଏକ ଉପପତ୍ନୀ ଥିଲା। ସହେି ଉପପତ୍ନୀର ଏକ ପକ୍ସ୍ଟତ୍ର ଥିଲା ଯାହାର ନାମ ଥିଲା ଅବୀମଲେମ୍।
31 Também teve uma concubina em Siquém que deu à luz um filho seu, a quem ele chamou Abimeleque.
32 ୟୋଯାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଅତ୍ଯଧିକ ବାର୍ଦ୍ଧକ୍ଯ ରେ ପହଞ୍ଚି ମୃତକ୍ସ୍ଟ୍ଯ ବରଣ କଲେ। ଅବୀଯେଷ୍ରୀଯମାନଙ୍କ ଅଫ୍ରାର ସହର ରେ ତାଙ୍କ ପିତା ଯୋୟାଶର ନିଜର କବର ରେ ଗିଦ୍ଦିୟୋନକକ୍ସ୍ଟ କବର ଦିଆଗଲା।
32 Gideão, filho de Joás, morreu quando era muito idoso e foi sepultado no túmulo de seu pai, Joás, em Ofra, no território do clã de Abiezer.
33 ଗିଦ୍ଦିୟୋନଙ୍କର ମୃତକ୍ସ୍ଟ୍ଯ ପରେ ଇଶ୍ରାୟେଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ବସ୍ତ ରହିଲେ ନାହିଁ। ସମାନେେ ବାଲ୍ ଦବୋଦବେୀଙ୍କର ଅନକ୍ସ୍ଟଗାମୀ ହେଲେ। ସମାନେେ ସମାନଙ୍କେର ଦବେତା ବାଲ୍ ବାରିକ୍ ନିର୍ମାଣ କଲେ।
33 Logo depois da morte de Gideão, os israelitas se prostituíram, adorando imagens de Baal e fazendo de Baal-Berite seu deus.
34 ଇଶ୍ରାୟେଲର ଲୋକମାନେ ସଦାପ୍ରଭୁ ସମାନଙ୍କେର ପରମେଶଓରଙ୍କୁ ଏହା ଭକ୍ସ୍ଟଲିଗଲେ। ଯଦିଓ ସେ ସମାନଙ୍କେର ଗ୍ଭରିପାଖ ରେ ଶତୃମାନଙ୍କଠାରକ୍ସ୍ଟ ସମାନଙ୍କେୁ ରକ୍ଷା କରିଥିଲେ।
34 Os israelitas se esqueceram do S enhor , seu Deus, que os havia livrado de todos os inimigos em redor.
35 ଇଶ୍ରାୟେଲର ଲୋକମାନେ ୟିରକ୍ସ୍ଟଦ୍ଦାଲର ପରିବାର ପ୍ରତି ଆନକ୍ସ୍ଟଗତ୍ଯ ରହିଲେ ନାହିଁ। ଯଦିଓ ସମାନଙ୍କେ ପାଇଁ ସବହେକ୍ସ୍ଟତ କାର୍ୟ୍ଯ କରିଥିଲେ।
35 Também não demonstraram lealdade alguma para com a família de Jerubaal (isto é, Gideão), apesar de todo o bem que ele havia feito a Israel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 8, comparar traduções ou montar um estudo — tudo direto pelo WhatsApp.