Josué 3

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଯିହାଶୂେୟ ଓ ଇଶ୍ରାୟେଲର ସମସ୍ତ ଲୋକମାନେ ଆକାସିଯା ସହର ପରିତ୍ଯାଗ କରି ୟର୍ଦ୍ଦନ ନଦୀ କୂଳକକ୍ସ୍ଟ ୟାତ୍ରା କଲେ। ସମାନେେ ନଦୀ ପାର ହାଇଯେିବା ପର୍ୟ୍ଯନ୍ତ ସହେି ନଦୀ କୂଳ ରେ ଛାଉଣୀ କଲେ।
1 Levantou-se, pois, Josué de madrugada, e partiram de Sitim, e vieram até ao Jordão, ele e todos os filhos de Israel, e pousaram ali antes que passassem.
2 ତିନିଦିନ ପରେ ଅଧ୍ଯକ୍ଷମାନେ ଛାଉଣୀ ମଧ୍ଯ ଦଇେ ଗଲେ।
2 E sucedeu, ao fim de três dias, que os príncipes passaram pelo meio do arraial
3 ନତେୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେ ତବେଳେ ଲବେୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କର ନିଯମ ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ଯିବେ, ତୁମ୍ଭମାନେେ ସମସ୍ତେ ସମାନଙ୍କେୁ ଅନକ୍ସ୍ଟସରଣ କରିବା ଉଚିତ୍।
3 e ordenaram ao povo, dizendo: Quando virdes a arca do concerto do Senhor , vosso Deus, e que os sacerdotes levitas a levam, parti vós também do vosso lugar e segui-a.
4 କିନ୍ତୁ ତୁମ୍ଭମାନେେ ନିଶ୍ଚିତ ସମାନଙ୍କେର ଅଧିକ ନିକଟବର୍ତ୍ତୀ ହବେନାହିଁ। ତାଙ୍କ ପଛ ରେ 2,000 ହାତ ପର୍ୟ୍ଯନ୍ତ ତକ୍ସ୍ଟମ୍ଭ ଓ ନିଯମ ସିନ୍ଦକ୍ସ୍ଟକ ମଧିଅରେ ବ୍ଯବଧାନ ରେ ରହିବ। ତୁମ୍ଭେ ଏ ବାଟ ଦଇେ ଆଗରକ୍ସ୍ଟ ୟାଇନାହିଁ। କିନ୍ତୁ ଯଦି ତୁମ୍ଭେ ସମାନଙ୍କେୁ ଅନକ୍ସ୍ଟସରଣ କର, ତବେେ ତୁମ୍ଭମାନେେ ଜାଣିପାରିବ ଯେ, ତୁମ୍ଭମାନେେ କେଉଁ ରାସ୍ତା ରେ ୟିବା ଉଚିତ୍।
4 Haja, contudo, distância entre vós e ela, como da medida de dois mil côvados; e não vos chegueis a ela, para que saibais o caminho pelo qual haveis de ir; porquanto por este caminho nunca passastes antes.
5 ତା'ପରେ ୟିହୋଶୂଯ ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ନିଜକକ୍ସ୍ଟ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବେ।
5 Disse Josué também ao povo: Santificai-vos, porque amanhã fará o Senhor maravilhas no meio de vós.
6 ତା'ପରେ ୟିହୋଶୂଯ ଯାଜକମାନଙ୍କୁ କହିଲେ, ନିଯମ ସିନ୍ଦକ୍ସ୍ଟକ ଉଠାଅ ଏବଂ ଲୋକମାନଙ୍କର ସମ୍ମକ୍ସ୍ଟଖ ରେ ନଦୀ ମଧିଅରେ ଏହା ବହି ନିଅ। ତେଣୁ ଯାଜକମାନେ ନିଯମ ସିନ୍ଦକ୍ସ୍ଟକ ବହନ କରି ଲୋକମାନଙ୍କର ଆଗେ ଆଗେ ଚାଲିଲେ।
6 E falou Josué aos sacerdotes, dizendo: Levantai a arca do concerto e passai adiante deste povo. Levantaram, pois, a arca do concerto e foram andando adiante do povo.
7 ତା'ପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ଆଜି ମୁ ତୁମ୍ଭକୁ ସମକ୍ସ୍ଟଦାଯ ଇଶ୍ରାୟେଲ ସମ୍ମକ୍ସ୍ଟଖ ରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବି। ଏଥି ରେ ଲୋକମାନେ ଜାଣିବେ ଯେ ମୁ ଯେପରି ମାଶାଙ୍କେ ସହିତ ଥିଲି, ତକ୍ସ୍ଟମ୍ଭ ସହିତ ସହେିପରି ଅଛି।
7 E o Senhor disse a Josué: Este dia começarei a engrandecer-te perante os olhos de todo o Israel, para que saibam que assim como fui com Moisés assim serei contigo.
8 ନିଯମ ସିନ୍ଦକ୍ସ୍ଟକ ବାହକ ଯାଜକମାନଙ୍କୁ କକ୍ସ୍ଟହ, 'ପାଣି ରେ ପଶିବା ପୂର୍ବରକ୍ସ୍ଟ ୟର୍ଦ୍ଦନ ନଦୀ କୂଳ ରେ ଠିଆ ହାଇେ ରକ୍ସ୍ଟହ।'
8 Tu, pois, ordenarás aos sacerdotes que levam a arca do concerto, dizendo: Quando vierdes até à borda das águas do Jordão, parareis no Jordão.
9 ତା'ପରେ ୟିହୋଶୂଯ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଏହିଠାକକ୍ସ୍ଟ ଆସ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର କଥାମାନ ଶକ୍ସ୍ଟଣ।
9 Então, disse Josué aos filhos de Israel: Chegai-vos para cá e ouvi as palavras do Senhor , vosso Deus.
10 ଜୀବିତ ପରମେଶ୍ବର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ବାରା ତୁମ୍ଭମାନେେ ଜାଣି ପାରିବ। ସେ, କିଣାନୀଯ ହିତ୍ତୀଯ, ହିଦ୍ଦୀଯ ପରିସୀଯ, ଗିର୍ଗାଶୀଯ, ଇ ମାରେୀଯ ଓ ୟିବୂଷୀଯ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସହେି ଭୂମିରକ୍ସ୍ଟ ନିଶ୍ଚିତ ତଡି ଦବେେ।
10 Disse mais Josué: Nisto conhecereis que o Deus vivo está no meio de vós e que de todo lançará de diante de vós os cananeus, e os heteus, e os heveus, e os ferezeus, e os girgaseus, e os amorreus, e os jebuseus.
11 ଏହା ଏକ ପ୍ରମାଣ। ସମଗ୍ର ଜଗତର ସଦାପ୍ରଭୁଙ୍କ ନିଯମ ସିନ୍ଦକ୍ସ୍ଟକ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ୟର୍ଦ୍ଦନକକ୍ସ୍ଟ ପାର ହାଇେ ତୁମ୍ଭମାନଙ୍କ ଆଗ ରେ ଯାଉଅଛି, ଯେ ହତେକ୍ସ୍ଟ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାର ହେଉଅଛ।
11 Eis que a arca do concerto do Senhor de toda a terra passa o Jordão diante de vós.
12 ବର୍ତ୍ତମାନ ତୁମ୍ଭେ ବାରଜଣ ଲୋକଙ୍କକ୍ସ୍ଟ ବାଛ। ତୁମ୍ଭମାନେେ ଇଶ୍ରାୟେଲର ବାରଜଣ ପରିବାରରକ୍ସ୍ଟ ଜଣ ଜଣ କରି ବାରଜଣଙ୍କକ୍ସ୍ଟ ବାଛ।
12 Tomai, pois, agora, doze homens das tribos de Israel, de cada tribo um homem;
13 ଯେତବେେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବହନ କରି ୟର୍ଦ୍ଦନ ନଦୀ ରେ ପ୍ରବେଶ କରିବେ, ୟର୍ଦ୍ଦନର ପ୍ରବାହ ବନ୍ଦ ହାଇଯେିବ। ୟର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହାଇେ ସ୍ଥଗିତ ରହିବ।
13 porque há de acontecer que, assim que as plantas dos pés dos sacerdotes que levam a arca do Senhor , o Senhor de toda a terra, repousem nas águas do Jordão, se separarão as águas do Jordão, e as águas que de cima descem pararão num montão.
14 ଯେତବେେଳେ ଲୋକମାନେ ଛାଉଣୀ ପକାଇଥିବା ସ୍ଥାନରକ୍ସ୍ଟ ୟର୍ଦ୍ଦନ ନଦୀ ପାର ହବୋପାଇଁ ୟାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିଯମ ସିନ୍ଦକ୍ସ୍ଟକ ବହି ନେଉଥିଲେ।
14 E aconteceu que, partindo o povo das suas tendas, para passar o Jordão, levavam os sacerdotes a arca do concerto diante do povo.
15 ଯଦିଓ ଶସ୍ଯ ଅମଳ ସମୟରେ ୟର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶର୍ୟ୍ଯା ରେ ପ୍ରବେଶ କଲା ମାତ୍ ରେ ହଠାତ୍ ତା'ର ପ୍ରବାହ ବନ୍ଦ ହାଇଗେଲା।
15 E, quando os que levavam a arca chegaram até ao Jordão, e os pés dos sacerdotes que levavam a arca se molharam na borda das águas (porque o Jordão transbordava sobre todas as suas ribanceiras, todos os dias da sega),
16 ତା'ପରେ ଉପରକ୍ସ୍ଟ ବହକ୍ସ୍ଟଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ ପର୍ୟ୍ଯନ୍ତ ବନ୍ଦ ହାଇଗେଲା ଓ ଗୋଟିଏ ରାଶି ରେ ପରିଣତ ହାଇେ ସ୍ଥଗିତ ହେଲା। ଏବଂ ମୃତ ସମକ୍ସ୍ଟଦ୍ରକକ୍ସ୍ଟ ଯାଉଥିବା ନିମ୍ନଗାମୀ ଜଳ ସୋର୍ତ ବନ୍ଦ ହାଇଗେଲା। ଇତ୍ଯବସ ରେ ଲୋକମାନେ ଯିରୀହାେ ନିକଟରେ ୟର୍ଦ୍ଦନ ନଦୀ ପାର ହେଲେ।
16 pararam-se as águas que vinham de cima; levantaram-se num montão, mui longe da cidade de Adã, que está da banda de Sartã; e as que desciam ao mar das Campinas, que é o mar Salgado, faltavam de todo e separaram-se; então, passou o povo defronte de Jericó.
17 ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ନଇେ ଯାଉଥିବା ଯାଜକଗଣ ଦୃଢ ଭାବରେ ୟର୍ଦ୍ଦନ ନଦୀର ମଝି ରେ ଅଟକି ଗଲେ, ଯେ ପର୍ୟ୍ଯନ୍ତ ଇଶ୍ରାୟେଲର ସମସ୍ତ ଲୋକ ଶକ୍ସ୍ଟଖିଲା ଭୂମିରେ ନଦୀ ପାର ହାଇେ ନାହାନ୍ତି।
17 Porém os sacerdotes que levavam a arca do concerto do Senhor pararam firmes em seco no meio do Jordão; e todo o Israel passou em seco, até que todo o povo acabou de passar o Jordão.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 3, comparar traduções ou montar um estudo — tudo direto pelo WhatsApp.