Juízes 13

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ପକ୍ସ୍ଟନର୍ବାର ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ସହେିପରି କାର୍ୟ୍ଯମାନ ଇଶ୍ରାୟେଲର ଲୋକମାନେ କଲେ। ତେଣୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ହସ୍ତ ରେ ସମାନଙ୍କେୁ ଗ୍ଭଳିଶ ବର୍ଷ ୟାଏ ସମର୍ପଣ କଲେ।
1 Os israelitas pecaram outra vez contra Deus, o Senhor , e por isso ele deixou que sofressem quarenta anos nas mãos dos filisteus.
2 ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।
2 Havia um homem chamado Manoá, que era da cidade de Zora e pertencia à tribo de Dã. A sua mulher não podia ter filhos.
3 ସଦାପ୍ରଭୁ ମ ନୋହର ସ୍ତ୍ରୀକକ୍ସ୍ଟ ପ୍ରସନ୍ନ ହେଲେ। ଏବଂ ତାଙ୍କୁ କହିଲେ, ତୁମ୍ଭେ ଆଜି ୟାଏ ପିଲା ଜନ୍ମ କରି ନାହଁ। ତୁମ୍ଭେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ।
3 O Anjo do Senhor apareceu a ela e disse: — Você não podia ter filhos e por isso nunca foi mãe. Mas agora você ficará grávida e terá um filho.
4 ତୁମ୍ଭେ କଦାପି ଦ୍ରାକ୍ଷାରସ କି ଅନ୍ଯାନ୍ଯ ମାଦକ ଦ୍ରବ୍ଯ ସ୍ପର୍ଶ କରିବ ନାହିଁ। ତୁମ୍ଭମାନେେ କୌଣସି ଅଶକ୍ସ୍ଟଚି ସାମଗ୍ରୀ ଖାଇବ ନାହିଁ। ସାବଧାନ ହକ୍ସ୍ଟଅ।
4 Não tome vinho nem cerveja e não coma nenhuma comida proibida
5 ଏହା କାରଣ ତୁମ୍ଭେ ଗର୍ଭବତୀ, ଏବଂ ତୁମ୍ଭେ ଏକ ପକ୍ସ୍ଟତ୍ର ସନ୍ତାନକକ୍ସ୍ଟ ଜନ୍ମ ଦବୋ ପାଇଁ ଯାଉଛ। ତା'ର ମସ୍ତକରେ କ୍ଷକ୍ସ୍ଟର ଲାଗିବ ନାହିଁ। ସେ ଗର୍ଭ ରେ ଥିଲା ସମୟରକ୍ସ୍ଟ ନାସରୀଯ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗିତ ହାଇେଅଛି। ସେ ପଲେଷ୍ଟୀୟମାନଙ୍କ କବଳରକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ଉଦ୍ଧାର କରିବ।
5 porque você ficará grávida e dará à luz um filho. Não corte nunca o cabelo dele, pois ele será consagrado a Deus como nazireu desde o dia do seu nascimento. Ele vai começar a livrar o povo de Israel do poder dos filisteus.
6 ଏହାପରେ ସହେି ସ୍ତ୍ରୀ ଲୋକଜଣଙ୍କ ତା'ର ସ୍ବାମୀକକ୍ସ୍ଟ କହିଲା ଯାହା ସବୁ ଘଟିଗଲା। ସେ କହିଲା, ପରମେଶ୍ବରଙ୍କର ଜଣେ ଲୋକ ମାେ ନିକଟକକ୍ସ୍ଟ ଆସିଲେ ୟିଏକି ପରମେଶ୍ବରଙ୍କ ଦୂତପରି ଦଖାଯାେଉଥିଲେ। ସେ ଅତି ଭୟଙ୍କର ଦଖାଯାେଉଥିଲେ। ସେ କେଉଁଠକ୍ସ୍ଟ ଆସିଥିଲେ, ମୁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମାେତେ କହିଲେ ନାହିଁ।
6 Então a mulher procurou o marido e disse: — Um homem de Deus falou comigo. Ele parecia um anjo de Deus, e isso me deixou apavorada. Eu não perguntei de onde ele vinha, e ele não me disse como se chamava.
7 କିନ୍ତୁ ସେ ମାେତେ କହିଲେ, 'ତକ୍ସ୍ଟମେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ। ତେଣୁ ତକ୍ସ୍ଟମେ ଦ୍ରାକ୍ଷାରସ କିମ୍ବା ମାଦକ ଦ୍ରବ୍ଯ ସବେନ କରିବା ଉଚିତ୍ ନକ୍ସ୍ଟହଁ କିମ୍ବା ଅଶକ୍ସ୍ଟଚି ଖାଦ୍ୟ ଖାଇବା ଉଚିତ୍ ନକ୍ସ୍ଟହଁ। କାରଣ ଶିଶକ୍ସ୍ଟଟିକକ୍ସ୍ଟ ପରମେଶଓରଙ୍କୁ ସମର୍ପଣ କରାୟିବ। ସେ ଜନ୍ମରକ୍ସ୍ଟ ମରଣ ପର୍ୟ୍ଯନ୍ତ ପରମେଶ୍ବରଙ୍କର ନାସନୀଯ ହବେ।'
7 Mas prometeu que eu ficarei grávida e que terei um filho. E mandou que eu não beba vinho nem cerveja e não coma nenhuma comida proibida, pois o menino será dedicado a Deus como nazireu por toda a vida.
8 ଏହାପରେ ମ ନୋହ ସଦାପ୍ରଭୁଙ୍କ ପ୍ରାର୍ଥନା କଲା, ହେ ସଦାପ୍ରଭୁ ତୁମ୍ଭକୁ ବିନଯ କରୁଅଛି, ପରମେଶ୍ବରଙ୍କର ଲୋକଙ୍କକ୍ସ୍ଟ ଆମ୍ଭ ନିକଟକକ୍ସ୍ଟ ପକ୍ସ୍ଟନର୍ବାର ପଠାଅ। ଯେଉଁ ପିଲା ଜନ୍ମ ନବେ ଆମ୍ଭେ ତା ପାଇଁ କି କର୍ତ୍ତବ୍ଯ କରିବକ୍ସ୍ଟ। ସେ ଆମ୍ଭମାନଙ୍କୁ କକ୍ସ୍ଟହନ୍ତି।'
8 Então Manoá orou ao Senhor , dizendo: — Ó meu Deus, peço que mandes de volta o homem de Deus que enviaste, para ele nos dizer o que devemos fazer com o menino quando nascer.
9 ପରମେଶ୍ବର ମନୋହର ପ୍ରାର୍ଥନା ଶୁଣିଲେ। ସହେି ସଦାପ୍ରଭୁଙ୍କର ଦୂତ ପକ୍ସ୍ଟନ୍ନରାଯ ସହେି ସ୍ତ୍ରୀ ଲୋକ ପାଖକକ୍ସ୍ଟ ଆସିଲେ, ସହେି ସ୍ତ୍ରୀ ଜଣଙ୍କ ଯେତବେେଳେ କ୍ଷତେ ରେ ତାଙ୍କ ସ୍ବାମୀଙ୍କ ବିନା ଏକା ଥିଲେ, ସହେି ସମୟରେ ଦୂତ ତାଙ୍କ ନିକଟକକ୍ସ୍ଟ ଆସିଲେ।
9 Deus fez o que Manoá pediu: o Anjo apareceu de novo à sua mulher quando ela estava sentada no campo. E o marido não estava por perto.
10 ତେଣୁ ସ୍ତ୍ରୀ ଲୋକଟି ତାଙ୍କ ସ୍ବାମୀ ନିକଟକକ୍ସ୍ଟ ଶିଘ୍ର ଦୌଡି ଗଲେ ଓ କହିଲେ, ସେ ଲୋକ ପକ୍ସ୍ଟନର୍ବାର ଦଖାେ ଦଲୋ? ସଦେିନ ଯେଉଁ ଲୋକ ମାେ ନିକଟକକ୍ସ୍ଟ ଆସିଥିଲେ।
10 Então ela correu depressa para o lugar onde ele estava e disse: — O homem que falou comigo outro dia apareceu novamente.
11 ମ ନୋହ ଉଠି ତାଙ୍କ ସ୍ତ୍ରୀଙ୍କ ପେଛ ପେଛ ଗଲେ। ଏବଂ ମ ନୋହ ତାଙ୍କୁ ପଚାରିଲେ, ଆପଣ ସହେି ଲୋକ ୟିଏକି ମାେ ସ୍ତ୍ରୀଙ୍କକ୍ସ୍ଟ ଆଗରକ୍ସ୍ଟ ଦଖାେ ଦଇେଥିଲେ?
11 Manoá se levantou e seguiu a mulher. Foi até onde estava o homem e perguntou: — Você é o homem que falou com a minha mulher? — Sim! — respondeu ele.
12 ତେଣୁ ମ ନୋହ କହିଲେ, ଯବେେ ତୁମ୍ଭର ବାକ୍ଯ ପୂରଣ ହେଉଛି, ବାଳକର ଜୀବନ ପ୍ରତି କି ପ୍ରକାର କାର୍ୟ୍ଯ ପ୍ରଦର୍ଶନ ହବେ? ସେ କ'ଣ କରିବ?
12 Então Manoá disse: — Quando acontecer o que você falou, como é que o menino deverá agir? O que deverá fazer?
13 ସଦାପ୍ରଭୁଙ୍କର ଦୂତ ମ ନୋହକକ୍ସ୍ଟ କହିଲେ, ମୁ ଯାହା କହିଲି, ତୁମ୍ଭର ସ୍ତ୍ରୀ ସମସ୍ତ ପାଳନ କରିବା ଉଚିତ୍।
13 O Anjo do Senhor respondeu: — A sua mulher deve fazer tudo o que eu já disse a ela.
14 ସେ ଦ୍ରାକ୍ଷାରସ କିମ୍ବା କୌଣସି ମାଦକ ଦ୍ରବ୍ଯ ପାନ କରିବା ଉଚିତ୍ ନକ୍ସ୍ଟହଁ। ସେ କୌଣସି ଅଶକ୍ସ୍ଟଚି ଖାଦ୍ୟ ଭୋଜନ କରିବା ଉଚିତ୍ ନକ୍ସ୍ଟହଁ। ମୁ ତାଙ୍କୁ ଯେଉଁ ଆଜ୍ଞା ଦଇେଅଛି ସଗେୁଡିକୁ ସେ ପାଳନ କରନ୍ତକ୍ସ୍ଟ।
14 Não vai comer nada que seja feito de uvas. Não vai tomar nem vinho nem cerveja e não vai comer nenhuma comida proibida. Ela deve fazer tudo o que eu disse. — Por favor, não vá embora ainda. Espere, que nós vamos cozinhar um cabrito para você. — Se eu ficar, não comerei a sua comida! — respondeu o Anjo. — Mas, se você quiser prepará-la, então queime-a como oferta ao
15 ଏହାପରେ ମ ନୋହ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ କହିଲେ, ବିନଯ କରୁଅଛକ୍ସ୍ଟ, ଆପଣ ଆମ୍ଭ ସହିତ କିଛି ସମୟ ରହନ୍ତକ୍ସ୍ଟ। ଆମ୍ଭେ ଆପଣଙ୍କ ପାଇଁ ଏକ ୟକ୍ସ୍ଟବାଛଳେି ପ୍ରସ୍ତକ୍ସ୍ଟତ କରିବକ୍ସ୍ଟ।
15 — ausente —
16 ସଦାପ୍ରଭୁଙ୍କର ଦୂତ ମ ନୋହଙ୍କକ୍ସ୍ଟ କହିଲେ, ତୁମ୍ଭେ ମାେତେ ଅଟକାଇ ରଖିଲେ ବି ମୁ ତୁମ୍ଭର ଖାଦ୍ୟ ଖାଇବି ନାହିଁ। ଯଦି ତୁମ୍ଭେ ଇଚ୍ଛାକର ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କରିପାର। ସେ ମନକ୍ସ୍ଟଷ୍ଯ ଯେ ସଦାପ୍ରଭୁଙ୍କର ଦୂତ ଏକଥା ମ ନୋହ ଜାଣି ନ ଥଲା।
16 — ausente —
17 ଏହାପରେ ମ ନୋହ ପଗ୍ଭରିଲା, ସଦାପ୍ରଭୁ, ଆପଣଙ୍କର ନାମ କ'ଣ? ଆପଣଙ୍କ ବାକ୍ଯ ସଫଳ ହେଲେ ଆମ୍ଭମାନେେ ଆପଣଙ୍କର ପ୍ରଶଂସା କରିବକ୍ସ୍ଟ।
17 Manoá disse: — Qual é o seu nome? Nós precisamos saber para poder prestar-lhe uma homenagem quando acontecer aquilo que você disse.
18 ସଦାପ୍ରଭୁଙ୍କର ଦୂତ କହିଲେ, ତୁମ୍ଭେ ମାେ ନାମ କାହିଁକି ପଗ୍ଭରକ୍ସ୍ଟଛ? ଏହା ଅତ୍ଯନ୍ତ ଆଶ୍ଚର୍ୟ୍ଯ ଅଟେ।
18 — Por que você quer saber o meu nome? — perguntou o Anjo. — O meu nome é um mistério.
19 ଏହାପରେ ମ ନୋହ ଏକ ଛଳେି ଓ ତହିଁର ଶସ୍ଯ ନବୈେଦ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କଲା, ଏବଂ ସେ ଏକ ଅଭକ୍ସ୍ଟତ କାର୍ୟ୍ଯ କଲେ, ଯେତବେେଳେ ମ ନୋହ ଓ ତା'ର ସ୍ତ୍ରୀ ଦେଖକ୍ସ୍ଟଥିଲେ।
19 Então Manoá pegou o cabrito e cereais e os ofereceu numa pedra ao Senhor , o Deus dos mistérios.
20 ମ ନୋହ ଏବଂ ତାଙ୍କର ସ୍ତ୍ରୀ କ'ଣ ସବୁ ଘଟକ୍ସ୍ଟଛି ତାହା ଦେଖକ୍ସ୍ଟଥାନ୍ତି। ଯେତବେେଳେ ଅଗ୍ନିଶିଖା ୟଜ୍ଞବଦେୀରକ୍ସ୍ଟ ଆକାଶକକ୍ସ୍ଟ ଉଠିଲା, ସେତବେେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ବର୍ଗକକ୍ସ୍ଟ ଗ୍ଭଲିଗଲେ।
20 Enquanto as chamas subiam do altar, Manoá e a sua mulher viram o Anjo do Senhor subir para o céu, no meio das chamas. Aí se ajoelharam e encostaram o rosto no chão.
21 ବାସ୍ତବ ରେ ମ ନୋହ ବକ୍ସ୍ଟଝିପାରିଲେ ଯେ ସେ ହେଉଛନ୍ତି ସଦାପ୍ରଭୁଙ୍କର ଦୂତ। ଏହାପରେ ସଦାପ୍ରଭୁଙ୍କର ଦୂତ ଆଉ ମ ନୋହ ଓ ତାଙ୍କର ସ୍ତ୍ରୀକକ୍ସ୍ଟ କବେେ ପକ୍ସ୍ଟଣି ଦଖାେ ଦେଲେ ନାହିଁ।
21 Manoá e a sua mulher nunca mais viram o Anjo. E Manoá compreendeu que aquele homem era o Anjo do Senhor .
22 ମ ନୋହ ତାଙ୍କ ସ୍ତ୍ରୀଙ୍କକ୍ସ୍ଟ କହିଲେ, ଆମ୍ଭେ ପରମେଶ୍ବରଙ୍କର ଦର୍ଶନ ପାଇଲକ୍ସ୍ଟ। ଆମ୍ଭେ ନିଶ୍ଚିତ ମରିବା!
22 Então disse à mulher: — Nós vamos morrer porque vimos Deus!
23 କିନ୍ତୁ ତା'ର ସ୍ତ୍ରୀ ଉତ୍ତର ଦଲୋ, ସଦାପ୍ରଭୁ ଆମ୍ଭକକ୍ସ୍ଟ ମାରିବାକକ୍ସ୍ଟ ଗ୍ଭହାଁନ୍ତି ନାହିଁ। ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମାରିବାକକ୍ସ୍ଟ ଗ୍ଭହିଁଥାନ୍ତେ, ତବେେ ସେ ଆମ୍ଭର ହାମବେଳି ଓ ଶସ୍ଯ ନବୈେଦ୍ଯ ଗ୍ରହଣ କରି ନ ଥାନ୍ତେ। ସେ ଆମ୍ଭକକ୍ସ୍ଟ ଏପରି ଆଶ୍ଚର୍ୟ୍ଯ ଦୃଶ୍ଯ ଦଖାଇେ ନ ଥାନ୍ତେ ଓ ଏହିସବୁ କଥା କହି ନଥାନ୍ତେ।
23 Porém ela respondeu: — Se o
24 ଏହାପରେ ସହେି ସ୍ତ୍ରୀ ଜଣଙ୍କ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଶାମ୍ଶାେନ୍ ରଖିଲେ। ଶାମ୍ଶାେନ୍ ସଦାପ୍ରଭୁଙ୍କର ଆଶୀର୍ବାଦରକ୍ସ୍ଟ ବଢିବାକକ୍ସ୍ଟ ଲାଗିଲେ।
24 A mulher de Manoá deu à luz um filho e pôs nele o nome de Sansão. O menino cresceu, e o Senhor o abençoou.
25 ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।
25 Sansão estava no campo de Dã, entre Zora e Estaol, quando começou a sentir que o Espírito do Senhor o dirigia.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Juízes 13, comparar traduções ou montar um estudo — tudo direto pelo WhatsApp.