Juízes 5

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଇଶ୍ରାୟେଲ ସନ୍ତାନଗଣ ଯେଉଁଦିନ ସୀଷରାକକ୍ସ୍ଟ ପରାସ୍ତ କଲେ। ସହେିଦିନ ଦବୋରା ଓ ବାରକ୍ ଅବୀନୋଯମର ପକ୍ସ୍ଟତ୍ର ଏହି ସଂଗୀତ ଗାନ କଲେ।
1 Naquele dia, Débora cantou este cântico, com Barac, filho de Abinoem:
2 ଇଶ୍ରାୟେଲର ପୁରୁଷମାନେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଲେ। ସମାନେେ ସୂତସ୍ପୃତ ଭାବରେ ନିଜକକ୍ସ୍ଟ ୟକ୍ସ୍ଟଦ୍ଧ ପାଇଁ ଉତ୍ସର୍ଗ କଲେ। ଏଥିପାଇଁ ତକ୍ସ୍ଟମେ ସଦାପ୍ରଭୁଙ୍କର ଧନ୍ଯବାଦ କର।
2 Desatou-se a cabeleira em Israel, o povo ofereceu-se para o combate: bendizei o Senhor!
3 ହେ, ରାଜଗଣ ଶକ୍ସ୍ଟଣ, ହେ ଭୂପତି କ'ଣ କର୍ଣ୍ଣ ଡରେ। ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାନ କରିବି। ମୁ ସଦାପ୍ରଭୁଙ୍କର ସଂଗୀତ ରଚନା କରିବି। ମୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ପ୍ରଶଂସା ଗାନ କରିବି।
3 Reis, ouvi! Estai atentos, ó príncipes! Sou eu, eu que vou cantar ao Senhor. Vou proferir um salmo ao Senhor, Deus de Israel!
4 ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସଯେୀରରକ୍ସ୍ଟ ବାହାରିଲା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରକ୍ସ୍ଟ ୟାତ୍ରା କଲା ବେଳେ ପୃଥିବୀ କଐିଲା। ଆକାଶ ବିନ୍ଦକ୍ସ୍ଟ ପାତ କଲା ମେଘମାଳା ଜଳପାତ କଲା।
4 Senhor, quando saístes de Seir, quando surgistes dos campos de Edom, a terra tremeu, os céus se entornaram, as nuvens desfizeram-se em água,
5 ପର୍ବତମାନ କଐମାନ ହେଲା ସଦାପ୍ରଭୁଙ୍କର ସମ୍ମକ୍ସ୍ଟଖ ରେ। ସୀନଯ ପର୍ବତ ମଧ୍ଯ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ କଐନ କଲା!
5 abalaram-se as montanhas diante do Senhor, nada menos que o Sinai, diante do Senhor, Deus de Israel!
6 ସହେିଦିନ ଅନାତ୍ ପକ୍ସ୍ଟତ୍ର ଶମଗର ସମୟରେ ଏବଂ ୟାଯଲେ ସମୟରେ ମକ୍ସ୍ଟଖ୍ଯ ରାସ୍ତାଗକ୍ସ୍ଟଡିକ ଜନଶୂନ୍ଯ ହେଲା। ବପୋରୀମାନେ ପଥଗ୍ଭରିମାନେ ବକ୍ର ଉପ ପଥ ଦଇେ ଗମନ କଲେ।
6 Nos dias de Samgar, filho de Anat, nos dias de Jael, estavam desertos os caminhos, e os viajantes seguiam veredas tortuosas.
7 ଇଶ୍ରାୟେଲ ମଧିଅରେ ଶାସନ କର୍ତ୍ତାଗଣ ଶୂନ୍ଯ ଥିଲେ। ମୁ ଦବୋର ଉତ୍ପନ୍ନ କରିବା ପର୍ୟ୍ଯନ୍ତ ମୁ ଇଶ୍ରାୟେଲ ରେ ମାତୃତକ୍ସ୍ଟଲ୍ଯ ଉତ୍ପନ୍ନ କରିବା ପର୍ୟ୍ଯନ୍ତ ସମାନେେ ଥିଲେ ଶୂନ୍ଯ।
7 Desertos se achavam os campos em Israel, desertos, senão quando eu, Débora, me levantei, me levantei como uma mãe em Israel.
8 ପରମେଶ୍ବର ନୂତନ ନେତାମାନଙ୍କୁ ନଗର ଦ୍ବାରା ରେ ୟକ୍ସ୍ଟଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇଶ୍ରାୟେଲର 40,000 ମଧିଅରେ ଏକ ବର୍ଚ୍ଛା ବା ଢାଲ ଦଖାଗେଲା ନାହିଁ।
8 Israel escolhera deuses novos, e logo a guerra lhe bateu às portas, e não havia um escudo nem uma lança entre os quarenta mil de Israel.
9 ମାରେ ହୃଦଯ ଇଶ୍ରାୟେଲର ଆଦେଶକର୍ତ୍ତାଙ୍କଠା ରେ ଅଛି, ୟିଏ ୟକ୍ସ୍ଟଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ, ସଦାପ୍ରଭୁଙ୍କର ଧନ୍ଯବାଦ କର!
9 Meu coração bate pelos chefes de Israel, pelos que se ofereceram voluntariamente entre o povo: bendizei o Senhor!
10 ହେ ଶ୍ବତଗେର୍ଦ୍ଧଭୀ-ଆରୋହିମାନେ, ହେ ଗାଲିଗ୍ଭ ରେ ବସିବା ଲୋକମାନେ, ହେ ପଥର ରେ ଗମନକାରୀମାନେ! ତୁମ୍ଭମାନେେ ଗାନ କର।
10 Vós que cavalgais jumentas brancas, sentados sobre tapetes, a galopar pelas estradas, cantai!
11 ଧନକ୍ସ୍ଟର୍ଦ୍ଧରମାନଙ୍କ ଶଦ୍ଦରକ୍ସ୍ଟ ଦୂର ରେ, ଜଳକଢା ସ୍ଥଳମାନଙ୍କ ରେ ଲୋକମାନେ ସଦାପ୍ରଭୁଙ୍କର ଧର୍ମକ୍ରିଯା ଓ ଇଶ୍ରାୟେଲ ମଧିଅରେ ତାଙ୍କ ଶାସନ ସମ୍ବନ୍ଧୀଯ ଧର୍ମକ୍ରିଯା ସଂକିର୍ତ୍ତନ କରିବେ। ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ବାରକକ୍ସ୍ଟ ଓହ୍ଲାଇ ଆସିଲେ।
11 A voz dos arqueiros, junto dos bebedouros, celebre as vitórias do Senhor, as vitórias dos seus chefes em Israel! Então o povo do Senhor desceu às portas.
12 ଜାଗ, ଜାଗ, ଦବୋ ରେ! ଜାଗ, ଜାଗ, ଗାନକର! ଜାଗ ବରାକ୍! ୟାଅ ଏବଂ ତୁମ୍ଭର ଶତୃମାନଙ୍କୁ ବନ୍ଦୀକର ଅବୀନୋଯମର ପକ୍ସ୍ଟତ୍ର!
12 Desperta, desperta, Débora! Desperta, desperta, canta um hino! Levanta-te, Barac! Toma os teus prisioneiros, filho de Abinoem!
13 ତା'ପରେ ବଞ୍ଚି ରହିୟାଇଥିବା ବ୍ଯକ୍ତିମାନେ ଶକ୍ତିଶାଳୀ ଲୋକମାନଙ୍କ ଉପରେ ବିଜଯୀ ହେଲେ, ସଦାପ୍ରଭୁଙ୍କର ଲୋକମାନେ ଶକ୍ତିମାନ ଲୋକମାନଙ୍କ ଉପରେ ବିଜଯୀ ହେଲେ।
13 E agora descei, sobreviventes do meu povo. Senhor, descei para junto de mim entre estes heróis.
14 ଇଫ୍ରଯିମର ସନ୍ତାନଗଣ ଆସିଲେ। ଅମାଲକେ ପର୍ବତ ମାଳାରକ୍ସ୍ଟ ତକ୍ସ୍ଟମ୍ଭ ପେଛ ବିନ୍ଯାମୀନ ଥିଲେ ତକ୍ସ୍ଟମ୍ଭ ଲୋକମାନେ ମଧ୍ଯ ମାଖୀରଠାରକ୍ସ୍ଟ ଶାସନକର୍ତ୍ତାମାନେ ସବୁଲୂନ୍ ପରିବାରବର୍ଗଠାରକ୍ସ୍ଟ ସୈନ୍ଯଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।
14 De Efraim vêm os habitantes de Amalec; seguindo-te, marcha Benjamim com as tropas; de Maquir vêm os príncipes, e de Zabulon os guias com o bastão.
15 ଇଷାଖର ଅଧିପତିମାନେ ସବୁ ଦବୋରା ସଙ୍ଗ ରେ ଥିଲେ। ଇଷାଖର ଯମେିତି ବାରକ୍ ମଧ୍ଯ ସମେିତି ଥିଲା। ସମାନେେ ତଳ ଭୂମିଆଡେ ମାଡିଗଲେ। ରୂବନରେ ଷୋର୍ତ ସମକ୍ସ୍ଟହ ଗକ୍ସ୍ଟରକ୍ସ୍ଟତର ମନଭାବନା ହେଲା।
15 Os príncipes de Issacar estão com Débora; Issacar marcha com Barac e segue-lhe as pisadas na planície. Junto aos regatos de Rubem grandes foram as deliberações do coração.
16 ତୁମ୍ଭେ କାହିଁକି? ମଷେଶାଳା ମଧିଅରେ ବସିଲ। ମଷେପଲ ମଧ୍ଯେ ବଂଶୀନାଦ ଶୁଣିବାକୁ, କିଅବା ରୂବନ୍ରେ ସମକ୍ସ୍ଟହଁ ରେ ସୋର୍ତ ମନଭାବନା ହେଲା ଗକ୍ସ୍ଟରକ୍ସ୍ଟତର!
16 Por que ficaste junto ao aprisco, a ouvir a música dos pastores? Junto aos regatos de Rubem grandes foram as deliberações do coração.
17 ଗିଲିଯଦ ଲୋକମାନେ ୟର୍ଦ୍ଦନ ନଦୀ ସପୋରି ରେ ସମାନଙ୍କେ ଚ୍ଛାଉଣୀ ରେ ବାସ କଲେ। ଆଉ ଦାନ ଜାହାଜଗକ୍ସ୍ଟଡିକରେ କାହିଁକି ରହିଲା? ଆଶରେ ସମକ୍ସ୍ଟଦ୍ର ତୀ ରେ ବସି ରହିଥିଲା। ସେ ନିଜ ବନ୍ଦର ନିକଟରେ ବାସକଲା।
17 Galaad ficou em sua casa, além do Jordão; e Dã, por que habita junto dos navios? Aser assentou-se à beira do mar e ficou descansando nos seus portos.
18 ସବୂଲୂନ ମରଣ ପର୍ୟ୍ଯନ୍ତେ ପ୍ରଣାମକାରୀ ଲୋକ ହେଲା। ଉଚ୍ଚସ୍ଥାନ ନଲ୍ଗାଲି କ୍ଷେତ୍ର ରେ ପ୍ରାଣପଣ କଲ।
18 Zabulon, porém, é um povo que desafia a morte, e da mesma forma Neftali, sobre os planaltos.
19 କୀଣାନୀଯ ରାଜାମାନେ ୟକ୍ସ୍ଟଦ୍ଧ କରିଥିଲେ। ସମାନେେ କୌଣସି ସିନ୍ଦକ୍ସ୍ଟକ ପାଇ ନ ଥିଲେ। ସମାନେେ ତାନକରେ ୟକ୍ସ୍ଟଦ୍ଧ କରିଥିଲେ। ମାଗିଦୋର ଜଳତୀରସ୍ଥ ରେ।
19 Vieram os reis e travaram combate; e travaram combate os reis de Canaã em Tanac, junto às águas de Magedo; mas não levaram espólio em dinheiro.
20 ତାରାଗଣ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ଆକାଶରକ୍ସ୍ଟ ୟକ୍ସ୍ଟଦ୍ଧ କଲେ। ଆକାଶ ରେ ସମାନଙ୍କେର ପଥରକ୍ସ୍ଟ ସମାନେେ ସୀଷରା ବିପକ୍ଷ ରେ ୟକ୍ସ୍ଟଦ୍ଧ କରିଥିଲେ।
20 Desde o céu as estrelas combateram, de suas órbitas combateram contra Sísara,
21 କୀଶୋନ୍ ନଦୀ ପକ୍ସ୍ଟରକ୍ସ୍ଟଣା ନଦୀ ଭଷାଇ ନଲୋ ସଷେରା ଲୋକ। ହେ ମାରେ ପ୍ରାଣ ତକ୍ସ୍ଟମ୍ଭ ବଳ ରେ ଅଗ୍ରସର ହକ୍ସ୍ଟଅ।
21 e a torrente de Cison os arrastou, a velha torrente, a torrente de Cison. Marcha, ó minha alma, resolutamente!
22 ଅଶ୍ବମାନଙ୍କର ଖକ୍ସ୍ଟରା ଭୂମିକକ୍ସ୍ଟ ମନ୍ଥି ପକାଇଲା। ସବରୋ ଘୋଡା କକ୍ସ୍ଟଦାମାରୀ ପଳାଇଲା।
22 Ouviu-se, então, o troar dos cascos dos cavalos, ao tropel, ao tropel dos cavaleiros.
23 ସଦାପ୍ରଭୁଙ୍କର ଦୂତ କହିଗଲେ, ମରେୋସ ଲୋକକୁ ଶାପଦିଅ ଏବଂ ପାପ ଦିଅ! ସମାନଙ୍କେ ସୈନ୍ଯ ସଦାପ୍ରଭୁଙ୍କୁ ସାହାୟ୍ଯ କରିବାକୁ ଆସି ତ ନ ଥିଲେ।
23 Amaldiçoai Meroz, disse o Anjo do Senhor, amaldiçoai, amaldiçoai seus habitantes! Porque não vieram em socorro do Senhor, em socorro do Senhor, com os guerreiros.
24 ସ୍ତ୍ରୀ ମାନଙ୍କ ମଧିଅରେ କନେୀଯ ହବରେ ସ୍ତ୍ରୀ ୟାଯେଲ୍ ଧନ୍ଯ ହବେେ। ତମ୍ବୁ ନିବାସିନୀମାନଙ୍କ ମଧିଅରେ ଧନ୍ଯ ହବେେ।
24 Bendita seja entre as mulheres Jael, mulher de Heber, o quenita! Entre as mulheres da tenda seja bendita!
25 ସୀଷରା ଜଳ ମାଗିଲେ ସେ ତାଙ୍କୁ କ୍ଷୀର ଦେଲେ। ରାଜ ଉପୟକ୍ସ୍ଟକ୍ତ ପାତ୍ର ରେ ଦଧି ଆଣି ତାଙ୍କୁ ଦେଲେ।
25 Ao que pediu água ofereceu leite; serviu nata em taça nobre.
26 ୟାଯେଲ୍ ଗୋଟିଏ ହାତ ରେ ମେଖଣା ଧରି ଦକ୍ଷିଣ ହସ୍ତ ରେ ପିଟଣା ଧରି ସୀଷରାର ମକ୍ସ୍ଟଣ୍ତ ଫଟାଇ ଦେଲେ କର୍ଣ୍ଣମୂଳ ରେ ୟାଇ ମେଖଳା ପଶିଲା।
26 Com uma das mãos segurou o prego, e com a outra o martelo de operário, e malhou Sísara, espedaçando-lhe a cabeça, e esmagou-lhe a fonte e a transpassou.
27 ତାହାର ପାଦତଳେ ନଇଁ ପଡିଲା, ପାଦତଳେ ସେ ଲୋଟି ପଡିଲା, ପାଦତଳେ ସେ ଶୋଇ ପଡିଲା। ଯେଉଁଠା ରେ ସେ ଶୋଇ ପଡିଲା ସହେିଠା ରେ ସେ ମଲେ।
27 Aos seus pés ele vergou, tombou, ficou; aos seus pés ele vergou, tombou. Onde vergou, ali tombou abatido!
28 ସୀଷରାର ମାଁ ଝରକା ପାଖ ରେ ଅପେକ୍ଷା କରୁଥିଲା ଏବଂ ସେ ଜାଲି ଦଇେ ଗ୍ଭହକ୍ସ୍ଟଁଥିଲା। ସେ ଏହା ଚିନ୍ତା କରି କାନ୍ଦକ୍ସ୍ଟଥିଲା, ସୀଷରାର ରଥ ବିଳମ୍ବ କାହିଁକି? ମୁ କାହିଁକି ତଥାପି ତା'ର ରଥ ଶଦ୍ଦ ଶକ୍ସ୍ଟଣି ପାରକ୍ସ୍ଟ ନାହିଁ?
28 Da janela, através das persianas, a mãe de Sísara olha e clama: Por que tarda em chegar o seu carro?! Por que demoram tanto as suas carruagens?!
29 ତା'ର ସବୁଠକ୍ସ୍ଟଁ ଜ୍ଞାନବତୀ ସହଚରୀ ତାଙ୍କୁ ଉତ୍ତର ଦଲୋ, ପ୍ରକୃତ ରେ ସେ ତାକକ୍ସ୍ଟ ଏକ ଉତ୍ତର ଦଲୋ।
29 As mais sábias das damas lhe respondem, e ela mesma o repete a si própria:
30 ମୁ ନିଶ୍ଚିତ, ସମାନେେ ୟକ୍ସ୍ଟଦ୍ଧ ରେ ବିଜଯୀ ହାଇେଛନ୍ତି। ସମାନେେ ଲକ୍ସ୍ଟସ୍ଖିତ ସାମଗ୍ରୀ ସବୁ ନଇେ ଯାଉଛନ୍ତି। ସମାନେେ ଲକ୍ସ୍ଟସ୍ଖିତ ସାମଗ୍ରୀକକ୍ସ୍ଟ ସମାନଙ୍କେ ମଧିଅରେ ଭାଗ କରୁଛନ୍ତି। ପ୍ରେତ୍ୟକକ ସୈନ୍ଯ ଗୋଟିଏ ବା ଦକ୍ସ୍ଟଇଟି ୟକ୍ସ୍ଟବତୀ ନେଉଛନ୍ତି। ହାଇପୋ ରେ ସୀଷରା ରଂଗ କରାୟାଇଥିବା ବସ୍ତ୍ର ଖଣ୍ଡେ, ରଂଗ କରାୟାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା ବିଜତାେ ସୀଷରାର ପରିଧାନ ପାଇଁ ଦକ୍ସ୍ଟଇଟି ଖଣ୍ତ ପାଇଅଛି।
30 Devem ter achado despojos, e os repartem: uma moça, duas moças para cada homem, despojos de tecidos multicores para Sísara, despojos de tecidos multicores, recamados; uma veste bordada, dois brocados, para os ombros do vencedor.
31 ହେ ସଦାପ୍ରଭୁ ତୁମ୍ଭର ସମସ୍ତ ଶତୃ ଏହିପରି ବିନଷ୍ଠ ହକ୍ସ୍ଟଅନ୍ତକ୍ସ୍ଟ। ମାତ୍ର, ତାଙ୍କର ପ୍ ରମେକାରୀମାନେ ସ୍ବପରାକ୍ରମ ରେ ଗତିକାରି ସୂର୍ୟ୍ଯ ତକ୍ସ୍ଟଲ୍ଯ ହକ୍ସ୍ଟଅନ୍ତକ୍ସ୍ଟ।
31 Assim pereçam, Senhor, todos os vossos inimigos! E os que vos amam sejam como o sol quando nasce resplendente.
32 — ausente —
32 E repousou a terra durante quarenta anos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Juízes 5, comparar traduções ou montar um estudo — tudo direto pelo WhatsApp.