Josué 7

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 କିନ୍ତୁ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ଯ ନଷ୍ଟ ସମ୍ବନ୍ଧୀଯ ଆଦେଶ ମାନିଲେ ନାହିଁ। ସଠାେରେ ଜଣେ ୟିହକ୍ସ୍ଟଦା ଗୋଷ୍ଠୀବର୍ଗୀଯ ଲୋକ ଥିଲେ, ଯାହାର ନାମ ଆଖନ୍। ସେ କର୍ମିର ପକ୍ସ୍ଟତ୍ର ଥିଲା ଏବଂ କର୍ମି ଜିମୀର ପକ୍ସ୍ଟତ୍ର ଥିଲା। ଯାହା ଧ୍ବଂଶ କରିବାର ଥିଲା, ସେଥିରକ୍ସ୍ଟ କିଛି ଆଖନ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋରଧିତ ହେଲେ।
1 E transgrediram os filhos de Israel no anátema; porque Acã filho de Carmi, filho de Zabdi, filho de Zerá, da tribo de Judá, tomou do anátema, e a ira do SENHOR se acendeu contra os filhos de Israel.
2 ସମାନେେ ଯିରୀହାକେକ୍ସ୍ଟ ପରାସ୍ତ କଲାପରେ, ଯିହାଶୂେୟ ଅଯକକ୍ସ୍ଟ ଲୋକ ପଠାଇଲେ। ଅଯ ବୈଥଲରେ ପୂର୍ବ ଦିଗସ୍ଥିତ ବୈଥାବନର ପାଶର୍‌ବ ରେ ଅବସ୍ଥିତ। ଯିହାଶୂେୟ ସମାନଙ୍କେୁ କହିଲେ, ଅଯକକ୍ସ୍ଟ ୟାଅ ଓ ସଠାେରେ ଅନକ୍ସ୍ଟସନ୍ଧାନ କରି ସମାନଙ୍କେର ଦୁର୍ବଳତାକକ୍ସ୍ଟ ଅନକ୍ସ୍ଟସନ୍ଧାନ କର। ତେଣୁ ଏଥି ରେ ଲୋକମାନେ ୟାଇ ଅଯ ରେ ଅନକ୍ସ୍ଟସନ୍ଧାନ କଲେ।
2 Enviando, pois, Josué, de Jericó, alguns homens a Ai, que está junto a Bete-Áven do lado do oriente de Betel, falou-lhes dizendo: Subi, e espiai a terra. Subiram, pois, aqueles homens, e espiaram a Ai.
3 ଏହାପରେ ଲୋକମାନେ ଯିହାଶୂେୟ ନିକଟକକ୍ସ୍ଟ ଫରେି ଆସିଲେ। ସମାନେେ କହିଲେ, ଅଯ ବହକ୍ସ୍ଟତ୍ ଦୁର୍ବଳ, ସମାନଙ୍କେୁ ପରାସ୍ତ କରିବା ପାଇଁ ସମସ୍ତ ଲୋକମାନଙ୍କୁ ପଠାଇବା ନାହିଁ। ସଠାେକକ୍ସ୍ଟ ମାତ୍ର ଦକ୍ସ୍ଟଇ ତିନିହଜାର ଲୋକ ୟକ୍ସ୍ଟଦ୍ଧ ତରିବା ପାଇଁ ପଠାନ୍ତକ୍ସ୍ଟ। ସଠାେରେ ସମସ୍ତ ସୈନ୍ଯ ନିଯୋଜିତର ଆବଶ୍ଯକତା ନାହିଁ। ସଠାେରେ ଖକ୍ସ୍ଟବ୍ କମ୍ ଲୋକ ଆମ୍ଭମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ଅଛନ୍ତି।
3 E voltaram a Josué, e disseram-lhe: Não suba todo o povo; subam uns dois mil, ou três mil homens, a ferir a Ai; não fatigueis ali a todo o povo, porque poucos são.
4 ତେଣୁ ମାତ୍ର 3,000 ସୈନ୍ଯ ଅଯକକ୍ସ୍ଟ ଗଲେ। କିନ୍ତୁ ଅଯର ଲୋକମାନେ ଛତିଷ୍ ଜଣ ଇଶ୍ରାୟେଲୀୟଙ୍କୁ ହତ୍ଯା କଲେ। ତେଣୁ ଇଶ୍ରାୟେଲୀୟ ସୈନ୍ଯମାନେ ସହେି ସ୍ଥାନରକ୍ସ୍ଟ ଦୌଡି ପଳାଇଲେ।
4 Assim, subiram lá, do povo, uns três mil homens, os quais fugiram diante dos homens de Ai.
5 ଅଯର ଲୋକମାନେ ସମାନଙ୍କେର ପେଛ ଗୋଡଇେ ଗୋଡଇେ ଆଣି ଶବାରୀମ ପର୍ୟ୍ଯନ୍ତ ଆଣିଲେ।
5 E os homens de Ai feriram deles uns trinta e seis, e os perseguiram desde a porta até Sebarim, e os feriram na descida; e o coração do povo se derreteu e se tornou como água.
6 ଯେତବେେଳେ ୟିହୋଶୂଯ ଏହା ଶୁଣିଲେ। ସେ ତାଙ୍କର ଦକ୍ସ୍ଟଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକକ୍ସ୍ଟ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିକଟରେ ମଥାମାଡି ଭୂମିରେ ପଡି ରହିଲେ। ଯିହାଶୂେୟ ଇଶ୍ରାୟେଲର ନତେୃବର୍ଗଙ୍କ ସହିତ ସଠାେରେ ରହିଲେ, ଯେଉଁମାନେ ସନ୍ଧ୍ଯା ପର୍ୟ୍ଯନ୍ତ ଦକ୍ସ୍ଟଃଖ ଜଣାଇ ସମାନଙ୍କେର ମସ୍ତକରେ ଧୂଳି ଫିଙ୍ଗିଲେ।
6 Então Josué rasgou as suas vestes, e se prostrou em terra sobre o seu rosto perante a arca do Senhor até à tarde, ele e os anciãos de Israel; e deitaram pó sobre as suas cabeças.
7 ଯିହାଶୂେୟ କହିଲେ, ହେ ମାରେ ପ୍ରଭକ୍ସ୍ଟ, ଆପଣ କାହିଁକି ଏହି ଲୋକମାନଙ୍କୁ ୟର୍ଦ୍ଦନ ପାର ହବୋକକ୍ସ୍ଟ ଦେଲେ? କ'ଣ ଆମ୍ଭକକ୍ସ୍ଟ ଇ ମାରେୀଯମାନଙ୍କ ହସ୍ତ ରେ ବିନାଶ କରିବାକୁ, ଏହା କଲେ? ଆହା ଯଦି ମୁ ୟର୍ଦ୍ଦନ ସପୋରି ରେ ରହିଥାନ୍ତି।
7 E disse Josué: Ah! Senhor Deus! Por que, com efeito, fizeste passar a este povo o Jordão, para nos entregares nas mãos dos amorreus para nos fazerem perecer? Antes nos tivéssemos contentado em ficar além do Jordão!
8 ହେ ସଦାପ୍ରଭୁ ଇଶ୍ରାୟେଲ ଶତୃଗଣଙ୍କ ଦ୍ବାରା ପରାଜିତ ହବୋ ପରେ ମୁ କ'ଣ କରିବି?
8 Ah, Senhor! Que direi? Pois Israel virou as costas diante dos inimigos!
9 କିଣାନୀଯମାନେ ଓ ଏ ଦେଶ ନିବାସୀ ଅନ୍ୟ ସମସ୍ତେ ଏ ବିଷଯ ରେ ଶକ୍ସ୍ଟଣିବେ। ସମାନେେ ଆମ୍ଭକକ୍ସ୍ଟ ଘରେି ଆକ୍ରମଣ କରିବେ ଓ ବିନାଶ ମଧ୍ଯ କରିବେ। ତା'ପରେ ତୁମ୍ଭେ କିପରି ତୁମ୍ଭର ମହାନ ନାମକକ୍ସ୍ଟ ରକ୍ଷା କରିବ?
9 Ouvindo isto, os cananeus, e todos os moradores da terra, nos cercarão e desarraigarão o nosso nome da terra; e então que farás ao teu grande nome?
10 ତେଣୁ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭେ କାହିଁକି ଏପରି ଅଧମକ୍ସ୍ଟଖ ହାଇେ ଭୂମିରେ ପଡିଅଛ? ଛିଡା ହକ୍ସ୍ଟଅ!
10 Então disse o Senhor a Josué: Levanta-te; por que estás prostrado assim sobre o teu rosto?
11 ଇଶ୍ରାୟେଲୀୟ ଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଛନ୍ତି। ମୁ ସମାନଙ୍କେୁ ଯେଉଁ ନିଯମ ମାନିବାକକ୍ସ୍ଟ ଦଇେଥିଲି, ସମାନେେ ତାହାକକ୍ସ୍ଟ ଅମାନ୍ଯ କରୁଛନ୍ତି। ସମାନେେ କିଛି ଜିନିଷ ଆଣିଛନ୍ତି, ଯାହାକକ୍ସ୍ଟ ମୁ ଧ୍ବଂସ କରିବାକୁ କହିଥିଲି। ସମାନେେ ମାଠାେରକ୍ସ୍ଟ ଏହା ଗ୍ଭରେି କରିଛନ୍ତି। ତା'ପରେ ସମାନେେ ଏହାକକ୍ସ୍ଟ ଅସ୍ବୀକାର କଲେ। ଆଉ ସଗେୁଡିକୁ ନିଜର ସାମଗ୍ରି ସହିତ ରଖିଲେ।
11 Israel pecou, e transgrediram a minha aliança que lhes tinha ordenado, e tomaram do anátema, e furtaram, e mentiram, e debaixo da sua bagagem o puseram.
12 ସହେି କାରଣରକ୍ସ୍ଟ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ଫରେି ଆସିଛନ୍ତି। ସମାନେେ ଅପରାଧ କରିଥିବାରକ୍ସ୍ଟ ଓ ଧ୍ବଂସ କାର୍ୟ୍ଯକକ୍ସ୍ଟ ନିନ୍ଦା କରିଥିବାରକ୍ସ୍ଟ ସମାନେେ ପରାସ୍ତ ହେଲେ। ତୁମ୍ଭମାନେେ ତୁମ୍ଭମାନଙ୍କ ପାଖ ରେ ଥିବା ସହେି ଲକ୍ସ୍ଟଟ୍ ବସ୍ତକ୍ସ୍ଟକକ୍ସ୍ଟ ଧ୍ବଂସ ନ କଲା ପର୍ୟ୍ଯନ୍ତ ମୁ ତକ୍ସ୍ଟମ୍ଭ ସଙ୍ଗ ରେ ରହିପାରିବି ନାହିଁ, ଯେଉଁଗକ୍ସ୍ଟଡିକ ଧ୍ବଂସ କରିବା ପାଇଁ ମୁ ନିର୍ଦ୍ଦେଶ ଦଇେଥିଲି।
12 Por isso os filhos de Israel não puderam subsistir perante os seus inimigos; viraram as costas diante dos seus inimigos; porquanto estão amaldiçoados; não serei mais convosco, se não desarraigardes o anátema do meio de vós.
13 ବର୍ତ୍ତମାନ ୟାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କକ୍ସ୍ଟହ, 'ନିଜକକ୍ସ୍ଟ ପବିତ୍ର କାର୍ୟ୍ଯ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି ମୁ ନଷ୍ଟ କରିବା ପାଇଁ କହିଥିବା ଲକ୍ସ୍ଟସ୍ଖନ ଦ୍ରବ୍ଯକକ୍ସ୍ଟ ତୁମ୍ଭମାନେେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତକ୍ସ୍ଟ ନଷ୍ଟ ନ କରିବା ୟାଏଁ ଶତୃମାନଙ୍କ ଉପରେ ଜଯଲାଭ କରିପାରିବ ନାହିଁ।
13 Levanta-te, santifica o povo, e dize: Santificai-vos para amanhã, porque assim diz o Senhor Deus de Israel: Anátema há no meio de ti, Israel; diante dos teus inimigos não poderás suster-te, até que tireis o anátema do meio de vós.
14 'ପ୍ରଭାତ ରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଠିଆ ହବେ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହବେେ। ସଦାପ୍ରଭୁ ସମାନଙ୍କେ ମଧ୍ଯରକ୍ସ୍ଟ ଗୋଟିଏ ପରିବାରବର୍ଗଙ୍କକ୍ସ୍ଟ ବାଛିବେ। ଏହାପରେ ସହେି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହବେ। ସଦାପ୍ରଭୁ ସହେି ପରିବାରବର୍ଗରକ୍ସ୍ଟ ଗୋଟିଏ ଗୋଷ୍ଠୀକକ୍ସ୍ଟ ବାଛିବେ ଏବଂ ସମାନେେ ସଦାପ୍ରଭୁଙ୍କ ଆଗ ରେ ଛିଡା ହବେେ। ତା'ପରେ ସହେି ଗୋଷ୍ଠୀରୁ ସେ ଗୋଟିଏ ପରିବାରକକ୍ସ୍ଟ ବାଛିବେ। ତା'ପରେ ସେ ସହେି ପରିବାରର ପ୍ରେତ୍ୟକକ ଲୋକଙ୍କକ୍ସ୍ଟ ନିରୀକ୍ଷଣ କରିବେ।
14 Amanhã, pois, vos chegareis, segundo as vossas tribos; e será que a tribo que o Senhor tomar se chegará, segundo as famílias; e a família que o Senhor tomar se chegará por casas; e a casa que o Senhor tomar se chegará homem por homem.
15 ୟିଏ ଲକ୍ସ୍ଟସ୍ଖନ ଦ୍ରବ୍ଯ ରଖିବା ରେ ଦୋଷୀ ମନିବ, ଯେଉଁ ଦ୍ରବ୍ଯଟି ନଷ୍ଟ ହବୋର ଉଚିତ୍ ଥିଲା, ତାହା ନିଆଁ ରେ ପୋଡି଼ ପାଉଁଶ କରାୟିବ। ଏବଂ ତା'ର ଅଧିନ ରେ ଥିବା ସବୁକିଛିକକ୍ସ୍ଟ ପୋଡି଼ ପାଉଁଶ କରାୟିବ, ଯେ ହତେକ୍ସ୍ଟ ସେ ସଦାପ୍ରଭୁଙ୍କର ନିଯମ ଭଂଗ କଲା। ଆଉ ମଧ୍ଯ ସେ ଇଶ୍ରାୟେଲର ଲୋକମାନଙ୍କ ବହକ୍ସ୍ଟତ ପାପପୂର୍ଣ କାର୍ୟ୍ଯ କଲା।'
15 E será que aquele que for tomado com o anátema será queimado a fogo, ele e tudo quanto tiver; porquanto transgrediu a aliança do Senhor, e fez uma loucura em Israel.
16 ତା'ପରଦିନ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଯିହାଶୂେୟ ଇଶ୍ରାୟେଲର ସମସ୍ତ ଇଶ୍ରାୟେଲୀୟ ଲୋକମାନଙ୍କ ପରିବାରବର୍ଗ ଅନକ୍ସ୍ଟୟାଯୀ ସଦାପ୍ରଭୁଙ୍କ ଆଗକକ୍ସ୍ଟ ଆଣି ରେ। ଏବଂ ସଦାପ୍ରଭୁ ସେଥି ମଧ୍ଯରକ୍ସ୍ଟ ୟିହକ୍ସ୍ଟଦା ପରିବାରବର୍ଗକକ୍ସ୍ଟ ବାଛିଲେ।
16 Então Josué se levantou de madrugada, e fez chegar a Israel, segundo as suas tribos; e a tribo de Judá foi tomada;
17 ତା'ପରେ ସେ ୟିହକ୍ସ୍ଟଦାର ପରିବାରର ପରିବାରବର୍ଗକକ୍ସ୍ଟ ଉପସ୍ଥିତ କଲେ। ସରହେ ଗୋଷ୍ଠୀ ପରମେଶ୍ବରଙ୍କ ଦ୍ବାରା ନିର୍ଦ୍ଧାରିତ ହେଲା। ତା'ପରେ ସରହେ ପରିବାରର ସମସ୍ତ ସଭ୍ଯ ସଦାପ୍ରଭୁଙ୍କ ଆଗ ରେ ଛିଡା ହେଲେ। ଜିମିରିର ପରିବାର ବଛାଗଲା।
17 E, fazendo chegar a tribo de Judá, tomou a família dos zeraítas; e fazendo chegar a família dos zeraítas homem por homem, foi tomado Zabdi;
18 ଏହାପରେ ଯିହାଶୂେୟ ସେ ପରିବାରର ସମସ୍ତ ମନକ୍ସ୍ଟଷ୍ଯମାନଙ୍କୁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖକକ୍ସ୍ଟ ଆସିବାକକ୍ସ୍ଟ କହିଲେ। ସଦାପ୍ରଭୁ କର୍ମିର ପକ୍ସ୍ଟତ୍ର ଆଖନ୍କକ୍ସ୍ଟ ମନୋନୀତ କଲେ। କାର୍ମି ଜିମିରର ପକ୍ସ୍ଟତ୍ର ଥିଲା ଏବଂ ଜିମିରି ସରହରେ ପକ୍ସ୍ଟତ୍ର ଥିଲା।
18 E, fazendo chegar a sua casa, homem por homem, foi tomado Acã, filho de Carmi, filho de Zabdi, filho de Zerá, da tribo de Judá.
19 ତା'ପରେ ଯିହାଶୂେୟ ଆଖନକକ୍ସ୍ଟ କହିଲେ, ହେ ମାହେର ପକ୍ସ୍ଟତ୍ର, ବିନଯ କରୁଅଛି, ସଦାପ୍ରଭୁ ଇଶ୍ରାୟେଲର ପରମେଶଓରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ବୀକାର କର, ତୁମ୍ଭେ କ'ଣ କରିଛ। ମାେତେ କକ୍ସ୍ଟହ ସେ କଥା ଲକ୍ସ୍ଟଗ୍ଭଅ ନାହିଁ।
19 Então disse Josué a Acã: Filho meu, dá, peço-te, glória ao Senhor Deus de Israel, e faze confissão perante ele; e declara-me agora o que fizeste, não mo ocultes.
20 ଆଖନ ଉତ୍ତର ରେ କହିଲା, ଏହା ସତ୍ଯ! ମୁ ପାପ କରିଛି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ। ମୁ ଏହିପରି କରିଅଛି।
20 E respondeu Acã a Josué, e disse: Verdadeiramente pequei contra o Senhor Deus de Israel, e fiz assim e assim.
21 ମୁ ଲକ୍ସ୍ଟଟିତ ଦ୍ରବ୍ଯ ମଧିଅରେ ଖଣ୍ତିଏ ସକ୍ସ୍ଟନ୍ଦର ବାବିଲୀଯ କୋଟ ଓ 200 ଶକେଲ ରୂପା ଓ ଏକ ପାଉଣ୍ତ ଓଜନର ସକ୍ସ୍ଟନାମକ୍ସ୍ଟଣ୍ତା ଦେଖି ଲୋଭ କରି ତାହା ନଲେି। ଏବଂ ସଗେୁଡିକୁ ମାେ ତମ୍ବୁ ମଧିଅରେ ପୋତି ଅଛି। ଆଉ ରୂପା ତହିଁ କୋଟ ତଳେ ଅଛି।
21 Quando vi entre os despojos uma boa capa babilônica, e duzentos siclos de prata, e uma cunha de ouro, do peso de cinqüenta siclos, cobicei-os e tomei-os; e eis que estão escondidos na terra, no meio da minha tenda, e a prata por baixo dela.
22 ଯିହାଶୂେୟ କିଛି ଲୋକଙ୍କକ୍ସ୍ଟ ଛାଉଣୀକକ୍ସ୍ଟ ପଠାଇଲେ। ସମାନେେ ସଠାେକକ୍ସ୍ଟ ଦୌଡିଲେ ଓ ସଗେକ୍ସ୍ଟଡିକ ତମ୍ବୁ ତଳେ ପୋତା ହାଇେ ଥିବାର ଦେଖିଲେ। ରୂପାଗକ୍ସ୍ଟଡିକ କୋଟ ତଳେ ଥିଲା।
22 Então Josué enviou mensageiros, que foram correndo à tenda; e eis que tudo estava escondido na sua tenda, e a prata por baixo.
23 ଲୋକମାନେ ସେ ସମସ୍ତ ଦ୍ରବ୍ଯକକ୍ସ୍ଟ ତମ୍ବୁର ବାହାରକକ୍ସ୍ଟ ଆଣିଲେ। ସମାନେେ ସେ ସମସ୍ତ ଦ୍ରବ୍ଯକକ୍ସ୍ଟ ଯିହାଶୂେୟର ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କର ସମ୍ମକ୍ସ୍ଟଖକକ୍ସ୍ଟ ଆଣିଲେ। ସମାନେେ ସଗେୁଡିକୁ ସଦାପ୍ରଭୁଙ୍କ ଉପସ୍ଥିତି ରେ ଥୋଇ ଦେଲେ।
23 Tomaram, pois, aquelas coisas do meio da tenda, e as trouxeram a Josué e a todos os filhos de Israel; e as puseram perante o Senhor.
24 ଏହାପରେ ଯିହାଶୂେୟ ଓ ସମଗ୍ର ଇଶ୍ରାୟେଲ ସରହରେ ପକ୍ସ୍ଟତ୍ର ଆଖନକକ୍ସ୍ଟ ଓ ତା'ର ପକ୍ସ୍ଟତ୍ର ଓ କନ୍ଯାମାନଙ୍କୁ ଓ ତା'ର ଗୋରୁଗାଈ, ଗଧ ଓ ମେଣ୍ତା ଓ ତମ୍ବୁ ସର୍ବସ୍ବ ଯଥା ରୂପା, ସକ୍ସ୍ଟନା ଓ କୋଟକକ୍ସ୍ଟ ଆଖୋର ଉପତ୍ୟକାକକ୍ସ୍ଟ ଆଣିଲେ।
24 Então Josué, e todo o Israel com ele, tomaram a Acã filho de Zerá, e a prata, e a capa, e a cunha de ouro, e seus filhos, e suas filhas, e seus bois, e seus jumentos, e suas ovelhas, e sua tenda, e tudo quanto ele tinha; e levaram-nos ao vale de Acor.
25 ତା'ପରେ ୟିହୋଶୂଯ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦକ୍ସ୍ଟଃଖ ଦଲେ? ସଦାପ୍ରଭୁ ଆଜି ତକ୍ସ୍ଟମ୍ଭ ପାଇଁ ଦକ୍ସ୍ଟଃଖ ଆଣିବେ। ତେଣୁ ଇଶ୍ରାୟେଲର ସମସ୍ତ ଲୋକ ଆଖନ ଓ ତା'ର ପରିବାରକକ୍ସ୍ଟ ପଥର ଫିଙ୍ଗି ହତ୍ଯା କଲେ। ଏହାପରେ ଲୋକମାନେ ତାକକ୍ସ୍ଟ ଓ ସେ ଆଣିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସହେି ସ୍ଥାନ ରେ ପୋଡି଼ ଦେଲେ।
25 E disse Josué: Por que nos perturbaste? O Senhor te perturbará neste dia. E todo o Israel o apedrejou; e os queimaram a fogo depois de apedrejá-los.
26 ଆଖନକକ୍ସ୍ଟ ପୋଡି଼ ସାରିବା ପରେ ତାହାକକ୍ସ୍ଟ ପଥର ରେ ପୋତି ଦେଲେ, ସହେି ପଥର ଗଦା ଆଜି ପର୍ୟ୍ଯନ୍ତ ସଠାେରେ ଅଛି। ଯେ ହତେକ୍ସ୍ଟ ସଦାପ୍ରଭୁ ଆଖନକକ୍ସ୍ଟ ସଠାେରେ ଏପରି ଦକ୍ସ୍ଟଃଖ ଦେଲେ, ସେଥିପାଇଁ ସହେି ସ୍ଥାନ ଆଜି ପର୍ୟ୍ଯନ୍ତ ଆଖୋର ଉପତ୍ୟକା ନାମ ରେ ପରିଚିତ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କ ଉପରକ୍ସ୍ଟ କୋର୍ଧରକ୍ସ୍ଟ ନିବୃତ୍ତ ହାଇେ ଶାନ୍ତ ହେଲେ।
26 E levantaram sobre ele um grande montão de pedras, até o dia de hoje; assim o Senhor se apartou do ardor da sua ira; pelo que aquele lugar se chama o vale de Acor, até ao dia de hoje.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 7, comparar traduções ou montar um estudo — tudo direto pelo WhatsApp.