Juízes 18

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ସହେି ସମୟରେ ଇଶ୍ରାୟେଲ ମଧିଅରେ ରାଜା ନ ଥିଲେ। ସହେି ସମୟରେ ଦାନ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖାଜେକ୍ସ୍ଟଥିଲେ। କାରଣ ସେ ପର୍ୟ୍ଯନ୍ତ ସମାନେେ ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭୂମି ପାଇଲେ ନାହିଁ।
1 Naquele tempo não havia rei em Israel. E a tribo de Dã estava procurando uma terra para morar, terra que fosse só deles. Isso porque até aquela ocasião eles não tinham recebido a parte da terra que devia ser deles, embora as outras tribos de Israel já tivessem recebido a sua parte.
2 ଏଣୁ ଦାନର ପରିବାରବର୍ଗ ସମାନଙ୍କେ ପରିବାରବର୍ଗରକ୍ସ୍ଟ ପାଞ୍ଚଜଣ ବୀର ପୁରୁଷଙ୍କକ୍ସ୍ଟ ଦେଶ ଭ୍ରମଣ ଓ ଅନକ୍ସ୍ଟସନ୍ଧାନ କରିବାକୁ ସରିଯ ଓ ଇଷ୍ଟାଯୋଲଠାରକ୍ସ୍ଟ ପଠାଇଲେ ସମାନେେ ସମାନଙ୍କେୁ କହିଲେ, ୟାଅ ଏବଂ ଆଉ କିଛି ଅଧିକ ଦେଶ ଅନକ୍ସ୍ଟସନ୍ଧାନ କର।
2 Então o povo de Dã escolheu cinco homens de valor entre todas as famílias da tribo. Eles foram mandados das cidades de Zora e Estaol para espiar e conhecer a terra. Foram para a região montanhosa de Efraim e ficaram na casa de Mica.
3 ସମାନେେ ମୀଖାର ଗୃହ ନିକଟରେ ଥିବା ବେଳେ ସହେି ଲବେୀୟ ୟକ୍ସ୍ଟବକର କଥା ଶୁଣିଲେ। ସମାନେେ ଏହା ଚିହ୍ନିପାରିଲେ, ତେଣୁ ସମାନେେ ଘର ଭିତରକକ୍ସ୍ଟ ୟାଇ ତାକକ୍ସ୍ଟ ପଚାରିଲେ, ତୁମ୍ଭକୁ ଏଠାକକ୍ସ୍ଟ କିଏ ଆଣିଲା? ତୁମ୍ଭେ ଏଠା ରେ କ'ଣ କରୁଛ? ତୁମ୍ଭର ଏଠା ରେ କ'ଣ ଅଛି?
3 Enquanto estavam lá, perceberam, pelo jeito de o jovem levita falar, que ele não era dali. Então chegaram perto dele e perguntaram: — O que é que você está fazendo aqui? Quem trouxe você para cá?
4 ସେ ଉତ୍ତର ରେ କହିଲା, ମୀଖା ମାେ ପ୍ରତି ଏହିପରି କରିଛନ୍ତି। ସେ ମାେତେ ବତନେ ଦଇେ ଏଠା ରେ ଯାଜକ ରୂପେ ନିୟକ୍ସ୍ଟକ୍ତି କରିଛନ୍ତି
4 Ele respondeu: — Eu fiz um trato com Mica. Ele me paga para ser sacerdote dele.
5 ତେଣୁ ସମାନେେ ତାହାକକ୍ସ୍ଟ କହିଲେ, ଆମ୍ଭମାନେେ ତୁମ୍ଭକୁ ବିନଯ କରୁଅଛକ୍ସ୍ଟ। ପରମେଶ୍ବରଙ୍କ ନିକଟରେ ପ୍ରଗ୍ଭର ଆମ୍ଭମାନଙ୍କ ୟିବା ବାଟରେ ମଙ୍ଗଳ ହବେ କି ନାହିଁ। ତାହା ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ।
5 Aí disseram ao moço: — Então pergunte a Deus se nós seremos bem-sucedidos na nossa viagem.
6 ତହକ୍ସ୍ଟଁ ଯାଜକ ତାଙ୍କୁ କହିଲା, କକ୍ସ୍ଟଶଳ ରେ ୟାଅ। ତୁମ୍ଭମାନଙ୍କର ଗନ୍ତବ୍ଯ ପଥ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଛି।
6 O sacerdote respondeu: — Não se preocupem. O
7 ଏହାପରେ ସହେି ପାଞ୍ଚଜଣ ପ୍ରସ୍ଥାନ କରି ଲଯିଶ ରେ ପହନ୍ଚିଲେ। ସଠାେରେ ସମାନେେ ଦେଖିଲେ, ସୀଦୋନୀଯମାନଙ୍କ ଶାସନ ରେ ଲୋକମାନେ କିପରି ନିରାପଦ ରେ ରହକ୍ସ୍ଟଥିଲେ। ସହେି ଦେଶ ରେ ଶାନ୍ତି ଥିଲା, ସମାନଙ୍କେର ସବୁକିଛି ୟଥେଷ୍ଟ ଥିଲା। ସଠାେରେ ଅତ୍ଯାଗ୍ଭରୀ ଶାସକ ନଥିଲେ। ଆଉ ସମାନେେ ସୀଦୋନଠାରକ୍ସ୍ଟ ଦୂର ରେ ଥିଲେ ଓ ଅନ୍ୟ କାହାରି ସହିତ ସମାନଙ୍କେର ସଐର୍କ ନ ଥିଲା।
7 Então os cinco homens saíram dali e foram para a cidade de Laís. Chegando lá, viram que o povo daquele lugar vivia em segurança, como os sidônios. Eram pacíficos e calmos e não tinham brigas com ninguém. Eles tinham tudo o que precisavam. Moravam longe dos sidônios e viviam afastados dos outros povos.
8 ଏହାପରେ ସମାନେେ ସରିଯ ଓ ଇଷ୍ଟାଯୋଲ ରେ ନିଜର ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତହିଁରେ ସମାନଙ୍କେର ଭାତୃଗଣ ସମାନଙ୍କେୁ ପଚାରିଲେ, କ'ଣ ତକ୍ସ୍ଟମେ ଶିକ୍ଷା କଲ?
8 Quando os cinco homens voltaram para Zora e Estaol, a sua gente perguntou o que eles haviam descoberto.
9 ତହିଁରେ ସମାନେେ କହିଲେ, ଉଠ, ସମାନଙ୍କେର ପ୍ରତିକୂଳ ରେ ୟିବା। କାରଣ ଆମ୍ଭମାନେେ ସେ ଦେଶ ଦେଖିଲକ୍ସ୍ଟ। ଦେଖ ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭମାନେେ କାହିଁକି ଚକ୍ସ୍ଟପ ରହିଛ। ସହେି ଦେଶକକ୍ସ୍ଟ ୟିବାକକ୍ସ୍ଟ ଓ ସେ ଦେଶକକ୍ସ୍ଟ ଅଧିକାରକକ୍ସ୍ଟ ଆଣିବା ପାଇଁ ଅଳସ କର ନାହିଁ।
9 E eles responderam: — Vamos atacar! Nós vimos a terra, e ela é muito boa! Não fiquem aí parados! Vão depressa e tomem a terra!
10 ତୁମ୍ଭମାନେେ ଗଲେ ନିର୍ଭୟ ରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ବର ତାହା ତୁମ୍ଭମାନଙ୍କ ହସ୍ତ ରେ ସମର୍ପଣ କରିଅଛନ୍ତି। ସେ ସ୍ଥାନ ରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।
10 Lá vocês vão ver que o povo não desconfia de nada. A terra deles é grande e tem tudo o que é preciso. E Deus a está dando a vocês.
11 ତେଣୁ ଦାନ ପରିବାରବର୍ଗରକ୍ସ୍ଟ 600 ଲୋକ ୟକ୍ସ୍ଟଦ୍ଧାସ୍ତ୍ର ରେ ସଜ୍ଜିତ ହାଇେ ସରିଯ ଓ ଇଷ୍ଟାଯୋଲ ପରିତ୍ଯାଗ କଲେ।
11 Então seiscentos homens da tribo de Dã saíram de Zora e Estaol, prontos para a luta.
12 ସମାନେେ ଲଯିଶକକ୍ସ୍ଟ ୟିବା ବାଟରେ ୟିହକ୍ସ୍ଟଦାର କିରିଯତ ୟିଯାରୀମ ନଗର ରେ ଛାଉଣୀ ସ୍ଥାପନ କଲେ। ସହେି କାରଣରକ୍ସ୍ଟ ସହେି ସ୍ଥାନକକ୍ସ୍ଟ ଆଜି ପର୍ୟ୍ଯନ୍ତ ମହନୀଦାନ୍ ଦାନ ବୋଲି ପରିଚିତ। ଯାହାକି କିରିଯତ ୟିଯାରୀମର ପଶ୍ଚିମ ରେ ଅଛି।
12 Subiram e acamparam a oeste da cidade de Quiriate-Jearim, na região de Judá. É por isso que aquele lugar é chamado até hoje de “Campo de Dã”.
13 ସହେି ସ୍ଥାନଠାରକ୍ସ୍ଟ 600 ଲୋକ ଇଫ୍ରଯିମ ପର୍ବତମଯ ଦେଶକକ୍ସ୍ଟ ୟାତ୍ରା କଲେ। ତା'ପରେ ସମାନେେ ଆସି ମୀଖାର ଘ ରେ ପହଁଞ୍ଚିଲେ।
13 Dali foram para a região montanhosa de Efraim e chegaram à casa de Mica.
14 ତେଣୁ ସହେି ପାଞ୍ଚଜଣ ଯେଉଁମାନେ ଲଯିଶ ଦେଶ ଅନକ୍ସ୍ଟସନ୍ଧାନ କରିବାକୁ ୟାଇଥିଲେ, ସମାନେେ ସମାନଙ୍କେର ସଐର୍କୀଯମାନଙ୍କୁ କହିଲେ, ସଠାେରେ ଏକ ଏଫୋଦ୍ ଅଛି। ସଠାେରେ ଗୃହ ଦବେତାଗଣ ଅଛନ୍ତି ଓ ଏକ ଖାଦେିତ ପ୍ରତିମା ଅଛି। ଏହା ତୁମ୍ଭମାନେେ କ'ଣ ଜାଣ? ତେଣୁ ବର୍ତ୍ତମାନ କ'ଣ କରିବାକୁ ହବେ ବିବଚେନା କର।
14 Aqueles cinco homens que haviam ido espiar a terra ao redor de Laís disseram aos seus companheiros: — Vocês sabiam que numa dessas casas há um ídolo de madeira folheado a prata? Há também outros ídolos e uma roupa de sacerdote. O que vocês acham que devemos fazer?
15 ସମାନେେ ମୀଖାର ଗୃହ ପାଖ ରେ ଅଟକି ଗଲେ। ଯେଉଁଠା ରେ ଲବେୀୟ ଲୋକ ଜଣକ ବାସ କରୁଥିଲେ। ସମାନେେ ସହେି ଲବେୀୟ ୟକ୍ସ୍ଟବକକକ୍ସ୍ଟ ପଚାରିଲେ କିପରି ଅଛନ୍ତି ବୋଲି।
15 Então eles entraram na casa de Mica, onde morava o jovem levita, e o cumprimentaram.
16 ଦାନ ପରିବାରବର୍ଗର 600 ଲୋକ ଅସ୍ତ୍ର ରେ ସଜ୍ଜିତ ହାଇେଥିଲେ। ସମାନେେ ଫାଟକ ନିକଟରେ ଛିଡା ହେଲେ।
16 Enquanto isso, os seiscentos soldados da tribo de Dã estavam esperando no portão, prontos para combater.
17 ଦଶାେନକ୍ସ୍ଟସନ୍ଧାନ ନିମିତ୍ତ ୟାଇଥିବା ସହେି ପାଞ୍ଚଜଣ ଉପରକକ୍ସ୍ଟ ଗଲେ। ତା'ପରେ ସମାନେେ ଭିତରକକ୍ସ୍ଟ ପ୍ରବେଶ କରି ଏଫୋଦକକ୍ସ୍ଟ, ଗୃହ ଦବେତାଙ୍କୁ ଓ ଖାଦେିତ ପ୍ରତିମାକକ୍ସ୍ଟ ନଇଗେଲେ।
17 Os cinco espiões entraram na casa, pegaram o ídolo de madeira folheado a prata, os outros ídolos e a roupa de sacerdote. O sacerdote tinha ficado no portão com os seiscentos soldados armados.
18 ସହେି ସମୟରେ ଯାଜକ ଫାଟକ ନିକଟରେ ଅସ୍ତ୍ର ରେ ସଜ୍ଜିତ ହାଇେ ସହେି 600 ଲୋକ ସହିତ ଛିଡା ହାଇଗେଲେ। ଯାଜକ ଘ ରେ ପ୍ରବେଶ କରିଥିବା ପାଞ୍ଚ ଜଣଙ୍କକ୍ସ୍ଟ ପଚାରିଲେ, ତୁମ୍ଭମାନେ କ'ଣ କରୁଅଛ?
18 Quando os homens entraram na casa de Mica e pegaram os objetos sagrados, o sacerdote perguntou: — O que vocês estão fazendo?
19 ସମାନେେ ତାକକ୍ସ୍ଟ ଚକ୍ସ୍ଟପ୍ ହବୋ ପାଇଁ କହିଲେ। ସମାନେେ ତାକକ୍ସ୍ଟ କହିଲେ, ତୁମ୍ଭର ହାତ ତୁମ୍ଭର ପାଟି ରେ ଦିଅ ଏବଂ ଆମ୍ଭମାନଙ୍କୁ ଅନକ୍ସ୍ଟସରଣ କର। ଆମ୍ଭମାନଙ୍କ ପିତା ଓ ଆମ୍ଭମାନଙ୍କର ଯାଜକ ହକ୍ସ୍ଟଅ। ତୁମ୍ଭେ ଗୋଟିଏ ଲୋକର ଗୃହ ଦବେତାର ଯାଜକ ହବୋ ଭଲ ନା ଇଶ୍ରାୟେଲର ଗୋଷ୍ଠୀ ଓ ପରିବାରବର୍ଗ ଉପରେ ଯାଜକ ହବୋ ଭଲ କି?
19 Eles responderam: — Fique quieto. Não diga nada. Venha com a gente e seja o nosso sacerdote e conselheiro. Você não gostaria de ser o sacerdote de uma tribo inteira, em vez de ser sacerdote de apenas uma família?
20 ଏଥି ରେ ଯାଜକର ମନ ଆନନ୍ଦିତ ହେଲା। ତହକ୍ସ୍ଟଁ ସେ ଏଫୋଦ୍ ଓ ଠାକକ୍ସ୍ଟରମାନ ଓ ଖୋଳା ପ୍ରତିମାମାନ ନଇେ ଲୋକମାନଙ୍କ ସଙ୍ଗ ରେ ଗ୍ଭଲିଗଲା।
20 O sacerdote ficou muito contente, pegou os objetos sagrados e foi com os espiões e os soldados.
21 ଏହାପରେ ସମାନେେ ବକ୍ସ୍ଟଲି ପଡିଲେ ଓ ସହେି ସ୍ଥାନ ପରିତ୍ଯାଗ କଲେ। ସମାନେେ ସମାନଙ୍କେର ବାଳକ, ପଶକ୍ସ୍ଟଗଣ ଓ ସମାନଙ୍କେର ସମସ୍ତ ସାମଗ୍ରୀ ସମାନଙ୍କେ ଆଗ ରେ ରଖିଲେ।
21 Eles deram meia-volta, puseram na frente as crianças, o gado e os seus bens e partiram.
22 ସମାନେେ ମୀଖାର ଗୃହର ଅଳ୍ପ ଦୂର ରେ ଥିଲେ। ସେତବେେଳେ ମୀଖାର ନିକଟରେ ବାସ କରୁଥିବା ଲୋକମାନେ ଦାନର ଲୋକମାନଙ୍କୁ ଗୋଡ଼ାଇଲେ ଓ ସମାନଙ୍କେୁ ଧରିଲେ।
22 Já estavam longe quando os vizinhos de Mica, que haviam sido chamados para lutar, alcançaram os homens da tribo de Dã.
23 ସମାନେେ ଦାନର ଲୋକମାନଙ୍କ ଉପରେ ପାଟି କଲେ। ତା'ପରେ ଦାନର ଲୋକମାନେ ବକ୍ସ୍ଟଲିପଡି ମୀଖାଙ୍କକ୍ସ୍ଟ ପଚାରିଲେ, ତୁମ୍ଭର କ'ଣ ଖବର ଅଛି ଯେ, ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଏକତ୍ରୀତ କରିଛ?
23 Estes, ao ouvirem os gritos dos que vinham atrás deles, deram meia-volta e perguntaram a Mica: — O que é que há? Para que toda essa gente?
24 ସେ ଉତ୍ତର ରେ କହିଲେ, ମାରେ ହାତ ରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମାରେ ଯାଜକକକ୍ସ୍ଟ ତୁମ୍ଭମାନେେ ନଇେ ୟାଇଛ। ମାରେ ଆଉ କ'ଣ ବାକି ଅଛି? ଏବଂ ତଥାପି ତୁମ୍ଭେ ପଗ୍ଭରକ୍ସ୍ଟଛ, 'ସମସ୍ଯା କ'ଣ?'
24 Ele respondeu: — Vocês ainda me perguntam o que é que há? Vocês me tomaram os deuses que eu fiz e o meu sacerdote e foram embora! O que foi que sobrou para mim?
25 ତହିଁରେ ଦାନର ଲୋକମାନେ ତାଙ୍କୁ କହିଲେ, ଆମ୍ଭ ସହିତ ତର୍କ ନକରିବା ତକ୍ସ୍ଟମ୍ଭ ପାଇଁ ଉତ୍ତମ ଅଟେ। ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କେତକଙ୍କେକ୍ସ୍ଟ କୋର୍ଧିତ କରିପା ରେ। ଯେଉଁମାନେ କି ଗରମ ମିଜାସର ଅଟନ୍ତି ଏବଂ ସମାନେେ ତକ୍ସ୍ଟମ୍ଭ ସହିତ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭର ପରିବାରକକ୍ସ୍ଟ ଆକ୍ରମଣ କରି ପାରନ୍ତି ଓ ହତ୍ଯା କରିପାରନ୍ତି।
25 Os homens de Dã disseram: — É melhor você não falar mais nada porque estes homens podem ficar zangados e acabar atacando vocês. Nesse caso você e toda a sua família morreriam.
26 ଏହାପରେ ଦାନ ସନ୍ତାନଗଣ ନିଜ ପଥରେ ଅଗ୍ରସର ହେଲେ। ପକ୍ସ୍ଟଣି ମୀଖା ସମାନଙ୍କେୁ ନିଜଠାରକ୍ସ୍ଟ ଅଧିକ ବଳବାନ ଦେଖି ଫରେି ନିଜ ଗୃହକକ୍ସ୍ଟ ଫରେି ଗଲେ।
26 Depois de dizerem isso, os homens de Dã partiram. Mica viu que eles eram mais fortes; então voltou para casa.
27 ତା'ପରେ ସମାନେେ ମୀଖାର ପ୍ରତିମା ଓ ତାହାର ଯାଜକକକ୍ସ୍ଟ ଛାଡି ଲଯିଶ ରେ ପହନ୍ଚିଲେ। ସମାନେେ ସହେି ଲୋକମାନଙ୍କୁ ଆକ୍ରମଣ କଲେ, ଯେଉଁମାନେ ସଠାେରେ ଶାନ୍ତି ରେ ଓ ନିରାପଦ ରେ ବାସ କରୁଥିଲେ। ସମାନେେ ଖଡ୍ଗ ରେ ଲୋକମାନଙ୍କୁ ହତ୍ଯା କଲେ ଓ ନଗରକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲେ।
27 Os homens da tribo de Dã levaram as coisas que Mica havia feito e também o sacerdote dele. Aí foram e atacaram Laís, aquela cidade de povo pacífico e calmo. Mataram os seus moradores e queimaram a cidade.
28 ପକ୍ସ୍ଟଣି ତାଙ୍କର କହେି ଉଦ୍ଧାର କର୍ତ୍ତା ନ ଥିଲେ। କାରଣ ତାହା ସୀଦୋନଠାରକ୍ସ୍ଟ ଦୂର ଥିଲା, ସମାନଙ୍କେର ଅନ୍ୟ ଲୋକମାନଙ୍କ ସହିତ ଚୂକ୍ତି ନଥିଲା। ଲଯିଶ ବୈଥ୍ରହୋବର ଓ ନିକଟସ୍ଥ ତଳ ଭୂମିରେ ଥିଲା। ଏହାପରେ ସମାନେେ ନୂତନ ନଗର ନିର୍ମାଣ କରି ସଠାେରେ ବାସ କଲେ।
28 Não havia ninguém para salvar aquela gente, pois Laís ficava longe de Sidom, e eles não tinham contato com outros povos. A cidade ficava no vale, perto de Bete-Reobe. A tribo de Dã construiu de novo Laís e ficou morando ali.
29 ଯେ ହତେକ୍ସ୍ଟ ସମାନେେ ଇଶ୍ରାୟେଲର ଜଣେ ପକ୍ସ୍ଟତ୍ର ଦାନର ଭବିଷ୍ଯଦ୍ ବଂଶଧର ଥିଲେ, ସମାନେେ ସହେି ନଗରର ନାମ ଦାନ ରଖିଲେ। ମାତ୍ର ବାସ୍ତବ ରେ ସହେି ନଗରର ନାମ ଲଯିଶ ଥିଲା।
29 Deram à cidade o nome de Dã porque assim se chamava o fundador da tribo, que era filho de Jacó.
30 ଏଣୁ ଦାନ ପରିବାରବର୍ଗ ସହେି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ସମାନଙ୍କେର ଯାଜକରୂପେ ସମାନେେ ମାଶାଙ୍କେର ପକ୍ସ୍ଟତ୍ର ଗେର୍ଶୋନ ବଂଶଧର ଯୋନାଥନକକ୍ସ୍ଟ ନିୟକ୍ସ୍ଟକ୍ତି କଲେ। ଇଶ୍ରାୟେଲୀୟମାନେ ନିର୍ବାସିତ ହବୋ ପର୍ୟ୍ଯନ୍ତ ଯୋନାଥନ ଓ ତାଙ୍କର ପକ୍ସ୍ଟତ୍ରମାନେ ଦାନ ପରିବାରବର୍ଗର ଯାଜକ ହାଇେ ରହିଲେ।
30 E os homens de Dã levantaram o ídolo para adorá-lo. Jônatas, filho de Gérson e neto de Moisés, foi sacerdote da tribo de Dã. Ele e os seus descendentes foram sacerdotes da tribo de Dã até que o povo foi levado como prisioneiro para fora da sua terra.
31 ଶୀଲୋ ରେ ପରମେଶ୍ବରଙ୍କ ଗୃହ ଥିବାର ସମସ୍ତ ସମୟ ସମାନେେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସହେି ଖାଦେିତ ପ୍ରତିମା ସ୍ଥାପନ କରି ରଖିଲେ।
31 E o ídolo feito por Mica ficou com eles durante todo o tempo em que a casa de Deus esteve em Siló.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Juízes 18, comparar traduções ou montar um estudo — tudo direto pelo WhatsApp.