Juízes 4

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଏହୂଦଙ୍କ ମୃତକ୍ସ୍ଟ୍ଯପରେ, ଇଶ୍ରାୟେଲର ଲୋକମାନେ ପରମେଶ୍ବରଙ୍କ ଦୃଷ୍ଟି ରେ ମନ୍ଦ କାର୍ୟ୍ଯମାନ ପକ୍ସ୍ଟନର୍ବାର କଲେ।
1 Depois que Eúde morreu, o povo de Israel pecou novamente contra Deus, o Senhor .
2 ତେଣୁ ସଦାପ୍ରଭୁ ହାତ୍ସୋର ରେ ରାଜତ୍ବକାରୀ କିଣାନୀଯ ରାଜା ୟାବୀନର ହସ୍ତ ରେ ଇଶ୍ରାୟେଲ ସନ୍ତାନଗଣକକ୍ସ୍ଟ ପରାସ୍ତ କରାଇଲେ। ୟାବିନ୍ର ହାରୋଶୋତ୍ ରେ ରାଜତ୍ବ କରୁଥିଲେ। ଅନ୍ୟ ଦେଶୀଯମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା'ର ସନୋପତି ଥିଲା।
2 Por isso o Senhor deixou que eles fossem conquistados por Jabim, rei de Canaã, que governava a cidade de Hazor. O comandante do seu exército era Sísera, que morava em Harosete-Hagojim.
3 ସୀଷରା 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇଶ୍ରାୟେଲର ଲୋକମାନେ ପ୍ରତି କୋଡିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ଯାଗ୍ଭର କଲେ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେ ସାହାୟ୍ଯ କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
3 Jabim tinha novecentos carros de ferro. Durante vinte anos ele maltratou o povo de Israel sem dó nem piedade. Então o povo de Israel pediu socorro a Deus, o Senhor .
4 ସହେି ସମୟରେ ଦାବୋରା ନାମକ ଜଣେ ଭବିଷ୍ଯତ୍ବକ୍ତି ଥିଲେ। ସେ ଲପ୍ପୀଦୋତର ସ୍ତ୍ରା ଥିଲେ। ସେ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଚାରପତି ହେଲେ।
4 Débora, mulher de Lapidote, era profetisa . Era também juíza dos israelitas naquele tempo.
5 ଦିନେ, ଦବୋରା ଏକ ଖଜର୍କ୍ସ୍ଟରୀ ଗଛ ତଳେ ବସିଥିଲେ। ଇଶ୍ରାୟେଲର ଲୋକମାନେ ଗୋଟିଏ ମୀମାଂସ ପାଇଁ ତାଙ୍କ ନିକଟକକ୍ସ୍ଟ, ସୀଷରା ସମ୍ବନ୍ଧ ରେ ଆସିଲେ। ସହେି ଖଜର୍କ୍ସ୍ଟରୀ ଗଛଟି ରାମା ଓ ବୈଥେଲ୍ ମଧ୍ଯ ଇଫ୍ରଯିମ ପର୍ବତମଯ ଦେଶ ରେ ଅବସ୍ଥିତ ଥିଲା।
5 Havia uma palmeira entre Ramá e Betel, na região montanhosa de Efraim. Débora sentava-se debaixo dela, e os israelitas vinham até ali para que ela julgasse as questões que eles traziam.
6 ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।
6 Ela mandou chamar Baraque, filho de Abinoão, que estava na cidade de Quedes, no território da tribo de Naftali, e lhe disse: — O
7 ମୁ ୟାବୀନର ସନୋପତି ସୀଷରାକକ୍ସ୍ଟ ଆଗଇେ ନବେି, ତା'ର ରଥକକ୍ସ୍ଟ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖ ରେ ତୁମ୍ଭକୁ ଓ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି।'
7 Eu vou trazer Sísera, o comandante do exército de Jabim, até o rio Quisom para lutar contra você. Ele virá com seus carros de ferro e soldados, mas eu farei com que você o vença.”
8 ଏହାପରେ ବରାକ୍ ଦବୋରାଙ୍କକ୍ସ୍ଟ କହିଲେ, ମୁ ଏପରି ୟାଇ କରିବି ଯଦି ତୁମ୍ଭେ ମାେ ସହିତ ୟିବ। ଯଦି ତୁମ୍ଭେ ମାେ ସହିତ ନ ୟିବ ତବେେ ମୁ ୟିବି ନାହିଁ।
8 Então Baraque disse a Débora: — Só irei se você for comigo. Se você não for, eu também não irei.
9 ତେଣୁ ସେ କହିଲେ, ମୁ ତକ୍ସ୍ଟମ୍ଭ ସହିତ ୟିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡକକ୍ସ୍ଟ ୟିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀ ଲୋକ ଦ୍ବାରା ସୀଷରୀକକ୍ସ୍ଟ ପରାସ୍ତ କରିବେ।
9 Ela respondeu: — Está bem! Eu vou com você. Mas você não ficará com as honras da vitória, pois o E Débora foi com Baraque para Quedes.
10 ବାରକ୍ କଦେେଶ ସହରର ସବୂଲୂନ୍ ପରିବାରବର୍ଗ ଓ ନଲ୍ଗାଲିର ଲୋକମାନଙ୍କୁ ଏକତ୍ରୀତ କରିଥିଲେ। ଅତଯବ, ସେ 10,000 ସୈନ୍ଯ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।
10 Baraque convocou as tribos de Zebulom e Naftali para a cidade de Quedes, e dez mil homens o seguiram. E Débora foi com ele.
11 ବର୍ତ୍ତମାନ ହବରେ ନାମକ ଜଣେ ଲୋକ କନେୀଯରକ୍ସ୍ଟ ଥିଲେ। ସେ ଅନ୍ୟ କନେୀଯଙ୍କକ୍ସ୍ଟ ପରିତ୍ଯାଗ କଲେ। ସମାନେେ ହୋବରର ବଂଶଧରଗଣ ଯେ କି ମାଶାରେ ଶ୍ବଶୂର ଥିଲେ। ହବରେ, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କଦେେଶ ପାଖ ରେ ତାଙ୍କର ତମ୍ବୁ ଆଲୋନ୍ ବୃକ୍ଷ ଦ୍ବାରା ସ୍ଥାପନ କଲେ।
11 Acontece que Héber, o queneu, havia se separado dos outros queneus, os descendentes de Hobabe, cunhado de Moisés. Ele havia armado as suas barracas perto do carvalho de Zaananim, que não ficava longe de Quedes.
12 କହେି ଜଣେ ସୀଷରାକକ୍ସ୍ଟ କହିଲେ, ଯେ ବାରକ୍ ଅବିନଯମର ପକ୍ସ୍ଟତ୍ର ତାବୋର ପର୍ବତ ଉପରକକ୍ସ୍ଟ ଗଲେ।
12 Avisaram Sísera que Baraque, filho de Abinoão, havia subido ao monte Tabor.
13 ତେଣୁ ସୀଷରା ନିଜର 900 ରଥଗକ୍ସ୍ଟଡିକ ଓ ତାଙ୍କ ସହିତ ସମସ୍ତ ପୁରୁଷମାନେ ଏବଂ ହରୋଶୋତ୍ଠାରକ୍ସ୍ଟ କୀଶୋନ୍ ନଦୀ ପର୍ୟ୍ଯନ୍ତ ଅଗ୍ରସର ହେଲେ।
13 Então ele mandou vir os seus novecentos carros de ferro e todos os seus homens e os fez ir de Harosete-Hagojim até o rio Quisom.
14 ଏହାପରେ ଦବୋରା ବାରକକକ୍ସ୍ଟ କହିଲେ, ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହବେେ ସୀଷରାକକ୍ସ୍ଟ ପରାସ୍ତ କରିବା ପାଇଁ ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ଆଗେ ଆଗେ ଗଲେ। ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କକ୍ସ୍ଟ ତାବୋର ପର୍ବତର ପ୍ରଦେଶକକ୍ସ୍ଟ ଆଣିଲେ।
14 Então Débora disse a Baraque: — Vá agora porque é hoje que o Então Baraque desceu do monte Tabor com os seus dez mil homens.
15 ଯେପରି ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରକକ୍ସ୍ଟ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକକ୍ସ୍ଟ ଓ ତାଙ୍କର ସୈନ୍ଯମାନଙ୍କ ପ୍ରତି ଦ୍ବନ୍ଦ ହେଲେ। ସମାନେେ ସ୍ଥିର କରିପାରିଲେ ନାହିଁ କ'ଣ କରିବେ। ତେଣୁ ବରାକ୍ ଏବଂ ତାଙ୍କର ସୈନ୍ଯମାନେ ସୀଷରର ୈସନ୍ଯମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷର ରଥରକ୍ସ୍ଟ ଓହ୍ଲାଇ ପଡିଲେ ଏବଂ ଦୌଡି ପଳାଯନ କଲେ।
15 Quando Baraque apareceu com o seu exército, o Senhor fez com que houvesse uma grande confusão no meio dos soldados e dos carros de Sísera. Aí Sísera desceu do seu carro e fugiu a pé.
16 ବାରକ୍ ସୀଷର୍ ସୈନ୍ଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ ଲଗାଇ ରଖିଲେ। ବାରକ୍ ତାଙ୍କ ଲୋକମାନଙ୍କ ସହିତ ହରୋଶୋତ୍, ହଶଯମ ପର୍ୟ୍ଯନ୍ତ ସମସ୍ତ ସମାନଙ୍କେୁ ପେଛ ପେଛ ଗୋଡ଼ାଇଲେ। ତହିଁରେ ସୀଷରାର ସମସ୍ତ ସୈନ୍ଯ ଖଣ୍ତା ଦ୍ବାରା ହଣା ହାଇେ ମଲେ। ଗୋଟିଏ ହେଲେ ବି ବଞ୍ଚିଲେ ନାହିଁ।
16 Mas Baraque perseguiu os carros e o exército até Harosete-Hagojim. Todo o exército de Sísera foi destruído; ninguém escapou.
17 କିନ୍ତୁ ସୀଷରା ପଳାଯନ କଲା। ସେ ୟାଯଲେ ତମ୍ବୁକକ୍ସ୍ଟ ଦଉଡି ପଳାଇଲା। ଯାୟେଲ ହେଉଛି କନେୀଯ ହବରେ ସ୍ତ୍ରୀ। ସେ ସମୟରେ ହାତ୍ ସୋରର ରାଜା ୟାବୀନ୍ ଓ କନେୀଯ ହବରେ ବଂଶ ମଧିଅରେ ଐକ୍ଯ ଥିଲା। ତେଣୁ ସେ ସଠାେକକ୍ସ୍ଟ ଦୌଡି ପଳାଇଲା।
17 Porém Sísera fugiu para a barraca de Jael, mulher de Héber, o queneu. Ele fez isso porque Jabim, rei de Hazor, estava em paz com a família de Héber.
18 ୟାଯେଲ୍ ଦେଖିଲେ ସୀଷରା ତାଙ୍କ ଆଡକକ୍ସ୍ଟ ଦୌଡି ଆସକ୍ସ୍ଟଛନ୍ତି। ତେଣୁ ସେ ବାହାରକକ୍ସ୍ଟ ଆସି ତାଙ୍କୁ ଦଖାେ କଲେ। ଯାୟେଲ ସୀଷରାକକ୍ସ୍ଟ କହିଲେ, ମହାଶୟ, ମାରେ ତମ୍ବୁକକ୍ସ୍ଟ ଆସନ୍ତକ୍ସ୍ଟ, ଭୟ କରନ୍ତକ୍ସ୍ଟ ନାହିଁ। ତେଣୁ ସେ ତମ୍ବୁ ଭିତରକକ୍ସ୍ଟ ୟିବା ମାତ୍ ରେ ତାଙ୍କୁ ୟାଯେଲ୍ ଏକ କମ୍ବଳ ଘୋଡାଇ ଦେଲେ।
18 Jael saiu da barraca para encontrar Sísera e lhe disse: — Entre, meu senhor. Entre na minha barraca. Não tenha medo. Então ele entrou, e Jael o cobriu com um tapete.
19 ଶଷେ ରେ ୟାଯଲକେକ୍ସ୍ଟ କହିଲେ, ମୁ ଭାରି ତକ୍ସ୍ଟଷାର୍ତ୍ତ, ମାେତେ କିଛି ପାଣି ପିଇବାକକ୍ସ୍ଟ ଦିଅ।ୟାଯଲେ ତାଙ୍କୁ ଏକ ଚମଡା ବୋତଲ ରେ କିଛି କ୍ଷୀର ପିଇବାକକ୍ସ୍ଟ ଦେଲେ ଓ ତା'ପରେ ତାକକ୍ସ୍ଟ କମ୍ବଳ ଘୋଡାଇ ଦେଲେ।
19 E Sísera pediu a ela: — Por favor, me dê um pouco de água porque estou com muita sede. Ela abriu um
20 ତା'ପରେ ସୀଷରା ଯାୟେଲକକ୍ସ୍ଟ କହିଲା, ୟାଅ, ତମ୍ବୁର ପ୍ରଦେଶ ଦ୍ବାର ରେ ଠିଆ ହକ୍ସ୍ଟଅ। ଯଦି କହେି ଲୋକ ଆସି ତୁମ୍ଭକୁ ପଗ୍ଭରନ୍ତି, 'ଭିତ ରେ କହେି ଅଛନ୍ତି କି?' ତୁମ୍ଭେ, କହିବା ଉଚିତ୍, 'ନାଁ ଭିତ ରେ କହେି ନାହାଁନ୍ତି।'
20 E ele disse: — Fique na porta da barraca e, se alguma pessoa vier e perguntar se há alguém aqui, diga que não.
21 କିନ୍ତୁ ଯାୟେଲ୍ ତମ୍ବୁର ଏକ ଖକ୍ସ୍ଟଣ୍ଟି ଓ ଏକ ହାତକ୍ସ୍ଟଡି ପାଇଲେ। ସୀଷରା କ୍ଲାନ୍ତ ରେ ଶାଇେ ଥିବା ସମୟରେ ଯାୟେଲ ଖକ୍ସ୍ଟଣ୍ଟିଟିକକ୍ସ୍ଟ ତା'ର ମକ୍ସ୍ଟଣ୍ତ ରେ ଦଇେ ହାତକ୍ସ୍ଟଡି ରେ ଆଘାତ କରନ୍ତେ ଖକ୍ସ୍ଟଣ୍ଟିଟି ସୀଷରାର ମକ୍ସ୍ଟଣ୍ତ ରେ ଫକ୍ସ୍ଟଟି ମାଟି ରେ ପଶିଗଲା! ଏହିପରି ଭାବରେ ସୀଷରା ମୃତକ୍ସ୍ଟ୍ଯ ବରଣ କଲା।
21 Sísera estava muito cansado e caiu num sono profundo. Aí Jael pegou um martelo e uma estaca da barraca, entrou de mansinho e fincou a estaca na cabeça dele, na fonte. A estaca atravessou a cabeça e entrou na terra. E ele morreu.
22 ଠିକ୍ ଏହାପରେ ବାରକ୍ ସୀଷରାକକ୍ସ୍ଟ ଖାଜେି ଖାଜେି ତମ୍ବୁ ନିକଟରେ ପହଁଞ୍ଚିଲା। ଯାୟେଲ ତମ୍ବୁରକ୍ସ୍ଟ ବାହାରକକ୍ସ୍ଟ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, ଭିତରକକ୍ସ୍ଟ ଆସନ୍ତକ୍ସ୍ଟ, ମୁ ତୁମ୍ଭକୁ ଦଖାଇବେି ତୁମ୍ଭେ ଯେଉଁ ଲୋକକୁ ଖାଜେକ୍ସ୍ଟଅଛା ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକକ୍ସ୍ଟ ପ୍ରବେଶ କଲା! ସଠାେରେ ସେ ତମ୍ବୁ ଖକ୍ସ୍ଟଣ୍ଟ ମକ୍ସ୍ଟଣ୍ତ ରେ ପଶି ମୃତକ୍ସ୍ଟ୍ଯବରଣ କରିଥିବା ସୀଷରାର ମୃତ ଶରୀର ପଡିଥିବାର ସେ ପାଇଲା।
22 Quando Baraque chegou, perseguindo Sísera, Jael saiu para encontrá-lo e disse: — Venha cá, e eu lhe mostro o homem que você está procurando. Então Baraque foi com ela e encontrou Sísera no chão, morto, com a estaca atravessada na cabeça.
23 ସହେିଦିନ, ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ଆଗ ରେ କିଣାନୀଯ ରାଜା ୟାବୀନକକ୍ସ୍ଟ ପରାସ୍ତ କଲେ।
23 Naquele dia Deus fez com que os israelitas derrotassem Jabim, o rei cananeu.
24 ଦିନକକ୍ସ୍ଟ ଦିନ ଇଶ୍ରାୟେଲର ଲୋକମାନେ ଅଧିକ ପରାକ୍ରମରକ୍ସ୍ଟ ପରାକ୍ରମଶାଳୀ ହେଲେ, ସମାନେେ କିଣାନୀଯ ରାଜା ୟାବିନୀକକ୍ସ୍ଟ ପରାସ୍ତ କଲେ ଏବଂ ଶଷେ ରେ ହତ୍ଯା କଲେ।
24 E eles continuaram atacando Jabim cada vez mais, até acabarem com ele.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Juízes 4, comparar traduções ou montar um estudo — tudo direto pelo WhatsApp.