Juízes 3
Oriya Bible (GL_ORIYA) vs ARC
1 ସଦାପ୍ରଭୁ ସହେି ଭୂମିର ରହିବା ପାଇଁ ସହେି ଜାତିକକ୍ସ୍ଟ ଅନକ୍ସ୍ଟମତି ଦେଲେ। ସେ ଇଶ୍ରାୟେଲର ଲୋକମାନଙ୍କୁ ଏହିପରି ପରୀକ୍ଷା କଲେ। ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରକ୍ସ୍ଟ କହେି ଜଣେ ସହେି ସମୟରେ ହରାଇବାକକ୍ସ୍ଟ କିଣାନ ଦେଶର ୟକ୍ସ୍ଟଦ୍ଧ ରେ ଲଢାଇ କରିନଥିଲେ।
1 Estas, pois, são as nações que o Senhor deixou ficar, para por elas provar a Israel, a saber, a todos os que não sabiam de todas as guerras de Canaã.
2 ତେଣୁ ସଦାପ୍ରଭୁ ସହେି ଭୂମିରକ୍ସ୍ଟ ଅନ୍ୟ ଜାତିକକ୍ସ୍ଟ କାହାକକ୍ସ୍ଟ ବିତାଡିତ କରି ନଥିଲେ। ସଦାପ୍ରଭୁ ଏହିପରି କଲେ, ଇଶ୍ରାୟେଲକକ୍ସ୍ଟ ଶିଖାଇଲେ ଯେଉଁମାନେ କିଣାନ ଦେଶ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ନଥିଲେ। ସଦାପ୍ରଭୁ ଭୂମିକକ୍ସ୍ଟ ପରିତ୍ଯାଗ କରି, ଏହି ଜାତିର ସୂଚି ଅଟେ।
2 Isso tão somente para que as gerações dos filhos de Israel delas soubessem (para lhes ensinar a guerra), pelo menos as gerações que, dantes, não sabiam disso:
3 ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବାଲ୍ହର୍ମୋନ ପର୍ବତଠାରକ୍ସ୍ଟ ହମାତ ରେ ପ୍ରବେଶିବା ପଥ ପର୍ପ୍ଯନ୍ତ ଲିବା ନୋନ ପର୍ବତ ନିବାସୀ ସମସ୍ତ କିଣାନୀଯ ସୀଦୋନୀଯ ଏବଂ ହିଦ୍ଦୀଯ ଲୋକମାନେ।
3 cinco príncipes dos filisteus, e todos os cananeus, e sidônios, e heveus, que habitavam nas montanhas do Líbano, desde o monte de Baal-Hermom até à entrada de Hamate.
4 ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ ସହେି ଜାତିଗକ୍ସ୍ଟଡିକ ଭୂମିରେ ପରିତ୍ଯାଗ କଲେ। ସଦାପ୍ରଭୁ ଦେଖିବାକକ୍ସ୍ଟ ଚାହିଁଲେ, ଯଦି ଏହି ଲୋକମାନେ ମାଶାଙ୍କେ ଦ୍ବାରା ସମାନଙ୍କେର ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁଙ୍କ ଦ୍ବାରା ଦଖାୟୋଇଥିବା ଆଦେଶଗକ୍ସ୍ଟଡିକ ମାନକ୍ସ୍ଟଛନ୍ତି।
4 Estes, pois, ficaram, para por eles o Senhor provar a Israel, para saber se dariam ouvidos aos seus mandamentos que tinha ordenado a seus pais pelo ministério de Moisés.
5 ଇଶ୍ରାୟେଲୀୟ କିଣାନୀଯ, ହିତ୍ତୀଯ, ଇ ମାରେିଯ, ପରିଷୀଯ, ହିଦ୍ଦୀଯ, ଏବଂ ୟିବକ୍ସ୍ଟଷୀଯ ସହିତ ବାସ କଲେ।
5 Habitando, pois, os filhos de Israel no meio dos cananeus, e heteus, e amorreus, e ferezeus, e heveus, e jebuseus,
6 ଇଶ୍ରାୟେଲୀୟ ସହେି ଲୋକମାନଙ୍କର ଝିଅମାନଙ୍କୁ ବିବାହ କରିବାକୁ ଆରମ୍ଭ କଲେ। ସମାନେେ ସମାନଙ୍କେର ଝିଅମାନଙ୍କୁ ସହେି ଲୋକମାନଙ୍କର ପକ୍ସ୍ଟଅମାନଙ୍କ ସହିତ ବିବାହ କରିବାକୁ ଅନକ୍ସ୍ଟମତି ଦେଲେ। ଏହା ବ୍ଯତିତ ଇଶ୍ରାୟେଲୀତ ସହେି ଲୋକମାନଙ୍କର ଦବେତାଗଣକକ୍ସ୍ଟ ପୂଜା କଲେ।
6 tomaram de suas filhas para si por mulheres e deram aos filhos deles as suas filhas; e serviram a seus deuses.
7 ସଦାପ୍ରଭୁଙ୍କ ଦୃଷ୍ଟି ରେ ଇଶ୍ରାୟେଲିର ଲୋକମାନେ ସବୁ ପ୍ରକାର କର୍ମ ରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷକ୍ସ୍ଟ ରେ ପାପ ଥିଲା। ଏବଂ ବାଲ୍ ଦେଶର ଦବେତାଗଣଙ୍କର ପୂଜା କଲେ ଏବଂ ଆଶରୋ ଏବଂ ସଦାପ୍ରଭୁଙ୍କ ବିଷଯସବୁ ପାଶୋରି ଗଲେ।
7 E os filhos de Israel fizeram o que parecia mal aos olhos do Senhor , e se esqueceram do Senhor , seu Deus, e serviram aos baalins e a Astarote.
8 ସଦାପ୍ରଭୁ କୋପ ଇଶ୍ରାୟେଲବାସୀଙ୍କ ଉପରେ ପଡିଲା। ତେଣୁ ସେ ଅରାମ ନହରଯିମର ରାଜା କୂଶନରିଶିଯାଥଯିମର ହସ୍ତ ରେ ଇଶ୍ରାୟେଲବାସୀଙ୍କକ୍ସ୍ଟ ପରାସ୍ତ କଲେ। ତେଣୁ ଇଶ୍ରାୟେଲବାସୀମାନେ ଆଠବର୍ଷ ପର୍ୟ୍ଯନ୍ତ ତାଙ୍କର ସବୋ କଲେ।
8 Então, a ira do Senhor se acendeu contra Israel, e ele os vendeu em mão de Cusã-Risataim, rei da Mesopotâmia; e os filhos de Israel serviram a Cusã-Risataim durante oito anos.
9 ଏହାପରେ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସମାନଙ୍କେୁ ସାହାୟ୍ଯ ଓ ରକ୍ଷା କରିବା ପାଇଁ ସଦାପ୍ରଭୁ ଏକ ଲୋକ ପଠାଇଲେ। ସହେି ଲୋକର ନାମ ଥିଲା ଅତ୍ନୀଯଲେ। ସେ ଥିଲେ କାଲବଙ୍କେର ସାନ ଭାଇ କନସରର ପକ୍ସ୍ଟତ୍ର।
9 E os filhos de Israel clamaram ao Senhor , e o Senhor levantou aos filhos de Israel um libertador, e os libertou: Otniel, filho de Quenaz, irmão de Calebe, mais novo do que ele.
10 ସଦାପ୍ରଭୁଙ୍କର ଆତ୍ମା ତାଙ୍କଠା ରେ ପ୍ରବେଶ କଲାରକ୍ସ୍ଟ, ସେ ଇଶ୍ରାୟେଲର ଲୋକମାନଙ୍କର ବିଗ୍ଭର କଲେ, ଓ ୟକ୍ସ୍ଟଦ୍ଧ କରିବାକୁ ଆଗଇେ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିଯାଥଯିମକକ୍ସ୍ଟ ଅରାମୀଯର ରାଜାଙ୍କକ୍ସ୍ଟ ହରାଇବା ରେ ଅତ୍ନୀଯଲଙ୍କେ ସାହାୟ୍ଯ କରିଥିଲେ ଓ ସେ ତାଙ୍କୁ ଆଯତ କଲେ।
10 E veio sobre ele o Espírito do Senhor , e julgou a Israel e saiu à peleja; e o Senhor deu na sua mão a Cusã-Risataim, rei da Síria; e a sua mão prevaleceu contra Cusã-Risataim.
11 ଅତଯବ, ଗ୍ଭଳିଷ ବର୍ଷ ପାଇଁ ସହେି ଭୂମି ଶାନ୍ତି ରେ ରହିଲା। କନ୍ସର ପକ୍ସ୍ଟତ୍ର ଅତ୍ନୀଯଲେ ମୃତକ୍ସ୍ଟ୍ଯବରଣ କଲା ପର୍ୟ୍ଯନ୍ତ।
11 Então, a terra sossegou quarenta anos; e Otniel, filho de Quenaz, faleceu.
12 ଏହାପରେ ଇଶ୍ରାୟେଲର ଲୋକମାନେ ସହେିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମାୟୋବର ରାଜା ଶକ୍ତିଶାଳୀ ଇଶ୍ରାୟେଲର ଲୋକମାନଙ୍କୁ ହରାଇବାକକ୍ସ୍ଟ ତିଆରି କଲେ।
12 Porém os filhos de Israel tornaram a fazer o que parecia mal aos olhos do Senhor ; então, o Senhor esforçou a Eglom, rei dos moabitas, contra Israel, porquanto fizeram o que parecia mal aos olhos do Senhor .
13 ରାଜା ସେ ଅମ୍ମୋନ୍ ଓ ଅମାଲକେ ସହିତ ସଂୟକ୍ସ୍ଟକ୍ତ ତିଆରି କଲେ। ସମାନେେ ଇଶ୍ରାୟେଲକକ୍ସ୍ଟ ଆକ୍ରମଣ କଲେ। ସମାନେେ ଇଶ୍ରାୟେଲୀମାନଙ୍କୁ ପରାସ୍ତ କଲେ ଏବଂ ଖଜର୍କ୍ସ୍ଟର (ଯିରିହାେ) ରକ୍ସ୍ଟ ତଡି ଦେଲେ। ଏବଂ ଇଶ୍ରାୟେଲମାନଙ୍କୁ ଖଜର୍କ୍ସ୍ଟରପକ୍ସ୍ଟରର ସହରକକ୍ସ୍ଟ ଅଧିକାର କଲେ।
13 E ajuntou consigo os filhos de Amom e os amalequitas, e foi, e feriu a Israel, e tomaram a cidade das Palmeiras.
14 ମାୟୋବଙ୍କର ରାଜା ଇଲ୍ଲୋନ ଇଶ୍ରାୟେଲ ଉପରେ ଅଠର ବର୍ଷ ଶାସନ କଲେ।
14 E os filhos de Israel serviram a Eglom, rei dos moabitas, dezoito anos.
15 ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କକ୍ସ୍ଟ ପଠାଇଲେ। ସହେି ଲୋକ ଜଣଙ୍କ ଥିଲେ ଏହୂଦ୍। ଏହକ୍ସ୍ଟଦ୍ ଥିଲେ ବିନ୍ଯାମିନୀଯ ପରିବାରବର୍ଗର ଗରୋର ପକ୍ସ୍ଟତ୍ର। ତାଙ୍କର ବାମହାତ ରେ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହାଇେଥିଲେ। ଇଶ୍ରାୟେଲ ଲୋକମାନେ ତାଙ୍କଦ୍ବାରା ମାୟୋବୀଯର ରାଜା ଇଲ୍ଲୋନଙ୍କ ନିକଟକକ୍ସ୍ଟ ଭଟେି ପଠାଇଲେ।
15 Então, os filhos de Israel clamaram ao Senhor , e o Senhor lhes levantou um libertador: Eúde, filho de Gera, benjamita, homem canhoto. E os filhos de Israel enviaram pela sua mão um presente a Eglom, rei dos moabitas.
16 ଏହକ୍ସ୍ଟଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ର୍ଦୈଘ୍ଯ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ବିଧାର ବିଶିଷ୍ଟ ଥିଲା। ଏହାକକ୍ସ୍ଟ ତାଙ୍କର ଦକ୍ଷିଣ ଜଂଘ ରେ ବସ୍ତ୍ର ଭିତ ରେ ବାନ୍ଧି କଖିଲେ।
16 E Eúde fez uma espada de dois fios, do comprimento de um côvado, e cingiu-a por debaixo das suas vestes, à sua coxa direita.
17 ତେଣୁ ସେ ମାୟୋବୀଯ ରାଜା ଇଗ୍ଲୋନ୍ ନିକଟକକ୍ସ୍ଟ ସହେି ଉପହାର ନେଲେ। ଇଗ୍ଲୋନ୍ ବଡ ମାଟେ ଲୋକ ଥିଲେ।
17 E levou aquele presente a Eglom, rei dos moabitas; e era Eglom homem mui gordo.
18 ସେ ଭଟେୀ ନଇେସାରିବା ପରେ ସହେି ଉପହାର ବହନ କରିଥିବା ଲୋକମାନଙ୍କୁ ସଠାେରକ୍ସ୍ଟ ପଠାଇ ଦେଲେ। ସମାନେେ ରାଜା ପ୍ରାସାଦଠାରକ୍ସ୍ଟ ଗଲେ।
18 E sucedeu que, acabando de entregar o presente, despediu a gente que trouxera o presente.
19 ଏହୂଦ୍ ଜାଣିଲେ ଏବଂ ପକ୍ସ୍ଟର୍ତ୍ତୀ ନିକଟ ଗିଲଗଲସ୍ଥକକ୍ସ୍ଟ ଗଲେ, ତା'ପରେ ସେ ଫରେି ଆସି ରାଜାଙ୍କକ୍ସ୍ଟ ଭଟେି ଏହୂଦ୍ କହିଲେ, ମୁ ଆପଣାଙ୍କ ପାଇଁ ଏକ ଗକ୍ସ୍ଟଲ୍ଗ ଖବର ଆଣିଛି।
19 Porém voltou do ponto em que estão as imagens de escultura, ao pé de Gilgal, e disse: Tenho uma palavra secreta para ti, ó rei. Este disse: Cala-te. E todos os que lhe assistiam saíram de diante dele.
20 ଏହୂଦ୍ ରାଜାଙ୍କ ନିକଟକକ୍ସ୍ଟ ଗଲେ। ସହେି ସମୟରେ, ଇଲ୍ଲୋନ ଉଚ୍ଚ ସିଂହାସନ ମଂଚ ଉପରେ ବସିଥିଲେ, ଏହା କବଳେ ତାଙ୍କର ଥିଲା।
20 E Eúde entrou num cenáculo fresco, que o rei tinha para si só, onde estava assentado, e disse Eúde: Tenho para ti uma palavra de Deus. E levantou-se da cadeira.
21 ଯଟେେ ବେଳେ ରାଜା ଉଠି ପଡିଲେ, ଏହୂଦ୍ ତାଙ୍କର ବାମ ହାତ ରେ ବ୍ଯବହୃତ ଖଣ୍ତା ବାହାର କଲେ ଦକ୍ଷିଣ ଜଂଘରକ୍ସ୍ଟ ଏବଂ ରାଜାଙ୍କର ପଟେ ରେ ଭୂଷି ଦେଲେ।
21 Então, Eúde estendeu a sua mão esquerda, e lançou mão da espada da sua coxa direita, e lha cravou no ventre,
22 ଏହୂଦ୍ ତାଙ୍କ ପଟେ ରେ ଖଡ୍ଗ ପକ୍ସ୍ଟରାଇଲା ବେଳେ, ତାଙ୍କର ଖଡ୍ଗ ସହିତ ମକ୍ସ୍ଟଠା ମଧ୍ଯ ପଶିଗଲା। ଚର୍ବି ସଐକ୍ସ୍ଟର୍ଣ୍ଣ ଖଣ୍ତା ରେ ଲାଗି ରହିଥିଲା। ଏହୂଦ୍ ଖଡ୍ଗ ବାହାର କଲେ ନାହିଁ। ଇଲ୍ଲୋନ ଖଡ୍ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବକ୍ସ୍ଟଜକ୍ସ୍ଟଳା ଉପରକ୍ସ୍ଟ ହରାଇଥିଲା ଏବଂ ମଳ ପଦାକକ୍ସ୍ଟ ବାହାରି ଆସିଥିଲା।
22 de tal maneira que entrou até à empunhadura após a folha, e a gordura encerrou a folha (porque não tirou a espada do ventre); e saiu-lhe o excremento.
23 ଏହାପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସମାନଙ୍କେୁ ତାଲା ପକାଇ ଦେଲେ। ତା'ପରେ ସେ ରାଜାଙ୍କର ସିଂହାସନ ଘର ଆଡକକ୍ସ୍ଟ ଅଗ୍ରସର ହେଲେ ଏବଂ ନିମ୍ନ ରେ ଥିବା ନିଜ ପାଇଖାନା ରେ ପ୍ରବେଶ କଲେ।
23 Então, Eúde saiu à sala, e cerrou sobre ele as portas do cenáculo, e as fechou.
24 ତାହାପରେ ଏହୂଦ୍ ମୂଖ ଛାଡିଲେ ଏବଂ ଏଲ୍ଲୋନର ଦାସମାନେ ଆସିଲେ। ଯେତବେେଳେ ସେ ଦେଖିଲେ ରାଜାଙ୍କ ସିଂହାସନ ଘରର ଫାଟକ ବନ୍ଦ ହାଇେଥିଲା, ଦାସମାନେ କହିଲେ, ରାଜା ତାଙ୍କର ନିଜର କୋଠରି ମଧିଅରେ ଆରାମ ନେଉଛନ୍ତି।
24 E, saindo ele, vieram os seus servos e viram, e eis que as portas do cenáculo estavam fechadas; e disseram: Sem dúvida está cobrindo seus pés na recâmara do cenáculo fresco.
25 ତେଣୁ ସମାନେେ ସଠାେରେ ବହକ୍ସ୍ଟତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗକ୍ସ୍ଟଡିକ ଆଦୌ ଖାଲିେଲା ନାହିଁ। ସର୍ବଶଷେ ରେ ଦାସମାନେ ସମାନଙ୍କେର ର୍ଧୈୟ୍ଯ ହରାଇଲେ। ସମାନେେ ସେ ଗ୍ଭବି ପାଇଲେ କବାଟ ଖାଲିେଲେ ଓ ଭିତ ରେ ପ୍ରବେଶ କଲେ। ସଠାେରେ ସମାନେେ ଚଟାଣ ଉପରେ ରାଜା ମରି ପଡିଥିବାର ସମାନେେ ପାଇଲେ।
25 E, esperando até se enfastiarem, eis que não abriu as portas do cenáculo; então, tomaram a chave e abriram, e eis seu senhor estendido morto em terra.
26 ଦାସମାନେ ରାଜାଙ୍କ ପାଇଁ ସଠାେରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ୍ ସେ ସ୍ଥାନ ଛାଡି ପଳାଇଗଲେ। ଏହୂଦ୍ ମୂର୍ତ୍ତି ବାଟଦଇେ ସିଯୀରାକକ୍ସ୍ଟ ପଳାଇଗଲେ।
26 E Eúde escapou enquanto eles se demoraram; porque ele passou pelas imagens de escultura e escapou para Seirá.
27 ଏହୂଦଦ୍ ଯେତବେେଳେ ସିଯୀରା ରେ ପହଁଞ୍ଚିଲେ, ସେ ଇଫ୍ରଯିମ ପର୍ବତମଯ ଦେଶ ରେ ତୂରୀ ବଜାଇଲେ। ଇଶ୍ରାୟେଲ ସନ୍ତାନଗଣ ତୂରୀର ଶଦ୍ଦଶକ୍ସ୍ଟଣି ପର୍ବତରକ୍ସ୍ଟ ଓହ୍ଲାଇ ଆସିଲେ। ଏହୂଦ୍ ସମାନଙ୍କେର ନତେୃତ୍ବ ନେଲେ।
27 E sucedeu que, entrando ele, tocou a buzina nas montanhas de Efraim; e os filhos de Israel desceram com ele das montanhas, e ele adiante deles.
28 ଏହୂଦ୍ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ କହିଲେ, ମାେତେ ଅନକ୍ସ୍ଟସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତୃ ମାଯାେବୀଯ ଲୋକମାନଙ୍କୁ, ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିଅଛନ୍ତି।
28 E disse-lhes: Segui-me, porque o Senhor vos tem dado a vossos inimigos, os moabitas, na vossa mão; e desceram após ele, e tomaram os vaus do Jordão a Moabe, e a nenhum deixaram passar.
29 ଇଶ୍ରାୟେଲର ଲୋକମାନେ ମାୟୋବର 10,000 ସାହାସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ଯା କଲେ। କୌଣସି ଗୋଟିଏ ହେଲେ ମାୟୋବର ଲୋକଙ୍କକ୍ସ୍ଟ ପଳାଇ ୟିବାକକ୍ସ୍ଟ ସମାନେେ ଦେଲେ ନାହିଁ।
29 E, naquele tempo, feriram dos moabitas uns dez mil homens, todos corpulentos e todos homens valorosos; e não escapou nenhum.
30 ଏହିପରି ମାୟୋବ ସହେିଦିନ ଇଶ୍ରାୟେଲ ଅଧିନ ରେ ବଶିଭୂତ ହେଲା। ତେଣୁ ଦେଶ ଅଶି ବର୍ଷ ପର୍ୟ୍ଯନ୍ତ ଶାନ୍ତି ରେ ରହିଲା।
30 Assim foi subjugado Moabe, naquele dia, debaixo da mão de Israel; e a terra sossegou oitenta anos.
31 ଏହୂଦ୍ଙ୍କ ପରେ ଇଶ୍ରାୟେଲମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶମ୍ଗାର, ଅନାତର ପକ୍ସ୍ଟତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କକ୍ସ୍ଟ ଗୋକଣ୍ଟକ ପଞ୍ଚମ ଦ୍ବାରା ହତ୍ଯା କଲେ। ସେ ଇଶ୍ରାୟେଲକକ୍ସ୍ଟ ମଧ୍ଯ ରକ୍ଷା କଲେ।
31 Depois dele, foi Sangar, filho de Anate, que feriu seiscentos homens dos filisteus com uma aguilhada de bois; e também ele libertou a Israel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 3, comparar traduções ou montar um estudo — tudo direto pelo WhatsApp.