Juízes 10
Oriya Bible (GL_ORIYA) vs NVT
1 ଅବୀମଲକରେ ମୃତକ୍ସ୍ଟ୍ଯପରେ ସଦାପ୍ରଭୁ ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ଇଶ୍ରାୟେଲବାସୀଙ୍କକ୍ସ୍ଟ ରକ୍ଷା କରିବା ପାଇଁ ପଠାଇଲେ। ସହେି ବିଗ୍ଭରକଙ୍କ ନାମ ଥିଲା ତାେଲୟ। ସେ ଥିଲେ ପୂଯାର ପକ୍ସ୍ଟତ୍ର। ଦୋଦୟର ପକ୍ସ୍ଟତ୍ର ପୂଯାର ଥିଲେ। ତାେଲୟ ଥିଲେ ଇଷାଖର ପରିବାରବର୍ଗ। ଯାହାକି ଇଫ୍ରଯିମ ପର୍ବତମଯ ଦେଶ ଶାମୀର ସହର ରେ ତାେଲୟ ବାସ କଲେ।
1 Depois da morte de Abimeleque, Tolá, filho de Puá, filho de Dodô, foi o próximo libertador de Israel. Era da tribo de Issacar, mas morava na cidade de Samir, na região montanhosa de Efraim.
2 ତାେଲୟ ଇଶ୍ରାୟେଲ ପାଇଁ ତଇେଶ ବର୍ଷ ପାଇଁ ବିଗ୍ଭରକ ରହିଲେ। ଏହାପରେ ତାେଲୟ ମୃତକ୍ସ୍ଟ୍ଯବରଣ କଲେ ଓ ଶାମୀର ରେ ତାଙ୍କୁ କବର ଦିଆଗଲା।
2 Julgou Israel por 23 anos. Quando morreu, foi sepultado em Samir.
3 ଏହାପରେ ପରମେଶ୍ବର ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ପଠାଇଲେ। ତାଙ୍କର ନାମ ଥିଲା ୟାଯୀର ଯେ କି ଥିଲେ ଗିଲିଯଦର ଅଧିବାସୀ। ୟାଯୀର ଇଶ୍ରାୟେଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହାଇେ ରହିଲେ।
3 Depois que Tolá morreu, Jair, de Gileade, julgou Israel por 22 anos.
4 ୟାଯୀରଙ୍କର ତିରିଶଟି ପକ୍ସ୍ଟତ୍ର ଥିଲେ। ଯେଉଁମାନେ କି ତିରିଶଟି ଗଦ୍ଦର୍ଭ ଚଢି଼ଲେ ଓ ସମାନଙ୍କେର ତିରିଶଟି ସହର ଥିଲା। ସହେି ସହରଗୁଡିକୁ ୟାଯୀର ସହର ନାମ ରେ ଆଜି ପର୍ୟ୍ଯନ୍ତ ନାମିତ କରାୟାଇଛି। ସହେିସବୁ ସହରଗକ୍ସ୍ଟଡିକ ଗିଲିଯଦ ଦେଶ ରେ ଅଛି।
4 Seus trinta filhos montavam trinta jumentos e possuíam na terra de Gileade trinta cidades que até hoje são chamadas de Cidades de Jair.
5 ୟାଯୀରଙ୍କର ମୃତକ୍ସ୍ଟ୍ଯପରେ ତାଙ୍କୁ କାମାନେ ରେ କବର ଦିଆଗଲା।
5 Quando morreu, foi sepultado em Camom.
6 ପକ୍ସ୍ଟନଃର୍ବାର ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ ସହେିପରି କାର୍ୟ୍ଯମାନ କଲେ। ସମାନେେ ବାଲ୍ ଦବେତାଗଣ, ଅଷ୍ଟାରୋତ୍ ଦବେୀଗଣ, ଅରାମୀଯମାନଙ୍କର ଦବଗେଣ, ସୀଦୋନୀଯମାନଙ୍କର ଦବଗେଣ, ମାୟୋବୀଯମାନଙ୍କର ଦବଗେଣ, ଅେମ୍ମାନୀୟମାନଙ୍କର ଲୋକମାନଙ୍କର ଦବଗେଣ ଓ ପଲେଷ୍ଟୀୟମାନଙ୍କର ଦବଗେଣଙ୍କର ପୂଜା କଲେ। ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସବୋ କଲେ ନାହିଁ।
6 Mais uma vez, os israelitas fizeram o que era mau aos olhos do S enhor . Serviram às imagens de Baal e Astarote e aos deuses da Síria, de Sidom, Moabe, Amom e da Filístia. Abandonaram o S enhor e deixaram de servi-lo.
7 ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ପଲେଷ୍ଟୀୟ ଓ ଅେମ୍ମାନୀୟମାନଙ୍କ ହସ୍ତ ରେ ପରାସ୍ତ କରାଇଲେ।
7 Então a ira do S enhor se acendeu contra Israel, e ele os entregou nas mãos dos filisteus e dos amonitas,
8 ସହେିବର୍ଷ ସମାନେେ ଇଶ୍ରାୟେଲୀୟଙ୍କୁ ବିନାଶ ଓ ଅତ୍ଯାଗ୍ଭର କଲେ। ଅଠର ବର୍ଷ ପର୍ୟ୍ଯନ୍ତ, ଇଶ୍ରାୟେଲମାନେ ଯେଉଁମାନେ କି ୟର୍ଦ୍ଦନ ନଦୀର ଅନ୍ୟ ପାଶର୍ବ ରେ ଗିଲିଯଦର ଅଞ୍ଚଳ ରେ ବାସ କଲେ ଏବଂ ସମାନଙ୍କେ ସକାେଶ କଷ୍ଟ ଭୋଗ କଲେ। ସହେି ଦେଶ ଯେଉଁଠା ରେ ଅ ମାରେୀତ୍ ବାସ କରୁଥିଲେ।
8 que começaram a oprimi-los cruelmente naquele mesmo ano. Durante dezoito anos, oprimiram todos os israelitas a leste do Jordão na terra dos amorreus (isto é, em Gileade).
9 ଅେମ୍ମାନୀୟମାନେ ୟିହକ୍ସ୍ଟଦା, ବିନ୍ଯାମୀନ, ଇଫ୍ରଯିମ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ୟର୍ଦ୍ଦନ ପାଇ ହାଇେ ଗଲେ। ଅେମ୍ମାନୀୟମାନେ ଇଶ୍ରାୟେଲ ଲୋକମାନଙ୍କ ପାଇଁ ବଡ କଷ୍ଟର କାରଣ ହେଲେ।
9 Os amonitas também atravessaram para o lado oeste do Jordão e atacaram as tribos de Judá, Benjamim e Efraim. Os israelitas ficaram muito angustiados
10 ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସମାନେେ କହିଲେ, ଆମ୍ଭମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ପାପ କରିଅଛକ୍ସ୍ଟ, କାରଣ ଆମ୍ଭମାନେେ ଆପଣମାନଙ୍କର ପରମେଶଓରଙ୍କୁ ପରିତ୍ଯାଗ କରିଅଛକ୍ସ୍ଟ ଓ ବାଲ ଦବେତାଗଣଙ୍କର ପୂଜା କରିଅଛକ୍ସ୍ଟ।
10 e, por fim, pediram socorro ao S enhor . “Pecamos contra ti”, disseram, “pois abandonamos nosso Deus e servimos às imagens de Baal!”
11 ସଦାପ୍ରଭୁ ସମାନଙ୍କେୁ ଉତ୍ତର ଦଇେ କହିଲେ, ମୁ ତୁମ୍ଭମାନଙ୍କୁ ମିସ୍ରୀଯ ଓ ଇ ମାରେୀଯ, ଅମ୍ମାନେ ସନ୍ତାନଗଣ ଓ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ଉଦ୍ଧାର କଲି।
11 O S enhor respondeu: “Acaso não os livrei dos egípcios, dos amorreus, dos amonitas, dos filisteus,
12 ତୁମ୍ଭମାନେେ ମାେ ପାଖ ରେ କ୍ରନ୍ଦନ କଲ ଯେତବେେଳେ, ସୀଦୋନୀଯମାନେ, ଆମାଲକେୀଯମାନେ ଓ ମାଯୋନୀଯମାନେ ତୁମ୍ଭମାନଙ୍କୁ ଅତ୍ଯାଗ୍ଭର କଲେ। ମୁ ମଧ୍ଯ ସମାନଙ୍କେଠାରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କରିଥିଲି।
12 dos sidônios, dos amalequitas e dos maonitas? Quando eles os oprimiram, vocês me pediram socorro, e eu os livrei.
13 କିନ୍ତୁ ତୁମ୍ଭମାନେେ ମାେତେ ପରିତ୍ଯାଗ କରି ଅନ୍ୟ ଦବଗେଣଙ୍କର ପୂଜା କଲ। ତେଣୁ ମୁ ପକ୍ସ୍ଟନ୍ନରାଯ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ମନା କରୁଅଛି।
13 E, no entanto, vocês me abandonaram e serviram a outros deuses. Por isso, não os livrarei mais.
14 ତୁମ୍ଭମାନେେ ଯେଉଁ ଦବେତାଗଣଙ୍କକ୍ସ୍ଟ ପୂଜା କରିବାକୁ ମନୋନୀତ କରିଛ। ସମାନଙ୍କେ ପାଖକକ୍ସ୍ଟ ୟାଅ ଓ ତାଙ୍କୁ ଉଦ୍ଧାର କରିବାକୁ କକ୍ସ୍ଟହ। ତୁମ୍ଭର ଦକ୍ସ୍ଟଃଖ ସମୟରେ ସମାନେେ ତୁମ୍ଭର ରକ୍ଷା କରନ୍ତକ୍ସ୍ଟ।
14 Vão e clamem aos deuses que vocês escolheram! Que eles os livrem neste momento de angústia!”.
15 କିନ୍ତୁ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, ଆମେ ପାପ କରିଛକ୍ସ୍ଟ। ତୁମ୍ଭର ଯାହା ଇଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।
15 Mas os israelitas suplicaram ao S enhor : “Sim, pecamos! Castiga-nos como te parecer melhor, mas livra-nos hoje de nossos inimigos”.
16 ଏହାପରେ ସମାନେେ ନିଜ ମଧ୍ଯରକ୍ସ୍ଟ ବିଦେଶୀ ଦବଗେଣଙ୍କକ୍ସ୍ଟ ଦୂର କରି ଦେଲେ ଏବଂ ସଦାପ୍ରଭୁଙ୍କର ସବୋ କଲେ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କର ଦକ୍ସ୍ଟଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।
16 Então eles se desfizeram dos deuses estrangeiros e serviram ao S enhor . E ele teve compaixão deles por causa de seu sofrimento.
17 ଅେମ୍ମାନୀୟମାନେ ଗିଲିଯଦ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ ଏବଂ ଇଶ୍ରାୟେଲ ଲୋକମାନେ, ଏକତ୍ରୀତ ହେଲେ ଓ ମୀସ୍ପୀ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।
17 Quando os exércitos de Amom foram convocados para guerrear e acamparam em Gileade, os israelitas se reuniram e acamparam em Mispá.
18 ତା'ପରେ ଗିଲିଯଦୀଯର ଲୋକମାନଙ୍କର ଅଧିପତିମାନେ କହିଲେ, ଅମ୍ମାନେ ସନ୍ତାନଗଣଙ୍କ ଉପରେ ୟିଏ ଆକ୍ରମଣ କରିବାକୁ ନତେୃତ୍ବ ନବେ। ସେ ଗିଲିଯଦ ରେ ବାସ କରୁଥିବା ଲୋକମାନଙ୍କ ଉପରେ ରାଜତ୍ବ କରିବ?
18 Os líderes de Gileade disseram uns aos outros: “O primeiro que atacar os amonitas governará todo o povo de Gileade”.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Juízes 10, comparar traduções ou montar um estudo — tudo direto pelo WhatsApp.