Josué 4
Oriya Bible (GL_ORIYA) vs NTLH
1 ସମସ୍ତ ଲୋକ ୟର୍ଦ୍ଦନ ନଦୀ ପାର ହାଇେ ସାରିବା ପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,
1 Quando todo o povo de Israel acabou de atravessar o rio Jordão, o Senhor disse a Josué:
2 ବାରଜଣ ଲୋକଙ୍କକ୍ସ୍ଟ ବାରଟି ଗୋଷ୍ଠୀବର୍ଗରକ୍ସ୍ଟ ବାଛ। ପ୍ରେତ୍ୟକକ ଗୋଷ୍ଠୀବର୍ଗରକ୍ସ୍ଟ ଜଣେ।
2 — Escolha doze homens, um de cada tribo ,
3 ଏହିପରି ଭାବେ ସମାନଙ୍କେୁ ଆଦେଶ ଦିଅ: ଯେଉଁଠା ରେ ଯାଜକଗଣ ନଦୀ ମଝି ରେ ଛିଡା ହାଇେଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତକ୍ସ୍ଟମ୍ଭ ସହିତ ସହେି ବାରଟି ଶିଳାଖଣ୍ତକକ୍ସ୍ଟ ବହିନିଅ। ତୁମ୍ଭେ ଯେଉଁଠା ରେ ରାତି କଟାଇବାକକ୍ସ୍ଟ ଯୋଜନା କରିଛ, ସଗେକ୍ସ୍ଟଡିକ ସଠାେରେ ରଖ।
3 e dê esta ordem: “Peguem doze pedras do meio do rio Jordão, do lugar onde os sacerdotes ficaram parados. Levem essas pedras e coloquem onde acamparem hoje à noite.”
4 ତେଣୁ ଯିହାଶୂେୟ ବାରଟି ଗୋଷ୍ଠୀବର୍ଗରକ୍ସ୍ଟ ବାର ଜଣଙ୍କକ୍ସ୍ଟ ବାଛିଲେ। ପ୍ରେତ୍ୟକକ ଗୋଷ୍ଠୀବର୍ଗରକ୍ସ୍ଟ ଜଣେ। ତା'ପରେ ସେ ସହେି ବାରଜଣ ଲୋକଙ୍କକ୍ସ୍ଟ ଗୋଟିଏ ଜାଗା ରେ ଏକତ୍ର କଲେ।
4 Então Josué chamou os doze homens que havia escolhido
5 ଯିହାଶୂେୟ ସହେି ବାରଜଣ ଲୋକଙ୍କକ୍ସ୍ଟ କହିଲେ, ୟର୍ଦ୍ଦନ ନଦୀର ମଝିକକ୍ସ୍ଟ ୟାଅ ଯେଉଁଠା ରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେ ଥିଲେ, ତୁମ୍ଭମାନେେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସଠାେରକ୍ସ୍ଟ ତୁମ୍ଭମାନେେ ପ୍ରେତ୍ୟକକ ଗୋଟିଏ ଲଖାେଁଏ ଶିଳା ତକ୍ସ୍ଟମ୍ଭ କାନ୍ଧ ରେ ବହି ଆଣିବ।
5 e disse: — Passem adiante da
6 ସହେି ଶିଳାଗକ୍ସ୍ଟଡିକ ତୁମ୍ଭମାନଙ୍କର ଏକ ପ୍ରତୀକ ହାଇେ ରହିବ। ଭବିଷ୍ଯତ ରେ ଯେତବେେଳେ ତୁମ୍ଭର ପିଲାମାନେ ଉତ୍ସୁକ ହାଇେ ତୁମ୍ଭକୁ ପଗ୍ଭରିବେ, 'ଏହି ପଥରଗକ୍ସ୍ଟଡିକ ତକ୍ସ୍ଟମ୍ଭ ପାଇଁ କ'ଣ?
6 Essas pedras ajudarão o povo a lembrar daquilo que o Senhor tem feito. No futuro, quando os seus filhos perguntarem o que essas pedras querem dizer,
7 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ୟର୍ଦ୍ଦନ ନଦୀର ଜଳ ଧାରକକ୍ସ୍ଟ ବନ୍ଦ କରିଥିଲେ। ସହେି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ୟକ୍ସ୍ଟକ୍ତିର ପବିତ୍ର ସିନ୍ଦକ୍ସ୍ଟକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶୀଳା ଖଣ୍ତଗକ୍ସ୍ଟଡିକ ସବୁଦିନ ପାଇଁ ଇଶ୍ରାୟେଲବାସୀଙ୍କର କଥାକକ୍ସ୍ଟ ମନେପକାଉ ଥିବ।
7 vocês contarão que as águas do Jordão pararam de correr no dia em que a arca da aliança atravessou o rio. Essas pedras farão com que o povo de Israel lembre sempre desse dia.
8 ତେଣୁ ଇଶ୍ରାୟେଲ ଲୋକମାନେ ଯିହାଶୂେୟଙ୍କର ନିର୍ଦ୍ଦେଶ ମାନିଲେ। ସମାନେେ ସହେି ବାର ଖଣ୍ତ ଶିଳାଗୁଡିକୁ ନଦୀ ଶର୍ୟ୍ଯାରକ୍ସ୍ଟ ଆଣିଲେ। ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ ଦଇେଥିବା ନିର୍ଦ୍ଦେଶ ଅନକ୍ସ୍ଟସା ରେ ପ୍ରେତ୍ୟକକ ପରିବାରବର୍ଗରକ୍ସ୍ଟ ଜଣେ ଗୋଟିଏ ଶିଳାଖଣ୍ତ ନେଲେ। ଲୋକମାନେ ସମାନଙ୍କେ ସହିତ ଶିଳାଖଣ୍ତ ବହିଲେ। ଏବଂ ସମାନେେ ଯେଉଁଠା ରେ ରାତ୍ରି ୟାପନ କରନ୍ତି, ସଠାେରେ ଶିଳାଖଣ୍ତକକ୍ସ୍ଟ ରଖନ୍ତି।
8 Os homens fizeram o que Josué mandou. Como o Senhor Deus tinha dito a Josué, eles pegaram do meio do rio Jordão doze pedras, uma para cada tribo de Israel, e as levaram e colocaram no acampamento.
9 ଯିହାଶୂେୟ ୟର୍ଦ୍ଦନ ନଦୀର ମଝି ରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠା ରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେଥିଲେ। ଯାହାକି ଆଜି ପର୍ୟ୍ଯନ୍ତ ପଥରଖଣ୍ତଗକ୍ସ୍ଟଡିକ ସହେି ସ୍ଥାନ ରେ ଅଛି।
9 Josué também pôs doze pedras no meio do Jordão, no lugar onde os sacerdotes que carregavam a arca haviam parado. Essas pedras ainda estão lá.
10 ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମାଶାେ ଯିହାଶୂେୟାଙ୍କକ୍ସ୍ଟ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦକ୍ସ୍ଟକ ବହକ୍ସ୍ଟଥିଲେ, ସମାନେେ ସହେି ନଦୀ ଶର୍ୟ୍ଯା ରେ ଠିଆ ହାଇେ ରହିଲେ, ସମସ୍ତ ଇଶ୍ରାୟେଲ ଲୋକମାନେ ନଦୀ ପାର ନ ହବୋ ପର୍ୟ୍ଯନ୍ତ।
10 Os sacerdotes ficaram parados no meio do Jordão até que foi feito tudo o que o Senhor , por meio de Moisés, havia mandado Josué falar ao povo. Então o povo se apressou e atravessou o rio.
11 ଯେତବେେଳେ ସମସ୍ତ ଲୋକମାନେ ନଦୀ ପାର ହାଇଗେଲେ, ଏହାପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିଯମ ସିନ୍ଦକ୍ସ୍ଟକ ଧରି ୟର୍ଦ୍ଦନ ନଦୀ ପାର ହାଇଗେଲେ।
11 Quando todos já haviam passado, a arca da aliança e os sacerdotes também passaram e ficaram na frente do povo.
12 ରୂବନ୍େ ଗୋଷ୍ଠୀର ମନକ୍ସ୍ଟଷ୍ଯମାନେ, ଗାଦ ଗୋଷ୍ଠୀର ମନକ୍ସ୍ଟଷ୍ଯମାନେ ଓ ମନଃଶିର ଅର୍ଦ୍ଧକେ ଗୋଷ୍ଠୀଗଣ, ୟକ୍ସ୍ଟଦ୍ଧାସ୍ତ୍ର ରେ ସଜ୍ଜିତ ଓ ୟକ୍ସ୍ଟଦ୍ଧ ପାଇଁ ହାଇେ ଇଶ୍ରାୟେଲୀୟମାନଙ୍କ ଆଗ ରେ ନଦୀ ପାର ହାଇଗେଲେ, ଠିକ୍ ମାଶାେ ଯେପରି ସମାନଙ୍କେୁ କହିଲେ ।
12 Os homens das tribos de Rúben, de Gade e de Manassés do Leste atravessaram antes do resto do povo, prontos para a batalha, conforme Moisés tinha dito.
13 ପ୍ରାଯ 40 ,000 ସୈନ୍ଯ ୟକ୍ସ୍ଟଦ୍ଧକରିବା ପାଇଁ ପ୍ରସ୍ତକ୍ସ୍ଟତ ହାଇେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପାର ହାଇେ ଯିରୀହାେ ପଦାକକ୍ସ୍ଟ ଗଲେ।
13 Mais ou menos quarenta mil homens preparados para guerrear marcharam diante de Deus, o Senhor , indo para o lado da planície de Jericó.
14 ସହେିଦିନ ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଆଗ ରେ ଯିହାଶୂେୟଙ୍କକ୍ସ୍ଟ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମାଶାଙ୍କେକ୍ସ୍ଟ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସହେିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ।
14 Naquele dia o Senhor fez com que o povo de Israel ficasse sabendo que Josué era um grande homem. E, durante a vida de Josué, eles o respeitaram assim como haviam respeitado a Moisés.
15 ଯେତବେେଳେ ଯାଜକମାନେ ନିଯମ ସିନ୍ଦକ୍ସ୍ଟକ ନଦୀ ମଧିଅରେ ପାର କରୁଥିଲେ ସେ ସମୟରେ ସମାନେେ ନଦୀ ରେ ଛିଡା ହାଇେଥିଲେ, ସେ ସମୟରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,
15 E o Senhor Deus disse a Josué:
16 ତୁମ୍ଭେ ଯାଜକମାନଙ୍କୁ ନିର୍ଦ୍ଦେଶ ଦିଅ ୟର୍ଦ୍ଦନ ନଦୀ ମଧ୍ଯରକ୍ସ୍ଟ ବାହାରକକ୍ସ୍ଟ ଆସିବା ପାଇଁ।
16 — Mande sair do rio Jordão os sacerdotes que estão carregando a arca da aliança.
17 ତେଣୁ ଯିହାଶୂେୟ ନିର୍ଦ୍ଦେଶ ଦେଲେ ଯାଜକମାନଙ୍କୁ, ସେ କହିଲେ, ୟର୍ଦ୍ଦନ ନଦୀରକ୍ସ୍ଟ ବାହାରକକ୍ସ୍ଟ ଆସ।
17 Josué fez isso.
18 ଯାଜକମାନେ ଯିହାଶୂେୟଙ୍କକ୍ସ୍ଟ ମାନିଲେ। ସମାନେେ ସହେି ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରି ନଦୀରକ୍ସ୍ଟ ନଦୀ କୂଳକକ୍ସ୍ଟ ଆସିଲେ। ଯେତବେେଳେ ଯାଜକମାନଙ୍କର ପାଦ ନଦୀରକ୍ସ୍ଟ ବାହାରି ଆସିଲା, ୟର୍ଦ୍ଦନ ନଦୀ ପୂର୍ବପରି ବହିବାକକ୍ସ୍ଟ ଲାଗିଲା। ଏହି ନଦୀ ପୂର୍ବପରି ତା'ର କୂଳ ଲଙ୍ଘନ କଲା।
18 E, depois que os sacerdotes saíram do Jordão e pisaram a terra seca, o rio começou a correr de novo e cobriu as margens como antes.
19 ପ୍ରଥମ ମାସର ଦଶମ ଦିନ ରେ ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ଯିରୀହାରେ ପୂର୍ବ ସିମାସ୍ଥିତ ଗିଲଗାଲ୍ଠା ରେ ଛାଉଣୀ ସ୍ଥାପନ କଲେ।
19 O povo atravessou o Jordão no dia dez do primeiro mês e acampou em Gilgal, a leste de Jericó.
20 ସମାନେେ ୟର୍ଦ୍ଦନରକ୍ସ୍ଟ ଆଣିଥିବା ସହେି ବାରଟି ଶିଳାଖଣ୍ତକକ୍ସ୍ଟ ଯିହାଶୂେୟା ଗିଲଗାଲ୍ଠା ରେ ସ୍ଥାପନ କଲେ।
20 Ali Josué fez um monumento com as doze pedras que havia tirado do Jordão.
21 ତା'ପରେ ଯିହାଶୂେୟ ଇଶ୍ରାୟେଲ ଲୋକମାନଙ୍କୁ କହିଲେ, ଭବିଷ୍ଯତ ରେ ତୁମ୍ଭର ପିଲାମାନେ ସମାନଙ୍କେର ପିତାମାତାଙ୍କୁ ପଗ୍ଭରିବେ, 'ଏ ପଥରଗକ୍ସ୍ଟଡିକ କ'ଣ?'
21 E disse ao povo de Israel: — Quando no futuro os filhos perguntarem aos pais o que estas pedras querem dizer,
22 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, 'ଏହି ଶିଳାଖଣ୍ତଗକ୍ସ୍ଟଡିକ ଅତୀତର ସ୍ମୃତି, କିପରି ଇଶ୍ରାୟେଲର ଲୋକମାନେ ଶକ୍ସ୍ଟଖିଲା ଭୂମିରେ ୟର୍ଦ୍ଦନ ନଦୀ ପାର ହାଇେଥିଲେ।
22 vocês explicarão que o povo de Israel atravessou o rio Jordão em terra seca.
23 ଆମ୍ଭମାନେେ ପାର ହବୋୟାଏ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କର ଶକ୍ତିବଳ ରେ ସୂଫ ସମକ୍ସ୍ଟଦ୍ର ଶିଷ୍କ କରିଥିଲେ, ସହେିପରି ତୁମ୍ଭମାନେେ ପାର ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ୟର୍ଦ୍ଦନ ନଦୀ ଶକ୍ସ୍ଟଷ୍କ କଲେ।'
23 O Senhor , o Deus de vocês, secou o Jordão para vocês atravessarem, assim como secou o mar Vermelho para nós passarmos.
24 ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମକ୍ସ୍ଟଦାଯ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।
24 Por causa disso todos os povos da terra vão conhecer o poder do Senhor , o Deus de vocês, e vocês o respeitarão para sempre.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Josué 4, comparar traduções ou montar um estudo — tudo direto pelo WhatsApp.