Juízes 1

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଯିହାଶୂେୟଙ୍କର ମୃତକ୍ସ୍ଟ୍ଯପରେ ଇଶ୍ରାୟେଲର ଲେୀକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ସମାନେେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀଯ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯିବେ?
1 Depois que Josué morreu, o povo de Israel perguntou a Deus, o Senhor : — Qual das nossas
2 ସଦାପ୍ରଭୁ ଇଶ୍ରାୟେଲୀୟଙ୍କୁ କହିଲେ, ସର୍ବପ୍ରଥମେ ୟିହକ୍ସ୍ଟଦାର ପରିବାରବର୍ଗ ୟିବ। ମୁ ସମାନଙ୍କେୁ ସହେି ଭୂମି ଦବୋକକ୍ସ୍ଟ ଅନକ୍ସ୍ଟମତି ଦବେି।
2 O Senhor respondeu: — O povo de Judá vai primeiro porque eu lhe dei a terra.
3 ୟିହକ୍ସ୍ଟଦାର ପରିବାରବର୍ଗ ସମାନଙ୍କେର ଭାଇମାନେଶିମିଯୋନର ପରିବାରବର୍ଗରକ୍ସ୍ଟ ସାହାୟ୍ଯ ମାଗିଲେ। ୟିହକ୍ସ୍ଟଦା ଲୋକମାନେ କହିଲେ, ଭାଇମାନେ, ସଦାପ୍ରଭୁ ଆମ୍ଭକକ୍ସ୍ଟ କିଛି ଭୂମି ଦବୋକକ୍ସ୍ଟ ପ୍ରତିଜ୍ଞା କରିଅଛନ୍ତି। ଯଦି ତୁମ୍ଭେ ଆମ୍ଭର ଭୂମି ପାଇଁ ଆମ୍ଭର ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବା ପାଇଁ ଆଗଇେ ଆସିବ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ତୁମ୍ଭକୁ ସାହାୟ୍ଯ କରିବକ୍ସ୍ଟ।ଶିମିଯୋନର ଲୋକମାନେ ସୋମାନଙ୍କର ଭୂମି ପାଇଁ ସମାନଙ୍କେୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବାକୁ ରାଜି ହେଲେ।
3 Então o povo de Judá disse ao povo de Simeão: — Vamos juntos à terra que nos foi dada e lutemos contra os cananeus. Depois iremos juntos à terra que for dada a vocês. Assim as tribos de Simeão
4 ତା'ପରେ ୟିହକ୍ସ୍ଟଦାର ଲୋକ ଆକ୍ରମଣ କରିବାକୁ ଗଲେ। କିଣାନୀଯ ଓ ପରିଷୀଯମାନଙ୍କୁ ସଦାପ୍ରଭୁ ୟିହକ୍ସ୍ଟଦାର ଲୋକମାନଙ୍କୁ ସମର୍ପଣ କଲେ। ଏବଂ ୟିହକ୍ସ୍ଟଦାର ଲୋକମାନେ 10,000 ଲୋକଙ୍କକ୍ସ୍ଟ ବଷେକରେ ହତ୍ଯା କଲେ।
4 e de Judá foram guerrear juntas. E o Senhor Deus lhes deu a vitória sobre os cananeus e os perizeus, e eles mataram dez mil homens em Bezeque.
5 ୟିହକ୍ସ୍ଟଦାର ଲୋକମାନେ ବଷେକର ଶାସକଙ୍କକ୍ସ୍ଟ ବଷେକ ସହର ରେ ପାଇଲେ ଏବଂ ତାଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ସମାନେେ କିଣାନୀଯ ଏବଂ ପରିଷୀଯଙ୍କକ୍ସ୍ଟ ପରାସ୍ତ କଲେ।
5 Nesse lugar encontraram Adoni-Bezeque e lutaram contra ele. E eles derrotaram os cananeus e os perizeus.
6 ବଷେକର ଶାସକ ଖସି ପଳାଇବାକକ୍ସ୍ଟ ଚେଷ୍ଟା କରିଥିଲେ, କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ତାଙ୍କୁ ଗୋଡଇେଲେ ଏବଂ ତାଙ୍କୁ ଧରି ଥିଲେ। ଯେତବେେଳେ ସମାନେେ ତାଙ୍କୁ ଧରିଲେ, ସମାନେେ ତାଙ୍କର ବକ୍ସ୍ଟଢା ଅଙ୍ଗକ୍ସ୍ଟଳିକକ୍ସ୍ଟ ଏବଂ ପାଦର ବକ୍ସ୍ଟଢା ଅଙ୍ଗକ୍ସ୍ଟଠିକକ୍ସ୍ଟ କାଟି ନଇେଥିଲେ।
6 Adoni-Bezeque fugiu, mas eles o perseguiram e prenderam. E cortaram os polegares das suas mãos e os dedões dos seus pés.
7 ଏହାପରେ ଅଦୋନୀବଷେକ୍ ସମାନଙ୍କେୁ କହିଲେ, ହସ୍ତପାଦର ଛିନ୍ନା ଅଙ୍ଗକ୍ସ୍ଟଳି ସତକ୍ସ୍ଟରି ଜଣ ରାଜା ଆମ୍ଭ ମଜେ ତଳେ ନିଜର ଆହାର ସାଉଣ୍ଟକ୍ସ୍ଟ ଥିଲେ। ମୁ ଯେପରି କରିଥିଲି ପରମେଶ୍ବର ମାେତେ ସହେିପରି ଦେଲେ। ଏହାପରେ ୟିହକ୍ସ୍ଟଦାର ଲୋକମାନେ ଅଦୋନୀବଷେକ୍ଙ୍କକ୍ସ୍ଟ ଯିରୁଶାଲମକୁ ଆଣିଲେ ଓ ସେ ସଠାେରେ ମୃତକ୍ସ୍ଟ୍ଯବରଣ କଲା।
7 Então Adoni-Bezeque disse: — Eu mandei cortar os polegares das mãos e os dedões dos pés de setenta reis, e eles apanhavam migalhas debaixo da minha mesa. Agora Deus fez comigo o mesmo que eu fiz com eles. Então levaram Adoni-Bezeque para a cidade de Jerusalém, e ele morreu ali.
8 ୟିହକ୍ସ୍ଟଦାର ଲୋକମାନେ ୟିରକ୍ସ୍ଟଶାଲମର ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଓ ଯିରୁଶାଲମକୁ ଅଧିକାର କଲେ। ୟିହକ୍ସ୍ଟଦାର ଲୋକମାନେ ସମାନଙ୍କେୁ ଖଣ୍ତା ଦ୍ବାରା ହତ୍ଯା କଲେ ଓ ସହରକକ୍ସ୍ଟ ପୋଡି଼ ଦେଲେ ।
8 Os homens de Judá atacaram Jerusalém e a conquistaram. Mataram os seus moradores e puseram fogo na cidade.
9 ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, ଯେଉଁମାନେ ପର୍ବତମଯ ଦେଶ ରେ ନଗେଭେି ରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।
9 Depois foram lutar contra os cananeus que moravam nas montanhas, no deserto do Sul e nas planícies de Judá.
10 ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁମାନେ ହିବ୍ରୋଣ ସହର ରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିଯଥ ଅର୍ବ ୟିହକ୍ସ୍ଟଦାର ଲୋକମାନେ ଶେଶଯ, ଅହୀମାନ ଓ ତନ୍ମଯକକ୍ସ୍ଟ ପରାସ୍ତ କଲେ।
10 Também atacaram os cananeus que moravam na cidade de Hebrom, que antes era chamada de Quiriate-Arba. E venceram Sesai, Aimã e Talmai, que eram filhos de Anaque.
11 ୟିହକ୍ସ୍ଟଦାର ଲୋକମାନେ ସେ ସ୍ଥାନକକ୍ସ୍ଟ ପରିତ୍ଯାଗ କଲେ। ସମାନେେ ଦବୀର ସହର ଅଭିମକ୍ସ୍ଟଖେ ସମାନଙ୍କେର ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଅତୀତ କାଳ ରେ ଦବୀର ନାମ ଥିଲା କିରିଯଥ ସଫରେ।
11 Dali marcharam contra os moradores de Debir, que também era chamada de Quiriate-Sefer.
12 ୟିହକ୍ସ୍ଟଦାର ଲୋକମାନେ ୟକ୍ସ୍ଟଦ୍ଧ ଆରମ୍ଭ କଲା ପୂର୍ବରକ୍ସ୍ଟ, କାଲେବ୍ ସକୋନଙ୍କକ୍ସ୍ଟ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲବେ କହିଲା, ମୁ କିରିଯଥ ସଫରେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ସେ ସହରକକ୍ସ୍ଟ ପରାସ୍ତ କରିବ, ମୁ ତା' ସହିତ ମାରେ କନ୍ଯା ଅକ୍ଷାରକକ୍ସ୍ଟ ବିବାହ ଦବେି।
12 Então Calebe disse: — Eu darei a minha filha Acsa em casamento ao homem que conseguir tomar Quiriate-Sefer.
13 କାଲେବ୍ର ଜଣେ କନିଷ୍ଠ ଭାଇ ଥିଲେ ଯାହାର ନାମ ଥିଲା କନସର। କନ୍ସର ପକ୍ସ୍ଟତ୍ର ଅତ୍ନୀଯଲେ। ଅତ୍ନୀଯଲେ କରିଯଥ- ସଫରେର ସହର ଅଧିକାର କରିଥିଲେ ଏବଂ କାଲେବ୍ ତାଙ୍କୁ ଅକ୍ଷାରକକ୍ସ୍ଟ ବିବାହ ଦେଲେ।
13 Otoniel conquistou a cidade. Ele era filho de Quenaz, o irmão mais novo de Calebe. Então Calebe lhe deu a sua filha Acsa em casamento.
14 ତାଙ୍କର ସ୍ବାମୀ ଅତ୍ନୀଯେଲ୍ଙ୍କ ସଙ୍ଗ ରେ ୟିବା ସମୟରେ, ଅକଷାର ତାଙ୍କ ପିତାକକ୍ସ୍ଟ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକକ୍ସ୍ଟ, ତାଙ୍କୁ ଉପଦେଶ ଦେଲେ। ଯେତବେେଳେ ସେ ଘୋଡାରକ୍ସ୍ଟ ଓହ୍ଲାଇ ପଡିଲେ, କାଲେବ୍ ତାଙ୍କୁ ପଚାରିଲେ, ଭୂଲ୍ କ'ଣ?
14 Quando Acsa foi morar com Otoniel, ela insistiu com ele que pedisse ao pai dela algumas terras. Acsa foi para o lugar onde Calebe estava, e, quando ela desceu do jumento, o seu pai perguntou: — O que é que você quer?
15 ଅକ୍ଷାର କାଲେବ୍ଙ୍କକ୍ସ୍ଟ କହିଲେ, ମାେତେ ଆର୍ଶିବାଦ କର। ଆପଣା ମାେତେ ଦକ୍ଷିଣ ରେ ଭୂମି ଦଇେଛନ୍ତି, ଯାହାକି ଶକ୍ସ୍ଟଷ୍କ, ମାେତେ କିଛି ଜଳ ନିର୍ଝର ଭୂମି ଦିଅନ୍ତକ୍ସ୍ଟ। ଏହାପରେ କାଲେବ୍ ଭୂମିର ଉପରିସ୍ଥ ଓ ତଳସ୍ଥ ନିର୍ଝର ସହେି ଭୂମି ତାଙ୍କୁ ଦେଲେ।
15 — Eu quero um presente! — respondeu ela. — Já que o senhor me deu uma terra seca, me dê também algumas fontes de água. Então Calebe lhe deu as fontes que ficavam nas terras altas e nas baixas.
16 କିଣାନୀଯମାନେ ଖଜକ୍ସ୍ଟରୀପକ୍ସ୍ଟରସ୍ଥର ସହର ଯରେିକୋକକ୍ସ୍ଟ ପରିତ୍ଯାଗ କଲେ ଏବଂ ୟିହକ୍ସ୍ଟଦାର ଲୋକମାନଙ୍କ ସହିତ ୟିହକ୍ସ୍ଟଦାର ମରକ୍ସ୍ଟଅଞ୍ଚଳ ରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କନେୀଯ ଲୋକମାନେ ମାଶାଙ୍କେର ଶ୍ବଶକ୍ସ୍ଟର ଘର ପରିବାରରକ୍ସ୍ଟ ଥିଲେ।
16 Os descendentes do sogro de Moisés, que era queneu, saíram com o povo de Judá e foram de Jericó, a cidade das palmeiras, para o deserto de Judá, que fica ao sul de Arade. E ali viveram com os amalequitas.
17 ୟିହକ୍ସ୍ଟଦା ଓ ତାଙ୍କର ଭାଇମାନେ ମିଶିଶିମିଯୋନ ପରିବାରବର୍ଗ ସହିତ ଗଲେ, ସମାନେେ ସଫାତ୍ବାସୀ କିଣାନୀଯମାନଙ୍କୁ ଆଘାତ କରି ସହେି ନଗରକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ ଏବଂ ସହେି ନଗର ନାମ ହେଲା ହର୍ମା।
17 O povo de Judá e o de Simeão se juntaram e atacaram os cananeus da cidade de Zefate. Em nome de Deus, eles destruíram completamente a cidade e mudaram o seu nome para Horma .
18 ୟିହକ୍ସ୍ଟଦାର ଲୋକମାନେ ଘାସା ସହର ଏବଂ ଏହାର ପାଶର୍‌ବବର୍ତ୍ତୀ ସହର ଅଧିକାର କଲେ। ସମାନେେ ଅସ୍କିଲୋନ୍ ସହରଗକ୍ସ୍ଟଡିକ ଓ ଇକୋର୍ଣ ଓ ତା'ର ପାଶର୍‌ବବର୍ତ୍ତୀ ଅଞ୍ଚଳକକ୍ସ୍ଟ ଅଧିକାର କଲେ।
18 Eles não tomaram Gaza, Asquelom e Ecrom e os seus territórios vizinhos.
19 ୟିହକ୍ସ୍ଟଦାର ଲୋକମାନେ ଯେତବେେଳେ ୟକ୍ସ୍ଟଦ୍ଧ କରୁଥିଲେ, ସେତବେେଳେ ସଦାପ୍ରଭୁ ସମାନଙ୍କେର ପକ୍ଷ ରେ ଥିଲେ। ସଦାପ୍ରଭୁ ପର୍ବତମଯ ଦେଶକକ୍ସ୍ଟ ସମାନଙ୍କେର ଅଧିକାରକକ୍ସ୍ଟ ଆଣିଲେ। କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ତଳଭୂମିଗୁଡିକୁ ସମାନଙ୍କେର ଅଧିନକକ୍ସ୍ଟ ଆଣିପାରି ନ ଥିଲେ। କାରଣ ସଠାେରେ ଯେଉଁ ଲୋକମାନେ ବାସ କରୁଥିଲେ, ଲୌହ ନିର୍ମିତ ରଥ ବ୍ଯବହାର କରୁଥିଲେ।
19 O Senhor Deus ajudou o povo de Judá, e eles conquistaram a região das montanhas. Mas não puderam expulsar os moradores do litoral porque estes tinham carros de ferro.
20 କାଲେବ୍କକ୍ସ୍ଟ ହିବ୍ରୋଣକକ୍ସ୍ଟ ନବୋ ପାଇଁ ମାଶାେ ପ୍ରତିଜ୍ଞା କରିଥିଲେ, ତେଣୁ ସହେି ଭୂମି କାଲେବ୍କକ୍ସ୍ଟ ଦିଆଗଲା। କାଲେବ୍ ମଧ୍ଯ ବଳାତ୍କାର କରି ଅଙ୍ଗର ତିନି ପକ୍ସ୍ଟତ୍ରକକ୍ସ୍ଟ ସଠାେରକ୍ସ୍ଟ ତଡି ଦେଲେ।
20 Como Moisés havia mandado, a cidade de Hebrom foi dada a Calebe. E ele pôs para fora dali os três filhos de Anaque.
21 ବିନ୍ଯାମୀନର ପରିବାରବର୍ଗମାନେ ୟିରକ୍ସ୍ଟଶାଲମ ନିବାସୀ ୟୀବୂଷୀଯମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଆଜିୟାଏ ମଧ୍ଯ ବିଦ୍ଯାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।
21 Mas o povo da tribo de Benjamim não expulsou os jebuseus que moravam na cidade de Jerusalém. E os jebuseus dali vivem com o povo de Benjamim até hoje .
22 ଯୋଷଫେର ପରିବାରବର୍ଗ ବୈଥଲହମରେ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଅତୀତ ରେ ବୈଥେଲ୍ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷଫେର ପରିବାରବର୍ଗଙ୍କ ପଟ ରେ ଥିଲେ।
22 — ausente —
23 ଯୋଷଫେର ପରିବାରବର୍ଗ କିଛି ଅନକ୍ସ୍ଟଚରଗଣ ବୈଥଲକେକ୍ସ୍ଟ ପଠାଇଲେ।
23 — ausente —
24 ଯେତବେେଳେ ଅନକ୍ସ୍ଟଚରମାନେ ଦେଖିଲେ କହେି ଜଣେ ନଗରରକ୍ସ୍ଟ ବାହାରକକ୍ସ୍ଟ ଆସକ୍ସ୍ଟଛି ସହେି ଅନକ୍ସ୍ଟଚରମାନେ ସହେି ଲୋକକୁ କହିଲେ, ଆମ୍ଭମାନଙ୍କୁ ଗକ୍ସ୍ଟଲ୍ଗ ପଥ ଦଖାେନ୍ତକ୍ସ୍ଟ ଯେଉଁ ବାଟ ଦଇେ ଆମ୍ଭେ ସହରକକ୍ସ୍ଟ ଆକ୍ରମଣ କରିବକ୍ସ୍ଟ। କିନ୍ତୁ ଯଦି ତୁମ୍ଭେ ଆମ୍ଭକକ୍ସ୍ଟ ସାହାୟ୍ଯ କର, ତବେେ ଆମ୍ଭମାନେେ ତୁମ୍ଭକୁ ମାରିବକ୍ସ୍ଟ ନାହିଁ।
24 estes viram um homem que ia saindo e lhe disseram: — Como podemos entrar na cidade? Diga, e não mataremos você.
25 ସହେି ବ୍ଯକ୍ତିଜଣକ ଅନକ୍ସ୍ଟଚରମାନଙ୍କୁ ସହରକକ୍ସ୍ଟ ଗକ୍ସ୍ଟଲ୍ଗପଥ ଦଖାଇେ ଥିଲେ। ଯୋଷଫେର ପରିବାରବର୍ଗ ଖଣ୍ତା ରେ ବୈଥେଲ୍ର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସହେି ଲୋକଙ୍କକ୍ସ୍ଟ ମାରି ନଥିଲେ ୟିଏ ସମାନଙ୍କେୁ ଗକ୍ସ୍ଟଲ୍ଗପଥ ଦଖାଇେଥିଲେ। ସମାନେେ ତାକକ୍ସ୍ଟ ଓ ତାହାର ପରିବାରବର୍ଗକକ୍ସ୍ଟ ସ୍ବାଧିନ ଭାବରେ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ।
25 Então ele mostrou a entrada. Eles entraram e mataram todos os moradores da cidade, menos aquele homem e toda a sua família.
26 ସହେି ଲୋକ, ହିତ୍ତୀଯମାନେ ବାସ କରୁଥିବା ସ୍ଥାନକକ୍ସ୍ଟ ଗଲେ। ଏବଂ ଏମିତିକି ଆଜି ସହେି ସହର ଲୂସ୍ ନାମ ରେ ପରିଚିତ।
26 Então ele foi para a terra dos heteus, construiu ali uma cidade e lhe deu o nome de Luz. E esse é o seu nome até hoje .
27 କିଣାନୀଯ ବୈଥିସାନର ସହରଗକ୍ସ୍ଟଡିକରେ, ତାନକ, ଦୋରା, ୟିବ୍ଲଯିମ, ମମିଦ୍ଦୋ ଏବଂ ସମାନଙ୍କେ ଚତକ୍ସ୍ଟଃପାଶର୍‌ବ ରେ ଅଧିକ େଛାଟ ସହରମାନଙ୍କ ରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସହେି ସହରରକ୍ସ୍ଟ ସହେି ଲୋକମାନଙ୍କୁ ତଡିବାକକ୍ସ୍ଟ ସକ୍ଷମ ହେଲେ ନାହିଁ। ତେଣୁ ସଠାେରେ କିଣାନୀଯମାନେ ବାସ କଲେ।
27 A tribo de Manassés não expulsou o povo que morava nas cidades de Bete-Sã, Taanaque, Dor, Ibleão, Megido e nos seus povoados. Os cananeus continuaram a viver nelas.
28 ଏହାପରେ ଇଶ୍ରାୟେଲର ଲୋକମାନେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ସମାନଙ୍କେର କ୍ରିତଦାସ କରିବା ପାଇଁ ସମାନେେ କିଣାନୀଯମାନଙ୍କୁ ବାଧ୍ଯ କଲେ। କିନ୍ତୁ କିଣାନୀଯମାନଙ୍କୁ ତଡିଦବୋକକ୍ସ୍ଟ ସମାନେେ ସକ୍ଷମ ହାଇେ ନଥିଲେ।
28 Quando os israelitas ficaram mais fortes, obrigaram os cananeus a trabalhar para eles, mas não expulsaram todos.
29 ଇଫ୍ରଯିମଙ୍କ ପାଇଁ ଠିକ୍ ଏହିପରି ଭାବରେ ଘଟିଥିଲା। ଗଷେର ରେ କିଣାନୀଯ ଲୋକମାନେ ବାସ କରିବାକୁ ଲାଗିଲେ ଏବଂ ଇଫ୍ରଯିମ କିଣାନୀଯ ଲୋକମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଇଫ୍ରଯିମ କିଣାନୀଯମାନଙ୍କ ସହିତ ମିଶି ରହିବାକକ୍ସ୍ଟ ଲାଗିଲେ।
29 A tribo de Efraim não expulsou os cananeus que moravam na cidade de Gezer, e assim os cananeus ficaram vivendo ali com eles.
30 ଠିକ୍ ସହେିପରି ଘଟିଥିଲା ସବୁଲୂନ୍ ବଂଶଧରଙ୍କ ପ୍ରତି କେତକେ କିଣାନୀଯ ନିବାସୀ ବାସ କରୁଥିଲେ, କିଟ୍ରୋଣ ଓ ନହଲୋଲ୍ ରେ କିନ୍ତୁ ସବୁଲୂନ ପରିବାରବର୍ଗମାନେ ସମାନଙ୍କେୁ ତଡିଦଇେ ନ ଥିଲେ। ସହେି କିଣାନୀଯ ଲୋକମାନେ ସବୁଲୂନ୍ ଲୋକମାନଙ୍କ ସହିତ ବାସ କରୁଥିଲେ। କିନ୍ତୁ ସବୁଲୂନ୍ ଲୋକମାନେ ସମାନଙ୍କେୁ କ୍ରିତଦାସ ଭାବରେ ଖଟାଇଲେ।
30 A tribo de Zebulom não expulsou o povo que vivia nas cidades de Quitrom e Naalol. Os cananeus viveram com eles, mas eram obrigados a trabalhar para eles.
31 ଆଶରେ ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶରେ ପରିବାରବର୍ଗର ଲୋକମାନେ ଯେଉଁମାନେ ସମାନଙ୍କେ ସହିତ ଅକ୍କୋନିବାସୀ, ସୀଦୋନ୍ ଅହଲବ୍ ଅକଷୀବ ହିଲବା, ଅଫିକ୍ ଓ ରହୋବରକ୍ସ୍ଟ ବସବାସ କରୁଥିଲେ, ସହେି ଲୋକମାନଙ୍କୁ ବିତାଡିତ କଲନୋହିଁ।
31 A tribo de Aser não expulsou o povo que vivia nas cidades de Aco, Sidom, Alabe, Aczibe, Helba, Afeca e Reobe.
32 ଆଶରେୀଯ ଲୋକମାନେ କିଣାନୀଯକକ୍ସ୍ଟ ସମାନଙ୍କେର ଦେଶରକ୍ସ୍ଟ ତଡି ଦଇେ ନ ଥିଲେ। ତେଣୁ କିଣାନୀଯ ଲୋକମାନେ ଆଶରେୀଯମାନଙ୍କ ସହିତ ନ୍ତିରନ୍ତର ମିଶି ରହକ୍ସ୍ଟଥିଲେ।
32 O povo de Aser viveu com os cananeus que moravam ali, pois eles não tinham sido expulsos.
33 ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନଲ୍ଗାଲି ଲୋକମାନେ ବୈଥଶମେଶ ଓ ବେଥ୍ନାତ୍ମାନେ ଲୋକମାନଙ୍କୁ ତଡିଦଇେ ନ ଥିଲେ। ତେଣୁ ନଲ୍ଗାଲିର ଲୋକମାନେ ସହେି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀଯମାନେ ନଲ୍ଗାଲି ଲୋକମାନଙ୍କର କ୍ରିତଦାସ ରୂପେ କାର୍ୟ୍ଯ କଲେ।
33 A tribo de Naftali não expulsou o povo que morava nas cidades de Bete-Semes e Bete-Anate. Os cananeus viveram com o povo de Naftali, mas eram obrigados a trabalhar para eles.
34 ଇ ମାରେୀଯମାନେ ଦାନ ପରିବାରବର୍ଗର ସନ୍ତାନଗଣଙ୍କକ୍ସ୍ଟ ପର୍ବତମଯ ଦେଶ ରେ ରହିବାକକ୍ସ୍ଟ ବାଧ୍ଯ କଲେ। ସମାନଙ୍କେୁ ତଳଭୂମିକକ୍ସ୍ଟ ଆସିବାକକ୍ସ୍ଟ ଦେଲେ ନାହିଁ।
34 Os amorreus forçaram a tribo de Dã a se retirar para as montanhas e não os deixavam descer ao vale.
35 ଇ ମାରେୀଯମାନେ ହରେସ ପର୍ବତ ରେ ଅଯାଲୋନ ରେ ଓ ଶାଲବୀ ରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷଫେ ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସମାନେେ କ୍ରିତଦାସ ହାଇେ ରହିଲେ।
35 Os amorreus ficaram vivendo nas montanhas de Heres, em Aijalom e em Saalabim, mas o povo da tribo de José os dominou e os forçou a trabalhar para eles.
36 ଇ ମାରେୀଯ ଲୋକମାନଙ୍କର ଭୂମିର ସୀମା ଅକ୍ରଦ୍ଦୀମ ଘାଟି ଶୈଳଠାରକ୍ସ୍ଟ ଏବଂ ପର୍ବତ ଦେଶ ଶିଳା ସୀମା ମଧିଅରେ ଥିଲା।
36 As terras dos amorreus começavam na subida do Escorpião e em Sela e iam na direção norte.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Juízes 1, comparar traduções ou montar um estudo — tudo direto pelo WhatsApp.