Juízes 15
Oriya Bible (GL_ORIYA) vs NVI
1 ଅମଳ ସମୟରେ ଶାମ୍ଶାେନ୍ ଗୋଟିଏ ୟକ୍ସ୍ଟବା ଛଳେି ଉପହାର ଧରି ନିଜର ସ୍ତ୍ରୀକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ ଏବଂ ସେ କହିଲେ, ମୁ ମାରେ ସ୍ତ୍ରୀକକ୍ସ୍ଟ ଦେଖିବାକକ୍ସ୍ଟ ୟାଇପା ରେ କି?
1 Algum tempo depois, na época da colheita do trigo, Sansão foi visitar a sua mulher e levou-lhe um cabrito. "Vou ao quarto da minha mulher", disse ele. Mas o pai dela não quis deixá-lo entrar.
2 ତାଙ୍କର ପିତା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ମୁ ଭାବିଲି ଯେ ତୁମ୍ଭେ ତାଙ୍କୁ ଅତ୍ଯନ୍ତ ଘୃଣା କର। ଏଣୁ ମୁ ତାହାକକ୍ସ୍ଟ ତକ୍ସ୍ଟମ୍ଭ ମିତ୍ରଙ୍କକ୍ସ୍ଟ ଦଲେି। ତା'ର ସାନ ଭଉଣୀ ତାଠାରକ୍ସ୍ଟ ବହକ୍ସ୍ଟତ ସକ୍ସ୍ଟନ୍ଦର ତାହାକକ୍ସ୍ଟ ଗ୍ରହଣ କର।
2 "Eu estava tão certo de que você a odiava", disse ele, "que a dei ao seu amigo. A sua irmã mais nova não é mais bonita? Fique com esta no lugar da irmã".
3 କିନ୍ତୁ ଶାମ୍ଶାେନ୍ ତାଙ୍କୁ କହିଲେ, ପଲେଷ୍ଟୀୟମାନଙ୍କୁ ଦକ୍ସ୍ଟଃଖ ଦବୋ ପାଇଁ ଗୋଟିଏ ଭଲ କାରଣ ମିଳିଗଲା। ମାେତେ ଆଉ କୌଣସି ଲୋକ ଦୋଷାରୋପ କରିପାରିବେ ନାହିଁ।
3 Sansão lhes disse: "Desta vez ninguém poderá me culpar quando acertar as contas com os filisteus! "
4 ଏହାପରେ ଶାମ୍ଶୋନ୍ 300 ବିଲକ୍ସ୍ଟଆ ଧରି ୟୋଡା ୟୋଡା କରି ଗୋଟିଏର ଲାଙ୍ଗକ୍ସ୍ଟଡକକ୍ସ୍ଟ ଅନ୍ୟ ଗୋଟିଏ ଲାଙ୍ଗକ୍ସ୍ଟଡ ରେ ବାନ୍ଧି ଦେଲେ। ତା'ପରେ ସେ ପ୍ରେତ୍ୟକକର ୟୋଡାଏ ଲାଙ୍ଗକ୍ସ୍ଟଡ ରେ ଏକ ମଶାଲ ବାନ୍ଧି ଦେଲେ।
4 Então saiu, capturou trezentas raposas e as amarrou aos pares pela cauda. Depois prendeu uma tocha em cada par de caudas,
5 ତହକ୍ସ୍ଟଁ ସେ ମଶାଲ ଜଳାଇ ପଲେଷ୍ଟୀୟମାନଙ୍କ ବଢନ୍ତା କ୍ଷତେ ମଧ୍ଯକକ୍ସ୍ଟ ସମାନଙ୍କେୁ ଛାଡି ଦେଲେ। ଯେତବେେଳେ ସମାନେେ ଶସ୍ଯବିଡାର କ୍ଷତେ ଦଇେ, ଦ୍ରାକ୍ଷାକ୍ଷେତ୍ର ଦଇେ ଏବଂ ଅଲିଭ୍ କ୍ଷତେ ଦଇେ ଗଲେ, ସବୁକିଛି ପୋଡି଼ ପାଉଁଶ ହାଇଗେଲା।
5 acendeu as tochas e soltou as raposas no meio das plantações dos filisteus. Assim ele queimou os feixes, o cereal que iam colher, e também as vinhas e os olivais.
6 ପଲେଷ୍ଟୀୟ ଲୋକମାନେ ପଚାରିଲେ, ଏପରି କିଏ କଲା?
6 Os filisteus perguntaram: "Quem fez isso? ", responderam-lhes: "Foi Sansão, o genro do timnita, porque a sua mulher foi dada ao seu amigo". Então os filisteus foram e queimaram a mulher e seu pai.
7 ଶାମ୍ଶାେନ୍ ପଲେଷ୍ଟୀୟ ଲୋକମାନଙ୍କୁ କହିଲେ, ତୁମ୍ଭେ ମାେ ପ୍ରତି ଖରାପ ବ୍ଯବହାର ପ୍ରଦର୍ଶନ କରିଅଛ। ମୁ ମଧ୍ଯ ତକ୍ସ୍ଟମ୍ଭ ପ୍ରତି ଖରାପ ବ୍ଯବହାର ଦଖାଇବେି, ମୁ ତକ୍ସ୍ଟମ୍ଭ ଉପରେ ପ୍ରତି ଶାଧେ ନ ନବୋ ପର୍ୟ୍ଯନ୍ତ ମୁ ଚକ୍ସ୍ଟପ୍ ହବେି ନାହିଁ।
7 Sansão lhes disse: "Já que fizeram isso, não sossegarei enquanto não me vingar de vocês".
8 ଏହାପରେ ଶାମ୍ଶାେନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେ ମଧ୍ଯରକ୍ସ୍ଟ ଅନକଙ୍କେକ୍ସ୍ଟ ହତ୍ଯା କଲେ। ଏବଂ ଏହାପରେ ସେ ଏକ ଗକ୍ସ୍ଟମ୍ଫା ରେ ୟାଇ ବାସ କଲେ ଯେଉଁ ଗକ୍ସ୍ଟମ୍ଫା ରେ ନାମ ଥିଲା ଏଟମ ଶୈଳ।
8 Ele os atacou sem dó nem piedade e fez terrível matança. Depois desceu e ficou numa caverna da rocha de Etã.
9 ତେଣୁ ପଲେଷ୍ଟୀୟମାନେ ୟାଇ ୟିହକ୍ସ୍ଟଦା ଦେଶ ରେ ଛାଉଣୀ ସ୍ଥାପନ କରି ଲିହୀ ରେ ବ୍ଯାପି ରହିଲେ। ସମାନଙ୍କେର ସୈନ୍ଯ ୟକ୍ସ୍ଟଦ୍ଧ ପାଇଁ ସଠାେରେ ନିଜକକ୍ସ୍ଟ ପ୍ରସ୍ତକ୍ସ୍ଟତ କଲେ।
9 Os filisteus foram para Judá e lá acamparam, espalhando-se pelas proximidades de Leí.
10 ସମାନଙ୍କେର ସୈନ୍ଯମାନେ ସଠାେରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ, ୟିହକ୍ସ୍ଟଦା ପରିବାରବର୍ଗର ଲୋକମାନେ ସମାନଙ୍କେୁ ପଚାରିଲେ, ହେ ପଲେଷ୍ଟୀୟଗଣ ତୁମ୍ଭମାନେେ କାହିଁକି ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଛ?
10 Os homens de Judá perguntaram: "Por que vocês vieram lutar contra nós? " Eles responderam: "Queremos levar Sansão amarrado, para tratá-lo como ele nos tratou".
11 ଏହାପରେ ୟିହକ୍ସ୍ଟଦାର 3,000 ପରିବାରବର୍ଗ ଶାମ୍ଶାେନ୍ଙ୍କ ଏଟମ ଶୈଳର ଗକ୍ସ୍ଟମ୍ଫା ନିକଟକକ୍ସ୍ଟ ଗଲେ ଏବଂ ତାଙ୍କୁ କହିଲେ, ତୁମ୍ଭେ କ'ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମର ପ୍ରଭକ୍ସ୍ଟ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?
11 Três mil homens de Judá desceram então à caverna da rocha de Etã e disseram a Sansão: "Você não sabe que os filisteus dominam sobre nós? Você viu o que nos fez? " Ele respondeu: "Fiz a eles apenas o que eles me fizeram".
12 ଏହାପରେ ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ଆମ୍ଭମାନେେ ଆସିଛକ୍ସ୍ଟ ତୁମ୍ଭକୁ ବାନ୍ଧି ପଲେଷ୍ଟୀୟମାନଙ୍କୁ ଦବେକ୍ସ୍ଟ।
12 Disseram-lhe: "Viemos amarrá-lo para entregá-lo aos filisteus". Sansão disse: "Jurem-me que vocês mesmos não me matarão".
13 ୟିହକ୍ସ୍ଟଦାର ଲୋକମାନେ କହିଲେ, ଆମ୍ଭେ ଏହି ପ୍ରସ୍ଥାବ ରେ ରାଜିଅଛକ୍ସ୍ଟ। ଆମ୍ଭେ କବଳେ ତୁମ୍ଭକୁ ଧରିବକ୍ସ୍ଟ ଏବଂ ପଲେଷ୍ଟୀୟମାନଙ୍କୁ ହସ୍ତାନ୍ତର କରିଦବେକ୍ସ୍ଟ। ଆମ୍ଭେ ପ୍ରତିଜ୍ଞା କରୁଛକ୍ସ୍ଟ ତୁମ୍ଭକୁ କବେେ ହତ୍ଯା କରିବକ୍ସ୍ଟ ନାହିଁ। ତେଣୁ ସମାନେେ ଦକ୍ସ୍ଟଇଟି ନୂତନ ରସି ରେ ଶାମ୍ଶାେନ୍କକ୍ସ୍ଟ ବାନ୍ଧି ଶୈଳ ବାହାରକକ୍ସ୍ଟ ଆଣିଲେ।
13 "Certamente que não! ", responderam. "Somente vamos amarrá-lo e entregá-lo nas mãos deles. Não o mataremos. " E o prenderam com duas cordas novas e o fizeram sair da rocha.
14 ସେ ଯେତବେେଳେ ଲିହୀ ରାଜ ପ୍ରସାଦ ରେ ପହନ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକକ୍ସ୍ଟ ଆସିଲେ। ସମାନେେ ଖକ୍ସ୍ଟସି ରେ ଜଯ ଜଯ ଧ୍ବନି କରୁଥିଲେ। ଏହାପରେ ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଯେତବେେଳେ ଆସିଲା, ସେ ଶକ୍ତିଶାଳୀ ହାଇେ ଉଠିଲେ। ଶାମ୍ଶାେନ୍ ଦୌଡିଟିକକ୍ସ୍ଟ ଛିଣ୍ତାଇ ଦେଲେ, ତାଙ୍କ ହାତରକ୍ସ୍ଟ ଦଉଡିଗକ୍ସ୍ଟଡିକ ମିଳାଇ ଗଲାପରି ଏବଂ ପୋଡାସୂତା ପରି ଝରି ପଡିଲା।
14 Quando ia chegando a Leí, os filisteus foram ao encontro dele aos gritos. Mas o Espírito do Senhor apossou-se dele. As cordas em seus braços se tornaram como fibra de linho queimada, e os laços caíram das suas mãos.
15 ଶାମ୍ଶାେନ୍ ଗୋଟିଏ ଗଧର କଞ୍ଚା ଥମାେଣି ପାଇଲେ ସେ ସେଥି ରେ ସଠାେରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ଯା କଲେ।
15 Encontrando a carcaça de um jumento, pegou a queixada e com ela matou mil homens.
16 ଏହାପରେ ଶାମ୍ଶାେନ୍ କହିଲେ,
16 Disse ele então: "Com uma queixada de jumento fiz deles montões. Com uma queixada de jumento matei mil homens".
17 ଯେତବେେଳେ ଶାମ୍ଶାେନ୍ ଏକଥା କହିଲେ, ତା'ପରେ ସେ ଗଧର ହନକ୍ସ୍ଟହାଡକକ୍ସ୍ଟ ଫିଙ୍ଗି ଦେଲେ, ଏହାପରେ ସହେି ସ୍ଥାନର ନାମ ରାମତ୍ ଲିହି (ଥମାେଣିଗିରି) ରହିଲା।
17 Quando acabou de falar, jogou fora a queixada; e o local foi chamado Ramate-Leí.
18 ଶାମ୍ଶାେନ୍ ବହକ୍ସ୍ଟତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବଦନେ କଲେ, ମୁ ତୁମ୍ଭର ଦାସ, ତୁମ୍ଭେ ମାେତେ ମହତ ବିଜଯ ଦିଅ। ଏବେ ମୁ ଶୋଷ ରେ ମରକ୍ସ୍ଟଛି। ମୁ ଅସକ୍ସ୍ଟନ୍ନତ ଲୋକମାନଙ୍କ ହସ୍ତ ରେ ପଡିବାକକ୍ସ୍ଟ ଯାଉଛି, ତେଣୁ ମାେତେ ରକ୍ଷା କର।
18 Sansão estava com muita sede e clamou ao Senhor: "Deste pela mão de teu servo esta grande vitória. Morrerei eu agora de sede para cair nas mãos dos incircuncisos? "
19 ପରମେଶ୍ବର ଲିହିସ୍ଥିତ ଏକ ଖୋଲ ବିଦିର୍ଣ୍ଣ କରିବାରକ୍ସ୍ଟ ତହିଁରକ୍ସ୍ଟ ଜଳ ନିର୍ଗତ ହେଲା। ଶାମ୍ଶାେନ୍ ସହେି ଜଳ ପାନ କଲେ ଏବଂ ତାଙ୍କର ଶକ୍ତି ଫରେି ଆସିଲା। ସେ ଏହି ସ୍ଥାନର ନାମ ଐନ୍ହକ୍କୋରୀ ଦେଲେ। ଯାହାକି ଏବେ ପର୍ୟ୍ଯନ୍ତ ଲିହି ରେ ଅଛି।
19 Deus então abriu a rocha que há em Leí, e dela saiu água. Sansão bebeu, suas forças voltaram, e ele recobrou o ânimo. Por esse motivo essa fonte foi chamada En-Hacoré, e ainda lá está, em Leí.
20 ତେଣୁ ଶାମ୍ଶାେନ୍ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହାଇେ କୋଡିଏ ବର୍ଷ ପର୍ୟ୍ଯନ୍ତ ରହିଲେ। ଯାହାକି ଥିଲା ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।
20 Sansão liderou Israel durante vinte anos no tempo do domínio dos filisteus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 15, comparar traduções ou montar um estudo — tudo direto pelo WhatsApp.