Juízes 2

Oriya Bible (GL_ORIYA) vs BKJ

Sair da comparação
1 ସଦାପ୍ରଭୁଙ୍କର ଦୂତ ଗିଲ୍ଗଲ୍ର ନଗରରକ୍ସ୍ଟ ବୋଖୀମକକ୍ସ୍ଟ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତଙ୍କ ଇଶ୍ରାୟେଲବାସୀଙ୍କକ୍ସ୍ଟ ନିମ୍ନଲିଖିତ ବାର୍ତ୍ତା ଦେଲେ, ମୁ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ଆଣିଲି। ମୁ ଯେଉଁ ଭୂମି ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି, ତାହା ମୁ ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁ କହିଲିକ ଯେ, ମୁ ତୁମ୍ଭମାନଙ୍କ ସହିତ ଚକ୍ସ୍ଟକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ।
1 E um anjo do SENHOR subiu de Gilgal para Boquim, e disse: Eu vos fiz sair da terra do Egito, e vos trouxe para a terra que jurei aos vossos pais; e eu disse: Eu jamais romperei o meu pacto convosco.
2 କିନ୍ତୁ ଏହାର ପ୍ରତି ବଦଳ ରେ ତୁମ୍ଭମାନେେ ସହେି ଦେଶ ରେ ଲୋକମାନଙ୍କ ସହିତ କୌଣସି ନିଯମ କରିବା ଉଚିତ୍ ନକ୍ସ୍ଟହଁ। ତୁମ୍ଭମାନେେ ସମାନଙ୍କେର ୟଜ୍ଞଦବେୀ ସବୁ ଭାଙ୍ଗି ପକାଇବ। ମୁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭମାନେେ କୌଣସି କର୍ଣର୍‌ଣପାତ କଲନାହିଁ।
2 E vós não fareis pacto com os habitantes desta terra; poreis abaixo os seus altares; mas vós não obedecestes a minha voz. Por que fizestes isso?
3 ବର୍ତ୍ତମାନ ମୁ ତୁମ୍ଭକୁ ଏହିକଥା କହକ୍ସ୍ଟଛି, 'ମୁ କବେେ ଅନ୍ୟ ଲୋକମାନଙ୍କୁ ଏହି ଦେଶରକ୍ସ୍ଟ ବିତାଡିତ କରିବି ନାହିଁ। ଏହି ଲୋକମାନେ ଭବିଷ୍ଯତ ରେ ତୁମ୍ଭର ଏକ ସମସ୍ଯା ହବେେ। ସମାନେେ ତକ୍ସ୍ଟମ୍ଭ ପ୍ରତି ଫାନ୍ଦ ସ୍ବରୂପ ହବେେ ଓ ସମାନଙ୍କେର ଦବେତାଗଣ ତୁମ୍ଭମାନଙ୍କ ପାଇଁ କଣ୍ଟା ସ୍ବରୂପ ହବେେ।'
3 Pelo que eu também disse: Eu não os expulsarei de diante de vós, mas eles serão como espinhos nos vossos lados, e os seus deuses serão uma armadilha para vós.
4 ଯେତବେେଳେ ସଦାପ୍ରଭୁଙ୍କ ଦୂତ ଏହିକଥା ଇଶ୍ରାୟେଲବାସୀଙ୍କକ୍ସ୍ଟ କହିଲେ, ସମାନେେ ଉଚ୍ଚସ୍ବର ରେ ରୋଦନ କଲେ।
4 E sucedeu que, quando o anjo do SENHOR disse estas palavras para todos os filhos de Israel, o povo ergueu sua voz e chorou.
5 ତେଣୁ ଇଶ୍ରାୟେଲର ଲୋକମାନେ ସ୍ଥାନର ନାମ ରଖିଲେ ବୋଖୀମ୍। ଏହି ବୋଖୀମଠା ରେ ଇଶ୍ରାୟେଲ ବାସୀମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସଠାେରେ ବଳିଦାନ କଲେ।
5 E deram àquele lugar o nome de Boquim; e ali sacrificaram ao SENHOR.
6 ଏହାପରେ ୟିହୋଶୂଯ ସମସ୍ତଙ୍କକ୍ସ୍ଟ ଗୃହକକ୍ସ୍ଟ ୟିବା ପାଇଁ କହିଲେ। ଏବଂ ଇଶ୍ରାୟେଲର ପରିବାରବର୍ଗ ସମାନଙ୍କେର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକକ୍ସ୍ଟ ଗଲେ।
6 E quando Josué havia deixado o povo partir, os filhos de Israel foram, cada qual para a sua herança, para tomar posse da terra.
7 ଇଶ୍ରାୟେଲର ଲୋକମାନେ ଯିହାଶୂେୟ ବଞ୍ଚିଥିବା ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ସବୋ କଲେ। ସମାନେେ ସଦାପ୍ରଭୁଙ୍କ ସବୋ ଅବ୍ଯାହତ ରଖିଲେ, ଯିହାଶୂେୟଙ୍କ ମୃତକ୍ସ୍ଟ୍ଯପରେ ଥିବା ସମାନଙ୍କେର ପ୍ରାଚୀନବର୍ଗ ଜୀବିତ ଥିବା ପର୍ୟ୍ଯନ୍ତ। ଇଶ୍ରାୟେଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ୟ୍ଯ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ଯକ୍ତିମାନେ ଦେଖିଥିଲେ।
7 E o povo serviu ao SENHOR todos os dias de Josué, e todos os dias dos anciãos que viveram além de Josué, os quais haviam visto todas as grandes obras que o SENHOR fez por Israel.
8 ନୂନର ପକ୍ସ୍ଟତ୍ର ଯିହାଶୂେୟ ସଦାପ୍ରଭୁଙ୍କର ସବେକ 110 ବର୍ଷ ରେ ମୃତକ୍ସ୍ଟ୍ଯ ବରଣ କଲେ।
8 E Josué, filho de Num, o servo do SENHOR, faleceu, tendo cento e dez anos de idade.
9 ଇଶ୍ରାୟେଲର ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କବର ଦେଲେ। ସମାନେେ ଗାଶ ପର୍ବତର ଉତ୍ତର ପାଶର୍‌ବ ରେ ଇଫ୍ରଯିମ ପର୍ବତମଯ ଦେଶସ୍ଥ ତିମ୍ନତ୍ ହରେସ ରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।
9 E o sepultaram no termo da sua herança em Timnate-Heres, no monte de Efraim, no lado norte da colina de Gáas.
10 ଏହାପରେ ପୂରା ପିଢି ମୃତ ହେଲା ଏବଂ ପର ପିଢି ସମାନଙ୍କେର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସମାନେେ ଜାଣିଲେ ନାହିଁ ଇଶ୍ରାୟେଲର ଲୋକମାନଙ୍କର କ'ଣ ସେ କଲେ।
10 E também toda aquela geração foi reunida aos seus pais; e eis que se levantou outra geração depois deles que não conhecia o SENHOR, tampouco as obras que ele havia feito por Israel.
11 ଏହାପରେ ଇଶ୍ରାୟେଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ସହେିପରି କାର୍ୟ୍ଯ କଲେ। ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ବାଲ୍- ଦବେତାଙ୍କୁ ପୂଜା କଲେ।
11 E os filhos de Israel fizeram o mal à vista do SENHOR, e serviram Baalim;
12 ସଦାପ୍ରଭୁ ମିଶରରକ୍ସ୍ଟ ସହେି ଲୋକମାନଙ୍କୁ ଇଶ୍ରାୟେଲକକ୍ସ୍ଟ ଆଣିଥିଲେ। ଏବଂ ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସବୋ କରୁଥିଲେ। କିନ୍ତୁ ଏହାପରେ ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ଦବେତାଙ୍କୁ ସବୋ କରିବାକୁ ଲାଗିଲେ, ଯେଉଁମାନେ ସମାନଙ୍କେ ଚତଃପାଶର୍‌ବ ରେ ରହକ୍ସ୍ଟଥିଲେ। ଏହା ସଦାପ୍ରଭୁଙ୍କର କୋରଧ ଉତ୍ପନ୍ନ କଲା।
12 e eles abandonaram o SENHOR Deus dos seus pais, que lhes tirou da terra do Egito, e seguiram outros deuses, os deuses do povo que estava ao seu redor, e se inclinaram diante deles, e provocaram a ira do SENHOR.
13 ଇଶ୍ରାୟେଲବାସୀମାନେ ସଦାପ୍ରଭୁଙ୍କୁ ତ୍ଯାଗ କଲେ ଏବଂ ମିଥ୍ଯାବାଦୀ ବାଲ୍ଦବେ ଓ ଅଷ୍ଟାରୋତ ଦବେତାଗଣଙ୍କକ୍ସ୍ଟ ପୂଜା କରିବାକୁ ଲାଗିଲେ।
13 E eles abandonaram o SENHOR, e serviram Baal e Astarote.
14 ସଦାପ୍ରଭୁ ଇଶ୍ରାୟେଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ବର ଲକ୍ସ୍ଟସ୍ଖନକାରୀମାନଙ୍କୁ ସମାନଙ୍କେ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଲକ୍ସ୍ଟସ୍ଖନ କଲେ। ସଦାପ୍ରଭୁ ସମାନଙ୍କେର ଚତକ୍ସ୍ଟଃପାଶର୍‌ବ ରେ ଥିବା ଶତୃମାନଙ୍କୁ ସାହାୟ୍ଯ କଲେ, ସମାନଙ୍କେୁ ହରାଇବାକକ୍ସ୍ଟ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କ ବିରକ୍ସ୍ଟଦ୍ଧରକ୍ସ୍ଟ ନିଜକକ୍ସ୍ଟ ରକ୍ଷା କରିପାରିଲେ ନାହିଁ।
14 E a ira do SENHOR se acendeu contra Israel, e ele os entregou nas mãos de espoliadores que os espoliaram, e ele os vendeu às mãos dos seus inimigos ao redor, de modo que eles não conseguiram mais ficar de pé diante dos seus inimigos.
15 ଯେତବେେଳେ ଇଶ୍ରାୟେଲବାସୀମାନେ ୟକ୍ସ୍ଟଦ୍ଧକକ୍ସ୍ଟ ବାହାରିଲେ, ସେତବେେଳେ ସମାନେେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସମାନଙ୍କେ ପାଶର୍‌ବ ରେ ନ ଥିଲେ। ସମାନଙ୍କେୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସମାନେେ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଥିବା ଦବେତାମାନଙ୍କୁ ପୂଜା କରନ୍ତି, ତବେେ ସମାନେେ ୟକ୍ସ୍ଟଦ୍ଧ ରେ ହାରିବେ। ଅତଯବ, ଲୋକମାନେ ଅତିଶଯ ଅସକ୍ସ୍ଟବିଧା ଭୋଗ କଲେ।
15 Onde quer que eles fossem, a mão do SENHOR era contra eles para o mal, como o SENHOR havia dito, e como o SENHOR lhes havia jurado; e eles ficavam sobremaneira aflitos.
16 ଏହାପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ସମାନଙ୍କେ ଉପରେ ନିୟକ୍ସ୍ଟକ୍ତି କଲେ। ଏବଂ ସହେି ବିଗ୍ଭରକର୍ତ୍ତାଗଣ, ସମାନଙ୍କେର ଧନସଐତ୍ତି ଯେଉଁମାନେ ନଇେଥିଲେ, ସହେି ଶତୃମାନଙ୍କ ହାତରକ୍ସ୍ଟ ସମାନଙ୍କେୁ ଉଧାର କଲେ।
16 Todavia, o SENHOR levantou juízes, que os livraram da mão daqueles que os espoliavam.
17 କିନ୍ତୁ ଇଶ୍ରାୟେଲର ଲୋକମାନେ, ସମାନଙ୍କେର ବିଗ୍ଭର କର୍ତ୍ତାଗଣଙ୍କ କଥାକକ୍ସ୍ଟ ଶୁଣିଲେ ନାହିଁ। ମାତ୍ର ସମାନେେ ଅନ୍ୟ ଦବେତାଗଣଙ୍କ ପଛ ରେ ବେଶ୍ଯାପରି ଗଲେ ଓ ପ୍ରଣାମ କଲେ। ସମାନେେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସମାନଙ୍କେର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳ ରେ ସମାନେେ ସେ ପଥରକ୍ସ୍ଟ ଶୀଘ୍ର ବିମକ୍ସ୍ଟଖ ହେଲେ।
17 E, ainda assim, eles não quiseram dar ouvidos aos seus juízes, porém se prostituíram após outros deuses, e diante deles se inclinaram; eles se desviaram rapidamente do caminho no qual andaram os seus pais, obedecendo os mandamentos do SENHOR; mas eles não fizeram assim.
18 ସଦାପ୍ରଭୁ ଯେତବେେଳେ ସମାନଙ୍କେ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କକ୍ସ୍ଟ ବାଛିଲେ, ସେ ତାଙ୍କ ସଙ୍ଗ ରେ ଥିଲେ ଓ ସେ ସମାନଙ୍କେୁ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ୟ୍ଯନ୍ତ ସମାନଙ୍କେର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ହେଲେ, ଯେପରି ସମାନେେ ଦକ୍ସ୍ଟଃଖ ଓ ତାଡନା ରେ ଆସକ୍ତ ଥିଲେ।
18 E, quando o SENHOR lhes levantava juízes, o SENHOR era com o juiz, e os livrava da mão dos seus inimigos durante todos os dias do juiz; pois se arrependia o SENHOR diante dos seus gemidos por causa daqueles que os oprimiam e os atormentavam.
19 କିନ୍ତୁ ଏହାପରେ ପ୍ରେତ୍ୟକକ ବିଗ୍ଭରକର୍ତ୍ତାଙ୍କ ମୃତକ୍ସ୍ଟ୍ଯପରେ, ଇଶ୍ରାୟେଲର ଲୋକମାନେ ପକ୍ସ୍ଟଣିଥରେ ଦକ୍ସ୍ଟର୍ନୀତିଗ୍ରସ୍ଥ ହେଲେ। ସମାନେେ ସମାନଙ୍କେର ପୂର୍ବପୁରୁଷଙ୍କଠାରକ୍ସ୍ଟ ଅତି ମନ୍ଦ ବ୍ଯବହାର କଲେ। ସମାନେେ ମିଥ୍ଯାବାଦୀ ଦବେତାଙ୍କୁ ଅନକ୍ସ୍ଟସରଣ କଲେ ଓ ପୂଜା ଆରଧନା କଲେ। ସମାନେେ ସମାନଙ୍କେର ମନ୍ଦ ବିଗ୍ଭର କିମ୍ବା ସମାନଙ୍କେର ଜିଦିଖୋର ବଦଳାଇଲେ ନାହିଁ।
19 E, sucedia que, quando o juiz morria, eles retornavam e se corrompiam mais do que os seus pais, ao seguirem outros deuses para servi-los, e ao se inclinarem diante deles; eles não abandonaram os seus próprios feitos, nem o seu caminho obstinado.
20 ତେଣୁ ସଦାପ୍ରଭୁ ଇଶ୍ରାୟେଲବାସୀମାନଙ୍କ ଉପରେ କ୍ଷକ୍ସ୍ଟବ୍ଧ ହେଲେ। ଏବଂ ସେ କହିଲେ, ମୁ ଯେଉଁ ନିଯମ ତାଙ୍କ ପୂର୍ବପୁରୁଷଙ୍କ ସହିତ କରିଥିଲି, ଏହା ଜାତି ତାହା ଉଲଙ୍ଘନ କରିଛି। ସମାନେେ ମାରେ କଥା ଶୁଣିଲେ ନାହିଁ।
20 E a ira do SENHOR se acendeu contra Israel; e ele disse: Porque este povo transgrediu o meu pacto, o qual ordenei aos seus pais, e não tem atentado à minha voz;
21 ତେଣୁ ଯିହାଶୂେୟଙ୍କ ମରଣ କାଳ ରେ ଅବଶିଷ୍ଠ ଭୂମିକକ୍ସ୍ଟ ମୁ ଆଉ କବେେ କୌଣସି ଦେଶକକ୍ସ୍ଟ ତଡିବି ନାହିଁ।
21 Eu, doravante, também não expulsarei de diante deles nenhuma das nações que Josué deixou quando morreu;
22 ମୁ ଏହି ଜାତି ଦ୍ବାରା ଇଶ୍ରାୟେଲକକ୍ସ୍ଟ ପରୀକ୍ଷା କରିବି, ଦେଖ, ୟଦ,ି ସମାନେେ ସଦାପ୍ରଭୁଙ୍କ ଆଜ୍ଞା ମାନିବେ, ଯମେିତି ତାଙ୍କର ପୂର୍ବପୁରୁଷମାନେ କରିଥିଲେ।
22 para que, por seu intermédio, eu possa provar a Israel, se guardará, ou não, o caminho do SENHOR para nele andar, como o guardaram os seus pais.
23 ତେଣୁ ସଦାପ୍ରଭୁ ସହେି ଜାତିକକ୍ସ୍ଟ ଭୂମିରେ ରହିବା ପାଇଁ ଅନକ୍ସ୍ଟମତି ଦେଲେ। ସେ ସମାନଙ୍କେୁ ଜବରଦସ୍ତ ଶିଘ୍ର ଦେଶ ପରିତ୍ଯାଗ କଲେ ନାହିଁ, ଅଥବା ଯିହାଶୂେୟଙ୍କ ହସ୍ତ ରେ ସମର୍ପଣ କଲେ ନାହିଁ।
23 Portanto, o SENHOR deixou aquelas nações, sem as expulsar apressadamente; nem as entregou na mão de Josué.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Juízes 2, comparar traduções ou montar um estudo — tudo direto pelo WhatsApp.