Juízes 20
Oriya Bible (GL_ORIYA) vs NVT
1 ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।
1 Então todos os israelitas se uniram como um só homem, desde Dã, ao norte, até Berseba, ao sul, incluindo os que moravam na terra de Gileade. A comunidade toda se reuniu na presença do S enhor , em Mispá.
2 ଇଶ୍ରାୟେଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସଠାେରେ ଏକତ୍ରୀତ ହେଲେ। ପରମେଶ୍ବରଙ୍କ ଲୋକଗଣର ସହେି ସମାଜ ରେ ରହିଲେ। ଖଡ୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 4,00,000।
2 Os líderes de todo o povo e todas as tribos de Israel, quatrocentos mil guerreiros armados com espadas, tomaram seus lugares na reunião sagrada do povo de Deus.
3 ବିନ୍ଯାମୀନୀଯ ପରିବାରବର୍ଗର ଲୋକମାନେ ଶୁଣିବାକୁ ପାଇଲେ ଯେ ଇଶ୍ରାୟେଲର ସମସ୍ତ ଲୋକ ମିସ୍ପୀ ରେ ଏକତ୍ରୀତ ହାଇେଛନ୍ତି। ଇଶ୍ରାୟେଲର ଲୋକମାନେ କହିଲେ, ଆମ୍ଭମାନଙ୍କୁ କକ୍ସ୍ଟହ ଏପରି ଭୟଙ୍କର ଅବସ୍ଥା କିପରି ହେଲା?
3 Logo chegou à terra de Benjamim a notícia de que as outras tribos haviam subido a Mispá. E os israelitas se perguntaram: “Como esse crime horrível pôde acontecer?”.
4 ଲବେୀୟ ଲୋକ, ୟିଏକି ହତ୍ଯା କରାୟାଇଥିବା ସ୍ତ୍ରୀ ଲୋକର ପ୍ରଭକ୍ସ୍ଟ, ସମାନଙ୍କେୁ କହିଲା, ଯାହା ସମାନଙ୍କେ ପାଇଁ ଘଟିୟାଇଥିଲା। ସେ କହିଲା, ମାରେ ଉପପତ୍ନୀ ଏବଂ ମୁ ସହେି ବିନ୍ଯାମୀନୀଯ ଦେଶକକ୍ସ୍ଟ ୟାଇଥିଲକ୍ସ୍ଟ। ଆମ୍ଭମାନେେ ସଠାେରେ ରାତ୍ରି ୟାପନ କଲକ୍ସ୍ଟ।
4 O levita, marido da mulher assassinada, disse: “Minha concubina e eu chegamos para passar a noite em Gibeá, cidade da tribo de Benjamim.
5 କିନ୍ତୁ ସହେି ରାତ୍ରି ରେ ଗିବିଯାର ଅଧିପତି ସଠାେକକ୍ସ୍ଟ ଆସିଲେ। ଯେଉଁଠା ରେ ମୁ ରହକ୍ସ୍ଟଥିଲି। ସମାନେେ ସେ ଗୃହକକ୍ସ୍ଟ ଘରେିଗଲେ। ଏବଂ ସମାନେେ ଚାହିଁଲେ ମାେତେ ମାରିଦବୋ ପାଇଁ ସମାନେେ ମାରେ ଉପପତ୍ନୀଙ୍କକ୍ସ୍ଟ ଧର୍ଷଣ କଲେ। ଏବଂ ସେ ମରିଗଲା।
5 Naquela noite, alguns dos líderes da cidade cercaram a casa com a intenção de me matar, e violentaram minha concubina até ela morrer.
6 ତେଣୁ ମୁ ମାରେ ଉପପତ୍ନୀଙ୍କକ୍ସ୍ଟ ଗୃହକକ୍ସ୍ଟ ନଇେ ଆସିଲି ଏବଂ ତାକକ୍ସ୍ଟ କାଟି ଖଣ୍ତ ଖଣ୍ତ କରିଦଲେି। ତା'ପରେ ମୁ ତା'ର ଶରୀରର ଟକ୍ସ୍ଟକକ୍ସ୍ଟଡାଗକ୍ସ୍ଟଡିକ ସାରା ଇଶ୍ରାୟେଲ ମଧ୍ଯକକ୍ସ୍ଟ ପଠାଇଦଲେି, କାରଣ ବିନ୍ଯାମୀନର ଏହିସବୁ ଲୋକମାନେ ଇଶ୍ରାୟେଲ ରେ ଏହିପରି ଜଘନ୍ଯ ଅପମାନଜନକ କାର୍ୟ୍ଯ କରିଥିଲେ।
6 Então desmembrei o corpo dela em doze partes e as enviei por todos os territórios da herança de Israel, pois esses homens cometeram um crime terrível e vergonhoso.
7 ବର୍ତ୍ତମାନ ଇଶ୍ରାୟେଲର ସମସ୍ତ ଲୋକଗଣ କକ୍ସ୍ଟହ ଏବଂ ତୁମ୍ଭର ମତାମତ ଦିଅ ଆମ୍ଭମାନେେ କ'ଣ କରିବା।
7 Portanto, todos vocês, israelitas, decidam agora o que se deve fazer a esse respeito!”.
8 ଏହାପରେ ଜଣେ ଲୋକ ପରି ସମସ୍ତ ଲୋକ ଏକା ସମୟରେ ଉଠି ପଡିଲେ ଓ କହିଲେ, ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ଗୃହକକ୍ସ୍ଟ ୟିବା ନାହିଁ। କହେି କାହାର ସ୍ବଗୃହକକ୍ସ୍ଟ ଫରେିବା ନାହିଁ।
8 Todos se levantaram ao mesmo tempo e declararam: “Nenhum de nós voltará para casa! Nem um só homem!
9 ଗିବିଯା ପ୍ରତି ଏବେ ଆମ୍ଭମାନେେ ଏହିପରି କରିବକ୍ସ୍ଟ, ଗକ୍ସ୍ଟଲିବାଣ୍ଟ କ୍ରମେ ତା'ର ପ୍ରତିକୂଳ ରେ ୟିବକ୍ସ୍ଟ।
9 Mas é isto que faremos a Gibeá: realizaremos um sorteio para resolver quem a atacará.
10 ଆମ୍ଭମାନେ 100 ଜଣ ଲୋକମାନଙ୍କରକ୍ସ୍ଟ ଦଶଜଣଙ୍କକ୍ସ୍ଟ, 1000 ଜଣରକ୍ସ୍ଟ 100 ଜଣଙ୍କକ୍ସ୍ଟ, ଆମ୍ଭର ସୈନ୍ଯବାହୀନିର ଖାଦ୍ୟ ସଂଗ୍ରହ କରିବାକୁ ମନୋନୀତ କଲକ୍ସ୍ଟ। ତେଣୁ ସୈନିକମାନେ ବିନ୍ଯାମୀନର ଗିଲିଯଦକକ୍ସ୍ଟ ଆକ୍ରମଣ କରିବେ। ସମାନେେ ସହେି ଲୋକମାନଙ୍କୁ ସମାନଙ୍କେର କକ୍ସ୍ଟକର୍ମ ଯୋଗକ୍ସ୍ଟ ଇଶ୍ରାୟେଲ ରେ ଦଣ୍ତ ଦବେେ।
10 A décima parte dos homens de cada tribo ficará responsável por providenciar a alimentação dos guerreiros, e o restante se vingará de Gibeá de Benjamim por esse ato vergonhoso cometido em Israel”.
11 ଏହିରୂପେ ଇଶ୍ରାୟେଲୀୟ ସମସ୍ତ ଲୋକ ଜଣେ ଲୋକପରି ସହେି ନଗର ବିରକ୍ସ୍ଟଦ୍ଧ ରେ ଏକତ୍ରୀତ ହେଲେ।
11 Todos os israelitas estavam plenamente de acordo e se uniram para atacar a cidade.
12 ଏହାପରେ ଇଶ୍ରାୟେଲ ପରିବାରବର୍ଗ ବିନ୍ଯାମୀନର ସମକ୍ସ୍ଟଦାଯ ପରିବାରବର୍ଗ ନିକଟକକ୍ସ୍ଟ ଲୋକ ପଠାଇ କହିଲେ, ତୁମ୍ଭମାନଙ୍କ ମଧିଅରେ ଏ କି ଦକ୍ସ୍ଟଷ୍ଟତା ଘଟିଛି?
12 As tribos de Israel enviaram mensageiros à tribo de Benjamim para lhes dizer: “Que crime terrível foi cometido em seu meio!
13 ଗିବିଯାର କକ୍ସ୍ଟକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତ ରେ ବର୍ତ୍ତମାନ ସମର୍ପଣ କର, ଯାହାଫଳ ରେ ଆମ୍ଭମାନେେ ସମାନଙ୍କେୁ ହତ୍ଯା କରି ପାରିବକ୍ସ୍ଟ ଏବଂ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିଦବେକ୍ସ୍ଟ।
13 Entreguem os homens perversos de Gibeá, para que os executemos e eliminemos esse mal de Israel”. Mas o povo da tribo de Benjamim não deu ouvidos.
14 ପକ୍ସ୍ଟଣି ସନ୍ତାନଗଣ ବିନ୍ଯାମୀନ ପରିବାରବର୍ଗର ଲୋକମାନେ ନଗରମାନରକ୍ସ୍ଟ ବାହାରି ଗିବିଯାକକ୍ସ୍ଟ ୟାଇ ଇଶ୍ରାୟେଲର ଅନ୍ୟ ବଂଶ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ।
14 Em vez disso, vieram de suas cidades e se reuniram em Gibeá para lutar contra os israelitas.
15 ସହେିଦିନ ନଗରମାନଙ୍କରକ୍ସ୍ଟ ଆସନ୍ତା ବିନ୍ଯାମୀନ ସନ୍ତାନଗଣର 26,000 ଖଡ୍ଗଧାରୀ ଲୋକ ଗଣିତ ହେଲେ। ଏହାଛଡା ଗିବିଯାନ ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ।
15 Ao todo, 26 mil guerreiros armados com espadas chegaram a Gibeá para se juntar à tropa especial de setecentos homens que viviam ali.
16 ଏହି ଲୋକମାନଙ୍କ ମଧିଅରେ 700ବଚ୍ଛା ଲୋକ ବାଁହାତିଆ ଥିଲେ। ଲକ୍ଷ୍ଯ ନହରାଇ ସମାନେେ ଗୋଟିଏ କେଶକକ୍ସ୍ଟ ମଧ୍ଯ ବାଟକ୍ସ୍ଟଳି ଦ୍ବାରା ମଧ୍ଯ ଲକ୍ଷ୍ଯଭଦେ କରିପାରନ୍ତି।
16 Dentre todos esses guerreiros, havia um grupo de setecentos canhotos, e cada um deles conseguia atirar uma pedra com uma funda e acertar um fio de cabelo com precisão.
17 ବିନ୍ଯାମୀନ ପରିବାରବର୍ଗ ବ୍ଯତୀତ ଇଶ୍ରାୟେଲର 4,00,000 ଖଡ୍ଗଧାରୀ ଗଣତି ହେଲେ। ସମାନେେ ସମସ୍ତେ ତାଲିମ ପ୍ରାଲ୍ଗ ସୈନିକ ଥିଲେ।
17 Sem os guerreiros de Benjamim, Israel tinha quatrocentos mil soldados hábeis no uso da espada.
18 ଏହାପରେ ଇଶ୍ରାୟେଲ ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଓ ସଦାପ୍ରଭୁଙ୍କୁ ପଚାରିଲେ, ବିନ୍ଯାମୀନ ପରିବାରବର୍ଗ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ ପ୍ରଥମେ କିଏ ୟିବ।
18 Antes da batalha, os israelitas foram a Betel e perguntaram a Deus: “Qual das tribos deve ir primeiro e atacar o povo de Benjamim?”. O S
19 ଏହାପରେ ଇଶ୍ରାୟେଲ ଲୋକମାନେ ସକାଳକ୍ସ୍ଟ ଉଠିଲେ ଓ ଗିବିଯା ନିକଟରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।
19 Na manhã seguinte, os israelitas partiram bem cedo e acamparam perto de Gibeá.
20 ତା'ପରେ ଇଶ୍ରାୟେଲୀୟମାନେ ବିନ୍ଯାମୀନ ସୈନ୍ଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ବାହାରି ଗଲେ ଓ ଗିବିଯାଠା ରେ ୟକ୍ସ୍ଟଦ୍ଧ କଲେ।
20 Então avançaram em direção a Gibeá para atacar os homens de Benjamim.
21 ଏହା ପରେ ବିନ୍ୟାମୀନର ସୈନ୍ୟଗଣ ଗିବିୟାର ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଲେ। ସେହି ଦିନ ଯୁଦ୍ଧରେ ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲର 22,000 ସୈନ୍ୟଙ୍କୁ ହତ୍ୟା କଲେ।
21 Os guerreiros de Benjamim que estavam defendendo a cidade saíram e mataram 22 mil israelitas no campo de batalha naquele dia.
22 ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଗଲେ ଏବଂ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରେ କ୍ରନ୍ଦନ କଲେ। ସେମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଆମ୍ଭେମାନେ କ’ଣ ଆମ୍ଭମାନଙ୍କର ଆପଣା ଭାଇ ବିନ୍ୟାମୀନ ଲୋକମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବା ଉଚିତ୍?”
22 Mas os israelitas animaram uns aos outros e, mais uma vez, assumiram suas posições no mesmo lugar do dia anterior.
23 ସଦାପ୍ରଭୁ ସେମାନଙ୍କୁ କହିଲେ, “ସେମାନଙ୍କ ବିରୁଦ୍ଧରେ ଯାଅ।” ଏହିପରି ଇସ୍ରାଏଲମାନେ ଉତ୍ସାହିତ ହେଲେ ଏବଂ ବିନ୍ୟାମୀନ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେମାନେ ପ୍ରଥମ ଦିନରେ କରିଥିଲେ।
23 Eles tinham subido a Betel e chorado na presença do S enhor até a tarde. Haviam perguntado ao S enhor : “Devemos lutar novamente contra nossos parentes de Benjamim?”. E o S
24 ୟକ୍ସ୍ଟଦ୍ଧର ଦ୍ବାତୀଯ ଦିନ ରେ ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନ ସୈନ୍ଯମାନଙ୍କର ନିକଟବର୍ତ୍ତୀ ହେଲ।
24 Saíram no dia seguinte para lutar novamente contra os homens de Benjamim,
25 ଦ୍ବିତୀୟ ଦିନ ରେ ବିନ୍ଯାମୀନ ପରିବାରବର୍ଗର ସୈନ୍ଯଗଣ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗିବିଯାରକ୍ସ୍ଟ ବାହାରି ଆସିଲେ। ଏହିଥର ବିନ୍ଯାମୀନ ତାଲିମ୍ପ୍ରାଲ୍ଗ ସୈନ୍ଯଗଣ ଇଶ୍ରାୟେଲର 18,000 ସୈନ୍ଯ ହତ୍ଯା କଲେ। ଯେଉଁମାନେ କି ସମାନଙ୍କେର ତାଲିମ ପ୍ରାଲ୍ଗ ସୈନିକ ଥିଲେ।
25 mas os homens de Benjamim que haviam partido de Gibeá mataram mais dezoito mil israelitas, todos hábeis no uso da espada.
26 ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ବୈଥଲହମେକକ୍ସ୍ଟ ଗଲେ। ସହେି ସ୍ଥାନ ରେ ସମାନେେ ବସି ସଦାପ୍ରଭୁଙ୍କୁ ଗକ୍ସ୍ଟହାରି ଜଣାଇଲେ। ସମାନେେ ସଠାେରେ ଦିନ ତମାମ କିଛି ଖାଇଲେ ନାହିଁ। ସମାନେେ ମଧ୍ଯ ମଦାପ୍ରଭକ୍ସ୍ଟଙ୍କକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକ ବଳି ପ୍ରଦାନ କଲେ।
26 Então todos os israelitas subiram a Betel, choraram na presença do S enhor e jejuaram até a tarde. Também apresentaram ao S enhor holocaustos e ofertas de paz.
27 ଇଶ୍ରାୟେଲୀୟ ଲେୈକମାନେ ସଦାପ୍ରଭୁଙ୍କୁ ଏକ ପ୍ରଶ୍ନ ପଚାରିଲେ, ସହେି ସମୟରେ ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ବୈଥଲଠାେ ରେ ଥିଲା।
27 Os israelitas subiram para buscar a direção do S enhor . (Naqueles dias, a arca da aliança de Deus estava em Betel,
28 ସଠାେରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିଯାସରର ବଂଶଧର ଥିଲେ। ଇଲିଯାସର ଥିଲା ହାରୋଣଙ୍କର ପକ୍ସ୍ଟତ୍ର। ଇଶ୍ରାୟେଲର ଲୋକମାନେ ପଚାରିଲେ, ବିନ୍ଯାମୀନର ଲୋକମାନେ ଆମର ସଐର୍କୀଯ। ଆମ୍ଭର ତାଙ୍କ ସହିତ ୟକ୍ସ୍ଟଦ୍ଧ କରିବା ଉଚିତ ନା ୟକ୍ସ୍ଟଦ୍ଧ ବନ୍ଦ କରିବା ଉଚିତ୍?
28 e Fineias, filho de Eleazar e neto de Arão, era o sacerdote.) Eles perguntaram ao S enhor : “Devemos lutar novamente contra nossos parentes de Benjamim, ou devemos parar?”. O S
29 ଏହାପରେ ଇଶ୍ରାୟେଲର କିଛି ସୈନିକ ଗିବିଯା ନଗରର ଚତକ୍ସ୍ଟପାଶର୍ବ ରେ ଲକ୍ସ୍ଟଚିରହିଲେ।
29 Então os israelitas armaram emboscadas ao redor de Gibeá.
30 ଇଶ୍ରାୟେଲର ସୈନ୍ଯମାନେ ତୃତୀୟ ଦିନ ଗିବିଯା ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ସମାନେେ ପୂର୍ବଥର ପରି ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରସ୍ତକ୍ସ୍ଟତ ରହିଲେ।
30 Avançaram contra os guerreiros de Benjamim no terceiro dia e tomaram suas posições nos mesmos lugares de antes.
31 ବିନ୍ଯାମୀନର ସୈନ୍ଯମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାପାଇଁ ଗିବିଯାରକ୍ସ୍ଟ ବାହାରି ଆସିଲେ। ଇଶ୍ରାୟେଲର ସୈନ୍ଯମାନେ ପଳାଯନ କଲେ ଓ ବିନ୍ଯାମୀନ ସୈନ୍ଯମାନେ ସମାନଙ୍କେର ପଛ ରେ ଗୋଡ଼ାଇଲେ। ଏହି ପ୍ରକା ରେ ସମାନେେ ଇଶ୍ରାୟେଲମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନଗରକକ୍ସ୍ଟ ପଛ ରେ ଛାଡି ୟିବାର କଲେ।
31 Quando os homens de Benjamim saíram para atacar, foram atraídos para longe da cidade. Como antes, começaram a matar os israelitas. Cerca de trinta israelitas morreram nos campos abertos, ao longo da estrada que vai para Betel e da estrada que leva de volta a Gibeá.
32 ବିନ୍ଯାମୀନର ଲୋକମାନେ ସମାନଙ୍କେ ମଧିଅରେ କକ୍ସ୍ଟହା କକ୍ସ୍ଟହି ହେଲେ, ଆମ୍ଭେ ପୂର୍ବପରି ଜିତିବକ୍ସ୍ଟ।'
32 Os guerreiros de Benjamim gritaram: “Derrotamos vocês, como antes!”. Mas os israelitas já haviam planejado fugir para que os homens de Benjamim os perseguissem pelas estradas e fossem atraídos para longe da cidade.
33 ତେଣୁ ଇଶ୍ରାୟେଲର ସମସ୍ତ ଲୋକ ସମାନଙ୍କେର ସ୍ଥାନରକ୍ସ୍ଟ ଉଠି ଦୌଡିଲେ। ସମାନେେ ସମସ୍ତେ ଗୋଟିଏ ଜାଗା ରେ ରକ୍ସ୍ଟଣ୍ତ ହେଲେ। ସହେି ସ୍ଥାନର ନାମ ଥିଲା ବାଲ୍ତାମର। ଇଶ୍ରାୟେଲର କେତକେ ଲୋକ ଗିବିଯାର ପଶ୍ଚିମ ରେ ଲକ୍ସ୍ଟଚି ରହକ୍ସ୍ଟଥିଲେ। ପୂର୍ବ ଗିବିଯା ରେ, ସମାନେେ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ବାହାରି ଆସିଲେ ଓ ଗିବିଯାକକ୍ସ୍ଟ ଆକ୍ରମଣ କଲେ।
33 Quando os guerreiros israelitas chegaram a Baal-Tamar, voltaram-se e assumiram suas posições. Enquanto isso, os israelitas que estavam escondidos na emboscada a oeste de Gibeá entraram em combate.
34 10 ,000 ଉତ୍ତମ ତାଲିମପ୍ରାଲ୍ଗ ସୈନିକମାନେ ଗିବିଯାକକ୍ସ୍ଟ ଆକ୍ରମଣ କଲେ। ଏହା ଏକ ଭୟଙ୍କର ୟକ୍ସ୍ଟଦ୍ଧ ଥିଲା କିନ୍ତୁ ବିନ୍ଯାମୀନ ସୈନ୍ଯମାନେ ଅନକ୍ସ୍ଟଭବ କରିପାରିଲେ ନାହିଁ ଯେ, ଏକ ଦକ୍ସ୍ଟର୍ଘଟଣା ସମାନଙ୍କେ ଉପରେ ଘଟିବାକକ୍ସ୍ଟ ଯାଉଛି।
34 Dez mil soldados da tropa especial de Israel avançaram contra Gibeá. A luta foi tão intensa que Benjamim não percebeu a calamidade que estava por vir.
35 ସଦାପ୍ରଭୁ ଇଶ୍ରାୟେଲର ସୈନ୍ଯମାନଙ୍କ ଦ୍ବାରା ବିନ୍ଯାମୀନମାନଙ୍କୁ ପରାସ୍ତ କଲେ। ସହେିଦିନ ଇଶ୍ରାୟେଲର ସୈନ୍ଯମାନେ ସମାନଙ୍କେର 25,100 ୈସନ୍ଯମାନଙ୍କୁ ହତ୍ଯା କଲେ। ସେ ସମସ୍ତ ସୈନ୍ଯମାନେ ମକ୍ସ୍ଟଖ୍ଯତଃ ତାଲିମ ନଇେଥିଲେ ୟକ୍ସ୍ଟଦ୍ଧ ପାଇଁ।
35 O S enhor ajudou Israel a derrotar Benjamim e, naquele dia, os israelitas mataram 25.100 guerreiros de Benjamim, todos hábeis no uso da espada.
36 ତେଣୁ ବିନ୍ଯାମୀନ ଲୋକମାନେ ଦେଖିଲେ ଯେ ସମାନେେ ହାରି ଯିବେ।
36 Então os homens de Benjamim viram que estavam derrotados. Os israelitas bateram em retirada diante dos guerreiros de Benjamim a fim de dar aos homens que estavam escondidos na emboscada mais espaço para atacar Gibeá.
37 ସଠାେରେ ଲକ୍ସ୍ଟଚିଥିବା ଲୋକମାନେ ଗିବିଯାକକ୍ସ୍ଟ ଆକ୍ରମଣ କରି ଦେଲେ। ସମାନେେ ନଗରର ଗ୍ଭରିଆଡେ ବ୍ଯାପିଗଲେ ଏବଂ ନଗର ରେ ଖଣ୍ତା ଦ୍ବାରା ପ୍ରେତ୍ୟକକଙ୍କକ୍ସ୍ଟ ହତ୍ଯା କଲେ।
37 Aqueles que estavam escondidos avançaram de todos os lados e mataram todos os habitantes.
38 ବର୍ତ୍ତମାନ ଯେଉଁ ଇଶ୍ରାୟେଲୀୟ ଲୋକମାନେ ଲକ୍ସ୍ଟଚି ରହିଲେ, ସମାନେେ ଏକ ଯୋଜନା ପ୍ରସ୍ତକ୍ସ୍ଟତ କଲେ। ସମାନେେ ନଗରରକ୍ସ୍ଟ ବୃହତ୍ ଧୂମ ମେଘ ଉଠାଇବେ। ଇଶ୍ରାୟେଲୀୟ ଲୋକଙ୍କ ସହିତ ସମାନଙ୍କେର ଏହି ନିଷ୍ପତ୍ତି ହାଇୟୋଇ ଥିଲା।
38 Tinham combinado de mandar como sinal de dentro da cidade uma grande nuvem de fumaça.
39 ବିନ୍ଯାମୀନର ସୈନ୍ଯମାନେ ପ୍ରାଯ ତିରିଶ ଜଣ ଇଶ୍ରାୟେଲୀୟ ୈସନ୍ଯମାନଙ୍କୁ ହତ୍ଯା କଲେ। ତେଣୁ ବିନ୍ଯାମୀନୀଯମାନେ ନିଜକକ୍ସ୍ଟ ନିଜେ କହିଲେ, ଆମ୍ଭମାନେେ ଠିକ୍ ପୂର୍ବ ପରି ଜଯ କରୁଛକ୍ସ୍ଟ।
39 Quando os israelitas viram a fumaça, voltaram e atacaram os guerreiros de Benjamim. Àquela altura, os guerreiros de Benjamim haviam matado cerca de trinta israelitas e gritaram: “Derrotamos vocês, como antes!”.
40 କିନ୍ତୁ ହଠାତ୍ ଏକ ଧୂଆଁର ବାଦଲ ସହର ଉପରେ ଉଠିଲା। ବିନ୍ଯାମୀନର ସୈନ୍ଯମାନେ ବକ୍ସ୍ଟଲିକରି ଚାହିଁଲେ ଏବଂ ଦେଖିଲେ କ'ଣ ସବୁ ଗ୍ଭଲକ୍ସ୍ଟଛି। ସମାନେେ ଦେଖିଲେ ଯେ, ବକ୍ସ୍ଟଲି ଦେଖନ୍ତିତ ନଗର ରେ ନିଆଁ ଜଳକ୍ସ୍ଟଛି।
40 Mas, quando os guerreiros de Benjamim olharam para trás e viram que, em todas as partes da cidade, a fumaça subia ao céu,
41 ଏହାପରେ ଇଶ୍ରାୟେଲୀୟ ସୈନ୍ଯମାନେ ଦୌଡା ବନ୍ଦ କରି ଦେଲେ। ସମାନେେ ସମସ୍ତେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହାଇଗେଲେ। ବିନ୍ଯାମୀନର ସୈନ୍ଯମାନେ ଭୟଭୀଯ ହାଇଗେଲେ। ସମାନେେ ଅନକ୍ସ୍ଟଭବ କଲେ ଯେ, ଏକ ଭୟଙ୍କର ବିପଦ ସମାନଙ୍କେ ଉପରକକ୍ସ୍ଟ ଆସକ୍ସ୍ଟଅଛି।
41 os guerreiros de Israel se voltaram e atacaram. Os homens de Benjamim ficaram apavorados, pois perceberam a calamidade que estava prestes a vir sobre eles.
42 ତେଣୁ ବିନ୍ଯାମୀନୀଯ ସୈନିକମାନେ ଇଶ୍ରାୟେଲ ସୈନ୍ଯଙ୍କ ପାଖରକ୍ସ୍ଟ ଦୌଡି ପଳାଇବାକକ୍ସ୍ଟ ଲାଗିଲେ। ସମାନେେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ। କିନ୍ତୁ ସମାନେେ ଏପରି କରି ମଧ୍ଯ ଯୁଦ୍ଧରୁ ରକ୍ଷା ପାଇପାରି ନ ଥିଲେ। ଇଶ୍ରାୟେଲର ସୈନ୍ଯମାନେ ନଗର ବାହାରକକ୍ସ୍ଟ ଆବାରି ଆସିଲେ ଏବଂ ସମାନଙ୍କେୁ ହତ୍ଯା କଲେ।
42 Deram meia-volta e fugiram diante dos israelitas em direção ao deserto, mas não conseguiram escapar da batalha, pois soldados que saíram das cidades vizinhas também os atacaram.
43 ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନର ସୈନ୍ଯମାନଙ୍କ ଚତକ୍ସ୍ଟଃପାଶର୍ବ ରେ ଘରେିଗଲେ ଓ ସମାନଙ୍କେ ପଛ ରେ ଗୋଡ଼ାଇଲେ। ସମାନେେ ସମାନଙ୍କେୁ ବିଶ୍ରାମ ଦେଲେ ନାହିଁ । ଇଶ୍ରାୟେଲର ସୈନ୍ଯମାନେ ଗିବିଯାର ପୂର୍ବାଞ୍ଚଳ ନିକଟରେ ପରାସ୍ତ କଲେ।
43 Os israelitas cercaram os homens de Benjamim e os perseguiram até os alcançarem no local de descanso, a leste de Gibeá.
44 ଏହିପରି ଭାବରେ ବିନ୍ଯାମୀନୀଯ ଯୋଦ୍ଧା ସୈନିକ 18,000 ଲୋକଙ୍କକ୍ସ୍ଟ ହତ୍ଯା କଲେ।
44 Naquele dia, dezoito mil dos guerreiros mais corajosos de Benjamim morreram na batalha.
45 ବିନ୍ଯାମୀନୀଯ ସୈନ୍ଯମାନେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ । ସମାନେେ ରିେମ୍ମାନ ଶୈଳ ନିକଟକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନୀଯ 5,000 ସୈନିକଙ୍କକ୍ସ୍ଟ ରାସ୍ତା ଉପରେ ହତ୍ଯାକଲେ। ଏବଂ ସମାନେେ ପଳାଯନକାରୀ ବିନ୍ଯାମୀନୀଯ ସୈନ୍ଯମାନଙ୍କୁ ଗିଦିଯୋନ ଗୋଡ଼ାଇ ଥିଲେ। ସଠାେରେ ଇଶ୍ରାୟେଲର ସୈନ୍ଯମାନେ ଆହକ୍ସ୍ଟରି 2,000 ବିନ୍ଯାମୀନର ୈସନ୍ଯମାନଙ୍କୁ ହତ୍ଯା କଲେ।
45 Os sobreviventes fugiram para o deserto, em direção à rocha de Rimom, mas os israelitas mataram cinco mil deles ao longo da estrada. Eles continuaram a perseguição e mataram mais dois mil homens perto de Gidom.
46 ସହେିଦିନ 25,000 ଲୋକ ବିନ୍ଯାମୀନୀଯ ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ମରିଗଲେ। ଯେଉଁମାନେ କି ବୀରତାର ସହକା ରେ ୟକ୍ସ୍ଟଦ୍ଧ ଚଳାଇ ଥିଲେ।
46 Naquele dia, portanto, a tribo de Benjamim perdeu 25 mil guerreiros valentes e hábeis no uso da espada,
47 କିନ୍ତୁ 600 ସୈନିକ ବିନ୍ଯାମୀନୀଯଙ୍କର ମରକ୍ସ୍ଟଭୂମିକକ୍ସ୍ଟ ଦୌଡି ପଳାଯନ କଲେ। ସମାନେେ ରିମ୍ମୋନ୍ ଶୈଳ ନିକଟକକ୍ସ୍ଟ ପଳାଇ ସଠାେରେ ଗ୍ଭରିମାସ ଧରି ରହିଲେ।
47 e restaram apenas seiscentos homens que fugiram para a rocha de Rimom, onde viveram durante quatro meses.
48 ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନର ଦେଶକକ୍ସ୍ଟ ଫରେିଗଲେ। ସମାନେେ ପ୍ରେତ୍ୟକକ ସହରର ପ୍ରେତ୍ୟକକ ଲୋକମାନଙ୍କୁ ହତ୍ଯା କଲେ, ଯେଉଁମାନଙ୍କୁ ସମାନେେ ଭଟେିଲେ। ସମାନେେ ପଶକ୍ସ୍ଟମାନଙ୍କୁ ହତ୍ଯା କଲେ ଓ ସମାନଙ୍କେର ସମ୍ମକ୍ସ୍ଟଖ ରେ ଯାହା ପଡିଲା ସଗେୁଡିକୁ ସମାନେେ ଧ୍ବଂସ କଲେ। ପକ୍ସ୍ଟଣି ସମାନେେ ଯେଉଁ ସହର ରେ ପ୍ରବେଶ କଲେ ତାକକ୍ସ୍ଟ ଅଗ୍ନି ରେ ପୋଡି଼ ପକାଇଲେ।
48 Os israelitas voltaram e mataram todo ser vivo que restou nas cidades, pessoas, animais e tudo que encontraram. Também queimaram todas as cidades por onde passaram.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 20, comparar traduções ou montar um estudo — tudo direto pelo WhatsApp.