Juízes 16
Oriya Bible (GL_ORIYA) vs ARC
1 ଦିନେ ଶାମ୍ଶାେନ୍ ଘସା ରେ ଥିବା ଏକ ବେଶ୍ଯା ପାଖକକ୍ସ୍ଟ ଗଲେ। ସେ ତା'ର ସହିତ ରାତ୍ରିୟାପନ କରିବା ପାଇଁ ସଠାେକକ୍ସ୍ଟ ୟାଇଥିଲେ।
1 E foi-se Sansão a Gaza, e viu ali uma mulher prostituta, e entrou a ela.
2 କହେି ଜଣେ ଘସୀଯ ଲୋକମାନଙ୍କୁ କହିଲେ ଯେ, ଶାମ୍ଶୋନ୍ ସହେି ସ୍ଥାନକକ୍ସ୍ଟ ୟାଇଥିଲେ। ସମାନେେ ଶାମ୍ଶୋନ୍ଙ୍କକ୍ସ୍ଟ ହତ୍ଯା କରିବାକୁ ଚାହିଁଲେ। ତେଣୁ ସମାନେେ ସେ ସହରକକ୍ସ୍ଟ ଘରେି ଗଲେ। ସମାନେେ ରାତ୍ରି ତମାମ ଚିପ୍ଗ୍ଭପ୍ ନଗର ଫାଟକ ନିକଟରେ ଲକ୍ସ୍ଟଚି ରହିଲେ। ସମାନେେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ, ସକାଳ ହେଲେ ଆମେ ଶାମ୍ଶାେନ୍ଙ୍କକ୍ସ୍ଟ ହତ୍ଯା କରିବା।
2 E foi dito aos gazitas: Sansão entrou aqui. Foram, pois, em roda e toda a noite lhe puseram espias à porta da cidade; porém toda a noite estiveram sossegados, dizendo: Até à luz da manhã esperaremos; então, o mataremos.
3 କିନ୍ତୁ ଶାମ୍ଶାେନ୍ ସେ ବେଶ୍ଯା ପାଖ ରେ ମଧ୍ଯ ରାତ୍ରି ପର୍ୟ୍ଯନ୍ତ ରହିଲେ ଓ ମଧ୍ଯ ରାତ୍ରି ରେ ନଗର ଫାଟକ ଭାଙ୍ଗି ବାହାରି ଆସିଲେ। ସେ ସଗେୁଡିକୁ କାନ୍ଥରକ୍ସ୍ଟ ଓ ଦକ୍ସ୍ଟଇ ବାଜକ୍ସ୍ଟବନ୍ଧରକ୍ସ୍ଟ ଉପାଡି ପକାଇଲେ। ସେ ଫାଟକର ଦକ୍ସ୍ଟଇଟି ଖମ୍ବକକ୍ସ୍ଟ ତା'ର ବାଜକ୍ସ୍ଟବନ୍ଧକକ୍ସ୍ଟ ହିବ୍ରୋଣ ପର୍ବତ ପାଖକକ୍ସ୍ଟ ନଇଗେଲେ।
3 Porém Sansão deitou-se até à meia-noite, e à meia-noite se levantou, e travou das portas da entrada da cidade com ambas as umbreiras, e juntamente com a tranca as tomou, pondo-as sobre os ombros; e levou-as para cima, até ao cume do monte que está defronte de Hebrom.
4 ଏହାପରେ ଶାମ୍ଶୋନ୍ ଦଲୀଲା ନାମକ ଏକ ସ୍ତ୍ରୀ ଲୋକର ପ୍ ରମେ ରେ ପଡିଗଲେ। ଯେ କି ଥିଲା ସୋ ରେକ୍ ଉପତ୍ୟକାର ଜଣେ ସ୍ତ୍ରୀ ଲୋକ।
4 E, depois disto, aconteceu que se afeiçoou a uma mulher do vale de Soreque, cujo nome era Dalila.
5 ତେଣୁ ପଲେଷ୍ଟୀୟ ନତେୃବର୍ଗମାନେ ସହେି ସ୍ତ୍ରୀ ନିକଟକକ୍ସ୍ଟ ଆସି ତାହାକକ୍ସ୍ଟ କହିଲେ, ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ ସେ କେଉଁଠାରକ୍ସ୍ଟ ବଳ ପାଉଛି, ତୁମ୍ଭେ ଚତକ୍ସ୍ଟରତାର ସହ ତାଙ୍କ ପାଖରକ୍ସ୍ଟ ଏହି ଗକ୍ସ୍ଟଲ୍ଗ ରହସ୍ଯ ଆଦାଯ କର। ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ, ତାକକ୍ସ୍ଟ କିପରି କାବକ୍ସ୍ଟ କରି ହବେ। ଯାହାଫଳ ରେ ଆମ୍ଭେ ଯେ କୌଣସି ପ୍ରକା ରେ ବନ୍ଦି କରି ପାରିବକ୍ସ୍ଟ। ଯଦି ତୁମ୍ଭେ ଏହା କରିପାରିବ ତବେେ ତୁମ୍ଭକୁ ଆମ୍ଭେ ପ୍ରେତ୍ୟକକ 1,100 ଲଖାଏଁେ ରେ ୗପ୍ୟ ମକ୍ସ୍ଟଦ୍ରା ଦବେକ୍ସ୍ଟ।
5 Então, os príncipes dos filisteus subiram a ela e lhe disseram: Persuade-o e vê em que consiste a sua grande força e com que poderíamos assenhorear-nos dele e amarrá-lo, para assim o afligirmos; e te daremos cada um mil e cem moedas de prata.
6 ତେଣୁ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲା, ଦୟାକରି କକ୍ସ୍ଟହ କିଏ ତୁମ୍ଭକୁ ଶକ୍ତିଶାଳୀ କରୁଛି, କିପରି ଭାବରେ ଜଣେ ବ୍ଯକ୍ତି ତୁମ୍ଭକୁ ବାନ୍ଧି ପାରିବ?
6 Disse, pois, Dalila a Sansão: Declara-me, peço-te, em que consiste a tua grande força e com que poderias ser amarrado para te poderem afligir.
7 ଶାମ୍ଶାେନ୍ ଉତ୍ତର ଦଇେ କହିଲେ, ଯାହା କବେେ ଶକ୍ସ୍ଟଷ୍କ ହାଇନୋହିଁ। ଏପରି ସାତଟା କଞ୍ଚାତନ୍ତ ରେ ଯବେେ ସମାନେେ ମାେତେ ବାନ୍ଧିବେ। ତବେେ ମୁ ଦୁର୍ବଳ ହାଇେ ଅନ୍ୟ ଲୋକପରି ହାଇେ ୟିବି।
7 Disse-lhe Sansão: Se me amarrassem com sete vergas de vimes frescos, que ainda não estivessem secos, então, me enfraqueceria e seria como qualquer outro homem.
8 ଏହାପରେ ପଲେଷ୍ଟୀୟ ଅଧିପତିମାନେ ଅଶକ୍ସ୍ଟଷ୍କ ସାତଟା କଞ୍ଚାତନ୍ତ ଆଣି ସହେି ସ୍ତ୍ରୀ ଲୋକଟିକକ୍ସ୍ଟ ଦେଲେ। ସେଥି ରେ ସେ ଶାମ୍ଶୋନ୍ଙ୍କକ୍ସ୍ଟ ବାନ୍ଧିଲା।
8 Então, os príncipes dos filisteus lhe trouxeram sete vergas de vimes frescos, que ainda não estavam secos; e amarrou-o com elas.
9 ସେ ସମୟରେ କେତକେ ଲୋକ ପରବର୍ତ୍ତୀ କଠାେରୀ ରେ ଲକ୍ସ୍ଟଚି ରହିଲେ। ତେଣୁ ସେ ସମାନଙ୍କେୁ କହିଲା, ଶାମ୍ଶାେନ୍! ବର୍ତ୍ତମାନ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଛନ୍ତି! କିନ୍ତୁ ଶାମ୍ଶାେନ୍ ଅନ୍ଯାଯ ରେ ଧନକ୍ସ୍ଟର ଗକ୍ସ୍ଟଣକକ୍ସ୍ଟ ଛିଣ୍ତାଇ ଦେଲେ। ଅଗ୍ନି ଝାସ ପାଇଥିବା ଦଉଡି ଛିଣ୍ତିଗଲା। ଏହିପରି ସମାନେେ ତାଙ୍କର ବଳର ଗକ୍ସ୍ଟଲ୍ଗ ରହସ୍ଯ ଜାଣି ପାରିଲେ ନାହିଁ।
9 E os espias estavam assentados com ela numa câmara. Então, ela lhe disse: Os filisteus vêm sobre ti, Sansão. Então, quebrou as vergas de vimes, como se quebra o fio da estopa ao cheiro do fogo; assim, não se soube em que consistia a sua força.
10 ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲା, ତୁମ୍ଭେ ମାେତେ ବୋକା ବନଇେଲ ଓ ମିଥ୍ଯା କହିଲ। ଏବେ ତୁମ୍ଭେ କେଉଁଥି ରେ ବନ୍ଧାୟାଇପାର କକ୍ସ୍ଟହ।
10 Então, disse Dalila a Sansão: Eis que zombaste de mim e me disseste mentiras; ora, declara-me, agora, com que poderias ser amarrado.
11 ତହିଁରେ ସେ ତାକକ୍ସ୍ଟ କହିଲେ, ଯେଉଁ ରଜ୍ଜକ୍ସ୍ଟ ରେ କୌଣସି କର୍ମ କରାୟାଇ ନାହିଁ। ଏପରି ନୂତନ ରଜ୍ଜକ୍ସ୍ଟ ଦୌଡି ରେ ମାେତେ ବିନ୍ଧିଲେ ମୁ ଦୁର୍ବଳ ହାଇେ ଅନ୍ୟ ଲୋକଙ୍କ ପରି ହାଇଯେିବି।
11 E ele lhe disse: Se me amarrassem fortemente com cordas novas, com que se não houvesse feito obra nenhuma, então, me enfraqueceria e seria como qualquer outro homem.
12 ତେଣୁ ଦଲୀଲା ନୂତନ ରଜ୍ଜକ୍ସ୍ଟ ନଇେ ତାହାଙ୍କକ୍ସ୍ଟ ବାନ୍ଧିଲା। ସେତବେେଳେ ଅକ୍ତିଆର କରିବାକୁ ଉତ୍କସ୍ଖିତ ଲୋକମାନେ ପରବର୍ତ୍ତୀ କଠାେରୀ ରେ ଲକ୍ସ୍ଟଚି ରହକ୍ସ୍ଟଥିଲେ। ତା'ପରେ ସେ କହିଲା, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ନିମନ୍ତେ ଆସିଛନ୍ତି। କିନ୍ତୁ ସେ ଖଣ୍ଡେ ସୂତାପରି ନିଜର ବାହକ୍ସ୍ଟ ଉପରେ ଥିବା ରଜ୍ଜକ୍ସ୍ଟ ସବୁକକ୍ସ୍ଟ ଛିଣ୍ତାଇ ପକାଇଲେ।
12 Então, Dalila tomou cordas novas, e o amarrou com elas, e disse-lhe: Os filisteus vêm sobre ti, Sansão. E os espias estavam assentados numa câmara. Então, as quebrou de seus braços, como um fio.
13 ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ତୁମ୍ଭେ ପକ୍ସ୍ଟନର୍ବାର ମାେତେ ନିର୍ବୋଧ ବନଇେଲ ଓ ମିଛ କହିଲ! ତୁମ୍ଭେ କାହିଁ ରେ ବନ୍ଧାୟାଇପାର, ମାେତେ କକ୍ସ୍ଟହ।
13 E disse Dalila a Sansão: Até agora zombaste de mim e me disseste mentiras; declara-me pois, agora com que poderias ser amarrado? E ele lhe disse: Se teceres sete tranças dos cabelos da minha cabeça com os liços da teia.
14 ଶାମ୍ଶାେନ୍ ଶାଇେଥିବା ବେଳେ ସେ ତାଙ୍କର ବାଳକକ୍ସ୍ଟ ଗୋଟିଏ ସୂତା ବାହାର କରି ସାତଟି ବଣେୀ କଲା ଏବଂ ଗୋଟିଏ ତମ୍ବୁ ଖିଲ ରେ ବାନ୍ଧି ଦେଲେ ଏବଂ ତା'ପରେ ସେ ତାଙ୍କୁ କହିଲା, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ନିମନ୍ତେ ଆସିଛନ୍ତି। ତେଣୁ ସେ ଖିଲକକ୍ସ୍ଟ, ସୂତାକକ୍ସ୍ଟ ଓ ତନ୍ତକ୍ସ୍ଟକକ୍ସ୍ଟ ଉପାଡି ପକାଇଲେ।
14 E ela as fixou com uma estaca e disse-lhe: Os filisteus vêm sobre ti, Sansão. Então, despertou do seu sono e arrancou a estaca das tranças tecidas, juntamente com o liço da teia.
15 ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହାଲା, ତୁମ୍ଭେ ପକ୍ସ୍ଟଣି ଥରେ ମାେତେ କହିଲ, ତୁମ୍ଭେ କିପରି କହିପାରକ୍ସ୍ଟଛ, 'ମୁ ତୁମ୍ଭକୁ ଭଲ ପାଏ,' ତୁମ୍ଭେ କେତବେେଳେ ହେଲେ ମାେତେ ବିଶ୍ବାସ କରୁନାହଁ? ତୁମ୍ଭର ମହାବଳ କେଉଁଥି ରେ ଅଛି ମାେତେ କହି ନାହଁ। ତୁମ୍ଭେ ମାେତେ ତିନି ଥର ୟାକ ବୋକା ବନାଇଲ।
15 Então, ela lhe disse: Como dirás: Tenho-te amor, não estando comigo o teu coração? Já três vezes zombaste de mim e ainda me não declaraste em que consiste a tua força.
16 ଦିନପରେ ଦିନ ସେ ଶାମ୍ଶାେନ୍ଙ୍କକ୍ସ୍ଟ ଏତି ତିରସ୍କାର କଲା ଓ ଗ୍ଭପ ପକାଇଲା ଯେ, ସେ ଏତେ ବିତୃଷ୍ନା ହାଇଗେଲେ ଯେ, ନିଜେ ମରିଗଲେ ବୋଲି ସେ ଅନକ୍ସ୍ଟଭବ କଲେ।
16 E sucedeu que, importunando-o ela todos os dias com as suas palavras e molestando-o, a sua alma se angustiou até à morte.
17 ଶଷେ ରେ ଶାମ୍ଶାେନ୍ ସମସ୍ତ ଗକ୍ସ୍ଟଲ୍ଗକଥା ତାଙ୍କୁ ଜଣାଇଲେ। ସେ ତାଙ୍କୁ କହିଲେ, ମୁ ଜନ୍ମ ପୂର୍ବରକ୍ସ୍ଟ ସଦାପ୍ରଭୁଙ୍କୁ ସମର୍ପଣ ହାଇେଥିଲି। ମୁ ମାରେ ବାଳ କବେେ କାଟିନଥିଲି। ଯଦି କୌଣସି ଲୋକ ମାରେ ମକ୍ସ୍ଟଣ୍ତର ବାଳ କାଟି ସଫା କରିଦିଏ, ତବେେ ମୁ ମାରେ ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହାଇଯେିବି।
17 E descobriu-lhe todo o seu coração e disse-lhe: Nunca subiu navalha à minha cabeça, porque sou nazireu de Deus, desde o ventre de minha mãe; se viesse a ser rapado, ir-se-ia de mim a minha força, e me enfraqueceria e seria como todos os mais homens.
18 ଦଲୀଲା ଦେଖିଲା ଶାମ୍ଶୋନ୍ ତାଙ୍କୁ ସମସ୍ତ ଗକ୍ସ୍ଟଲ୍ଗ କଥା ଜଣାଇ ଦେଲେ। ତେଣୁ ସେ ପଲେଷ୍ଟୀୟ ନତେୃବର୍ଗମାନଙ୍କୁ ଜଣାଇ ଦଲୋ। ସେ କହିଲା, ଏହି ଥର ଆସ, କାରଣ ଶାମ୍ଶାେନ୍ ମାେତେ ତାଙ୍କର ସମସ୍ତ ରହସ୍ଯ କହିଦଇେଛନ୍ତି। ତେଣୁ ନତେୃବର୍ଗ ଦଲୀଲା ନିକଟକକ୍ସ୍ଟ ଆସିଲେ ଏବଂ ମକ୍ସ୍ଟଦ୍ରା ଆଣିଲେ।
18 Vendo, pois, Dalila que já lhe descobrira todo o seu coração, enviou e chamou os príncipes dos filisteus, dizendo: Subi esta vez, porque, agora, me descobriu ele todo o seu coração. E os príncipes dos filisteus subiram a ela e trouxeram o dinheiro na sua mão.
19 ଦଲୀଲା ତାଙ୍କୁ ନିଜର କୋଳ ରେ ଶକ୍ସ୍ଟଆଇ ଦଲୋ ଏବଂ ତା'ପରେ ତାଙ୍କର ସାତାଟେି ବଣେୀକକ୍ସ୍ଟ କ୍ଷିଅର କରିବା ପାଇଁ, ଭିତ ରେ ଥିବା ଲୋକଟିକକ୍ସ୍ଟ ସେ ଡିକିଲା। ତା'ପରେ ଆଉ ଜଣେ ଲୋକ ଡକାଇ ତା'ର ମକ୍ସ୍ଟଣ୍ତରକ୍ସ୍ଟ ସାତବଣେୀ କଟାଇଲା। ଏହିପରି ସେ ଶାମ୍ଶୋନ୍ଙ୍କକ୍ସ୍ଟ କଷ୍ଟ ଦବୋକକ୍ସ୍ଟ ଆରମ୍ଭ କଲା ଓ ଶାମ୍ଶାେନ୍ର ସାମର୍ଥ୍ଯ ଗ୍ଭଲିଗଲା।
19 Então, ela o fez dormir sobre os seus joelhos, e chamou a um homem, e rapou-lhe as sete tranças do cabelo de sua cabeça; e começou a afligi-lo, e retirou-se dele a sua força.
20 ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଇଁ ଆସିଛନ୍ତି। ସେ ଉଠିଲା ଏବଂ ଚିନ୍ତା କଲା, ମୁ ନିଜକକ୍ସ୍ଟ ମକ୍ସ୍ଟକ୍ତି କରିବି ଓ ପୂର୍ବଥର ପରି ତାଙ୍କ ପାଖରକ୍ସ୍ଟ ଖସି ପଳାଇବି। କିନ୍ତୁ ଶାମ୍ଶାେନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରକ୍ସ୍ଟ ଦୂ ରଇେ ୟାଇଥିଲେ।
20 E disse ela: Os filisteus vêm sobre ti, Sansão. E despertou do seu sono e disse: Sairei ainda esta vez como dantes e me livrarei. Porque ele não sabia que já o Senhor se tinha retirado dele.
21 ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ତାଙ୍କର ଆଖିକକ୍ସ୍ଟ ଉପାଡି ଦେଲେ। ପକ୍ସ୍ଟଣି ତାଙ୍କୁ ଘସାକକ୍ସ୍ଟ ଆଣି ପିତ୍ତଳ ବେଢି ରେ ତାଙ୍କୁ ବାନ୍ଧି ରେ। ଆଉ ସେ କାରାଗାର ରେ ଚକି ପେଶିଲେ।
21 Então, os filisteus pegaram nele, e lhe arrancaram os olhos, e fizeram-no descer a Gaza, e amarraram-no com duas cadeias de bronze, e andava ele moendo no cárcere.
22 କିନ୍ତୁ ଶାମ୍ଶାେନ୍ର ବାଳ ପକ୍ସ୍ଟନର୍ବାର ବଢିବାକକ୍ସ୍ଟ ଲାଗିଲା।
22 E o cabelo da sua cabeça lhe começou a crescer, como quando foi rapado.
23 ପଲେଷ୍ଟୀୟମାନେ ଏକତ୍ରୀତ ହାଇେ ଜଯଲାଭ ଉତ୍ସବ ପାଳନ କଲେ। ସମାନେେ ସମାନଙ୍କେର ଦବେତା ଦାଗୋନ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କଲେ। ସମାନେେ କହିଲେ, ଶାମ୍ଶାେନ୍ଙ୍କକ୍ସ୍ଟ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦବେତା ଆମ୍ଭମାନଙ୍କୁ ସାହାୟ୍ଯ କଲେ। ଯେ କି ଆମର ଶତୃ ଥିଲା।
23 Então, os príncipes dos filisteus se ajuntaram para oferecerem um grande sacrifício ao seu deus Dagom e para se alegrarem e diziam: Nosso deus nos entregou nas mãos a Sansão, nosso inimigo.
24 ଯେତବେେଳେ ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଦେଖିଲେ ସମାନେେ ତାଙ୍କର ଦବେତାର ପ୍ରଶଂସା ଗାନ କଲେ। ସମାନେେ କହିଲେ, ଆମ୍ଭମାନଙ୍କ ଦବେତା ଆମ୍ଭମାନଙ୍କୁ ଆମ୍ଭର ଶତୃକକ୍ସ୍ଟ ଅକ୍ତିଆର କରିବା ରେ ସାହାୟ୍ଯ କଲେ। ଏହି ଲୋକ ଆମ୍ଭର ଦେଶକକ୍ସ୍ଟ ଧ୍ବଂସ କରିଥିଲା। ଏହି ଲୋକ ଆମ୍ଭର ଅନକେ ଲୋକମାନଙ୍କୁ ହତ୍ଯା କରିଥିଲା।
24 Semelhantemente, vendo-o o povo, louvavam ao seu deus, porque diziam: Nosso deus nos entregou nas mãos o nosso inimigo, e o que destruía a nossa terra, e o que multiplicava os nossos mortos.
25 ଅତି ଆନନ୍ଦିତ ହାଇେ ସମାନେେ କହିଲେ, ଶାମ୍ଶାେନ୍ଙ୍କକ୍ସ୍ଟ ତା'ର କୋଠରୀକକ୍ସ୍ଟ ଆଣ, ସେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ କୌତକ୍ସ୍ଟକ କରିବ। ତେଣୁ ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ କାରାଗାରରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସେ ସମାନଙ୍କେ ଆଗ ରେ ତାହା କଲା ଓ ସମାନେେ ତା'ର ପରିହାସ କଲେ। ଆଉ ସମାନେେ ତାକକ୍ସ୍ଟ ଦାଗୋନ୍ ମନ୍ଦିରର ଦକ୍ସ୍ଟଇ ସ୍ତମ୍ଭ ମଧିଅରେ ଠିଆ କରାଇଲେ।
25 E sucedeu que, alegrando-se-lhes o coração, disseram: Chamai Sansão, para que brinque diante de nós. E chamaram Sansão do cárcere, e brincou diante deles, e fizeram-no estar em pé entre as colunas.
26 ଜଣେ ସବେକ ଶାମ୍ଶାେନ୍ର ହାତ ଧରିଥିଲା। ଶାମ୍ଶାେନ୍ ସବେକଙ୍କକ୍ସ୍ଟ କହିଲେ, ମାେତେ ତୁମ୍ଭେ ମନ୍ଦିରର ମଝିଖକ୍ସ୍ଟଣ୍ଟି ନିକଟରେ ଛାଡ ମୁ ସହେି ମନ୍ଦିରକକ୍ସ୍ଟ ଧରିଥିବା ସ୍ତମ୍ଭକକ୍ସ୍ଟ ଅନକ୍ସ୍ଟଭବ କରିପାରିବି, ମୁ ସଗେକ୍ସ୍ଟଡିକ ଉପରେ ଆଉଜିବି।
26 Então, disse Sansão ao moço que o tinha pela mão: Guia-me para que apalpe as colunas em que se sustém a casa, para que me encoste a elas.
27 ସହେି ମନ୍ଦିର ନରନାରୀମାନଙ୍କ ସହିତ ଭରପକ୍ସ୍ଟର ଥିଲା ପଲେଷ୍ଟୀୟମାନଙ୍କର ସମସ୍ତ ଅଧିପତି ସଠାେରେ ଉପସ୍ଥିତ ଥିଲେ। ମନ୍ଦିରର ଛାତ ଉପରେ ପ୍ରାଯ ନରନାରୀ ତିନି ହଜାର ଛିଡା ହାଇଗେଲେ। ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ ଉପହାସ କରୁଥିଲେ।
27 Ora, estava a casa cheia de homens e mulheres; e também ali estavam todos os príncipes dos filisteus, e sobre o telhado havia alguns três mil homens e mulheres, que estavam vendo brincar Sansão.
28 ଏହାପରେ ଶାମ୍ଶାେନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, ହେ ସର୍ବଶକ୍ତିମାନ ସଦାପ୍ରଭୁ! ମାେତେ ଭକ୍ସ୍ଟଲି ୟାଅ ନାହିଁ। ପ୍ରଭକ୍ସ୍ଟ, ଦୟାକରି ମାେତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳ ରେ ମୁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦଇପୋରିବି ଏବଂ ଏକ ମକ୍ସ୍ଟଷ୍ଟିଘାତ ରେ ମୁ ସମାନଙ୍କେଠାରକ୍ସ୍ଟ ପ୍ରତି ଶାଧେ ନବେି। ଯେଉଁମାନେ ମାରେ ଦକ୍ସ୍ଟଇ ଆଖି ଉପାଡି ଦଇେଛନ୍ତି।
28 Então, Sansão clamou ao Senhor e disse: Senhor Jeová , peço-te que te lembres de mim e esforça-me agora, só esta vez, ó Deus, para que de uma vez me vingue dos filisteus, pelos meus dois olhos.
29 ମନ୍ଦିର ମଧ୍ଯସ୍ଥ ଯେଉଁ ଦକ୍ସ୍ଟଇ ସ୍ତମ୍ଭ ଉପରେ ଗୃହ ଭରାଥିଲା, ଶାମ୍ଶାେନ୍ ତହିଁରେ ଗୋଟିକକ୍ସ୍ଟ ଡାହାଣ ହାତ ରେ ଓ ଅନ୍ୟଟିକକ୍ସ୍ଟ ବାମ ହାତ ରେ ଧରି ତା'ଉପରେ ଆଉଜି ପଡିଲେ।
29 Abraçou-se, pois, Sansão com as duas colunas do meio, em que se sustinha a casa, e arrimou-se sobre elas, com a sua mão direita numa e com a sua esquerda na outra.
30 ପକ୍ସ୍ଟଣି ଶାମ୍ଶାେନ୍ କହିଲେ, ପଲେଷ୍ଟୀୟମାନଙ୍କ ସହିତ ମାରେ ପ୍ରାଣ ଯାଉ। ଏହାକହି ସେ ସ୍ତମ୍ଭଗକ୍ସ୍ଟଡିକ ତାଙ୍କର ସମସ୍ତବଳ ଖଟାଇ ପଲେି ଦେଲେ। ଛାତଟି ପଡିଗଲା ଓ ସଠାେରେ ଏକତ୍ରୀତ ହାଇେଥିବା ସମସ୍ତ ଲୋକ ମୃତକ୍ସ୍ଟ୍ଯବରଣ କଲେ। ଏହିପରି ତାହାର ଜୀବନ କାଳ ରେ ହତ୍ଯା କରିଥିବା ଲୋକମାନଙ୍କର ସଂଖ୍ଯା ଅପେକ୍ଷା ତାହାର ମରଣ କାଳର ହତ୍ଯା କରିଥିବା ଲୋକମାନଙ୍କର ସଂଖ୍ଯା ଅଧିକ ଥିଲା।
30 E disse Sansão: Morra eu com os filisteus! E inclinou-se com força, e a casa caiu sobre os príncipes e sobre todo o povo que nela havia; e foram mais os mortos que matou na sua morte do que os que matara na sua vida.
31 ଏହାପରେ ତା'ର ଭାତୃଗଣ ଓ ତା'ର ପିତୃଗୃହସ୍ଥ ପରିବାର ଆସିଲେ ଓ ତା'ର ମୃତ ଶରୀରକକ୍ସ୍ଟ ନଇଗେଲେ। ସମାନେେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନ ରେ କବର ଦେଲେ, ଯେଉଁଟାକି ସରିଯର ଓ ଇଷ୍ଟାଯୋଲର ମଧ୍ଯ ସ୍ଥାନ ରେ। ସେ କୋଡିଏ ବର୍ଷ ଧରି ଇଶ୍ରାୟେଲମାନଙ୍କର ବିଗ୍ଭରକ ଥିଲେ।
31 Então, seus irmãos desceram, e toda a casa de seu pai, e tomaram-no, e subiram com ele, e sepultaram-no entre Zorá e Estaol, no sepulcro de Manoá, seu pai; e julgou ele a Israel vinte anos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 16, comparar traduções ou montar um estudo — tudo direto pelo WhatsApp.