Josué 9

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।
1 Todos os reis a oeste do rio Jordão souberam do que havia acontecido. Eram os reis dos hititas, dos amorreus, dos cananeus, dos ferezeus, dos heveus e dos jebuseus que viviam nas montanhas, nas colinas do oeste, ao longo do litoral do mar Mediterrâneo, até as montanhas do Líbano, ao norte.
2 ସମାନେେ ୟିହୋଶୂଯ ଓ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ, ଏକତ୍ରୀତ ହେଲେ ଓ ସୈନ୍ଯବାହୀନି ରେ ଯୋଗ ଦେଲେ।
2 Esses reis juntaram suas tropas para lutar como um só exército contra Josué e os israelitas.
3 ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।
3 Contudo, quando os habitantes de Gibeom souberam do que Josué tinha feito com Jericó e Ai,
4 ତା'ପରେ ସମାନେେ କପଟଭାବରେ କାର୍ୟ୍ଯ କଲେ। ସମାନେେ ପକ୍ସ୍ଟରକ୍ସ୍ଟଣା ଅଖା ଓ ତାଳିପକା ଦ୍ରାକ୍ଷାକକ୍ସ୍ଟଐା ଗଧ ଉପରେ ନଦିଲେ।
4 usaram de astúcia para se salvar. Enviaram mensageiros a Josué e carregaram seus jumentos com sacos gastos e vasilhas de couro velhas e rachadas.
5 ସମାନେେ ମଧ୍ଯ ପାଦ ରେ ପକ୍ସ୍ଟରକ୍ସ୍ଟଣା ତାଳିପକା ଜୋତା ଓ ଦହେ ରେ ପକ୍ସ୍ଟରକ୍ସ୍ଟଣା ତାଳିପକା ଲକ୍ସ୍ଟଗା ପିନ୍ଧିଲେ। ସମାନେେ ଶକ୍ସ୍ଟଖିଲା ଓ ଫିଐା ରୋଟୀ ଗଧ ଉପରେ ନଦିଲେ।
5 Os mensageiros calçavam sandálias gastas e remendadas e vestiam roupas esfarrapadas, e também levavam pães secos e esfarelados.
6 ଏହିପରି ଭାବରେ ସମାନେେ ଗିଲ୍ଗଲ୍ ନିକଟସ୍ଥ
6 Quando chegaram ao acampamento em Gilgal, disseram a Josué e aos líderes de Israel: “Viemos de uma terra distante para pedir que vocês façam um tratado de paz conosco”.
7 ତେଣୁ ଇଶ୍ରାୟେଲୀୟ ଲୋକମାନେ ହିଦ୍ଦୀଯ ଲୋକମାନଙ୍କୁ କହିଲେ, କଜାେଣି ତୁମ୍ଭମାନେେ ଆମ୍ଭମାନଙ୍କ ମଧିଅରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିଯମ କରିପାରିବକ୍ସ୍ଟ ନାହିଁ। ଯେପର୍ୟ୍ଯନ୍ତ ଆମ୍ଭେ ନ ଜାଣିଛକ୍ସ୍ଟ ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ।
7 Os israelitas disseram a esses heveus: “Como podemos ter certeza de que não vivem aqui por perto? Pois, se for o caso, não podemos fazer tratado algum com vocês”.
8 ଏଥି ରେ ହିଦ୍ଦୀଯମାନେ ଉତ୍ତର ଦଇେ କହିଲେ, ଆମ୍ଭେ ତୁମ୍ଭମାନଙ୍କର ଦାସ।
8 Eles responderam: “Somos seus servos”. “Mas quem são vocês?”, insistiu Josué. “De onde vieram?”
9 ଲକମାନେେ ଉତ୍ତର ଦେଲେ, ଆମ୍ଭମାନେେ ତୁମ୍ଭର ସବେକଗଣ। ଆମ୍ଭମାନେେ ବହକ୍ସ୍ଟତ ଦୂରରକ୍ସ୍ଟ ଦେଶରକ୍ସ୍ଟ ଆସିଅଛକ୍ସ୍ଟ। ଆମ୍ଭମାନେେ ଆସିଲକ୍ସ୍ଟ କାରଣ, ଆମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ଆଶ୍ଚର୍ୟ୍ଯ କାର୍ୟ୍ଯମାନ ବିଷଯ ରେ ଶକ୍ସ୍ଟଣିଲକ୍ସ୍ଟ। ସେ କିପରି ମିଶର ରେ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କଲେ ତାହା ଆମ୍ଭେ ୟାଣିବାକକ୍ସ୍ଟ ପାଇଲକ୍ସ୍ଟ।
9 Eles disseram: “Seus servos vieram de uma terra muito distante. Ouvimos falar do poder do S enhor , seu Deus, e de tudo que ele fez no Egito.
10 ଏବଂ ୟର୍ଦ୍ଦନ ପୂର୍ବପାରିସ୍ଥ ହିଷବୋନ୍ ରାଜା ସୀହାନ୍େ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇ ମାରେୀଯମାନଙ୍କ ଦକ୍ସ୍ଟଇଜଣ ରାଜାଙ୍କକ୍ସ୍ଟ କମେିତି ପରାଜିତ କଲ, ତାହାସବୁ ଆମ୍ଭମାନେେ ଶକ୍ସ୍ଟଣିଅଛକ୍ସ୍ଟ।
10 Também soubemos do que ele fez aos dois reis amorreus a leste do Jordão: Seom, rei de Hesbom, e Ogue, rei de Basã, que vivia em Astarote.
11 ଏଣୁ ଆମ୍ଭମାନଙ୍କର ପ୍ରାଚୀନବର୍ଗ ଏବଂ ଆମ୍ଭମାନଙ୍କ ଦେଶ ରେ ଲୋକମାନେ କହିଲେ, 'ତୁମ୍ଭମାନଙ୍କର ୟାତ୍ରାପାଇଁ ପ୍ରଚକ୍ସ୍ଟର ଖାଦ୍ୟ ନଇେ ୟାଅ ଏବଂ ଇଶ୍ରାୟେଲୀୟ ବାସୀମାନଙ୍କ ସହିତ ସାକ୍ଷାତ କର। ତାଙ୍କୁ କକ୍ସ୍ଟହ, ଆମ୍ଭମାନେେ ତୁମ୍ଭର ଦାସ, ତେଣୁ ତୁମ୍ଭମାନେେ ଆମ୍ଭମାନଙ୍କ ସହିତ ଏକ ଶାନ୍ତି ଚକ୍ସ୍ଟକ୍ତି କର।'
11 Por isso, nossos líderes e todo o nosso povo nos instruíram: ‘Levem provisões para uma viagem longa. Vão encontrar-se com os israelitas e digam-lhes: Somos seus servos; por favor, façam um tratado conosco’.
12 ଦେଖ ଆମ୍ଭେ ଘରକ୍ସ୍ଟ ଆସିଲା ବେଳେ ଆଣିଥିବା ତଟକା ରୋଟୀ କିପରି ଶକ୍ସ୍ଟଖି ଫିଐି ମାରି ଗଲାଣି।
12 “Estes pães haviam acabado de sair do forno quando partimos. Agora, como podem ver, estão secos e esfarelados.
13 ପକ୍ସ୍ଟଣି ଦେଖ, ଏହିସବୁ ଦ୍ରାକ୍ଷାରସର କକ୍ସ୍ଟଐା, ନୂତନ ଦ୍ରାକ୍ଷା ରସ ରେ ଭର୍ତ୍ତି କରିଥିଲକ୍ସ୍ଟ ତାହା ଫାଟି ୟାଇଛି। ଏବଂ ଆମ୍ଭକକ୍ସ୍ଟ ଲକ୍ଷ୍ଯକର, ବହକ୍ସ୍ଟତ ଦୂର ୟାତ୍ରା କରିଥିବାରକ୍ସ୍ଟ ଆମ୍ଭମାନଙ୍କର ଲକ୍ସ୍ଟଗା ଓ ଜୋତା କିପରି ପକ୍ସ୍ଟରକ୍ସ୍ଟଣା ହାଇଗେଲାଣି।
13 Estas vasilhas de couro estavam novas quando as enchemos, mas agora estão rachadas. E nossas roupas e sandálias estão gastas da viagem extremamente longa”.
14 ତେଣୁ ସମାନେେ ସମାନଙ୍କେର ଖାଦ୍ୟ ନମକ୍ସ୍ଟନାକକ୍ସ୍ଟ ପରୀକ୍ଷା କଲେ। କିନ୍ତୁ ଏହା ପାଇଁ ସମାନେେ ସଦାପ୍ରଭୁଙ୍କର ଅନକ୍ସ୍ଟମତି ଲୋଡି ନଥିଲେ।
14 Os israelitas examinaram as provisões deles, mas não consultaram o S enhor a respeito.
15 ଯିହାଶୂେୟ ଶାନ୍ତିଚକ୍ସ୍ଟକ୍ତି ପାଇଁ ରାଜି ହାଇଗେଲେ। ସେ ସମାନଙ୍କେୁ ଜୀବିତ ରଖିବାକକ୍ସ୍ଟ ରାଜି ହେଲେ। ତେଣୁ ଇଶ୍ରାୟେଲର ନତେୃବର୍ଗଗଣ ସମାନଙ୍କେ ନିକଟରେ ଶପଥ କଲେ।
15 Josué fez um tratado de paz com aqueles homens e garantiu que pouparia a vida deles, e os líderes da comunidade confirmaram o acordo com um juramento.
16 ସମାନେେ ତିନିଦିନ ପରେ ସମାନଙ୍କେ ସହିତ ଚକ୍ସ୍ଟକ୍ତି କଲେ, ଇଶ୍ରାୟେଲର ଲୋକମାନେ ହୃଦଯଙ୍ଗମ କଲେ ଯେ, ସମାନେେ ଇଶ୍ରାୟେଲ ଛାଉଣୀ ନିକଟରେ ବାସ କରୁଛନ୍ତି।
16 Três dias depois de fazerem esse tratado, os israelitas descobriram que, na verdade, os gibeonitas viviam ali perto.
17 ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।
17 Partiram de imediato naquela direção e, em três dias, chegaram às cidades dos gibeonitas, chamadas Gibeom, Quefira, Beerote e Quiriate-Jearim.
18 କିନ୍ତୁ ଇଶ୍ରାୟେଲର ସୈନ୍ଯମାନେ ସହେିସବୁ ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ରାଜି ହେଲେ ନାହିଁ। କାରଣ ଇଶ୍ରାୟେଲର ନତେୃବର୍ଗ, ଏପରି ନ କରିବାକୁ ସଦାପ୍ରଭୁଙ୍କ ଆଗ ରେ ଶପଥ କରିଥିଲେ
18 Contudo, não atacaram as cidades, pois os líderes da comunidade haviam feito um juramento em nome do S enhor , o Deus de Israel. Toda a comunidade se queixou contra seus líderes por causa do tratado,
19 କିନ୍ତୁ ଅଧିପତିଗଣ କହିଲେ, ଆମ୍ଭମାନେେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଆଗ ରେ ଶପଥ କରିଅଛକ୍ସ୍ଟ। ତେଣୁ ଏବେ ସମାନଙ୍କେର କ୍ଷତି କରିପାରିବକ୍ସ୍ଟ ନାହିଁ।
19 mas eles responderam: “Uma vez que fizemos um juramento na presença do S enhor , o Deus de Israel, não podemos tocar neles.
20 ଆମ୍ଭମାନେେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସମାନଙ୍କେୁ ଜୀବିତ ରଖିବା, ଆମ୍ଭମାନେେ ଏହି ଲୋକମାନଙ୍କ ସହିତ ଚକ୍ସ୍ଟକ୍ତି କରିଅଛକ୍ସ୍ଟ ଏବଂ ଯଦି ଆମ୍ଭେ ଏହାକକ୍ସ୍ଟ ଭଂଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ।
20 Temos de deixá-los viver, pois se quebrássemos o juramento a ira divina cairia sobre nós.
21 ତେଣୁ ସମାନଙ୍କେୁ ଜୀବିତ ଛାଡି ଦିଅ। କିନ୍ତୁ ସମାନେେ ଆମ୍ଭର ସବେକଗଣ ହବେେ। ସମାନଙ୍କେୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକକ୍ସ୍ଟ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତକ୍ସ୍ଟ।ତେଣୁ ଅଧିପତିମାନେ ସମାନଙ୍କେର ଶପଥ ଭାଙ୍ଗିଲେ ନାହିଁ।
21 Que eles vivam!”. Assim, os israelitas os colocaram para cortar lenha e carregar água para toda a comunidade, de acordo com a decisão dos líderes.
22 ଯିହାଶୂେୟ ଗିବିଯୋନୀଯମାନଙ୍କୁ ଡକାଇ କହିଲେ, ତୁମ୍ଭମାନେେ ଆମ୍ଭକକ୍ସ୍ଟ କାହିଁକି ମିଛ କହିଲ? ଆମ୍ଭର ସନୋ ଛାଉଣୀ ନିକଟରେ ତୁମ୍ଭର ଦେଶ, କିନ୍ତୁ ତକ୍ସ୍ଟମ୍ଭମାନେ କହିଲ ଯେ, ତୁମ୍ଭମାନେେ ବହକ୍ସ୍ଟତ ଦୂରରକ୍ସ୍ଟ ଆସିଅଛ।
22 Josué reuniu os gibeonitas e lhes disse: “Por que vocês mentiram para nós? Por que disseram que viviam numa terra distante da nossa quando, na verdade, vivem aqui perto?
23 ଏଥି ନିମନ୍ତେ ତୁମ୍ଭମାନେେ ଶାପଗ୍ରସ୍ତ ହେଲ। ତୁମ୍ଭମାନେେ ମାରେ ପରମେଶ୍ବରଙ୍କ ଗୃହର କାଠ କଟାଳି ଓ ଜଳ କଢାଳି ହାଇେ ସବୁଦିନ ପାଇଁ ରହିବ।
23 Sejam amaldiçoados! De agora em diante, vocês serão sempre servos, encarregados de cortar lenha e carregar água para a casa do meu Deus”.
24 ଗିବିଯୋନୀଯମାନେ ଉତ୍ତର ଦେଲେ, ଆମ୍ଭମାନେେ ଆପଣାଙ୍କ ସମ୍ମକ୍ସ୍ଟଖ ରେ ମିଛ କହିଲକ୍ସ୍ଟ କାରଣ ଆମ୍ଭମାନେେ ତୁମ୍ଭକୁ ଭୟ କରିଗଲକ୍ସ୍ଟ, କାଳେ ଆପଣା ଆମ୍ଭକକ୍ସ୍ଟ ମାରି ଦବେେ। ଆମ୍ଭେ ଜାଣିବାକକ୍ସ୍ଟ ପାଇଲକ୍ସ୍ଟ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦବୋକକ୍ସ୍ଟ ଓ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହି ଦେଶବାସୀ ସମସ୍ତ ଲୋକଙ୍କକ୍ସ୍ଟ ବିନାଶ କରିବାକୁ ସଦାପ୍ରଭୁ ଆପଣା ସବେକ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ଆମ୍ଭର ଜୀବନ ଭୟ ରେ ଆମ୍ଭେ ତକ୍ସ୍ଟମ୍ଭ ନିକଟରେ ମିଥ୍ଯା କହିଲକ୍ସ୍ଟ।
24 Eles responderam: “Agimos desse modo porque foi anunciado a nós, seus servos, que o S enhor , seu Deus, havia ordenado a seu servo Moisés que desse a vocês toda esta terra e que destruísse todos os seus habitantes. Tememos muito por nossa vida por causa de vocês.
25 ବର୍ତ୍ତମାନ ଆମ୍ଭେ ଆପଣାଙ୍କର ଅଧିନ। ତକ୍ସ୍ଟମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।
25 Agora, estamos em suas mãos. Façam conosco o que lhes parecer correto”.
26 ତେଣୁ ଗିବିଯୋନମାନେ ସମାନଙ୍କେର କ୍ରିତଦାସ ହାଇେ ରହିଲେ। କିନ୍ତୁ ଯିହାଶୂେୟ ସମାନଙ୍କେୁ ଜୀବିତ ରଖିଲେ। ଯିହାଶୂେୟ ସେ ଲୋକମାନଙ୍କୁ ମାରିବା ପାଇଁ ତାଙ୍କ ଲୋକମାନଙ୍କୁ ଅନକ୍ସ୍ଟମତି ଦଇେ ନଥିଲେ।
26 Assim, Josué livrou os gibeonitas e não permitiu que os israelitas os matassem.
27 ଯିହାଶୂେୟ ଗିବିଯୋନମାନଙ୍କୁ ଇଶ୍ରାୟେଲ ପାଇଁ କ୍ରିତଦାସ ଭାବେ ଗ୍ରହଣ କଲେ। ଆଉ ସହେି ଦିନଠାରକ୍ସ୍ଟ ସଦାପ୍ରଭୁଙ୍କ ୟଜ୍ଞବଦେୀ ରେ ଇଶ୍ରାୟେଲ ଲୋକମାନଙ୍କ ପାଇଁ କାଠ କଟାଳି ଓ ଜଳ କଢାଳିରୂପେ କାର୍ୟ୍ଯ କଲେ। ସଦାପ୍ରଭୁ ଏହା କରାଇବାକକ୍ସ୍ଟ ଯବେେ ପସନ୍ଦ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଦାସ ଅଟନ୍ତି।
27 Naquele dia, porém, encarregou-os de cortar lenha e carregar água para toda a comunidade de Israel e para o altar do S enhor , no lugar que o S enhor escolhesse construí-lo. Isso é o que fazem até hoje.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 9, comparar traduções ou montar um estudo — tudo direto pelo WhatsApp.