Juízes 7
Oriya Bible (GL_ORIYA) vs VC
1 ତା ପରଦିନ ପ୍ରତକ୍ସ୍ଟ୍ଯଷ ରେ ୟିରକ୍ସ୍ଟଦ୍ଦାଲ୍ ଏବଂ ତାଙ୍କର ସମସ୍ତ ଲୋକମାନେ ଉଠି ହାରୋଦ ଝରଣା ନିକଟରେ ଛାଉଣୀ ସ୍ଥାପନ କଲେ। ମିଦିଯନ ଲୋକମାନଙ୍କର ଛାଉଣୀ ସମାନଙ୍କେର ଉତ୍ତର ରେ ମାରେି ପର୍ବତ ନିକଟ ତଳଭୂମିରେ ଥିଲା।
1 Jerobaal, isto é, Gedeão, levantando-se no dia seguinte bem cedo, foi acampar na fonte de Harad com todo o povo que o acompanhava. O acampamento madianita encontrava-se ao norte da colina de Moré, na planície.
2 ଏହାପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ମିଦିଯନମାନଙ୍କୁ ପରାସ୍ତ କରିବା ପାଇଁ ମୁ ତୁମ୍ଭର ଲୋକମାନଙ୍କୁ ସହାୟ ହବେି। କିନ୍ତୁ ତୁମ୍ଭର ଏତେ ସୈନ୍ଯ ଅଛନ୍ତି ଯେ ମୁ ସମାନଙ୍କେୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ଯମାନେ ଭାବିବେ ଯେ, ସମାନେେ ନିଜ ଶକ୍ତି ବଳ ରେ ଶତୃମାନଙ୍କୁ ପରାସ୍ତ କରିଛନ୍ତି। ଇଶ୍ରାୟେଲର ଲୋକମାନେ ମାେତେ ଭୂଲିୟାଆନ୍ତକ୍ସ୍ଟ ବୋଲି ଓ ସମାନେେ ନିଜକକ୍ସ୍ଟ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତକ୍ସ୍ଟ ବୋଲି ମୁ ଗ୍ଭ ହେଁ ନାହିଁ।
2 O Senhor disse a Gedeão: A gente que levas contigo é numerosa demais para que eu entregue Madiã em suas mãos. Israel poderia gloriar-se à minha custa, dizendo: foi a minha mão que me livrou.
3 ତେଣୁ ସମାନଙ୍କେ ପାଇଁ ଏକ ଘାଷେଣା କର, ସମାନଙ୍କେୁ କକ୍ସ୍ଟହ, ' ଯେଉଁ ଲୋକମାନେ ୟକ୍ସ୍ଟଦ୍ଧକକ୍ସ୍ଟ ଭୟ କରୁଛନ୍ତି, ସମାନେେ ଗିଲିଯଦ ପାହାଡ ଛାଡି ସ୍ବଗୃହକକ୍ସ୍ଟ ଫରେିୟିବା ଉଚିତ୍।'
3 Manda, pois, publicar este aviso para que todos o ouçam: quem for medroso ou tímido, volte para trás e deixe a montanha de Gelboé. Vinte e dois mil homens voltaram, ficando ainda dez mil.
4 ଏହାପରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ତଥାପି ବହକ୍ସ୍ଟତ ସୈନ୍ଯଗଣ ଅଛନ୍ତି। ସମାନଙ୍କେୁ ଜଳ ଭିତରକକ୍ସ୍ଟ ନିଅ, ମୁ ତକ୍ସ୍ଟମ୍ଭ ପାଇଁ ସମାନଙ୍କେୁ ପରୀକ୍ଷା କରିବି। ଯଦି ମୁ କକ୍ସ୍ଟ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ,' ' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍,' କକ୍ସ୍ଟନ୍ତକ୍ସ୍ଟ ଯଦି ମୁ କ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ ନାହିଁ,' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍ ନକ୍ସ୍ଟହଁ।
4 O Senhor disse a Gedeão: Ainda há gente demais. Faze-os descer às águas, e ali farei uma escolha. Aquele que eu te disser que irá contigo, este te seguirá; e aquele que eu não te designar, ficará.
5 ତେଣୁ ଗିଦ୍ଦିୟୋନ ସମାନଙ୍କେୁ ପାଣି ଭିତରକକ୍ସ୍ଟ ନଇଗେଲେ। ସଠାେରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ଏହି ଲୋକମାନଙ୍କୁ ଦକ୍ସ୍ଟଇଟି ଦଳ ରେ ବିଭକ୍ତ କର। ଯେଉଁମାନେ କକ୍ସ୍ଟକକ୍ସ୍ଟର ପରି ନିଜ ଜିଭ ରେ ଗ୍ଭକକ୍ସ୍ଟ ଗ୍ଭକକ୍ସ୍ଟ କରି ପାଣି ପିଇବେ, ସମାନଙ୍କେୁ ଗୋଟିଏ ଗୋଷ୍ଠୀ ରେ ଓ ଯେଉଁମାନେ ନଇଁପଡି ପାଣି ପିଅନ୍ତି, ସହେି ଲୋକମାନଙ୍କୁ ଆଉ ଏକ ଗୋଷ୍ଠୀ କର।
5 Gedeão fez, pois, descer o povo junto às águas e o Senhor disse-lhe: Porás à parte todos aqueles que lamberem a água com a língua, como faz o cão, e de outro lado aqueles que se puserem de joelhos para beber.
6 ଏଥି ରେ 300 ଲୋକ ନିଜ ନିଜ ହାତ ରେ ମକ୍ସ୍ଟହଁ ରେ ହାତ ଦଇେ କକ୍ସ୍ଟକକ୍ସ୍ଟରପରି ଗ୍ଭକକ୍ସ୍ଟ ଗ୍ଭକକ୍ସ୍ଟ କରି ଜଳପାନ କଲେ। ଏବଂ ଅନ୍ୟ ସମସ୍ତ ଲୋକ ଜଳ ପାନକରିବା ପାଇଁ ଆସ୍ଖକ୍ସ୍ଟମାଡି ନଇଁ ପଡିଲେ।
6 Ora, o número dos que lamberam a água, levando-a com a mão à boca, foi de trezentos homens; todo o resto do povo se pusera de joelhos para beber.
7 ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ମୁ ଏହି 300 ଲୋକଙ୍କକ୍ସ୍ଟ ବ୍ଯବହାର କରିବି ଯେଉଁମାନେ କକ୍ସ୍ଟକକ୍ସ୍ଟର ପରି ଗ୍ଭକକ୍ସ୍ଟ ଗ୍ଭକକ୍ସ୍ଟ କରି ଜଳପାନ କଲେ, ମୁ ସମାନଙ୍କେ ଦ୍ବାରା ତୁମ୍ଭକୁ ସାହାୟ୍ଯ କରିବି ଓ ମିଦିଯନୀଯମାନଙ୍କୁ ସମାନଙ୍କେ ହସ୍ତ ରେ ପରାସ୍ତ କରାଇବି। ଅବଶିଷ୍ଟ ଲୋକମାନଙ୍କୁ ସମାନଙ୍କେ ସ୍ବଗୃହକକ୍ସ୍ଟ ଫରୋଇ ଦିଅ।
7 O Senhor disse a Gedeão: Com os trezentos homens que lamberam a água, vos salvarei, e entregarei Madiã nas tuas mãos. Todo o resto do povo volte para a sua casa.
8 ତେଣୁ ଗିଦ୍ଦିୟୋନ ସେ ସମସ୍ତ ଲୋକମାନଙ୍କୁ ଗୃହକକ୍ସ୍ଟ ପଠାଇ ଦେଲେ। ତାଙ୍କ ସହିତ ମାତ୍ର 300 ଲୋକ ରଖିଲେ। ସହେି 300 ଲୋକ ଅନ୍ୟମାନଙ୍କର ସାମଗ୍ରୀ ଓ ତୂରୀସବୁ ରଖିଲେ, ଯେଉଁମାନେ ଗୃହକକ୍ସ୍ଟ ଗ୍ଭଲିଗଲେ।
8 Gedeão guardou os víveres do povo e suas trombetas, e despediu todos os israelitas, cada um para a sua tenda, só conservando os trezentos homens. O acampamento madianita estava embaixo, na planície.
9 ରାତ୍ରି ସମୟରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ଉଠ, ସହେି ଛାଉଣୀକକ୍ସ୍ଟ ଓହ୍ଲାଇ ୟାଅ। ସମାନଙ୍କେୁ ପରାସ୍ତ କରିବା ରେ ମୁ ତୁମ୍ଭମାନଙ୍କୁ ଅନକ୍ସ୍ଟମତି ଦବେି।
9 Durante a noite seguinte, o Senhor disse a Gedeão: Levanta-te e ataca o acampamento, porque to entregarei.
10 ଯଦି ତୁମ୍ଭେ ଏକା ୟିବାକକ୍ସ୍ଟ ଭୟ କରୁଛ ତବେେ ତକ୍ସ୍ଟମ୍ଭ ସହିତ ତୁମ୍ଭର ସବେକ ଫକ୍ସ୍ଟରାକକ୍ସ୍ଟ ନଇୟୋଅ।
10 Todavia, se tens medo de descer só, leva contigo Fara, teu servo.
11 ମିଦିଯନୀଯମାନଙ୍କର ଛାଉଣୀକକ୍ସ୍ଟ ୟାଅ। ସମାନଙ୍କେର କଥାସବୁ ଶକ୍ସ୍ଟଣ। ତବେେ ସମାନଙ୍କେୁ ଆକ୍ରମଣ କରିବାକୁ ତୁମ୍ଭମାନେେ ଭୟ କରିବ ନାହିଁ।
11 Ouvirás o que eles dizem, e sentir-te-ás assim encorajado para atacar o acampamento. Gedeão desceu, pois, com Fara, seu servo, até onde estavam os postos avançados do acampamento.
12 ମିଦିଯକୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ଯେଉଁମାନେ ସଠାେରେ ଛାଇଣୀ କରିଥିଲେ ବହକ୍ସ୍ଟ ସଂଖ୍ଯକ ହତେକ୍ସ୍ଟ ପଙ୍ଗପାଳର ଦଳପରି ଦଖାଗେଲେ। ସମାନଙ୍କେର ଏତଗେକ୍ସ୍ଟଡିକ ଓଟ ଥିଲେ ଯେ, ସଗେକ୍ସ୍ଟଡିକ ସମକ୍ସ୍ଟଦ୍ର କୂଳର ବାଲିକଣା ତକ୍ସ୍ଟଲ୍ଯ ଦଖାଗେଲେ।
12 Ora, os madianitas, os amalecitas e todos os filhos do oriente estavam espalhados pelo vale, tão numerosos como gafanhotos, e seus camelos eram também inumeráveis como a areia das praias.
13 ଗିଦ୍ଦିୟୋନ ସଠାେରେ ଉପସ୍ଥିତ ହାଇେ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକକ୍ସ୍ଟ ଏକ ସ୍ବପ୍ନ ବିଷଯ ରେ କହକ୍ସ୍ଟଥିଲା, ସେ କହିଲା, ମୁ ସ୍ବପ୍ନ ଦେଖିଲି, ଏକ ୟବରୋଟୀ ମିଦିଯନୀଯ ଛାଉଣୀ ଆଡକକ୍ସ୍ଟ ଗଡି ତୁମ୍ଭକୁ ଆସି ଆଘାତ କଲା, ତାହା ପଡିଗଲା, ତାକକ୍ସ୍ଟ ଓଲଟାଇଲା ପରେ ତମ୍ବୁମାନ ପଡିଗଲା।
13 No momento em que Gedeão se aproximou, um homem estava justamente contando um sonho ao seu companheiro: Eis, dizia ele, o sonho que tive: um pão de cevada rolava sobre o acampamento de Madiã e, chocando-se com a tenda, lançou-a completamente por terra. O companheiro respondeu:
14 ସହେି ଲୋକଟିର ବନ୍ଧକ୍ସ୍ଟ ଏହି ସ୍ବପ୍ନର ଅର୍ଥ ବକ୍ସ୍ଟଝି ପାରିଲା, ସେ କହିଲା, ଇଶ୍ରାୟେଲୀରକ୍ସ୍ଟ ଆସିଥିବା ଯୋୟାସର ପକ୍ସ୍ଟତ୍ର ଗିଦ୍ଦିୟୋନଙ୍କର ଖଡ୍ଗ ଏହା ଛଡା ଆଉ କିଛି ନକ୍ସ୍ଟ ହେଁ। ପରମେଶ୍ବର ମିଦିଯନୀଯମାନଙ୍କୁ ଓ ସମସ୍ତ ଶିବିରକକ୍ସ୍ଟ ତାଙ୍କ ହସ୍ତ ରେ ଦଇେଛନ୍ତି।
14 Isso não é outra coisa senão a espada de Gedeão, filho de Joás, o israelita. Deus entregou em suas mãos Madiã e todo o acampamento.
15 ସହେି ସ୍ବପ୍ନ ଓ ଏହାର ଅର୍ଥ ଶକ୍ସ୍ଟଣିସାରିବା ପରେ ଗିଦ୍ଦିୟୋନ ନତମସ୍ତ କରି ସଦାପ୍ରଭୁଙ୍କର ଉପାସନା କଲେ ଏବଂ ତାଙ୍କର ଛାଉଣୀକକ୍ସ୍ଟ ଫରେିଗଲେ। ସଠାେରେ ସେ ଇଶ୍ରାୟେଲର ସୈନ୍ଯମାନଙ୍କୁ କହିଲେ, ଉଠ! ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତ ରେ ମିଦିଯନୀଯ ସୈନ୍ଯଦଳକକ୍ସ୍ଟ ସମର୍ପଣ କରିଅଛନ୍ତି।
15 Tendo ouvido a narração e a interpretação desse sonho, Gedeão prostrou-se por terra. Voltou ao acampamento israelita e disse: Levantai-vos, porque o Senhor vos entregou nas mãos o acampamento dos madianitas!
16 ଏହାପରେ ଗିଦ୍ଦିୟୋନ ସହେି 300 ସୈନ୍ଯଙ୍କକ୍ସ୍ଟ ତିନି ଦଳ ରେ ବିଭକ୍ତ କଲେ। ତା'ପରେ ସେ ସମାନଙ୍କେୁ ଗୋଟିଏ ଗୋଟିଏ ଶିଙ୍ଗା ଓ ଗୋଟିଏ ଗୋଟିଏ ଶକ୍ସ୍ଟନ୍ଯ ପାତ୍ର ପ୍ରେତ୍ୟକକଙ୍କକ୍ସ୍ଟ ଦେଲେ। ପ୍ରେତ୍ୟକକ ପାତ୍ର ମଧିଅରେ ଗୋଟିଏ ଗୋଟିଏ ଜଳନ୍ତା ମଶାଲ ଥିଲା।
16 Dividiu os trezentos homens em três grupos, e pôs nas mãos de todos trombetas e ânforas vazias, levando estas dentro uma tocha acesa.
17 ଏହାପରେ ଗିଦ୍ଦିୟୋନ ତାଙ୍କର ସୈନ୍ଯମାନଙ୍କୁ କହିଲେ, ମାେତେ ଅନକ୍ସ୍ଟସରଣ କର ଏବଂ ଦେଖ ମୁ ଯାହା କରୁଛି ତକ୍ସ୍ଟମେ ସହେିପରି କର। ମାେ ପଛ ରେ ସନୋ ଛାଉଣୀର ସୀମା ପର୍ୟ୍ଯନ୍ତ ଆସ। ମୁ ଯେତବେେଳେ ସମାନଙ୍କେର ଛାଉଣୀର ସୀମା ପାଖ ରେ ପହଁଞ୍ଚିବି। ମୁ ଯେପରି କରିବି ତୁମ୍ଭମାନେେ ଠିକ୍ ସହେିପରି କରିବ।
17 Olhai para mim, disse ele, e fazei como eu. Quando eu chegar aos limites do acampamento, fazei o que eu fizer.
18 ତୁମ୍ଭମାନେେ ସମସ୍ତେ ଶତୃ ଛାଉଣୀକକ୍ସ୍ଟ ଘରୋଉ କରିବ ଏବଂ ମୁ ଏବଂ ମାେ ସଙ୍ଗ ରେ ଥିବା ସୈନ୍ଯମାନେ ଆମ୍ଭର ଶିଙ୍ଗା ବଜାଇବକ୍ସ୍ଟ। ତା'ପରେ ତୁମ୍ଭମାନେେ ତୁମ୍ଭର ଶିଙ୍ଗା ବଜାଇବ ଏବଂ ତୁମ୍ଭମାନେେ ସମସ୍ତେ ଏକା ସ୍ବର ରେ କହିବ, 'ସଦାପ୍ରଭୁଙ୍କ ପାଇଁ ଓ ଗିଦ୍ଦିୟୋନର ପାଇଁ।'
18 Tocarei a trombeta com aqueles que me acompanham, e então tocareis também as vossas em volta de todo o acampamento, gritando: Pelo Senhor e por Gedeão!
19 ତେଣୁ ଗିଦ୍ଦିୟୋନ ଏବଂ ତାଙ୍କ ସହିତ ଥିବା 100 ସୈନିକ ଛାଉଣୀ ପାଖ ରେ ପହନ୍ଚିଲେ। ସେତବେେଳେ ମିଦିଯନୀଯମାନେ ସମାନଙ୍କେର ନୂତନ ପ୍ରହରୀମାନଙ୍କୁ ପରିବର୍ତ୍ତନ କରୁଥିଲେ। ଏହା ମଧ୍ଯ ରାତ୍ରି ସମୟ ଥିଲା। ଏହି ସମୟରେ ଗିଦ୍ଦିୟୋନ ଓ ତା'ର ଲୋକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇବାକକ୍ସ୍ଟ ଲାଗିଲେ ଓ ସମାନଙ୍କେର ଜାରଗୁଡିକୁ ଭାଙ୍ଗି ଚକ୍ସ୍ଟରମାର କରି ପକାଇଲେ।
19 Gedeão com seus cem homens chegou aos limites do acampamento no princípio da segunda vigília, quando se rendiam as sentinelas, e começaram a tocar as trombetas, quebrando ao mesmo tempo as ânforas que tinham na mão.
20 ଏହାପରେ ତିନିଟି ଦଳର ସମସ୍ତ ସୈନିକମାନେ ସମାନଙ୍କେର ତୂରୀ ବଜାଇଲେ ଓ ସମସ୍ତ ଜାର ଭାଙ୍ଗି ପକାଇଲେ। ଏବଂ ସହେି ଲୋକମାନେ ସମାନଙ୍କେର ବାମ ହସ୍ତ ରେ ମଶାଲ ଓ ଦକ୍ଷିଣ ହସ୍ତ ରେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ଧରିଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ, ସଦାପ୍ରଭୁଙ୍କ ପାଇଁ ଖଡ୍ଗଟିଏ ଏବଂ ଗିଦ୍ଦିୟୋନ ପାଇଁ ଖଡ୍ଗଟିଏ।
20 Então os três batalhões tocaram {também} as trombetas e quebraram as ânforas. Tomando as tochas na mão esquerda e as trombetas na direita para tocar, gritaram: À espada pelo Senhor e por Gedeão!
21 ଗିଦ୍ଦିୟୋନର ସୈନ୍ଯମାନେ ଛାଉଣୀର ଚତକ୍ସ୍ଟଃପାଶର୍ବ ରେ ନିଜ ନିଜ ସ୍ଥାନ ରେ ଛିଡା ହେଲେ। ମିଦିଯନୀଯମାନେ ଆକସ୍ମିକ ବିପଦ ରେ ପଡିଲେ ଏବଂ ସମାନଙ୍କେର ଜୀବନ ବଞ୍ଚାଇବା ପାଇଁ ଦୌଡିଲେ।
21 Cada um ficou em seu lugar, ao redor do acampamento; todo o acampamento se pôs a correr e fugiram, gritando.
22 ଯେତବେେଳେ ଗିଦ୍ଦିୟୋନର 300 ସୈନିକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇଲେ। ସଦାପ୍ରଭୁ ମିଦିଯନୀଯମାନଙ୍କୁ ସମାନଙ୍କେ ନିଜ ନିଜ ମଧିଅରେ ଖଡ୍ଗ ଦ୍ବାରା ୟକ୍ସ୍ଟଦ୍ଧ କରାଇଲେ। ସେଥି ରେ ସୈନ୍ଯଦଳ ସରୋଦାଆଡେ, ବୌଥ୍ ଶିଟା ପର୍ୟ୍ଯନ୍ତ ଟଦ୍ଦତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ୟ୍ଯନ୍ତ ପଳାଯନ କଲେ।
22 Os trezentos homens continuavam a tocar as trombetas, enquanto, por todo o acampamento, o Senhor fez com que os madianitas voltassem a espada uns contra os outros, e o exército fugiu até Bet-Seta, para os lados de Sarera, e até os limites de Abel-Mehula, junto de Tebat.
23 ଏହାପରେ ସୈନ୍ଯମାନେ, ଯେଉଁମାନେ କି ନଲ୍ଗାଲି ପରିବାରବର୍ଗ ଆଶରେ ଏବଂ ମନଃହସ ଥିଲେ, ସମାନେେ ଏକତ୍ରୀତ ହାଇେ ମିଦିଯନୀଯମାନଙ୍କ ପଛ ରେ ଗୋଡ଼ାଇଲେ।
23 Juntaram-se então aos israelitas as tribos de Neftali e de Aser e todo o Manassés, e perseguiram os madianitas.
24 ଏହାପରେ ଗିଦ୍ଦିୟୋନ ପର୍ବତମଯ ଦେଶ ଇଫ୍ରଯିମକକ୍ସ୍ଟ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, ଓହ୍ଲାଇ ଆସ ଏବଂ ମିଦିଯନୀମାନଙ୍କ ସୈନ୍ଯଗଣକକ୍ସ୍ଟ ଆକ୍ରମଣ କର। ୟର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ୟ୍ଯନ୍ତ ନିଜ ନିଯନ୍ତ୍ରଣକକ୍ସ୍ଟ ଆଣ। ମିଦିଯନୀଯମାନେ ସଠାେରେ ପହଞ୍ଚିବା ପୂର୍ବରକ୍ସ୍ଟ ଏପରି କର।
24 Gedeão enviou mensageiros por todo o monte de Efraim, para dizer: Descei ao encontro dos madianitas e cortai-lhes a passagem das águas até Betbera, e até os vaus do Jordão. Juntaram-se, pois, os homens de Efraim e ocuparam as passagens até Betbera, e igualmente os vaus do Jordão.
25 ଇଫ୍ରଯିମର ଲୋକମାନେ ମିଦିଯନର ଦକ୍ସ୍ଟଇ ନତେୃବର୍ଗଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ସେବ୍ ଓ ଓ ରବେ ଥିଲେ। ଇଫ୍ରଯିମ ଲୋକମାନେ ଓ ରେବ୍କକ୍ସ୍ଟ, ଓ ରବେ-ଶୈଳ ନିକଟରେ ହତ୍ଯା କଲେ। ସମାନେେ ସେବ୍କକ୍ସ୍ଟ ସବରେ ଦ୍ରାକ୍ଷାକକ୍ସ୍ଟଣ୍ତ ନିକଟରେ ହତ୍ଯା କଲେ। ସମାନେେ ମିଦିଯନୀଯକକ୍ସ୍ଟ ନିରନ୍ତର ଘଉଡାଇବାକକ୍ସ୍ଟ ଲାଗିଲେ ଏବଂ ସେ ଓ ରବେ ଓ ସବରେ ମସ୍ତକକକ୍ସ୍ଟ ଗିଦ୍ଦିୟୋନକକ୍ସ୍ଟ ଆଣିଲେ। ସହେି ସମୟରେ ଗିଦ୍ଦିୟୋନ ୟର୍ଦ୍ଦନ ନଦୀର ଆରପାରି ରେ ଥିଲେ।
25 Tendo capturado dois chefes madianitas, Oreb e Zeb, mataram Oreb no rochedo de Oreb, e Zeb no lagar de Zeb. E continuaram a perseguir os madianitas, levando as cabeças de Oreb e de Zeb a Gedeão, no outro lado do Jordão.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 7, comparar traduções ou montar um estudo — tudo direto pelo WhatsApp.