Juízes 14
Oriya Bible (GL_ORIYA) vs NVT
1 ଶାମ୍ଶୋନ୍ ତିମ୍ନାକକ୍ସ୍ଟ ୟାଇ ସେ ସ୍ଥାନ ରେ ପଲେଷ୍ଟୀୟମାନଙ୍କ କନ୍ଯାଗଣ ମଧିଅରେ ଗୋଟିଏ ସ୍ତ୍ରୀକକ୍ସ୍ଟ ଦେଖିଲେ।
1 Certo dia, Sansão estava em Timna e viu uma moça do povo filisteu.
2 ସେ ଗୃହକକ୍ସ୍ଟ ଫରେି ତାଙ୍କର ପିତାମାତାଙ୍କୁ ଏକଥା କହିଲେ, ମୁ ପଲେଷ୍ଟୀୟ କନ୍ଯା ତିମ୍ନାନ ରେ ଦେଖିଅଛି। ମୁ ତାଙ୍କୁ ବିବାହ କରିବାକୁ ଗ୍ଭ ହେଁ।
2 Quando voltou para casa, disse a seu pai e a sua mãe: “Vi uma moça filisteia em Timna. Quero me casar com ela. Consigam aquela moça para mim”.
3 ତାଙ୍କର ପିତା ମାତା ତାଙ୍କୁ କହିଲେ, ଆମର ସଐର୍କୀଯ ମଧିଅରେ ଇଶ୍ରାୟେଲ ରେ ତୁମ୍ଭର ସ୍ତ୍ରୀ ହବୋକକ୍ସ୍ଟ କନ୍ଯା ନାହିନ୍ତି ଯେ, ତୁମ୍ଭେ ଅସକ୍ସ୍ଟନ୍ନତ ପଲେଷ୍ଟୀୟମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ସ୍ତ୍ରୀ କରିବ?
3 Seu pai e sua mãe se opuseram: “Não há uma moça sequer em nossa tribo ou entre todo o nosso povo com quem você possa se casar? Por que tem de procurar uma esposa entre os filisteus pagãos?”. Mas Sansão disse a seu pai: “Consiga a moça para mim. É ela que eu quero”.
4 ଶାମ୍ଶାେନ୍ଙ୍କର ପିତାମାତା ଜାଣିପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ସକ୍ସ୍ଟୟୋଗ ଖାଜେକ୍ସ୍ଟଥିଲେ ଏବଂ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ପଦକ୍ଷପେ ନବୋ ପାଇଁ ଏକ କାରଣ ଖାଜେକ୍ସ୍ଟଥିଲେ। ସହେି ସମୟରେ ପଲେଷ୍ଟୀୟମାନେ ଇଶ୍ରାୟେଲ ଉପରେ ରାଜତ୍ବ କରୁଥିଲେ।
4 Seus pais não sabiam que o S enhor estava agindo no meio disso tudo, para criar uma oportunidade de agir contra os filisteus que, na época, dominavam Israel.
5 ଶାମ୍ଶାେନ୍ ତାଙ୍କର ପିତା ମାତାଙ୍କ ସହିତ ତିମ୍ନାକକ୍ସ୍ଟ ଗଲେ। ସମାନେେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ ରେ ଏକ ୟକ୍ସ୍ଟବା ସିଂହ ଗର୍ଜ୍ଜନ କରି ଶାମ୍ଶାେନ୍ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା।
5 Quando Sansão e seus pais estavam descendo a Timna, de repente um jovem leão atacou Sansão perto dos vinhedos de Timna.
6 ଶାମ୍ଶାେନ୍ ନିକଟକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ। ଏହାପରେ ସେ ଖାଲି ହାତ ରେ ଛଳେି ଛକ୍ସ୍ଟଆକକ୍ସ୍ଟ ଚିରିଲା ପରି ସହେି ସିଂହକକ୍ସ୍ଟ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ'ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ କିଛି ସେ ବିଷଯ ରେ କହିଲେ ନାହିଁ।
6 Naquele momento, o Espírito do S enhor veio sobre Sansão com tamanho poder que ele rasgou o animal pelas mandíbulas usando as próprias mãos, com a mesma facilidade que se despedaça um cabrito. Contudo, não contou a seus pais o que havia acontecido.
7 ଏହିପରି ଭାବରେ ଶାମ୍ଶାେନ୍ ନଗରକକ୍ସ୍ଟ ୟାଇ ପଲେଷ୍ଟୀୟ ସ୍ତ୍ରୀ ଲୋକଟି ସହିତ କଥା ହେଲେ। ସହେି ସ୍ତ୍ରୀ ଲୋକଟି ଶାମ୍ଶାେନ୍ଙ୍କକ୍ସ୍ଟ ପସନ୍ଦ କଲା।
7 Quando chegou a Timna, conversou com a moça e se agradou muito dela.
8 କିଛି ଦିନ ପରେ, ସେ ସହେି ସ୍ତ୍ରୀ ଲୋକଟିକକ୍ସ୍ଟ ବିବାହ କରିବାକୁ ଆସିଲେ। ସହେି ରାସ୍ତା ରେ ସେ ସହେି ମୃତ ସିଂହର ଶରୀରକକ୍ସ୍ଟ ଦେଖିଲେ। ସେ ଦେଖିଲେ ଯେ, କିଛି ମହକ୍ସ୍ଟମାଛି ସେଥି ରେ ମହକ୍ସ୍ଟ ଫଣୋ ତିଆରି କରିଛନ୍ତି।
8 Algum tempo depois, quando voltou a Timna para o casamento, saiu do caminho para ver o cadáver do leão. Descobriu que um enxame de abelhas havia feito mel dentro da carcaça.
9 ଶାମ୍ଶାେନ୍ ହାତ ରେ କିଛି ମହକ୍ସ୍ଟ ସେଥିରକ୍ସ୍ଟ ଆଣିଲେ। ମହକ୍ସ୍ଟ ଖାଇଖାଇ ୟିବା ବାଟରେ ସେ ତାଙ୍କ ପିତାମାତାଙ୍କ ନିକଟରେ ପହଁଞ୍ଚିବା ପରେ, ତାଙ୍କୁ କିଛି ମହକ୍ସ୍ଟ ଖାଇବାକକ୍ସ୍ଟ ଦେଲେ। ସେ ଏଥିରକ୍ସ୍ଟ ବହକ୍ସ୍ଟତ ଖାଇଲେ। କିନ୍ତୁ ଶାମ୍ଶାେନ୍ ଏହି ମହକ୍ସ୍ଟ ଏକ ମୃତ ସିଂହର ଶରୀରରକ୍ସ୍ଟ ଅଣା ୟାଇଛି ବୋଲି କିଛି କହିଲେ ନାହିଁ।
9 Pegou um pouco de mel com as mãos e foi comendo pelo caminho. Também deu um pouco a seu pai e a sua mãe, e eles comeram. Mas Sansão não lhes contou que havia tirado o mel da carcaça do leão.
10 ଶାମ୍ଶୋନଙ୍କର ପିତା ସହେି ପଲେଷ୍ଟୀୟ ସ୍ତ୍ରୀ ଲୋକଟିକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସମାନେେ ସଠାେରେ ଏକ ଭୋଜି ଦେଲେ।
10 Enquanto seu pai estava em Timna para o casamento, Sansão ofereceu uma festa ali, como era costume entre os noivos.
11 ସମାନେେ ଶାମ୍ଶାେନ୍କକ୍ସ୍ଟ ଦେଖିବା ପରେ ତାହା ସଙ୍ଗେ ସଙ୍ଗେ ରହିବା ପାଇଁ ତିରିଶ ଜଣ ମିତ୍ର ଆଣିଲେ।
11 Quando os pais da noiva o viram, escolheram trinta rapazes da cidade para o acompanharem na festa.
12 ଏହାପରେ ଶାମ୍ଶାେନ୍ ସହେି ତିରିଶ ଜଣ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଏକ ରହସ୍ଯାବୃତ ପ୍ରଶ୍ନ କହିବାକକ୍ସ୍ଟ ଗ୍ଭ ହେଁ। ତୁମ୍ଭମାନେେ ଯବେେ ଏହି ଭୋଜିର ସାତଦିନ ମଧିଅରେ ତହିଁର ଅର୍ଥ ବାହାର କରି ମାେତେ ଜଣାଇବ। ତବେେ ତୁମ୍ଭମାନଙ୍କୁ ମୁ ତିରିଶ ରେଶମବସ୍ତ୍ର ଓ ତିରିଶ ୟୋଡା ପୋଷାକ ଦବେି।
12 Sansão lhes disse: “Vou lhes propor um enigma. Se conseguirem decifrá-lo durante estes sete dias de celebração, darei a vocês trinta camisas de linho fino e trinta conjuntos de roupa.
13 ଯଦି ତୁମ୍ଭେ କହେି ଉତ୍ତର ବାହାର କରି ନ ପାର, ତବେେ ତୁମ୍ଭମାନେେ ମାେତେ ତିରିଶଟି ମସିନା ବସ୍ତ୍ର ଓ ତିରିଶଟି ସାଜ ପୋଷାକ ଦବେ। ତେଣୁ ସହେି ତିରିଶ ଜଣ ଲୋକ ପଚାରିଲେ, ତୁମ୍ଭେ ତୁମ୍ଭର ପ୍ର ହଳେିକା କକ୍ସ୍ଟହ, ଆମ୍ଭେ ତାକକ୍ସ୍ଟ ଶୁଣିବାକୁ ଗ୍ଭହକ୍ସ୍ଟଁଅଛକ୍ସ୍ଟ।
13 Mas, se não conseguirem decifrá-lo, vocês me darão trinta camisas de linho fino e trinta conjuntos de roupa”. “Está bem”, concordaram eles. “Proponha seu enigma.”
14 ଶାମ୍ଶାେନ୍ ସମାନଙ୍କେୁ ସହେି ପ୍ର ହଳେିକା ଶକ୍ସ୍ଟଣାଇଲେ। ଖାଦକଠାରକ୍ସ୍ଟ ଖାଦ୍ୟ ଓ ବଳବାନ୍ଠାରକ୍ସ୍ଟ ମିଷ୍ଟତା ନିର୍ଗତ ହେଲା।
14 Ele disse: “Do que come veio algo para comer, do que é forte veio algo doce”. Três dias depois, eles ainda tentavam encontrar a resposta.
15 କିନ୍ତୁ ସମାନେେ ସହେି ଗ୍ଭତକ୍ସ୍ଟର୍ୟ୍ଯ ପ୍ରଶ୍ନ ଦିନ ଦିନ ରେ ବାହାର କରି ପାରିଲେ ନାହିଁ। ଚତକ୍ସ୍ଟର୍ଥ ଦିନ ରେ ସମାନେେ ଶାମ୍ଶୋନଙ୍କର ସ୍ତ୍ରୀଙ୍କକ୍ସ୍ଟ କହିଲେ, ଗ୍ଭତକ୍ସ୍ଟର୍ୟ୍ଯ ପ୍ରଶ୍ନର ଉତ୍ତର ଜଣିବା ପାଇଁ ତୁମ୍ଭେ ସ୍ବାମୀଙ୍କକ୍ସ୍ଟ କକ୍ସ୍ଟହ, ନ ହେଲେ ଆମ୍ଭମାନେେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବକ୍ସ୍ଟ। ତୁମ୍ଭେ ଆମ୍ଭମାନଙ୍କୁ ଗରୀବ କରିବା ପାଇଁ ନିଯନ୍ତ୍ରଣ କଲ କି?
15 No quarto dia, disseram à esposa de Sansão: “Convença seu marido a explicar o enigma; caso contrário, queimaremos vivos você e sua família! Você nos convidou à festa só para nos deixar pobres?”.
16 ଶାମ୍ଶାେନ୍ର ସ୍ତ୍ରୀ ତା'ର ସ୍ବାମୀଙ୍କ ନିକଟକକ୍ସ୍ଟ ଗଲା ଏବଂ ସଠାେରେ ଅତିଶଯ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, ତୁମ୍ଭେ ମାେତେ ଘୃଣା କର! ତୁମ୍ଭେ ମାେତେ ଭଲ ପାଅ ନାହିଁ! ତୁମ୍ଭେ ମାରେ ଲୋକମାନଙ୍କୁ ଏକ ପ୍ର ହଳେିକା ଶକ୍ସ୍ଟଣାଇଲ, ଯାହାକି ମାେତେ ତୁମ୍ଭେ ବକ୍ସ୍ଟଝାଇ ନାହଁ। ଶାମ୍ଶାେନ୍ ତାଙ୍କୁ ଉତ୍ତର ଦେଲେ, ମୁ ମାରେ ପିତା ମାତାଙ୍କୁ କହିନାହିଁ, ତକ୍ସ୍ଟମ୍ଭଙ୍କକ୍ସ୍ଟ କାହିଁକି ମୁ କହିବି?
16 Então a esposa de Sansão lhe disse, aos prantos: “Você não me ama! Você me odeia! Propôs um enigma ao meu povo, mas não me contou a resposta!”. Ele respondeu: “Não revelei o enigma nem a meu pai e minha mãe. Por que deveria contá-lo a você?”.
17 ଶାମ୍ଶାେନ୍ର ସ୍ତ୍ରୀ ଅବଶିଷ୍ଟ ସାତଦିନ ୟାକ କାନ୍ଦିଲା। ତେଣୁ ଶଷେ ରେ ଭୋଜୀର ସଲ୍ଗମ ଦିନ ରେ ଶାମ୍ଶାେନ୍ ପ୍ର ହଳେିକାର ଉତ୍ତର ତାଙ୍କୁ କହିଲେ। ସେ ଉତ୍ତରଟି ତାଙ୍କୁ କହିଲେ, କାରଣ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲା। ତା'ପରେ ସେ ୟାଇ ତା'ର ଲୋକମାନଙ୍କୁ ସହେି ଉତ୍ତର କହି ଦଲୋ।
17 Ela chorava cada vez que estava com ele, e assim continuou até o último dia da festa. Por fim, de tanto importunar Sansão, no sétimo dia ele lhe contou a resposta. Então ela explicou o enigma aos rapazes.
18 ତେଣୁ ସଲ୍ଗମ ଦିନର ସୂର୍ୟ୍ଯାସ୍ତ ଠିକ୍ ପୂର୍ବରକ୍ସ୍ଟ ଭୋଜିର ଶଷେ ଦିନ ପଲେଷ୍ଟୀୟ ଲୋକମାନେ ସହେି ଉତ୍ତର କହି ଦେଲେ,
18 Antes do pôr do sol do sétimo dia, os homens da cidade vieram dar a resposta a Sansão: “O que é mais doce que o mel? O que é mais forte que o leão?”. Sansão respondeu: “Se vocês não tivessem arado com minha novilha, não teriam resolvido meu enigma!”.
19 ଶାମ୍ଶାେନ୍ ଏଥି ରେ ବହକ୍ସ୍ଟତ ରାଗିଗଲେ। ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କ ଆତ୍ମା ବହକ୍ସ୍ଟତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକକ୍ସ୍ଟ ୟାଇ ସଠାେରେ ତିରିଶ ଜଣଙ୍କକ୍ସ୍ଟ ହତ୍ଯା କଲେ। ସେ ସମାନଙ୍କେର ବସ୍ତ୍ର ନଇେ ପ୍ର ହଳେିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ୟୋଡା ବସ୍ତ୍ର ଦେଲେ। କିନ୍ତୁ ତା'ର କୋରଧ ପ୍ରଜ୍ଜୋଳିତ ହବୋରକ୍ସ୍ଟ, ସେ ଆପଣାର ପିତୃଗୃହକକ୍ସ୍ଟ ଗ୍ଭଲିଗଲେ।
19 Então o Espírito do S enhor veio com poder sobre Sansão. Ele desceu à cidade de Ascalom, matou trinta homens, tomou seus pertences e deu as roupas deles aos homens que haviam resolvido o enigma. Contudo, ficou furioso com o que tinha acontecido e voltou a morar na casa de seus pais.
20 ଶାମ୍ଶାେନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକକ୍ସ୍ଟ ନେଲେ ନାହିଁ। ବିବାହ ରେ ତାଙ୍କର ସାଙ୍ଗମାନଙ୍କ ମଧ୍ଯରକ୍ସ୍ଟ ଜଣେ ଉତ୍ତମ ବନ୍ଧକ୍ସ୍ଟର ସେ ସ୍ତ୍ରୀ ହେଲେ।
20 A noiva de Sansão foi dada como esposa ao rapaz que o havia acompanhado na cerimônia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 14, comparar traduções ou montar um estudo — tudo direto pelo WhatsApp.