Juízes 11
Oriya Bible (GL_ORIYA) vs VC
1 ୟିଲ୍ଗହ ନାମକ ଜଣେ ଲୋକ ଗିଲିଯାଦର ପରିବାରବର୍ଗରକ୍ସ୍ଟ ଜଣେ ସାହସୀ ଯୋଦ୍ଧା ଥିଲେ। କିନ୍ତୁ ସେ ଜଣେ ବେଶ୍ଯା ରେ ପକ୍ସ୍ଟତ୍ର ଥିଲେ। ଗିଲିଯଦ ତାଙ୍କର ପିତା ଥିଲେ।
1 Jefté, o galaadita, era. um valente guerreiro, filho de Galaad e duma meretriz.
2 ଗିଲିଯଦର ସ୍ତ୍ରୀ ତାହାର କେତକେ ପକ୍ସ୍ଟତ୍ର ଜନ୍ମ କଲା ଏବଂ ଯେତବେେଳେ ପକ୍ସ୍ଟତ୍ରମାନେ ବଡ ହେଲେ ସମାନେେ ୟୀଲ୍ଗହକକ୍ସ୍ଟ ଏହା କହି ତଡି ଦେଲେ, ତୁମ୍ଭେ ଆମ୍ଭର ପିତୃ ସଐତ୍ତି ରେ ତୁମ୍ଭର କୌଣସି ଅଧିକାର ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପକ୍ସ୍ଟତ୍ର।
2 A mulher de Galaad deu-lhe filhos, e estes, tendo crescido, expulsaram Jefté, dizendo: Tu não herdarás nada na casa de nosso pai, porque és um bastardo.
3 ସେଥି ରେ ୟିଲ୍ଗହ ନିଜର ଭାଇମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ପଳାଇ ଟୋବ୍ ଦେଶ ରେ ବାସ କଲା। ସେଥି ରେ କେତେ ଗକ୍ସ୍ଟଡିଏ ଅଗାଡି ଲୋକ ୟିଲ୍ଗହ ସଙ୍ଗେ ମିଳି ତାହାଙ୍କ ସହଚର ହେଲେ।
3 Jefté afastou-se de seus irmãos e fixou-se na terra de Tob. Alguns homens miseráveis reuniram-se a ele e tomaram parte em suas incursões.
4 କିଛି ଦିନପରେ ଅମ୍ମାନେ ସନ୍ତାନଗଣ ଇଶ୍ରାୟେଲ ସହିତ ୟକ୍ସ୍ଟଦ୍ଧ କରିବାକୁ ଲାଗିଲେ।
4 Algum tempo depois, os amonitas entraram em luta contra Israel.
5 ଯେତବେଳେ ଅେମ୍ମାନୀୟମାନେ ଇଶ୍ରାୟେଲ ସହିତ ୟକ୍ସ୍ଟଦ୍ଧ କଲେ, ଗିଲିଯଦର ନତେୃବର୍ଗ ପ୍ରାଚୀନବର୍ଗ ୟିଲ୍ଗହଙ୍କକ୍ସ୍ଟ ପାଇବାକକ୍ସ୍ଟ ଟୋବ୍ ଦେଶକକ୍ସ୍ଟ ଗଲେ।
5 Os habitantes de Galaad, vendo-se assim atacados, foram em busca de Jefté na terra de Tob
6 ସମାନେେ ୟିଲ୍ଗହଙ୍କକ୍ସ୍ଟ କହିଲେ, ଆମ୍ଭମାନେେ ଅମ୍ମାନେ ସନ୍ତାନଗଣ ସହିତ ଯମେନ୍ତ ୟକ୍ସ୍ଟଦ୍ଧ କରିବାକୁ ଗ୍ଭହକ୍ସ୍ଟଁଛକ୍ସ୍ଟ, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନ କର୍ତ୍ତା ହକ୍ସ୍ଟଅ।
6 e disseram-lhe: Vem: serás o nosso chefe, e combateremos os amonitas.
7 ୟିଲ୍ଗହ ଗିଲିଯଦର ପ୍ରାଚୀନ ନତେୃବର୍ଗମାନଙ୍କୁ କହିଲେ, ତୁମ୍ଭମାନେେ ମାେତେ ବଳପୂର୍ବକ ମାରେ ପିତୃଗୃହରକ୍ସ୍ଟ ତଡି ଦଇେଥିଲ। ତକ୍ସ୍ଟମେ ମାେତେ ଘୃଣା କର। ଯେତବେେଳେ ତୁମ୍ଭର ଅସକ୍ସ୍ଟବିଧା ହକ୍ସ୍ଟଏ, ତବେେ କାହିଁକି ତୁମ୍ଭେ ଏବେ ମାେ ପାଖକକ୍ସ୍ଟ ଆସିଛ?
7 Jefté, porém, respondeu: Vós, que sois meus inimigos, tendo-me expulsado da casa de meu pai, por que vindes a mim agora que estais em aperto?
8 ଗିଲିଯଦର ପ୍ରାଚୀନ ନତେୃବର୍ଗ ୟିଲ୍ଗହକକ୍ସ୍ଟ କହିଲେ, ଏଇଥିପାଇଁ ଆମ୍ଭେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଅଛକ୍ସ୍ଟ ବର୍ତ୍ତମାନ ଦୟାକରି ଆମ୍ଭ ସହିତ ଆସ ଓ ଅମ୍ମାନେୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ଏବଂ ଗିଲିଯଦ ରେ ନେତା ହକ୍ସ୍ଟଅ।
8 Os anciãos de Galaad disseram-lhe: Foi {precisamente} por isso que viemos agora ter contigo, para que venhas conosco e combatas contra os filhos de Amon, e sejas o nosso chefe, o chefe de todo o povo de Galaad.
9 ଏହାପରେ ୟିଲ୍ଗହ ଗିଲିଯଦର ପ୍ରାଚୀନ ନତେୃବର୍ଗମାନଙ୍କୁ କହିଲେ, ଯଦି ତୁମ୍ଭମାନେେ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ମାେତେ ଫରୋଇ ନେଉଛ, ଯଦି ସଦାପ୍ରଭୁ ସମାନଙ୍କେୁ ପରାସ୍ତ କରିବାକୁ ମାେତେ ମହାୟ ହକ୍ସ୍ଟଅନ୍ତି ତବେେ ମୁ ତୁମ୍ଭମାନଙ୍କର ନେତା ହବେି।
9 Jefté disse-lhes: Se vós me conduzirdes para lutar contra os amonitas, e o Senhor mos entregar nas mãos, serei o vosso chefe.
10 ଗିଲିଯଦର ପ୍ରାଚୀନ ନତେୃବର୍ଗ ୟିଲ୍ଗହକକ୍ସ୍ଟ କହିଲେ, ଆମ୍ଭେ କହିଥିବା ସମସ୍ତ କଥା ସଦାପ୍ରଭୁ ଶକ୍ସ୍ଟଣିଛନ୍ତି। ଆମ୍ଭମାନେେ ଆପଣଙ୍କକ୍ସ୍ଟ କଥା ଦେଉଛକ୍ସ୍ଟ ଯେ, ତୁମ୍ଭେ ଯାହାସବୁ କହିବ, ଆମ୍ଭମାନେେ କରିବକ୍ସ୍ଟ।
10 Os anciãos responderam-lhe: O Senhor seja testemunha entre nós de que faremos tudo o que disseste!
11 ତେଣୁ ଗିଲିଯଦର ପ୍ରାଚୀନ ନତେୃବର୍ଗମାନଙ୍କ ସହିତ ୟିଲ୍ଗହ ଗଲେ। ଲୋକମାନେ ତାଙ୍କୁ ସମାନଙ୍କେର ମକ୍ସ୍ଟଖ୍ଯ ରୂପେ ଓ ଶାସକ ରୂପେ ଗ୍ରହଣ କଲେ। ମିସ୍ପୀ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଆପଣାର ସମସ୍ତ କଥା ପକ୍ସ୍ଟନରାବୃତ୍ତି କଲେ।
11 E Jefté partiu com os anciãos de Galaad. O povo proclamou-o seu chefe e general, e Jefté repetiu diante do Senhor, em Masfa, tudo o que acabara de dizer.
12 ୟିଲ୍ଗହ ଅେମ୍ମାନୀୟର ରାଜାଙ୍କ ନିକଟକକ୍ସ୍ଟ ଦୂତ ପଠାଇ କହିଲେ, ଅମ୍ମାନେୀୟ ଓ ଇଶ୍ରାୟେଲୀୟ ମଧିଅରେ ସମସ୍ଯା କ'ଣ? କାହିଁକି ତୁମ୍ଭମାନେେ ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବାକୁ ଆସିଅଛ?
12 Jefté enviou mensageiros ao rei dos amonitas para lhe dizer: Que tens tu contra mim para que me venhas combater em minha terra?
13 ଅମ୍ମାନେୀୟର ରାଜା ୟିଲ୍ଗହଙ୍କର ଦୂତକକ୍ସ୍ଟ କହିଲେ, ଆମ୍ଭମାନେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରୁଛକ୍ସ୍ଟ କାରଣ ଇଶ୍ରାୟେଲ ଲୋକମାନେ ଅେମ୍ମାନୀୟଙ୍କର ଭୂମିକକ୍ସ୍ଟ ବଳପୂର୍ବକ ଅଧିକାର କରି ନଇେଛନ୍ତି। ଯେତବେେଳେ ସମାନେେ ମିଶରରକ୍ସ୍ଟ ଆସିଲେ। ସମାନେେ ଅର୍ନୋନଠାରକ୍ସ୍ଟ ଯଦ୍ଦୋକ୍ ଓ ୟର୍ଦ୍ଦନ ପର୍ୟ୍ଯନ୍ତ ସମସ୍ତ ବଳପୂର୍ବକ ଅଧିକାର କଲେ ଓ ନିଜର କରି ନେଲେ। ବର୍ତ୍ତମାନ ସହେି ଭୂମିକକ୍ସ୍ଟ ନିର୍ବିଘ୍ନ ରେ ଆମ୍ଭମାନଙ୍କୁ ଫରୋଇ ଦିଅ।
13 O rei respondeu-lhes: Israel, vindo do Egito, tomou a minha terra desde o Arnon até Jaboc e até o Jordão. Devolve-mo agora, pois, pacificamente.
14 ତେଣୁ ଦୂତଗଣ ଏହି ଖବର ଆଣି ୟିଲ୍ଗହକକ୍ସ୍ଟ ଦେଲେ। ଏହାପରେ ୟିଲ୍ଗହ ପକ୍ସ୍ଟନର୍ବାର ଅମ୍ମାନରେ ରାଜା ନିକଟକକ୍ସ୍ଟ ଦୂତ ପଠାଇଲେ।
14 Jefté mandou nova embaixada ao rei dos amonitas,
15 ସମାନେେ ଏହି ବାର୍ତ୍ତା ନଇେ ଗଲେ।
15 dizendo-lhe: Assim fala Jefté: Israel não se apoderou nem do território de Moab, nem da terra dos filhos de Amon.
16 ଯେତବେେଳେ ଇଶ୍ରାୟେଲର ଲୋକମାନେ ମିଶର ପରିତ୍ଯାଗ କଲେ, ସମାନେେ ମରକ୍ସ୍ଟଭୂମିକକ୍ସ୍ଟ ଗଲେ। ଇଶ୍ରାୟେଲୀୟମାନେ ସକ୍ସ୍ଟଫ ସାଗରକକ୍ସ୍ଟ ଗଲେ ଓ ତା'ପରେ କାଦେଶକକ୍ସ୍ଟ ଗଲେ।
16 Quando saiu do Egito, Israel marchou pelo deserto até o mar Vermelho, e chegou a Cades.
17 ଇଶ୍ରାୟେଲ ଇଦୋମର ରାଜାଙ୍କ ନିକଟକକ୍ସ୍ଟ ଏହା କହି ଦୂତମାନଙ୍କୁ ପଠାଇଲେ, ବିନଯ କରୁଅଛକ୍ସ୍ଟ, ତକ୍ସ୍ଟମ୍ଭ ଦେଶ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦିଅ। ମାତ୍ର ଇଦୋମ୍ର ରାଜା ଏକଥା ଶୁଣିଲେ ନାହିଁ। ପକ୍ସ୍ଟଣି ସହେି ପ୍ରକାର ଇଶ୍ରାୟେଲ ମାୟୋବର ରାଜା ନିକଟକକ୍ସ୍ଟ ଦୂତମାନଙ୍କୁ ପଠାଇଲେ। ସେ ମଧ୍ଯ ମନା କଲା। ତେଣୁ ଇଶ୍ରାୟେଲ କାଦେଶ ରେ ରହିଲେ।
17 Mandou então mensageiros ao rei de Edom, pedindo-lhe a permissão de passar pela sua terra; mas o rei de Edom não o consentiu. Fez o mesmo pedido ao rei de Moab, que tampouco lhe deu passagem. Israel deteve-se, pois, em Cades.
18 ଏହାପରେ ଇଶ୍ରାୟେଲ ଲୋକମାନେ ଇଦୋମ ଓ ମାୟୋବ ଦେଶ ମରକ୍ସ୍ଟଭୂମି ଦଇେ ଗଲେ। ସମାନେେ ମାୟୋବ ଦେଶର ପୂର୍ବକକ୍ସ୍ଟ ୟାତ୍ରା କଲେ। ସମାନେେ ଅର୍ନୋନର ସପୋରି ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ। ସମାନେେ ମାୟୋବ ସୀମା ଭିତ ରେ ପ୍ରବେଶ କଲେ ନାହିଁ କାରଣ ଅର୍ଣ୍ଣୋନ୍ ନଦୀ ମାୟୋବର ସୀମା ଥିଲା।
18 Retomou em seguida sua marcha pelo deserto, e contornou as terras de Edom e de Moab; chegando à parte oriental da terra de Moab, acampou na outra banda do Arnon, sem contudo penetrar na terra de Moab, cuja fronteira é o Arnon.
19 ଏହାପରେ ଇଶ୍ରାୟେଲ ହିଷ୍ବୋନର ଇ ମାରେୀଯ ରାଜା ସୀହାନ୍େ ନିକଟକକ୍ସ୍ଟ ଦୂତ ପଠାଇଲେ, ଆମ୍ଭକକ୍ସ୍ଟ ତୁମ୍ଭର ଦେଶ ମଧ୍ଯ ଦଇେ ଦେଶକକ୍ସ୍ଟ ୟିବାକକ୍ସ୍ଟ ଅନକ୍ସ୍ଟମତି ଦିଅ।
19 Dali, Israel mandou ainda mensageiros a Seon, rei dos amorreus, em Hesebon pedindo-lhe que os deixasse passar pela sua terra, para que chegassem à deles.
20 କିନ୍ତୁ ସୀହାନେ ନିଜର ସୀମାଦଇେ ଇଶ୍ରାୟେଲକକ୍ସ୍ଟ ୟିବାକକ୍ସ୍ଟ ଦଲୋ ନାହିଁ। ସୀହାନ୍େ ନିଜର ସମସ୍ତ ଲୋକଙ୍କକ୍ସ୍ଟ ଏକତ୍ର କରି ୟହସ ରେ ଛାଉଣୀ ସ୍ଥାପନ କଲେ। ତା'ପରେ ସମାନେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ।
20 Seon, porém, não teve bastante confiança em Israel para deixá-lo atravessar o seu território; antes, ajuntando todas as suas tropas, acampou em Jasa, e atacou Israel.
21 କିନ୍ତୁ ସଦାପ୍ରଭୁ ସୀହାନରେ ସମସ୍ତ ଲୋକମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କରନ୍ତେ ଓ ଇଶ୍ରାୟେଲ ସମାନଙ୍କେୁ ପରାସ୍ତ କଲେ। ଏହିପରି ଭାବରେ ଇଶ୍ରାୟେଲ ଇ ମାରେୀଯମାନଙ୍କ ସମସ୍ତ ଦେଶକକ୍ସ୍ଟ ବଳପୂର୍ବକ ଅଧିକାର କଲେ।
21 O Senhor, Deus de Israel, entregou-o com todo o seu povo nas mãos de Israel, que o derrotou, e conquistou todas as terras dos amorreus que habitavam naquela região;
22 ତେଣୁ ଇଶ୍ରାୟେଲ ଅର୍ନୋନ ନଦୀଠାରକ୍ସ୍ଟ ଯଦ୍ଦୋକ୍ ନଦୀ ପର୍ୟ୍ଯନ୍ତ ଓ ମରକ୍ସ୍ଟଭୂମିଠାରକ୍ସ୍ଟ ୟର୍ଦ୍ଦନ ପର୍ୟ୍ଯନ୍ତ ଇ ମାରେିଯମାନଙ୍କ ସମସ୍ତ ଭୂମି ବଳପୂର୍ବକ ଅଧିକାର କଲେ।
22 tomou toda a terra dos amorreus, desde o Arnon até Jaboc, e desde o deserto até o Jordão.
23 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଇମ୍ ମାରେୀଯମାନଙ୍କୁ ସମାନଙ୍କେର ଦେଶଠାରକ୍ସ୍ଟ ଜାରେ ଜବରଦସ୍ତ ତଡିଲେ ଓ ତାଙ୍କର ଲୋକମାନଙ୍କୁ ସହେି ଭୂମି ଦେଲେ। ତୁମ୍ଭେ କ'ଣ ଭାବକ୍ସ୍ଟଛ ଯେ ବର୍ତ୍ତମାନ ଇଶ୍ରାୟେଲୀୟମାନଙ୍କୁ ଏଠାରକ୍ସ୍ଟ ତଡି ଦଇେ ପାରିବ?
23 Agora que o Senhor, Deus de Israel, expulsou os amorreus diante de seu povo de Israel, tu pretendes possuir a sua terra?
24 ତୁମ୍ଭମାନଙ୍କର ଦବେତା ସହେି କମାେଶ ତୁମ୍ଭମାନଙ୍କୁ ଯେଉଁ ଦେଶ ହିଅନ୍ତି, ସହେି ଦେଶ ତୁମ୍ଭମାନେେ ଅଧିକାର କରି ପାରିବ। ସହେିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କୁ ଅେମ୍ମାନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭମାନେେ ଅଧିକାର କରିବକ୍ସ୍ଟ।
24 Porventura não tens a posse do que te deu a conquistar o teu deus Camos? E nós, por que não possuiríamos tudo aquilo que o Senhor, nosso Deus, expulsou diante de nós?
25 ମାେତେ କକ୍ସ୍ଟହ, ତୁମ୍ଭେ କ'ଣ ମାୟୋବ ରାଜା ସିପ୍ପୋରର ପକ୍ସ୍ଟତ୍ର ବାଲାକଠାରକ୍ସ୍ଟ କିଛି କ'ଣ ଅଧିକ? ସେ କ'ଣ କବେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିଥିଲେ? ସେ କ'ଣ କବେେ ଇଶ୍ମାଯଲେ ସହିତ ୟକ୍ସ୍ଟଦ୍ଧ କରିଥିଲେ?
25 Serias tu melhor do que Balac, filho de Sefor, rei de Moab? Porventura disputou ele com os israelitas, ou combateu contra eles?
26 ଇଶ୍ରାୟେଲ 300 ବର୍ଷ ହେଲା ହିଷ୍ବୋନ୍ ତା'ର ଉପନଗର ରେ, ପକ୍ସ୍ଟଣି ଆରୋଯର ଓ ତହିଁର ଉପନଗର ରେ, ଆଉ ଅର୍ନୋନ ତୀରସ୍ଥିତ ସମସ୍ତ ନଗର ରେ ବାସ କରୁ ଅଛନ୍ତି। ଏଥି ମଧିଅରେ ତୁମ୍ଭମାନେେ କାହିଁକି ସେସବୁ ଫରୋଇ ନ ଦଲେ?
26 Eis já trezentos anos que Israel habita em Hesebon e em suas aldeias, em Aroer e em suas aldeias, e em todas as cidades banhadas pelo Arnon. Por que não lhe tiraste estas terras durante todo esse tempo?
27 ଆମ୍ଭେ ଇଶ୍ରାୟେଲର ଲୋକ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ କୌଣସି ପାପ କରିନାହିଁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ଭୂଲ୍ କରିଅଛ। ସଦାପ୍ରଭୁ ସମସ୍ତଙ୍କ ବିଗ୍ଭରକର୍ତ୍ତା ସେ ଆଜି ଇଶ୍ରାୟେଲ ଲୋକମାନଙ୍କ ଓ ଅମ୍ମାନରେ ଲୋକମାନଙ୍କ ମଧିଅରେ ବିଗ୍ଭର କର୍ତ୍ତା ହକ୍ସ୍ଟଅନ୍ତକ୍ସ୍ଟ।
27 Não sou eu, pois, que te faço dano, mas és tu mesmo que te prejudicas, declarando-me guerra. Que o Senhor, o Juiz, se pronuncie hoje entre os israelitas e os amonitas!
28 ତଥାପି ଅମ୍ମାନରେ ରାଜା ୟିଲ୍ଗହଙ୍କ ବାର୍ତ୍ତା ଶୁଣିଲେ ନାହିଁ।
28 Mas o rei dos amonitas não quis ouvir nada do que Jefté lhe mandara dizer.
29 ଏହାପରେ ସଦାପ୍ରଭୁଙ୍କ ଆତ୍ମା ୟିଲ୍ଗହ ଉପରେ ଅଧିଷ୍ଠାନ କଲା। ସେ ଗିଲିଯଦ ଓ ମନଃଶି ଦଇେ ଗଲା। ସେ ଗିଲିଯଦ ଦଇେ ମିସ୍ପୀକକ୍ସ୍ଟ ଗଲେ ଓ ଏବଂ ଅେମ୍ମାନୀୟଙ୍କ ଦଇେ ଅତିକ୍ରମ କଲେ।
29 O Espírito do Senhor desceu sobre Jefté, e ele, atravessando Galaad e Manassés, passou dali até Masfa de Galaad, de onde marchou contra os amonitas.
30 ସହେି ସମୟରେ ୟିଲ୍ଗହ ସଦାପ୍ରଭୁଙ୍କ ନିକଟରେ ଏକ ପ୍ରତିଜ୍ଞା କଲେ, ଯଦି ତୁମ୍ଭେ ଅମ୍ମାନେ ଲୋକମାନଙ୍କୁ ମାେ ହସ୍ତ ରେ ସମର୍ପଣ କର ତବେେ
30 Jetfé fez ao Senhor este voto:
31 ମୁ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ଯୁଦ୍ଧରୁ ମୁ ନିରାପଦ ରେ ଫରେି ଆସିବି। ସହେି ସମୟରେ ମାେ ଘର ଭିତରକ୍ସ୍ଟ ପ୍ରଥମେ ୟିଏ ମାେତେ ଅଭ୍ଯର୍ଥନା କରିବା ପାଇଁ ବାହାରି ଆସିବ ସେ ତୁମ୍ଭର ହବେ। ମୁ ତାହାଙ୍କକ୍ସ୍ଟ ହାମବେଳି ରୂପେ ଉତ୍ସର୍ଗ କରିବି।
31 Se me entregardes nas mãos os amonitas, aquele que sair das portas de minha casa ao meu encontro, quando eu voltar vitorioso dos filhos de Amon, será consagrado ao Senhor, e eu o oferecerei em holocausto.
32 ଏହାପରେ ୟିଲ୍ଗହ ଅମ୍ମାନେ ସନ୍ତାନଗଣ ଦେଶକକ୍ସ୍ଟ ଗଲେ। ୟିଲ୍ଗହ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ସଦାପ୍ରଭୁ ୟିଲ୍ଗହକକ୍ସ୍ଟ ସହାୟ ହେଲେ ସମାନଙ୍କେୁ ପରାସ୍ତ କରିବା ପାଇଁ।
32 Jefté marchou contra os amonitas, e o Senhor lhos entregou.
33 ୟିଲ୍ଗହ ଆରୋଯରଠାରକ୍ସ୍ଟ ଆରମ୍ଭ କରି ମିନ୍ନୀତ ଅବଲେ-କରାମୀମ୍ ପର୍ୟ୍ଯନ୍ତ କୋଡିଏଟି ନଗରକକ୍ସ୍ଟ ପରାସ୍ତ କଲେ ଏବଂ ସମାନଙ୍କେର ସମସ୍ତ ବାସିନ୍ଦାମାନଙ୍କୁ ହତ୍ଯା କଲେ। ଏହିପରି ଭାବରେ ଅମ୍ମୋନୀମାନେ ଇଶ୍ରାୟେଲୀୟମାନଙ୍କ ଦ୍ବାରା ପରାସ୍ତ ହେଲେ।
33 Ele os derrotou desde Aroer até as proximidades de Menit, e até Abel-Queramim, tomando-lhes vinte aldeias. E os amonitas, com este terrível golpe, foram humilhados perante Israel.
34 ୟିଲ୍ଗହ ମିସ୍ପୀକକ୍ସ୍ଟ ଗଲେ, ସେ ତାଙ୍କ ଘ ରେ ପହଞ୍ଚିବା ମାତ୍ ରେ ତାଙ୍କର ଝିଅ ତାଙ୍କୁ ଦେଖିବାକକ୍ସ୍ଟ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରାଦଇେ ନାଚି ନାଚି କରି ଆସିଥିଲା। ସେ ଥିଲା ୟିଲ୍ଗହଙ୍କର ଏକମାତ୍ର ଅଲିଅଳି କନ୍ଯା। ଯାହାଙ୍କକ୍ସ୍ଟ ସେ ଅତ୍ଯନ୍ତ ଭଲ ପାଉଥିଲେ। ୟିଲ୍ଗହଙ୍କର ଏହି ଝିଅ ବ୍ଯତୀତ ଆଉ କୌଣସି ପକ୍ସ୍ଟଅଝିଅ ନ ଥିଲେ।
34 Ora, voltando Jefté para a sua casa em Masfa, eis que sua filha saiu-lhe ao encontro com tamborins e danças. Era a sua única filha, porque, afora ela, não tinha filho nem filha.
35 ଯେତବେେଳେ ୟିଲ୍ଗହ ଦେଖିଲେ ତାଙ୍କର କନ୍ଯା ଯେ କି ପ୍ରଥମେ ଗୃହରକ୍ସ୍ଟ ବାହାର ହାଇେ ତାଙ୍କୁ ଦଖାେ ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, ହେ ମାରେ କନ୍ଯା! ତୁମ୍ଭେ ମାେତେ ଧ୍ବଂସ କରିଦଲେ। ତୁମ୍ଭେ ମାରେ ଦକ୍ସ୍ଟଃଖର କାରଣ ହେଲ, କାରଣ ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଆପଣା ମକ୍ସ୍ଟଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ପ୍ରତିଜ୍ଞା ଫରୋଇ ନଇେପାରିବି ନାହିଁ।
35 Quando a viu, rasgou as suas vestes: Ah, minha filha, exclamou ele, tu me acabrunhas de dor, e estás no número daqueles que causam a minha infelicidade! Fiz ao Senhor um voto que não posso revogar.
36 ୟିଲ୍ଗହର କନ୍ଯାକହିଲା, ହେ ମାରେ ପିତା ତୁମ୍ଭେ ସଦାପ୍ରଭୁଙ୍କ ନିକଟରେ କିଛି ପ୍ରତିଜ୍ଞା କଲ। ବର୍ତ୍ତମାନ ମାେ ପ୍ରତି ସହେି ଅନକ୍ସ୍ଟସା ରେ କର। ଆପତତଃ, ସଦାପ୍ରଭୁ ତୁମ୍ଭର ଶତୃ ଅେମ୍ମାନୀୟମାନଙ୍କୁ ପରାସ୍ତ କରିବା ରେ ତକ୍ସ୍ଟମ୍ଭଙ୍କକ୍ସ୍ଟ ସାହାୟ୍ଯ କଲେ।
36 Meu pai, disse ela, se fizeste um voto ao Senhor, trata-me segundo o que prometeste, agora que o Senhor te vingou de teus inimigos, os amonitas.
37 ସେ ଆହକ୍ସ୍ଟରି ତାଙ୍କ ପିତାଙ୍କୁ କହିଲା, କିନ୍ତୁ ପ୍ରଥମେ ମାେ ପାଇଁ ଏହିପରି କର। ମାେତେ ପ୍ରଥମେ ଦକ୍ସ୍ଟଇମାସ ଏକକ୍ସ୍ଟଟିଆ ରହିବାକକ୍ସ୍ଟ ଦିଅ। ତହିଁରେ ମୁ ମାରେ ସାଙ୍ଗମାନଙ୍କ ସଙ୍ଗ ରେ ପର୍ବତମଯ ସ୍ଥାନକକ୍ସ୍ଟ ୟାଇ ନିଜର କକ୍ସ୍ଟମାରିତ୍ବ ବିଷଯ ରେ ବିଳାପ କରିବି।
37 E ajuntou: Concede-me somente isto: Deixa-me que vá sobre as colinas durante dois meses, para chorar a minha virgindade com as minhas amigas.
38 ୟିଲ୍ଗହ କହିଲେ, ୟାଅ ଏବଂ ସହେିପରି କର। ମାେତେ ଦକ୍ସ୍ଟଇମାସ ପାଇଁ ରହିବାକକ୍ସ୍ଟ ଦିଅ। ତହିଁରେ ସେ ଓ ତାହାର ସଖୀମାନେ ପର୍ବତମଯ ସ୍ଥାନକକ୍ସ୍ଟ ୟାଇ ତା'ର କକ୍ସ୍ଟମାରିତ୍ବ ବିଷଯ ରେ ବିଳାପ କଲେ।
38 Vai, disse-lhe ele. E deu-lhe dois meses de liberdade. Ela foi com as suas companheiras, e chorou a sua virgindade sobre as colinas.
39 ଦକ୍ସ୍ଟଇମାସ ଶଷେ ରେ ୟିଲ୍ଗହର କନ୍ଯା ତାଙ୍କର ପିତାଙ୍କ ନିକଟକକ୍ସ୍ଟ ଫରେି ଆସିଲେ। ୟିଲ୍ଗହ ଏହିପରି କଲେ ସେ ଯେପରି ଭାବରେ ସଦାପ୍ରଭୁଙ୍କଠା ରେ ଶପଥ କରିଥିଲେ। ୟିଲ୍ଗହଙ୍କର କନ୍ଯା କାହାରି ସହିତ ୟୌନ ସଂପର୍କ ରଖିଲେ ନାହିଁ। ତେଣୁ ଏହା ଇଶ୍ରାୟେଲର ଏକ ପ୍ରଥା ରୂପେ ରହିଗଲା।
39 Passado o prazo, voltou para seu pai, e ele cumpriu o voto que tinha feito. Ela não tinha conhecido varão.
40 ପ୍ରତିବର୍ଷ ଇଶ୍ରାୟେଲୀୟ କନ୍ଯାମାନେ ଗିଲିଯଦୀଯ ୟିଲ୍ଗହ କନ୍ଯାର ଦକ୍ସ୍ଟଃଖର ସ୍ମରଣାତ୍ସବକକ୍ସ୍ଟ ବର୍ଷକେ ଗ୍ଭରିଦିନ ପାଇଁ ପାଳନ କଲେ। ଏହା ସଠାେରେ ଏକ ପରଐରା ହେଲା।
40 Daqui veio este costume, em Israel, que todos os anos as jovens israelitas reúnem-se para chorar durante quatro dias a filha de Jefté, o galaadita.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 11, comparar traduções ou montar um estudo — tudo direto pelo WhatsApp.