Juízes 6

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ପକ୍ସ୍ଟଣିଥରେ ଇଶ୍ରାୟେଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବଚେନା କଲେ। ତେଣୁ ସଦାପ୍ରଭୁ ସାତବର୍ଷ ପାଇଁ ମିଦିଯନୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।
1 Mas os filhos de Israel fizeram o que era mau aos olhos do Senhor, e o Senhor os entregou na mão de Midiã por sete anos.
2 ମିଦିଯନୀଯମାନେ ବହକ୍ସ୍ଟ ପରାକ୍ରମଶାଳୀ ହେଲେ ଏବଂ ସମାନେେ ଇଶ୍ରାୟେଲର ଲୋକମାନଙ୍କର ବିରୋଧି ହାଇଗେଲେ। ଯେଉଁଥି ପାଇଁ ଇଶ୍ରାୟେଲ ସନ୍ତାନଗଣ ପର୍ବତ ଫାଟକରେ ଗକ୍ସ୍ଟମ୍ଫା ରେ ଓ ନିରାପଦ ସ୍ଥାନମାନଙ୍କ ରେ ଲକ୍ସ୍ଟଚି ରହିଲେ।
2 Prevalecia, pois, a mão de Midiã sobre Israel e, por causa de Midiã, fizeram os filhos de Israel para si as covas que estão nos montes, as cavernas e as fortalezas.
3 ସମାନେେ ଏହିପରି କଲେ, କାରଣ ମିଦିଯନୀଯ ଓ ଅମାଲକେୀଯ ଓ ପୂର୍ବ ଦେଶିଯ ଗୋଷ୍ଠୀମାନେ ସର୍ବଦା ଆସି ସମାନଙ୍କେର ଫସଲ ନଷ୍ଟ କରି ଦେଉଥିଲେ।
3 Porque sucedia que, havendo Israel semeado, subiam contra ele os midianitas, os amalequitas e os filhos do oriente;
4 ସମାନେେ ଛାଉଣୀ ସ୍ଥାପନ କରି ଘାସା ପର୍ୟ୍ଯନ୍ତ ଭୂମିଜାତ ଶସ୍ଯାଦି ବିନାଶ କରନ୍ତି। ଇଶ୍ରାୟେଲର ଲୋକମାନଙ୍କର ଖାଇବା ପାଇଁ କିଛି ଛାଡିଲେ ନାହିଁ। ଏପରିକି ସମାନେେ ମଷେ, ଗୋରୁ କିମ୍ବା ଗଧ କିଛି ଛାଡିଲେ ନାହିଁ।
4 e, acampando-se contra ele, destruíam o produto da terra até chegarem a Gaza, e não deixavam mantimento em Israel, nem ovelhas, nem bois, nem jumentos.
5 ସମାନେେ ପଙ୍ଗପାଳର ଦଳପରି ସମାନଙ୍କେର ତମ୍ବୁ ଓ ପଶକ୍ସ୍ଟଗକ୍ସ୍ଟଡିକ ସହିତ ଅଧିକ ସଂଖ୍ଯା ରେ ଆସିଲେ। ସମାନେେ ଓ ସମାନଙ୍କେର ଓଟଗକ୍ସ୍ଟଡିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ।
5 Porque subiam com os seus rebanhos e tendas; vinham em multidão, como gafanhotos; tanto eles como os seus camelos eram inumeráveis; e entravam na terra, para a destruir.
6 ଇଶ୍ରାୟେଲ ସନ୍ତାନଗଣ ବହକ୍ସ୍ଟତ ଗରିବ ହାଇଗେଲେ। କାରଣ ଏହି ମିଦିଯନୀଯମାନଙ୍କ ପାଇଁ। ତେଣୁ ଇଶ୍ରାୟେଲ ସନ୍ତାନଗଣ ସାହାର୍ୟ୍ଯ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
6 Assim Israel se enfraqueceu muito por causa dos midianitas; então os filhos de Israel clamaram ao Senhor.
7 ମିଦିଯନୀଯ ଲୋକମାନେ ସମାନଙ୍କେୁ ଏତେ କଷ୍ଟ ଦେଲେ ଯେ, ଇଶ୍ରାୟେଲ ଲୋକମାନେ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କୁ ଡାକିଲେ।
7 E sucedeu que, clamando eles ao Senhor por causa dos midianitas,
8 ତେଣୁ ସଦାପ୍ରଭୁ ଏକ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ପ୍ ରରଣେ କଲେ। ସହେି ଭବିଷ୍ଯଦ୍ବକ୍ତା ଇଶ୍ରାୟେଲବାସୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ମୁ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲି ଓ ଦାସତ୍ବରକ୍ସ୍ଟ ମୁ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲି।
8 enviou-lhes o Senhor um profeta, que lhes disse: Assim diz o Senhor, Deus de Israel: Do Egito eu vos fiz subir, e vos tirei da casa da servidão;
9 ମୁ ତୁମ୍ଭକୁ ଶକ୍ତିଶାଳୀ ମିଶରୀଯମାନଙ୍କଠାରକ୍ସ୍ଟ ଉଦ୍ଧାର କଲି। ମୁ ତୁମ୍ଭମାନଙ୍କୁ ସହେିମାନଙ୍କଠାରକ୍ସ୍ଟ ରକ୍ଷା କଲି। ଯେଉଁମାନେ ତୁମ୍ଭକୁ କିଣାନ ରେ ଉପଦ୍ରବ କଲେ। ମୁ ସମାନଙ୍କେୁ ସମାନଙ୍କେର ଦେଶରକ୍ସ୍ଟ ଘଉଡାଇ ଦଲେି ଓ ସହେି ଦେଶ ତୁମ୍ଭକୁ ଦଲେି।'
9 livrei-vos da mão dos egípcios, e da mão de todos quantos vos oprimiam, e os expulsei de diante de vós, e a vós vos dei a sua terra.
10 ମୁ ତୁମ୍ଭମାନଙ୍କୁ କହିଲି, 'ମୁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଇମାରେୀୟଙ୍କ ଦବେତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶ ରେ ତୁମ୍ଭମାନେେ ବାସ କରୁଛ। ମାତ୍ର ତୁମ୍ଭମାନେେ ମାରେ କଥା ଶକ୍ସ୍ଟଣିଲ ନାହିଁ।
10 Também eu vos disse: Eu sou o Senhor vosso Deus; não temais aos deuses dos amorreus, em cuja terra habitais. Mas não destes ouvidos à minha voz.
11 ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।
11 Então o anjo do Senhor veio, e sentou-se debaixo do carvalho que estava em Ofra e que pertencia a Joás, abiezrita, cujo filho Gideão estava malhando o trigo no lagar para o esconder dos midianitas.
12 ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗ ରେ ଦର୍ଶନ ଦେଲେ ଓ କହିଲେ, ହେ ମହାବିକ୍ରମଶାଳି ଲୋକ ସଦାପ୍ରଭୁ ତକ୍ସ୍ଟମ୍ଭ ସଙ୍ଗେ ଅଛନ୍ତି।
12 Apareceu-lhe então o anjo do Senhor e lhe disse: O Senhor é contigo, ó homem valoroso.
13 ଏହାପରେ ଗିଦ୍ଦିଯୋନ୍ ତାଙ୍କୁ କହିଲେ, ହେ ପ୍ରଭକ୍ସ୍ଟ, ମୁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି। ତବେେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରକ୍ସ୍ଟ ଉଦ୍ଧାର କରି ନାହାଁନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗ ରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ୟ୍ଯକଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ଯାଗ କରି ଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିଯନୀଯର ହସ୍ତ ରେ ସମର୍ପଣ କର ଅଛନ୍ତି।
13 Gideão lhe respondeu: Ai, senhor meu, se o Senhor é conosco, por que tudo nos sobreveio? e onde estão todas as suas maravilhas que nossos pais nos contaram, dizendo: Não nos fez o Senhor subir do Egito? Agora, porém, o Senhor nos desamparou, e nos entregou na mão de Midiã.
14 ତା'ପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଅନାଇଲେ ଏବଂ କହିଲେ, ତୁମ୍ଭର ନିଜର ଶକ୍ତିକକ୍ସ୍ଟ ବ୍ଯବହାର କର। ୟାଅ ଏବଂ ମିଦିଯନ ହସ୍ତରକ୍ସ୍ଟ ଇଶ୍ରାୟେଲର ଲୋକମାନଙ୍କୁ ରକ୍ଷା କର। ମୁ ତୁମ୍ଭମାନଙ୍କୁ ଏହି ଅଭିୟାନ ରେ ପଠାଉଛି।
14 Virou-se o Senhor para ele e lhe disse: Vai nesta tua força, e livra a Israel da mão de Midiã; porventura não te envio eu?
15 କିନ୍ତୁ ଗିଦ୍ଦିୟୋନ ତାଙ୍କୁ କହିଲେ, ହେ ମାରେ ସଦାପ୍ରଭୁ, ମୁ କିପରି ଇଶ୍ରାୟେଲକକ୍ସ୍ଟ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧିଅରେ ମାରେ ପରିବାର ସବୁଠାରକ୍ସ୍ଟ ଦୁର୍ବଳ ଏବଂ ମାରେପରିବାର ମଧିଅରେ ମୁ ସବୁଠାରକ୍ସ୍ଟ ସାନ।
15 Replicou-lhe Gideão: Ai, senhor meu, com que livrarei a Israel? eis que a minha família é a mais pobre em Manassés, e eu o menor na casa de meu pai.
16 ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଉତ୍ତର ଦେଲେ, ମୁ ତକ୍ସ୍ଟମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିଯନୀଯମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣଙ୍କ ସହିତ ୟକ୍ସ୍ଟଦ୍ଧ କରୁଛ।
16 Tornou-lhe o Senhor: Porquanto eu hei de ser contigo, tu ferirás aos midianitas como a um só homem.
17 ଏହିପରେ ଗିଦ୍ଦିୟୋନ ସଦାପ୍ରଭୁଙ୍କୁ କହିଲେ, ଯଦି ତୁମ୍ଭେ ମାେ' ପ୍ରତି ସନ୍ତକ୍ସ୍ଟଷ୍ଟ, ତବେେ ମାେତେ ପ୍ରମାଣ ଦିଅ ଯେ ଏହା ପ୍ରକୃତ ରେ ତୁମ୍ଭେ ମାେ ସହିତ କଥାବାର୍ତ୍ତା ହେଉଛନ୍ତି।
17 Prosseguiu Gideão: Se agora tenho achado graça aos teus olhos, dá-me um sinal de que és tu que falas comigo.
18 ମୁ ପ୍ରାର୍ଥନା କରୁଛି ଯେ, ମୁ ଆପଣାର ନବୈେଦ୍ଯ ଆଣି ଆପଣଙ୍କ ସମ୍ମକ୍ସ୍ଟଖ ରେ ନରଖିବା ପର୍ୟ୍ଯନ୍ତ ଏହି ସ୍ଥାନରକ୍ସ୍ଟ ପ୍ରସ୍ଥାନ କରିବ ନାହିଁ।
18 Rogo-te que não te apartes daqui até que eu volte trazendo do meu presente e o ponha diante de ti. Respondeu ele: Esperarei até que voltes.
19 ତେଣୁ ଗିଦ୍ଦିୟୋନ ଭିତରକକ୍ସ୍ଟ ୟାଇ ଏକ ଛାଗବତ୍ସକକ୍ସ୍ଟ ରାନ୍ଧିଲା। ଏକ କୋଡିଏ ପାଉଣ୍ତ ମଇଦାର ତାଡୀଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲେ, ଗିଦ୍ଦିୟୋନ ମାଂସକକ୍ସ୍ଟ ଗୋଟିଏ ଝକ୍ସ୍ଟଡି ରେ ଓ ଝୋଳକକ୍ସ୍ଟ ଅନ୍ୟ ପାତ୍ର ରେ ରଖିଲେ, ଏହିଗକ୍ସ୍ଟଡିକ ଆଣି ଆଲୋନ୍ ବୃକ୍ଷ ନିକଟରେ ରଖିଥିଲେ।
19 Entrou, pois, Gideão, preparou um cabrito e fez, com uma e efa de farinha, bolos ázimos; pôs a carne num cesto e o caldo numa panela e, trazendo para debaixo do carvalho, lho apresentou.
20 ପରମେଶ୍ବରଙ୍କର ଦୂତ ଗିଦ୍ଦିୟୋନକକ୍ସ୍ଟ କହିଲେ, ଏହି ତାଡିଶୂନ୍ଯ ପିଠାସବୁ ଏହି ମାଂସ ନଇେ ସହେି ପଥର ଉପରେ ରଖ ଓ ତା' ଉପରେ ଝୋଳ ଢାଳ। ତାଙ୍କୁ ଯେପରି କରିବାକୁ କକ୍ସ୍ଟହାଗଲା, ସେ ସହେିପରି କଲେ।
20 Mas o anjo de Deus lhe disse: Toma a carne e os bolos ázimos, e põe-nos sobre esta rocha e derrama-lhes por cima o caldo. E ele assim fez.
21 ଏହାପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତ ରେ ଥିବା ୟଷ୍ଟିର ଅଗ୍ର ବଢାଇ ସହେି ମାଂସ ଓ ତାଡିଶୂନ୍ଯ ରୋଟୀକକ୍ସ୍ଟ ସ୍ପର୍ଶ କଲେ। ଏହାପରେ ପଥରରକ୍ସ୍ଟ ଅଗ୍ନି ବାହାରିଲା ଏବଂ ତା ଉପରେ ଥିବା ମାଂସ ଓ ପିଠା ସଂପୂର୍ଣ୍ଣ ପୋଡି଼ଗଲା। ତା'ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ଯ ହାଇଗେଲେ।
21 E o anjo do Senhor estendeu a ponta do cajado que tinha na mão, e tocou a carne e os bolos ázimos; então subiu fogo da rocha, e consumiu a carne e os bolos ázimos; e o anjo do Senhor desapareceu-lhe da vista.
22 ଏହାପରେ ଗିଦ୍ଦିୟୋନ ହୃଦଯଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦ୍ଦିୟୋନ ଚିତ୍କାର କଲେ, ହେ ସର୍ବଶକ୍ତିମାନ ପରମେଶ୍ବର, ମାରେପ୍ରଭକ୍ସ୍ଟ, ମୁ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ ମକ୍ସ୍ଟହାଁ ମକ୍ସ୍ଟହିଁ ଦେଖିଛି!
22 Vendo Gideão que era o anjo do Senhor, disse: Ai de mim, Senhor Deus! pois eu vi o anjo do Senhor face a face.
23 କିନ୍ତୁ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ଶାନ୍ତ ହକ୍ସ୍ଟଅ! ଭୟ ନ କର! ତୁମ୍ଭର ମୃତକ୍ସ୍ଟ୍ଯ ହବେ ନାହିଁ!
23 Porém o Senhor lhe disse: Paz seja contigo, não temas; não morrerás.
24 ତେଣୁ ଗିଦ୍ଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ସେ ସହେି ସ୍ଥାନର ନାମ ଦେଲେ, ସଦାପ୍ରଭୁ ମଙ୍ଗଳ ସ୍ବରୂପ। ସହେି ୟଜ୍ଞବଦେୀ ଏବେ ବି ଆଫ୍ରା ରେ ଅଛି। ଯେଉଁଠା ରେ ଅବୀଯେଷ୍ରୀଯମାନେ ବାସ କରୁଥିଲେ, ଆଫ୍ର ହେଉଛି ସହେି ସ୍ଥାନ।
24 Então Gideão edificou ali um altar ao Senhor, e lhe chamou Jeová-Salom; e ainda até o dia de hoje está o altar em Ofra dos abiezritas.
25 ସହେିଦିନ ରାତ୍ରି ରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ତକ୍ସ୍ଟମ୍ଭ ପିତାଙ୍କର ଏକ ଷଣ୍ତ, ଯାହାକକ୍ସ୍ଟ ସାତବର୍ଷ ହାଇେଛି ତାକକ୍ସ୍ଟ ନିଅ। ତକ୍ସ୍ଟମ୍ଭ ପିତାଙ୍କର ବାଲ୍ ଦବେତା ନିମନ୍ତେ ଥିବା ୟଜ୍ଞବଦେୀ ଭାଙ୍ଗି ପକାଅ। ସହେି ବଦେୀ ନିକଟରେ ଥିବା ଆଶରୋର ମୃର୍ତ୍ତିକକ୍ସ୍ଟ କାଟି ପକାଅ।
25 Naquela mesma noite, disse o Senhor a Gidão: Toma um dos bois de teu pai, a saber, o segundo boi de sete anos, e derriba o altar de Baal, que é de teu pai, e corta a asera que está ao pé dele.
26 ଏହାପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ୟଜ୍ଞବଦେୀ ନିର୍ମାଣ କର। ଏହି ୟଜ୍ଞବଦେୀକକ୍ସ୍ଟ ଉଚ୍ଚାସ୍ଥାନ ରେ ନିର୍ମାଣ କର। ସହେି ଷଣ୍ତଟିକକ୍ସ୍ଟ ହୋମବଳୀରୂପେ ସହେି ୟଜ୍ଞବଦେୀ ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହାମବେଳି ଦଗ୍ଧ କରିବା ପାଇଁ ସହେି ୟଜ୍ଞବଦେୀ ନିକଟରେ ଥିବା ଆଶରୋ ସ୍ତମ୍ବର କାଠକକ୍ସ୍ଟ ବ୍ଯବହାର କର।
26 Edifica ao Senhor teu Deus um altar no cume deste lugar forte, na forma devida; toma o segundo boi, e o oferece em holocausto, com a lenha da asera que cortares
27 ତେଣୁ ଗିଦ୍ଦିୟୋନ ତାଙ୍କର ସବେକଙ୍କ ମଧ୍ଯରକ୍ସ୍ଟ ଦଶଜଣଙ୍କକ୍ସ୍ଟ ନେଲେ, ଏବଂ ସଦାପ୍ରଭୁ ଯେପରି କରିବାକୁ କହିଥିଲେ, ସହେିପରି କଲେ। କିନ୍ତୁ ଗିଦ୍ଦିୟୋନ ତାଙ୍କର ପରିବାର ଓ ସହର ଲୋକମାନଙ୍କ ଭୟ ରେ ଏହି କାର୍ୟ୍ଯ ଦିନ ରେ ନ କରି ରାତ୍ରି ସମୟରେ କଲେ।
27 Então Gideão tomou dez homens dentre os seus servos, e fez como o Senhor lhe dissera; porém, temendo ele a casa de seu pai e os homens daquela cidade, não o fez de dia, mas de noite.
28 ତା'ର ପରଦିନ ପ୍ରଭାତ ରେ ସହର ଲୋକମାନେ ଦେଖିଲେ ବାଲ ଦବେତାଙ୍କ ପାଇଁ ହାଇେଥିବା ୟଜ୍ଞବଦେୀ ସଐୂର୍ଣ୍ଣ ଭାବରେ ଧ୍ବଂସ ହାଇେ ୟାଇଛି। ଏବଂ ସମାନେେ ଦେଖିଲେ ଆଶରୋ ସ୍ତମ୍ଭ ମଧ୍ଯ କଟାୟାଇଛି। ଏବଂ ସମାନେେ ମଧ୍ଯ ନିରୀକ୍ଷଣ କଲେ ଯେ, ବୋହିନବୋ ନିର୍ମିତ ୟଜ୍ଞବଦେୀ ଉପରେ ଏକ ଷଣ୍ତ ଉତ୍ସର୍ଗ କରାୟାଇଥିଲା।
28 Levantando-se, pois, os homens daquela cidade, de madrugada, eis que estava o altar de Baal derribado, cortada a asera que estivera ao pé dele, e o segundo boi oferecido no altar que fora edificado.
29 ସହରର ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ। କିଏ ଏହା କରିଛି? ସମସ୍ତେ ଖାଜେିବ ଓ ତଦନ୍ତ ନବୋ ପରେ,
29 Pelo que disseram uns aos outros: Quem fez isto? E, depois de investigarem e inquirirem, disseram: Gideão, filho de Joás, é quem fez isto.
30 ତେଣୁ ସହରର ସମସ୍ତ ଲୋକ ୟୋଯାଶ ନିକଟକକ୍ସ୍ଟ ଗଲେ ଏବଂ ତାକକ୍ସ୍ଟ କହିଲେ। ତୋର ପକ୍ସ୍ଟଅକକ୍ସ୍ଟ ବାହାର କର, ସେ ବାଲ- ଦବେତାର ୟଜ୍ଞବଦେୀକକ୍ସ୍ଟ ଧ୍ବଂସ କରିଛି ଏବଂ ଆଶରେ ସ୍ତମ୍ଭକକ୍ସ୍ଟ କାଟି ପକାଇଛି ଯାହାକି ୟଜ୍ଞବଦେୀ ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପକ୍ସ୍ଟଅ ନିଶ୍ଚିତ ମରିବ।
30 Então os homens daquela cidade disseram a Joás: Tira para fora teu filho, para que morra, porque derribou o altar de Baal e cortou a asera que estava ao pé dele.
31 ଏହାପରେ ୟୋଯାଶ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଘରେି ରହିଥିବା ଲୋକମାନଙ୍କୁ କହିଲେ, ତୁମ୍ଭମାନେେ କ'ଣ ବାଲ୍କକ୍ସ୍ଟ ପ୍ରତିରକ୍ଷା କରିବ? ତୁମ୍ଭେ ତାଙ୍କୁ ରକ୍ଷା କରିବ କି? ୟିଏ ବାଲ୍ ସକାେଶ ୟକ୍ସ୍ଟକ୍ତି କଲ, ସକାଳେ ତାକକ୍ସ୍ଟ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବ। ଯଦି ବାଲ୍ ଦବେତା ଅଟେ, ସେ ନିଜେ ତାଙ୍କର ପ୍ରତିରକ୍ଷା କରୁ, ୟିଏ ତା'ର ୟଜ୍ଞବଦେୀ ଭାଙ୍ଗି ଅଛି।
31 Joás, porém, disse a todos os que se puseram contra ele: Contendereis vós por Baal? livrá-lo-eis vós? Qualquer que por ele contender, ainda esta manhã será morto; se ele é deus, por si mesmo contenda, pois foi derribado o seu altar.
32 ୟୋଯାଶ କହିଲେ, ଯଦି ଗିଦ୍ଦିୟୋନ ତା'ର ୟଜ୍ଞବଦେି ଭାଙ୍ଗିଛି ତବେେ, ବାଲ୍ ତାକକ୍ସ୍ଟ ନ୍ଯାଯାଳଯକକ୍ସ୍ଟ ନଇଯାେଉ। ତେଣୁ ସହେିଦିନ ୟୋଯାଶ ଗିଦ୍ଦିୟୋନର ଏକ ନୂତନ ନାମ, ୟିରକ୍ସ୍ଟଦ୍ଦାଲ୍ ରଖିଲେ।
32 Pelo que naquele dia chamaram a Gidão Jerubaal, dizendo: Baal contenda contra ele, pois derribou o seu altar.
33 ମିଦିଯନୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ନିଜକକ୍ସ୍ଟ ଏକତ୍ରୀତ କରାଇଲେ। ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସହେି ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ୟିଷ୍ରିଯଲରେ ତଳ ଭୂମିରେ ଛାଉଣୀ ସ୍ଥାପନ କଲା।
33 Então todos os midianitas, os amalequitas e os filhos do oriente se ajuntaram e, passando o Jordão, acamparam no vale de Jizreel.
34 ଯେ ହତେକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଗିଦ୍ଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲା, ଅବୀଯେଷ୍ରୀଯର ଲୋକମାନେ ନିବିଡ ଭାବରେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।
34 Mas o Espírito do Senhor apoderou-se de Gideão; e tocando ele a trombeta, os abiezritas se ajuntaram após ele.
35 ଗିଦ୍ଦିୟୋନ ମନଃଶି ପରିବାରବର୍ଗର ଲୋକମାନଙ୍କ ପାଖକକ୍ସ୍ଟ ଦୂତ ପଠାଇଲେ। ସହେି ଦୂତମାନେ ସମାନଙ୍କେୁ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହବୋକକ୍ସ୍ଟ କହିଲେ। ଆଶରେ, ସବୂଲୂନ ଏବଂ ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ନିକଟକକ୍ସ୍ଟ ସହେି ବାର୍ତ୍ତା ପଠାଗଲା। ତେଣୁ ସହେିସବୁ ପରିବାରବର୍ଗମାନେ ମଧ୍ଯ ଗିଦ୍ଦିୟୋନ ଓ ତାଙ୍କର ଲୋକମାନଙ୍କ ସହିତ ଯୋଗ ଦବୋକକ୍ସ୍ଟ ଗଲେ।
35 E enviou mensageiros por toda a tribo de Manassés, que também se ajuntou após ele; e ainda enviou mensageiros a Aser, a Zebulom e a Naftali, que lhe saíram ao encontro.
36 ଗିଦ୍ଦିୟୋନ ସଦାପ୍ରଭୁଙ୍କୁ କହିଲେ, ଆପଣ କହିଥିଲେ, ଆପଣଙ୍କ ବାକ୍ଯାନକ୍ସ୍ଟସା ରେ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ଉଦ୍ଧାର କରିବ। ଏହାର ସତ୍ଯତା ଦଖାେଅ।
36 Disse Gideão a Deus: Se hás de livrar a Israel por minha mão, como disseste,
37 ମୁ ଖଳା ରେ ମଷଚେମଡା ପକାଇବି ଯଦି ଖଳା ରେ ପଡିଥିବା ଚମଡା ଉପରେ କବଳେ କାକର ପଡିବ ଏ ଭୂମି ଶକ୍ସ୍ଟଷ୍କ ରହିବ। ତବେେ ମୁ ଜାଣିବି ଆପଣ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ରକ୍ଷା କରୁଛନ୍ତି,। ଆପଣଙ୍କର ବାକ୍ଯାନକ୍ସ୍ଟସା ରେ।
37 eis que eu porei um velo de lã na eira; se o orvalho estiver somente no velo, e toda a terra ficar enxuta, então conhecerei que hás de livrar a Israel por minha mão, como disseste.
38 ଏବଂ ତାହା ଠିକ୍ ସହେିପରି ହିଁ ଘଟିଥିଲା। ଗିଦ୍ଦିଯୋନୀଯ ତା'ପରଦିନ ପ୍ରଭାତ ରେ ଉଠି ସହେି ଚମଡାକକ୍ସ୍ଟ ଏକତ୍ର ଚିପକ୍ସ୍ଟଡନ୍ତେ ଲୋମରକ୍ସ୍ଟ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।
38 E assim foi; pois, levantando-se de madrugada no dia seguinte, apertou o velo, e espremeu dele o orvalho, que encheu uma taça.
39 ଏହାପରେ ଗିଦ୍ଦିୟୋନ ପରମେଶଓରଙ୍କୁ କହିଲେ, ମାେ ଉପରେ କୋରଧିତ ହକ୍ସ୍ଟଅ ନାହିଁ। ମାେତେ କବଳେ ଆଉ ଗୋଟିଏ କଥା ପଗ୍ଭରିବାକକ୍ସ୍ଟ ଅନକ୍ସ୍ଟମତି ଦିଅ। ଏହି ଚମଡାଦ୍ବାରା ମାେତେ ତୁମ୍ଭକୁ ପରୀକ୍ଷା କରିବାକୁ ଦିଅ। ଚମଡାଟି ଶକ୍ସ୍ଟଖିଯାଉ ଏବଂ ତା'ର ଗ୍ଭରିପାଖ ରେ ଥିବା ଭୂମି କାକର ରେ ଓଦା ଦେଉ।
39 Disse mais Gideão a Deus: Não se acenda contra mim a tua ira se ainda falar só esta vez. Permite que só mais esta vez eu faça prova com o velo; rogo-te que só o velo fique enxuto, e em toda a terra haja orvalho.
40 ସହେିଦିନ ରାତ୍ରି ରେ ପରମେଶଓରଙ୍କୁ ଠିକ୍ ସହେିପରି କଲେ, ଚମଡାଟି ଶକ୍ସ୍ଟଷ୍କ ହାଇଗେଲା କିନ୍ତୁ ଭୂମିର ଚତକ୍ସ୍ଟଃପାଶର୍‌ବସ୍ଥ କାକର ଦ୍ବାରା ଓଦା ରହିଲା।
40 E Deus assim fez naquela noite; pois só o velo estava enxuto, e sobre toda a terra havia orvalho.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Juízes 6, comparar traduções ou montar um estudo — tudo direto pelo WhatsApp.