Juízes 17

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ମୀଖା ନାମକ ଜଣେ ବ୍ଯକ୍ତି ଇଫ୍ରଯିମ ପର୍ବତମଯ ଦେଶ ରେ ବାସ କରୁଥିଲା।
1 Havia um homem da região montanhosa de Efraim cujo nome era Mica.
2 ମୀଖା ତା'ର ମା'କକ୍ସ୍ଟ ଥରେ କହିଲା, ତୁମ୍ଭର ମନେ ଅଛି କି ଥରେ ତୁମ୍ଭର 1,100 ଖଣ୍ତ ରୂପା ଗ୍ଭରେି ହାଇେଥିଲା ଏବଂ କାହାକକ୍ସ୍ଟ ତୁମ୍ଭେ ଶାପ ଦେଉଥିବାର ଶକ୍ସ୍ଟଣିଲି। ସହେି ରୂପା ମାେ ପାଖ ରେ ଅଛି, ମୁ ଏହା ଦେଖିଲି।
2 Ele disse à sua mãe: — As mil e cem moedas de prata que lhe foram roubadas, e a respeito das quais a senhora me falou e proferiu maldições, eis que esse dinheiro está comigo; eu o peguei. Então a mãe lhe disse: — Que o
3 ମୀଖା ସହେି 1,100 ଖଣ୍ତ ରୂପା ତାଙ୍କର ମା'ଙ୍କକ୍ସ୍ଟ ଫରୋଇ ଦେଲେ। ଏହାପରେ ତାଙ୍କର ମା ତାଙ୍କୁ କହିଲେ, ମୁ ସହେି ରୂପା ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶଷେ ଉପହାର ଅର୍ପଣ କରିଛି। ମୁ ଏହା ମାରେପକ୍ସ୍ଟତ୍ରକକ୍ସ୍ଟ ଦବେି, ଯାହାଫଳ ରେ ସେ ଏକ ମୂର୍ତ୍ତି କରି ତାକକ୍ସ୍ଟ ରୂପା ଆଚ୍ଛାଦନ କରିପାରିବ। ଏଣୁ ଏବେ ମୁ ତାହା ତୁମ୍ଭକୁ ଫରୋଇ ଦବେି।
3 Assim, ele devolveu as mil e cem moedas de prata à sua mãe, que disse: — De minha parte dedico esta prata ao
4 କିନ୍ତୁ ମୀଖା ସହେି ରୂପାଖଣ୍ତକକ୍ସ୍ଟ ତା'ର ମାକକ୍ସ୍ଟ ଫରୋଇ ଦଲୋ। ତା'ର ମା ଦକ୍ସ୍ଟଇଶହ ଖଣ୍ତ ରୂପା ସକ୍ସ୍ଟନାରିକକ୍ସ୍ଟ ଦିଅନ୍ତେ ସେ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହ ରେ ରହିଲା।
4 Porém o filho devolveu a prata à sua mãe, que pegou duzentas moedas de prata e as deu a um ourives, o qual fez delas uma imagem de escultura e uma de fundição. E a imagem ficou na casa de Mica.
5 ମୀଖାର ଏକ ମନ୍ଦିର ଥିଲା ଓ ସେ ଏକ ଏଫୋଦ ତିଆରି କଲା, ତାଙ୍କର ଅନକେ ଗକ୍ସ୍ଟଡିକ ମୂର୍ତ୍ତିଗକ୍ସ୍ଟଡିକ ଥିଲା। ସେ ଆପଣା ପକ୍ସ୍ଟତ୍ରମାନଙ୍କ ମଧ୍ଯରକ୍ସ୍ଟ ଜଣଙ୍କକ୍ସ୍ଟ ଯାଜକ ରୂପେ ନିୟକ୍ସ୍ଟକ୍ତ କଲା।
5 E, assim, este homem, Mica, veio a ter um santuário. Fez uma estola sacerdotal, alguns ídolos do lar, e consagrou um de seus filhos para ser o sacerdote.
6 ସେ ସମୟରେ ଇଶ୍ରାୟେଲ ମଧିଅରେ କୌଣସି ରାଜା ନ ଥିଲେ। ତେଣୁ ଯାହା ଦୃଷ୍ଟି ରେ ଯାହା ଭଲ ଲାଗିଲା, ସେ ତାହା କଲା।
6 Naqueles dias, não havia rei em Israel; cada um fazia o que achava mais certo.
7 ସଠାେରେ ଜମେ ଲବେୀୟ ୟକ୍ସ୍ଟବକ ୟିହକ୍ସ୍ଟଦାର ବୈଥଲହମରେ ଥିଲା। ସେ ୟିହକ୍ସ୍ଟଦାର ପରିବାରବର୍ଗ ରେ ବାସ କରି ଆସକ୍ସ୍ଟଥିଲା।
7 Havia um jovem de Belém de Judá, da tribo de Judá, que era levita e estrangeiro naquele lugar.
8 ସେ ଯେଉଁଠା ରେ ସ୍ଥାନ ପାଇ ପା ରେ, ସଠାେରେ ପ୍ରବାସ କରିବା ନିମନ୍ତେ ସେ ନଗରରକ୍ସ୍ଟ, ଅର୍ଥାତ୍ ବୈଥ୍ଲହେମ୍ ୟିହକ୍ସ୍ଟଦାର ପ୍ରସ୍ଥାନ କଲା ଓ ସେ ଯାଉ ଯାଉ ଇଫ୍ରଯିମ ଦେଶସ୍ଥ ଏହି ମୀଖାର ଗୃହ ସରିକି ଆସିଲା।
8 Esse homem partiu da cidade de Belém de Judá em busca de outro lugar para morar. E assim, seguindo o seu caminho, chegou à região montanhosa de Efraim, até a casa de Mica.
9 ତହିଁରେ ମୀଖା ତାହାକକ୍ସ୍ଟ ପଗ୍ଭରିଲା, ତୁମ୍ଭେ କେଉଁଠାରକ୍ସ୍ଟ ଆସିଲ?
9 E Mica lhe perguntou: — De onde você vem? Ele respondeu: — Sou levita de Belém de Judá e estou procurando um lugar para morar.
10 ମୀଖା କହିଲା, ମାେ ସଙ୍ଗେ ତକ୍ସ୍ଟମେ ବାସ କର। ମାରେପିତା ଓ ଯାଜକ ହକ୍ସ୍ଟଅ। ତହିଁରେ ମୁ ତୁମ୍ଭକୁ ବାର୍ଷୀକ ଦଶଖଣ୍ତ ରୂପା, ଖାଦ୍ୟ ଓ ବସ୍ତ୍ର ଦବେି। ମୀଖା ଯାହା କହିଲା, ସହେି ଲବେୀୟ ତାହା କଲା।
10 Então Mica disse: — Fique comigo, como meu conselheiro e sacerdote. Eu lhe darei dez moedas de prata por ano, a roupa e o sustento. O levita entrou
11 ଏହାପରେ ସହେି ଲବେୀୟ ଲୋକ ତାଙ୍କ ସହିତ ବାସ କରିବା ପାଇଁ ସମ୍ମତ ହେଲା। ଆଉ ସେ ୟକ୍ସ୍ଟବା ଲୋକ ତାହାର ଗୋଟିଏ ପକ୍ସ୍ଟତ୍ର ପରି ହେଲା।
11 e consentiu em ficar com aquele homem. E o jovem era para ele como um de seus filhos.
12 ଏହାପରେ ମୀଖା ଦ୍ବାରା ଯାଜକ ଭାବରେ ନିୟକ୍ସ୍ଟକ୍ତ ହାଇେ ସହେି ୟକ୍ସ୍ଟବା ଲୋକ ମୀଖାର ଗୃହ ରେ ରହିଲା।
12 Mica consagrou o jovem levita, que passou a ser o seu sacerdote. E o jovem ficou na casa de Mica.
13 ତା'ପରେ ମୀଖା କହିଲା, ବର୍ତ୍ତମାନ ମୁ ଜାଣେ ଏବେ ସଦାପ୍ରଭୁ ମାହେର ମଙ୍ଗଳ କରିବେ, କାରଣ ଜଣେ ଲବେୀୟ ପରିବାରବର୍ଗ ମାରଯାଜେକ ହେଲା।
13 Então Mica disse: — Agora sei que o

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Juízes 17, comparar traduções ou montar um estudo — tudo direto pelo WhatsApp.